< Matthaeus 18 >

1 In jener Stunde traten die Jünger zu Jesus mit der Frage: »Wer ist denn der Größte im Himmelreich?«
ସେ ବେଲେ ସିସ୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ସରଗ୍‌ ରାଇଜେ ସବୁର୍‌ଟାନେଅନି କେ ବଡ୍‌?”
2 Da rief er ein Kind herbei, stellte es mitten unter sie
ଜିସୁ ଗଟେକ୍‌ ସାନ୍‌ ପିଲାକେ ଡାକି ସେମନର୍‌ ଲଗେ ଟିଆକରାଇ କଇଲା,
3 und sagte: »Wahrlich ich sage euch: Wenn ihr nicht umkehrt und wie die Kinder werdet, so werdet ihr nimmermehr ins Himmelreich eingehen.
“ମୁଇ ତମ୍‌କେ ସତ୍‌ କଇଲିନି, ତମର୍‌ ମନ୍‌ ବାଦ୍‌ଲାଇ ସାନ୍‌ ପିଲାମନର୍‌ ପାରା ନ ଅଇଲେ ସରଗ୍‌ ରାଇଜେ କେବେ ପୁରି ନାପାରାସ୍‌ ।
4 Wer sich demnach so erniedrigt wie dieses Kind hier, der ist der Größte im Himmelreich;
ଜେ ନିଜ୍‌କେ ସୁଆଲ୍‌ କରି ସାନ୍‌ ପିଲାପାରା ଅଇସି, ସେ ସରଗ୍‌ ରାଇଜେ ସବୁର୍‌ଟାନେଅନି ବଡ୍‌,
5 und wer ein einziges solches Kind auf meinen Namen hin aufnimmt, der nimmt mich auf.«
ଆରି, ଜେକି ମର୍‌ ନାଉଁ ଦାରି ଏ ସାନ୍‌ ପିଲାକେ ନାମ୍‌ସି, ସେ ମକେ ମିସା ନାମ୍‌ସି ।”
6 »Wer aber einen von diesen Kleinen, die an mich glauben, ärgert, für den wäre es das beste, daß ihm ein Mühlstein um den Hals gehängt und er ins Meer versenkt würde, wo es am tiefsten ist.
“ମର୍‌ତେଇ ବିସ୍‌ବାସ୍‌ କର୍‌ତେ ରଇବା ଏ ସାନ୍‌ ପିଲାମନର୍‌ ବିତ୍‌ରେଅନି ଗଟେକ୍‍ ଲକ୍‌ କେ ଆଲେ ବିସ୍‌ବାସେ ବାଦା ଗଟାଇସି ବଇଲେ, ତାର୍‌ ଗାଲାଇ ଜତା ପାକ୍‌ନା ବାନ୍ଦିକରି ତାକେ ସମ୍‌ଦୁରେ ବୁଡାଇଦେବାଟା ନିକ ଅଇସି ।
7 Wehe der Welt um der Ärgernisse willen! Wohl müssen die Verführungen kommen; doch wehe dem Menschen, durch den das Ärgernis kommt!
ଲକ୍‌ମନର୍‌ ବିସ୍‌ବାସେ ବାଦା ଗଟାଇବାକେ ବେସି ବିସଇ ଆଚେ । ସେଟାର୍‌ ପାଇ ଏ ଜଗତର୍‌ ଦସା ବଡେ ଇନସ୍‌ତା । ସବୁ ବେଲେ ଏନ୍ତି ବାଦା ଆଇସି, ମାତର୍‌ ଜେ ବାଦା ଗଟାଇସି, ତାର୍‌ ଦସା କେଡେ ଇନସ୍‌ତା ଅଇସି!”
