< 1 Korinther 7 >

1 Auf die Anfragen in eurem Briefe aber (antworte ich folgendes): Ein Mann tut gut, (überhaupt) kein Weib zu berühren;
ଏବେ ତମେ ଲେକ୍‌ଲାଟାନେ ଜନ୍‌ ସବୁ ବିସଇ ଆଚେ, ସେ ସବୁର୍‌ ଉତର୍‌ ମୁଇ ଦେବି । ତମେ ପାଚାରିରଇଲାସ୍‌ ବିସ୍‌ବାସିମନ୍‌ ବିବା ନ ଅଇବାଟା ନିକ କି?
2 aber um der (Vermeidung der) Unzuchtsünden willen mag jeder (Mann) eine Ehefrau und jede (Frau) ihren Ehemann haben.
ଉଁ ସେଟା ସତ୍‌, ମାତର୍‌ ବେସି ଲକ୍‌ ବେବିଚାର୍‌ କାମେ ଚଲାଚଲ୍‌ତି କଲାଇନି । ମୁଇ କଇଲିନି ଗଟେକ୍‌ ଗଟେକ୍‌ ମୁନୁସ୍‌କେ ତାର୍‌ ନିଜର୍‌ ମାଇଜି ଆରି ଗଟେକ୍‌ ଗଟେକ୍‌ ମାଇଜିକେ ତାର୍‌ ନିଜର୍‌ ମୁନୁସ୍‌ ରଇବାର୍‌ ଆଚେ ।
3 Der Mann leiste seiner Frau die schuldige Ehepflicht, ebenso auch die Frau ihrem Manne!
ଗଟେକ୍‌ ମନସ୍‌ ବିବା ଅଇଲାର୍‌ ଲାଗି, ତାର୍‌ ମାଇଜିକେ କରିରଇବା ସବୁ ଦାଇତ୍‌ କର୍‌ବାର୍‌ ଆଚେ । ସେନ୍ତାରିସେ ମାଇଜି ମିସା ତାର୍‌ ମୁନୁସ୍‌କେ କର୍‌ବାର୍‌ ଆଚେ ।
4 Die Frau hat nicht über ihren Leib zu verfügen, sondern ihr Mann; gleicherweise besitzt aber auch der Mann kein Verfügungsrecht über seinen Leib, sondern die Frau.
ମାଇଜିକେ ତାର୍‌ ନିଜର୍‌ ଗାଗଡର୍‍ ଅଦିକାର୍‌ ନାଇ, ମାତର୍‌ ମୁନୁସର୍‌ ଆଚେ । ସେନ୍ତାରିସେ ମୁନୁସ୍‌କେ ତାର୍‌ ନିଜର୍‌ ଗାଗଡର୍ ଅଦିକାର୍‌ ନାଇ, ମାତର୍‌ ମାଇଜିର୍‌ ଆଚେ ।
5 Entzieht euch einander nicht, höchstens aufgrund beiderseitigen Einverständnisses für eine (bestimmte) Zeit, um euch (ungestört) dem Gebet zu widmen, aber dann wieder zusammenzukommen, damit der Satan euch nicht infolge eurer Unenthaltsamkeit in Versuchung führe!
ଦୁଇ ମାଇଜି ମୁନୁସ୍‌ ବେଗ୍‌ଲିକରି ନ ରଅତ୍‌ । ମାତର୍‌ ବେଗ୍‌ଲିକରି ରଇବାର୍‌ ଆଲେ, ଦୁଇ ଲକ୍‌ ରାଜି ଉଆ । ଜେନ୍ତାରି କି ସେ ବେଗ୍‌ଲି ରଇବା ବେଲାଇ, ପାର୍‌ତନା କରିଅଇସି । ମାତର୍‌ ତାର୍‌ପଚେ ଆରିତରେକ୍‌ ଆସି ମିସାଆ । ଏନ୍ତାରିକଲେ ସଇତାନର୍‌ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍‌କେ ମୁର୍‌ଚିକରି ରଇବା ବପୁ ଉନା ଆଚେ ।
6 Übrigens spreche ich dies nur als ein Zugeständnis aus, nicht als ein Gebot.
