< Matthaeus 27 >
1 Als es hierauf Tag geworden war, faßten alle Hohenpriester und die Ältesten des Volkes einen Beschluß gegen Jesus, um seine Hinrichtung zu erreichen.
୧ତାର୍ ଆରକର୍ ଦିନର୍ ସାକାଲ୍ ସାକାଲ୍ ଜିସୁକେ ମରାଇଦେବାକେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ରାଜି ଅଇଲାଇ ।
2 Sie ließen ihn dann fesseln und abführen und übergaben ihn dem Statthalter Pontius Pilatus.
୨ସେମନ୍ ଜିସୁକେ ସିକିଲି ସଙ୍ଗ୍ ବାନ୍ଦି ରମ୍ରାଇଜର୍ ରାଜା ପିଲାତର୍ ଲଗେ ଦାରିଗାଲାଇ ।
3 Als jetzt Judas, sein Verräter, erkannte, daß er (Jesus) verurteilt worden war, bereute er seine Tat. Und er brachte die dreißig Silberstücke den Hohenpriestern und Ältesten zurück
୩ଜେଡେବେଲେ ବିସ୍ବାସେ ବିସ୍ ଦେଉ ଜିଉଦା ଜିସୁକେ ମରନର୍ ଡଣ୍ଡ୍ ଆଦେସ୍ ଅଇଲା ଆଚେ ବଲି ସୁନ୍ଲା, ସେ ଦୁକ୍ ଅଇ ଏତାଇଲା ଆରି ମୁକିଅ ପୁଜାରିମନ୍କେ ଆରି ପାର୍ଚିନ୍ମନ୍କେ ତିରିସ୍ଟା ରୁପାଟାଙ୍ଗା ବାଉଡାଇଦେଇ କଇଲା,
4 mit den Worten: »Ich habe unrecht getan, daß ich unschuldiges Blut überantwortet habe!« Sie aber erwiderten: »Was geht das uns an? Da sich du selber zu!«
୪“ଗଟେକ୍ କାଇ ଦସ୍ ନ ରଇଲା ଲକ୍କେ ମୁଇ ବିସ୍ବାସେ ବିସ୍ ଦେଲାପାରା କରି ବଡ୍ ପାପ୍ କରିଆଚି ।” ସେମନ୍ କଇଲାଇ, “ତେଇ ଆମର୍ କାଇଟା ଆଚେ? ସେଟା ତର୍ ନିଜର୍ କାତା ।”
5 Da warf er das Geld in das Tempelhaus und machte sich davon, ging hin und erhängte sich.
୫ଜିଉଦା ସେମନ୍ ଦେଇରଇବା ରୁପାଟାଙ୍ଗା ମନ୍ଦିର୍ ବିତ୍ରେ ପିଙ୍ଗିଦେଇ ଉଟିଗାଲା । ତାର୍ପଚେ ସେ ଜାଇକରି ଗାଲାଇ ଡର୍ ବାନ୍ଦି ଉଚ୍କିଅଇ ମରିଗାଲା ।
6 Die Hohenpriester aber nahmen das Geld und sagten: »Es geht nicht an, daß wir es in den Tempelschatz tun, denn es ist Blutgeld.«
୬ମୁକିଅ ପୁଜାରିମନ୍ ଜିଉଦା ପିଙ୍ଗି ରଇଲା ରୁପାଟାଙ୍ଗାମନ୍ ଟୁଲିଆଇ କଇଲା, “ଏଟା ବନିର୍ ମୁଲିଅ, ଏଟା ମନ୍ଦିରର୍ ଦାନ୍ଦେବା ଜାଗାଇ ସଙ୍ଗଇବାଟା ନିୟମ୍ ବିରୁଦର୍ କାମ୍ ।”
7 Nachdem sie dann einen Beschluß gefaßt hatten, kauften sie für das Geld den ›Töpferacker‹ zum Begräbnisplatz für die Fremden;
୭ସେ ଡାବୁ କେନ୍ତାରି କର୍ଚ କରିଅଇସି, ଏ ବିସଇର୍ କାତାବାର୍ତା ଅଇ କୁମାର୍କେତ୍ ନାଉଁର୍ କଣ୍ଡେକ୍ ଜମି ଗେନ୍ଲାଇ । ଏଟା ବିନ୍ ଦେସର୍ ମଲା ଲକ୍ମନର୍ ପାଇ କବର୍ ଦେବା ଜାଗା ଅଇଲା ।
8 daher führt jener Acker den Namen ›Blutacker‹ (hebräisch Hakeldama) bis auf den heutigen Tag.