8 Wenn nun deine Hand oder dein Fuß dich ärgert, so haue sie ab und wirf sie von dir! Es ist besser für dich, verstümmelt oder lahm ins Leben einzugehen, als daß du beide Hände oder beide Füße hast und in das ewige Feuer geworfen wirst. (aiōnios g166)
“ଜଦି ତମେ ତମର୍‌ ଆତ୍‌ ନଇଲେ ପାଦର୍‌ ଲାଗି ବିସ୍‌ବାସ୍‌ ଆରାଇଲାସ୍‌ନି, ତେବେ ସେଟା କାଟି ପିଙ୍ଗି ଦିଆସ୍‌ । ଜଡେକ୍‌ ପାଦ୍‌ ଆରି ଜଡେକ୍‌ ଆତ୍‌ ରଇ ସବୁବେଲେ ଲାଗି ରଇବା ଜଏ ପିଙ୍ଗାଇ ଅଇବା ବାଦୁଲେ ଗଟେକ୍‌ ପାଦ୍‌ ନଇଲେ ଗଟେକ୍‌ ଆତ୍‌ ନ ରଇ, ନ ସାର୍‌ବା ଜିବନେ ପୁର୍‌ବାଟା କେଡେ କରମର୍‌ କାତା । (aiōnios g166)
9 Und wenn dein Auge dich ärgert, so reiße es aus und wirf es von dir! Es ist besser für dich, einäugig ins Leben einzugehen, als daß du beide Augen hast und ins Feuer der Hölle geworfen wirst. (Geenna g1067)
ଜଦି ତମର୍‌ ଆଁକିର୍‌ ଲାଗି ତମେ ବିସ୍‌ବାସ୍‌ ଆରାଇଲାସ୍‌ନି ବଇଲେ ତାକେ ବେଟି ପିଙ୍ଗି ଦିଆସ୍‌ । ଜଡେକ୍‌ ଆଁକି ରଇ ନର୍‌କେ ପିଙ୍ଗାଇଅଇବା ବାଦୁଲେ ଗଟେକ୍‌ ଆଁକି ରଇ ନ ସାର୍‌ବା ଜିବନେ ପୁର୍‌ବାଟା କେଡେ କରମର୍‌ କାତା ଅଇସି ।” (Geenna g1067)
10 Sehet zu, daß ihr keinen von diesen Kleinen geringschätzt! Denn ich sage euch: Ihre Engel im Himmel schauen allezeit das Angesicht meines himmlischen Vaters.
୧୦ଏ ସାନ୍‌ ପିଲାମନର୍‌ ବିତ୍‌ରେ ଅନି ଗଟେକ୍‌କେ ମିସା ଇନ୍‌କରା ନାଇ । ମୁଇ ତମ୍‌କେ କଇଲିନି, ଏ ମନର୍‌ ଜତନ୍‌ ନେଇତେ ରଇବା ସରଗର୍‍ ଦୁତ୍‌ମନ୍‌ ସବୁ ବେଲା ମର୍‌ ବାବାର୍‌ ଲଗେ ଆଚତ୍‌ ।
11 [Denn der Menschensohn ist gekommen, das Verlorene zu retten.]«
୧୧କାଇକେ ବଇଲେ ବାଟ୍‌ ବାନା ଅଇଲା ଲକ୍‌ମନ୍‌କେ କଜି ରକିଆ କର୍‌ବାକେ ନର୍‌ପିଲା ମୁଇ ଆଇଲିଆଚି ।
12 »Was meint ihr wohl? Wenn jemand hundert Schafe besitzt und eins von ihnen sich verirrt: wird er da nicht die neunundneunzig auf den Bergen zurücklassen und hingehen, um das verirrte zu suchen?
୧୨ତମେ କାଇଟା ବାବ୍‌ଲାସ୍‌ନି, ଜଦି ଗଟେକ୍‌ ଲକର୍‌ ସଏଟା ମେଣ୍ଡା ରଇସି ଆରି ସିତିଅନି ଗଟେକ୍‌ ଆଜି ଜାଇସି, ତେବେ ସେ କାଇଟା କର୍‌ସି? ନବେ ନଅଟା ମେଣ୍ଡାକେ ଡଙ୍ଗରେ ଚାର୍‌ବାକେ ଚାଡିଦେଇ ସେ ଆଜ୍‌ଲା ମେଣ୍ଡାକେ କଜ୍‌ବାର୍‌ ବାରଇସି ।
13 Und wenn es ihm gelingt, es zu finden, wahrlich ich sage euch: Er freut sich über dieses (eine) mehr als über die neunundneunzig, die sich nicht verirrt hatten.
