< Matthaeus 10 >

1 Und er rief seine zwölf Jünger zu sich und gab ihnen Macht über die unsauberen Geister, daß sie sie austrieben und heilten allerlei Seuche und allerlei Krankheit.
ଜିସୁ ତାର୍‌ ବାର୍‌ଟା ପେରିତ୍‌ମନ୍‌କେ ଲଗେ ଡାକି ଡୁମା କେଦ୍‌ବାକେ, ସବୁ ରକାମର୍‌ ରଗ୍‌ ଆରି ଜର୍‌ଦୁକା ନିମାନ୍‌ କର୍‌ବାକେ ଅଦିକାର୍‌ ଦେଲା ।
2 Die Namen aber der zwölf Apostel sind diese: der erste Simon, genannt Petrus, und Andreas, sein Bruder; Jakobus, des Zebedäus Sohn, und Johannes, sein Bruder;
ସେ ବାର୍‌ଟା ପେରିତ୍‌ମନର୍‌ ନାଉଁ ଅଇଲାନି, ସିମନ୍‌ ଜାକେକି ପିତର୍‌ ବଲି ଡାକ୍‌ବାଇ, ଆରି ତାର୍‌ ବାଇ ଆନ୍ଦ୍‌ରିୟ, ଜେବଦିର୍‌ ପଅ ଜାକୁବ୍‌ ଆରି ତାର୍‌ ବାଇ ଜଅନ୍‌,
3 Philippus und Bartholomäus; Thomas und Matthäus, der Zöllner; Jakobus, des Alphäus Sohn, Lebbäus, mit dem Zunamen Thaddäus;
ପିଲିପ୍‌ ଆରି ବାର୍‌ତଲମି, ତମା ଆରି ସିସ୍‌ତୁମାଙ୍ଗୁମନ୍‌ ମାତିିଉ, ଆଲ୍‌ପିର୍‌ ପଅ ଜାକୁବ୍‌ ଆରି ତଦିୟ,
4 Simon von Kana und Judas Ischariot, welcher ihn verriet.
କିଣାନିୟ ସିମନ୍‌ ଜେ କି ଇସ୍‌ରାଏଲ୍‌ ଲକ୍‌ମନର୍‌ ମୁକ୍‌ତିର୍‌ ପାଇ ଚେସ୍‌ଟା କର୍‌ତେରଇଲା । ଆରି ଇସ୍‌କାରିୟତ୍‌ ଜିଉଦା, ଜେ ଜିସୁକେ ସତ୍‌ରୁମନ୍‍କେ ସର୍‌ପିଦେଇ ରଇଲା ।
5 Diese zwölf sandte Jesus, gebot ihnen und sprach: Gehet nicht auf der Heiden Straße und ziehet nicht in der Samariter Städte,
ଜିସୁ ବାର୍‌ଟା ସିସ୍‌ମନ୍‌କେ ପାଟାଇଲାବେଲେ କାଇଟା କର୍‌ବାର୍‌ ଆଚେ କାଇଟା ନାଇ ବଲି ଆଦେସ୍‌ ଦେଇ କଇଲା, “ତମେ ଜିଉଦି ନଇଲା ଲକ୍‌ମନର୍‌ କନ୍‌ ଜାଗାଇ ମିସା ଜାଆନାଇ କି ସମିରଣିୟ ଗଡେ ମିସା ପୁରାନାଇ ।
6 sondern gehet hin zu den verlorenen Schafen aus dem Hause Israel.
ମାତର୍‍ ଆଜିଗାଲା ମେଣ୍ଡାମନର୍‌ ପାରା ରଇବା ଇସ୍‌ରାଏଲ୍‌ମନର୍‌ ଲଗେ ଜା ।
7 Geht aber und predigt und sprecht: Das Himmelreich ist nahe herbeigekommen.
ସେମନର୍‌ ଲଗେ ଜାଇ ଜାନାଇକରି କୁଆ, ସରଗ୍‌ ରାଇଜ୍ ଲଗେ ଆଇଲା ଆଚେ!
8 Macht die Kranken gesund, reinigt die Aussätzigen, weckt die Toten auf, treibt die Teufel aus. Umsonst habt ihr's empfangen, umsonst gebt es auch.
