< Johannes 19 >

1 Da ließ nun Pilatus Jesus ergreifen und geißeln;
ତାର୍‌ ପଚେ ପିଲାତ୍‌ ଜିସୁକେ ନେଇ କର୍‌ଡା ସଙ୍ଗ୍‌ ମାରା ବଲି ଆଦେସ୍‌ ଦେଲା ।
2 dann flochten die Soldaten eine Dornenkrone, setzten sie ihm aufs Haupt und legten ihm einen scharlachroten Mantel um;
ସନିଅମନ୍‌ କାଟାର୍‌ ମୁକୁଟ୍‌ ତିଆର୍‌ କରି ଜିସୁର୍‌ ମୁଣ୍ଡେ ପିନ୍ଦାଇଲାଇ ଆରି ଜାମ୍‌କଲି ରଙ୍ଗର୍‌ ପଚିଆ ଗାଗ୍‌ଡେ ପିନ୍ଦାଇଦେଲାଇ ।
3 hierauf traten sie vor ihn hin und riefen aus: »Sei gegrüßt, Judenkönig!« und versetzten ihm Schläge ins Gesicht.
ସେମନ୍‌ ଜିସୁର୍‌ ଲଗେ ଆସିକରି କଇଲାଇ “ଏ ଜିଉଦିମନର୍‌ ରାଜା ଜୁଆର୍‌! ତୁଇ ବେସି ବରସ୍‌ ବଁଚ୍‌!” ବଲି ତାକେ ଚାପଡ୍‌ ଚାପଡ୍‌ ମାର୍‌ଲାଇ ।
4 Pilatus kam dann wieder heraus und sagte zu ihnen: »Seht, ich führe ihn zu euch heraus, damit ihr erkennt, daß ich keinerlei Schuld an ihm finde.«
ପିଲାତ୍‌ ଆରି ତରେକ୍‌ ଡାଣ୍ଡେ ବାରଇକରି ରୁଣ୍ଡିରଇଲା ଲକ୍‌ମନ୍‌କେ କଇଲା, “ଦେକା, ଏବେ ମୁଇ ତାକେ ଦସି କର୍‌ବାକେ କାଇ ବୁଲ୍‌କଲାଟା ମିଲେନାଇ । ଏଟାର୍‌ପାଇ ତମର୍‌ ଲଗେ ଆନ୍‌ବି । ଜେନ୍ତିକି ତମେ ଜାନ୍‌ବାର୍‌ ଆଚେ ।”
5 So kam denn Jesus heraus, indem er die Dornenkrone und den Purpurmantel trug, und Pilatus sagte zu ihnen: »Seht, der Mensch!«
ସେବେଲା ଜିସୁ କାଟାର୍‌ ମୁକୁଟ୍‌ ଆରି ଜାମ୍‌କଲି ରଙ୍ଗର୍‌ ପଚିଆ ପିନ୍ଦି ଡାଣ୍ଡେ ଆଇଲା । ପିଲାତ୍‌ ସେମନ୍‌କେ କଇଲା, “ଏଦେ ଦେକା! ଏଦେ ସେ ଲକ୍‌!”
