< Matthaeus 20 >
1 Denn das Reich der Himmel ist gleich einem Menschen, einem Hausherrn, der mit dem Morgen ausging, Arbeiter in seinen Weinberg zu dingen.
୧ସରଗ୍ ରାଇଜ୍ କେନ୍ତିଟା, ଏଟାର୍ ପାଇ ଆରି ଗଟେକ୍ କାତା ସୁନା । ଦିନେକ୍ ଗଟେକ୍ ଲକ୍ ସାକାଲ୍ ସାକାଲ୍ ତାର୍ ଅଙ୍ଗୁର୍ ବାଡେ କାମ୍ କରାଇବାକେ କୁଲିଆର୍ମନ୍କେ କଜ୍ବାର୍ ବାରଇଲା ।
2 Er ward aber mit den Arbeitern eins über einen Denar den Tag, und sandte sie aus in seinen Weinberg.
୨ସେ ଜନ୍ ଲକ୍ମନ୍କେ ମିସ୍ଲା, ସେମନ୍କେ ଗଟେକ୍ ଦିନ୍କେ, ଗଟେକ୍ ଲାକା ରୁପାଟାଙ୍ଗା କୁଲି ଦେବାକେ ରାଜି କରି ତାର୍ ବାଡେ ପାଟାଇଲା ।
3 Und um die dritte Stunde ging er aus und sah andere müßig im Markte stehen,
୩ତାର୍ ପଚେ ସାକ୍ଲିଆ ନଅଟା ବେଲେ ଆଟେ ଜାଇ, ଗଟେକ୍ ଦଲର୍ ଲକ୍ କାଇ କାମ୍ ନ କରି ଟିଆଅଇ ରଇଲାଟା ଦେକ୍ଲା ।
4 Und derselbe sprach: Gehet auch ihr hin in den Weinberg, und was gerecht ist, will ich euch geben.
୪ସେ ଲକ୍ ସେମନ୍କେ କଇଲା, “ତମେ ମିସା ମର୍ ଅଙ୍ଗୁର୍ ବାଡେ ଜାଇ କାମ୍ କରା, ତମ୍କେ ମିସା ସମାନ୍ ଇସାବେ ବୁତି ଦେବି ।”
5 Sie aber gingen hin. Um die sechste und die neunte Stunde ging er wieder aus und tat gleich also.
୫ସେମନ୍ ଜାଇ କାମ୍ କର୍ବାର୍ ଦାର୍ଲାଇ । ସେନ୍ତାରିସେ ମୁଣ୍ଡ୍ବେଲାଇ, ଆଡ୍ବେଲାଇ ମିସା ଆରି କେତେଟା କୁଲିଆର୍ମନ୍କେ ଆନି କାମେ ମିସାଇଲା ।
6 Als er aber um die elfte Stunde ausging, fand er andere müßig stehen und sprach zu ihnen: Was steht ihr so den ganzen Tag mü-ßig?
୬ସଞ୍ଜୁଆ ପାଁଚ୍ଟା ବେଲା ଆରି ତରେକ୍ ଆଟେ ଜାଇ ଆରି କେତେ ଲକ୍ ଚୁଚାଇ ଟିଆଅଇରଇବାଟା ଦେକ୍ଲା । ସେମନ୍କେ ପାଚାର୍ଲା “ଗୁଲାଇ ମୁଇଦାନ୍ କାମ୍ ନ କରି କାଇକେ ଇତି ଉଜେ ଉଜେ ଆଚାସ୍?”
7 Sie sagen zu ihm: Es hat uns niemand gedungen. Sagt er zu ihnen: Gehet auch ihr hin in den Weinberg, und was gerecht ist, sollt ihr empfangen.
୭ସେମନ୍ ତାକେ କଇଲାଇ, “ଆମ୍କେ ତା କେ ମିସା କାମେ ମିସାଅତ୍ ନାଇ ।” ସାଉକାର୍ ସେମନ୍କେ କଇଲା “ସେନ୍ତାର୍ଆଲେ ତମେ ସବୁ ଲକ୍ ମର୍ ଅଙ୍ଗୁର୍ ବାଡେ ଜାଇ କାମ୍ କରା ।”
8 Als es Abend geworden, spricht der Herr des Weinbergs zu seinem Schaffner: Rufe die Arbeiter und gib ihnen den Lohn, und fange bei den letzten an bis zu den ersten.
