< Matthaeus 26 >

1 Als nun Jesus alle diese Reden beendet hatte, sagte er zu seinen Jüngern:
ଜିସୁ ଇ ସଃବୁ କଃତା କୟ୍‌ଲା ହଃଚେ, ତାର୍‌ ଚେଲାମଃନ୍‌କେ କୟ୍‌ଲା,
2 »Ihr wißt, daß übermorgen das Passah stattfindet; da wird der Menschensohn zur Kreuzigung überliefert.«
“ମୁକ୍ଳାଉଁଣି ହଃର୍ବ୍‌ ଅଃଉଁକେ ଅଃବେ ଦୁୟ୍‌ ଦିନ୍ ଆଚେ, ଇରି ତୁମିମଃନ୍ ଜାଣାସ୍‌ । ଆରେକ୍‌ ସଃଡେବଃଳ୍‌ କ୍ରୁସ୍‌ କାଟେ ମଃରୁକ୍‌ ନଃରାର୍‌ ହୟ୍‌ସି ସଃହ୍ରି ଅୟ୍‌ଦ୍‌ ।”
3 Damals kamen die Hohenpriester und die Ältesten des Volkes im Palaste des Hohenpriesters namens Kaiphas zusammen
ସଃଡେବଃଳ୍‌ ବଃଡ୍ ଜାଜକ୍‌ ଆର୍‌ ଲକ୍‌ମଃନାର୍‌ ପାରାଚିନ୍‌ମଃନ୍ କୟାପା ନାଉଁଆର୍‌ ମୁଳ୍‌ ଜାଜକାର୍‌ କୁଆଳେ ରୁଣ୍ଡ୍‌ଲାୟ୍‌ ।
4 und berieten sich in der Absicht, Jesus mit List festzunehmen und zu töten.
ଆର୍‌ ସେମଃନ୍ ଜିସୁକେ କେ ନଃଜାଣ୍‌ଲା ହର୍‌ ଦଃରି ମାରୁକ୍‌ କୁଟ୍‌ କଃଲାୟ୍‌ ।
5 Dabei sagten sie aber: »Nur nicht während des Festes, damit keine Unruhen unter dem Volk entstehen!«
ମଃତର୍‌ ସେମଃନ୍ କୟ୍‌ଲାୟ୍‌, “ହଃର୍ବ୍‌ ବଃଳ୍‌ ନୟ୍‌, କେଜାଣ୍ ଲକ୍‌ମଃନାର୍‌ ବିତ୍ରେ ମାଡ୍‌ଗଳ୍‌ ଅଃଉତି ।”
6 Als Jesus sich aber in Bethanien im Hause Simons des (einstmals) Aussätzigen befand,
ଜିସୁ ବେତାନିଆର୍‌ ବଃଡ୍‌ ରଗେ ହୁଣି ଉଜ୍‌ ଅୟ୍‌ରିଲା ସିମନ୍‌ ଗଃରେ ରିଲାବଃଳ୍‌,
7 trat eine Frau mit einem Alabastergefäß voll kostbaren Salböls an ihn heran und goß es ihm über das Haupt, während er bei Tische saß.
ଗଟ୍‌ ମାୟ୍‌ଜି ଆଲାବାସ୍ଟେର୍‌ ନାଉଁଆର୍‌ ଟେଳାୟ୍‌ ତିଆର୍‌ ଅୟ୍‌ଲା କଣ୍ଡାୟ୍‌ ବେସି ମଲାର୍‌ ବାସ୍ନା ଚିକଣ୍‌ ଦଃରି ଜିସୁର୍‌ ହାକ୍‌ ଆୟ୍‌ଲି, ଆର୍‌ ଜିସୁ କାଉଁକେ ବଃସି ରିଲାବଃଳ୍‌ ତାର୍‌ ମୁଣ୍ଡେ ଡାଳୁକ୍‌ ଦଃର୍ଲି ।
8 Als die Jünger das sahen, wurden sie unwillig und sagten: »Wozu diese Verschwendung?
ଚେଲାମଃନ୍ ଇ ସଃବୁ ଦଃକି ରିସା ଅୟ୍‌ ତାକ୍‌ କୟ୍‌ଲାୟ୍‌, “ଅଃତେକ୍‌ ଚିକଣ୍‌ କାୟ୍‌ତାକ୍‌ ହର୍ଚ୍ ଅଃଉଁଲି?
9 Dieses (Salböl) hätte man doch teuer verkaufen und den Erlös den Armen geben können.«
ଇ ଚିକଣ୍‌ ତ ବୁତେକ୍‌ ମଲେ ବିକିକଃରି ସେ ଡାବୁ ନୟ୍‌ଲା ଲକ୍‌ମଃନ୍‌କେ ଦିଲେକ୍‌ ଅୟ୍‌ଲି ହୁଣି ।”
10 Als Jesus es merkte, sagte er zu ihnen: »Warum macht ihr der Frau Vorwürfe? Sie hat ja doch ein gutes Werk an mir getan!
ଜିସୁ ଚେଲାମଃନାର୍‌ କଃତା ସୁଣି ସେମଃନ୍‌କେ କୟ୍‌ଲା, “କାୟ୍‌ତାକ୍‌ ତୁମିମଃନ୍ ଇ ମାୟ୍‌ଜିଟକିକ୍‌ କଃସ୍ଟ୍‌ ଦେଉଁଲାସ୍‌? ସେ ତ ମର୍‌ ଗିନେ ଗଟେକ୍‌ ବଃଡେ ନିକ ଆର୍‌ ସୁନ୍ଦୁର୍‌ କାମ୍‌ କଃରି ଆଚେ ।
11 Denn die Armen habt ihr allezeit bei euch, mich aber habt ihr nicht allezeit.
ଗଃରିବ୍‌ ଲକ୍‌ମଃନ୍ ତ ସଃବୁବଃଳ୍‌ ତୁମାର୍‌ ସଃଙ୍ଗେ ଆଚ୍‌ତି, ମଃତର୍‌ ମୁଁୟ୍‌ ସଃବୁ ବଃଳ୍‌ ତୁମାର୍‌ ସଃଙ୍ଗ୍ ନଃରେୟ୍‌ ।
