< Offenbarung 17 >

1 Und es kam einer der sieben Engel, welche die sieben Schalen hatten, und redete mit mir und sagte: Komm her, ich will dir das Gericht der großen Buhlerin zeigen, die auf den vielen Wassern sitzt.
ତାର୍‌ପଚେ ସାତ୍‌ଟା ଗିନାଦାରିରଇବା ସାତ୍‌ଟା ଦୁତ୍‌ମନର୍‌ ବିତ୍‌ରେ ଅନି ଗଟେକ୍‌ ଦୁତ୍‌ ମକେ ଆସିକରି କଇଲା, “ଇତି ଆଉ ।” ସେ ଡାକ୍‌ପୁଟାର୍‌ ବେସିଆ କେନ୍ତାରି ଡଣ୍ଡ୍‌ ପାଇସି, ସେଟା ମୁଇ ତକେ ଦେକାଇବି । ବେସି ଗାଡ୍‌ମନ୍‌ ମିସିରଇବା ଜାଗାଇ ସେ ନଅର୍‌ ତିଆର୍‌ ଅଇଲାଆଚେ ।
2 Mit welcher haben gebuhlt die Könige der Erde, und es sind von dem Wein ihrer Buhlerei trunken worden die, so die Erde bewohnen.
ଜଗତର୍‌ ରାଜାମନ୍‌ ତାର୍‌ ସଙ୍ଗ୍‍ ବେସିଆ କାମ୍‌ କଲାଇ । ଜଗତର୍‌ ଲକ୍‌ମନ୍‌ ତାର୍‌ ମଦ୍‌ କାଇକରି ମାତ୍‌ଲାଇ । ତାର୍‌ ଅରତ୍‌ ଅଇଲାନି, ତାକର୍‌ କାରାପ୍‌ ଚଲାଚଲ୍‌ତିକେ ସେମନ୍‌ ମାନ୍‌ଲାଇ ।
3 Und er brachte mich im Geist weg in eine Wüste; und ich sah ein Weib auf einem scharlachroten Tiere sitzen, das voll von Namen der Lästerung war und sieben Häupter und zehn Hörner hatte.
ମକେ ଆତ୍‌ମା ଦାରିଦେଲା ଆରି ଦୁତ୍‌ ମକେ ମରୁବାଲି ବୁଏଁ ଡାକିନେଲା । ଆରି ଏଦେ ଦେକା! ତେଇ ରଙ୍ଗ୍‌ ପସୁର୍‌ ଉପ୍‌ରେ ଗଟେକ୍‌ ମାଇଜି ବସିରଇବାଟା ମୁଇ ଦେକ୍‌ଲି । ତାକେ ସାତ୍‌ଟା ମୁଣ୍ଡ୍‌ ଆରି ଦସ୍‌ଟା ସିଙ୍ଗ୍‌ ରଇଲା । ପର୍‌ମେସର୍‌କେ ନିନ୍ଦାକର୍‌ବା ନାଉଁ ସେ ପସୁର୍‌ ଉପ୍‌ରେ ଲେକାଅଇରଇଲା ।
4 Und das Weib war mit Purpur und Scharlach umkleidet, und übergoldet mit Gold und kostbaren Steinen und Perlen; sie hatte einen goldenen Becher in ihrer Hand, der voll von Greueln und Unreinheit ihrer Buhlerei war.
ସେ ମାଇଜି ରଙ୍ଗ୍‌ ଆରି ଜାମ୍‌କଲି ରଙ୍ଗର୍‌ ବସ୍‌ତର୍‌ ପିନ୍ଦିରଇଲା । ସେ ବେସି ସୁନାବାନା, ଆରି ବେସି ଦାମ୍‌ ଦେଇରଇବା ଇରାନିଲା ପିନ୍ଦିରଇଲା । ତାର୍‌ ଆତେ ସୁନାର୍‌ ଗିନା ଦାରିରଇଲା । ସେ କରିରଇବା ବେସିଆ କାମ୍‌ମନ୍‌ ଆରି କାରାପ୍‌ କାମ୍‌ମନ୍‌ ସେ ଗିନାଇ ବର୍‌ତିଅଇରଇଲା ।
5 Und auf ihrer Stirne war ein Name geschrieben: Geheimnis! Babylon, die große, die Mutter der Buhlereien und der Greuel der Erde.
