< Markus 7 >

1 Da versammelten sich bei ihm die Pharisäer und einige Schriftgelehrte, die von Jerusalem gekommen waren;
ପଚେ ପାରୁସିମନ୍‌ ଆରି ଜିରୁସାଲାମ୍‌ ଅନି ଆସିରଇବା କେତେଟା ସାସ୍‌ତର୍‌ ସିକାଉ ପଣ୍ଡିତ୍‌ମନ୍‌ ଜିସୁର୍‌ ଲଗେ ରୁଣ୍ଡ୍‌ଲାଇ ।
2 und als sie einige seiner Jünger die Brote mit unreinen, das heißt ungewaschenen Händen zu sich nehmen sahen –
ତାର୍‌ ସିସ୍‌ମନର୍‌ ବିତ୍‌ରେ ଅନି କେତେକ୍‌ ସିସ୍‌ମନ୍‌ ଜିଉଦିମନର୍‌ ରିତିନିତି ଇସାବେ ଆତ୍‌ ନ ଦଇତେ କାଇବାଟା ଦେକ୍‌ଲାଇ ।
3 die Pharisäer nämlich und die Juden überhaupt essen nur, wenn sie sich die Hände mit der Faust gewaschen haben, weil sie an den von den Alten überlieferten Satzungen festhalten;
ପାରୁସିମନ୍‌ ଆରି ସବୁ ଜିଉଦିଲକର୍‌ ପାର୍‌ଚିନ୍‌ମନର୍‌ ନିୟମ୍‌ ମାନି ରିିତିନିତି ଇସାବେ ଆତ୍‌ ନ ଦଇତେ ନ କାଇତେରଇଲାଇ ।
4 und auch wenn sie vom Markt heimkommen, essen sie nicht, ohne sich zunächst (die Hände) abgespült zu haben; und noch viele andere Vorschriften gibt es, deren strenge Beobachtung sie überkommen haben, z. B. das Eintauchen von Bechern, Krügen und Kupfergeschirr –,
ଆରି ଆଟ୍‌ବାଟ୍‌ କରିଆସି ରିତିନିତି ଇସାବେ ପାନି ନ ଚିଚି ଅଇତେ ନ କାଇତେ ରଇଲାଇ । ଗିନା, ମୁତା, ପିତଲ୍‌ ତାଲା ଆରି ସଇବା କଟ୍‌ କେନ୍ତି ଦଇବାର୍‌, ସେଟା ସଙ୍ଗ୍‌ ଅଲ୍‌ଗା ରିତିନିତି ମିସା ମାନ୍‌ତେରଇଲାଇ ।
5 da fragten ihn die Pharisäer und Schriftgelehrten: »Warum halten sich deine Jünger in ihrer Lebensweise nicht an die Überlieferung der Alten, sondern nehmen die Speisen mit unreinen Händen zu sich?«
ତେବେ ପାରୁସି ଆରି ସାସ୍‌ତର୍‌ ସିକାଉମନ୍‌ ଜିସୁକେ ପାଚାର୍‌ଲାଇ, “କାଇକେ ତର୍‌ ସିସ୍‌ମନ୍‌ ପାର୍‌ଚିନ୍‌ମନର୍‌ ରିତିନିତି ନ ମାନି ଆତ୍‌ ନ ଦଇ କାଇଲାଇନି?”
6 Er antwortete ihnen: »Treffend hat Jesaja von euch Heuchlern geweissagt, wie geschrieben steht: ›Dieses Volk ehrt mich (nur) mit den Lippen, ihr Herz aber ist weit entfernt von mir;
ଜିସୁ ସେମନ୍‌କେ କଇଲା, “ଏରେ କୁଟିଆଲ୍‌ମନ୍‌, ତମର୍‌ ବିସଇନେଇ ଜିସାୟ ବବିସତ୍‌ବକ୍‌ତା ନିକସଙ୍ଗ୍‍ ଜାନାଇଆଚେ, ସେ ଏନ୍ତି କଇଲା ଆଚେ ।” ପର୍‌ମେସର୍‌ କଇଲାନି “ଏ ଜାତି, ମକେ ମୁଏ ସନ୍‌ମାନ୍‌ ଦେବାଇ, ମାତର୍‌ ତାକର୍‌ ମନ୍‌ ମର୍‌ଟାନେଅନି ଦୁରିକେ ରଇସି ।
7 doch vergeblich verehren sie mich, weil sie Menschengebote zu ihren Lehren machen.‹
ସେମନ୍‌ ଲକ୍‌ମନ୍‌ କଲା ନିୟମ୍‌ ମାପ୍‌ରୁର୍‌ ନିୟମ୍‌ ବଲି ସିକାଇବାଇ ମାତର୍‌ ସେ ଉପାସନାର୍‌ କିଚି ମୁଲିଅ ନାଇ ।
8 Das Gebot Gottes laßt ihr außer acht und haltet an den euch überlieferten Satzungen der Menschen fest [ihr nehmt Abwaschungen von Krügen und Bechern vor und tut Ähnliches derart noch vielfach].«
“ତମେ ପର୍‌ମେସରର୍‌ ଆଦେସ୍‌ ଇନ୍‌କରି ନର୍‌ଲକର୍‌ ରିତିନିତି ଦାରି ବସିଆଚାସ୍‌ ।”
9 Dann fuhr er fort: »Trefflich versteht ihr es, das Gebot Gottes aufzuheben, um die euch überlieferten Satzungen festzuhalten.