ଜରର୍‌ ଲକ୍‌ମନ୍‌କେ ନିମାନ୍‌ କରା, ମଲା ଲକ୍‌ମନ୍‌କେ ଉଟାଆ, ବଡ୍‌ ରଗିମନ୍‌କେ ନିମାନ୍‌ କରା, ଡୁମାମନ୍‌କେ କେଦିଦିଆସ୍‌ । ଏ ସବୁ ସରଗର୍‌ ମାପ୍‌ରୁର୍‌ ତେଇଅନି ତିନ୍‌ପଲିଆରେ ମିଲାଇ ଆଚାସ୍‌ । ସେନ୍ତି ବିନ୍‌ ଲକ୍‌ମନ୍‌କେ କାଇଟା ନ ମାଙ୍ଗ୍‌ତେ ଦିଆସ୍‌ ।
9 Ihr sollt nicht Gold noch Silber noch Erz in euren Gürteln haben,
ଡାବୁ ମିସା ନିଆନାଇ ।
10 auch keine Tasche zur Wegfahrt, auch nicht zwei Röcke, keine Schuhe, auch keinen Stecken. Denn ein Arbeiter ist seiner Speise wert.
୧୦ଆରି ବୁଲ୍‌ବା ବେଲେ ମୁନା ଦାରି ବୁଲାନାଇ । ଗଟେକ୍‌ ଉଚ୍‌କା ପିନ୍ଦ୍‌ବା ପଚିଆ, ପାଣ୍ଡଇ, ଡାଙ୍ଗ୍‌ ନିଆ ନାଇ । ପାଇଟି କରୁ ତାର୍‌ ବୁତି ପାଇସିସେ ।”
11 Wo ihr aber in eine Stadt oder einen Markt geht, da erkundigt euch, ob jemand darin sei, der es wert ist; und bei demselben bleibet, bis ihr von dannen zieht.
୧୧“ଗଟେକ୍‌ ଗଡେ କି ଗାଏଁ କେଟ୍‌ସା ବଇଲେ, ତେଇ କେ ତମ୍‌କେ ନିଜର୍‌ ଗରେ ଡାକ୍‌ସି, ସେ ଲକ୍‌କେ କଜା, ଆରି ବିନେ ଜିବା ଜାକ ତାକର୍‌ ଗରେସେ ରୁଆ ।
12 Wo ihr aber in ein Haus geht, so grüßt es;
୧୨ଗରେ କେଟ୍‌ଲା ବେଲେ ତେଇ ରଇଲା ଲକ୍‌ମନ୍‌କେ ଜୁଆର୍‌ କରି କୁଆ, ‘ତମ୍‌କେ ସାନ୍ତି ମିଲ’ ।
13 und so es das Haus wert ist, wird euer Friede auf sie kommen. Ist es aber nicht wert, so wird sich euer Friede wieder zu euch wenden.
୧୩ସେମନ୍‌ ଜଦି ତମ୍‌କେ ଗତିଆ କରି ଡାକ୍‌ବାଇ, ତମେ କଇଲା ସାନ୍ତିର୍‌ କାତା ପୁରୁନ୍‌ ଅଇସି । ମାତର୍‌ ସେମନ୍‌ ଜଦି ତମ୍‌କେ ଗତିଆ କରି ନ ଡାକତ୍‌ ବଇଲେ, ତମେ କଇଲାଟା ତମର୍‌ ଲଗେ ବାଉଡି ଆଇସି ।
14 Und wo euch jemand nicht annehmen wird noch eure Rede hören, so geht heraus von demselben Haus oder der Stadt und schüttelt den Staub von euren Füßen.
୧୪ଜଦି କେ ମିସା ତମ୍‌କେ ନ ଡାକତ୍‌ କି ତମେ କଇଲା କାତା ନ ସୁନତ୍‌ ବଇଲେ, ‘ଏ ଜାଗା ଚାଡ୍‌ଲୁ’ ବଲି ଗଟେକ୍‌ ଚିନ୍‌ ପାରା ଦେକାଇବାକେ, ପାଦର୍‌ ଦୁଲି ପାପ୍‌ଡି, ସେ ଜାଗା ଚାଡି ଉଟିଜା ।
15 Wahrlich ich sage euch: Dem Lande der Sodomer und Gomorrer wird es erträglicher gehen am Jüngsten Gericht denn solcher Stadt.
୧୫ମୁଇ ତମ୍‌କେ ସତ୍‌ କଇଲିନି, ବିଚାର୍‌ନା ଦିନେ ସଦମ୍‌ ଗମରାକେ ପର୍‌ମେସର୍‌ ଅଦିକ୍‌ ଦୟା ଦେକାଇସି ।”
16 Siehe, ich sende euch wie Schafe mitten unter die Wölfe; darum seid klug wie die Schlangen und ohne Falsch wie die Tauben.