୮ତେବର୍ ପାଇ ଆଜିକେ ଜାକ ସେ ଜାଗାକେ ବନିର୍ ଜାଗାବଲିକରି କଇଲାଇନି ।
9 Damals erfüllte sich das Wort des Propheten Jeremia: »Sie nahmen die dreißig Silberstücke, den Geldbetrag für den so Gewerteten, auf den man von seiten der Israeliten einen solchen Preis ausgesetzt hatte,
୯ଏ ବିସଇ ନେଇକରି ଜିରିମିୟ ବବିସତ୍ବକ୍ତା ଜେନ୍ତି କଇରଇଲା, ସେଟା ପୁରାପୁରୁନ୍ ଅଇଲା । ଜନ୍ଟା ତିରିସ୍ ଟାଙ୍ଗାକେ ବିକ୍ବାକେ ଇସ୍ରାଇଲର୍ ପିଲାମନ୍ ରାଜି କରିରଇଲାଇ ସେଟା ନେଲାଇ ।
10 und gaben sie für den Töpferacker, wie der Herr es mir geboten hatte.«
୧୦ଆରି ତିରିସ୍ଟା ଅଦ୍ଲି ଡାବୁ ନେଇ ସେମନ୍ କୁମାର୍ କେତ୍ ଗେନ୍ଲାଇ । ଏଟା କର୍ବାକେ ମକେ ମାପ୍ରୁ ଆଦେସ୍ ଦେଇରଇଲା ।
11 Jesus aber wurde dem Statthalter vorgeführt, und dieser befragte ihn mit den Worten: »Bist du der König der Juden?« Jesus antwortete: »Ja, ich bin es.«
୧୧ଜିସୁର୍ ମୁଆଟେ ଦେକି ରମ୍ ରାଇଜର୍ ସାସନ୍କାରିଆ ପିଲାତ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା କି?” ଜିସୁ ତାକେ କଇଲା, ତୁଇ ସେଟା କଇଲୁସ୍ନି ।
12 Während er dann von den Hohenpriestern und Ältesten angeklagt wurde, gab er keine Antwort.
୧୨ମାତର୍ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ଜିସୁର୍ ବିରୁଦେ ଆନିରଇବା ନିନ୍ଦା କାତାର୍ କାଇମିସା ଉତର୍ ଦେଏ ନାଇ ।
13 Da fragte ihn Pilatus: »Hörst du nicht, was sie alles gegen dich aussagen?«
୧୩ତେବର୍ ପାଇ ପିଲାତ୍ ତାକେ କଇଲା, ତର୍ ବିରୁଦେ ସେମନ୍ ଜାଇ ଜାଇଟା କଇଲାଇନି ସେଟା କାଇ ତୁଇ ସୁନି ନାପାର୍ଲୁସ୍ନି କି?
14 Doch er antwortete ihm auf keine einzige Frage, so daß der Statthalter sich sehr verwunderte.
୧୪ମାତର୍ ଜିସୁ ପଦେକ୍ ମିସା କଏନାଇ ଜେ ପିଲାତ୍ କାବାଅଇଗାଲା ।
15 An jedem (Passah-) Fest aber pflegte der Statthalter dem Volke einen Gefangenen nach ihrer Wahl freizugeben.
୧୫ନିସ୍ତାର୍ ପରବ୍ ବେଲେ ରମିୟ ସାସନ୍କାରିଆ ଲକ୍ମନର୍ ମନ୍ କଲା ଇସାବେ କାକେ ମିସା ଗଟେକ୍ ବନ୍ଦି ଲକ୍କେ ବନ୍ଦିଗରେଅନି ମୁକ୍ଲାଇଦେବା ରିତିନିତି ରଇଲା ।
16 Man hatte aber damals einen berüchtigten Gefangenen namens Barabbas (in Haft).
୧୬ସେବେଲେ ବାର୍ବା ନାଉଁର୍ ଗଟେକ୍ ବଡ୍ ଟାଉଟରିଆ ନର୍ମାରୁ ବନ୍ଦି ଅଇରଇଲା ।
17 Als die Menge nun versammelt war, fragte Pilatus sie: »Wen soll ich euch freigeben, Barabbas oder Jesus, den man Christus nennt?«
୧୭ତେଇ ଆସି ରଇଲା ଲକ୍ମନ୍କେ ପିଲାତ୍ ପାଚାର୍ଲା, “ମୁଇ କାକେ ମୁକ୍ଲାଇ ଦେବି ବଲି ତମେ ମନ୍ କଲାସ୍ନି? ବାର୍ବାକେ କି ଜିସୁକେ, ଜାକେ କିରିସ୍ଟ ବଲି କଇବାଇ?”