ଆରି ଜିସୁ ସେମନ୍‌କେ କଇଲା, ତମେ ଚତୁର୍‌ ଅଇ ନିଜର୍‌ ରିିତିନିିତି ମାନ୍‌ବାକେ ବଲି ପର୍‌ମେସରର୍‌ ଆଦେସ୍‌ ନିଚୁ ବଇଲାସ୍‌ନି ।
10 Mose hat z. B. geboten: ›Ehre deinen Vater und deine Mutter‹ und: ›Wer den Vater oder die Mutter schmäht, soll des Todes sterben.‹
୧୦କାଇକେବଇଲେ ମସା ସିକିଆ ଦେଇଆଚେ, ମା ବାବାକେ ମାନା, ଆରି ଜେ କି ତାର୍‌ ବାବାକେ କି ମାକେ ସାଇପ୍‌ ଦେଇସି, ସେ ମରନ୍‌ ଡଣ୍ଡ୍‌ ପାଇସି ଆକା ।
11 Ihr aber sagt: ›Wenn jemand zu seinem Vater oder zu seiner Mutter sagt: Korban, das heißt: eine Gabe für den Tempelschatz soll das sein, was dir sonst als Unterstützung von mir zugute gekommen wäre‹,
୧୧ମାତର୍‌ ତମେ ସିକାଇଲାସ୍‌ନି କି ଜେବେ ବାବାକେ କି ମାକେ କଇସା, “ଜନ୍‌ଟା ମୁଇ ତମ୍‌କେ ଦେବାର୍‌ ରଇଲା ସେଟା କର୍‌ବାନ୍‌ ।” କର୍‌ବାନ୍‌ ବଇଲେ ମାପ୍‌ରୁକେ ଆକା ମାନତ୍‌ କର୍‌ବାଟା ।
12 so laßt ihr ihn für seinen Vater oder seine Mutter nichts mehr tun
୧୨ତେବେ ତମେ ତାର୍‌ ବାବାର୍‌ କି ମାଆର୍‌ କାଇ ଉପ୍‌କାର୍‌ କର୍‌ବାଟାକେ ତେବାଇଲାସ୍‌ନି ।
13 und hebt damit das Wort Gottes durch eure Überlieferung auf, die ihr weitergegeben habt; und Ähnliches derart tut ihr vielfach.«
୧୩ଏନ୍ତାରି ତମେ ନିଜର୍‌ ଆନିଦାଦିମନର୍‌ ବେଲେ ଅନି ଆଇବା ରିତିନିତି ମାନିକରି ପର୍‌ମେସରର୍‌ ବାକିଅ ଏଡାଇ ଦେଲାସ୍‌ନି, ଆରି ଏନ୍ତାରି କେତେକ୍‌ କେତେକ୍‌ କାମ୍‌ମନ୍‌ କଲାସ୍‌ନି ।
14 Nachdem er dann die Volksmenge wieder herbeigerufen hatte, sagte er zu ihnen: »Hört mir alle zu und sucht es zu verstehen!
୧୪ଜିସୁ ଆରି ତରେକ୍‌ ଲକ୍‌ମନ୍‌କେ ଲଗେଡାକି କଇଲା, “ତମେ ସବୁଲକ୍‌ ମର୍‌ କାତା ସୁନା ଆରି ବୁଜା ।
15 Nichts geht von außen in den Menschen hinein, was ihn zu verunreinigen vermag, sondern was aus dem Menschen herauskommt, das ist es, was den Menschen verunreinigt.
