< Apostelgeschichte 21 >
1 Als nun geschah, daß wir, von ihnen gewandt, dahinfuhren, kamen wir geradewegs gen Kos und am folgenden Tage gen Rhodus und von da nach Patara.
୧ସେମନ୍କେ ପାଟାଇଦେଇକରି ଆମେ ତେଇଅନି ଜାଜେ ଚଗି ସିଦା କସ୍ ନାଉଁର୍ ଜାଗାଇ କେଟ୍ଲୁ । ତାର୍ ଆର୍କର୍ ଦିନେ ରଦେ କେଟ୍ଲୁ, ସମ୍ଦୁର୍ ପାଲି ପାଲି ଜାଇ ପାତାରା ନାଉଁର୍ ଜାଗାଇ ଗାଲୁ ।
2 Und da wir ein Schiff fanden, das nach Phönizien fuhr, traten wir hinein und fuhren hin.
୨ତେଇଅନି ପିନିସିଆଇ ଜାଇତେ ରଇବା ଗଟେକ୍ ଜାଜେ ଚଗି ଜିବାର୍ ଦାର୍ଲୁ ।
3 Als wir aber Zypern ansichtig wurden, ließen wir es zur linken Hand und schifften nach Syrien und kamen an zu Tyrus; denn daselbst sollte das Schiff die Ware niederlegen.
୩ତାର୍ପଚେ ଡିସ୍ତେରଇବା ସାଇପରସ୍ ନାଉଁର୍ ଗଟେକ୍ ଜାଗାଇ କେଟ୍ଲୁ । ତେଇଅନି ତାର୍ ଦକିଣ୍ଦିଗ୍ ବାଟେ ଜାଇ ସିରିଆଇ କେଟ୍ଲୁ । ଆମେ ଟାୟର୍ ନାଉଁର୍ ଗଟେକ୍ ଜାଗାଇ, ପାନିଜାଜେଅନି ଉତର୍ଲୁ, କାଇକେ ବଇଲେ, ଏ ଜାଜେଅନି ଦିନ୍ସୁମନ୍ ଉତ୍ରାଇବାର୍ ରଇଲା ।
4 Und als wir Jünger fanden, blieben wir daselbst sieben Tage. Die sagten Paulus durch den Geist, er sollte nicht hinauf gen Jerusalem ziehen.
୪ତେଇ ଆମେ କେତେଟା ବିସ୍ବାସିମନର୍ ସଙ୍ଗ୍ ବେଟ୍ ଅଇ ସେମନର୍ ସଙ୍ଗ୍ ଗଟେକ୍ ଆଟ୍ ରଇଲୁ, ସୁକଲ୍ଆତ୍ମାର୍ ଚାଲ୍ନା ପାଇକରି ସେମନ୍, ଜିରୁସାଲମେ ଜିବାକେ ପାଉଲ୍କେ ମନା କଲାଇ ।
5 Und es geschah, da wir die Tage zugebracht hatten, zogen wir aus und reisten weiter. Und sie geleiteten uns alle mit Weib und Kindern bis hinaus vor die Stadt, und wir knieten nieder am Ufer und beteten.
୫ମାତର୍ ସେମନର୍ ସଙ୍ଗ୍ ଗଟେକ୍ ଆଟ୍ ରଇଲା ପଚେ, ଆମେ ସେମନ୍କେ ଚାଡିକରି ଆମର୍ ବାଟେ ଉଟି ଆଇଲୁ । ଆମ୍କେ ପାଟାଇ ଦେବାକେ ସେମନ୍ ନିଜର୍ ନିଜର୍ ପିଲା ମାଇଜି ସଙ୍ଗ୍ ଗଡ୍ ବାଇରେ ରଇବା, ସମ୍ଦୁର୍ କଣ୍ଡିଜାକ ଆଇଲାଇ । ତେଇ ଆମେ ସବୁ ଲକ୍ ମାଣ୍ଡିକୁଟା ଦେଇ ପାର୍ତନା କଲୁ ।
6 Und als wir einander gesegnet, traten wir ins Schiff; jene aber wandten sich wieder zu dem Ihren.
୬ତାର୍ପଚେ ଆମେ ସେମନର୍ ସଙ୍ଗ୍, ଜୁଆର୍ବେଟ୍ ଅଇ ଜାଜେ ଚଗ୍ଲୁ, ସେମନ୍ ଗରେ ବାଉଡି ଗାଲାଇ ।
7 Wir aber vollzogen die Schiffahrt von Tyrus und kamen gen Ptolemais und grüßten die Brüder und blieben einen Tag bei ihnen.
