< Philemon 1 >

1 Ich, Paulus, ein Gefangener (um) Christi Jesu (willen), und der Bruder Timotheus senden dem geliebten Philemon, unserm Mitarbeiter,
ମୁଇ ପାଉଲ୍‌ ଜେକି ଜିସୁକିରିସ୍‌ଟର୍‌ ଲାଗି ବନ୍ଦି ଆଚି । ଆରି ଆମର୍‌ ବାଇ ତିମତି । ଆମେ ମିସିକରି ଆମର୍‌ ମଇତର୍‌ ଆରି ସଙ୍ଗର୍‌ କାମ୍‌କରୁ ପିଲିମନ୍‌କେ ଏ ଚିଟି ଲେକ୍‌ଲୁନି ।
2 sowie der Schwester Appia und unserm Mitstreiter Archippus nebst der Gemeinde in deinem Hause unsern Gruß:
ତର୍‌ ଗରେ ରୁଣ୍ଡିକରି ପାର୍‌ତନା କର୍‌ବା ମଣ୍ଡଲିକେ, ଆରି ଆମର୍‌ ବଇନି ଆପିୟାକେ, ଗଟେକ୍‌ ସନିଅ ପାରା ଆମର୍‌ ବିସ୍‌ବାସ୍‌ ଦେକାରକା କର୍‌ବା ଆର୍‌କିପସ୍‌କେ ମିସା ଏ ଚିଟି ଲେକ୍‌ଲୁନି ।
3 Gnade (sei mit) euch und Friede von Gott unserm Vater und dem Herrn Jesus Christus!
ଆମର୍‌ ବାବା ପରମେସର୍‌ ଆରି ମାପ୍‌ରୁ ଜିସୁ କିରିସ୍‌ଟ ତାର୍‌ ଜିବନ୍‌ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
4 Ich sage meinem Gott allezeit Dank, sooft ich deiner in meinen Gebeten gedenke;
ବାଇ ପିଲିମନ୍‌, ମୁଇ ଜେଡେବେଲେ ମିସା ପାର୍‌ତନା କର୍‌ବା ବେଲେ, ତକେ ଏତାଇକରି ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି ।
5 ich höre ja, welche Liebe und welchen Glauben du dem Herrn Jesus und allen Heiligen gegenüber bewährst.
କାଇକେବଇଲେ ପର୍‌ମେସରର୍‌ ଲକର୍‌ପାଇ ରଇବା ତମର୍‌ ଆଲାଦ୍‌ ଆରି ମାପ୍‌ରୁ ଜିସୁର୍‌ଟାନେ ରଇବା ତମର୍‌ ବିସ୍‌ବାସ୍‌ ମୁଇ ସୁନିଆଚି ।
6 (Dahin geht aber mein Gebet, ) daß die aus deinem Glauben erwachsene gemeinnützige Tätigkeit sich in der Erkenntnis all des Guten wirksam erweise, das in uns vorhanden ist auf Christus hin.
କିରିସ୍‌ଟର୍‌ ସଙ୍ଗ୍‍ ଆମେ ମିସ୍‌ଲାର୍‌ପାଇ ଆମର୍‌ ଜିବନେ ଜେତ୍‌କି ସବୁ ଆସିର୍‌ବାଦ୍‌ ପାଇଆଚୁ, ସେଟା ସବୁ ନିକ ସଙ୍ଗ୍‍ ବୁଜ୍‌ବାକେ ଆମେ ତମର୍‌ ସଙ୍ଗ୍‍ ରଇଲାବେଲେ, ବୁଜିପାର୍‌ବୁ ବଲି ମୁଇ ଆସା କଲିନି ।
7 Ja, große Freude und reichen Trost habe ich deiner Liebe zu verdanken, weil die Herzen der Heiligen durch dich, lieber Bruder, erquickt worden sind.