୧୫ଲକର୍‌ ଟଣ୍ଡେଅନି ଏନ୍ତାରି କାଇ ବିସଇ ନାଇ, ଜନ୍‌ଟା ତାର୍‌ ବିତ୍‌ରେ ପୁରି ତାକେ ଅସୁକଲ୍‍ କରି ପାରେ, ମାତର୍‌ ଜନ୍‌ ଜନ୍‌ଟା ମୁନୁସ୍‌ମନର୍‌ଟାନେଅନି ବାରଇସି ସେ ସବୁ ତାକେ ଅସୁକଲ୍‍ କର୍‌ସି ।
16 [Wer Ohren hat zu hören, der höre!]«
୧୬ଜଦି ଜାକେ ସୁନ୍‌ବାର୍‌ କାନ୍‌ ଆଚେ, ସେ ସୁନ ।”
17 Als er dann vom Volk weggegangen und ins Haus gekommen war, befragten ihn seine Jünger über das Gleichnis.
୧୭ଆରି ଜିସୁ ଲକର୍‌ ମାନ୍ଦା ଚାଡି ଗରେ ପୁର୍‌ଲାପଚେ ତାର୍‌ ସିସ୍‌ମନ୍‌ ସେ ଉଦାଅରନର୍‌ ଅରତ୍‌ କାଇଟା ବଲି ପାଚାର୍‌ବାର୍‌ ଦାର୍‌ଲାଇ ।
18 Da sagte er zu ihnen: »So seid auch ihr immer noch ohne Verständnis? Begreift ihr nicht, daß alles, was von außen her in den Menschen hineingeht, ihn nicht zu verunreinigen vermag,
୧୮ଜିସୁ ସେମନ୍‌କେ କଇଲା, “ତମେ ମିସା କାଇ ବୁଜାସ୍‌ ନାଇ? ଜନ୍‌ ଜିନିସ୍‌ ମିସା ବାଇରେ ଅନି ମୁନୁସ୍‌ମନର୍‌ ବିତ୍‌ରେ ପୁର୍‌ସି, ସେଟା ତାକେ ଆସାର୍‌ ନ କରେ ।
19 weil es ihm nicht ins Herz hineingeht, sondern in den Leib und auf dem natürlichen Wege, der alle Speisen reinigt, wieder ausgeschieden wird?«
୧୯କାଇକେବଇଲେ ସେଟା ତାର୍‌ ମନ୍‌ ବିତ୍‌ରେ ପୁରେନାଇ, ମାତର୍‌ ପେଟ୍‌ ବିତ୍‌ରେ ପୁରି କରି ବାଇରେ ବାରଇ ଆଇସି ।” ଏନ୍ତାରି କଇଲାକେ ସବୁ କାଦି ସୁକଲ୍‍ ଆକା ବଲି ଜିସୁ ଜାନାଇଲା ।
20 Dann fuhr er fort: »Was dagegen aus dem Menschen herauskommt, das verunreinigt den Menschen.
୨୦ଆରି ସେ କଇଲା, “ମୁନୁସର୍‌ ମନ୍‌ବିତ୍‌ରେ ଅନି ଜନ୍‌ଟା ବାରଇସି, ସେଟାସେ ତାକେ ଆସାର୍‌ କର୍‌ସି ।
21 Denn von innen her, aus dem Herzen der Menschen, kommen die bösen Gedanken hervor: Unzucht, Diebstahl, Mordtaten,
୨୧କାଇକେବଇଲେ ମୁନୁସର୍‌ ମନ୍‌ ବିତ୍‌ରେ ଅନି କରାପ୍‌ ଚିନ୍ତା ବାରଇସି । ସେଟାମନ୍‌ ଅଇଲାନି, ପାଦ୍‌ରା ପାଦ୍‌ରି କାମ୍‌, ଚର୍‌କାମ୍‌, ଲକ୍‌ମନ୍‌କେ ମରାଇବା କାମ୍‌ ।