12 Daß sie dieses Öl auf meinen Leib gegossen hat, das hat sie für mein Begräbnis getan.
ମଃତର୍‌ ସେ ମର୍‌ ଗଃଗାଳ୍‌ ଉହ୍ରେ ବାସ୍ନା ଚିକଣ୍‌ ଡାଳି ମକ୍‌ ତହ୍‌ତା ଦିନାର୍‌ ଗିନେ ତିଆର୍‌ କଃଲା ହର୍‌ ଇରି କଃରି ଆଚେ ।
13 Wahrlich ich sage euch: Wo immer diese Heilsbotschaft in der ganzen Welt verkündet wird, da wird man auch von dem, was diese Frau getan hat, zum ehrenden Gedächtnis für sie erzählen.«
ମୁଁୟ୍‌ ତୁମିକେ ସଃତ୍‌ କଃଉଁଲେ, ଗୁଳା ଜଃଗତାର୍‌ ଜୁୟ୍‌ ଜୁୟ୍‌ ଜଃଗାୟ୍‌ ନିକ କବୁର୍‌ ପର୍ଚାର୍‌ ଅୟ୍‌ଦ୍‌, ସେ ଟାଣେ ଇ ମାୟ୍‌ଜିଟକିକ୍‌ ମଃନେ ହଃକାଉତା ଗିନେ ସେ କଃରି ରିଲା ଇ କାମାର୍‌ କଃତା ହେଁ କଃଉଆ ଅୟ୍‌ଦ୍‌ ।”
14 Hierauf ging einer von den Zwölfen namens Judas Iskariot zu den Hohenpriestern
ସଃଡେବଃଳ୍‌ ବାରଗଟ୍‌ ଚେଲାମଃନାର୍‌ ବିତ୍ରେ ଇସ୍କାରିଅତ୍‌ ଜିଉଦା ନାଉଁଆର୍‌ ଗଟ୍‌ ଚେଲା ଜାଜକ୍‌ ହାକ୍‌ ଜାୟ୍‌କଃରି କୟ୍‌ଲା,
15 und sagte: »Was wollt ihr mir geben, daß ich ihn euch in die Hände liefere?« Da zahlten sie ihm dreißig Silberstücke aus.
“ମକ୍‌ କାୟ୍‌ରି ଦିଆସ୍‌ କଃଉଆ, ମୁଁୟ୍‌ ଜିସୁକେ ଦଃରାୟ୍‌ ଦଃୟ୍‌ନ୍ଦ୍?” ସେତାକ୍‌ ସେମଃନ୍ ତାକ୍‌ ତିରିସ୍‌ ଗଟ୍‌ ରୁହା ଟଃକା ଗଃଣିକଃରି ଦିଲାୟ୍‌ ।
16 Von da an suchte er nach einer guten Gelegenheit, um ihn zu überliefern.
ସଃଡେବଃଳ୍‌ ହୁଣି ଜିଉଦା ଜିସୁକେ ସେମଃନାର୍‌ ଆତେ ଦଃରାୟ୍‌ ଦେଉଁକେ ବାଟ ଲଳୁକ୍‌ ଦଃର୍ଲା ।
17 Am ersten Tage der ungesäuerten Brote aber traten die Jünger zu Jesus und fragten ihn: »Wo sollen wir dir alles vorbereiten, damit du das Passahmahl halten kannst?«
କମିର୍‌ ନୟ୍‌ଲା ରୁଟି ହଃର୍ବାର୍‌ ହଃର୍ତୁମ୍‌ ଦିନ୍ ଚେଲାମଃନ୍ ଜିସୁର୍‌ ଲଃଗେ ଆସିକଃରି ହଃଚାର୍ଲାୟ୍‌, “ଅଃମିମଃନ୍‌ କୁୟ୍‌ଟାଣେ ମୁକ୍ଳାଉଁଣି ହଃର୍ବ୍‌ ବଜି ତିଆର୍‌ କଃରୁନ୍ଦ୍‌ ବଃଲି ତୁୟ୍‌ ମଃନ୍ କଃରୁଲିସ୍‌?”
18 Er antwortete: »Geht in die Stadt zu dem und dem und sagt zu ihm: ›Der Meister läßt dir sagen: Meine Zeit ist nahe; bei dir will ich das Passahmahl mit meinen Jüngern halten.‹«
ଜିସୁ ଚେଲାମଃନ୍‌କେ କୟ୍‌ଲା, “ଗଃଳ୍‌ ବିତ୍ରେ ହଃଲ୍‌ନା ଲକାର୍‌ ହାକ୍‌ ଜାୟ୍‌, ତାକ୍‌ କଃଉଆ, ଗୁରୁ କଃଉଁଲା, ‘ମର୍‌ ବେଳା ଚଃମେ ଅୟ୍‌ଲିନି, ମୁଁୟ୍‌ ମର୍‌ ଚେଲାମଃନାର୍‌ ସଃଙ୍ଗ୍ ତର୍‌ ଗଃରେ ମୁକ୍ଳାଉଁଣି ହଃର୍ବ୍‌ କାଉଁନ୍ଦ୍ ।’”
19 Die Jünger taten, wie Jesus ihnen aufgetragen hatte, und richteten das Passahmahl zu.
ସେତାକ୍‌ ଚେଲାମଃନ୍ ଜିସୁ କୟ୍‌ଲା ହର୍‌ ମୁକ୍ଳାଉଁଣି ହଃର୍ବ୍‌ ବଜି ତିଆର୍‌ କଃଲାୟ୍‌ ।
20 Als es dann Abend geworden war, setzte er sich mit den zwölf Jüngern zu Tisch;
ହଃଚେ ସଃଞ୍ଜ୍ ଅୟ୍‌ଲାକ୍‌ ଜିସୁ ତାର୍‌ ବାରଗଟ୍‌ ଚେଲାମଃନାର୍‌ ସଃଙ୍ଗ୍ କାଉଁକେ ବଃସ୍‌ଲା ।
21 und während des Essens sagte er: »Wahrlich ich sage euch: Einer von euch wird mich ausliefern!«
ସେମଃନ୍ କାତି ରିଲାବଃଳ୍‌ ଜିସୁ କୟ୍‌ଲା, “ମୁଁୟ୍‌ ତୁମିକେ ସଃତ୍‌ କଃଉଁଲେ, ତୁମାର୍‌ ବିତ୍ରେ ଗଟ୍‌ଲକ୍‌ ମକ୍‌ ସଃତ୍ରୁମଃନାର୍‌ ଆତେ ଦଃରାୟ୍‌ ଦଃୟ୍‌ଦ୍‌ ।”
22 Da wurden sie tief betrübt und fragten ihn, einer nach dem andern: »Ich bin es doch nicht etwa, Herr?«
ଇ କଃତା ସୁଣି ଚେଲାମଃନ୍ ବଃଡେ ଦୁକ୍‌ କଃଲାୟ୍‌, ଆର୍‌ ସଃବୁ ଚେଲା ଜିସୁକେ ହଃଚାରୁକ୍‌ ଦଃର୍ଲାୟ୍‌, “ମାପ୍ରୁ ମୁଁୟ୍‌ କି ସେ ଲକ୍‌?”