ଏ ମର୍‌ ଆଲାଦର୍‌ ବାଇ, ତର୍‌ ଆଲାଦ୍‌ ମକେ ବେସି ସାର୍‌ଦା କରାଇଲା ଆଚେ । ପର୍‌ମେସରର୍‌ ସବୁଲକର୍‌ ମନ୍‌ ମିସା ତୁଇ ସାର୍‌ଦା କରାଇ ଆଚୁସ୍‌ ।
8 Darum, wenn ich es mir auch in Christus unbedenklich herausnehmen dürfte, dir vorzuschreiben, was sich gebührt,
ତେବେ ଏଟାର୍‌ଲାଗି କିରିସ୍‌ଟର୍‌ ପାଇ ଗଟେକ୍‌ ବାଇ ଇସାବେ ତକେ ତିଆର୍‌ବାକେ ମର୍‌ ପୁରାପୁରୁନ୍‌ ଅଦିକାର୍‌ ଆଚେ ।
9 so ziehe ich es doch um der Liebe willen vor, nur eine Bitte gegen dich auszusprechen: ein Mann, wie ich es bin, ein alter Paulus und jetzt obendrein ein Gefangener (um) Christi Jesu (willen),
ମାତର୍‌ ମୁଇ ତକେ ଆଲାଦ୍‌ କଲିନି, ସେଟାର୍‌ଲାଗି ଅବ୍‌କା ବାବୁଜିଆ କର୍‌ବି । ମୁଇ ପାଉଲ୍‌ କିରିସ୍‌ଟ ଜିସୁର୍‌ ମୁକିଅ କବର୍‌ନେଉ ଅଇରଇଲେମିସା, ତାର୍‌ଲାଗି ଏବେ ମୁଇ ବନ୍ଦିଅଇଆଚି ।
10 ich bitte dich für mein (Glaubens-) Kind, dessen Vater ich in meiner Gefangenschaft geworden bin, für Onesimus,
୧୦ଅନିସ୍‌ମସ୍‌ ଜେକି କିରିସ୍‌ଟର୍‌ ଲାଗି ମର୍‌ ନିଜର୍‌ ପଅ ପାରା ଅଇଗାଲା ଆଚେ । ତାର୍‌ ବାଦୁଲେ ମୁଇ ତକେ ବାବୁଜିଆ କଲିନି । ଆମେ ବନ୍ଦିଗରେ ରଇଲା ବେଲେ, ମୁଇ ତାର୍‌ ଆତ୍‌ମା ଇସାବେ ରଇବା ବାବା ପାରା ଅଇଆଚି ।
11 der sich dir zwar ehemals als ein Nichtsnutz erwiesen hat, jetzt aber dir ebenso wie mir von großem Nutzen ist.
୧୧ଗଟେକ୍‌ ବେଲାଇ ସେ ତର୍‌ପାଇ ଅବ୍‌କା ରଇଲା । ମାତର୍‌ ଏବେ ଆମର୍‌ ଦୁଇଲକର୍‌ ଲଡାକେ ଲାଗ୍‌ବା ଲକ୍‌ ଅଇଲା ।
12 Ich sende ihn, das will sagen mein eigenes Herz, hiermit dir zurück.
୧୨ମୁଇ ଏବେ ତାକେ ତର୍‌ ଲଗେ ପାଟାଇଲିନି । ମର୍‌ ଜିବନେ କାନ୍ଦି କାନ୍ଦି ଆଚି ।
13 Gern hätte ich ihn hier bei mir behalten, damit er mir als dein Vertreter in der Gefangenschaft, die ich für die Heilsbotschaft leide, Dienste leisten möchte;
୧୩ତାକେ ବନ୍ଦିଗରେ ମର୍‌ ସଙ୍ଗ୍‍ ରଅ ବଲି ମନ୍‍ କର୍‌ତେରଇଲି । ସୁବ୍‌ କବରର୍‌ ଲାଗି ତର୍‌ ବାଦୁଲେ ସେ ମକେ ଇତି ସାଇଜ କର୍‌ତା ।
14 doch ohne deine Einwilligung habe ich nichts tun wollen, damit deine Guttat nicht erzwungen erscheine, sondern als eine freiwillige Leistung erfolge.
୧୪ମାତର୍‌ ତୁଇ ମକେ ସାଇଜ କର୍‌ ଆକା ବଲି ବାଦିଅ କରିନାଇ । ତୁଇ ନିଜେ ମନ୍‌କରି କଲେ, ମୁଇ ମନ୍‌ କର୍‌ତି । ତେବେ ତୁଇ ରାଜି ନ ଅଇତେ ମୁଇ କାଇଟା ନ କରି ।
15 Vielleicht ist er nämlich nur deswegen eine Zeitlang (von dir) getrennt gewesen, damit du ihn auf ewig wieder erhieltest, (aiōnios g166)
୧୫ଜେନ୍ତାରିକି ଅନିସ୍‌ମସ୍‌ ଆରି ତୁଇ, ସାଉକାର୍‌ ଆରି ଗତିଦାଙ୍ଗ୍‌ଡା ପାରା ନ ଅଇ, ମର୍‌ବା ଜାକ ନିଜର୍‌ ବାଇ ଇସାବେ ରଇବାକେ, ଚନେକର୍‌ପାଇ ତର୍‌ଟାନେଅନି ଦୁରିକେ ରଇଲା । (aiōnios g166)
16 (und zwar) nicht mehr als einen Sklaven, sondern als einen, der etwas Besseres darstellt, nämlich einen geliebten Bruder, als der er mir schon in besonderem Maße gilt, wieviel mehr noch dir, dem er sowohl mit seinem Leibe als nun auch im Herrn angehört!