6 Als ihn nun die Hohenpriester und die Tempeldiener erblickten, schrien sie: »Ans Kreuz mit ihm, ans Kreuz!« Pilatus entgegnete ihnen: »Nehmt ihr ihn und kreuzigt ihn! Denn ich finde keine Schuld an ihm.«
ତାକେ ଦେକ୍‌ଲା ଦାପ୍‌ରେ ମୁକିଅ ପୁଜାରିମନ୍‌ ଆରି ମନ୍ଦିର୍‌ ଜାଗୁଆଲ୍‌ମନ୍‌ ଆଉଲିଅଇକରି କଇଲାଇ, “ତାକେ କୁରୁସେ ଚଗାଆ! ତାକେ କୁର୍‌ସେ ଚଗାଆ!” ବଲି । ପିଲାତ୍‍ କଇଲା, “ତମେ ତାକେ ନେଇକରି କୁର୍‌ସେ ଚଗାଆ, କାଇକେ ବଇଲେ, ମୁଇ ତାର୍‌ଟାନେ କାଇ ବୁଲ୍‌ ମିସା ଦେକିନାଇ ।”
7 Die Juden antworteten ihm: »Wir haben ein Gesetz, und nach diesem Gesetz muß er sterben, weil er sich selbst zu Gottes Sohn gemacht hat.«
ଜିଉଦି ନେତାମନ୍‌ ତାକେ କଇଲାଇ, “ଆମର୍‌ ଗଟେକ୍‌ ନିୟମ୍‌ ଆଚେ । ସେ ନିୟମ୍‌ ଇସାବେ ଏ ମର୍‌ବାର୍‌ ଆଚେ ଆକା । କାଇକେ ବଇଲେ ସେ ନିଜେ ମୁଇ ପର୍‌ମେସରର୍‌ ପିଲା ବଲି ଦାବି କଲାଆଚେ ।”
8 Als nun Pilatus dies Wort hörte, geriet er in noch größere Angst;
ତେଇ ପିଲାତ୍‌ ଏ କାତା ସୁନିକରି ଅଦିକ୍‌ ଡରିଗାଲା ।
9 er ging also wieder in die Statthalterei hinein und fragte Jesus: »Woher bist du?« Jesus aber gab ihm keine Antwort.
ପିଲାତ୍‌ ଜିସୁକେ ଆରିତରେକ୍‌ ତାର୍‌ ମେଡେ ବାଉଡାଇ ନେଇ ପାଚାର୍‌ଲା, “ତୁଇ କନ୍ତିଅନି ଆସିଆଚୁସ୍‌?” ମାତର୍‌ ଜିସୁ ତାକେ ପଦେକ୍‌ ମିସା କ‍ଏନାଇ ।
10 Da sagte Pilatus zu ihm: »Mir willst du nicht Rede stehen? Weißt du nicht, daß ich die Macht habe, dich freizugeben, und auch die Macht habe, dich kreuzigen zu lassen?«
୧୦ସେବେଲାଇ ପିଲାତ୍‌ ତାକେ କଇଲା, “ତୁଇ କାଇ ମର୍‌ ସଙ୍ଗ୍‌ କାତା ନ ଅଉସ୍‌ କି? ତକେ ମୁକ୍‌ଲାଇବାର୍‌ ମର୍‌ ଅଦିକାର୍‌ ଆଚେ ଆରି କୁର୍‌ସେ ଚଗାଇବାର୍‌ ମିସା ମର୍‌ ଅଦିକାର୍‌ ଆଚେ । ଏଟା ତୁଇ ନାଜାନୁସ୍‌ କି?”
11 Jesus antwortete ihm: »Du hättest keine Macht über mich, wenn sie dir nicht von oben her gegeben wäre; deshalb trifft den, welcher mich dir ausgeliefert hat, eine größere Schuld.«
୧୧ଜିସୁ ତାକେ କଇଲା, “ପର୍‌ମେସର୍‌ ତକେ ଦେଲାକେସେ ମର୍‌ ଉପ୍‌ରେ ତର୍‌ ଅଦିକାର୍‌ ଆଚେ, ମାତର୍‌ ତର୍‌ଟାନେ ମକେ ଜେ ସର୍‌ପି ଦେଲାଆଚେ, ତାର୍‌ ପାପ୍‌ ଅଦିକ୍‌ ଜବର୍‌ ।”
12 Von da an suchte Pilatus ihn freizugeben; aber die Juden schrien: »Gibst du diesen frei, so bist du kein Freund des Kaisers! Jeder, der sich selbst zum König macht, lehnt sich gegen den Kaiser auf!«
୧୨ଏ କାତା ସୁନି ପିଲାତ୍‌ ଜିସୁକେ ମୁକ୍‌ଲାଇବାକେ ଚେସ୍‌ଟା କଲା । ମାତର୍‌ ଜିଉଦି ଲକ୍‌ମନ୍‌ ଆଉଲିଅଇ କଇଲାଇ, “ତୁଇ ଜଦି ଆକେ ମୁକ୍‌ଲାଇସୁ ବଇଲେ, ସମ୍‌ରାଟର୍‌ ମଇତର୍‌ ନଉଁସ୍‌ । ଜେ ନିଜ୍‌କେ ରାଜା ବଲି ଦାବି କର୍‍ସି, ସେ ତାର୍‌ ବିରଦେ କଇଲାନି ।”
13 Als Pilatus diese Worte hörte, ließ er Jesus hinausführen und setzte sich auf den Richterstuhl an dem Platze, welcher ›Steinpflaster‹, auf hebräisch Gabbatha, heißt.