23 Er antwortete: »Der die Hand zusammen mit mir in die Schüssel getaucht hat, der wird mich ausliefern.
ଜିସୁ କୟ୍‌ଲା, “ଜେ ମର୍‌ ସଃଙ୍ଗ୍ କପାୟ୍‌ ଆତ୍‌ ବୁଡାୟ୍‌ଦ୍‌, ସେ ମକ୍‌ ସଃତ୍ରୁର୍‌ ଆତେ ସଃହ୍ରି ଦଃୟ୍‌ଦ୍‌ ।
24 Der Menschensohn geht zwar dahin, wie über ihn in der Schrift steht; doch wehe dem Menschen, durch den der Menschensohn verraten wird! Für diesen Menschen wäre es besser, er wäre nicht geboren!«
ନଃରାର୍‌ ହୟ୍‌ସିର୍‌ କଃତା ସାସ୍ତରେ ଜଃନ୍‌କଃରି ଲେକା ଅୟ୍‌ଆଚେ, ସେରଃକମ୍‌ ସେ ମଃରୁକ୍‌ ଜଃଉଁଲା ସଃତ୍‌, ମଃତର୍‌ ଜୁୟ୍‌ ଲକାର୍‌ ଆତେହୁଣି ନଃରାର୍‌ ହୟ୍‌ସି ସଃତ୍ରୁର୍‌ ଆତେ ଦଃରାୟ୍‌ ଅଃଉଁଲା, ଚି ସେ ଦଃଣ୍ଡାର୍‌ ଜୟ୍‌ଗ୍‌, ସେଲକାର୍‌ ଜଃଲମ୍‌ ଅୟ୍‌ନଃରିଲେକ୍‌ ନିକ ଅୟ୍‌ଲି ହୁଣି ।”
25 Da nahm Judas, der ihn verraten wollte, das Wort und fragte: »Ich bin es doch nicht etwa, Rabbi?« Er erwiderte ihm: »Doch, du bist es.«
ଇତାକ୍‌ ଜୁୟ୍‌ ଜିଉଦା ଜିସୁକେ ସଃତ୍ରୁର୍‌ ଆତେ ସଃହ୍ରିଦିଲା, ସେ ହଃଚାର୍ଲା, “ଗୁରୁ, ସେ ଲକ୍‌ କି ମୁଁୟ୍‌?” ଜିସୁ ତାକ୍‌ କୟ୍‌ଲା, “ହେଁ ତୁୟ୍‌ କୟ୍‌ ଆଚ୍‌ସି ।”
26 Während des Essens aber nahm Jesus das Brot, sprach den Lobpreis (Gottes), brach das Brot und gab es den Jüngern mit den Worten: »Nehmt, esset! Dies ist mein Leib.«
ଆର୍‌ ସେମଃନ୍ କାତି ରିଲାବଃଳ୍‌ ଜିସୁ ରୁଟି ଦଃରି ଇସ୍ୱର୍‌କେ ଦନ୍ୟବାଦ୍‌ ଦିଲା ଆର୍‌ ସେରି ଆସିର୍ବାଦ୍‌ କଃରି ଚେଲାମଃନ୍‌କେ ଦଃୟ୍‌ କୟ୍‌ଲା, “ନିଆ କାହା, ଇରି ମର୍‌ ଗଃଗାଳ୍‌ ।”
27 Dann nahm er einen Becher, sprach das Dankgebet und gab ihnen den mit den Worten: »Trinkt alle daraus!
ହଃଚେ ସେ ଗଟେକ୍‌ କପାୟ୍‌ ଅଙ୍ଗୁର୍‌ ରଃସ୍‌ ଦଃରି ଇସ୍ୱର୍‌କେ ଦନ୍ୟବାଦ୍‌ ଦିଲା ଆର୍‌ ଚେଲାମଃନ୍‌କେ ଦଃୟ୍‌ କୟ୍‌ଲା, “ଇରି ସଃବୁଲକ୍‌ ଡୁକା,
28 Denn dies ist mein Blut, das Blut des (neuen) Bundes, das für viele vergossen wird zur Vergebung der Sünden.
ଇରି ମର୍‌ ବଃନି, ଲକ୍‌ମଃନାର୍‌ ହାହ୍‌ କେମା ଗିନେ ମୁଁୟ୍‌ ମର୍‌ ଜୁୟ୍‌ ବଃନି ଡାଳି ଦେଉଁକେ ଜଃଉଁଲେ, ଜୁୟ୍‌ରି ଇସ୍ୱରାର୍‌ ନଃଉଆଁ ବିଦିର୍‌ ଗଟ୍‌ ଚିନ୍ ।
29 Ich sage euch aber: Ich werde von nun an von diesem Erzeugnis des Weinstocks nicht mehr trinken bis zu jenem Tage, an dem ich es mit euch neu trinken werde im Reiche meines Vaters.«
ମଃତର୍‌ ମୁଁୟ୍‌ ତୁମିମଃନ୍‌କେ କଃଉଁଲେ, ଜୁୟ୍‌ ଦିନ୍ ମୁଁୟ୍‌ ମର୍‌ ଉବାର୍‌ ରାଇଜେ ତୁମାର୍‌ ସଃଙ୍ଗ୍ ନଃଉଆକଃରି ଅଙ୍ଗୁର୍‌ ରଃସ୍‌ ଡୁକିନ୍ଦ୍, ସେଦିନ୍ ହଃତେକ୍‌ ଆଜିହୁଣି ମୁଁୟ୍‌ ଇରି କଃବେହେଁ ନଃକାୟ୍‌ଁ ।”