୧୬“ସୁନା, ବାଲିଆଡୁର୍‌କାମନର୍‌ ବିତ୍‌ରେ ମେଣ୍ଡାମନ୍‌କେ ପାଟାଇଲା ପାରା ମୁଇ ତମ୍‌କେ ପାଟାଇଲିିିନି । ସାଁପର୍‌ ପାରା ଚାଲାକି ଅଇ ପରୁଆପାରା ସୁଆଲ୍‌ ଉଆ ।
17 Hütet euch vor den Menschen; denn sie werden euch überantworten vor ihre Rathäuser und werden euch geißeln in ihren Schulen.
୧୭ମାତର୍‌ ଜାଗ୍‌ରତ୍‌ ଅଇରୁଆ, କାଇକେ ବଇଲେ ଲକ୍‌ମନ୍‌ ସେମନର୍‌ ବିଚାର୍‌ କର୍‌ବା ଜାଗାମନର୍‌ତେଇ ତମ୍‍କେ ସର୍‌ପିଦେବାଇ ଆରି ପାର୍‌ତନା ଗର୍‌ମନ୍‌କେ ତମ୍‌କେ କର୍‌ଡା ମାର୍‌ବାଇ ।
18 Und man wird euch vor Fürsten und Könige führen um meinetwillen, zum Zeugnis über sie und über die Heiden.
୧୮ଆରି ତମେ ମର୍‌ ସିସ୍‌ ଅଇଲାର୍‌ ଲାଗି, ରାଜା ଆରି ସାସନ୍‌ କର୍‌ବା ଲକ୍‌ମନର୍‌ ଲଗେ ନିଆଅଇ ବିଚାର୍‌ କରାଇଅଇସା । ଇତିଅନି ସେମନ୍‌କେ ଆରି ଜିଉଦି ନଇଲା ଲକ୍‌ମନର୍‌ ତେଇ ମର୍‌ ବିସଇନେଇ କଇବାକେ ତମେ ବେଲା ପାଇସା ।
19 Wenn sie euch nun überantworten werden, so sorget nicht, wie oder was ihr reden sollt; denn es soll euch zu der Stunde gegeben werden, was ihr reden sollt.
୧୯ତମର୍‌ ବିଚାର୍‌ନା ଅଇବାବେଲେ ‘କାଇଟା କଇବି, କେନ୍ତି କଇବି’ ବଲି ଚିନ୍ତା କରି ତେରେପେତେ ନ ଉଆ । ଟିକ୍ ସେବେଲାଇ ସେଟା ତମ୍‌କେ ଜାନାଇ ଦିଆଅଇସି ।
20 Denn ihr seid es nicht, die da reden, sondern eures Vaters Geist ist es, der durch euch redet.
୨୦କାଇକେ ବଇଲେ ତମେ ନିଜେ କାଇଟା କଇବାକେ ନ ପଡେ । ବାବା ପର୍‌ମେସର୍‌ ସୁକଲ୍‌ ଆତ୍‌ମାଇ ତମର୍‌ ଟଣ୍ଡେଅନି କାତା କଇସି ।”
21 Es wird aber ein Bruder den andern zum Tod überantworten und der Vater den Sohn, und die Kinder werden sich empören wider die Eltern und ihnen zum Tode helfen.
୨୧ଲକ୍‌ମନ୍‌ ନିଜର୍‌ ବାଇକେ ମରନର୍‌ ଡଣ୍ଡ୍‌ ବଗ୍‌ବାକେ ଦାରାଇଦେବାଇ । ବାବା ମିସା ନିଜର୍‌ ପିଲାମନ୍‌କେ ସେନ୍ତାରି କର୍‌ସି । ପିଲା ଟକିମନ୍‌ ବାବାମାଆର୍‌ ବିରଦେ ଉଟି ସେମନ୍‌କେ ମରାଇବାଇ ।
22 Und ihr müsset gehaßt werden von jedermann um meines Namens willen. Wer aber bis an das Ende beharrt, der wird selig.
୨୨ମକେ ବିସ୍‌ବାସ୍‌ କଲାର୍‌ ଲାଗି ତମ୍‌କେ ସବୁ ଲକ୍‌ ଗିନ୍‌ କର୍‌ବାଇ । ମାତର୍‌ ଜନ୍‌ ଲକ୍‌ ସାରାସାରି ଜାକ ସାଆସ୍‌ ଦାରି ରଇସି, ସେ ମୁକ୍‌ତି ପାଇସି ।
23 Wenn sie euch aber in einer Stadt verfolgen, so flieht in eine andere. Wahrlich ich sage euch: Ihr werdet mit den Städten Israels nicht zu Ende kommen, bis des Menschen Sohn kommt.
