< Johannes 2 >

1 Und am dritten Tage war eine Hochzeit zu Kana in Galiläa; und die Mutter Jesu war daselbst.
ଦୁଇ ଦିନ୍‌ ପଚେ ଗାଲିଲି ଦେସର୍‌ କାନା ନାଉଁର୍‌ ଗଡେ ଗଟେକ୍‌ ବିବା ଅଇତେ ରଇଲା । ସେ ବିବାତେଇ ଜିସୁର୍‌ ମାଆ ମରିୟମ୍‌ ରଇଲା ।
2 Aber auch Jesus und Seiner Jünger waren auf die Hochzeit geladen.
ଜିସୁ ଆରି ତାର୍‌ ସିସ୍‌ମନ୍‌କେ ମିସା ସେ ବିବାତେଇ ଡାକି ରଇଲାଇ ।
3 Und da es an Wein mangelte, spricht die Mutter Jesu zu Ihm: Sie haben keinen Wein.
ବଜି ନ ସାର୍‌ତେ ଅଙ୍ଗୁର୍‌ ରସ୍‌ ସାରିଗାଲାକେ ଜିସୁର୍‌ ମାଆ ଆସି ତାକେ କଇଲା, “ସେମନର୍‌ ଅଙ୍ଗୁର୍‌ ରସ୍‌ ସାରିଗାଲାବେ ।”
4 Spricht zu ihr Jesus: Weib, was ist Mein und dein? Meine Stunde ist noch nicht gekommen.
ଜିସୁ ତାକେ କଇଲା, “ଏ ମାଆ, ମର୍‌ଟାନେ ତର୍‌ କାଇଟା ଆଚେ? ତୁଇ ମକେ କାଇଟା ମିସା କର୍‌ବାକେ କଅ ନାଇ । ମର୍‌ ବେଲା ଏବେ ଜାକ ଆସେ ନାଇତା ।”
5 Spricht Seine Mutter zu den Dienern: Was Er euch sagt, das tut.
ଜିସୁର୍‌ ମା ବାଣ୍ଡାର୍‌ଗରିଆମନ୍‌କେ କଇଲା, “ଜିସୁ ତମ୍‌କେ ଜାଇଟା କଇସି ସେଟା କରା ।”
6 Es waren aber allda sechs steinerne Wasserkrüge gesetzt für die Reinigung der Juden, von denen jeder zwei oder drei Eimer faßte.
ସେ ଜାଗାଇ ବଡ୍‌ ବଡ୍‌ ପାକ୍‌ନା ସଙ୍ଗ୍‌ ତିଆର୍‌ କଲା ଚଅଟା କୁଣ୍ଡ୍‌ ରଇଲା । ଜିଉଦି ଲକ୍‌ମନ୍‌ ସୁକଲ୍‌ ଅଇବାକେ ସେମନର୍‌ ରିତିନିତି ଇସାବେ ଏ କୁଣ୍ଡର୍‌ ପାନି କାମେ ଲାଗାଇତେ ରଇଲାଇ । ଗଟେକ୍‌ ଗଟେକ୍‌ କୁଣ୍ଡେ ସଏ ଲିଟର୍‌ ଲାକା ପାନି ଦାର୍‌ତେ ରଇଲା ।
7 Jesus spricht zu ihnen: Machet die Wasserkrüge voll mit Wasser! Und sie machten sie voll bis oben an.
ଜିସୁ ବାଣ୍ଡାର୍‌ଗରିଆମନ୍‌କେ “ସେ କୁଣ୍ଡ୍‌ମନ୍‌କେ ପାନି ବର୍‌ତି କରା” ବଲି କଇଲା ଆରି ସେମନ୍‌ ସେ ସବୁ କୁଣ୍ଡେ ପାନି ବର୍‌ତି କଲାଇ ।