ଏ ବିସଇ ମୁଇ ତମ୍‌କେ ଜେତ୍‌କି କଇଲି ଆଚି, ସେଟା ଆଦେସ୍‌ ଦେଲା ପାରା କଇନାଇ, ମାତର୍‌ ତମର୍‌ ଦୁର୍‌ବଲ୍‌ ଜାନିକରି ଉପଦେସ୍‌ ଦେଲା ପାରା କଇଲିନି ।
7 Ich möchte freilich wünschen, daß alle Menschen so wären wie ich; doch jeder hat hierin eine besondere Gabe von Gott, der eine so, der andere anders.
ତମେ ସବୁଲକ୍‌ ମର୍‌ପାରା ବିବା ନ ଉଆ ବଲି ମୁଇ ମନ୍‍ କଲିନି । ମାତର୍‌ ଗଟେକ୍‌ ଗଟେକ୍‌ ଲକ୍‌କେ ପର୍‌ମେସରର୍‌ ଟାନେଅନି ମୁଲିଅ ରଇବା ଦାନ୍‌ ମିଲିଆଚେ । ଗଟେକ୍‌ ଲକ୍‌କେ ଗଟେକ୍‌ ରକାମ୍‌ଟା ଆରି ବିନ୍‌ ଲକ୍‌କେ ବିନ୍‌ ରକାମ୍‌ ଦାନ୍‌ ଦେଲାଆଚେ ।
8 Den Unverheirateten aber und den Witwen sage ich: Sie tun gut, wenn sie so bleiben, wie auch ich es bin;
ଏବେ ମୁଇ ବିବା ନ ଅଇରଇବା, ଆରି ରାଣ୍ଡି ମାଇଜିମନ୍‌କେ କଇଲିନି, ତମେ ମର୍‌ ପାରା ଏକ୍‌ଲା ରଇଲେ ତମର୍‌ପାଇ ନିକ ଅଇସି ।
9 können sie aber nicht enthaltsam leben, so mögen sie heiraten; denn in der Ehe leben ist besser als entflammt sein.
ମାତର୍‌ ତମେ ଜଦି ମନର୍‌ ଲାଲ୍‌ସା ମୁର୍‍ଚିକରି ରଇ ନାପାର୍‌ଲାସ୍‌ନି ବଇଲେ, ବିବା ଅଇବାଟା ନିକ । କାଇକେବଇଲେ ଲାଲ୍‌ସାଇ ପଡିଜିବା ବାଦୁଲେ ବିବା ଅଇବାଟା ନିକ ।
10 Den Verheirateten aber gebiete ich – nein, nicht ich, sondern der Herr –, daß eine Frau sich von ihrem Manne nicht scheiden soll;
୧୦ମାତର୍‌ ବିବା ଅଇବା ବିସ୍‌ବାସିମନ୍‌କେ ମୁଇ ଆଦେସ୍‌ ଦେଲିନି, ମୁଇ ଦେଇ ନାଇ ମାତର୍‌ ମାପ୍‌ରୁ ଦେଲାନି । ଜଦି ତମେ ଗଟେକ୍‌ ବିବାଇ ମାଇଜି, ସେନ୍ତାର୍‌ ଆଲେ ମୁନୁସ୍‌କେ ଚାଡି ବିନେ ନ ରୁଆ ।
11 hat sie sich aber doch geschieden, so soll sie unverheiratet bleiben oder sich mit ihrem Mann wieder versöhnen; und ebenso soll auch der Mann seine Frau nicht entlassen.
୧୧ଜଦି ତାକେ ଚାଡ୍‌ଲେ, ବିବା ନ ଅଇତେ ରୁଆ । ନଇଲେ ଆରି ଗଟେକ୍‌ ତର୍‌ ନିଜର୍‌ ମୁନୁସ୍‌ ସଙ୍ଗ୍‌ ମିସା । ଜଦି ତମେ ବିବାଇ ମୁନୁସ୍‌, ନିଜର୍‌ ମାଇଜିକେ ନ ଚାଡା ।
12 Den übrigen aber sage ich von mir aus, nicht der Herr: Wenn ein (christlicher) Bruder eine Ungläubige zur Frau hat und diese einverstanden ist, mit ihm weiterzuleben, so soll er sie nicht entlassen.