୧୩ପିଲାତ୍‌ ଜିଉଦି ନେତାମନର୍‌ଟାନେଅନି ଏ କାତା ସୁନିକରି ଜିସୁକେ ବାର୍‌କରାଇ ଆନି ପାକ୍‌ନାଇ ତିଆର୍‌ ଅଇରଇଲା ବିଚାର୍‌ କର୍‌ବା ମଣ୍ଡପେ ବସ୍‌ଲା । ଜନ୍‌ଟାକି ଇବ୍‌ରୁ ବାସାଇ ଗବ୍‌ବତା ବଲି କଇବାଇ ।
14 Es war aber der Rüsttag auf das Passahfest, und zwar um die sechste Stunde. Nun sagte Pilatus zu den Juden: »Seht, da ist euer König!«
୧୪ସେଦିନେ ନିସ୍‌ତାର୍‌ ପରବର୍‌ ପାଇ ତିଆର୍‌ ଅଇବା ଦିନ୍‌ ରଇଲା । ସେଟା ସେଦିନର୍‌ ଆଡ୍‌ବେଲାଇ ଅଇ ଆଇତେ ରଇଲା । ଆରି ପିଲାତ୍‌ ଜିଉଦିନେତାମନ୍‌କେ କଇଲା, “ଏଦେ ଦେକା! ତମର୍‌ ରାଜା!”
15 Da schrien jene: »Weg, weg mit ihm, kreuzige ihn!« Pilatus entgegnete ihnen: »Euren König soll ich kreuzigen lassen?« Die Hohenpriester antworteten: »Wir haben keinen König als den Kaiser!«
୧୫ସେବେଲାଇ ଜିଉଦି ଲକ୍‌ମନ୍‌ ଆଉଲିଅଇ କଇଲାଇ “ତାକେ ମରାଆ! “ତାକେ ମରାଆ! କୁର୍‌ସେ ଚଗାଆ!” ପିଲାତ୍‌ ସେମନ୍‌କେ କଇଲା, “ମୁଇ ତମର୍‌ ରାଜାକେ କୁର୍‌ସେ ଚଗାଇବି କି?” ଏଟା ସୁନି ମୁକିଅ ପୁଜାରିମନ୍‌ କଇଲାଇ, “ସମ୍‌ରାଟ୍‌କେ ଚାଡିକରି ଆମର୍‌ ଆରି କେ ରାଜା ନାଇ ।”
16 a Darauf übergab er ihnen Jesus zur Kreuzigung. b So übernahmen sie denn Jesus;
୧୬ସାରାସାରି ପିଲାତ୍‌ ଜିସୁକେ ସେମନର୍‌ ମନ୍‍ କଲା ଇସାବେ କୁର୍‌ସେ ଚଗାଇ ମରାଇବାକେ ସର୍‌ପିଦେଲା । ତାର୍‌ପଚେ ସନିଅମନ୍‌ ଜିସୁକେ ଦାରିଗାଲାଇ ।
17 und dieser ging, indem er sein Kreuz selber trug, (aus der Stadt) hinaus nach der sogenannten ›Schädelstätte‹, die auf hebräisch Golgatha heißt;
୧୭ଜିସୁ ତାର୍‌ ନିଜର୍‌ କୁର୍‌ସ ବଇକରି ନଅରର୍‌ ବାଇରେ ରଇବା କାପାଲ୍‌ ନାଉଁର୍‌ ଜାଗାଇ ଗାଲା । ଏବ୍‌ରି ବାସାଇ ସେ ଜାଗାକେ ଗଲ୍‌ଗାତା ବଲି କଇବାଇ ।
18 dort kreuzigten sie ihn und mit ihm noch zwei andere auf beiden Seiten, Jesus aber in der Mitte.