୨୩ଗଟେକ୍‌ ନଅରେ ଦୁକ୍‌ କସ୍‌ଟ ଦେଲେ, ତମେ ଆରି ଗଟେକ୍‌ ନଅରେ ଉଟି ପାଲାଆ । ମୁଇ ତମ୍‌କେ ସତ୍‌କାତା କଇଲିନି, ତମେ ଇସ୍‌ରାଏଲ୍‌ ଦେସେ ରଇବା ସବୁ ଗଡେ ବୁଲି ନ ସାର୍‌ତେ, ନର୍‌ପିଲା ମୁଇ ଆରି ତରେକ୍‌ ବାଉଡି ଆସିରଇବି ।
24 Der Jünger ist nicht über seinen Meister noch der Knecht über den Herrn.
୨୪“କନ୍‌ ସିସ୍‌ ମିସା ଗୁରୁର୍‌ ତେଇଅନି ବଡ୍‌ ନଏଁ । ଗତିଦାଙ୍ଗ୍‌ଡା ସାଉକାରର୍‌ତେଇଅନି ବଡ୍‌ ନଏଁ ।
25 Es ist dem Jünger genug, daß er sei wie sein Meister und der Knecht wie sein Herr. Haben sie den Hausvater Beelzebub geheißen, wie viel mehr werden sie seine Hausgenossen also heißen!
୨୫ସିସ୍‌ ତାର୍‌ ଗୁରୁର୍‌ ପାରା ଆରି ଗତିଦାଙ୍ଗ୍‌ଡା ନିଜର୍‌ ସାଉକାର୍‌ ପାରା ଅଇଲେ ସେମନ୍‌ ସାର୍‌ଦା ଅଇବାର୍‌ ଆଚେ । ଗଟେକ୍‌ ଗରର୍‌ ମୁକିଆ ମକେ, ବାଲ୍‍ଜିବୁଲ୍‌ ବଲି ଡାକ୍‌ଲାଇନି ବଇଲେ, ଗରର୍‌ ଆରି ଅଦେକ୍‌ ଲକ୍‌ମନ୍‌କେ ବାଇଦରେ ଅଦିକ୍‌ କାରାପ୍‌ ନାଉଁ ଦାରି ଡାକ୍‌ବାଇ ।”
26 So fürchtet euch denn nicht vor ihnen. Es ist nichts verborgen, das es nicht offenbar werde, und ist nichts heimlich, das man nicht wissen werde.
୨୬“ସେଟାର୍‌ପାଇ ଲକ୍‌ମନ୍‌କେ ଡରାନାଇ । ଜନ୍‌ ବିସଇ କି ଲୁଚ୍‌ତେ ଆଚେ, ସେଟା କେବେ ନଇଲେ କେବେ ଡିସ୍‌ସି ଆରି ସବୁ ଲୁଚ୍‌ଲା କାତାମନ୍‌ ଜାନା ପଡ୍‌ସି ।
27 Was ich euch sage in der Finsternis, das redet im Licht; und was ihr hört in das Ohr, das predigt auf den Dächern.
୨୭ଜନ୍‌ଟା ମୁଇ ତମ୍‌କେ ଆନ୍ଦାର୍‌ ବେଲାଇ କଇଲିନି ସେଟା ତମେ ଉଜ୍‌ଲେ କୁଆ, ଆରି ଜନ୍‌ଟା ଲୁଚ୍‌ତେ ସୁନିଆଚାସ୍‌ ସେଟା ଗରର୍‌ ଚାଉନି ଉପ୍‌ରେ ଟିଆଅଇ କୁଆ ।
28 Und fürchtet euch nicht vor denen, die den Leib töten, und die Seele nicht können töten; fürchtet euch aber vielmehr vor dem, der Leib und Seele verderben kann in der Hölle. (Geenna g1067)
୨୮ଜନ୍‌ଲକ୍‌ମନ୍‌ ତମର୍‌ ଗାଗଡ୍‌ ନସ୍‌ଟ କର୍‌ବାଇ ମାତର୍‌ ତମର୍‌ ଆତ୍‌ମାକେ କାଇଟା କରିନାପାରତ୍‌ ସେମନ୍‌କେ ଡରାନାଇ । ମାତର୍‌ ଜନ୍‌ ପର୍‌ମେସର୍‌ ତମର୍‌ ଗାଗଡ୍‌ ଆରି ଆତ୍‌ମାକେ ନରକ୍‌ କୁଣ୍ଡେ ପିଙ୍ଗ୍‌ସି, ତାକେ ଡରା । (Geenna g1067)