୮ସେ ଦିନେ ସଞ୍ଜ୍ ଅଇଲାକେ ଅଙ୍ଗୁର୍ ବାଡର୍ ସାଉକାର୍ ଗୁମୁସ୍ତାକେ କଇଲା, “କୁଲିଆର୍ମନ୍କେ ଡାକ୍ । ଜନ୍ ଲକ୍ମନ୍ ସବୁର୍ ପଚେ କାମ୍ ଦାର୍ଲାଇ, ସେମନ୍କେ ଆଗେ ବୁତି ଦେଇଦେସ୍ । ଜନ୍ ଲକ୍ମନ୍ ସବୁର୍ତେଇଅନି ପର୍ତୁମ୍ କାମେ ମିସି ଆଚତ୍, ସେମନ୍କେ ତାକର୍ ବୁତି ସାରାସାରି ପଚେ ଦେସ୍ ।”
9 Als die von der elften Stunde kamen, empfingen sie jeder seinen Denar.
୯ଜନ୍ ଲକ୍ମନ୍ ସଞ୍ଜୁଆ ପାଁଚ୍ଟା ବେଲେ କାମେ ମିସି ରଇଲାଇ ସେମନ୍କେ ସବୁ ଲକ୍କେ ଗଟେକ୍ ଗଟେକ୍ ରୁପା ଟାଙ୍ଗା ଦେଲାଇ ।
10 Da aber die ersten kamen, dachten sie, sie würden mehr empfangen; aber auch sie empfingen jeder seinen Denar.
୧୦ଜନ୍ ଲକ୍ମନ୍ ପର୍ତୁମ୍ କାମ୍ ଆରାମ୍ କରି ରଇଲାଇ, ସେମନ୍କେ ଅଦିକ୍ ବୁତି ମିଲ୍ସି ବଲି ଆସା କଲାଇ । ମାତର୍ ସେମନ୍ ମିସା ଗଟେକ୍ସେ ରୁପା ଟାଙ୍ଗା ମିଲାଇଲାଇ ।
11 Wie sie aber den empfingen, murrten sie wider den Hausherrn,
୧୧ସେମନ୍ ସେତ୍କି ନେଇ ମୁର୍ମୁରା ଅଇକରି ସାଉକାରର୍ ବିରୁଦେ କଇଲାଇ,
12 Und sagten: Die letzten da haben nur eine Stunde gearbeitet, und du hast sie uns gleich gemacht, die des Tages Bürde und Hitze getragen haben.
୧୨“ସଞ୍ଜୁଆ ପାଁଚ୍ଟା ବେଲେ କାମ୍ ଆରାମ୍ କଲା କୁଲିଆର୍ମନ୍ ଏକାଇ ଗଟେକ୍ ଗଁଟାସେ କାମ୍ କଲାଇ ଆଚତ୍ । ଆମେ ଟାଇ ଟାଇ କାରାଇ, ଦିନ୍ଜାକ କଟ୍ଲୁ, ଏଲେ ମିସା ବୁତି ଦେବା ବେଲେ ଆମ୍କେ ମିସା ସେମନର୍ ସଙ୍ଗ୍ ସମାନ୍ କରିଦେଲାସ୍ ।”
13 Er aber antwortete und sprach zu einem von ihnen: Gesell, ich bin dir nicht ungerecht, bist du nicht mit mir um einen Denar eins geworden?
୧୩ସାଉକାର୍ ସେମନର୍ ବିତ୍ରେଅନି ଗଟେକ୍ ଲକ୍କେ କଇଲା, “ମଇତର୍ ମୁଇ ତମ୍କେ ନାଡାଇ ନାଇ । ଗଟେକ୍ ଦିନର୍ ବୁତି ପାଇ ଗଟେକ୍ ରୁପା ଟାଙ୍ଗା ନେଇ କାମ୍କର୍ବାକେ ତମେତା ସବୁ ଲକ୍ ରାଜି ଅଇରଇଲାସ୍ ।