୧୮ତେଇ ସେମନ୍‌ ଜିସୁକେ କୁର୍‌ସେ ଚଗାଇଲାଇ । ତାର୍‌ ସଙ୍ଗ୍‍ ଦୁଇ ଲକ୍‌କେ ମିସା କୁର୍‌ସେ ଚଗାଇଲାଇ । ଦୁଇ ଲକ୍‌କେ ଦୁଇବାଟେ ଚଗାଇ ଜିସୁକେ ମଜାଇ କଲାଇ ।
19 Auch eine Aufschrift hatte Pilatus schreiben und oben am Kreuz anbringen lassen; sie lautete: »Jesus von Nazareth, der König der Juden.«
୧୯ଆରି ପିଲାତ୍‌ ନିଜେ ଗଟେକ୍‌ ବରଡ୍‌ ଲେକି କୁର୍‌ସେ ଅଲାଇବାକେ ଆଦେସ୍‌ ଦେଲା । ସେ ବରଡ୍‌ତେଇ ନାଜରିତିୟ ଜିସୁ, ଜିଉଦିମନର୍‌ ରାଜା ବଲି ଲେକିରଇଲା ।
20 Diese Aufschrift nun lasen viele von den Juden, weil der Platz, wo Jesus gekreuzigt wurde, nahe bei der Stadt lag und die Aufschrift in hebräischer, römischer und griechischer Sprache abgefaßt war.
୨୦ଜିସୁକେ ଜନ୍‌ ଜାଗାଇ କୁର୍‌ସେ ଚଗାଇ ରଇଲାଇ, ସେଟା ଗଡେ ଅନି ବେସି ଦୁର୍‌ ନ ରଇଲା । ସେ ବର୍‌ଡେ ଏବ୍‌ରି ବାସାଇ, ଲାଟିନ୍‌ ବାସାଇ ଆରି ଗିରିକ୍‌ ବାସାଇ ଲେକାଅଇରଇଲା । ବେସି ଲକ୍‌ମନ୍‌ ତେଇ ଲେକ୍‍ଲାଟା ପଡ୍‌ଲାଇ ।
21 Da sagten die Hohenpriester der Juden zu Pilatus: »Schreibe nicht: ›Der König der Juden‹, sondern: ›Dieser Mensch hat behauptet, er sei der König der Juden‹!«
୨୧ସେବେଲା ଜିଉଦିମନର୍‌ ମୁକିଅ ପୁଜାରିମନ୍‌ ପିଲାତ୍‌କେ କଇଲାଇ “ଜିଉଦିମନର୍‌ ରାଜା ବଲି ନ ଲେକି, ସେ ନିଜେ ମୁଇ ଜିଉଦିମନର୍‌ ରାଜା ବଲି କଇଲା ପାରା ଲେକ୍‌ ।”
22 Pilatus (aber) antwortete: »Was ich geschrieben habe, das habe ich geschrieben!«
୨୨ପିଲାତ୍‌ କଇଲା “ନାଇ ମୁଇ ଜନ୍‌ଟା ଲେକ୍‌ଲି ଆଚି ସେଟା ଆରି ନ ବାଦ୍‌ଲାଇ ।”
23 Als nun die Soldaten Jesus gekreuzigt hatten, nahmen sie seine Kleidungsstücke und machten vier Teile daraus, für jeden Soldaten einen Teil, außerdem noch das Unterkleid. Dieses Unterkleid war aber ohne Naht, von oben an in einem Stück gewebt.
