< Epheser 3 >

1 Das ist der Grund, weshalb ich, Paulus, der ich euch Heiden zugute der Gefangene Christi Jesu bin, –
ଏଟାର୍‌ଲାଗି ତମର୍‌ ପାରା ଜିଉଦି ନଇଲା ଲକର୍‌ ପାଇ, କିରିସ୍‌ଟ ଜିସୁର୍‌ ଲାଗି ବନ୍ଦି ଅଇରଇବା ପାଉଲ୍‌ ମୁଇ, ପର୍‌ମେସର୍‌କେ ପାର୍‌ତନା କଲିନି ।
2 ihr habt doch wohl von der Verwaltung der Gnade Gottes gehört, die mir für euch verliehen worden ist,
ତମର୍‌ ନିକପାଇ ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇଲାର୍‍ ତେଇଅନି ମକେ ଏ କାମ୍‌ ଦେଇଆଚେ । ଏଟା ନିଜେ ସୁନିଆଚାସ୍‌ ।
3 daß mir nämlich durch Offenbarung das Geheimnis kundgetan worden ist, wie ich davon schon vorhin in Kürze geschrieben habe.
ପର୍‌ମେସର୍‌ ସେ ଜାନାଇ ନରଇଲା ବିସଇ ମକେ ଜାନାଇ ଆଚେ । ଏ ବିସଇ ମୁଇ ଆଗ୍‍ତୁ ତମ୍‍କେ ଅଲପ୍‍ ଲେକି ରଇଲି ।
4 Daran könnt ihr, wenn ihr es lest, meine Vertrautheit mit dem Geheimnis Christi erkennen,
ସେଟା ପଡ୍‌ଲେ, କିରିସ୍‌ଟର୍‌ ପାଇ ରଇବା ପର୍‌ମେସରର୍‌ ଟିକିନିକି ବିସଇ ମୁଇ ବୁଜ୍‌ଲିଆଚି ବଲି, ତମେ ଜାନି ପାର୍‌ସା ।
5 das in früheren Zeitaltern den Menschenkindern nicht kundgetan worden ist, wie es jetzt seinen heiligen Aposteln und Propheten geoffenbart worden ist:
ଆଗର୍‍ ଲକ୍‍ମନ୍‍କେ ଏ ଟିକିନିକି ବିସଇ ନ କୁଆଅଇ ରଇଲା । ମାତର୍‌ ଏବେ ତାର୍‌ ଆତ୍‍ମା ଦେଇ, ସେ ବାଚି ରଇବା ତାର୍‍ ସୁକଲ୍‌ ପେରିତ୍‌ମନ୍‍କେ ଆରି ବବିସତ୍‌ବକ୍‌ତାମନ୍‍କେ ସେ ଜାନାଇଲା ଆଚେ ।
6 daß nämlich die Heiden Miterben und Miteinverleibte und Mitgenossen der Verheißung in Jesus Christus sind durch die Heilsbotschaft,
ଏ ଲୁଚି ରଇବା ବିସଇ ଅଇଲାନି, ସୁବ୍‍କବରର୍‍ ଲାଗି, ଜିଉଦି ବିସ୍‍ବାସିମନର୍‍ ସଙ୍ଗ୍‌, ଜିଉଦି ନଇଲା ବିସ୍‍ବାସିମନ୍‍ ମିସା ପର୍‍ମେସରର୍‌ ଆସିର୍‌ବାଦେ ମିସ୍‍ବାଇ । ସେମନ୍‌ ମିସିକରି, ଗଟେକ୍‌ ଗାଗଡ୍‍ ପାରା ଅଇଜିବାଇ । ମାପ୍‍ରୁ ଜିସୁ କିରିସ୍‌ଟର୍‍ ଲାଗି ପର୍‍ମେସର୍‌ ଦେଇ ରଇବା ସବୁ କାତାଇ ବାଗ୍‍ ଅଇସା ।
7 deren Diener ich geworden bin nach der Gnadengabe Gottes, die mir nach der in ihrer Wirkung gewaltigen Kraft verliehen worden ist.