30 Nachdem sie dann den Lobpreis (Ps 115-118) gesungen hatten, gingen sie (aus der Stadt) hinaus an den Ölberg.
ଆରେକ୍‌ ସେମଃନ୍ ଦନ୍ୟବାଦ୍‌ ଗିତ୍‌ କୟ୍‌ଲା ହଃଚେ ଜିତ୍‌ ଡଙ୍ଗ୍ରେ ଗଃଲାୟ୍‌ ।
31 Dabei sagte Jesus zu ihnen: »Ihr werdet alle in dieser Nacht an mir Anstoß nehmen; denn es steht geschrieben: ›Ich werde den Hirten niederschlagen, dann werden die Schafe der Herde sich zerstreuen.‹
ସଃଡେବଃଳ୍‌ ଜିସୁ ସେମଃନ୍‌କେ କୟ୍‌ଲା, “ଆଜି ରାତି ତୁମିମଃନ୍ ସଃବୁ ଲକ୍‌ ମକ୍‌ ଚାଡି ହଃଳାଉଆସ୍‌, କାୟ୍‌ତାକ୍‌ବଃଲେକ୍‌ ସାସ୍ତରେ ଲେକା ଆଚେ, ‘ଅଃମି ମେଣ୍ଡା ଗଃଉଳିଆକ୍‌ ମାରୁଆଁ ଆର୍‌ ମଃନ୍ଦାର୍‌ ମେଣ୍ଡାମଃନ୍ ଜଃତ୍‌କଃତ୍‌ ଅଃଉତି ।’
32 Nach meiner Auferweckung aber werde ich euch voraus nach Galiläa gehen.«
ମଃତର୍‌ ମୁଁୟ୍‌ ମଃରିକଃରି ଆରେକ୍‌ ଉଟ୍‌ଲା ହଃଚେ, ତୁମାର୍‌ ଆଗେ ଗାଲିଲିକେ ଜାୟ୍‌ନ୍ଦ୍ ।”
33 Da antwortete ihm Petrus: »Mögen auch alle an dir Anstoß nehmen: ich werde niemals an dir Anstoß nehmen!«
ମଃତର୍‌ ପିତର୍‌ ଜିସୁକେ କୟ୍‌ଲା, “ଅୟ୍‌ଲେକ୍‌ ହେଁ ସଃବୁଲକ୍‌ ତକେ ଚାଡି ହଃଳାଉତି, ମଃତର୍‌ ମୁଁୟ୍‌ କଃବେ ହେଁ ଚାଡି ନଃଜାୟ୍‌ଁ ।”
34 Jesus erwiderte ihm: »Wahrlich ich sage dir: Noch in dieser Nacht, ehe der Hahn kräht, wirst du mich dreimal verleugnen.«
ଜିସୁ ପିତର୍‌କେ କୟ୍‌ଲା, “ମୁଁୟ୍‌ ତକେ ସଃତ୍‌ କଃଉଁଲେ, ଆଜି ରାତି କୁକ୍‌ଳା ନଃବାସ୍ତା ଆଗ୍‌ତୁ ତୁୟ୍‌ ମକ୍‌ ନଃଜାଣି ବଃଲି ତିନିତର୍‌ କଃଉସି ।”
35 Petrus antwortete ihm: »Wenn ich auch mit dir sterben müßte, werde ich dich doch niemals verleugnen!« Das gleiche versicherten auch die anderen Jünger alle.
ପିତର୍‌ ଜିସୁକେ କୟ୍‌ଲା, “ଜଦି ମକ୍‌ ତର୍‌ ସଃଙ୍ଗ୍ ମଃରୁକ୍‌ ହଃଳେଦ୍‌ ତଃବେ ହେଁ ମୁଁୟ୍‌ ତକେ ନଃଜାଣି ବଃଲି କଃବେ ହେଁ କଃଉନଃଚି ।” ଆର୍‌ ସଃବୁ ଚେଲାମଃନ୍ ହେଁ ସେରଃକମ୍‌ କୟ୍‌ଲାୟ୍‌ ।
36 Hierauf kam Jesus mit ihnen an einen Ort namens Gethsemane und sagte zu den Jüngern: »Setzt euch hier nieder, während ich dorthin gehe und bete!«
ଇତାର୍‌ହଃଚେ ଜିସୁ ତାର୍‌ ଚେଲାମଃନାର୍‌ ସଃଙ୍ଗ୍ ଗେତ୍‌ସିମନି ନାଉଁଆର୍‌ ବାଳେ ଗଃଲାୟ୍‌, ଜିସୁ ତାର୍‌ ଚେଲାମଃନ୍‌କେ କୟ୍‌ଲା, “ସେତି ଜାୟ୍‌ ମୁଁୟ୍‌ ପାର୍ତ୍‌ନା କଃରି ଆସ୍ତା ହଃତେକ୍‌ ତୁମିମଃନ୍ ଇତି ବଃସିରିଆ ।”
37 Dann nahm er Petrus und die beiden Söhne des Zebedäus mit sich und fing an zu trauern und zu zagen.
ଜିସୁ ପିତର୍‌ ଆର୍‌ ଜେବଦିର୍‌ ଜୁଳେକ୍‌ ହୟ୍‌ସିକ୍‌ ସଃଙ୍ଗେ ନିଲା, ଆର୍‌ ସେ ମଃନ୍ ବିତ୍ରେ ବଃୟା ବିକଳ୍‌ ଅଃଉଁକେ ଦଃର୍ଲା,
38 Da sagte er zu ihnen: »Tiefbetrübt ist meine Seele bis zum Tode; bleibt hier und haltet euch wach mit mir!«
ଆର୍‌ ଜିସୁ ସେମଃନ୍‌କେ କୟ୍‌ଲା, “ମର୍‌ ହଃରାଣ୍ ମଃର୍ତା ହର୍‌ ଉକ୍‌ଳି ଜଃଉଁଲି, ତୁମିମଃନ୍ ଇତି ରଃୟ୍‌ ଜାଗିରିଆ ।”
39 Nachdem er dann ein wenig weitergegangen war, warf er sich auf sein Angesicht nieder und betete mit den Worten: »Mein Vater, wenn es möglich ist, so laß diesen Kelch an mir vorübergehen! Doch nicht wie ich will, sondern wie du willst!«
ଆରେକ୍‌ ଜିସୁ ଅଃଳକ୍‌ ଦୁରି ଆଗେ ଜାୟ୍‌କଃରି ମାଣ୍ଡିକୁଟା ଦଃୟ୍‌ ପାର୍ତ୍‌ନା କଃରି କୟ୍‌ଲା, “ଏ ମର୍‌ ଉବା, ଜଦି ତର୍‌ ଇଚା, ତଃବେ ଇ ଦୁକ୍‌ କଃସ୍ଟାର୍‌ କପା ମର୍‌ ତଃୟ୍‌ହୁଣି ଦୁର୍‌ ଅଃଉଅ, ମଃତର୍‌ ଇରି ମର୍‌ ଇଚା ନାୟ୍‌, ତର୍‌ ଇଚା ।”
40 Hierauf ging er zu den Jüngern zurück und fand sie schlafend und sagte zu Petrus: »So wenig seid ihr imstande gewesen, eine einzige Stunde mit mir zu wachen?
ଆର୍‌ ସେ ଚେଲାମଃନାର୍‌ ହାକ୍‌ ଆସି ସେମଃନ୍‌କେ ସଇରିଲାର୍‌ ଦଃକ୍‌ଲା, ଆର୍‌ ସେ ପିତର୍‌କେ କୟ୍‌ଲା, “ତୁମିମଃନ୍ କାୟ୍‌ ମର୍‌ ସଃଙ୍ଗ୍ ଚଃନେକ୍‌ ହେଁ ଜାଗୁ ନାହାର୍ଲାସ୍‌?