୨୩ଜିସୁକେ କୁର୍‌ସେ ଚଗାଇଲା ପଚେ, ଚାର୍‌ଟା ସନିଅମନ୍‌ ତାର୍‌ ପଚିଆ ନେଇ ଚାରି ବାଗ୍‌ କଲାଇ । ସବୁ ସନିଅମନ୍‌କେ ଗଟେକ୍‌ ଗଟେକ୍‌ ବାଗ୍‌ ମିଲ୍‌ଲା । ସେମନ୍‌ ଜିସୁ ଉପ୍‌ରେ ପିନ୍ଦ୍‌ବା ବସ୍‍ତର୍‍ ମିସା ବେଟ୍‌ଲାଇ । ସେ ବସ୍‍ତର୍‍ ସିଲାଇ ନ ଅଇ ଉପ୍‌ରେଅନି ତଲେ ଜାକ ଗଟେକ୍‌ସେ ରଇଲା ।
24 Da sagten sie zueinander: »Wir wollen es nicht zerschneiden, sondern darum losen, wem es gehören soll« – so sollte das Schriftwort seine Erfüllung finden: »Sie haben meine Kleider unter sich verteilt und über mein Gewand das Los geworfen.« Auf diese Weise verfuhren also die Soldaten.
୨୪ସେଟାର୍‌ପାଇ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କାତା ଅଇଲାଇ । “ଆମେ ଏ ପଚିଆ ନ ଚିରିକରି ଏଟା କାକେଅଇସି ବଲି ଜାନ୍‌ବାକେ କେଡ୍‌ ପୁଟାଉଁ ।” ଜେନ୍ତିକି ସାସ୍‌ତରେ ଲେକାଅଇଲା କାତା ସିଦ୍‌ ଅଇବାକେ ଏନ୍ତି ଅଇଲା । “ମର୍‌ ପଚିଆ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ ବାଟା କଲାଇ, ଆରି ମୁଇ ପିନ୍ଦ୍‌ବା ପଚିଆର୍‌ ପାଇ କେଡ୍‌ପୁଟାଇଲାଇ ।” ସେଟାସେ ସନିଅମନ୍‌ କଲାଇ ।
25 Es standen aber beim Kreuze Jesu seine Mutter und die Schwester seiner Mutter, auch Maria, die Frau des Klopas, und Maria von Magdala.
୨୫ଜିସୁର୍‌ କୁର୍‌ସ ଲଗେ ତାର୍‌ ଆୟା ମରିୟମ୍‌, ତାର୍‌ ଆୟାର୍‌ ବଇନି, କଲ୍‌ପାର୍‌ ମାଇଜି ମରିୟମ୍‌ ଆରି ମଗ୍‌ଦଲିନି ମରିୟମ୍‌ ଟିଆଅଇ ରଇଲାଇ ।
26 Als nun Jesus seine Mutter und neben ihr den Jünger, den er (besonders) lieb hatte, stehen sah, sagte er zu seiner Mutter: »Frau, siehe dein Sohn!«
୨୬ଜିସୁ ବେସି ଆଲାଦ୍‌ କର୍‌ବା ଗଟେକ୍‌ ସିସ୍‌ ତାର୍‌ ମାଆର୍‌ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍‌ ମାକେ କଇଲା, “ଏଦେ ଦେକା! ତର୍‌ ପଅ!”
27 Darauf sagte er zu dem Jünger: »Siehe deine Mutter!« Und von dieser Stunde an nahm der Jünger sie zu sich in sein Haus.