22 Ehebruch, Habsucht, Bosheit, Arglist, Ausschweifung, Scheelsucht, Lästerung, Hochmut, Unverstand.
୨୨ବିବା ଅଇ କର୍‌ବା ବେସିଆ କାମ୍‌, ବିବା ନଇତେ କର୍‌ବା ବେସିଆ କାମ୍‌, ଲବାଇବାଟା, ମିଚ୍‌ କଇବାଟା, ଅଲ୍‌ସୁଆ ଅଇବାଟା, ଆଁକାର୍‌ ଅଇବାଟା, ନିନ୍ଦା କାତା କଇବାଟା, ବଡ୍‌ପନ୍‌ ଅଇବାଟା, ବକୁଆ ଅଇବାଟା ।
23 Alles Böse dieser Art kommt von innen heraus und verunreinigt den Menschen.«
୨୩ଏ ସବୁ କରାପ୍‌ ବିସଇମନ୍‌ ବିତ୍‌ରେଅନି ବାରଇ ଲକ୍‌କେ ନସାଇଦେଇସି ।”
24 Er brach dann von dort auf und begab sich in das Gebiet von Tyrus. Als er dort in einem Hause Aufnahme gefunden hatte, wünschte er, daß niemand es erführe; doch er konnte nicht verborgen bleiben,
୨୪ତାର୍‌ପଚେ ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍‌ ସଅରେ ଗାଲା । ତେଇ ଗଟେକ୍‌ ଗରେ ପୁର୍‌ଲା । ଜେନ୍ତି କେ ମିସା ସେଟା ନାଜାନତ୍‌, ଏଟା ସେ ମନ୍‍ କର୍‌ତେ ରଇଲା, ମାତର୍‌ ସେ ନ ଜାନାଇ ଅଇତେ ରଇନାପାର୍‌ଲା ।
25 sondern alsbald hörte eine Frau von ihm, deren Töchterlein von einem unreinen Geist besessen war; sie kam also und warf sich vor ihm nieder –
୨୫ଜିସୁ ଆଇଲାଆଚେ ବଲି ସୁନ୍‌ଲା ଦାପ୍‌ରେ, ଗଟେକ୍‌ ମାଇଜି ଜାର୍‌ ସାନ୍‌ ଟକିକେ ଡୁମା ଦାରିରଇଲା, ତାର୍‌ ଗଡ୍‌ତଲେ ଆସି ଅଦର୍‌ଲା ।
26 die Frau war aber eine Griechin, ihrer Herkunft nach eine Syrophönizierin – und bat ihn, er möchte den bösen Geist aus ihrer Tochter austreiben.
୨୬ସେ ସୁର ଦେସର୍‌ ପଇନିକିଆ ଜାଗାଇ ଜନମ୍‌ ଅଇ ଜିଉଦି ଜାତିର୍‌ ନ ରଇଲା, ତାର୍‌ ଟକିକେ ଡୁମା ଚାଡାଇବାକେ ସେ ଜିସୁକେ ବାବୁଜିଆ କଲା ।
27 Da entgegnete er ihr: »Laß zuerst die Kinder satt werden; denn es ist nicht recht, das den Kindern zukommende Brot zu nehmen und es den Hündlein hinzuwerfen.«
୨୭ତେବେ ଜିସୁ ତାକେ କଇଲା, “ଆଗ୍‌ତୁ ପିଲାମନ୍‌କେ ପେଟ୍‌ ପୁରୁନ୍‌ କାଇବାକେ ଦେସ୍‌, କାଇକେବଇଲେ ପିଲାମନର୍‌ କାଦି ନେଇ କୁକୁର୍‌ମନର୍‌ ଟାନେ ପାକାଇବାଟା ଟିକ୍‌ନାଇ ।”
28 Sie aber gab ihm zur Antwort: »O doch, Herr! Auch die Hündlein bekommen ja unter dem Tisch von den Brocken der Kinder zu essen.«
୨୮ମାତର୍‌ ମାଇଜି ତାକେ କଇଲା, “ଉଁ ମାପ୍‌ରୁ, କୁକୁର୍‌ମନ୍‌ ମିସା ପିଲାମନର୍‌ ଅଦ୍‌ରି ରଇଲା ସକ୍‌ଡି କାଇବାଇ ।”
29 Da sagte er zu ihr: »Um dieses Wortes willen gehe heim: der böse Geist ist aus deiner Tochter ausgefahren.«
୨୯ସେଡ୍‌କି ବେଲେ ଜିସୁ ତାକେ କଇଲା, “ଏନ୍ତାରି କଇଲାର୍‌ପାଇ ଜା, ତର୍‌ ଟକିତେଇଅନି ଡୁମା ବାରଇଗାଲାବେ ।”
30 Als sie nun in ihr Haus zurückkam, traf sie ihr Kind an, wie es ruhig auf dem Bett lag, und der böse Geist war ausgefahren.
୩୦ଆରି ସେ ମାଇଜି ଗରେ ଜାଇ, ଟକି କଟେ ସଇରଇବାଟା ଆରି ତାର୍‌ଟାନେଅନି ଡୁମା ବାରଇଜାଇ ରଇବାଟା ଦେକ୍‌ଲା ।
31 Nachdem er dann das Gebiet von Tyrus wieder verlassen hatte, kam er über Sidon an den Galiläischen See (und zwar) mitten in das Gebiet der Zehn-Städte.