ତାର୍‌ କାପାଲେ ଲେକିରଇବା ନାଉଁ କେ ନାଜାନ୍‌ବା ଗଟେକ୍‌ ଅରତ୍‌ ରଇଲା । “ଏ ଡାକ୍‌ପୁଟାର୍‌ ବାବିଲନ୍‌!” ଜଗତେ କରିରଇବା ସବୁ ବେସିଆ କାମର୍‌ ଆରି କରାପ୍‌ କାମର୍‌ ଆୟା ତୁଇସେ ।
6 Und ich sah das Weib trunken vom Blute der Heiligen und vom Blute der Zeugen Jesu. Und da ich sie sah, verwunderte ich mich mit großer Verwunderung.
ଆରି ସେ ମାଇଜି ପର୍‌ମେସରର୍‌ ଲକ୍‌ମନର୍‌ ବନି କାଇ ମାତିରଇବାଟା ମୁଇ ଦେକ୍‌ଲି । ଜିସୁକେ ବିସ୍‌ବାସ୍‌ କରି ସାଦ୍‌ବାନ୍ଦ୍‌ ଅଇ ମରିଜାଇରଇବା ଲକ୍‌ମନର୍‌ ବନି କାଇକରି ମିସା ସେ ମାତିରଇଲା । ମୁଇ ତାକେ ଦେକିକରି କାବା ଅଇଗାଲି ।
7 Und der Engel sprach zu mir: Warum verwunderst du dich? Ich will dir sagen das Geheimnis des Weibes und des Tieres, das sie trägt, das die sieben Häupter und die zehn Hörner hat.
ଦୁତ୍‌ ମକେ ପାଚାର୍‌ଲା, “କାଇକେ ତୁଇ କାବା ଅଇଗାଲୁସ୍‌? ଏ ମାଇଜିର୍‌ ଆରି ତାକେ ଦାରିରଇବା ପସୁର୍‌ କେ ନାଜାନି ରଇବା ଅରତ୍‌ ମୁଇ ତକେ କଇଦେବି ।” ସେ ପସୁକେ ସାତ୍‌ଟା ମୁଣ୍ଡ୍‌ ଆରି ଦସ୍‌ଟା ସିଙ୍ଗ୍‌ ରଇଲା ।
8 Das Tier, das du gesehen hast, war, und ist nicht, und wird aus dem Abgrund heraufsteigen und ins Verderben fortgehen. Und verwundern werden sich, die auf der Erde wohnen, deren Namen nicht geschrieben sind im Buche des Lebens von Gründung der Welt an, wenn sie das Tier sehen, das war und nicht ist und dennoch ist. (Abyssos g12)
ଆଗ୍‌ତୁ ତରେକ୍‌ ସେ ପସୁ ବଁଚିରଇଲା । ମାତର୍‌ ଏବେ ଆରି ସେ ନ ବଁଚେ । ପାତାଲେଅନି ସେଟା ବାରଇ ଆଇସି । ତାକେ ଆରି ତରେକ୍‌ ସେ ଡଣ୍ଡ୍‌ ପାଇବା ଜାଗାଇ ନିଆଅଇସି । ଜଗତେରଇବା ଲକ୍‌ମନ୍‌, ସବୁ ତିଆର୍‌ ନ ଅଇବା ଆଗ୍‌ତୁ, ଜାର୍‌ ନାଉଁ ଜିବନ୍‌ରଇବା ବଇଟାନେ ଲେକାଅତ୍‌ନାଇ, ସେମନ୍‌ ସେ ପସୁକେ ଦେକି କାବାଅଇଜିବାଇ । କାଇକେବଇଲେ ସେ ଆଗ୍‌ତୁ ବଁଚିରଇଲା, ଏବେ ଆରି ସେଟା ବଁଚିରଏନାଇ । ମାତର୍‌ ସେଟା ଆରିତରେକ୍‌ ଆଇସି । (Abyssos g12)
9 Hier ist der Sinn, der Weisheit hat; die sieben Häupter sind sieben Berge, worauf das Weib sitzt; und sind sieben Könige,
“ଗଟେକ୍‌ ଗିଆନ୍‌ ରଇବା ଆରି ଚିନ୍ତା କର୍‌ବା ଲକ୍‌ସେ ଏଟା ବୁଜିପାର୍‌ସି । ସେ ସାତ୍‌ଟା ମୁଣ୍ଡର୍‌ ଅରତ୍‌ ଅଇଲାନି, ସେ ମାଇଜି ବସ୍‌ବା ସାତ୍‌ଟା କୁପ୍‌ଲି । ସେଟା ଅଇଲାନି ସାତ୍‌ଟା ରାଜାମନ୍‌ ମିସା ।
10 Die fünfe sind gefallen, und der eine ist, der andere ist noch nicht gekommen, und wenn er kommt, muß er ein wenig bleiben.