8 Und Er spricht zu ihnen: Schöpft nun und bringt es dem Speisemeister. Und sie brachten es.
ତାର୍‌ ପଚେ ଜିସୁ ସେମନ୍‌କେ ତେଇର୍‌ ପାନି ଡୁମିନେଇ ବଜି ଦାଇତେ ରଇଲା ଲକ୍‌କେ ଦିଆସ୍‌ ବଲି କଇଲା । ସେମନ୍‌ ତେଇର୍‌ ପାନି ଡୁମି ନେଇ ତାକେ ଦେଲାଇ ।
9 Wie aber der Speisemeister das Wasser, das Wein geworden, kostete und er wußte nicht, woher er war; die Diener aber, die das Wasser geschöpft hatten, wußten es, ruft der Speisemeister den Bräutigam,
ମାତର୍‌ ସେ ସବୁ ପାନି ଅଙ୍ଗୁର୍‌ ରସ୍‌ ଅଇଜାଇରଇଲା । ବଜି ଦାଇତେ ରଇଲା ଲକ୍‌ ଅଙ୍ଗୁର୍‌ ରସ୍‌ କନ୍ତିଅନି ବଲି ଜାନି ନ ରଇଲା । ମାତର୍‌ ସେ ପାନି ଡୁମି ନେଲା ଲକ୍‌ମନ୍‌ ଜାନି ରଇଲାଇ, ପଚେ ସେ ଲକ୍‌ ଚାକି କରି ଏ ରସ୍‌ କନ୍ତିଅନି ଆନ୍‌ଲାଇ ବଲି ବିବା ଅଇବା ଦାଙ୍ଗ୍‌ଡାକେ ଡାକି ପାଚାର୍‌ଲା,
10 Und spricht zu ihm: Jedermann setzt zuerst den guten Wein vor, und wenn sie wohl getrunken haben, dann den geringeren; du hast den guten Wein bis jetzt behalten.
୧୦“ଲକ୍‌ମନ୍‌ ସବୁ ବେଲା ପର୍‌ତୁମ୍‌ ପର୍‌ତୁମ୍‌ କାଇବାକେ ନିମାନ୍‌ ଅଙ୍ଗୁର୍‌ ରସ୍‌ ଦେବାଇ । ଆରି ଗତିଆ ଲକ୍‌ମନ୍‌ କାଇ ପୁରୁନ୍‌ ଅଇଲା ପଚେ ଚପ୍‌ରାଟା ଦେବାଇ । ମାତର୍‌ ତମେ ଏବେ ସାରାସାରି ଜାକ ନିମାନ୍‌ ଅଙ୍ଗୁର୍‌ ରସ୍‌ କନ୍ତି ସଙ୍ଗଇ ରଇଲାସ୍‌?”
11 Diesen Anfang Seiner Zeichen tat Jesus zu Kana in Galiläa und offenbarte Seine Herrlichkeit. Und Seine Jünger glaubten an Ihn.
୧୧ଏଟା ଜିସୁ ପର୍‌ତୁମ୍‌ କଲା କାବାଅଇଜିବା କାମ୍‌ । ସେଟା ଗାଲିଲି ଦେସର୍‌ କାନା ନଅରେ କରିରଇଲା । ଏନ୍ତି କରି ତାର୍‌ ମଇମା ଦେକାଇଲା ଆରି ତାର୍‌ ସିସ୍‌ମନ୍‌ ତାକେ ବିସ୍‌ବାସ୍‌ କଲାଇ ।
12 Nach diesem zog Er hinab gen Kapernaum, Er und Seine Mutter und Seine Brüder und Seine Jünger, und sie blieben allda nicht viele Tage.
୧୨ତାର୍‌ ପଚେ ଜିସୁ, ତାର୍‌ ମାଆ ତାର୍‌ ବାଇମନ୍‌ ଆରି ତାର୍‌ ସିସ୍‌ମନର୍‌ ସଙ୍ଗ୍‌ କପର୍‌ନାଉମ୍‌ ଗଡେ ଜାଇ ତେଇ କେତେ ଦିନ୍‌ ପାରା ରଇଲାଇ ।
13 Und der Juden Pascha war nahe, und Jesus zog hinauf nach Jerusalem;
୧୩ସେ ବେଲା ଜିଉଦି ଲକ୍‌ମନର୍‌ ନିସ୍‌ତାର୍‌ ପରବ୍‌ କେଟି ଆଇତେ ରଇଲା । ସେଟାର୍‌ପାଇ ଜିସୁ ଜିରୁସାଲମେ ଗାଲା ।