18 Er wußte nämlich wohl, daß sie ihn aus Neid überantwortet hatten.
୧୮ପିଲାତ୍, ଜିଉଦି ନେତାମନ୍ ଆଁକାର୍ ଅଇ ଜିସୁକେ ତାର୍ଟାନେ ସର୍ପିଦେଇ ଆଚତ୍ ବଲି ନିକ ସଙ୍ଗ୍ ଜାନିରଇଲା ।
19 Während er aber auf dem Richterstuhl saß, schickte seine Frau zu ihm und ließ ihm sagen: »Habe du mit diesem Gerechten nichts zu schaffen! Denn ich habe heute nacht im Traum viel um seinetwillen ausgestanden.«
୧୯ପିଲାତ୍ ବିଚାର୍ନା ଜାଗାଇ ବସି ରଇଲାବେଲେ ତାର୍ ମାଇଜି ଗଟେକ୍ କବର୍ କଇଲା, “କାଇ ଦସ୍ପାପ୍ ନ କଲା ସେ ଲକ୍କେ କାଇଟା କରା ନାଇ । କାଲି ରାତି ସପ୍ନେ ତାର୍ ଲାଗି ମୁଇ ବେସି କସ୍ଟ ପାଇଲି ।”
20 Die Hohenpriester und Ältesten aber redeten auf das Volk ein, sie möchten sich den Barabbas erbitten, Jesus dagegen hinrichten lassen.
୨୦ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ବାର୍ବାକେ ମୁକ୍ଲାଇ ଦେଇକରି, ଜିସୁକେ ମରନ୍ ଡଣ୍ଡ୍ ଦେବାକେ ଲକ୍ମନ୍କେ ପିଲାତର୍ ଲଗେ ଜାଇ ଦାବି କର୍ବାକେ ଉସ୍କାଇଲାଇ ।
21 Da richtete der Statthalter (nochmals) die Frage an sie: »Wen von den beiden soll ich euch freigeben?« Sie riefen: »Barabbas!«
୨୧ପିଲାତ୍ ଆରି ତରେକ୍ ଲକ୍ମନ୍କେ ପାଚାର୍ଲା, “ମୁଇ ଏ ଦୁଇ ଲକର୍ ବିତ୍ରେଅନି କାକେ ମୁକ୍ଲାଇ ଦେବି ବଲି ତମେ ମନ୍ କଲାସ୍ନି?” ସେମନ୍ କଇଲାଇ, “ବାର୍ବାକେ”
22 Pilatus fragte sie weiter: »Was soll ich denn mit Jesus machen, den man Christus nennt?« Sie riefen alle: »Ans Kreuz mit ihm!«
୨୨ପିଲାତ୍ ପାଚାର୍ଲା, “ତେବେ ସବୁ ଲକ୍ ମସିଅ ବଲି ଜାନିରଇଲା ଜିସୁକେ ମୁଇ କାଇଟା କର୍ବି?” “ତାକେ କୁର୍ସେ ଚଗାଆ” ବଲି ସବୁଲକ୍ ଆଉଲି ଅଇଲାଇ ।
23 Der Statthalter entgegnete ihnen: »Was hat er denn Böses getan?« Sie schrien nur noch lauter: »Ans Kreuz mit ihm!«
୨୩ପିଲାତ୍ ପାଚାର୍ଲା, “ମାତର୍ ସେ କାଇ ଦସ୍ କଲା ଆଚେ?” ସେମନ୍ ଆରି ଅଦିକ୍ ଆଉଲିଅଇ କଇବାର୍ ଦାର୍ଲାଇ “ତାକେ କୁର୍ସେ ଚଗାଆ ।”
24 Als nun Pilatus einsah, daß er nichts erreichte, der Lärm vielmehr immer größer wurde, ließ er sich Wasser reichen, wusch sich vor dem Volk die Hände und sagte: »Ich bin am Blut dieses Gerechten unschuldig; seht ihr zu!«
୨୪ଜେଡେବେଲେ ପିଲାତ୍ ଦେକ୍ଲା ଜେ ସେମନ୍କେ ଆରି କାଇଟା କଇକରି ମିସା ଲାବ୍ ନାଇ, ନଇଲେ ଗଣ୍ଡ୍ଗଲ୍ ଅଇବାର୍ ଉପ୍ରେ ଆଚେ, ସେ ପାନି ଗୁଡିକ୍ ନେଇ, ସବୁ ଲକ୍ମନର୍ ମୁଆଟେ ଆତ୍ ଦଇପାକାଇ କଇଲା, “ଏ ଲକର୍ ମରନର୍ ପାଇ ମୁଇ ଦାଇ ନାଇ । ଏଟା ତମର୍ କାମ୍ ।”
25 Da antwortete das gesamte Volk mit dem Ruf: »Sein Blut (komme) über uns und über unsere Kinder!«
୨୫ଲକ୍ମନ୍ କଇଲାଇ, “ତାର୍ ମରନର୍ ଡଣ୍ଡର୍ ଦସ୍ ପାଇବାର୍ ରଇଲେ, ସେ ଦସ୍ ଆମ୍କେ ଆରି ଆମର୍ ପିଲାଜିଲାକେ ପଡ ।”
26 Daraufhin gab er ihnen den Barabbas frei, Jesus aber ließ er geißeln und überwies ihn dann (den Soldaten) zur Kreuzigung.