୧୩ମୁଇ ତମ୍‌କେ ସତ୍‌ କଇଲିନି, ଜେଡେବଲ୍‌ ସେ ମେଣ୍ଡା ମିଲାଇସି, ଆଜି ନ ରଇଲା ନବେ ନଅଟା ମେଣ୍ଡାର୍‌ ପାଇ ତାର୍‌ ଜେତ୍‌କି ସାର୍‌ଦା, ଏ ଗଟେକ୍‌ ମେଣ୍ଡାର୍‌ ପାଇ ସେ ଅଦିକ୍‌ ସାର୍‌ଦା ଅଇସି ।
14 Ebenso ist es auch der Wille eures himmlischen Vaters, daß keiner von diesen Kleinen verlorengehen soll.«
୧୪ସମାନ୍‍ ସେନ୍ତି ସେ, ଏ ସାନ୍‌ ପିଲାମନର୍‌ ତେଇ ଅନି ଗଟେକ୍‌ ଲକ୍‌ ମିସା ବାଟ୍‌ ବାନା ଅଅତ୍‌, ଏଟା ତମର୍‌ ସରଗର୍‌ ବାବା ମନ୍‍ କରେ ନାଇ ।
15 »Wenn dein Bruder sich verfehlt, so gehe hin und halte es ihm unter vier Augen vor. Hört er auf dich, so hast du deinen Bruder gewonnen;
୧୫“ଜଦି ତମର୍‌ ବାଇ ତମର୍‌ ବିରୁଦେ ପାପ୍‌ କର୍‌ସି, ତାର୍‌ ଲଗେ ଜାଇ ତାର୍‌ ପାପ୍‌ ତାକେ ଦେକାଇ ଦିଆସ୍‌ । ମାତର୍‌ ତମେ ଦୁଇ ଲକ୍‌ ରଇଲା ବେଲେ ଏଟା ଲୁଚ୍‌ତେ କରା । ଜଦି ସେ ତମର୍‌ କାତା ସୁନ୍‌ସି, ତମର୍‌ ବାଇକେ ତମେ ଆରି ତରେକ୍‌ ପାଇସା ।
16 hört er aber nicht, so nimm noch einen oder zwei (Brüder) mit dir, damit jede Sache auf Grund der Aussagen von zwei oder drei Zeugen festgestellt wird.
୧୬ଆରି ଜଦି ସେ ନ ସୁନ୍‌ଲେ, ଗଟେକ୍‌ ଲକ୍‌କେ ନଇଲେ ଦୁଇ ଲକ୍‌କେ ଡାକି ନେଇ ତାର୍‌ ଲଗେ ଜାଆ । ଆମର୍‌ ସାସ୍‌ତର୍‌ ନିୟମ୍‌ ଇସାବେ, ଦୁଇଟା ନଇଲେ ତିନ୍‌ଟା ସାକିର୍‌ ମୁଆଟେ ତମର୍‌ ଦାବି ସତ୍‌ ବଲି ଜାନା ପଡ୍‌ସି ।
17 Will er auf diese (Brüder) nicht hören, so teile es der Gemeinde mit; will er auch auf die Gemeinde nicht hören, so gelte er dir wie ein Heide und ein Zöllner. –