୭ଆମେ ଟାୟରେଅନି ପାନିଜାଜେ ବାରଇ ପତ୍ଲମା ନାଉଁର୍ ଜାଗାଇ କେଟ୍ଲୁ, ତେଇ ବିସ୍ବାସି ବାଇମନର୍ ସଙ୍ଗ୍ ଜୁଆର୍ବେଟ୍ ଅଇ ଗଟେକ୍ ଦିନ୍ ରଇଲୁ ।
8 Des andern Tages zogen wir aus, die wir um Paulus waren, und kamen gen Cäsarea und gingen in das Haus Philippus des Evangelisten, der einer der sieben war, und blieben bei ihm.
୮ଆର୍କର୍ ଦିନେ ଆମେ ସେ ଜାଗା ଚାଡି, ସିସେରିଆ ନାଉଁର୍ ଜାଗାଇ କେଟ୍ଲୁ, ତେଇ ମାପ୍ରୁର୍ କାତା ଜାନାଇବା, ପିଲିପର୍ ଗରେ ରଇଲୁ, ଜିରୁସାଲମେ ସେବା କର୍ବାକେ ବାଚାଇଅଇରଇବା ସାତ୍ ଲକର୍ ବିତ୍ରେଅନି, ପିଲିପ୍ ଗଟେକ୍ ଲକ୍ ରଇଲା ।
9 Der hatte vier Töchter, die waren Jungfrauen und weissagten.
୯ପିଲିପର୍ ଚାର୍ଟା ଦାଙ୍ଗ୍ଡି ଟକିମନ୍ ବିବା ନ ଅଇକରି ରଇଲାଇ, ସେମନ୍ ପରମେସର୍ କଇଲା କାତା ଜାନାଇତେ ରଇଲାଇ ।
10 Und als wir mehrere Tage dablieben, reiste herab ein Prophet aus Judäa, mit Namen Agabus, und kam zu uns.
୧୦ଆମେ ସେ ଜାଗାଇ ବେସି ଦିନ୍ ରଇଲା ପଚେ, ଜିଉଦା ରାଇଜେଅନି ଆଗାବ୍ ନାଉଁର ଗଟେକ୍ ବବିସତ୍ବକ୍ତା ତେଇ ଆଇଲା ।
11 Der nahm den Gürtel des Paulus und band sich die Hände und Füße und sprach: Das sagt der heilige Geist: Den Mann, des der Gürtel ist, werden die Juden also binden zu Jerusalem und überantworten in der Heiden Hände.
୧୧ସେ ଆମର୍ ଲଗେ ଆସି ପାଉଲର୍ ଆଟାବେଡା ନେଲା, ତେଇ ସେ ନିଜର୍ ଆତ୍ ଗଡ୍ ବାନ୍ଦି କରି କଇଲା, “ସୁକଲ୍ଆତ୍ମା ମକେ ଜାନାଇଲା ଆଚେ ଜେ, ଏ ଆଟାବେଡାର୍ ସାଉକାର୍କେ ଜିରୁସାଲାମର୍ ଜିଉଦିମନ୍, ଏନ୍ତି ବାନ୍ଦି ଜିଉଦିନଇଲା ଲକ୍ମନ୍କେ ସର୍ପିଦେବାଇ ।”
12 Als wir aber solches hörten, baten wir und die desselben Ortes waren, daß er nicht hinauf gen Jerusalem zöge.
୧୨ଏଟା ସୁନି ଆମେ ଆରି ସେ ଜାଗାଇ ରଇଲା ବିନ୍ଲକ୍ମନ୍, ପାଉଲ୍କେ “ଜିରୁସାଲାମେ ନ ଜାଆ” ବଲି ବାବୁଜିଆ କଲୁ ।
13 Paulus aber antwortete: Was macht ihr, daß ihr weinet und brechet mir mein Herz? Denn ich bin bereit, nicht allein mich binden zu lassen, sondern auch zu sterben zu Jerusalem um des Namens willen des HERRN Jesu.