ପର୍‌ମେସର୍‌ ତାର୍‌ ଜିବନ୍‍ ଦୁକାଇଲାର୍‍ ତେଇଅନି ମକେ ଜନ୍‌ ଦାନ୍‌ ଦେଇ ଆଚେ, ସେଟାର୍‌ ଲାଗି ମୁଇ ନିମାନ୍‌ କବର୍‌ ଜାନାଇବା ଲକ୍‌ ଅଇଲିଆଚି । ତାର୍‍ ବପୁ ମର୍‍ ବିତ୍‍ରେ କାମ୍‍ କଲାର୍‍ ଲାଗି ଏଟା ଅଇଲା ।
8 Mir, dem geringsten unter allen Heiligen, ist dieses Gnadenamt verliehen worden, den Heiden die Heilsbotschaft von dem unergründlichen Reichtum Christi zu verkündigen
ମୁଇ ପର୍‌ମେସରର୍‌ ଲକ୍‌ମନର୍‌ ସବୁର୍‌ଟାନେଅନି ସାନ୍‌ ଅଇଲେ ମିସା ଜିଉଦିନଇଲା ଲକ୍‌ମନ୍‍କେ କିରିସ୍‌ଟର୍‌ଟାନେ ରଇବା ନିକ ନିକ ବିସଇ ଜାନାଇବାକେ ମକେ ସେ ବାଚ୍‍ଲା ଆଚେ । ଏ ବିସଇ ଲକ୍‍ମନ୍‍ ବୁଜ୍‍ବାକେ ଆବଡ୍‍ ରଇବାଟା ।
9 und allen Aufklärung darüber zu geben, welche Bewandtnis es mit der Verwirklichung des Geheimnisses hat, das von Urzeiten in Gott, dem Schöpfer aller Dinge, verborgen gewesen ist, (aiōn g165)
ପର୍‌ମେସର୍‌ ତାର୍‌ ଲୁଚ୍‌ତେରଇବା ଜଜ୍‌ନା କେନ୍ତାର୍‌ ପୁରାପୁରୁନ୍‍ କର୍‌ସି, ସେଟା ସବୁ ଜାନାଇବାକେ ମିସା ମକେ ବାଚ୍‍ଲା ଆଚେ । ସବୁ ବିସଇ ତିଆର୍‌ କଲା ବେଲେଅନି, ଏବେ ଜାକ ସେ ତାର୍‌ ଟିକିନିକି ବିସଇ ଲୁଚାଇକରି ସଙ୍ଗଇରଇଲା, । (aiōn g165)
10 damit nunmehr den Gewalten und den Mächten in den Himmelsräumen durch die Gemeinde die vielgestaltige Weisheit Gottes kundgetan werde.
୧୦ଜେନ୍ତାର୍‌କି ମଣ୍ଡ୍‌ଲିର୍‍ ଟାନେଅନି ତାର୍‍ ବିନ୍‍ ବିନ୍‍ ରକାମର୍‍ ଗିଆନ୍‍ ସର୍‌ଗର୍‌ ସାସନ୍‍କାରିଆମନ୍‍କେ ଆରି ବପୁ ରଇବାଟାମନ୍‌କେ, ସେ ଜାନାଇସି ।
11 Diesen Vorsatz, den er von Ewigkeit her gefaßt hatte, hat er zur Ausführung gebracht in Christus Jesus, unserm Herrn, (aiōn g165)
୧୧ଜଗତ୍‍ ତିଆର୍‍ କର୍‍ବା ଆଗ୍‍ତୁ, ଏଟା ସେ ଜଜ୍‍ନା କରିରଇଲା । ଏଟା ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ଲାଗି ସେ ପୁରାପୁରୁନ୍‍ କଲା ଆଚେ । (aiōn g165)
12 in welchem wir die freudige Zuversicht und den freien Zutritt (zu Gott) in freudigem Vertrauen durch den Glauben an ihn haben.
୧୨କିରିସ୍‌ଟର୍‍ ତେଇ ବିସ୍‍ବାସ୍‍ କଲାର୍‍ ପାଇ ଆରି ତାର୍‍ ସଙ୍ଗ୍‌ ମିସି ରଇଲାର୍‍ ପାଇ, ନ ଡର୍‍ତେ, ସାଆସ୍‍ ଅଇକରି, ପର୍‌ମେସରର୍‌ ମୁଆଟେ ଟିଆ ଅଇବୁ ।
13 Deshalb bitte ich auch darum, in meinen Leiden für euch nicht mutlos zu werden; das ist ja eine Verherrlichung für euch.