29 Kauft man nicht zwei Sperlinge um einen Pfennig? Dennoch fällt deren keiner auf die Erde ohne euren Vater.
୨୯ଡାବୁଦେଇ ଦୁଇଟା ଚେଟିଆ ଚଡଇ ଗେନିପାରାସ୍‌, ମାତର୍‌ ତମର୍‌ ବାବା ପର୍‌ମେସର୍‌ ନାଜାନ୍‌ତେ ସେ ଚଡଇମନର୍‌ତେଇଅନି ଗଟେକ୍‌ ମିସା ନ ମରତ୍‌ ।
30 Nun aber sind auch eure Haare auf dem Haupte alle gezählt.
୩୦ଆରି ପର୍‌ମେସର୍‌ ତମର୍‌ ମୁଣ୍ଡର୍‌ ଚେଣ୍ଡି ମିସା ଗଟେକ୍‌ ଗଟେକ୍‌ କରି ଏଜିଆଚେ ।
31 So fürchtet euch denn nicht; ihr seid besser als viele Sperlinge.
୩୧ଡରାନାଇ, ବେସି ଚେଟିଆ ଚଡଇମନର୍‌ ତେଇ ଅନି ତମର୍‌ ଦାମ୍‌ ଅଦିକ୍‌ ।”
32 Wer nun mich bekennet vor den Menschen, den will ich bekennen vor meinem himmlischen Vater.
୩୨“ଜେ ମକେ ସବୁର୍‌ ମୁଆଟେ ‘ମର୍‌ ଲକ୍‌’ ବଲି ନାମ୍‌ସି, ମୁଇ ମିସା ମର୍‌ ସରଗର୍‌ ବାବାର୍‌ ମୁଆଟେ ସେମନ୍‍କେ ‘ମର୍‌ ଲକ୍‌’ ବଲି କଇବି ।
33 Wer mich aber verleugnet vor den Menschen, den will ich auch verleugnen vor meinem himmlischen Vater.
୩୩ମାତର୍‌ ଜନ୍‌ ଲକ୍‌ ମକେ ସବୁର୍‌ ମୁଆଟେ ‘ତାକେ ନାଜାନି’ ବଲି କଇସି, ମୁଇ ମିସା ମର୍‌ ସରଗର୍‌ ବାବାର୍‌ ମୁଆଟେ ‘ତାକେ ନାଜାନି’ ବଲି କଇବି ।”
34 Ihr sollt nicht wähnen, daß ich gekommen sei, Frieden zu senden auf die Erde. Ich bin nicht gekommen, Frieden zu senden, sondern das Schwert.
୩୪“ମୁଇ ଏ ଦୁନିଆଇ ସାନ୍ତି ଦେବାର୍‌ ଆସିଆଚି ବଲି ତମେ ବାବା ନାଇ । ନାଇ, ସାନ୍ତି ଦେବାକେ ଆସି ନାଇ, କାଣ୍ଡା ଦେବାକେ ଆଇଲିଆଚି ।
35 Denn ich bin gekommen, den Menschen zu erregen gegen seinen Vater und die Tochter gegen ihre Mutter und die Schwiegertochter gegen ihre Schwiegermutter.
୩୫ମର୍‌ ଲାଗି ପିଲା ବାବାକେ ବିରଦ୍‌ କର୍‌ସି, ଟକି ଆୟାକେ ବିରଦ୍‌ କର୍‌ସି ଆରି ବୁଆରି ସାତ୍‌ରିର୍‌ ବିରଦେ ଉଟ୍‌ସି ।
36 Und des Menschen Feinde werden seine eigenen Hausgenossen sein.
୩୬ନିଜର୍‌ ଗରର୍‌ ଲକ୍‌ମନ୍‌ସେ ନିଜର୍‌ ସତ୍‌ରୁ ଅଇବାଇ ।”
37 Wer Vater oder Mutter mehr liebt denn mich, der ist mein nicht wert; und wer Sohn oder Tochter mehr liebt denn mich, der ist mein nicht wert.