୧୦ସେ ସାତ୍‌ଟା ରାଜାମନର୍‌ ବିତ୍‌ରେ ଅନି ପାଁଚଟା ରାଜା ବୁଡିଗାଲାଇ । ଗଟେକ୍‌ ଏବେ ମିସା ସାସନ୍‌ କଲାନି । ସାରାସାରିଟା ଏବେଜାକ ଆସେନାଇତା । ସେ ଆଇଲେ ଚନେକର୍‌ପାଇ ସାସନ୍‌ କର୍‌ବାର୍‌ଆଚେ ।
11 Und das Tier, das war und nicht ist, ist auch selbst der achte, und ist von den sieben und geht hin ins Verderben.
୧୧ଆରି ଜନ୍‌ ପସୁ ଜେ କି ଆଗ୍‌ତୁ ବଁଚିରଇଲା, ଆରି ଏବେ ସେ ବଁଚେନାଇ, ସେ ଅଇଲାନି ଆଟ୍‌ ଲମର୍‌ ରାଜା । ସାତ୍‌ଟା ରାଜାମନର୍‌ ବିତ୍‌ରେଅନି ସେ ଗଟେକ୍‌ । ଆରି ସେ ମିସା ବୁଡିଜାଇସି ।”
12 Und die zehn Hörner, die Du gesehen, sind zehn Könige, welche das Reich noch nicht empfangen haben, sondern Gewalt wie Könige eine Stunde empfangen mit dem Tier.
୧୨ଜନ୍‌ ଦସ୍‌ଟା ସିଙ୍ଗ୍‌ ତୁଇ ଦେକିରଇଲୁସ୍‌, ସେଟା ଅଇଲାନି ଦସ୍‌ଟା ରାଜା । ସେମନ୍‌ ଏବେଜାକ ରାଇଜେ ସାସନ୍‌ କରତ୍‌ ନାଇତା । ମାତର୍‌ ପସୁସଙ୍ଗ୍‍ ରାଜା ଇସାବେ ଗଟେକ୍‌ ଗଁଟା ସାସନ୍‌ କର୍‌ବାକେ ଅଦିକାର୍‌ ଦିଆଅଇସି ।
13 Diese haben eine Meinung, und übergeben dem Tiere ihre Kraft und Gewalt.
୧୩ଏ ସବୁ ଦସ୍‌ଟା ରାଜାମନ୍‌କେ ଗଟେକ୍‌ ଆକା ଆଦେସ୍‌ ଆଚେ । ତାକର୍‌ ସବୁ ବପୁ ଆରି ଅଦିକାର୍‌ ପସୁକେ ଦେବାଇ ।
14 Diese werden mit dem Lamme kriegen, und das Lamm wird sie überwinden, denn es ist der Herr der Herren und der König der Könige; und die mit Ihm sind Berufene und Auserwählte und Getreue.