୨୬ସାରାସାରି ପିଲାତ୍ ବାର୍ବାକେ ମୁକ୍ଲାଇଦେଇ ଜିସୁକେ କର୍ଡା ସଙ୍ଗ୍ ମାର୍ବାକେ ଆଦେସ୍ ଦେଲା, ତାର୍ ପଚେ କୁର୍ସେ ମରାଇବା ପାଇ ସନିଅମନ୍କେ ସର୍ପି ଦେଲାଇ ।
27 Hierauf nahmen die Soldaten des Statthalters Jesus mit sich in die Statthalterei und riefen dort die ganze Kohorte gegen ihn zusammen.
୨୭ପିଲାତର୍ ସନିଅମନ୍ ଜିସୁକେ ରମିୟ ସାସନ୍କାରିଆର୍ ଗରେ ଦାରି ଗାଲାଇ ଆରି ତାର୍ ଚାରିବେଟ୍ତି ଟିଆଅଇଲାଇ ।
28 Dann entkleideten sie ihn und legten ihm einen scharlachroten Mantel um,
୨୮ସେ ପିନ୍ଦି ରଇବାଟା ବେଟି ନେଇକରି ତାକେ ଗଟେକ୍ ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦାଇ ଦେଲାଇ ।
29 flochten aus Dornen eine Krone, die sie ihm aufs Haupt setzten, und (gaben) ihm ein Rohr in die rechte Hand; darauf warfen sie sich vor ihm auf die Knie nieder und verhöhnten ihn mit den Worten: »Sei gegrüßt, Judenkönig!«
୨୯କାଟାର୍ ମୁକୁଟ୍ ତିଆର୍ କରି ତାର୍ ମୁଣ୍ଡେ ପିନ୍ଦାଇ ଦେଲାଇ ଆରି ତାର୍ ଉଜା ଆତେ ଗଟେକ୍ ଡାଙ୍ଗ୍ ଦାରାଇ ଦେଲାଇ । ତାର୍ ପଚେ, ତାର୍ ମୁଆଟେ ମାଣ୍ଡିକୁଟା ଦେଇ କିଜାଇକରି କଇଲାଇ, “ଏ ଜିଉଦିମନର୍ ରାଜା! ବେସି ଦିନ୍ ବଁଚି ରଅ ।”
30 Auch spien sie ihn an, nahmen das Rohr und schlugen ihn damit aufs Haupt.
୩୦ସେମନ୍ ଜିସୁର୍ ଉପ୍ରେ ତୁକି ପାକାଇଲାଇ ଆରି ସେ ଦାରି ରଇବା ଡାଙ୍ଗ୍ସଙ୍ଗ୍ ତାର୍ ମୁଣ୍ଡେ ମାର୍ଲାଇ ।
31 Nachdem sie ihn so verspottet hatten, nahmen sie ihm den Mantel wieder ab und legten ihm seine eigenen Kleider an; dann führten sie ihn zur Kreuzigung ab.
୩୧ତାକେ ଏନ୍ତାରି କିଜାଇ ସାର୍ଲା ପଚେ ରାଜା ପିନ୍ଦ୍ବା ବସ୍ତର୍ ବେଟିଦେଇ ତାର୍ ନିଜର୍ ବସ୍ତର୍ ପିନ୍ଦାଇଦେଲାଇ ଆରି ତେଇଅନି ତାକେ କୁର୍ସେ ଚଗାଇବାକେ ଦାରିଗାଲାଇ ।
32 Während sie aber (zur Stadt) hinauszogen, trafen sie einen Mann aus Cyrene namens Simon an; diesen zwangen sie, ihm das Kreuz zu tragen.
୩୨ସେମନ୍ ଜିବାବାଟେ କୁରିଣି ସଅରର୍ ସିମନ୍ ନାଉଁର୍ ଗଟେକ୍ ଲକ୍କେ ବେଟ୍ଅଇଲାଇ ଆରି ସନିଅମନ୍ ତାକେ ଜିସୁର୍ କୁର୍ସ ବଇ ନେବାକେ ବାଦିଅ କଲାଇ ।
33 Als sie dann auf einem Platz namens Golgatha, das bedeutet Schädelstätte, angekommen waren,
୩୩ସେମନ୍ ଗଲ୍ଗତା ନାଉଁର୍ ଗଟେକ୍ ଜାଗାଇ କେଟ୍ଲାଇ । ଗଲ୍ଗତାର୍ ଅରତ୍ ଅଇଲାନି, ମୁଣ୍ଡ୍ଗିଗ୍ଡି ପାରା ରଇବା ଜାଗା ।
34 gaben sie ihm Wein zu trinken, der mit Galle vermischt war; doch als er ihn gekostet hatte, wollte er ihn nicht trinken.
