< 2 Korinther 5 >

1 Wir wissen ja, daß, wenn unser irdisches Haus, das Leibeszelt, abgebrochen sein wird, wir einen von Gott bereiteten Bau erhalten, ein nicht von Menschenhänden hergestelltes, ewiges Haus im Himmel. (aiōnios g166)
ଆମର୍‌ ଗାଗଡ୍‌ ତୁମ୍‌ ଟାନିକରି ବାନ୍ଦିରଇବା ଗର୍‌ପାରା । ଆରି ଆମେ ଜାନୁ ଜେ ଜେଡେବେଲେ ମିସା ଏଟା ବାଙ୍ଗି ଜାଇସି, ତେବେ ସର୍‌ଗେ ରଇବାପାଇ ଆମ୍‌କେ ଗଟେକ୍‌ ଗର୍‌ ଆଚେ । ଏଟା ନିଜେ ପର୍‌ମେସର୍‌ ତିଆର୍‌ କଲାଟା । ସେଟା କେବେ ବିନାସ୍‌ ନ ଅଏ । ସବୁ ଦିନର୍‌ପାଇ ରଇସି । (aiōnios g166)
2 In diesem (gegenwärtigen) Zustande seufzen wir ja auch, weil wir danach verlangen, mit unserer himmlischen Behausung überkleidet zu werden,
ମାତର୍‌ ଆମେ ଏ ଜଗତେ ରଉ ରଉ ଏତ୍‌କି କସ୍‌ଟ ପାଇଲୁନି । ସର୍‌ଗେ ରଇବା ଆମର୍‌ ନୁଆ ଗାଗଡ୍‌ ଏବେଆକା ଆମ୍‌କେ ମିଲ ବଲି ଆମେ ମନ୍‍ କଲୁନି ।
3 da wir ja (erst dann), wenn wir diese angelegt haben, nicht unbekleidet werden erfunden werden.
କାଇକେବଇଲେ ମଲାତେଇଅନି ଆମ୍‌କେ ଉଟାଇଲାବେଲେ ଆମର୍‌ପାଇ ଗଟେକ୍‌ ଗାଗଡ୍‌ ଦର୍‌କାର୍‌ ଆଚେ ।
4 Denn solange wir uns noch in dem Leibeszelte (hier) befinden, haben wir zu seufzen und fühlen uns bedrückt, weil wir lieber nicht erst entkleidet, sondern (sogleich) überkleidet werden möchten, damit das Sterbliche vom Leben verschlungen werde.
ଏ ଜଗତେ ଆମେ ବଁଚି ର‍ଇଲାବେଲେ, ଇତିର୍‌ ଗାଗଡ୍‌ ନେଇକରି ଜେତ୍‌କି ଦୁକ୍‌ କସ୍‌ଟ ପାଇବାର୍‌ ଆଚେ, ସେଟା ସବୁ ବଇକରି ଆଉଜି ଗାଲୁନି । ମାତର୍‌ ଏ ଗାଗଡ୍‌ ଚାଡ୍‌ବାକେ ଆମେ ମନ୍‍ କରୁ ନାଇ । ସର୍‌ଗେ ଅନି ଆଇବା ନୁଆ ଗାଗଡ୍‌ ଆମ୍‌କେ ମିଲ ବଲି ମନ୍‍ କଲୁନି । ସେନ୍ତାର୍‌ଆଲେ ମରନ୍‌କେ ସର୍‌ପି ଦେଇରଇବା ଏ ଗାଗଡର୍‌ ବାଦୁଲେ ସବୁଦିନର୍‌ ପାଇ ଜିବନ୍‌ ରଇବା ଗଟେକ୍‌ ଗାଗଡ୍‌ ମିଲାଇବୁ ।
