< Hebraeer 1 >

1 Nachdem vorzeiten Gott manchmal und mancherleiweise geredet hat zu den Vätern durch die Propheten,
ପର୍‌ମେସର୍‌ ପୁର୍‌ବେ ବିନ୍‌ ବିନ୍‌ ବେଲାଇ ଆରି ବିନ୍‌ ବିନ୍‌ ବାଟେ ବବିସତ୍‌ବକ୍‌ତା ମନ୍‌କେ ପାଟାଇକରି, ଆମର୍‌ ଆନିଦାଦିମନର୍‌ ସଙ୍ଗ୍‍ କାତା ଅଇଲା ।
2 hat er am letzten in diesen Tagen zu uns geredet durch den Sohn, welchen er gesetzt hat zum Erben über alles, durch welchen er auch die Welt gemacht hat; (aiōn g165)
ମାତର୍‌ ଏ ସେସ୍‌ କାଲେ ତାର୍‌ ପଅକେ ପାଟାଇକରି ତାର୍‌ କାତା ଜାନାଇ ଆଚେ । ତାର୍‌ଲାଗି ଏ ଜଗତ୍‌ ତିଆର୍‌ କଲାଆଚେ ଆରି ଜଗତର୍‌ ସବୁ ବିସଇର୍‍ ଉପ୍‌ରେ ତାକେ ଅଦିକାର୍‌ ଦେଲାଆଚେ । (aiōn g165)
3 welcher, sintemal er ist der Glanz seiner Herrlichkeit und das Ebenbild seines Wesens und trägt alle Dinge mit seinem kräftigen Wort und hat gemacht die Reinigung unsrer Sünden durch sich selbst, hat er sich gesetzt zu der Rechten der Majestät in der Höhe
ପର୍‌ମେସରର୍‌ ମଇମାର୍‌ ଉଜଲ୍‌ ମାପ୍‌ରୁ ଜିସୁର୍‌ଟାନେ ଡିସ୍‌ସି । ପର୍‌ମେସର୍‌ ଜେନ୍ତାରି ଆଚେ, ତାର୍‌ ପଅ ସେନ୍ତାରିସେ । ଜନ୍‌ ବପୁର୍‌ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍‍ ତିଆର୍‌କଲାଟା ସେ ସାସନ୍‌ କର୍‌ସି । ଆମର୍‌ ପାପର୍‌ ଲାଗି କେମା କରିସାରାଇଲା ପଚେ, ସେ ସର୍‌ଗେ ବାଅଡ୍‌ଲା । ଆରି ସବୁର୍‌ତେଇଅନି ବପୁ ରଇବା ପର୍‌ମେସରର୍‌ ଉଜାବାଟେ ସାସନ୍‌ କର୍‌ବାକେ ବସ୍‌ଲା ।
4 und ist so viel besser geworden den die Engel, so viel höher der Name ist, den er von ihnen ererbt hat.
ପର୍‌ମେସର୍‌ ତାର୍‌ ପଅକେ ସରଗର୍‌ ଦୁତ୍‌ମନର୍‌ ଟାନେଅନି ମୁକିଅ କଲା ଆରି ସେମନର୍‌ଟାନେଅନି ତାକେ ବଡ୍‌ ନାଉଁ ଦେଲା ।
5 Denn zu welchem Engel hat er jemals gesagt: “Du bist mein lieber Sohn, heute habe ich dich gezeugt”? und abermals: “Ich werde sein Vater sein, und er wird mein Sohn sein”?
କାଇକେବଇଲେ, ପର୍‌ମେସର୍‌ ତାର୍‌ କନ୍‌ ଦୁତ୍‌କେ ମିସା ଏନ୍ତାରି କଏ ନାଇ, ତୁଇ ମର୍‌ ପଅ, ଆଜିଅନି ମୁଇ ତର୍‌ ବାବା ଅଇଲି ଆଚି, ତାର୍‌ କନ୍‌ ଦୁତର୍‍ ବିସଇ ଏନ୍ତାରି କଏନାଇ, ମୁଇ ତର୍‌ ବାବା ଅଇବି ଆରି ସେ ମର୍‌ ପଅ ଅଇସି ।