୩୪ତେଇ ସେମନ୍ ଜିସୁକେ ପିତା ରଇବା ଅଙ୍ଗୁର୍ ରସ୍ କାଇବାକେ ଦେଲାଇ । ସେଟା ଜିସୁ ଅଲପ୍ ଚାକିକରି ଆରି କାଏନାଇ ।
35 Nachdem sie ihn dann gekreuzigt hatten, verteilten sie seine Kleidungsstücke unter sich, indem sie das Los um sie warfen,
୩୫ସେମନ୍ ଜିସୁକେ କୁର୍ସେ ମାରି କରି ସେ ପିନ୍ଦିରଇବା ବସ୍ତର୍ ତାକର୍ ତାକର୍ ବିତ୍ରେ କେଡ୍ପୁଟାଇ ବାଟାକରି ନେଲାଇ ।
36 setzten sich hierauf nieder und bewachten ihn dort.
୩୬ତାର୍ପଚେ ସେମନ୍ କୁର୍ସେ ଚଗାଇଲା ଜିସୁକେ, ତେଇ ଜାଗି ରଇଲାଇ ।
37 Über seinem Haupt hatten sie eine Inschrift angebracht, die seine Schuld angeben sollte; sie lautete: »Dieser ist Jesus, der König der Juden.«
୩୭ତାର୍ ବିରୁଦେ ଲେକାଅଇରଇବା ଗଟେକ୍ ବରଡ୍ ଲେକି ତାର୍ ମୁଣ୍ଡ୍ ଉପ୍ରେ, ଜୁଲାଇ ରଇଲାଇ । ସେ ବରଡ୍ ଲଗେ ଏନ୍ତି ଲେକାଅଇରଇଲା, ଏ ଅଇଲାନି ଜିଉଦିମନର୍ ରାଜା, ଜିସୁ ।
38 Sodann wurden zwei Räuber mit ihm gekreuzigt, der eine zu seiner Rechten, der andere zu seiner Linken.
୩୮ତାର୍ପଚେ ସେମନ୍ ତେଇ ଦୁଇଟା ଚର୍ମନ୍କେ ଆନ୍ଲାଇ । ଗଟେକ୍କେ ଜିସୁର୍ ଉଜା ବାଟେ ଆରି ଗଟେକ୍କେ ତାର୍ ଡେବ୍ରି ବାଟେ କୁର୍ସେ ଚଗାଇଲାଇ ।
39 Die Vorübergehenden aber schmähten ihn, wobei sie den Kopf schüttelten
୩୯ସେବାଟେ ଜାଇତେ ରଇବା ଲକ୍ମନ୍ ମୁଣ୍ଡ୍ ଜୁଲାଇ ଜୁଲାଇ ଜିସୁକେ କିଜାଇ କିଜାଇ କଇଲାଇ,
40 und ausriefen: »Du wolltest ja den Tempel abbrechen und ihn in drei Tagen wieder aufbauen! Hilf dir nun selbst, wenn du Gottes Sohn bist, und steige vom Kreuz herab!«
୪୦“ତୁଇସେ କାଇକି ମନ୍ଦିର୍ ବସ୍ଲାଇଦେଇ ତିନ୍ ଦିନ୍କେ ଆରି ତରେକ୍ ତିଆର୍ କରିଦେଇତେ ରଇଲୁସ୍? ତୁଇ ଜଦି ପର୍ମେସରର୍ ପଅ, ନିଜ୍କେ ରକିଆ କର୍ ଆରି କୁର୍ସେଅନି ଉତ୍ରି ଆଉ ।”
41 Ebenso verhöhnten ihn auch die Hohenpriester samt den Schriftgelehrten und Ältesten mit den Worten:
୪୧ମୁକିଅ ପୁଜାରି, ଦରମ୍ ଗୁରୁ ଆରି ଜିଉଦି ଜାତିର୍ ପାର୍ଚିନ୍ ନେତାମନ୍ ମିସା ଜିସୁକେ କିଜାଇକରି କଇଲାଇ,
42 »Anderen hat er geholfen, sich selber kann er nicht helfen! Er ist der König von Israel: so steige er jetzt vom Kreuz herab, dann wollen wir an ihn glauben!