5 Der uns aber eben dafür zubereitet hat, das ist Gott, der uns den Geist als Unterpfand gegeben hat.
ମାତର୍‌ ପର୍‌ମେସର୍‌ ଆମର୍‌ପାଇ ଏ ସବୁ ବିସଇ ଜାଗାଇଦେଇ ସାରାଇଆଚେ । ଜେନ୍ତିକି ଆଇବା ଦିନ୍‌ମନ୍‌କେ ଏଟାସବୁ ଅଇସି । ଏଟା ସବୁ ସେ ପୁରାପୁରୁନ୍‌ କର୍‌ସି ବଲି ଆମ୍‌କେ ଚିନ୍‌ ଇସାବେ ସୁକଲ୍‌ ଆତ୍‌ମା ଦେଲାଆଚେ ।
6 So haben wir denn allezeit guten Mut, und da wir wissen, daß, solange wir unsere Heimat im Leibe haben, wir fern vom Herrn in der Fremde leben
ସେଟାର୍‌ ପାଇ ଆମେ ସବୁବେଲେ ସାଆସ୍‌ ଅଇକରି ଆଚୁ । ଏ ସାର୍‌ବା ଗାଗ୍‌ଡେ ଆମେ ରଉ ରଉ, ମାପ୍‌ରୁ ରଇବା ଗରେ ଅନି ଦୁରିକେ ବାସା ଅଇଆଚୁ ବଲି ଜାନିଆଚୁ ।
7 – denn wir wandeln (hier noch) in (der Welt des) Glaubens, nicht schon in (der Welt des) Schauens –,
ଏ ଜଗତେ ରଇବା ଆମର୍‌ ଜିବନ୍‌, ପର୍‌ମେସର୍‌ଟାନେ ବିସ୍‌ବାସ୍‌ କରି ରଇଲୁନି । କାଇକେବଇଲେ ଜନ୍‌ ଜାଗାଇ ଆମେ ବାସା ଅଇବାକେ ଗାଲୁନି, ସେ ଜାଗା ଏବେଜାକ ଆମେ ଦେକୁ ନାଇତା ।
8 so haben wir guten Mut, möchten jedoch lieber aus dem Leibe auswandern und in die Heimat zum Herrn kommen.
ଉଁ ଆମର୍‌ ବିସ୍‌ବାସ୍‌ ସବୁବେଲେ ଡାଁଟ୍‌ ଆଚେ । ଏ ସାରିଜିବା ଗାଗଡ୍‌ ଚାଡିକରି ମାପ୍‌ରୁର୍‌ ଗରେ ଜିବାକେ ବଲି ଆମେ ଜାନିଆଚୁ ।
9 Darum bieten wir auch allen Eifer auf, mögen wir uns (schon) in der Heimat oder noch in der Fremde befinden, ihm wohlgefällig zu sein.
ମାତର୍‌ ଏବେ ଆମେ ଜନ୍ତି ରଇଲେ ମିସା, ଏ ଜଗତେ ରଇଲେ କି, ପର୍‌ମେସର୍‌ ରଇବାଟାନେ ରଇଲେ ମିସା, ସେ ଜନ୍‌ଟା ଆମର୍‌ଟାନେଅନି ଆସା କଲାନି, ସେଟା ପୁରାପୁରୁନ୍‍ ଅ ବଲି ଆମେ ମନ୍‍ କଲୁନି ।
10 Denn wir müssen alle vor dem Richterstuhl Christi offenbar werden, damit ein jeder (seinen Lohn) empfange, je nachdem er während seines leiblichen Lebens gehandelt hat, es sei gut oder böse.
୧୦ଆମେ ସବୁଲକ୍‌ କିରିସ୍‌ଟର୍‌ ମୁଆଟେ ଆଇବାକେ ପଡ୍‌ସି । କାଇକେବଇଲେ ସେ ଆମର୍‌ କାମ୍‌ ବିଚାର୍‍ କର୍‍ସି । ଏ ଜଗତେ ରଇକରି ଆମେ ଜନ୍‌ଟା କଲୁଆଚୁ, ସେଟା ନିକ ଅ କି ନ ଅ, ସେ ଇସାବେ ଆମ୍‌କେ ଗଟେକ୍‌ ଗଟେକ୍‌ ଲକ୍‌କେ ବୁତି ମିଲ୍‌ସି ।
11 Weil wir also die Furcht vor dem Herrn kennen, suchen wir »Menschen zu gewinnen«, für Gott aber sind wir offenbar; doch hoffe ich, auch in euren Gewissen offenbar zu sein.