୧୨ଏବେ ମୁଇ ବିସ୍‌ବାସିମନ୍‌ ଜେ କି ବିସ୍‌ବାସ୍‌ ନ କଲାଟାମନ୍‌କେ ବିବା ଅଇଆଚତ୍‌, ସେମନ୍‌କେ କଇଲିନି, ମୁଇ କଇନାଇ ମାପ୍‌ରୁ କଇଲାନି, । ଜଦି ଗଟେକ୍‌ ବିସ୍‌ବାସି, ବିସ୍‌ବାସ୍‌ ନଇଲା ମାଇଜିକେ ବିବା ଅଇଲାଆଚେ, ଆରି ସେ ମାଇଜି ତାର୍‌ ସଙ୍ଗ୍‌ ମିସି ରଇବାକେ ମନ୍‌ କର୍‌ସି ବଇଲେ, ସେ ବାଇ ତାକେ ନ ଚାଡ ।
13 Ebenso, wenn eine (gläubige) Frau einen ungläubigen Mann hat und dieser einverstanden ist, mit ihr weiterzuleben, so soll sie ihren Mann nicht entlassen.
୧୩ଆରି ଜନ୍‌ ବିସ୍‌ବାସି ମାଇଜି ବିସ୍‌ବାସ୍‌ ନ କଲା ମୁନୁସ୍‌କେ ବିବାଅଇରଇସି, ଆରି ସେ ତାର୍‌ସଙ୍ଗ୍‌ ମିସି ରଇବାକେ ମନ୍‌ କର୍‌ସି, ତେବେ ସେ ନିଜର୍‌ ମୁନୁସ୍‌କେ ନ ଚାଡ ।
14 Denn der ungläubige Mann ist durch seine Frau geweiht, und die ungläubige Frau ist durch den (gläubigen) Bruder geweiht; sonst wären ja auch eure Kinder unrein, und sie sind doch in Wirklichkeit geweiht.
୧୪କାଇକେବଇଲେ ଜଦି ତମେ ଗଟେକ୍‌ ବିସ୍‌ବାସି ମାଇଜି, ବିସ୍‌ବାସ୍‌ ନ କର୍‌ବା ମୁନୁସ୍‌କେ ବିବା ଅଇଆଚାସ୍‌, ତର୍‌ ମୁନୁସ୍‌ ତର୍‌ ସଙ୍ଗ୍‌ ମିସ୍‌ଲାର୍‌ପାଇ ତାକେ ପର୍‌ମେସର୍‌ ତାର୍‌ ନିଜର୍‌ ସୁକଲ୍‌ ଲକ୍‌ କଲାଆଚେ । ସେନ୍ତାରିସେ ବିସ୍‌ବାସ୍‌ ନ କରିରଇବା ମାଇଜିକେ, ପର୍‌ମେସର୍‌ ଡାକ୍‌ଲା ଆଚେ । କାଇକେବଇଲେ ସେ ବିସ୍‌ବାସ୍‌ କର୍‌ବା ମନସ୍‌ ସଙ୍ଗ୍‌ ମିସ୍‌ଲା ଆଚେ । ଏନ୍ତାରି ନ ରଇଲେ ତମର୍‌ ପିଲାମନ୍‌ ବିସ୍‌ବାସ୍‌ ନ କର୍‌ବା ଲକର୍‌ ପିଲାମନର୍‌ପାରା ଅଇତାଇ । ମାତର୍‌ ଏବେ ସେମନ୍‌କେ ମିସା ପର୍‌ମେସର୍‌ ତାର୍‌ ନିଜର୍‌ ଲକ୍‌ କଲାଆଚେ ।
15 Wenn jedoch der ungläubige Teil durchaus die Trennung will, so mag er sich trennen: in solchen Fällen ist der Bruder oder die Schwester nicht sklavisch (an eine Ehe) gebunden; vielmehr hat Gott uns zu einem Leben in Frieden berufen.