୩୭“କେମିସା ଜଦି ନିଜର୍‌ ମାବାବାକେ ମର୍‌ତେଇଅନି ଅଦିକ୍‌ ଆଲାଦ୍‌ କର୍‌ସି, ସେ ମର୍‌ ସିସ୍‌ ଅଇନାପାରେ । ଆରି ଜନ୍‌ ଲକ୍‌ ମକେ ଆଲାଦ୍‌ କର୍‌ବାଟାନେ ଅନି ନିଜର୍‌ ପିଲାଟକିକେ ଅଦିକ୍‌ ଆଲାଦ୍‌ କର୍‌ସି ବଇଲେ ସେ ମର୍‌ ସିସ୍‌ ଅଇବାକେ ଅଦିକାର୍‍ ନ ପାଏ ।
38 Und wer nicht sein Kreuz auf sich nimmt und folgt mir nach, der ist mein nicht wert.
୩୮ଜନ୍‌ ଲକ୍‌ ନିଜର୍‌ କୁରୁସ୍‌ ବଇ ମର୍‌ ସଙ୍ଗ୍‍ ନ ଆସେ ବଇଲେ ସେ ମର୍‌ ସିସ୍‌ ଅଇବାକେ ଅଦିକାର୍‍ ନ ପାଏ ।
39 Wer sein Leben findet, der wird's verlieren; und wer sein Leben verliert um meinetwillen, der wird's finden.
୩୯ଜନ୍‌ଲକ୍‌ ନିଜର୍‌ ଜିବନ୍‌ ରକିଆ କର୍‌ବାକେ ଚେସ୍‌ଟା କର୍‌ସି ବଇଲେ ସେ ସେଟା ଆରାଇସି । ମାତର୍‌ ଜେ ମର୍‌ ଲାଗି ତାର୍‌ ଜିବନ୍‌ ଆରାଇସି ବଇଲେ, ସେ ସତଇସେ ସେଟା ରକିଆ କର୍‌ସି ।”
40 Wer euch aufnimmt, der nimmt mich auf; und wer mich aufnimmt, der nimmt den auf, der mich gesandt hat.
୪୦“ଜନ୍‌ ଲକ୍‌ ତମ୍‌କେ ଡାକିନେଇସି, ସେ ମର୍‌ପାଇ ସେଟା କଲାନି । ଆରି ଜନ୍‌ ଲକ୍‌ ମକେ ଡାକିନେଇସି ସେ ମକେ ପାଟାଇଲା ବାବା ପରମେସରର୍‌ ପାଇ ସେଟା କଲାନି ।
41 Wer einen Propheten aufnimmt in eines Propheten Namen, der wird eines Propheten Lohn empfangen. Wer einen Gerechten aufnimmt in eines Gerechten Namen, der wird eines Gerechten Lohn empfangen.
୪୧ଜେ ମିସା ଗଟେକ୍‌ ବବିସତ୍‌ବକ୍‌ତାକେ ‘ପର୍‌ମେସରର୍‌ କାତା ସୁନାଉ’ ବଲି ଡାକ୍‌ସି, ବବିସତ୍‍ବକ୍‍ତାକେ ମିଲ୍‌ବା ପୁରୁସ୍‌କାର୍‌ତେଇ ସେ ମିସା ମିସ୍‌ସି । ଆରି ଜେ ଦରମ୍‌ ଲକ୍‌କେ ଗରେ ଡାକ୍‌ସି, ଦରମ୍‌ ଲକ୍‌କେ ମିଲ୍‌ବା ପୁରୁସ୍‌କାର୍‌ତେଇ ସେ ମିସା ମିସ୍‌ସି ।
42 Und wer dieser Geringsten einen nur mit einem Becher kalten Wassers tränkt in eines Jüngers Namen, wahrlich ich sage euch: es wird ihm nicht unbelohnt bleiben.
୪୨ଆରି ଜନ୍‌ ଲକ୍‌ ମର୍‌ ପଚେ ପଚେ ଆଇବା ମୁକିଅ ନଇଲା ଗଟେକ୍‌ ସାନ୍‌ ସିସ୍‌କେ, ଗିଲ୍‍ସେକ୍‍ ପାନି ଦେଇସି, ସେ ମର୍‌ ସିସ୍‌ । ସେ ପୁରୁସ୍‌କାର୍‌ ପାଇସି ଆକା ।”

< Matthaeus 10 >