୧୧ଆମେ ଜାନିଆଚୁ ମାପ୍‌ରୁ ଆମ୍‌କେ ବିଚାର୍‍ କର୍‌ବାବେଲେ ଗଟେକ୍‌ ଡର୍‌ବା ବେଲା ଅଇସି । ସେଟାର୍‌ପାଇ ଆମେ ଲକ୍‌ମନ୍‌କେ ମାନାଇଲୁନି । ପର୍‌ମେସର୍‌ ଆମ୍‌କେ ପୁରାପୁରୁନ୍‌ ଜାନ୍‌ଲାନି । ଆରି ମୁଇ ଆସା କଲିନି ତମେ ମିସା ତମର୍‌ ମନେ ମନେ ମକେ ଜାନିରୁଆ ।
12 Wir bringen uns damit nicht schon wieder bei euch in Empfehlung, sondern wollen euch einen Anlaß zum Ruhmeszeugnis für uns geben, damit ihr denen zu antworten wißt, die sich nur äußerer Vorzüge, nicht aber ihrer Herzensverfassung rühmen können.
୧୨ଏଟା ସବୁ ଲେକିକରି ତମେ ଆମ୍‌କେ ଆରିତରେକ୍‌ ଏ ଲକ୍‌ ନିକ ବଲିକରି କୁଆଇଅଇବାକେ ଆମେ ମନ୍‍ କରୁନାଇ । ମାତର୍‌ ଆମେ ଆସା କର୍‌ବାଟା ଟିକ୍ ଆଚେ, ସେଟା ତମେ ଜାନା ବଲି ଆମେ ମନ୍‍ କଲୁନି । ଆରି ଜନ୍‌ ଲକ୍‌ମନ୍‌ ନିକ ଗୁନ୍‌ ନ ମାନିକରି, ବାଇରେ ଡିସ୍‌ବା ବିସଇଟାନେ ବଡ୍‌ପନ୍‌ ଅଇବାଇ, ସେମନ୍‌କେ ବୁଜାଇପାରାସ୍‌ ।
13 Denn »sind wir um den Verstand gekommen«, so ist es für Gott geschehen, und »sind wir bei gesundem Verstande«, so (sind wir’s) zum Segen für euch.
୧୩କେତେଲକ୍‌ ଆମେ ବାୟା ଅଇଗାଲୁଆଚୁ ବଲି ବାବ୍‌ବାଇ । ସେନ୍ତାର୍‌ଆଲେ ସେନ୍ତି ଅଇବାଟା ପର୍‌ମେସର୍‌ ମନ୍‍ କଲା ଇସାବେ । ଜଦି ଆମେ ନିକ ଆଚୁ ବଲି ବାବ୍‌ଲେ ସେଟା ତମର୍‌ ବଲ୍‌ ପାଇ ।
14 Denn die Liebe Christi drängt uns, weil wir uns von der Überzeugung leiten lassen: Einer ist für alle gestorben, folglich sind sie allesamt gestorben;
୧୪କିରିସ୍‌ଟର୍‌ ଆଲାଦ୍‌ ଆମ୍‌କେ ବାଟ୍‌ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍‌ ଲାଗି ଆମେ ସବୁଲକ୍‌ ତାର୍‌ ମରନେ ମିସିଆଚୁ ।
15 und er ist darum für alle gestorben, damit die, welche leben, nicht mehr sich selbst leben, sondern dem, der für sie gestorben und auferweckt ist.
୧୫ସେ ସବୁ ଲକର୍‌ପାଇ ମଲାଆଚେ । ଜେନ୍ତି କି ଜନ୍‌ଲକ୍‌ମନ୍‌ ବଁଚି ଆଚତ୍‌, ସେମନ୍‌ ନିଜର୍‌ ପାଇ ନ ବଁଚତ୍‍ । ଜେ ତାକର୍‌ ପାଇ ମରିକରି ଜିବନ୍‌ ଅଇ ଉଟ୍‌ଲା, ଅବ୍‌କା ତାର୍‌ ପାଇସେ ବଁଚ୍‌ବାର୍‌ ଆଚେ ।
16 Daher kennen wir von jetzt ab niemand mehr nach dem Fleisch; nein, sogar wenn wir (früher) Christus nach dem Fleisch gekannt haben, so kennen wir ihn doch jetzt nicht mehr so.