14 Nimm das Deine und gehe hin; ich will aber diesem letzten geben wie auch dir.
୧୪ତମର୍ ସେତ୍କି ବୁତି ଦାରି ଗରେ ଜାଆ । ତମ୍କେ ଜେତ୍କି ଦେଲି ଆଚି, ଗଟେକ୍ ଗଁଟା କାମ୍ କରିରଇବା ଲକ୍ମନ୍କେ ମିସା ସେତ୍କିସେ ଦେବାକେ ମର୍ ମନ୍ ।
15 Oder ist mir nicht erlaubt, mit dem Meinen zu tun, was ich will? Ist dein Auge arg, weil ich gut bin?
୧୫ମର୍ ନିଜର୍ ଦନ୍, ମୁଇ ଜେନ୍ତି ମନ୍ କଲିନି, ସେନ୍ତି କର୍ଚ କର୍ବାକେ ମର୍କାଇ ଅଦିକାର୍ ନାଇ କି? କି ମୁଇ ଦାନ୍ ଇସାବେ ଦେଲିନି ବଲି ଆଁକାର୍ ଅଇଲାସ୍ନି?”
16 So werden die Letzten Erste, und die Ersten Letzte sein; denn viele sind berufen, aber wenige sind auserwählt.
୧୬ଜିସୁ ଏ କାତା କଇସାରାଇ କଇଲା, “ଜନ୍ ଲକ୍ମନ୍ ଏବେ ପଚେ ଆଚତ୍ ସେମନ୍, ଆଗ୍ତୁ ଅଇବାଇ । ଆରି ଜନ୍ ଲକ୍ମନ୍ ଆଗ୍ତୁ ଆଚତ୍ ସେମନ୍ ପଚେ ସେ ରଇଜିବାଇ ।”
17 Und Jesus zog hinauf nach Jerusalem, und nahm die zwölf Jünger besonders zu Sich auf dem Wege und sagt zu ihnen:
୧୭ଜିସୁ ଜିରୁସାଲାମ୍ ଜିବା ବାଟେ ତାର୍ ବାର୍ଟା ସିସ୍ମନ୍କେ ଗଟେକ୍ ଲଗେ ଡାକି ନେଇ, କେ ନଇଲା ବେଲେ କଇଲା,
18 Siehe, wir ziehen nach Jerusalem hinauf, und des Menschen Sohn wird den Hohenpriestern und Schriftgelehrten überantwortet werden, und sie werden Ihn zum Tode verdammen.
୧୮“ସୁନା, ଆମେ ଜିରୁସାଲମେ ଗାଲୁନି । ତେଇ ନର୍ପିଲା ମୁଇ, ମୁକିଅ ପୁଜାରି ଆରି ଦରମ୍ ଗୁରୁମନ୍କେ ସର୍ପି ଅଇବି । ସେମନ୍ ମକେ ମରନ୍ ଡଣ୍ଡ୍ ଦେବାଇ ।
19 Und sie werden Ihn den Heiden überantworten, zu verspotten und zu geißeln und zu kreuzigen; und am dritten Tage wird Er auferstehen.
୧୯ତାର୍ପଚେ ସେମନ୍ ମକେ, ଜିଉଦି ନ ଅଇଲା ଲକ୍ମନ୍କେ ସର୍ପି ଦେବାଇ । ଜିଉଦି ନ ଅଇଲା ଲକ୍ମନ୍, ମକେ କିଜାଇବାଇ, କର୍ଡା ସଙ୍ଗ୍ ମାର୍ବାଇ ଆରି କୁର୍ସେ ଚଗାଇବାଇ । ମାତର୍ ତିନ୍ଦିନ୍ ପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।”
20 Da kam die Mutter der Söhne des Zebedäus mit ihren Söhnen zu Ihm, fiel vor Ihm nieder und bat etwas von Ihm.
୨୦ସେଡିକିବେଲେ ଜେବଦିର୍ ମାଇଜି ତାର୍ ଦୁଇଟା ପିଲାମନର୍ ସଙ୍ଗ୍ ଜିସୁର୍ଲଗେ ଆସି ତାକେ ଜୁଆର୍କରି, ଗଟେକ୍ ବିସଇ ମାଙ୍ଗ୍ଲା ।
21 Er aber sprach zu ihr: Was willst du? Sie spricht zu Ihm: Sage, daß diese meine zwei Söhne sitzen in Deinem Reiche, der eine zu Deiner Rechten, der andere zu Deiner Linken.