୧୫ସେ ଜାଇଟା ମିସା ଅ, ଜଦି ଗଟେକ୍‌ ବିସ୍‌ବାସ୍‌ ନ କଲା ଲକ୍‌ ତାର୍‌ ବିସ୍‌ବାସି ମାଇଜି କି ମୁନୁସର୍‌ ଟାନେଅନି ବିନେ ଅଇବାକେ ମନ୍‌ କଲାନି ବଇଲେ, ସେ ବିନେ ଅ । ଏନ୍ତାରି ଅଇଲେ କିରିସ୍‌ଟକେ ବିସ୍‌ବାସ୍‌ କର୍‌ବା ମାଇଜି କି ମୁନୁସ୍‌ ବିବା ବନ୍ଦ୍‌ନେ ଅନି ମୁକ୍‌ଲି ଆଚେ । ପର୍‌ମେସର୍‌ ତମ୍‌କେ ସାନ୍ତିସଙ୍ଗ୍‍ ମିସି ବିଡି ଜିଇବାକାଇବାକେ ଡାକ୍‌ଲା ଆଚେ ।
16 Denn wie kannst du, o Frau, wissen, ob du deinen Mann wirklich retten wirst? Oder wie kannst du, o Mann, wissen, ob du deine Frau wirklich retten wirst?
୧୬ଅଇପାରେ, ତୁଇ ଗଟେକ୍‌ ବିସ୍‌ବାସି ବିବାଅଇଲା ମାଇଜି, ତର୍‌ ବିସ୍‌ବାସ୍‌ ନ କଲା ମୁନୁସ୍‌କେ କିରିସ୍‌ଟର୍‌ ଟାନେ ବିସ୍‌ବାସ୍‌ କରାଇପାରୁସ୍‌ । ସେନ୍ତାରିସେ ତୁଇ ଗଟେକ୍‌ ବିସ୍‌ବାସି ବିବାଅଇଲା ମୁନୁସ୍‌, ତର୍‌ ବିସ୍‌ବାସ୍‌ ନ କଲା ମାଇଜିକେ କିରିସ୍‌ଟର୍‌ ଟାନେ ବିସ୍‌ବାସ୍‌ କରାଇ ପାରୁସ୍‌ ।
17 Nur wie der Herr einem jeden sein Los zugeteilt, wie Gott einen jeden berufen hat, so lebe er weiter: diese Vorschrift gebe ich in allen Gemeinden.
୧୭ମାପ୍‌ରୁ ଜାକେ ଜେନ୍ତି ଜିବନ୍‌ ଦୁକାଇ ଆଚେ, ପର୍‌ମେସର୍‌ ଜାକେ ଜନ୍‌ ଇସାବେ ଡାକ୍‌ଲା ଆଚେ, ସେ ସେନ୍ତାର୍‌ ଜିଉନା କାଉନା କର । ମୁଇ ସବୁ ମଣ୍ଡ୍‌ଲିଟାନେ ଏ ରକାମ୍‌ ଆଦେସ୍‌ ଦେଲିନି ।
18 Ist jemand als Beschnittener berufen worden, so suche er seine Beschneidung nicht rückgängig zu machen; und wer als Unbeschnittener berufen worden ist, lasse sich nicht beschneiden:
୧୮ଜଦି ତମେ ଗଟେକ୍‌ ସୁନତ୍‌ ଅଇଲା ଜିଉଦି ଲକ୍‌ ଆରି ପର୍‌ମେସର୍‌ ତମ୍‌କେ ଡାକ୍‌ଲାଆଚେ, ସେନ୍ତାର୍‌ ଆଲେ ତମେ ତମର୍‌ ଗାଗ୍‌ଡେଅନି ସୁନତ୍‌ ଚିନ୍‌ ଲିବାଇବାକେ ଚେସ୍‌ଟା କରା ନାଇ । ସେନ୍ତାରିସେ ତମେ ଜଦି ଜିଉଦି ନ ଅଇଲା ଲକ୍‌ ଜାକେ କି ପର୍‌ମେସର୍‌ ଡାକ୍‌ଲା ଆଚେ, ତମେ ସୁନତ୍‌ ଅଇବାକେ ଚେସ୍‌ଟା କରାନାଇ ।
19 die Beschneidung hat keinen Wert, und auch das Unbeschnittensein hat keinen Wert, sondern nur die Beobachtung der Gebote Gottes.
୧୯ଲକ୍‌ମନ୍‌ ସୁନତ୍‌ ଅଇବାଟା କି ସୁନତ୍‌ ନ ଅଇବାଟା କାଇଟା ନାଇ, ପର୍‌ମେସରର୍‌ ଆଦେସ୍‌ ମାନ୍‌ବାଟାସେ ମୁକିଅ ।
20 Jeder bleibe in dem Stande, in dem er berufen worden ist!
୨୦ମାପ୍‌ରୁ ତମ୍‌କେ ଜନ୍‌ ଇସାବେ ଡାକିଆଚେ, ତମେ ସେ ଇସାବେ ରୁଆ ।
21 Bist du als Sklave berufen worden: laß dich’s nicht anfechten, nein, selbst wenn du frei werden kannst, so bleibe nur um so lieber dabei.