୧୬ଆରି ଏବେ ସେ ଅବ୍‌କା ଗତିଦାଙ୍ଗ୍‌ଡା ନଏଁ, ମାତର୍‌ କିରିସ୍‌ଟର୍‌ ଲାଗି ଗଟେକ୍‌ ଆଲାଦର୍‌ ବାଇ ଅଇଆଚେ । ମୁଇ ତାକେ ବେସି ଆଲାଦ୍‌ କଲିନି । କିରିସ୍‌ଟର୍‌ ଲାଗି ଗଟେକ୍‌ ବାଇ ଇସାବେ ଆରି ଗତିଦାଙ୍ଗ୍‌ଡା ଇସାବେ ସେ ତର୍‌ପାଇ କେତେକ୍‌ ଅଦିକ୍‌ ଆଲାଦର୍‌ ଲକ୍‌ ଅଇସି ।
17 Wenn du dich nun mit mir eng verbunden weißt, so nimm ihn auf wie mich selbst!
୧୭ତେବର୍‌ପାଇ ତୁଇ ମକେ ଜଦି ସଙ୍ଗର୍‌କାମ୍‌କରୁ ଇସାବେ ଦେକ୍‌ଲୁସ୍‌ନି, ଜେନ୍ତି ତୁଇ ମକେ ଡାକିନେଇତୁସ୍‌, ସେନ୍ତାରିସେ ତାକେ ମିସା ଡାକିନେ ।
18 Und hat er dich irgendwie geschädigt oder ist er dir etwas schuldig, so setze das mir auf Rechnung!
୧୮ସେ ଜଦି ତର୍‌ କାଇ ପାପ୍‌ଦସ୍‌ କରି ରଇଲେ, କି କାଇଟା ଦେବାର୍‌ ରଇଲେ ସେଟା ମର୍‌ ରୁନ୍‌ବଲି ବାବ୍‌ ।
19 Ich, Paulus, gebe es dir hier schriftlich: Ich will es bezahlen! Dabei brauche ich dir nicht zu sagen, daß auch du mir etwas schuldig bist, nämlich dich selbst.
୧୯ଏବେ ମୁଇ ନିଜେ ଲେକ୍‌ଲିନି ମୁଇ ପାଉଲ୍‌ ତକେ ସୁଜ୍‌ବି । ତୁଇତା ମର୍‌ ରୁନି ଅଇ ଆଚୁସ୍‌, ଏଟା ମୁଇ ତକେ ଏତାଇଦେବାକେ ଲଡା ନାଇ ।
20 Ja, lieber Bruder, ich möchte dich gern ein wenig ausnutzen im Herrn: erfülle mir einen Herzenswunsch in Christus!
୨୦ତେବେ ତୁଇ ଜେକି କିରିସ୍‌ଟର୍‌ ଲାଗି ମର୍‌ ବାଇଅଇଆଚୁସ୍‌ । ମର୍‌ପାଇ ଏ ଗଟେକ୍‌ କାମ୍‌ କରି ମକେ ସାର୍‌ଦା କରାଆ ।
21 Im Vertrauen auf deinen Gehorsam schreibe ich dir; ich weiß ja, du wirst sogar noch mehr tun, als ich verlange.
୨୧ଏଟା ଲେକ୍‌ଲାବେଲେ, ମୁଇ ଡାଟ୍‌ ସଙ୍ଗ୍‍ ଜାନିଆଚି, ମୁଇ ମାଙ୍ଗ୍‌ବା ବିସଇ ତୁଇ କର୍‌ସୁ ଆକା । ଦେକ୍‌ଲେ, ମାଙ୍ଗ୍‌ଲାତେଇଅନି ଅଦିକ୍‌ କର୍‌ସୁ ।
22 Zugleich rüste dich aber auch, mich als Gast bei dir aufzunehmen, denn ich hoffe, infolge eurer Gebete euch geschenkt zu werden.
୨୨ଏଟାଚାଡି ମର୍‌ପାଇ ଗଟେକ୍‌ ବାକ୍‌ରା ସାଜାଡି ର । କାଇକେବଇଲେ, ତୁଇ ପାର୍‌ତନା କଲା ଇସାବେ ମୁଇ ତର୍‌ଲଗେ ଦାପ୍‌ରେ କେଟିପାର୍‌ବି ।
23 Es grüßen dich Epaphras, mein Mitgefangener in Christus Jesus,
୨୩ଏପାପ୍‌ରା ଜେକି କିରିସ୍‌ଟର୍‌ ଲାଗି ମର୍‌ସଙ୍ଗ୍‍ ବନ୍ଦିଅଇଆଚେ, ସେ ତାର୍‌ ଜୁଆର୍‌ ଜାନାଇଲାନି ।
24 Markus, Aristarchus, Demas und Lukas, meine Mitarbeiter.
୨୪ସେନ୍ତାରିସେ, ମର୍‌ ସଙ୍ଗର୍‌ କାମ୍‌ କରୁମନ୍‌ ମାର୍‌କ, ଆରିସ୍‌ତାକସ୍‌, ଦିମା ଆରି ଲୁକ୍‌ ମିସା ।
25 Die Gnade des Herrn Jesus Christus sei mit eurem Geiste!
୨୫ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟ ଜିବନ୍‌ ଦୁକାଇ ଦୟା ଦେକାଇଲାଟା ତମର୍‌ ସବୁର୍‌ ସଙ୍ଗ୍‍ ର ।

< Philemon 1 >