୨୧ଜିସୁ ତାକେ ପାଚାର୍ଲା, “ତୁଇ କାଇଟା ମନ୍ କଲୁସ୍ନି?” ସେ କଇଲା, “ଜେଡେବଲ୍ ତମେ ତମର୍ ରାଇଜେ ରାଜା ଅଇସା, ମର୍ ଏ ଦୁଇଟା ପିଲାମନ୍କେ ତମର୍ ଡେବ୍ରି ବାଟେ ଆରି ଉଜା ବାଟେ ବସାଇବି ବଲି ମକେ କାତା ଦିଆ ।”
22 Jesus aber antwortete und sprach: Ihr wisset nicht, um was ihr bittet. Könnt ihr den Kelch trinken, den Ich trinken werde, oder getauft werden mit der Taufe, da Ich mit getauft werde? Sie sprechen zu Ihm: Wir können es.
୨୨ଜିସୁ ଜେବଦିର୍ ପିଲାମନ୍କେ କଇଲା, “ତମେ କାଇଟା ମାଗ୍ଲାସ୍ନି ସେଟା ବୁଜି ନାପାର୍ଲାସ୍ନି । ମୁଇ ଜନ୍ ଦୁକ୍ପୁରୁନ୍ ମୁତାର୍ ପାନି କାଇବାର୍ ଗାଲିନି, ତମେ କାଇ ପାରାସ୍ କି?” ସେମନ୍ “ଉଁ” ବଲି କଇଲାଇ ।
23 Und Er spricht zu ihnen: Meinen Kelch sollt ihr trinken, und mit der Taufe, mit der Ich getauft werde, sollt ihr getauft werden; aber das Sitzen zu Meiner Rechten und zu Meiner Linken ist nicht Mein zu geben, außer denen, welchen es von Meinem Vater bereitet ist.
୨୩ଜିସୁ ସେମନ୍କେ କଇଲା, “ତମେ, ମର୍ ମୁତାର୍ ପାନି କାଇଲେ କାଇପାରାସ୍ । ମାତର୍ ମର୍ ଉଜା ବାଟେ ଆରି ଡେବ୍ରି ବାଟେ କେ ବସିପାରେ ସେଟା ବାଚ୍ବାକେ ମର୍ ଅଦିକାର୍ ନାଇ । ଜନ୍ ଲକ୍ମନର୍ ପାଇ ମର୍ ବାବା ସେ ଜାଗା ତିଆର୍ କଲା ଆଚେ, ସେଟା ସେମନର୍ ପାଇ ଆକା ।”
24 Und als die zehn das hörten, wurden sie unwillig über die zwei Brüder.
୨୪ବିନ୍ ସିସ୍ମନ୍ ଜେଡେବେଲ୍ ଏ କାତା ସୁନ୍ଲାଇ, ସେ ଦୁଇ ବାଇର୍ ଲାଗି ବେସି ରିସା ଅଇଗାଲାଇ ।
25 Jesus aber rief sie zu Sich und sprach: Ihr wisset, daß die Obersten der Völkerschaften herrschen über sie und die Großen Gewalt üben über sie.
୨୫ଜିସୁ ସିସ୍ମନ୍କେ ଗଟେକ୍ଟାନେ ଟୁଲ୍କରି କଇଲା, “ତମେତା ଜାନାସ୍ ଏ ଦୁନିଆର୍ ରାଜାମନ୍ ବିନ୍ ଲକ୍ମନ୍କେ ନିଜର୍ ଅଦିକାର୍ କରିରଇବାଇ । ବଡ୍ ବଡ୍ ନେତାମନ୍ ମିସା ବିନ୍ ଲକ୍ମନ୍କେ ସାସନ୍ କର୍ବାଇ ।
26 So soll es nicht sein unter euch; sondern wer unter euch will groß werden, der soll euer Diener sein,
୨୬ମାତର୍ ତମେ ସେନ୍ତାର୍ ଉଆନାଇ । ତମର୍ ବିତ୍ରେ ଗଟେକ୍ ଲକ୍ ବଡ୍ ଅଇବାକେ ମନ୍ କଲାନି ବଇଲେ, ସେ ସବୁଲକର୍ ସେବା କର୍ବାର୍ ଆଚେ ।