୨୧ପର୍‌ମେସର୍‌ ତମ୍‌କେ ଡାକ୍‌ଲାବେଲେ ତମେ କାଇ ଗତିଦାଙ୍ଗ୍‌ଡା ରଇଲାସ୍‌ କି? ସେ ବିସଇନେଇ ମନ୍‌ଦୁକ୍‌ କରାନାଇ । ଜଦି ତର୍‌ ସାଉକାର୍‌ ତକେ ମୁକ୍‌ଲାଇଲାନି, ତେବେ ଉଟିଜା ।
22 Denn der im Herrn berufene Sklave ist ein Freigelassener des Herrn, und ebenso ist der Freie nach seiner Berufung ein Sklave Christi.
୨୨ମାପ୍‌ରୁ ଡାକ୍‌ଲାବେଲେ ଜେ ଗତିଦାଙ୍ଗ୍‌ଡା ରଇଲା ସେ ଏବେ ମୁକ୍‌ଲି ରଇଲା ଲକ୍‌ । କାଇକେବଇଲେ ମାପ୍‌ରୁ ତାକେ ମୁକ୍‌ଲାଇ ଆଚେ । ସେନ୍ତାରିସେ ଏବେ ଜେ ମୁକ୍‌ଲିକରି ଆଚେ, ସେ କିରିସ୍‌ଟର୍‌ ଗତିଦାଙ୍ଗ୍‌ଡା ।
23 Ihr seid teuer erkauft worden: werdet nicht Knechte der Menschen!
୨୩ତମ୍‌କେ ଅଦିକ୍‌ ଦାମ୍‌ ଦେଇ ଗେନାଅଇଆଚେ । ଲକ୍‌ମନର୍‌ ଗତିଦାଙ୍ଗ୍‌ଡା ଉଆ ନାଇ ।
24 Ein jeder, liebe Brüder, möge in dem Stande, in dem er berufen worden ist, bei Gott verbleiben!
୨୪ଏ ବାଇବଇନିମନ୍‌, ତମ୍‌କେ ପର୍‌ମେସର୍‌ ଡାକ୍‌ଲାବେଲେ ଜନ୍‌ ଇସାବେ ରଇଲାସ୍‌, ସେ ଇସାବେ ପର୍‌ମେସର୍‌ ସଙ୍ଗ୍‌ ମିସିକରି ରଇବାର୍‌ ଆଚେ ।
25 In betreff der Mädchen aber habe ich kein (ausdrückliches) Gebot des Herrn, spreche aber meine eigene Ansicht aus als einer, der Barmherzigkeit vom Herrn erfahren hat, so daß ich Vertrauen verdiene.
୨୫ଏବେ ମୁଇ ବିବା ନ ଅଇଲା ଦାଙ୍ଗ୍‌ଡାଦାଙ୍ଗ୍‌ଡି ବିସଇନେଇ ଲେକ୍‌ବି । ସେ ବିସଇନେଇ ମାପ୍‌ରୁର୍‌ ଲଗେଅନି କାଇ ଆଦେସ୍‌ ପାଇନାଇ । ମାତର୍‌ ପର୍‌ମେସର୍‌ ମକେ ଦୟା କରି ଗଟେକ୍‌ ସତ୍‌ଦରମ୍‌ ଲକ୍‌ ଇସାବେ ନିଜର୍‌ ମନର୍‌ କାତା କଇଲିନି ।
26 Ich halte also dafür, daß dieser Stand (der Ehelosigkeit) empfehlenswert ist wegen der gegenwärtigen schweren Zeitlage, daß (nämlich) ein jeder gut tut, so zu bleiben (wie er ist).