୨୭ତାର୍‌ ପଚେ ସେ ସିସ୍‌କେ କଇଲା “ଏଦେ ଦେକା! ତର୍‌ ଆୟା!” ସେଦିନେ ଅନି ସେ ସିସ୍‌ ଜିସୁର୍‌ ମାକେ ନିଜର୍‌ ଗରେ ଡାକିନେଲା ।
28 Darauf, weil Jesus wußte, daß nunmehr alles vollbracht war, sagte er, damit die Schrift ganz erfüllt würde: »Mich dürstet.«
୨୮ଏତ୍‌କି ବିତ୍‌ରେ ଜିସୁ ସବୁ ବିସଇ ପୁରାପୁରୁନ୍‌ ଅଇଲାଟା ଜାନିପାର୍‌ଲା, ମାତର୍‌ ସାସ୍‌ତରର୍‌ ବବିସତ୍‌ କାତା ପୁରା କର୍‌ବାପାଇ ସେ କଇଲା “ମକେ ସସ୍‌ କଲାନି ।”
29 Es stand dort nun ein mit Essig gefülltes Gefäß. Sie umwickelten also einen mit dem Essig getränkten Schwamm mit Ysop und hielten ihm diesen an den Mund.
୨୯ତେଇ ଗଟେକ୍‌ ନକିଟାନେ ଚପ୍‌ରା ଅଙ୍ଗୁର୍‌ ରସ୍‌ ରଇଲା । ସନିଅମନ୍‌ ଗଟେକ୍‌ ସୁତାର୍‌ ଗର୍‌ଣ୍ଡା ଚବାଲ୍‌ଲାଇ ଆରି ଡେଙ୍ଗ୍‌ ସୁଲ୍‌ଡାଙ୍ଗ୍‌ ଟିପେ ବାନ୍ଦି ଜିସୁର୍‌ ଟଣ୍ଡ୍‌ଲଗେ ଲାମାଇଦେଲାଇ ।
30 Als nun Jesus den Essig genommen hatte, sagte er: »Es ist vollbracht!«, neigte dann das Haupt und gab den Geist auf.
୩୦ଜିସୁ ସେଟା କାଇକରି “ସାରିଗାଲାବେ!” ବଲି କ‍ଇଲା । ଏତ୍‌କି କଇକରି ତାର୍‌ ଆତ୍‌ମା ସର୍‌ପିଦେଲା ।
31 Weil es nun Rüsttag war, trugen die Juden, damit die Leichen nicht während des Sabbats am Kreuz blieben – dieser Sabbattag war nämlich ein hoher Festtag –, dem Pilatus die Bitte vor, es möchten ihnen die Schenkel mit Keulen zerschlagen und sie dann (vom Kreuz) herabgenommen werden.
୩୧ସେଦିନ୍‌ ନିସ୍‌ତାର୍‌ ପରବର୍‌ ନିଉତା ଦିନ୍‌ ରଇଲାଜେ, ମଲା ଗାଗଡ୍‌ କୁର୍‌ସ ଉପ୍‌ରେ ନ ରଏ, କାଇକେବଇଲେ ସେ ଦିନ୍‌ ବିସ୍‌ରାମ୍‌ବାରର୍‌ ସୁକଲ୍‌ ଦିନ୍‌ ରଇଲା । ସେଟାର୍‌ପାଇ କୁର୍‌ସେ ରଇବା ତିନ୍‌ଲକର୍‌ ଗଡ୍‌ ବାଙ୍ଗାଇକରି ବିନ୍‌ ଜାଗାଇ ନେଅତ୍‌ ବଲି ଜିଉଦିଲକ୍‌ମନ୍‌ ପିଲାତ୍‌କେ ଗୁଆରି କଲାଇ ।
32 So kamen denn die Soldaten und zerschlugen dem ersten die Schenkel, ebenso auch dem andern, der mit (Jesus) gekreuzigt worden war.