୩୧ଜିସୁ ଆରିତରେକ୍‌ ସର ସନ୍ଦିଅନି ଜାଇ ସିଦନ୍‌ ଦେଇ ଦେକାପଲି ଦସ୍‌ଟା ସଅରେ ଉତ୍‌ରି ଗାଲିଲି ସମ୍‌ଦୁରେ ଗାଲା ।
32 Da brachten sie einen Tauben zu ihm, der kaum lallen konnte, und baten ihn, er möchte ihm die Hand auflegen.
୩୨ଆରି ତେଇ କେତେକ୍‌ ଲକ୍‌ମନ୍‌ ଗଟେକ୍‌ କସ୍‌ଟସଙ୍ଗ୍‍ କାତା ଅଇବା ବଇରାକେ ଜିସୁର୍‌ ଲଗେ ଆନି ତାର୍‌ ଉପ୍‌ରେ ଆତ୍‌ ସଙ୍ଗଇବାକେ ବାବୁଜିଆ କଲାଇ ।
33 So nahm er ihn denn von der Volksmenge weg abseits, legte ihm, als er mit ihm allein war, seine Finger in die Ohren, benetzte sie mit Speichel und berührte ihm die Zunge;
୩୩ଜିସୁ ସେ ବଇରାକେ ଲକ୍‌ମନର୍‌ ଟାନେଅନି ବେଗ୍‌ଲାଇ କରି, ଡାକିନେଇ ତାର୍‌ ଦୁଇଟା କାନେ ଆଙ୍ଗ୍‍ଟି ପୁରାଇଲା ଆରି ତୁକିକରି ଆତ୍‌ସଙ୍ଗ୍‌ ସେ ଲକର୍‌ ଜିବେ ଲାଗାଇଲା,
34 nachdem er dann zum Himmel aufgeblickt hatte, seufzte er und sagte zu ihm: »Effatha!«, das heißt (übersetzt) »Tu dich auf!«
୩୪ଆରି ସରଗ୍‌ ବାଟେ ଦେକିକରି ଡେଙ୍ଗ୍‌ ପୁଣ୍ଡା ଦାରି ବଇରାକେ କଇଲା, “ଇପ୍‍ପତା!” ବଇଲେ ପୁଟିଅ ।
35 Da taten sich seine Ohren auf, die Gebundenheit seiner Zunge löste sich, und er redete richtig.
୩୫ସେ ଦାପ୍‌ରେ ତାର୍‌ କାନ୍‌ ଉଗାଡି ଅଇଲା, ଆରି ଜିବର୍‌ ବନ୍ଦନ୍‌ ପିଟିଗାଲା, ଆରି ସେ ନିମାନ୍‌ ସଙ୍ଗ୍‌ କାତା ଅଇବାର୍‌ ଦାର୍‌ଲା ।
36 Jesus gebot ihnen dann ernstlich, daß sie niemand etwas davon sagen sollten; aber je mehr er es ihnen gebot, um so mehr und um so eifriger verbreiteten sie die Kunde;
୩୬ଜିସୁ ଲକ୍‌ମନ୍‌କେ ଏ ବିସଇ କାକେ ନ କଇବାକେ ଆଦେସ୍‌ ଦେଲା, ମାତର୍‌ ସେ ଲକ୍‌ମନ୍‌କେ ଜେତେକ୍‌ ନିଚୁବଇଲେ ମିସା ସେମନ୍‌ ଆରି ଅଦିକ୍‌ ଅଦିକ୍‌ ସେଟା ଜାନାଇଲାଇ ।
37 und sie gerieten vor Staunen ganz außer sich und sagten: »Er hat alles wohl gemacht, auch die Tauben macht er hören und die Sprachlosen reden!«
୩୭ଆରି ଲକ୍‌ମନ୍‌ ଅଦିକ୍‌ କାବା ଅଇ କଇଲାଇ, “ସେ ସବୁ କାମ୍‌ ନିମାନ୍‌ ସଙ୍ଗ୍‌ କରିଆଚେ, ସେ ବଇରାମନ୍‌କେ ସୁନ୍‌ବା ବପୁ ଆରି ଗୁଲାମନ୍‌କେ କଇବା ବପୁ ମିସା ଦେଇଆଚେ ।”

< Markus 7 >