୨୬ଏବର୍‌ ଦୁକ୍‌ କସ୍‌ଟର୍‌ ବେଲା ଏତାଇଲେ, ମୁଇ ବାବ୍‌ଲିନି ଗଟେକ୍‌ ଲକ୍‌ ଜେନ୍ତାରି ଆଚେ, ସେନ୍ତାରିସେ ରଇବା ଦର୍‌କାର୍‌ ।
27 Bist du an eine Gattin gebunden, so suche keine Lösung des Verhältnisses; bist du ledig, so suche keine Gattin;
୨୭ତମେ କାଇ ମାଇଜି ସଙ୍ଗ୍‌ ବାନ୍ଦିଅଇ ଆଚାସ୍‌ କି? ସେନ୍ତାର୍‌ଆଲେ ମୁକଲ୍‌ବାକେ ଚେସ୍‌ଟା କରାନାଇ । ତମେ କାଇ ବିବା ଉଆସ୍‌ ନାଇ କି? ସେନ୍ତାର୍‌ଆଲେ ମାଇଜି କଜ୍‌ବାକେ ଚେସ୍‌ଟା କରାନାଇ ।
28 doch hast du, wenn du heiratest, damit keine Sünde begangen, und auch ein Mädchen sündigt nicht, wenn es sich verheiratet. Freilich – Not im äußeren Leben werden die Betreffenden (durchzumachen) haben, und ich möchte euch doch davon verschont sehen.
୨୮ଜଦି ତମେ ବିବାଅଇ ଆଚାସ୍‌, ବଇଲେ ତମେ ପାପ୍‌ କରାସ୍‌ ନାଇ । ଜଦି ଗଟେକ୍‍ ଦାଙ୍ଗ୍‌ଡି ବିବାଅଇସି, ସେ ମିସା ପାପ୍‌ କରେନାଇ । ମାତର୍‌ ବିବାଅଇଲା ଲକ୍‌ମନ୍‌ ଦୁକ୍‌ କସ୍‌ଟ ମୁର୍‍ଚିକରି ରଇବାକେ ପଡ୍‌ସି । ଏନ୍ତାରି ଦୁକ୍‌ କସ୍‌ଟର୍‌ ବେଲାଇ ସିତିଅନି ରକିଆ ପାଆ, ବଲିକରି ମୁଇ ମନ୍‍ କଲିନି ।
29 Das aber sage ich euch, liebe Brüder: Die Frist ist nur noch kurz bemessen; künftighin müssen auch die, welche eine Frau haben, sich so verhalten, als hätten sie keine,
୨୯ମାତର୍‌ ଏ ବାଇମନ୍‌ ମୁଇ ତମ୍‌କେ କଇଲିନି, ଏବେ ଆମ୍‌କେ ଅଲପ୍‌ ଦିନ୍‌ ଆଚେ । ଏଟାର୍‌ ପାଇ ଏବେଅନି ଜେ ବିବା ଅଇଆଚେ ସେ ବିବା ନ ଅଇଲା ଲକର୍‌ ପାରା ରଅ ।
30 ebenso die Weinenden, als weinten sie nicht, die Fröhlichen, als wären sie nicht fröhlich, die Kaufenden, als ob sie (das Gekaufte) nicht behielten,
୩୦ସେନ୍ତାରିସେ ଜନ୍‌ ଲକ୍‌ମନ୍‌ କାନ୍ଦାବୁବା ଅଇରଇଲାସ୍‌ନି, ସେମନ୍‌ କାନ୍ଦାବୁବା ନ ଅଇ ରଇଲା ଲକର୍‌ ପାରା ରୁଆ । ଆରି ଜନ୍‌ ଲକ୍‌ମନ୍‌ ସାର୍‌ଦା ଅଇରଇଲାଇନି, ସେମନ୍‌ ସାର୍‌ଦା ନ ଅଇଲା ଲକର୍‌ ପାରା ଅଇ ରଅତ୍‌ । ଜନ୍‌ ଲକ୍‌ମନ୍‌ ଗେନ୍‌ବାଇ, ସେଟା ନିଜର୍‌ଟା ନଏଁ ବଇଲାପାରା ରଅତ୍‌ ।
31 und die mit der Welt Verkehrenden, als hätten sie nichts mit ihr zu schaffen; denn die Welt in ihrer jetzigen Gestalt geht dem Untergang entgegen!