41 Wachet, und betet, damit ihr nicht in Versuchung geratet! Der Geist ist willig, das Fleisch aber ist schwach.«
ତୁମିମଃନ୍ ହାନ୍ଦାୟ୍‌ ଜଃନ୍‌କଃରି ନଃହେଳାସ୍‌, ଇତାର୍‌ ଗିନେ ଜାଗି ରଃୟ୍‌ ପାର୍ତ୍‌ନା କଃରା; ତୁମାର୍‌ ଆତ୍ମାର୍‌ ଇଚା ସଃତ୍‌, ମଃତର୍‌ ଗଃଗାଳ୍‌ ଦୁର୍ବୁଳ୍‌ ।”
42 Wiederum ging er zum zweitenmal weg und betete mit den Worten: »Mein Vater, wenn dieser Kelch nicht (an mir) vorübergehen kann, ohne daß ich ihn trinke, so geschehe dein Wille!«
ଆରେକ୍‌ ଜିସୁ ଆରେକ୍‌ ଗଟ୍‌ତର୍‌ ଜାୟ୍‌ ପାର୍ତ୍‌ନା କଃରି କୟ୍‌ଲା, “ଏ ମର୍‌ ଉବା, ନଃଡୁକ୍‌ଲେକ୍‌ ଦୁକ୍‌ କଃସ୍ଟାର୍‌ କପା ଜଦି ମର୍‌ ତଃୟ୍‌ହୁଣି ଦୁର୍‌ ଅଃଉଁ ନାହାରେ, ତଃବେ ତର୍‌ ଇଚା ହୁରୁଣ୍ ଅଃଉଅ ।”
43 Als er dann zurückkam, fand er sie (wieder) schlafend, denn die Augen fielen ihnen vor Müdigkeit zu.
ତାର୍‌ହଃଚେ ଜିସୁ ବାଉଳି ଆସି ଆରେକ୍‌ ଚେଲାମଃନ୍‌କେ ସଇରିଲାର୍‌ ଦଃକ୍‌ଲା, ବଃଲେକ୍‌ ସେମଃନାର୍‌ ଆକି ନିଦେ ଡାହି ଅଃଉତି ରିଲି ।
44 Da verließ er sie, ging wieder weg und betete zum drittenmal, wieder mit denselben Worten.
ସେତାକ୍‌ ଜିସୁ ଚେଲାମଃନ୍‌କେ ଚାଡି ଆରେକ୍‌ ପାର୍ତ୍‌ନା କଃରୁକେ ଗଃଲା, ଆରେକ୍‌ ଗଟ୍‌ତର୍‌ ସେରଃକମ୍‌ କଃତା କୟ୍‌କଃରି ତିନିଜରା ପାର୍ତ୍‌ନା କଃଲା ।
45 Hierauf kehrte er zu den Jüngern zurück und sagte zu ihnen: »Schlaft ein andermal und ruht euch aus! Doch jetzt ist die Stunde gekommen, daß der Menschensohn Sündern in die Hände geliefert wird!
ତାର୍‌ହଃଚେ ସେ ଚେଲାମଃନାର୍‌ ଲଃଗେ ବାଉଳି ଆସିକଃରି ସେମଃନ୍‌କେ କୟ୍‌ଲା, “ଚଃନେକ୍‌ ହର୍‌ ସଇକଃରି ବିସାଉଆ, ଦଃକା ସେ ବେଳ୍‌ ଚଃମେ ହଚ୍‌ଲିନି । ଆରେକ୍‌ ନଃରାର୍‌ ହୟ୍‌ସି ହାହିମଃନାର୍‌ ଆତେ ସଃହ୍ରି ଅଃଉଁକେ ଜଃଉଁଲା ।
46 Steht auf, wir wollen gehen! Seht, mein Verräter ist nahe gekommen!«
ଉଟା, ଅଃମିମଃନ୍‌ ଜୁଆଁ, ହଦେ ଦଃକା! ଜେ ମକ୍‌ ସଃତ୍ରୁର୍‌ ଆତେ ଦଃରାୟ୍‌ ଦଃୟ୍‌ଦ୍‌ ସେ ମର୍‌ ଲଃଗେ ଆସି କେଟ୍‌ଲାବେ ।”
47 Während er noch redete, da kam plötzlich Judas, einer von den Zwölfen, und mit ihm eine große Schar mit Schwertern und Knütteln, von den Hohenpriestern und Ältesten des Volkes her.
ଜିସୁ ଇ କଃତା କଃଉତି ରିଲାବଃଳ୍‌, ବାରଗଟ୍‌ ଚେଲାମଃନାର୍‌ ବିତ୍ରେ ଇସ୍କାରିଅତ୍‌ ଜିଉଦା ନାଉଁଆର୍‌ ଗଟ୍‌ ଚେଲା ଆର୍‌ ତାର୍‌ ସଃଙ୍ଗ୍ ଗଟ୍‌ମଃନ୍ଦା ଲକ୍‌ କଃଣ୍ଡା ଆର୍‌ ଟେଙ୍ଗା ଦଃରିକଃରି ଆୟ୍‌ଲାୟ୍‌, ସେମଃନ୍‌କେ ବଃଡ୍ ଜାଜକ୍‌ ଆର୍‌ ଲକ୍‌ମଃନାର୍‌ ପାରାଚିନ୍‌ମଃନ୍ ହଃଟାୟ୍‌ ରିଲାୟ୍‌ ।
48 Sein Verräter hatte aber ein Zeichen mit ihnen verabredet, nämlich: »Der, den ich küssen werde, der ist’s; den nehmt fest!«
ଆର୍‌ ଜିସୁକେ ସଃତ୍ରୁର୍‌ ଆତେ ସଃହ୍ରି ଦେତା ଜିଉଦା ଜିସୁ କୁୟ୍‌ରି ବଃଲି ସେମଃନ୍‌କେ ଚିନାଉତା ଗିନେ ଇ ଚିନ୍ ଦଃୟ୍‌ କୟ୍‌ରିଲା, “ମୁଁୟ୍‌ ଜାକେ ଚୁମିନ୍ଦ୍ ସେ ହଃକା ଜିସୁ, ତାକ୍‌ ତୁମିମଃନ୍ ଦଃରା ।”
49 Er trat also sogleich auf Jesus zu mit den Worten: »Sei gegrüßt, Rabbi!« und küßte ihn.
ଆର୍‌ ଜିଉଦା ସେଦାହ୍ରେ ଜିସୁର୍‌ ଲଃଗେ ଆସି “ଏ ଗୁରୁ ଜୁଆର୍‌” ଇରି କୟ୍‌ ତାକ୍‌ ଚୁମ୍‌ଲା ।
50 Jesus aber sagte zu ihm: »Freund, (tu das) wozu du hergekommen bist!« Hierauf traten sie herzu, legten Hand an Jesus und nahmen ihn fest.