୧୩ମାତର୍ ପାଉଲ୍ କଇଲା, “ତମେ ଏଟା କାଇଟା କଲାସ୍ନି, କାଇକେ ଏନ୍ତି କାନ୍ଦାବୁବା ଅଇ ମର୍ ମନ୍ କିଲ୍ବିଲ୍ କଲାସ୍ନି? ଜିରୁସାଲାମ୍ ଅବ୍କା ବାନ୍ଦାଇ ଅଇବାକେସେ ନାଇ, ମାତର୍ ମୁଇ ମାପ୍ରୁ ଜିସୁର୍ ପାଇ ମର୍ବାକେ ମିସା ରାଜି ଆଚି ।”
14 Da er aber sich nicht überreden ließ, schwiegen wir und sprachen: Des HERRN Wille geschehe.
୧୪ଆମେ ତାକେ ବୁଜାଇ ନାପାରି, ତେଇଅନି ଚିମ୍ରାଇ ଅଇ କଇଲୁ “ମାପ୍ରୁ ମନ୍ କଲାଟା ପୁରାପୁରୁନ୍ ଅ ।”
15 Und nach diesen Tagen machten wir uns fertig und zogen hinauf gen Jerusalem.
୧୫ତେଇ କେତେଦିନ୍ ରଇକରି, ଆମର୍ ଦିନ୍ସୁପତର୍ ସାଜାଡି ଜିରୁସାଲମେ ଜିବାକେ ବାରଇଲୁ ।
16 Es kamen aber mit uns auch etliche Jünger von Cäsarea und führten uns zu einem mit Namen Mnason aus Zypern, der ein alter Jünger war, bei dem wir herbergen sollten.
୧୬ସିସେରିଆର୍ କେତେଟା ସିସ୍ମନ୍, ଆରି ସାଇପରସର୍ ମନାସନ୍ ନାଉଁର୍ ବିସ୍ବାସି ମିସା ଆମର୍ ସଙ୍ଗ୍ ଆଇଲା । ମନାସନର୍ ଗରେ ଆମେ ରଇବାକେ ଟିକ୍ ଅଇରଇଲା ।
17 Da wir nun gen Jerusalem kamen, nahmen uns die Brüder gern auf.
୧୭ଜିରୁସାଲମର୍ ବିସ୍ବାସି ବାଇମନ୍ ଆମ୍କେ ସାର୍ଦାସଙ୍ଗ୍ ଗତିଆ କଲାଇ ।
18 Des andern Tages aber ging Paulus mit uns ein zu Jakobus, und es kamen die Ältesten alle dahin.
୧୮ତାର୍ ଆର୍କର୍ ଦିନେ ପାଉଲ୍ ଆମର୍ ସଙ୍ଗ୍ ଜାକୁବ୍କେ ଦେକ୍ବାକେ ଗାଲା, ମଣ୍ଡଲିର୍ ସବୁ ପାର୍ଚିନ୍ମନ୍ ତେଇ ରୁଣ୍ଡି ରଇଲାଇ ।
19 Und als er sie gegrüßt hatte, erzählte er eines nach dem andern, was Gott getan hatte unter den Heiden durch sein Amt.