୩୧ଜନ୍‌ ଲକ୍‌ମନ୍‌ ଜଗତର୍‌ ଜିନିସ୍‌ ନେଇ ବେବାର୍‌ପାନି କଲାଇନି, ସେମନ୍‌ ସବୁବେଲେ ସେ ବିସଇ ଚିନ୍ତା ନ କଲା ଲକର୍‌ ପାରା ରଅତ୍‌ । କାଇକେବଇଲେ ଜନ୍‌ ଜଗତେ ଆମେ ଆଚୁ, ସେ ଜଗତର୍‌ ସବୁ ଜିନିସ୍‌ ବୁଡିଜାଇସି ।
32 Da möchte ich nun wünschen, daß ihr frei von Sorgen bliebet. Der Unverheiratete ist um die Sache des Herrn besorgt: er möchte dem Herrn gefallen;
୩୨ମାତର୍‌ ତମେ ଏ ବିସଇନେଇ ତେରେପେତେ ଉଆନାଇ । ବିବା ନ ଅଇଲା ଲକ୍‌ମନ୍‌ ସବୁବେଲେ ମାପ୍‌ରୁର୍‌ ସେବା କାମ୍‌ କର୍‌ବାକେ ମନ୍‌ କର । କାଇକେବଇଲେ ମାପ୍‌ରୁକେ ସାର୍‌ଦା କରାଇବାଟା ତାର୍‌ ମୁକିଅ କାମ୍‌ ।
33 der Verheiratete dagegen sorgt sich um die Dinge der Welt: er möchte seiner Frau gefallen;
୩୩ମାତର୍‌ ଜେ ବିବାଅଇଆଚେ, ସେ ଏ ଜଗତର୍‌ ସବୁ ବିସଇନେଇ ଚିନ୍ତା କର୍‌ସି । କାଇକେବଇଲେ ସେ ତାର୍‌ ମାଇଜିକେ ସାର୍‌ଦାସଙ୍ଗ୍‌ ରକ୍‌ବାକେ ମନ୍‍ କର୍‌ସି ।
34 so ist er geteilten Herzens. Ebenso richtet die Frau, die keinen Mann mehr hat, und die Jungfrau ihr Sorgen auf die Sache des Herrn: sie möchten an Leib und Geist heilig sein; die verheiratete Frau dagegen sorgt sich um die Dinge der Welt: sie möchte ihrem Manne gefallen.
୩୪ସେନ୍ତିସେ ତାର୍‌ ମନ୍‌ ଦୁଇବାଟେ ଜିକ୍‌ଟାନ୍‌ ଅଇଲାନି । ବିବା ନ ଅଇଲା ମାଇଜି କି ଦାଙ୍ଗ୍‌ଡି ମାପ୍‌ରୁର୍‌ କାମର୍‍ ବିସଇ ଚିନ୍ତା କର୍‌ସି । କାଇକେବଇଲେ ସେ ତାର୍‌ ଗାଗଡ୍‌ ଆରି ଆତ୍‌ମା ପର୍‌ମେସର୍‌କେ ସର୍‌ପି ଦେବାକେ ମନ୍‍ କର୍‌ସି । ମାତର୍‌ ବିବା ଅଇଲା ମାଇଜି ଏ ଜଗତର୍‌ ସବୁଦିନର୍‌ ବିସଇ ଚିନ୍ତା କର୍‌ସି । କାଇକେ ବଇଲେ ତାର୍‍ ମୁନୁସ୍‌କେ ସାର୍‌ଦା କର୍‌ବାକେ ସେ ବାବ୍‌ତେ ରଇସି ।
35 Diesen Rat (ledig zu bleiben) gebe ich euch aber zu eurem eigenen Besten, nicht um euch eine Schlinge um den Hals zu legen, sondern zur Förderung guter Sitte und zu treuem Festhalten am Herrn.
୩୫ଏ କାତା ମୁଇ ତମ୍‌କେ ନିଜର୍‌ ମଙ୍ଗଲର୍‌ ପାଇ କଇଲିନି । ତମ୍‌କେ ଆଦେସ୍‌ ମାନ୍‌ବାକେ ଦେଇ ନାଇ ମାତର୍‌ ତମେ ଜେନ୍ତିକି ସତ୍‌ ବାବେ ଚଲାଚଲ୍‌ତି କରି ଏନେତେନେ ଚିନ୍ତା ନ ଅଇକରି ପୁରାପୁରୁନ୍‌ ବାବେ ମାପ୍‌ରୁକେ ସର୍‌ପି ଅଇବାକେ କଇଲିନି ।
36 Meint jedoch jemand, an seiner unverheirateten Tochter nicht recht zu handeln, falls sie die Jahre ihrer Jugendblüte überschreite, und liegt demnach ein Anlaß (zu ihrer Verheiratung) vor, so tue er, was er will; er versündigt sich nicht: sie mögen sich heiraten.