୩୨ସେଟାର୍‍ପାଇ ସନିଅମନ୍‌ ଜାଇ ଜିସୁର୍‌ ସଙ୍ଗ୍‍ ଚଗାଇଅଇରଇବା ଆରି ଦୁଇଲକର୍‌ ଗଡ୍‌ ବାଙ୍ଗାଇଦେଲାଇ ।
33 Als sie aber zu Jesus kamen und sahen, daß er bereits tot war, zerschlugen sie ihm die Schenkel nicht,
୩୩ମାତର୍‌ ଜେଡେବେଲା ସେମନ୍‌ ଜିସୁର୍‌ ଲଗେ ଆସି ଦେକ୍‌ଲାଇଜେ, ସେ ମରିଜାଇରଇଲା । ସେଟାର୍‌ପାଇ ସେମନ୍‌ ତାର୍‌ ଗଡ୍‌ ବାଙ୍ଗାଅତ୍‌ ନାଇ ।
34 sondern einer von den Soldaten stieß ihn mit seiner Lanze in die Seite; da floß sogleich Blut und Wasser heraus.
୩୪ମାତର୍‌ ଗଟେକ୍‌ ସନିଅ ଚେଲ୍‌ ସଙ୍ଗ୍‌ ତାର୍‌ ପାଞ୍ଜ୍‍ରା ତଲେ ବୁସ୍‌ଲା ଦାପ୍‌ରେ ବନି ଆରି ପାନି ବାରଇଲା ।
35 Ein Augenzeuge hat dies bezeugt, und sein Zeugnis ist zuverlässig, und jener weiß, daß er die Wahrheit sagt, damit auch ihr zum Glauben kommet.
୩୫ଏଟା ଜେ ଦେକି ରଇଲା, ସେ ଏ ସାକି ଦେଲାଆଚେ । (ସେଟାର୍‌ ପାଇ ତମେ ମିସା ବିସ୍‌ବାସ୍‌ କରା । ତାର୍‌ ସାକିଦେଲାଟା ସତ୍‌ସେ । ଆରି ସେ ସତ୍‌କାତା କଇଲା ଆଚେ ବଲିକରି ନିଜେ ବିସ୍‍ବାସ୍‍ କର୍‍ସୁ ।)
36 Dies ist nämlich geschehen, damit das Schriftwort erfüllt würde: »Es soll kein Knochen an ihm zerbrochen werden.«
୩୬କାଇକେବଇଲେ ସାସ୍‌ତରର୍‍ ଏ ବାକିଅ ପୁରାପୁରୁନ୍‌ ଅଇବାପାଇ ବଲି ଏ ସବୁ ବିସଇ ଗଟ୍‌ଲା, “ତାର୍‌ ଗଟେକ୍‌ ଆଡ୍‌ ମିସା ନ ଚିଲ୍‌ପେ ।”
37 Und noch eine andere Schriftstelle lautet: »Sie werden auf den blicken, den sie durchbohrt haben.«
୩୭ପର୍‌ମେସରର୍‌ ସାସ୍‌ତରେ ଆରି ଗଟେକ୍‌ ବାକିଅ ଏନ୍ତାରି ଆଚେ ଜାକେ ସେମନ୍‌ ବୁସ୍‌ଲାଇଆଚତ୍‌, ତାକେ ଦେକ୍‌ବାଇ ଆରି ତାର୍‌ ବାଟେସେ ଦେକ୍‌ତେ ରଇବାଇ ।
38 Hierauf trug Joseph von Arimathäa, der ein Jünger Jesu war – allerdings war er’s nur im geheimen aus Furcht vor den Juden –, dem Pilatus die Bitte vor, daß er den Leichnam Jesu vom Kreuze abnehmen dürfe; und Pilatus gewährte ihm die Bitte. So ging er denn hin und nahm seinen Leichnam (vom Kreuz) ab.