୧୪ସେମନ୍‌ ମେଣ୍ଡାପିଲାର୍‌ ବିରୁଦେ ଜୁଇଦ୍‌ କର୍‌ବାଇ । ମାତର୍‌ ମେଣ୍ଡାପିଲା ସେମନ୍‌କେ ଆରାଇସି । କାଇକେବଇଲେ ସେ ସବୁ ମାପ୍‌ରୁମନର୍‌ ଟାନେଅନି ଉଚେ ରଇବା ମାପ୍‌ରୁ । ଆରି ରାଜା ମନର୍‌ଟାନେ ଅନି ଉପ୍‌ରେ ରଇବା ରାଜା । ତାର୍‌ ଜେତ୍‌କି ସିସ୍‌ମନ୍‌କେ ସେ ଡାକିକରି ବାଚ୍‌ଲାଆଚେ, ଆରି ତାକେ ସତ୍‌ ସଙ୍ଗ୍‍ ନାମ୍‌ବାଇ, ସେମନର୍‌ ସଙ୍ଗ୍‍ ସେ ଜୁଇଦ୍‌ କର୍‌ସି ।
15 Und er spricht zu mir: Die Wasser, die du gesehen, wo die Buhlerin sitzt, sind Völker und Volksmengen und Völkerschaften und Zungen.
୧୫ଦୁତ୍‌ ଏନ୍ତାରି ମିସା ମକେ କଇଲା, ତୁଇ ଜନ୍‌ ପାନି ଉପ୍‌ରେ ବେସିଆ ବସିରଇବାଟା ଦେକ୍‌ଲୁସ୍‌, ସେଟା ଅଇଲାନି ଏ ଜଗତର୍‌ ରାଇଜ୍‌ମନ୍‌, ଲକ୍‌ମନ୍‌, ଜାତିମନ୍‌ ଆରି ବାସାମନ୍‌ ।
16 Und die zehn Hörner, die du gesehen auf dem Tiere, diese werden die Buhlerin hassen, und werden sie wüste machen und bloß, und ihr Fleisch essen und sie mit Feuer verbrennen.
୧୬ତୁଇ ଦେକିରଇବା ଦସ୍‌ଟା ସିଙ୍ଗ୍‌ ଆରି ସେ ପସୁ, ବେସିଆକେ ଗିନ୍‌ କର୍‌ବାଇ । ତାର୍‌ଟାନେ ରଇବାଟା ସବୁ ଚାଡାଇନେଇ ଡୁମ୍‌ଣ୍ଡା କର୍‌ବାଇ । ତାର୍‌ ମାଉଁସ୍‌ କାଇକରି ତାକେ ଜଇଟାନେ ପଡାଇଦେବାଇ ।
17 Denn Gott hat es in ihre Herzen gegeben, Seine Meinung zu tun, und zu tun eine Meinung, und ihr Reich dem Tiere zu geben, bis vollendet werden die Reden Gottes.
୧୭କାଇକେବଇଲେ ପର୍‌ମେସର୍‌ ତାର୍‌ ଜଜ୍‌ନା ପୁରାପୁରନ୍‌ କର୍‌ବାକେ ସେମନର୍‌ ମନ୍‌କେ ଏ କାତାଦେଇ ପାଟାଇଆଚେ । ସେମନ୍‌ ଗଟେକ୍‌ ଅଇ କାମ୍‌ କର୍‌ବାଇ । ପର୍‌ମେସରର୍‌ ବାକିଅ ସିଦ୍‌ ଅଇବାଜାକ ତାର୍‌ ରାଇଜର୍‌ ସାସନ୍‌ କର୍‌ବା ବପୁ, ପସୁକେ ଦେଲାଆଚେ ।
18 Und das Weib, das du gesehen, ist die große Stadt, welche das Reich hat über die Könige der Erde.
୧୮ଆରି ଜନ୍‌ ମାଇଜିକେ ତୁଇ ଦେକ୍‌ଲୁସ୍‌, ସେ ଅଇଲାନି, ଜଗତର୍‌ ରାଜାମନ୍‌କେ ସାସନ୍‌ କର୍‌ବା ସେ ବଡ୍‌ ନଅର୍‌ ।

< Offenbarung 17 >