27 Und wer unter euch will der Erste sein, der sei euer Knecht.
୨୭ତମର୍ ବିତ୍ରେ ଜେ ମୁକିଅ ଅଇବାକେ ମନ୍ କଲାସ୍ନି, ସେ ବିନ୍ ଲକର୍ ଗତିଦାଙ୍ଗ୍ଡା ପାରା ଅଇ ସେମନର୍ ସେବା କର ।
28 Wie des Menschen Sohn nicht gekommen ist, Sich dienen zu lassen, sondern zu dienen und Sein Leben zur Lösung zu geben für viele.
୨୮ଜେନ୍ତାରି କି ପର୍ମେସର୍ ପାଟାଇଲା ନର୍ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍ ବିନ୍ ଲକ୍ମନର୍ ସେବା କରି ସେମନ୍କେ ମୁକ୍ତି ମିଲ ବଲି ନିଜର୍ ଜିବନ୍ ଦେବାକେ ଆଇଲି ଆଚି ।”
29 Und als sie von Jericho auszogen, folgte Ihm viel Volk nach.
୨୯ଦିନେକ୍ ଜିସୁ ସିସ୍ମନର୍ ସଙ୍ଗ୍ ଜିରିଅ ସଅର୍ ଚାଡିକରି ଜିବାବେଲେ କେତେ କେତେ ଲକ୍ମନ୍ ତାର୍ ପଚେ ପଚେ ଇଣ୍ଡ୍ବାର୍ ଦାର୍ଲାଇ ।
30 Und siehe, zwei Blinde saßen am Wege, und da sie hörten, daß Jesus vorübergehe, schrien sie und sprachen: Erbarme Dich unser, Herr, Du Sohn Davids.
୩୦ଆରି ଏଦେ ଦେକା! ବାଟ୍ପାଲି ବସି ରଇବା ଦୁଇଟା କାଣା, ଜିସୁ ସେ ବାଟେ ଆଇଲାନି ବଲି ସୁନି, ଆକ୍ମାରି ଡାକ୍ଲାଇ, “ଏ ମାପ୍ରୁ ଦାଉଦର୍ ପଅ! ଆମ୍କେ ଦୟା କର ।”
31 Das Volk aber bedrohte sie, daß sie stilleschweigen sollten. Sie aber schrien umso mehr: Ach, Herr, Du Sohn Davids, erbarme Dich unser!
୩୧ଲକ୍ମନ୍ ସେମନ୍କେ ଦମ୍କାଇ କରି ଚୁପ୍ଅଇ ରଇବାକେ କଇଲାଇ । ମାତର୍ ସେମନ୍ ଅଦିକ୍ ଅଦିକ୍ ଆକ୍ମାରି କଇଲାଇ, “ଏ ମାପ୍ରୁ, ଦାଉଦର୍ ପଅ! ଆମ୍କେ ଦୟା କର ।”
32 Und Jesus blieb stehen und rief ihnen und sprach: Was wollt ihr, daß Ich euch tun soll?
୩୨ଜିସୁ ତେଇ ଟିଆଅଇ ସେମନ୍କେ ଡାକି ପାଚାର୍ଲା, “ମୁଇ ତମର୍ ପାଇ କାଇଟା କର୍ବି ବଲି ମନ୍ କଲାସ୍ନି?”
33 Sie sprachen zu Ihm: Herr, daß unsere Augen aufgetan werden.
୩୩ସେମନ୍ କଇଲାଇ, “ମାପ୍ରୁ ଆମ୍କେ ଦେକ୍ବା ବପୁ ଦିଆ ।”
34 Es jammerte aber Jesus, und Er berührte ihre Augen; und alsbald wurden ihre Augen sehend, und sie folgen Ihm nach.
୩୪ଜିସୁ ସେମନର୍ ପାଇ ଦୟା ଅଇ, ତାକର୍ ଆଁକି ଚିଇଲା । ସେ ଦାପ୍ରେସେ ସେମନ୍ ଦେକିପାର୍ଲାଇ ଆରି ଜିସୁର୍ ପଚେ ପଚେ ଗାଲାଇ ।