୪୨“ସେ ବିନ୍ ଲକ୍ମନ୍କେ ରକିଆ କର୍ତେ ରଇଲା, ମାତର୍ ନିଜ୍କେ ରକିଆ କରିନାପାର୍ଲାନି । ସେ ଇସ୍ରାଏଲର୍ ରାଜା କାଇକି? ଏବେ ଜଦି ସେ କୁର୍ସେଅନି ଉତ୍ରି ଆସି ପାର୍ସି ବଇଲେ ଆମେ ତାକେ ବିସ୍ବାସ୍ କର୍ବୁ ।
43 Er hat auf Gott vertraut: der rette ihn jetzt, wenn er ihm wohlwill! Er hat ja doch behauptet: ›Ich bin Gottes Sohn.‹«
୪୩ସେ ନିଜେ ମୁଇ ପର୍ମେସରର୍ ପଅ ବଲି କଇ, ପର୍ମେସର୍ଟାନେ ଆସା କଲାଆଚେ । ଆଲେ ଦେକୁ ତେବେ, ପର୍ମେସର୍ ତାକେ ଏବେ ରକିଆ କର୍ବାକେ ମନ୍ କଲାନି କି ନାଇ ।”
44 In der gleichen Weise schmähten ihn auch die Räuber, die mit ihm gekreuzigt waren.
୪୪ଜିସୁର୍ ସଙ୍ଗ୍ କୁର୍ସେ ଚଗିରଇବା ଦୁଇଟା ଚର୍ମନ୍ ମିସା ତାକେ ସେନ୍ତାରି କିଜାଇଲାଇ ।
45 Aber von der sechsten Stunde an trat eine Finsternis über das ganze Land ein bis zur neunten Stunde.
୪୫ସେ ଦିନେ ମୁଣ୍ଡ୍ବେଲାଇ ଅନି ଆଡ୍ବେଲାଇ ଜାକ ଗୁଲାଇ ଜଗତ୍ ଆନ୍ଦାର୍ ଅଇଗାଲା ଆରି ସେଟା ତିନ୍ ଗନ୍ଟାଜାକ ରଇଲା ।
46 Um die neunte Stunde aber rief Jesus mit lauter Stimme aus: »Eli, Eli, lema sabachthani?«, das heißt: »Mein Gott, mein Gott, warum hast du mich verlassen?«.
୪୬ଆଡ୍ବେଲାର୍ ତିନ୍ଟା ବେଲେ ଜିସୁ ଆକ୍ମାରି କଇଲା, “ଏଲି, ଏଲି, ଲାମାସବକ୍ତାନି, ବଇଲେ ଏ ମର୍ ପର୍ମେସର୍, ଏ ମର୍ ପର୍ମେସର୍, ମକେ ତମେ କାଇକେ ଚାଡିଦେଲାସ୍?”
47 Als einige von den dort Stehenden dies hörten, sagten sie: »Der ruft den Elia!«
୪୭ଲଗେ ଟିଆ ଅଇରଇବା କେତେ ଲକ୍ ଏଟା ସୁନିକରି କଇଲାଇ, “ସେ ଏଲିୟକେ ଡାକ୍ଲାନି ।”
48 Und sogleich lief einer von ihnen hin, nahm einen Schwamm, tränkte ihn mit Essig, steckte ihn an ein Rohr und wollte Jesus trinken lassen.
୪୮ଗଟେକ୍ ଲକ୍ ପାଲାଇ ଜାଇ ପିତା ରଇଲା ଅଙ୍ଗୁର୍ରସ୍ଟାନେ ଗଟେକ୍ ସୁତାର୍ ଗର୍ଣ୍ଡା ବୁଡାଇଲା । ଆରି ସେଟା ଲାଟି ଟିପେ ବାନ୍ଦି କାଅ ବଲି ଜିସୁର୍ ମୁଆଟେ ଲାମାଇଦେଲା ।
49 Die anderen aber sagten: »Laß das! Wir wollen doch sehen, ob Elia wirklich kommt, um ihm zu helfen.«
୪୯ବିନ୍ ଲକ୍ମନ୍ କଇଲାଇ “ଚନେକ୍ ଜାଗା, ତାକେ ଏଲିୟ ରକିଆ କର୍ବାକେ ଆଇଲାନି କି ନାଇ ଦେକିଦେକୁ ।”