14 Und fand im Heiligtum, die da Ochsen und Schafe und Tauben verkauften, und die Wechsler sitzen.
୧୪ତେଇ ସେ ମନ୍ଦିର୍‌ ବିତ୍‌ରେ, ଲକ୍‌ମନ୍‌ ଗରୁଗାଇ ମେଣ୍ଡା, ଆରି ପାରୁଆମନ୍‌ ବେବାର୍‌ କର୍‌ବାଟା, ଆରି ବିନ୍‌ ଦେସର୍‌ ଡାବୁ ବାଦ୍‌ଲାଉମନ୍‌ ସେମନର୍‌ ଟେବୁଲେ ବସିରଇଲାଟା ଦେକ୍‌ଲା ।
15 Und Er machte eine Geißel aus Stricken und trieb alle hinaus aus dem Heiligtum, und auch die Schafe und Ochsen, und verschüttete den Geldwechslern die Münze, und stieß die Tische um.
୧୫ତେଇ ଜିସୁ କସିରା ସଙ୍ଗ୍‌ କର୍‌ଡା ତିଆର୍‌ କରି ମେଣ୍ଡା ଆରି ଗରୁମନର୍‌ ସଙ୍ଗ୍‌ ସବୁ ଲକ୍‌ମନ୍‌କେ ମନ୍ଦିରେଅନି ବାର୍‌କରାଇ ଦେଲା । ଆରି ଲକ୍‌ମନର୍‌ତେଇ ଅନି ବାଦ୍‌ଲାଇ ନେବା ଡାବୁ ସବୁ ବିଚିଦେଇ ସେମନର୍‌ ଟେବୁଲ୍‌ ପାସ୍‌ଲାଇ ଦେଲା ।
16 Und zu den Verkäufern der Tauben sprach Er: Nehmt diese von dannen, und macht nicht Meines Vaters Haus zum Haus des Handels.
୧୬ପରୁଆ ବିକ୍‌ବା ଲକ୍‌ମନ୍‌କେ କଇଲା, “ଏ ସବୁ ଦିନ୍‌ସୁ ଇତିଅନି ଦାରିଜା । ମର୍‌ ବାବାର୍‌ ଗରେ ଗେନା ବିକା ଜାଗା ପାରା କରାନାଇ ।”
17 Seine Jünger aber gedachten daran, daß geschrieben ist: Der Eifer um Dein Haus verzehret Mich.
୧୭ଏ ସବୁ ଗଟ୍‍ନା ଅଇବାବେଲେ ଜିସୁର୍‌ ସିସ୍‌ମନ୍‌ ପର୍‌ମେସରର୍‌ ସାସ୍‌ତରେ ଲେକାଅଇଲା ଗଟେକ୍‌ ବାକିଅ ଏତାଇଲାଇ । ତମର୍‌ ଗରର୍‍ ପାଇ ରଇବା ମର୍‍ ବକ୍‌ତି, ମର୍‌ ମନ୍‌ ବିତ୍‌ରେ ଜଇ ଲାଗ୍‌ଲା ପାରା ଲାଗ୍‌ଲାନି ।
18 Die Juden antworteten nun und sprachen zu Ihm: Was für ein Zeichen zeigst Du uns, daß Du solches tust?
୧୮ତେଇ ଜିଉଦି ନେତାମନ୍‌ ଜିସୁର୍‌ ଲଗେ ବାଉଡି ଆସି ଏନ୍ତାରି କଇଲାଇ । “ତୁଇ ଏନ୍ତାରି ସବୁ କାମ୍‌ କର୍‌ବାକେ ଅଦିକାର୍‌ ପାଇଆଚୁସ୍‌ ବଲି ଆମେ କେନ୍ତି ଜାନ୍‌ବୁ ଆରି କାଇ ଚିନର୍‌ଲାଗି ଆମ୍‌କେ ସେଟା ଦେକାଇଲୁସ୍‌ନି?”