୧୭ଏଲେ ମିସା ଜଦି ସେ ତମର୍‌ କାତା ନ ସୁନେ, ମଣ୍ଡଲିତେଇ ଜାନାଇ ଦିଆସ୍‌ । ସାରାସାରି ଜଦି ମଣ୍ଡଲିର୍‌ କାତା ମିସା ନ ସୁନେ ବଇଲେ, ତାକେ ଗଟେକ୍‌ ସିସ୍‌ତୁମାଙ୍ଗୁ, ବିସ୍‍ବାସ୍‍ ନ କର୍‍ବା ଲକ୍‌ ବଲି ବାବିକରି, ତାର୍‌ ସଙ୍ଗ୍‌ ମିଲାମିସା କର୍‌ବାଟା ଚାଡି ଦିଆସ୍‌ ।
18 Wahrlich ich sage euch: Alles, was ihr auf der Erde bindet, wird auch im Himmel gebunden sein; und was ihr auf der Erde löst, wird auch im Himmel gelöst sein. –
୧୮“ମୁଇ ତମ୍‌କେ ସତ୍‌ କଇଲିନି, ତମେ ଏ ଜଗତେ ଜାଇଟା ନାଇ ବଲ୍‌ସା, ସେଟା ସର୍‌ଗେ ମିସା ନାଇ ଅଇସି । ଆରି ଜନ୍‌ଟା ପାଇ ତମେ ଜଗତେ ଉଁ କଇସା, ସେଟା ସର୍‌ଗେ ମିସା ଉଁ ଅଇସି ।
19 Weiter sage ich euch: Wenn zwei von euch auf Erden eins werden, um irgend etwas zu bitten, so wird es ihnen von meinem himmlischen Vater zuteil werden;
୧୯କାଲି ସେତ୍‌କି ନଏଁ, ମୁଇ ତମ୍‌କେ ସତ୍‌ କଇଲିନି, ଜେଡେବେଲେ ମିସା ଏ ଜଗତେ ତମେ ଦୁଇ ଲକ୍‌ ଜନ୍‌ ବିସଇ ନେଇକରି ଗଟେକ୍‌ ମନ୍‌ ଅଇକରି ପାର୍‌ତନା କଲେ, ମର୍‌ ସରଗର୍‌ ବାବା ତମେ ମାଙ୍ଗ୍‍ଲାଟା ପୁରୁନ୍‌ କର୍‌ସି ।
20 denn wo zwei oder drei auf meinen Namen hin versammelt sind, da bin ich mitten unter ihnen.«
୨୦କାଇକେ ବଇଲେ ଜନ୍ତି ଦୁଇ କି ତିନ୍‌ ଲକ୍‌ ରୁଣ୍ଡିକରି ମର୍‌ ନାଉଁ ଦାର୍‌ବାଇ, ତେଇ ମୁଇ ଆଚି ।”
21 Hierauf trat Petrus an ihn heran und fragte ihn: »Herr, wie oft muß ich meinem Bruder vergeben, wenn er sich gegen mich vergeht? Bis zu siebenmal?«
୨୧ଦିନେକ୍‍ ପିତର୍‌ ଜିସୁର୍‌ ଲଗେ ଆସି ପାଚାର୍‌ଲା, “ମାପ୍‌ରୁ, ଗଟେକ୍‌ ବାଇ ମର୍‌ ବିରଦେ ତର୍‌କେ ତର୍‌ ଦସ୍‌ କର୍‌ତେ ରଇଲେ, ତାକେ ମୁଇ କେତେ ତର୍‌ କେମା କର୍‌ବି? କାଇ ସାତ୍‌ ତର୍‌ କି?”