୩୬କନିଆ ମାଙ୍ଗ୍‌ନି ଅଇଲାପଚେ ଜଦି ଜନ୍‌ ମନସ୍‌ ତାର୍‌ ମାଙ୍ଗ୍‌ଲା ମାଇଜି ସଙ୍ଗ୍‌ ଟିକ୍‌ସଙ୍ଗ୍‍ ଚଲାଚଲ୍‌ତି କରି ନାପାର୍‌ଲାନି ଆରି ତାର୍‌ ଲାଲ୍‌ସା ସେ କନିଆ ଉପ୍‌ରେ ବଡିଗାଲାନି, । ତାର୍‌ ଇସାବେ ବିବା ଅଇବାର୍‌ ଆଚେ ଆକା ବଇଲେ, ସେ ବିବା ଅଇ ପାରେ । ଏଟାର୍‌ପାଇ କାଇ ପାପ୍‌ ନାଇ ।
37 Wer dagegen in seinem Herzen fest geworden ist und sich in keiner Zwangslage befindet, sondern freier Herr über seinen Willen ist und sich fest vorgenommen hat, seine jungfräuliche Tochter unverheiratet zu lassen, der wird gut daran tun.
୩୭ମାତର୍‌ ସେ ଜଦି କାର୍‌ ବାଦିଅ ନ ଅଇ ତାର୍‌ ମନ୍‌ ଡାଟ୍‌ କରି ଟିକ୍‌କଲେ, ଆରି ତାର୍‌ ମନ୍‍ କଲାଟା ପୁରାପୁରୁନ୍‌ ଦାରି ରକିପାର୍‌ଲେ, ସେ ଡିଣ୍ଡା ଟକିକେ ବିବା ନ କଲେ ନିକ ।
38 Also: wer seine unverheiratete Tochter verheiratet, tut gut daran, und wer sie nicht verheiratet, wird noch besser tun.
୩୮ତେବେ ଜାକେ ଡିଣ୍ଡା ଟକିର୍‍ ମାଙ୍ଗ୍‌ନି ଅଇଲା ଆଚେ, ସେ ଟିକ୍‌ କାମ୍‌ କଲାନି, ମାତର୍‌ ଜେ ବିବା ନ ଅଏ, ସେ ତାର୍‍ ତେଇଅନି ଅଦିକ୍‍ ନିମାନ୍‌ କାମ୍‌ କଲାନି ।
39 Eine Ehefrau ist so lange gebunden, als ihr Mann lebt; wenn aber ihr Mann entschlafen ist, so steht es ihr frei, sich zu verheiraten, mit wem sie will, nur geschehe es im Herrn!
୩୯ମୁନୁସ୍‌ ଜିବନ୍‌ ରଇବା ଜାକ, ମାଇଜି ବାନ୍ଦି ଅଇରଇସି । ଜଦି ମୁନୁସ୍‌ ମରିଜାଇସି, ତେବେ ମାଇଜି ମାପ୍‌ରୁକେ ବିସ୍‌ବାସ୍‌ କର୍‌ବା ଲକ୍‌କେ, କାକେ ମିସା ବିବା ଅଇପାର୍‌ସି ।
40 Glücklicher aber ist sie zu preisen, wenn sie so bleibt (wie sie ist); das ist meine Ansicht, und ich denke doch auch den Geist Gottes zu besitzen.
୪୦ମୁଇ ବାବ୍‌ଲିନି ସେ ବିବା ନ ଅଇ ସେନ୍ତିସେ ରଇଲେ ଅଦିକ୍‌ ସୁକ୍‌ ମିଲ୍‌ସି । ଆରି ଏଟା ପରମେସରର୍‌ ସୁକଲ୍‌ ଆତ୍‌ମାର୍‌ ମନ୍‍ କଲାଟା ବଲି ମୁଇ ବାବ୍‌ଲିନି ।

< 1 Korinther 7 >