୧୬ଏ ଜଗତର୍‌ ଲକ୍‌ମନ୍‌ ବିଚାର୍‌ କଲାପାରା ଆମେ ଲକ୍‌ମନ୍‌କେ ବିଚାର୍‌ନା କରୁନାଇ । ପୁର୍‌ବେ ଆମେ କିରିସ୍‌ଟକେ ମିସା ଏ ଜଗତର୍‌ ଲକ୍‌ ବିଚାର୍‌ କଲାପାରା କର୍‌ତେରଇଲୁ । ମାତର୍‌ ଏବେ ଆମେ ସେନ୍ତି କରୁନାଇ ।
17 Wenn also jemand in Christus ist, so ist er eine neue Schöpfung: das Alte ist vergangen, siehe, ein Neues ist entstanden!
୧୭ଜେ ଜଦି କିରିସ୍‌ଟ ସଙ୍ଗ୍‍ ମିସ୍‌ଲେ ସେ ଗଟେକ୍‌ ନୁଆ ଲକ୍‌ ଅଇସି । ପୁର୍‌ନା ଚଲାଚଲ୍‌ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
18 Das alles ist aber das Werk Gottes, der uns durch Christus mit sich versöhnt hat und uns (Aposteln) den Dienst der Versöhnung übertragen hat.
୧୮ଏଟା ସବୁ ପର୍‌ମେସର୍‌ କଲାଆଚେ । ସେ କିରିସ୍‌ଟକେ ଦେଇ ଆମ୍‌କେ ସତ୍‌ରୁ ରଇବା ତେଇଅନି ମଇତର୍‌ କରିଆଚେ । ବିନ୍‌ ଲକ୍‌ମନ୍‌କେ ମିସା ତାର୍‌ ମଇତର୍‌ କରାଇବା କାମ୍‌ ଆମ୍‌କେ ସର୍‌ପି ଦେଲାଆଚେ ।
19 Denn (so steht es: ) Gott war in Christus und hat die Welt mit sich versöhnt, indem er ihnen ihre Übertretungen nicht anrechnete und in uns das Wort von der Versöhnung niedergelegt hat.
୧୯ତେବେ ଆମେ ଏ ବିସଇ ଜାନାଇଦେଲୁନି, ଜେ କିରିସ୍‌ଟର୍‌ ଲାଗି ପର୍‌ମେସର୍‌ ସବୁ ମୁନୁସ୍‌ ଜାତିକେ ତାର୍‌ ନିଜର୍‌ ମଇତର୍‌ କରିପାର୍‌ସି । ଆରି ସେ ତାକର୍‌ ସବୁ ପାପ୍‌ କେମା କରିଦେଇସି । ବିନ୍‌ ଲକ୍‌ମନ୍‌କେ ମିସା ତାର୍‌ ମଇତର୍‌ କରାଇବା କାମ୍‌ ଆମ୍‌କେ ସର୍‌ପି ଦେଲାଆଚେ ।
20 Für Christus also reden wir als seine Gesandten, da ja Gott durch uns ermahnt; wir bitten für Christus: »Laßt euch mit Gott versöhnen!«
୨୦ପର୍‌ମେସର୍‌ ଆମ୍‌କେ ଦେଇ ତମ୍‌କେ ବାବୁଜିଆ କଲାନି । ଏଟାର୍‌ପାଇ କିରିସ୍‌ଟ ଆମ୍‌କେ ପାଟାଇଲା ଆଚେ । ଆରି କିରିସ୍‌ଟର୍‌ ଲାଗି ଆମେ ମିସା ତମ୍‌କେ ବାବୁଜିଆ କଲୁନି । ପର୍‌ମେସର୍‌ ତମ୍‌କେ ସତ୍‌ରୁଟାନେଅନି ମଇତର୍‌ କର ।
21 Er hat den, der Sünde nicht kannte, für uns zur Sünde gemacht, damit wir in ihm Gottes Gerechtigkeit würden.
୨୧କିରିସ୍‌ଟକେ କାଇ ପାପ୍‌ ନ ରଇଲା । ମାତର୍‌ ଆମର୍‌ ପାପର୍‌ ପାଇ ଆକା ସେ ଡଣ୍ଡ୍‌ ପାଅ ବଲି ପର୍‌ମେସର୍‌ ଟିକ୍‌ କଲା । କିରିସ୍‌ଟ ସଙ୍ଗ୍‍ ମିସ୍‌ଲାର୍‌ପାଇ ଏବେ ପର୍‌ମେସର୍‌ ଆମ୍‌କେ ଦରମ୍‌ ଲକ୍‌ ଇସାବେ ଦେକ୍‌ଲାନି ।

< 2 Korinther 5 >