22 Da antwortete ihm Jesus: »Ich sage dir: Nicht bis zu siebenmal, sondern bis siebenzigmal siebenmal.
୨୨ଜିସୁ କଇଲା, “ନାଇ ସାତ୍‌ ତର୍‌ ନାଇ । ସାତ୍‌ ତରର୍‌ ସତୁରି ଗୁନ୍‌ ।
23 Darum ist das Himmelreich einem Könige vergleichbar, der mit seinen Knechten abrechnen wollte.
୨୩ସରଗ୍‌ ରାଇଜର୍‌ ଆରି ଗଟେକ୍‌ କାତା ସୁନ୍‌ । ଗଟେକ୍‌ ରାଜା ଦିନେକ୍‌ ତାର୍‌ଟାନେ କାମ୍‌କରୁମନ୍‌ ରୁନ୍‌ ନେଇରଇବାଟା ଇସାବ୍‌ କିତାବ୍‌ କର୍‌ବାକେ ମନ୍‍ କଲା ।
24 Als er nun mit der Abrechnung begann, wurde ihm einer vorgeführt, der ihm zehntausend Talente schuldig war.
୨୪ସେ ଇସାବ୍‌ କର୍‌ବାବେଲେ ତାର୍‌ଟାନେ ଗଟେକ୍‌ କାମ୍‌ କରୁ ଲାକ୍‌ ଲାକ୍‌ ଟାଙ୍ଗା ରୁନ୍‌ ନେଇରଇଲା ଲକ୍‌କେ ରାଜାର୍‌ ଲଗେ ଆନ୍‌ଲାଇ ।
25 Weil er nun diese Schuld nicht bezahlen konnte, befahl der Herr, man solle ihn samt Weib und Kindern und seinem gesamten Besitz verkaufen und so Ersatz schaffen.
୨୫ରୁନ୍‌ ସୁଜ୍‌ବାକେ ସେ ଲକର୍‌ଟାନେ ସେତ୍‌କି ବପୁ ନ ରଇଲା । ତେବର୍‌ପାଇ ରୁନ୍‌ ବାନ୍ଦ୍‌ବାକେ ବଲି ତାର୍‌ଟାନେ ଜେତ୍‌କି ରଇଲାଟା ବିକିକରି ତାକେ, ତାର୍‌ ମାଇଜିକେ ଆରି ତାର୍‌ ପିଲାଟକିମନ୍‌କେ ଗତି ଇସାବେ ବିକିଦେବାକେ ରାଜା ଆଦେସ୍‌ ଦେଲା ।”
26 Da warf sich der Knecht vor ihm zur Erde nieder und bat ihn mit den Worten: ›Habe Geduld mit mir: ich will dir alles bezahlen.‹
୨୬କାମ୍‌ କରୁ ରାଜାର୍‌ ପାଦ୍‌ତଲେ ଅଦ୍‌ରି ଗୁଆରି କରି କଇଲା “ଆଗିଆଁ ଆରି କେତେଦିନ୍‌ ଜାଗା, ମୁଇ ତମର୍‌ ସବୁଜାକ ରୁନ୍‌ ସୁଜିଦେବି ।”
27 Da hatte der Herr Erbarmen mit diesem Knecht; er gab ihn frei, und die Schuld erließ er ihm auch.
୨୭ରାଜା ତାକେ ଦୟା କଲା । ତେବର୍‌ପାଇ ତାକେ କେମା କରି ରୁନ୍‌ ନ ବାନ୍ଦାଇ ଚାଡିଦେଲା ।
28 Als aber dieser Knecht (aus dem Hause des Herrn) hinausgegangen war, traf er einen seiner Mitknechte, der ihm hundert Denare schuldig war; den ergriff er, packte ihn an der Kehle und sagte zu ihm: ›Bezahle, wenn du etwas schuldig bist!‹
୨୮ମାତର୍‌ ସେ ଗତି ବାରଇ ଜାଇ ତାର୍‌ତେଇ ଅନି ପଚାସ୍‌ ଟାଙ୍ଗା ରୁନ୍‌ କରି ରଇବା ଗଟେକ୍‌ ମିସ୍‌ତେ ରଇବା ଗତିଦାଙ୍ଗ୍‌ଡାକେ ଦାରି ତାର୍‌ ଟଟ୍‌ରି ପିଚକ୍‌ବାର୍‌ ଦାର୍‌ଲା, “ମର୍‌ତେଇଅନି ନେଇ ରଇଲା ସବୁ ଡାବୁ ବାଉଡାଇ ଦେ ।”
29 Da warf sich sein Mitknecht vor ihm nieder und bat ihn mit den Worten: ›Habe Geduld mit mir: ich will dir’s bezahlen!‹
୨୯ସେ ଗତି ଦାଙ୍ଗ୍‌ଡା ତାର୍‌ ଗଡେଦାରି ବାବୁଜିଆ କରି କଇଲା, “ସାଆସ୍‌ ଦାରା, ତମର୍‌ ସବୁ ଡାବୁ ସୁଜି ଦେବି ।”
