< 1 Korinther 5 >

1 Allgemein hört man von Unzucht bei euch, und noch dazu von einer solchen Unzucht, wie sie selbst bei den Heiden unerhört ist, daß nämlich einer die Frau seines Vaters zum Weibe genommen hat!
ମୁଇ ସତ୍‌ସେ ସୁନ୍‍ଲି ଜେ, ତମର୍‌ ବିତ୍‌ରେ ବେସିଆ କାମ୍‌ ଆଚେ । ଆରି ଏନ୍ତାରି ବେସିଆ କାମ୍‌, ଜନ୍‍ଟାକି ବିସ୍‌ବାସ୍‌ ନ କଲା ଲକର୍‌ ବିତ୍‍ରେ ମିସା ନାଇ । ଜେନ୍ତାର୍‌କି ନିଜର୍‌ ସାନ୍‌ ଆୟାର୍‌ ସଙ୍ଗ୍‍ ସୁଆବସା ଅଇଲାନି ।
2 Und da wollt ihr euch noch in die Brust werfen und habt nicht vielmehr Leid getragen, damit der Schuldige aus eurer Mitte entfernt werde?
ଆରି ତମର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଏନ୍ତାରି କାମ୍‌ କଲାଆଚେ, ତେବେ ତମେ କାଇକେ ବଡ୍‌ପନ୍‌ ଦେକାଇଲାସ୍‌ନି? ସେ କରିରଇବା ପାପ୍‌ କାମର୍‌ ଲାଗି ଲାଜ୍‌ ଅଇକରି ସେନ୍ତାରି ଲକ୍‌କେ ତମର୍‌ ବିତ୍‌ରେଅନି ବାର୍‌କରାଇ ଦେବାର୍‌ ରଇଲା ।
3 Nun – ich, der ich leiblich zwar abwesend, aber mit meinem Geiste bei euch anwesend bin, habe über diesen Menschen, der sich so schwer vergangen hat, bereits Gericht gehalten, als ob ich persönlich bei euch wäre.
ମୁଇ ଗାଗଡ୍‍ ଇସାବେ ତମର୍‌ ଟାନେ ନ ରଇଲେମିସା ସେନ୍ତି କର୍‌ବାର୍‌ ରଇଲା, ଏଲେ ମିସା ଆତ୍‌ମାଇ ତମର୍‍ ସଙ୍ଗ୍‌ ଆଚି । ଜେ କି ଏନ୍ତାର୍‌ କାମ୍‌ କରିଆଚେ, ମୁଇ ତେଇ ରଇଲା ପାରା, ବେସି ବଡ୍‌ ଦସ୍‍ କଲା ଲକ୍‌କେ ଡଣ୍ଡ୍‌ ଦେବାର୍‌ ଆଚେ ବଲି ମାପ୍‍ରୁ ଜିସୁକିରିସ୍‍ଟର୍‍ ନାଉଁ ଦାରି, ମୁଇ ବିଚାର୍‌ କରି ସାରାଇ ଆଚି ।
4 Wir wollen uns nämlich im Namen des Herrn Jesus versammeln, ihr und mein Geist im Verein mit der Kraft unsers Herrn Jesus,
ତମେ ମାପ୍‌ରୁ ଜିସୁର୍‌ ନାଉଁଦାରି ଗଟେକ୍‌ଲଗେ ରୁଣ୍ଡ୍‌ ଅଇଲା ବେଲେ ମର୍‌ ଆତ୍‌ମା ଆରି ମାପ୍‌ରୁ ଜିସୁର୍‌ ବପୁ ତେଇ ଆଚେ ।
5 und wollen den betreffenden Menschen dem Satan zur Vernichtung des Fleisches übergeben, damit der Geist am Tage des Herrn Jesus gerettet werde.
ଏନ୍ତାରି ଲକ୍‌କେ ତାର୍‌ ଗାଗଡ୍‌ କୁରୁପ୍‌ନାସ୍‌ ଅଇଜିବାକେ ସଇତାନର୍‌ ଆତେ ସର୍‌ପି ଦେବାର୍‌ ଆଚେ । ସେନ୍ତାର୍‌ କଲେ ମାପ୍‌ରୁ ଆରି ତରେକ୍‌ ଆଇବା ବେଲେ ତାର୍‌ ଆତ୍‌ମା ରକିଆ ପାଇପାର୍‌ସି ।
6 Euer Ruhm ist nicht schön! Wißt ihr nicht, daß schon ein wenig Sauerteig den ganzen Teig durchsäuert?
ଏନ୍ତାରି ଲକ୍‌କେ ତମର୍‌ ମଣ୍ଡଲିତେଇ ସଙ୍ଗଇକରି ଏନ୍ତି ବଡ୍‌ପନ୍‌ ଅଇବାଟା ବଲ୍‌ନାଇ । ମନେ ରକା କଣ୍ଡେକ୍‌ କମିରର୍‌ ଲାଗି, ଚକଟ୍‌ଲା ସବୁ ଗୁଣ୍ଡ୍‌ ଆମଟ୍‌ ଅଇଜାଇସି, ଏଟା କାଇ ତମେ ନାଜାନାସ୍‌ କି?
7 Schafft den alten Sauerteig weg, damit ihr (durchweg) ein neuer Teig seid; ihr seid ja doch (als Christen) frei von allem Sauerteig; denn es ist ja auch unser Passahlamm geschlachtet worden: Christus.