ମଃତର୍‌ ଜିସୁ ତାକ୍‌ କୟ୍‌ଲା, “ଏ ବାୟ୍‌, ତୁୟ୍‌ ଜୁୟ୍‌ କାମ୍‌ କଃରୁକେ ଆସି ଆଚ୍‌ସି, ସେରି ବେଗି କଃର୍‌ ।” ତାର୍‌ହଃଚେ ଜିଉଦା ସଃଙ୍ଗ୍ ଆସିରିଲା ଲକ୍‌ମଃନ୍ ଜିସୁକେ ଦଃରି ବାନ୍ଦ୍‌ଲାୟ୍‌ ।
51 Einer jedoch von den Begleitern Jesu streckte die Hand aus, zog sein Schwert, schlug damit nach dem Knechte des Hohenpriesters und hieb ihm das Ohr ab.
ଜିସୁର୍‌ ସଃଙ୍ଗେ ରିଲା ଗଟେକ୍‌ ଚେଲା ତାର୍‌ କଃଣ୍ଡା ବେଟିକଃରି ମୁଳ୍‌ ଜାଜକାର୍‌ ଗତିଦଃଙ୍ଗ୍‌ଳାର୍‌ କାନ୍‌ କାଟି ହଃକାୟ୍‌ଲା ।
52 Da sagte Jesus zu ihm: »Stecke dein Schwert wieder an seinen Ort! Denn wer zum Schwerte greift, wird durchs Schwert umkommen!
ଜିସୁ ତାକ୍‌ କୟ୍‌ଲା, “ତର୍‌ କଃଣ୍ଡାକ୍‌ କାପ୍ ବିତ୍ରେ ସଃଙ୍ଗାଉ, ବଃଲେକ୍‌ ଜୁୟ୍‌ ଲକ୍‌ମଃନ୍ କଃଣ୍ଡା ଦଃର୍ତି, ସେମଃନ୍ କଃଣ୍ଡା ସଃଙ୍ଗ୍ ହଃକା ନାସ୍‌ ଅଃଉତି ।
53 Oder meinst du, ich könnte meinen Vater nicht bitten, und er würde mir nicht sogleich mehr als zwölf Legionen Engel zu Hilfe senden?
ଆରେକ୍‌ ତୁମିମଃନ୍ କାୟ୍‌ରି ମଃନେ ବାବୁଲାସ୍‌, ମୁଁୟ୍‌ ଜଦି ମର୍‌ ଉହ୍‌କାର୍‌ ଗିନେ ମର୍‌ ଉବାକ୍‌ ଗଃଉଆରି କଃଲେକ୍‌ ସେ ଅଃବେ ସଃଙ୍ଗେ ସଃଙ୍ଗେ ମର୍‌ ଗିନେ ବାରଗଟ୍‌ ନିଜାର୍‌ ଦଃଳ୍‌ ତଃୟ୍‌ହୁଣି ଅଃଦିକ୍‌ ସଃର୍ଗ୍‌ ଦୁତ୍‌କେ ହଃଟାୟ୍‌ଦ୍‌ ।
54 Wie sollten dann aber die Aussprüche der Schrift erfüllt werden, daß es so geschehen muß?«
ତଃବେ ଇରଃକମ୍‌ ବାୟ୍‌ଦ୍‌ରେ ଗଃଟେଦ୍‌ ବଃଲି ଦଃର୍ମ୍‌ ସାସ୍ତର୍‌ ତଃୟ୍‌ଁ ଜାୟ୍‌ରି ଲେକା ଆଚେ, ସେରି କଃନ୍‌କଃରି ହୁରୁଣ୍ ଅୟ୍‌ଦ୍‌?”
55 In jener Stunde sagte Jesus zu den Haufen: »Wie gegen einen Räuber seid ihr mit Schwertern und Knütteln ausgezogen, um mich gefangen zu nehmen. Täglich habe ich im Tempel gesessen und gelehrt, und ihr habt mich nicht festgenommen.
ସଃଡେବଃଳ୍‌ ଜିସୁ ଲକ୍‌ମଃନ୍‌କେ କୟ୍‌ଲା, “ଗଟେକ୍‌ କଃଙ୍ଗାର୍‌ ବିରଦେ ବାରାୟ୍‌ଲାହର୍‌ କଃଣ୍ଡା ଆର୍‌ ଟେଙ୍ଗା ଦଃରି ତୁମିମଃନ୍ କାୟ୍‌ରି ମକ୍‌ ଦଃରୁକ୍‌ ଆୟ୍‌ଲାସ୍‌? ସଃବୁ ଦିନ୍ ମୁଁୟ୍‌ ମନ୍ଦିର୍‌ ବିତ୍ରେ ବଃସି ସିକ୍ୟା ଦେତିରିଲେ, ମଃତର୍‌ ସଃଡେବଃଳ୍‌ ତୁମିମଃନ୍ ମକ୍‌ ନଃଦେର୍‌ଲାସ୍‌ ।
56 Dies alles ist aber geschehen, damit die Schriften der Propheten erfüllt werden!« Hierauf verließen ihn die Jünger alle und ergriffen die Flucht.
ମଃତର୍‌ ବାବ୍‌ବାଦିମଃନାର୍‌ ଦଃର୍ମ୍‌ସାସ୍ତର୍‌ ଜଃନ୍‌କଃରି ହୁରୁଣ୍ ଅୟ୍‌ଦ୍‌ ସେତାକ୍‌ ଇସଃବୁ ଅୟ୍‌ଆଚେ ।” ସଃଡେବଃଳ୍‌ ସବୁ ଚେଲାମଃନ୍ ଜିସୁକେ ଚାଡି ହଃଳାୟ୍‌ଲାୟ୍‌ ।
57 Die Männer aber, die Jesus festgenommen hatten, führten ihn zu dem Hohenpriester Kaiphas ab, wo die Schriftgelehrten und die Ältesten sich versammelten.
ଜୁୟ୍‌ ଲକ୍‌ମଃନ୍ ଜିସୁକେ ଦଃର୍ଲାୟ୍‌, ଆର୍‌ ସେମଃନ୍ ତାକ୍‌ କୟାପା ମୁଳ୍‌ ଜାଜକ୍‌ ଗଃରେ ନିଲାୟ୍‌ । ସେତି ଦଃର୍ମ୍‌ଗୁରୁ ଆର୍‌ ପାରାଚିନ୍‌ମଃନ୍ ରୁଣ୍ଡି ରିଲାୟ୍‌ ।
58 Petrus aber folgte ihm von fern bis zum Palast des Hohenpriesters, ging hinein und setzte sich dort unter den Dienern hin, um den Ausgang der Sache abzuwarten.