୧୩ସେଟାର୍‌ ପାଇ ମୁଇ ତମ୍‍କେ ବାବୁଜିଆ କରି କଇଲିନି, “ତମର୍‌ ପାଇ ବଲି ଅଇବା ମର୍‌ ଦୁକ୍‌ କସ୍‌ଟର୍‌ ପାଇ ମନ୍‌ଦୁକ୍‍ କରାନାଇ, ଏ ସବୁ ତମର୍‌ ବଲ୍‌ ପାଇ ଅଇଆଚେ ।”
14 Deswegen beuge ich meine Knie vor dem Vater,
୧୪ସେଟାର୍‌ପାଇ ବଲିକରି ମୁଇ ପର୍‌ମେସରର୍‌ ମୁଆଟେ ମାଣ୍ଡିକୁଟା ଦେଇ ପାର୍‌ତନା କଲିନି,
15 von dem jede Vaterschaft, die es im Himmel und auf Erden gibt, ihren Namen trägt:
୧୫ତାର୍‍ ଲାଗିସେ ସରଗର୍‌ ଆରି ପୁର୍‌ତିବିର୍‌ ସବୁ କୁଟୁମ୍‌ ଅଇଲା ଆଚେ,
16 er wolle euch nach dem Reichtum seiner Herrlichkeit verleihen, durch seinen Geist am inwendigen Menschen mit Kraft ausgerüstet zu werden,
୧୬ମୁଇ ପାର୍‌ତନା କଲିନି ଜେନ୍ତିକି ସେ ତାର୍‌ ନ ସାର୍‍ବା ମଇମାଇଅନି, ତାର୍‍ ଆତ୍‍ମା ତମ୍‍କେ ବପୁ ଦେଇସି, ଜେନ୍ତିକି ତମର୍‍ ମନ୍‍ ଡାଟ୍‍ ଅଇସି ।
17 damit Christus durch den Glauben Wohnung in euren Herzen nehme und ihr in der Liebe tiefgewurzelt und festgegründet dastehet,
୧୭ମୁଇ ପାର୍‌ତନା କଲିନି, ଜେନ୍ତିକି ତମର୍‌ ବିସ୍‌ବାସର୍‌ ଲାଗି, କିରିସ୍‌ଟ ତମର୍‌ ବିତ୍‍ରେ ବାସା ଅଇସି । ଆରି, ତମେ ପର୍‍ମେସର୍‍କେ ଆରି ବିନ୍‍ ଲକ୍‍କେ ଆଲାଦ୍‍ କଲାଟାନେଅନି, ବୁଏଁ ଜାଇତେରଇବା ଗଚର୍‍ ଚେର୍‍ପାରା ଆରି କୁନାଦି ଉପ୍‍ରେ ତିଆର୍‍ ଅଇଲା ଗର୍‍ ପାରା ଡାଟ୍‍ ଅଇସା ।
18 auf daß ihr fähig werdet, im Verein mit allen Heiligen die Breite und Länge, die Tiefe und Höhe (des göttlichen Heilsratschlusses) zu erfassen
୧୮ମୁଇ ପାର୍‌ତନା କଲିନି ତମେ ପର୍‌ମେସରର୍‌ ଲକ୍‌ମନର୍‌ ସଙ୍ଗ୍‍ ମିସିକରି କିରିସ୍‍ଟର୍‍ ଆଲାଦ୍‍ ବୁଜ୍‌ବାକେ ବପୁ ପାଇସା । ତାର୍‍ ବଡ୍‍ ଆଲାଦ୍‍ ସଙ୍ଗ୍‍ ସେ ଆମ୍‍କେ ଆଲାଦ୍‍ କଲା ଆଚେ ।
19 und die alle Erkenntnis übersteigende Liebe Christi kennenzulernen, damit ihr schließlich zum Erfülltsein mit der ganzen Gottesfülle gelangt.
୧୯ଉଁ, ନର୍‍ଲକ୍‍ ବୁଜ୍‍ବା ତେଇଅନି ଅଦିକ୍‍ କିରିସ୍‍ଟ ଆମ୍‍କେ ଆଲାଦ୍‍ କଲା ଆଚେ, ସେ ଆଲାଦ୍‍ ତମେ ଜାନା ବଲି ମୁଇ ପାର୍‍ତନା କଲିନି । ଜେନ୍ତାରିକି ତମର୍‍ ଚାଲାଚାଲ୍‍ତି ପରମେସରର୍‍ ପାରା ଅଇ ଆଇସି ।
20 Ihm aber, der nach der Kraft, die in uns wirksam ist, unendlich mehr zu tun vermag über alles hinaus, was wir erbitten und erdenken (können):
୨୦ପର୍‍ମେସର୍‌ ଜେକି ଆମେ ତାକେ ମାଙ୍ଗ୍‍ବା ତେଇଅନି କି ଚିନ୍ତା କର୍‍ବା ତେଇଅନି ଅଦିକ୍‍ କରିପାର୍‍ସି, କାଇକେ ବଇଲେ ତାର୍‍ ବଡ୍‍ ବପୁ ସଙ୍ଗ୍‍ ସେ ଆମର୍‍ ବିତ୍‍ରେ କାମ୍‍ କରି ଆଇଲାନି ।
21 ihm gebührt die Ehre in der Gemeinde und in Christus Jesus bis hinaus auf alle Geschlechter aller Zeiten der Ewigkeit! Amen. (aiōn g165)
୨୧ମଣ୍ଡଲିଟାନେ ଆରି କିରିସ୍‌ଟ ଜିସୁର୍‌ଟାନେଅନି ପର୍‌ମେସରର୍‌ ବଡ୍‍ ବପୁ ବିନ୍‍ ଲକ୍‍କେ ଡିସ୍‍ଲାନି, ତାର୍‍ ବଡ୍‍ ବପୁର୍‍ ଲାଗି ପର୍‌ମେସର୍‍କେ ଡାକ୍‍ପୁଟା କରୁ, କାଲ୍‍କାଲ୍‍ ଜୁଗ୍‍ଜୁଗ୍‍ ସେ ଡାକ୍‌ପୁଟା ପାଇତେରଅ । ଆମେନ୍‌! (aiōn g165)

< Epheser 3 >