୩୮ଏ ସବୁ ଗଟ୍‍ନା ଅଇଲା ପଚେ ଆରାମାତିଆ ଗଡର୍‌ ଜସେପ୍‌ ନାଉଁର୍‌ ଗଟେକ୍‌ ଲକ୍‌ ପିଲାତ୍‌କେ ଜିସୁର୍‌ ଗାଗଡ୍‌ ମାଙ୍ଗ୍‌ଲା । ଜସେପ୍‌ ଜିସୁର୍‌ ସିସ୍‌ ରଇଲା । ମାତର୍‌ ସେ ଜିଉଦି ନେତାମନ୍‌କେ ଡରିକରି ଜାନାଇ ନ ଅଇ ରଇତେ ରଇଲା । ପିଲାତ୍‌ ଜସେପ୍‌କେ ଜିସୁର୍‌ ଗାଗଡ୍‌ ନେ ବଇଲାକେ, ସେ ଜିସୁର୍‌ ମଲାଗାଗଡ୍‌ ଦାରି ଗାଲା ।
39 Aber auch Nikodemus kam, derselbe, der zum erstenmal bei Nacht zu Jesus gekommen war, und brachte eine Mischung von Myrrhe und Aloe mit, wohl hundert Pfund.
୩୯ନିକଦିମ ମିସା ଜସେପର୍‌ ସଙ୍ଗ୍‍ ଗାଲା । ଏ ନିକଦିମ ଗଟେକ୍‌ ରାତି ଜିସୁକେ ମିସ୍‌ବାର୍‌ ଜାଇରଇଲା । ସେ ଜିସୁର୍‌ ଗାଗ୍‌ଡେ ଲାଗାଇବାକେ ଗନ୍ଦ୍‌ରସ୍‌ ଆରି ଅଙ୍ଗୁର୍‌ ମିସାଇଲା ବାସ୍‌ନା ଚିକନ୍‌ ତିରିସ୍‌ କେଜି ଆନିରଇଲା ।
40 So nahmen sie denn den Leib Jesu und banden ihn ein in Leinwandstreifen mitsamt den wohlriechenden Stoffen, wie es Sitte der Juden bei Bestattungen ist.
୪୦ସେମନ୍‌ ଦୁଇ ଲକ୍‌ ମିସିକରି ଜିଉଦିମନର୍‌ ରିତିନିତି ଇସାବେ ଜିସୁର୍‌ ଗାଗଡ୍‌ ନେଇ ବାସ୍‌ନା ଦିନ୍‌ସୁ ସଙ୍ଗ୍‌, ଡେଙ୍ଗ୍‌ ପଚିଆ ଗୁଡିଆଇ ଦେଲାଇ ।
41 Es lag aber bei dem Platze, wo er gekreuzigt worden war, ein Garten, und in dem Garten (befand sich) ein neues Grab, in welchem bisher noch niemand beigesetzt worden war.
୪୧ତାକେ ଜନ୍‌ ଜାଗାଇ କୁର୍‌ସେ ଚଗାଇ ରଇଲାଇ, ସେ ଜାଗାଇ ଗଟେକ୍‌ ବାଡ୍‌ ରଇଲା । ଆରି ସେ ବାଡେ ମଲା ଲକ୍‌ମନ୍‌କେ ସଙ୍ଗଇବାକେ ଗଟେକ୍‌ ନୁଆ ପାଆର୍‌ ରଇଲା । ସେ ପାଆରେ କେବେ ମିସା କାକେ ନ ସଙ୍ଗଇ ରଇଲାଇ ।
42 Dorthin brachten sie nun Jesus mit Rücksicht auf den jüdischen Rüsttag, weil das Grab sich in der Nähe befand.
୪୨ବିସ୍‌ରାମ୍‌ ବାରର୍‌ ନିଉତା ଦିନ୍‌ ଅଇରଇଲା ଆରି ସେ ପାଆର୍‌ ଲଗେ ରଇଲା ଜେ, ସେମନ୍‌ ଜିସୁର୍‌ ଗାଗଡ୍‌ ନେଇକରି ସେ ପାଆରେ ସଙ୍ଗଇଦେଲାଇ ।

< Johannes 19 >