30 Er wollte aber nicht, sondern ging hin und ließ ihn ins Gefängnis werfen, bis er die Schuld bezahlt hätte.
୩୦ମାତର୍‌ ପର୍‌ତୁମ୍‌ ଲକ୍‌, ସେ ଗୁଆରି କଲାଟା ସୁନେ ନାଇ, ରୁନ୍‌ ସୁଜ୍‌ବା ଜାକ ତାକେ ବନ୍ଦି ଗରେ ପୁରାଇ ସଙ୍ଗଇବାକେ ତିଆର୍‌ଲା ।
31 Als nun seine Mitknechte sahen, was da vorgegangen war, wurden sie sehr ungehalten; sie gingen hin und berichteten ihrem Herrn den ganzen Vorfall.
୩୧ଏଟା ଅଇଲାଟା ଦେକି ବିନ୍‌ କାମ୍‌ କରୁମନ୍‌ ଦୁକ୍‌ କଲାଇ । ସେମନ୍‌ ରାଜାର୍‌ ଲଗେ ଜାଇ ଜନ୍‌ ଜନ୍‌ଟା ଅଇରଇଲା, ସବୁ ଜାନାଇଲାଇ ।
32 Da ließ sein Herr ihn vor sich rufen und sagte zu ihm: ›Du böser Knecht! Jene ganze Schuld habe ich dir erlassen, weil du mich darum batest;
୩୨ରାଜା ପର୍‌ତୁମ୍‌ କାମ୍‌ କରୁକେ ଡାକାଇ କଇଲା, “ଅଇରେ ମୁର୍‌କ ଦାଙ୍ଗ୍‌ଡା, ତୁଇ ଗୁଆରି କଲୁସ୍‌ ଜେ ମୁଇ ତର୍‌ ସବୁ ରୁନ୍‌ ଚାଡି ଦେଲି ।
33 hättest du da nicht auch Erbarmen mit deinem Mitknecht haben müssen, wie ich Erbarmen mit dir gehabt habe?‹
୩୩ମୁଇ ଜେନ୍ତି ତକେ ଦୟା କଲି, ତୁଇ ମିସା ତର୍‌ ସଙ୍ଗର୍‌ କାମ୍‌ କରୁକେ ଦୟା କର୍‌ବାର୍‌ ରଇଲା ।”
34 Und voller Zorn übergab sein Herr ihn den Folterknechten, bis er ihm seine ganze Schuld bezahlt hätte.
୩୪ରାଜା ବେସି ରିସା ଅଇଗାଲା ଆରି ସବୁ ଜାକ ରୁନ୍‌ ନ ସୁଜ୍‌ବା ଜାକ ଡଣ୍ଡ୍‌ ପାଅ ବଲି ତାକେ ବନ୍ଦି ଗରେ ପାଟାଇ ଦେଲା ।
35 Ebenso wird auch mein himmlischer Vater mit euch verfahren, wenn ihr nicht ein jeder seinem Bruder von Herzen vergebt.«
୩୫ଜିସୁ ଏ କାତା କଇସାରାଇ କଇଲା, “ତମର୍‌ ବିରୁଦେ ଦସ୍‌ କରି ରଇବା ବାଇମନ୍‌କେ ମନ୍‌ ବିତ୍‌ରେଅନି ଜଦି କେମା ନ ଦିଆସ୍‌, ତେବେ ମର୍‌ ସରଗର୍‌ ବାବା ମିସା ତମ୍‌କେ ଏନ୍ତାରିସେ କର୍‌ସି ।”

< Matthaeus 18 >