ପିତର୍‌ କଃଣ୍ଡେକ୍‌ ଦୁରିରଃୟ୍‌ ମୁଳ୍‌ ଜାଜକାର୍‌ କୁଆଳ୍‌ ହଃତେକ୍‌ ଜିସୁର୍‌ ହଃଚେହଃଚେ ଗଃଲା । ଜିସୁକେ ସେମଃନ୍ କଃନ୍‌କଃର୍ତି ସେରି ଦଃକୁକେ ସେ ବିତ୍ରେ ଜାୟ୍‌ ଜାଗୁଆଳିମଃନାର୍‌ ସଃଙ୍ଗ୍ ବଃସିରିଲା ।
59 Die Hohenpriester aber und der gesamte Hohe Rat suchten nach einer falschen Zeugenaussage gegen Jesus, um ihn zum Tode verurteilen zu können;
ସଃଡେବଃଳ୍‌ ବଃଡ୍ ଜାଜକ୍‌ ମଃନ୍‌ ଆର୍‌ ସଃବୁ ବଃଡ୍‌କୁଟୁମେ ବଃସିରିଲା ଜିଉଦି ଲକ୍‌ମଃନ୍ ଜିସୁକେ ମଃର୍ନେ ମାରୁକ୍‌ ତାର୍‌ ବିରଦେ ମିଚ୍ ସାକିମଃନ୍‌କେ ଲଳୁକ୍‌ ଦଃର୍ଲାୟ୍‌ ।
60 doch sie fanden keine, obgleich viele falsche Zeugen herzutraten. Zuletzt aber traten zwei auf
ଗାଦେକ୍‌ ଲକ୍‌ ଜିସୁର୍‌ ବିରଦେ ମିଚ୍ ସାକିମଃନ୍ ବାରାୟ୍‌ଲାୟ୍‌, ମଃତର୍‌ କାୟ୍‌ରି ନଃହାୟ୍‌ଲାୟ୍‌ । ମଃତର୍‌ ସଃରାସଃରି ବଃଳ୍‌ ଦୁୟ୍‌ଲକ୍‌ ବାରାୟ୍‌ କୟ୍‌ଲାୟ୍‌,
61 und sagten aus: »Dieser Mensch hat behauptet: ›Ich kann den Tempel Gottes abbrechen und ihn in drei Tagen wieder aufbauen.‹«
“ଇ ମାନାୟ୍‌ କୟ୍‌ଆଚେ, ‘ମୁଁୟ୍‌ ଇସ୍ୱରାର୍‌ ମନ୍ଦିର୍‌କେ ବାଙ୍ଗିକଃରି ସେରି ତିନିଦିନାର୍‌ ବିତ୍ରେ ଆରେକ୍‌ ବାନ୍ଦୁ ହାରିନ୍ଦ୍ ।’”
62 Da stand der Hohepriester auf und fragte ihn: »Entgegnest du nichts auf das, was diese Zeugen gegen dich aussagen?« Jesus aber schwieg.
ମୁଳ୍‌ ଜାଜକ୍‌ ଟିଆ ଅୟ୍‌କଃରି ଜିସୁକେ କୟ୍‌ଲା, “ତୁୟ୍‌ କାୟ୍‌ତାକ୍‌ କାୟ୍‌ରି ନଃକଉଁଲିସ୍‌? ତର୍‌ ବିରଦେ ଇମଃନ୍‌ ଜୁୟ୍‌ ସାକି ଦେଉଁଲାୟ୍‌, ଇରି କାୟ୍‌ରି?”
63 Da sagte der Hohepriester zu ihm: »Ich beschwöre dich bei dem lebendigen Gott: Sage uns, bist du Christus, der Sohn Gottes?«
ମଃତର୍‌ ଜିସୁ ତୁନ୍‌ହାଳି ରିଲା; ସେତାକ୍‌ ମୁଳ୍‌ ଜାଜକ୍‌ ଜିସୁକେ କୟ୍‌ଲା, “ମୁଁୟ୍‌ ତକେ ଜିବନ୍‌ ରିଲା ଇସ୍ୱରାର୍‌ ନାଉଁଏ ହଃର୍ମାଣ୍‌ କଃରି ହଃଚାରୁଲେ, ମକ୍‌ କଃଉ, ତୁୟ୍‌ କି ଇସ୍ୱରାର୍‌ ହୟ୍‌ସି କ୍ରିସ୍ଟ ବଃଲେକ୍‌ ମସିଆ?”
64 Da gab Jesus ihm zur Antwort: »Ja, ich bin es! Doch ich tue euch kund: Von jetzt an werdet ihr den Menschensohn sitzen sehen zur Rechten der Macht und kommen auf den Wolken des Himmels.«
ଜିସୁ ତାକ୍‌ କୟ୍‌ଲା, “ତୁୟ୍‌ ତ କୟ୍‌ଲିସ୍‌, ଆରେକ୍‌ ମୁୟ୍‌ ତୁମିମଃନ୍‌କେ କଃଉଁଲେ, ଆଜିହୁଣି ତୁମିମଃନ୍ ନଃରାର୍‌ ହୟ୍‌ସିକ୍‌ ସଃବ୍‌କେ ଉଟ୍ୟା ସଃକାତ୍‌ ଇସ୍ୱରାର୍‌ କାତା ବାଟ୍ୟା ବଃସି ରିଲାର୍‌ ଆର୍‌ ଅଃଗାସ୍‌ ଉହ୍ରେ ଆସ୍ତାର୍‌ ଦଃକାସ୍‌ ।”
65 Da zerriß der Hohepriester seine Kleider und sagte: »Er hat Gott gelästert! Wozu brauchen wir noch Zeugen? Jetzt habt ihr selbst die Gotteslästerung gehört! Was urteilt ihr?«
ସେତାକ୍‌ ମୁଳ୍‌ ଜାଜକ୍‌ ଅଃହ୍‌ଣାର୍‌ ବଃସ୍ତର୍‌ ଚିରି କୟ୍‌ଲା, “ଇମାନାୟ୍‌ ଇସ୍ୱରାର୍‌ ଲିନ୍ଦା କଃଲା, ଅଃମାର୍‌ ଆର୍‌ ସାକି କାୟ୍‌ତାକ୍‌ ଲଳା? ଦଃକା ତୁମିମଃନ୍ ଅଃବେ ହେଁ ଇସ୍ୱର୍‌କେ ଲିନ୍ଦା କଃଲାର୍‌ ସୁଣ୍‌ଲାସ୍‌ ।
66 Sie gaben die Erklärung ab: »Er ist des Todes schuldig!«
ତଃବେ ତୁମିମଃନ୍ କାୟ୍‌ରି ବଃଲୁଲାସ୍‌ ।” ସେତାକ୍‌ ସେମଃନ୍ କୟ୍‌ଲାୟ୍‌, “ସେ ଦସି, ସେ ମଃର୍ନ୍‌ ଦଃଣ୍ଡାର୍‌ ଜୟ୍‌ଗ୍‌ ।”
67 Hierauf spien sie ihm ins Gesicht und schlugen ihn mit den Fäusten; andere gaben ihm Backenstreiche
ସଃଡେବଃଳ୍‌ ସେମଃନ୍ ଜିସୁର୍‌ ମୁୟେ ଲାଳ୍‌ ତୁକ୍‌ଲାୟ୍‌, ଆର୍‌ ତାକେ ବିଦା ମାର୍‌ଲାୟ୍‌; ଆର୍‌ କେ କେ ଜିସୁକେ ଚାହୁଳ୍‌ ମାରି କୟ୍‌ଲାୟ୍‌,
68 und sagten: »Weissage uns, Christus! Wer ist es, der dich geschlagen hat?«
“ଏ କ୍ରିସ୍ଟ, ତୁୟ୍‌ ଜଦି ବାବ୍‌ବାଣି କଃଉତା ଲକ୍‌, ତଃବେ ଅଃମିକ୍‌ କଃଉ, କେ ତକେ ମାର୍ଲା?”