6 Und abermals, da er einführt den Erstgeborenen in die Welt, spricht er: “Und es sollen ihn alle Engel Gottes anbeten.”
ମାତର୍‌ ପର୍‌ମେସର୍‌ ଜେଡେବେଲେ ତାର୍‌ ପଣୁଆ ପଅକେ ଏ ଜଗତେ ପାଟାଇଲା, ସେ ଏନ୍ତାରି କଇରଇଲା, ପର୍‌ମେସରର୍‌ ଦୁତ୍‌ମନ୍‌ ତାକେ ସେବା କର୍‌ବାଇ ।
7 Von den Engeln spricht er zwar: “Er macht seine Engel zu Winden und seine Diener zu Feuerflammen”,
ମାତର୍‌ ସରଗର୍‌ ଦୁତ୍‌ମନର୍‌ ବିସଇନେଇ ପର୍‌ମେସର୍‌ ଏନ୍ତାରି କଇରଇଲା, ପର୍‌ମେସର୍‌ ତାର୍‌ ଦୁତ୍‌ମନ୍‌କେ ପବନ୍‌ ପାରା କଲାଆଚେ । ଆରି ତାର୍‌ ଦାଙ୍ଗ୍‌ଡାମନ୍‌କେ ଲାଗ୍‌ବା ଜଇପାରା କଲାଆଚେ ।
8 aber von dem Sohn: “Gott, dein Stuhl währt von Ewigkeit zu Ewigkeit; das Zepter deines Reichs ist ein richtiges Zepter. (aiōn g165)
ତାର୍‌ ପଅର୍‌ ବିସଇ ସେ ଏନ୍ତାରି କଇରଇଲା, “ଏ ପର୍‌ମେସର୍‌ ତର୍‌ ରାଇଜ୍‌ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ରଇସି, ଆରି କେବେ ନ ସାରେ । କାଇ ଅନିଆଇ ନ କରି ତର୍‌ ଲକ୍‌ମନ୍‌କେ ସାସନ୍‌ କଲୁସ୍‌ନି । (aiōn g165)
9 Du hast geliebt die Gerechtigkeit und gehaßt die Ungerechtigkeit; darum hat dich, o Gott, gesalbt dein Gott mit dem Öl der Freuden über deine Genossen.”
ସତ୍‌ ବିସଇ ମନ୍‍କରି ବିନ୍‌ ବିସଇ ଗିନ୍‌ କଲୁସ୍‌ନି । ତେବର୍‌ପାଇ ତର୍‌ ପର୍‌ମେସର୍‌ ତକେ ବାଚ୍‌ଲାଆଚେ । ସେ ତକେ ଆଲାଦ୍‌ କରି ତର୍‌ ସଙ୍ଗାରିମନର୍‌ ତେଇଅନି ଅଦିକ୍‌ ସନ୍‌ମାନ୍‌ ଦେଇ ସାର୍‌ଦା କରାଇଆଚେ ।”
10 Und: “Du, HERR, hast von Anfang die Erde gegründet, und die Himmel sind deiner Hände Werk.
୧୦ସେ ଏନ୍ତାରି ମିସା କଇଲାଆଚେ, “ଏ ମାପ୍‌ରୁ ଆରାମେ ଅନି ତୁଇ ଜଗତ୍‌ ତିଆର୍‌ କରିଆଚୁସ୍‌ । ଆରି ତର୍‌ ନିଜର୍‌ ଆତେ ଆକାସ୍‌ ଆରି ତେଇ ରଇବା ସବୁଜାକ ତିଆର୍‌ କଲୁସ୍‌ ।
11 Sie werden vergehen, du aber wirst bleiben. Und sie werden alle veralten wie ein Kleid;
୧୧ସେଟା ସବୁ ମାୟା ଅଇଜାଇସି, ମାତର୍‌ ତୁଇ ସବୁଦିନର୍‌ପାଇ ରଇସୁ । ସେଟା ସବୁ ପୁର୍‌ନା ଲୁଗା ପାରା ଚିରି ଅଇଜାଇସି ।
12 und wie ein Gewand wirst du sie wandeln, und sie werden sich verwandeln. Du aber bist derselbe, und deine Jahre werden nicht aufhören.”
୧୨ଲୁଗା ଦୁନାଇକରି ସଙ୍ଗଇଲା ପାରା ତୁଇ ସେଟାମନ୍‌କେ ସଙ୍ଗଇସୁ । ଆରି ଲୁଗା ପାଲ୍‌ଟନା କଲାପାରା ବାଦ୍‌ଲାଇସୁ । ମାତର୍‌ ନିଜେ ତୁଇ ନ ବାଦ୍‌ଲି କରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସୁ ।”
13 Zu welchem Engel aber hat er jemals gesagt: “Setze dich zu meiner Rechten, bis ich lege deine Feinde zum Schemel deiner Füße”?
୧୩ପର୍‌ମେସର୍‌ ତାର୍‌ କନ୍‌ ଦୁତ୍‌ମନ୍‌କେ ମିସା କଏନାଇ, “ମୁଇ ତମର୍‌ ଦୁତ୍‌ମନ୍‌କେ ତମର୍‌ ପାଦ୍‌ତଲେ ନ ସଙ୍ଗଇବା ଜାକ ମର୍‌ ଉଜାବାଟେ ବସି ରୁଆ ।”
14 Sind sie nicht allzumal dienstbare Geister, ausgesandt zum Dienst um derer willen, die ererben sollen die Seligkeit?
୧୪ତେବର୍‌ପାଇ ପିଲାମନ୍‌ ସବୁ ରକତ୍‌ ମାଉଁସ୍‌ ମିସି ରଇବାକେ ସେ ମିସା ନିଜର୍‌ ସେ ରକାମ୍‌ ସିତି ମିସିଗାଲା, ଆରି ତାର୍‌ ମରନ୍‌ ସଙ୍ଗ୍‌ ମରନର୍‌ ଅଦିକାରି ସୟ୍‌ତାନ୍‌କେ ବିନାସ୍‌ କଲା ।

< Hebraeer 1 >