୧୯ପାଉଲ୍ ସେମନ୍କେ ଜୁଆର୍ବେଟ୍ ଅଇ ତାକର୍ କାମେଅନି, ପରମେସର୍ ଜିଉଦିନଇଲା ଲକ୍ମନର୍ ବିତ୍ରେ ଜାଇଟା କରିରଇଲା ତାର୍ ଗଟେକ୍ ଟିକିନିକିର୍ ତାଲିକା ଦେଲା ।
20 Da sie aber das hörten, lobten sie den HERRN und sprachen zu ihm: Bruder, du siehst, wieviel tausend Juden sind, die gläubig geworden sind, und alle sind Eiferer für das Gesetz;
୨୦ତାର୍ କାତା ସୁନ୍ଲାପଚେ ସେମନ୍ ସବୁ ଲକ୍ ପରମେସରର୍ ଡାକ୍ପୁଟା କଲାଇ । ତାର୍ପଚେ କଇଲାଇ, “ବାଇ ପାଉଲ୍, ତମେ ଦେକ୍ଲାସ୍ନି, କେନ୍ତି, ଏବେ ଅଜାର୍ ଅଜାର୍ ଜିଉଦିମନ୍ ମାପ୍ରୁ ଜିସୁକେ ମାନ୍ଲାଇନି ଆରି ସେମନ୍ ରିତିନିତି ମିସା ମାନ୍ଲାଇନି ।
21 sie sind aber berichtet worden wider dich, daß du lehrest von Moses abfallen alle Juden, die unter den Heiden sind, und sagest, sie sollen ihre Kinder nicht beschneiden, auch nicht nach desselben Weise wandeln.
୨୧ସେମନ୍ କବର୍ ପାଇଆଚତ୍ ଜେ, ତମେ ଜିଉଦିନଇଲା ଦେସେ ବାସା ଅଇରଇଲା, ଜିଉଦିମନ୍କେ ମସାର୍ ରିତିନିତି ଚାଡିଦେବାକେ, ସେମନର୍ ପିଲାମନ୍କେ ସୁନତ୍ ନ କର୍ବାକେ ଆରି ଜିଉଦି ରିତିନିତି ନ ମାନ୍ବାକେ ସିକିଆ ଦେଲାସ୍ନି ।
22 Was denn nun? Allerdinge muß die Menge zusammenkommen; denn sie werden's hören, daß du gekommen bist.
୨୨ତମେ ଇତି କେଟିଆଚାସ୍ ବଲି ସେମନ୍ ସତ୍ସେ ସୁନ୍ବାଇ । ସେନ୍ତି ଆଲେ କାଇଟା କରିଅଇସି?
23 So tue nun dies, was wir dir sagen.
୨୩ଆମେ ମନ୍କଲୁନି ତମେ ଗଟେକ୍ କାମ୍ କରା ବଲି । ଇତି ରଇଲା ଚାରିଲକ୍ ଗଟେକ୍ ମାନତ୍ କଲାଇଆଚତ୍ ।
24 Wir haben hier vier Männer, die haben ein Gelübde auf sich; die nimm zu dir und heilige dich mit ihnen und wage die Kosten an sie, daß sie ihr Haupt scheren, so werden alle vernehmen, daß es nicht so sei, wie sie wider dich berichtet sind, sondern daß du auch einhergehest und hältst das Gesetz.
୨୪ସେମନର୍ ସଙ୍ଗ୍ ଜାଆ । ସୁକଲ୍ ଅଇବା ବିଦି ମାନ୍ବାତେଇ ସେମନର୍ ସଙ୍ଗ୍ ମିସା ଆରି ସେମନର୍ କର୍ଚା ଦେ । ତାର୍ପଚେ ସେମନ୍ ନିଜର୍ ନିଜର୍ ମୁଣ୍ଡ୍ କୁରାଇ ଅଅତ୍ । ଇତିଅନି ଜାନାପଡ୍ସି ଜେ, ତମର୍ ବିସଇ ବାରଇରଇବା କାଇମିସା କବର୍ ସତ୍ ନଏଁ, ମାତର୍ ତମେ ମସାର୍ ରିତିନିତି ଇସାବେ ଜିବନ୍ ଜିଇଲାସ୍ନି ।
25 Denn den Gläubigen aus den Heiden haben wir geschrieben und beschlossen, daß sie der keines halten sollen, sondern nur sich bewahren vor Götzenopfer, vor Blut, vor Ersticktem und vor Hurerei.