69 Petrus aber saß (unterdessen) draußen im Hof. Da trat eine Magd auf ihn zu und sagte: »Du bist auch bei Jesus, dem Galiläer, gewesen!«
ଇବିତ୍ରେ ପିତର୍‌ ହଃଦାର୍‌ କୁଆଳେ ବଃସିରିଲା, ଆର୍‌ ଗଟେକ୍‌ ଦଃଙ୍ଗ୍‌ଳି ଆସି ତାକ୍‌ କୟ୍‌ଲି, “ତୁୟ୍‌ ହେଁ ଗାଲିଲିର୍‌ ଜିସୁର୍‌ ସଃଙ୍ଗ୍ ରିଲିସ୍‌ ।”
70 Er aber leugnete vor allen und sagte: »Ich verstehe nicht, was du da sagst!«
ମଃତର୍‌ ପିତର୍‌ ସଃବୁ ଲକ୍‌ମଃନାର୍‌ ମୁଏଁ ନାୟ୍‌ ବଃଲି କୟ୍‌ଲା, “ତୁୟ୍‌ କାୟ୍‌ରି କଃଉଁଲିସ୍‌, ସେରି ମୁଁୟ୍‌ ନଃଜାଣି ।”
71 Als er dann in die Torhalle hinausgegangen war, bemerkte ihn eine andere Magd und sagte zu den Leuten dort: »Dieser ist auch mit Jesus, dem Nazoräer, zusammen gewesen!«
ଆରେକ୍‌ ପିତର୍‌ ହଃଦାର୍‌ ଦୁଆର୍‌ ଲଃଗେ ବାରାୟ୍‌ ଗଃଲାକେ, ଆରେକ୍‌ ଗଟେକ୍‌ ଦଃଙ୍ଗ୍‌ଳି ତାକ୍‌ ଦଃକିକଃରି ସେତି ରିଲା ଲକ୍‌ମଃନ୍‌କେ କୟ୍‌ଲି, “ଇ ମାନାୟ୍‌ ନାଜରିତ୍‌ ଜିସୁର୍‌ ସଃଙ୍ଗ୍ ରିଲା ।”
72 Da leugnete er wieder, (diesmal) mit einem Eid: »ich kenne den Menschen nicht!«
ପିତର୍‌ ଆରେକ୍‌ ଗଟ୍‌ତର୍‌ ନାୟ୍‌ ବଃଲି କୟ୍‌ଲା, “ମୁଁୟ୍‌ ହଃର୍ମାଣ୍‌ କଃରି କଃଉଁଲେ, ସେମାନାୟ୍‌କେ ମୁଁୟ୍‌ ନଃଜାଣି ।”
73 Nach einer kleinen Weile aber traten die Leute, die dort standen, hinzu und sagten zu Petrus: »Wahrhaftig, du gehörst auch zu ihnen: schon deine Sprache verrät dich!«
ଚଃନେକ୍‌ ହଃଚେ ସେତି ଟିଆ ଅୟ୍‌ରିଲା ଲକ୍‌ମଃନ୍ ପିତର୍‌ ଚଃମେ ଆସି ତାକ୍‌ କୟ୍‌ଲାୟ୍‌, “ତୁୟ୍‌ ହେଁ ବାୟ୍‌ଦ୍‌ରେ ସେମଃନାର୍‌ ବିତ୍ରେ ଗଟ୍‌ ଲକ୍‌, ବଃଲେକ୍‌ ତର୍‌ କଃତା କଃଉତାର୍‌ ଜାଣା ହଃଳୁଲି ।”
74 Da fing er an, sich zu verfluchen und zu schwören: »Ich kenne den Menschen nicht!«, und sogleich darauf krähte der Hahn.
ସେତାକ୍‌ ପିତର୍‌ କୟ୍‌ଲା, “ମୁଁୟ୍‌ ହଃର୍ମାଣ୍‌ କଃରି ସଃତ୍‌ କଃଉଁଲେ, ସେନ୍ ନୟ୍‌ଲେକ୍‌ ଇସ୍ୱର୍‌ ମକ୍‌ ଡଃଣ୍ଡ୍‌ ଦେଉଅ । ମୁଁୟ୍‌ ସେମାନାୟ୍‌କେ ନଃଜାଣି ।” ସେଦାହ୍ରେ କୁକ୍‌ଳା ବାସ୍‌ଲି,
75 Da dachte Petrus an das Wort Jesu, der ihm gesagt hatte: »Noch ehe der Hahn kräht, wirst du mich dreimal verleugnen.« Und er ging hinaus und weinte bitterlich.
ଆର୍‌ ସଃଡେବଃଳ୍‌ ପିତର୍‌କେ ଜିସୁ କୟ୍‌ରିଲା କଃତା ମଃନେ ହଃଳ୍‌ଲି, ଜିସୁ କୟ୍‌ରିଲା, “କୁକ୍‌ଳା ନଃବାସ୍ତା ଆଗ୍‌ତୁ ତୁୟ୍‌ ମକ୍‌ ନଃଜାଣି ବଃଲି ତିନିତର୍‌ କଃଉସି ।” ପିତର୍‌ ହଃଦାୟ୍‌ ବାରାୟ୍‌ ଜାୟ୍‌ ବଃଡେ ଦୁକ୍‌ ଅୟ୍‌ କାନ୍ଦ୍‌ଲା ।

< Matthaeus 26 >