50 Jesus aber stieß noch einmal einen lauten Schrei aus und gab dann seinen Geist auf.
୫୦ଜିସୁ ଆରି ତରେକ୍ ଆକ୍ମାରିକରି, ସାରାସାରି ଜିବନ୍ ଚାଡିଗାଲା ।
51 Da zerriß der Vorhang im Tempel von oben bis unten in zwei Stücke, die Erde erbebte und die Felsen zersprangen,
୫୧ସେଡ୍କି ବେଲେ ମନ୍ଦିରେ ଜୁଲ୍ତେ ରଇବା ପାର୍ଦା ଉପ୍ରେଅନି ତଲେ ଜାକ ଦୁଇ ଗନ୍ଦାଅଇ ଚିରିଅଇଗାଲା । ଦର୍ତନି ଚୁଲ୍ବୁଲି ପାକ୍ନାମନ୍ ସବୁ ପୁଟିଗାଲା
52 die Gräber taten sich auf, und viele Leiber der entschlafenen Heiligen wurden auferweckt,
୫୨ଆରି କବର୍ ଦେଇରଇବା କାଲ୍ମନ୍ ଉଗାଡିଅଇ କେତେକ୍ କେତେକ୍ ପର୍ମେସରର୍ ଦରମ୍ ଲକ୍ମନ୍ ଆରିତରେକ୍ ଜିବନ୍ ଅଇ ଉଟ୍ଲାଇ ।
53 kamen nach seiner Auferstehung aus ihren Gräbern hervor, gingen in die heilige Stadt hinein und erschienen vielen.
୫୩ସେମନ୍ କବର୍ ଦେଇରଇବା କାଲେଅନି ଉଟି ଆଇଲାଇ । ଜିସୁ ଆରିତରେକ୍ ଉଟ୍ଲା ପଚେ ଲକ୍ମନ୍, ଏମନ୍କେ ସୁକଲ୍ ଜାଗା ଜିରୁସାଲମେ ଜିବାଟା ଦେକ୍ଲାଇ ।
54 Als aber der Hauptmann und seine Leute, die Jesus zu bewachen hatten, das Erdbeben und was (sonst noch) geschah, sahen, gerieten sie in große Furcht und sagten: »Dieser ist wirklich Gottes Sohn gewesen!«
୫୪ଦର୍ତନି ଚୁଲ୍ବୁଲି ବିନ୍ ବିନ୍ ଗଟ୍ନା ଅଇବାଟା ଦେକି, ଜିସୁକେ ଜାଗିରଇବା ସନିଅମନର୍ ମୁକିଅ ଆରି ବିନ୍ ସନିଅମନ୍ ଡରିଗାଲାଇ । ସେମନ୍ କଇଲାଇ, “ସତଇସେ ଏ ନିଜେ ପର୍ମେସରର୍ ପଅ ଆକା!”
55 Es waren dort aber auch viele Frauen zugegen, die von weitem zuschauten; sie waren Jesus aus Galiläa nachgefolgt und hatten ihm Dienste geleistet.
୫୫ଗାଲିଲିଅନି ଜିସୁର୍ ସଙ୍ଗ୍ ରଇକରି ତାକେ ସାଇଜ କରିରଇବା କେତେଟା ମାଇଜି ଦୁରିକେ ରଇକରି ଏଟା ସବୁ ଦେକ୍ତେ ରଇଲାଇ ।
56 Unter ihnen befanden sich Maria von Magdala und Maria, die Mutter des Jakobus und des Joseph, und die Mutter der Söhne des Zebedäus.
୫୬ସେମନର୍ ବିତ୍ରେ ମଗ୍ଦଲିନି ମରିୟମ୍, ଜାକୁବ୍ ଆରି ଜସେପର୍ ମାଆ ମରିୟମ୍ ଆରି ଜେବଦିର୍ ମାଇଜି ରଇଲାଇ ।
57 Als es dann Spätnachmittag geworden war, kam ein reicher Mann von Arimathäa namens Joseph, der gleichfalls ein Jünger Jesu geworden war;
୫୭ସଞ୍ଜ୍ବେଲାଇ ଆରାମାତିଆ ସଅରର୍ ଜସେପ୍ ନାଉଁର୍ ଗଟେକ୍ ସାଉକାର୍ ଆସି କେଟ୍ଲା । ସେ ମିସା ଗଟେକ୍ ସିସ୍ ରଇଲା ।
58 dieser begab sich zu Pilatus und bat ihn um den Leichnam Jesu. Da gab Pilatus den Befehl, man solle ihm den Leichnam übergeben.
୫୮ସେ ପିଲାତ୍କେ ବେଟ୍ଅଇକରି ଜିସୁର୍ ମଲାମଡ୍ ଦାରିଜିବାକେ ଗୁଆରି କଲା । ଜସେପ୍ ଗୁଆର୍ଲାକେ ପିଲାତ୍ ମଡ୍ ନେବାକେ ଆଦେସ୍ ଦେଲା ।
59 Joseph nahm nun den Leichnam, wickelte ihn in reine Leinwand
୫୯ସେ ଜିସୁର୍ ଗାଗଡ୍ ଦାରିଗାଲା ଆରି ଗଟେକ୍ ନୁଆ ଚାଦର୍ ଗର୍ଣ୍ଡାଇ ଗୁଡିଆଇ ଦେଲା ।
60 und legte ihn in das neue Grab, das er für sich selbst im Felsen hatte aushauen lassen; dann wälzte er einen großen Stein vor den Eingang des Grabes und entfernte sich.