19 Jesus antwortete und sprach zu ihnen: Brechet diesen Tempel ab, und in drei Tagen will Ich ihn aufrichten.
୧୯ଜିସୁ ସେମନ୍‌କେ କ‍ଇଲା, “ତମେ ଏ ମନ୍ଦିର୍‌ ବସ୍‌ଲାଇ ଦିଆସ୍‌ । ସେଟା ମୁଇ ତିନ୍‌ଦିନ୍‌ ବିତ୍‌ରେ ଆରିତରେକ୍‌ ତିଆର୍‌ କରିଦେବି ।”
20 Da sprachen die Juden: Sechsundvierzig Jahre sind an diesem Tempel gebaut worden, und Du willst ihn in drei Tagen aufrichten?
୨୦ଜିସୁର୍‌ ଏ କାତା ସୁନି ସେମନ୍‌ କଇଲାଇ, “କାଇଟା! ତିନ୍‌ଦିନ୍‌ ବିତ୍‌ରେ ତୁଇ ତିଆର୍‌ କରି ପାରୁସ୍‌ କି? ଏ ମନ୍ଦିର୍‌ ତିଆର୍‌ କର୍‌ବାକେ ଚାଲିସ୍‌ ଚଅ ବରସ୍‌ ଲାଗିରଇଲା ।”
21 Er aber sprach vom Tempel Seines Leibes.
୨୧ମାତର୍‌ ଜିସୁ ତାର୍‌ ନିଜର୍‌ ଗାଗଡର୍‍ ବିସଇ ମନ୍ଦିର୍‌କେ ଦେକାଇ କରି ଏ କାତା କଇରଇଲା ।
22 Als Er dann von den Toten auferweckt war, gedachten Seine Jünger daran, daß Er solches gesagt hatte, und sie glaubten der Schrift und dem Worte, das Jesus sprach.
୨୨ସେ ମରିକରି ଆରିତରେକ୍‌ ଜିବନ୍‌ ଅଇ ଉଟ୍‌ଲା ପଚେ ସିସ୍‌ମନର୍‌ ମନେ ପଡ୍‌ଲା ଜେ, ସେ ଏନ୍ତାରି କଇରଇଲା । ତେବର୍‌ପାଇ ସେମନ୍‌ ଦରମ୍‌ ସାସ୍‌ତର୍‌ ଆରି ଜିସୁର୍‌ ବାକିଅ ବିସ୍‌ବାସ୍‌ କଲାଇ ।
23 Da Er aber zu Jerusalem war am Pascha auf dem Feste, glaubten viele an Seinen Namen, da sie die Zeichen schauten, die Er tat.
୨୩ନିସ୍‌ତାର୍‌ ପରବ୍‌ବେଲେ ଜିସୁ ଜିରୁସାଲାମ୍‌ ରଇଲାବେଲେ କେତେକ୍‌ କେତେକ୍‌ ଲକ୍‌ ସେ କରିରଇବା କାବା ଅଇଜିବା କାମ୍‌ମନ୍‌ କଲାଟା ଦେକି ତାକେ ବିସ୍‌ବାସ୍‌ କଲାଇ ।
24 Er aber, Jesus, vertraute Sich ihnen nicht, weil Er alle erkannte;
୨୪ମାତର୍‌ ଜିସୁ ସେ ଲକ୍‌ମନ୍‌ ବିସ୍‌ବାସ୍‌ କରିରଇବାଟା ସତ୍‌ବଲି ବାବେନାଇ । କାଇକେ ବଇଲେ ସେ ସବୁ ଲକର୍‌ ବିସଇ ସେ ନିକସଙ୍ଗ୍‌ ଜାନି ରଇଲା ।
25 Und weil Er nicht bedurfte, daß jemand zeugte von dem Menschen; denn Er erkannte Selbst, was im Menschen war.
୨୫ଲକ୍‌ମନର୍‌ ବିସଇନେଇକରି ତାକେ, କେ ମିସା କାଇଟାବଲି କଇବାର୍‌ ଦର୍‌କାର୍‌ ନ ରଇଲା, କାଇକେବଇଲେ ସେ ତାକର୍‌ ମନ୍‌ ବିତ୍‌ରର୍‌ କାତା, ନିଜେ ଜାନି ରଇଲା ।

< Johannes 2 >