ତମର୍‌ ବିତ୍‌ରେ ରଇବା ପାପର୍‌ ପୁର୍‌ନା କମିର୍‌ ପିଙ୍ଗିଦେଇ ପୁରାପୁରୁନ୍‌ ସୁକଲ୍‌ ଉଆ । ସେନ୍ତାର୍‌ କଲେ ତମେ କମିର୍‌ ନଇତେ ଚକଟ୍‌ଲା ନୁଆ ଗୁଣ୍ଡ୍‌ ପାରା ଅଇସା । ମୁଇ ଜାନି, ଏବେମିସା ତମେ ସେନ୍ତାରି ଆଚାସ୍‌ । ଆମର୍‌ ନିସ୍‌ତାର୍‌ ପରବ୍‌ ଦିନ୍‌ ତିଆର୍‌ ଅଇ ସାର୍‌ଲା ଆଚେ । ପରବର୍‌ ମେଣ୍ଡାପିଲା ନିଜେ କିରିସ୍‌ଟ ସର୍‌ପି ଅଇଆଚେ ।
8 Darum laßt uns Festfeier halten nicht im alten Sauerteig, auch nicht im Sauerteig der Schlechtigkeit und Bosheit, sondern im Süßteig der Lauterkeit und Wahrheit.
ତେବେ ଆସା, ଆମର୍‌ ପାପ୍‌ ଆରି କାରାପ୍‍ ରଇବା ପୁର୍‌ନା କମିର୍‌ ଚାଡିଦେଉଁ ଆରି କମିର୍‌ ନ ମିସ୍‌ଲା ରୁଟି ପାରା ଜେନ୍ତିକି ସତ୍‌ ଆରି ସୁଆଲ୍‌ ଅଇ ଏ ପରବର୍‌ ସାର୍‌ଦା କରୁ ।
9 Ich habe euch in meinem (vorigen) Briefe geschrieben, ihr möchtet keinen Verkehr mit unzüchtigen Leuten haben;
ମୁଇ ଆଗ୍‌ତୁ ବେସିଆମନର୍‌ ସଙ୍ଗ୍‌ ନ ମିସ୍‌ବାକେ ଚିଟି ଲେକିରଇଲି ।
10 (das heißt) nicht überhaupt mit den Unzüchtigen dieser Welt oder mit den Betrügern und Räubern oder Götzendienern; sonst müßtet ihr ja aus der Welt auswandern.
୧୦ତାର୍‌ ଅରତ୍‌ ନଏଁ ଜେ ଏ ଜଗତେ ରଇବା ବେସିଆ, ଲବ୍‌ରା, ଚର୍‌ନା ଆରି ମୁର୍‌ତି ପୁଜା କର୍‌ବା ଲକର୍‌ ସଙ୍ଗ୍‌ ମୁଲ୍‌କେ ମିସା ନାଇ ବଲି । ଜଦି ସେନ୍ତାର୍‌ କଲେ ତମେ ଜଗତ୍‌ ଚାଡି ବାରଇଜିବାକେ ପଡ୍‌ସି ।
11 Jetzt aber schreibe ich euch (unmißverständlich) so: Ihr dürft keinen Verkehr mit jemand haben, der den (christlichen) Brudernamen führt und dabei ein unzüchtiger Mensch oder ein Betrüger, ein Götzendiener, ein Verleumder, ein Trunkenbold oder ein Räuber ist; mit einem solchen Menschen dürft ihr nicht einmal Tischgemeinschaft haben.
୧୧ମାତର୍‌ ମର୍‌ କଇବାଟା ଅଇଲାନି, ଜନ୍‌ ବାଇ ମୁଇ ବିସ୍‌ବାସି ବଲି କଇକରି ବେବିଚାର୍‌ କାମ୍‌ କର୍‌ସି, କି କାଇଟା ଦେବାକେ ମିସା ଲବ୍‌ କର୍‌ସି, କୁଟ୍‌ କାତା କଇସି, ପୁତ୍‌ଲା ପୁଜା କର୍‌ସି, ବିନ୍‌ ଲକର୍‌ଟା ଦନ୍ଦିପନ୍ଦିକରି ନେଇସି, ଆରି ମାତୁଆଲ୍‌ ଅଇସି ବଇଲେ, ତାର୍‌ ସଙ୍ଗ୍‌ ମିସାନାଇ । ଏନ୍ତିକି ତାର୍‌ ସଙ୍ଗ୍‌ ମିସିକରି କାଇବାର୍‌ ମିସା ନାଇ ।
12 Denn was habe ich mit dem Richten von Leuten außerhalb der Gemeinde zu tun? Habt nicht auch ihr (nur) die zu eurer Gemeinde Gehörigen zu richten?
୧୨ବିସ୍‌ବାସ୍‌ ନ କର୍‌ବା ଲକ୍‌ମନ୍‌କେ ବିଚାର୍‌ କର୍‌ବାକେ ମୁଇ କେ? ପର୍‌ମେସର୍‌ ସେମନ୍‌କେ ବିଚାର୍‌ କର୍‌ସି । ଜନ୍‌ ଲକ୍‌ମନ୍‌ ମଣ୍ଡଲିତେଇ ରଇବାଇ, ସେମନ୍‌କେ ବିଚାର୍‌ କର୍‌ବାଟା ଆମର୍‌ କାମ୍‌ ।
13 Die draußen Stehenden wird Gott richten. Schafft den bösen Menschen aus eurer Mitte weg!
୧୩ସାସ୍‌ତରେ ଲେକା ଅଇଲାପାରା ତମର୍‌ ବିତ୍‌ରେ ଜନ୍‌ଲକ୍‌ ସେନ୍ତାରି କାରାପ୍‌ ଚଲାଚଲ୍‌ତି କଲାନି, ତାକେ ତମର୍‌ ବିତ୍‌ରେଅନି ବାର୍‌କରାଇ ଦିଆସ୍‌ ।

< 1 Korinther 5 >