୬୦ପାକ୍ନାଇ ତାକର୍ ନିଜର୍ ପାଇ କୁନି ରଇବା ଗଟେକ୍ ନୁଆ କବର୍ ଦେବା ପାଆରେ ସେଟା ନେଇ ସଙ୍ଗଇଲା ଆରି ସେ ପାଆର୍ ମୁଆଟେ ଗଟେକ୍ ବଡ୍ଟା ଚାଚଡା ପାକ୍ନା ଡାବିଦେଇ ଉଟିଗାଲା ।
61 Es waren aber dort Maria von Magdala und die andere Maria zugegen; die saßen dem Grabe gegenüber. –
୬୧ମଗ୍ଦଲିନି ମରିୟମ୍ ଆରି ବିନ୍ ମରିୟମ୍ ଜିସୁକେ କବର୍ ଦେଲା ପାଆର୍ ମୁଆଟେ ବସି ରଇଲାଇ ।
62 Am nächsten Tage aber, der auf den Rüsttag folgte, versammelten sich die Hohenpriester und Pharisäer bei Pilatus
୬୨ତାର୍ ଆର୍କର୍ ଦିନର୍ ବିସ୍ରାମ୍ବାରେ ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ପିଲାତ୍କେ ବେଟ୍ଅଇ କଇଲାଇ,
63 und sagten: »Herr, es ist uns eingefallen, daß jener Betrüger bei seinen Lebzeiten angekündigt hat: ›Nach drei Tagen werde ich auferweckt.‹
୬୩“ଆଗିଆଁ, ସେ ବେସି ମିଚୁଆଟା । ବଁଚିରଇଲାବେଲେ ‘ମୁଇ ତିନ୍ଦିନ୍ ପଚେ ଆରିତରେକ୍ ଉଟ୍ବି’ ବଲି କଇତେ ରଇଲା । ଏଟା ଆମର୍ ମନେ ଆଚେ ।
64 Gib also Befehl, daß das Grab bis zum dritten Tag sicher bewacht wird; sonst könnten seine Jünger kommen, könnten ihn stehlen und dann zum Volke sagen: ›Er ist von den Toten auferweckt worden‹; dann würde der letzte Betrug noch schlimmer sein als der erste.«
୬୪ତେବର୍ ପାଇ ତିନ୍ ଦିନ୍ ଜାକ ତାକେ କବର୍ ଦେଲାଟାନେ ଜାଗୁଆଲ୍ ଦାର୍ବାକେ ଆଦେସ୍ ଦିଆସ୍ । ସେନ୍ତି କଲେ ତାର୍ ସିସ୍ମନ୍ ତାର୍ ଗାଗଡ୍ ଚରାଇନେଇ ସେ ଜିବନ୍ ଅଇକରି ମଲାତେଇଅନି ଉଟ୍ଲା ବଲି କଇନାପାରତ୍ ।” ସେମନର୍ ଏନ୍ତାରି ମିଚ୍ କାତା ଜାନାଇବାଟା ସବୁର୍ଟାନେଅନି ଅଦିକ୍ କେତି ଅଇସି ।
65 Pilatus antwortete ihnen: »Ihr sollt eine Wachmannschaft haben; geht hin und verwahrt (das Grab) sicher, so gut ihr könnt!«
୬୫ପିଲାତ୍ କଇଲା, “ଗଟେକ୍ ଦଲ୍ ଜାଗୁଆଲ୍ମନ୍କେ ନିଆ ଆରି ତାକେ କବର୍ ଦେଲାଟାନେ କାଇଟା ନ ପୁର୍ଲା ପାରା ଜାଗାଆ ।”
66 Da gingen sie hin und sicherten das Grab unter Hinzuziehung der Wachmannschaft, nachdem sie den Stein versiegelt hatten.
୬୬ସେମନ୍ ଜାଇକରି ଜିସୁକେ କବର୍ ଦେଲାଟାନେ ଜାଗ୍ବାକେ ସନିଅମନ୍ ଟିକ୍ କଲାଇ । କବର୍ ମୁଆଟେ ଡାବି ରଇବା ପାକ୍ନା ଉପ୍ରେ ସିଲ୍ମାରି ଜାଗୁଆଲ୍ମନ୍କେ ଜାଗାଇଲାଇ ।