୨୫ମାତର୍ ଜିଉଦି ନ ଅଇଲା ଲକ୍ମନ୍ ବିସ୍ବାସି ଅଇଆଚତ୍ । ସେମନ୍କେ ଗଟେକ୍ ଚିଟି ଲେକି ଉପ୍ଦେସ୍ ଦେଲୁଆଚୁ ଜେ, ଆମର୍ କଇଲା କାତା ଇସାବେ, ସେମନ୍ ପୁତ୍ଲାମନ୍କେ ବିରୁକଲା କାଦି ନ କାଅତ୍, ବନି ନ କାଅତ୍, ଟଟ୍ରି ପିଚ୍କି ମରାଇରଇବା ପସୁର୍ ମାଉଁସ୍ ନ କାଅତ୍ ଆରି ବିନ୍ ମାଇଜିମନର୍ ସଙ୍ଗ୍ ପାପ୍ କାମ୍ କର୍ବାଟାନେଅନି ଦୁରିକେ ରଅତ୍ ।”
26 Da nahm Paulus die Männer zu sich und heiligte sich des andern Tages mit ihnen und ging in den Tempel und ließ sich sehen, wie er aushielte die Tage, auf welche er sich heiligte, bis daß für einen jeglichen unter ihnen das Opfer gebracht ward.
୨୬ତାର୍ ପର୍ଦିନେ ପାଉଲ୍ ସେ ଚାର୍ ଲକର୍ ସଙ୍ଗ୍ ସୁକଲ୍ ଅଇବା ବିଦି ମାନ୍ଲା । ତାର୍ ପଚେ ସେ ମନ୍ଦିରେ ଜାଇ ସୁକଲ୍ ଅଇବା କାମ୍ କେବେ ସାର୍ସି, ଆରି କେଡେବଲ୍ ବିରୁ କର୍ବାଟା ଅଇସି, ସେଟା ଜାନାଇଦେଲା ।
27 Als aber die sieben Tage sollten vollendet werden, sahen ihn die Juden aus Asien im Tempel und erregten das ganze Volk, legten die Hände an ihn und schrieen:
୨୭ଏ ସୁକଲ୍ ଅଇବା କାମର୍ ସାତ୍ ଦିନ୍ ଗାଲା ପଚେ, ଆସିଆ ରାଇଜର୍ କେତେଟା ଜିଉଦିମନ୍ ପାଉଲ୍କେ ମନ୍ଦିରେ ଦେକ୍ଲାଇ, ସେମନ୍ ତେଇ ରୁଣ୍ଡ୍ଲା ଲକ୍ମନ୍କେ ଉସ୍କାଇକରି ପାଉଲ୍କେ ଦାର୍ଲାଇ ।
28 Ihr Männer von Israel, helft! Dies ist der Mensch, der alle Menschen an allen Enden lehrt wider dies Volk, wider das Gesetz und wider diese Stätte; dazu hat er auch Griechen in den Tempel geführt und diese heilige Stätte gemein gemacht.
୨୮ସେମନ୍ ଆଉଲି ଅଇକରି କଇଲାଇ, “ଏ ଇସ୍ରାଏଲର୍ ବାଇମନ୍ ଆମ୍କେ ସାଇଜ କରା! ଏ ଲକ୍ ଚାରିବାଟେ ଜାଇକରି ଇସ୍ରାଏଲ୍ ମନର୍ ବିରଦେ, ମସାର୍ ନିୟମ୍ ଆରି ଏ ମନ୍ଦିର୍ ବିରଦେ, ସିକିଆ ଦେଲାନି । ଏବେ କେତେଟା ଗିରିକ୍ ଲକ୍ମନ୍କେ ମନ୍ଦିର୍ ବିତ୍ରେ ଆନି, ଏ ସୁକଲ୍ ଜାଗା ଅସୁକଲ୍ କଲା ଆଚେ ।”
29 (Denn sie hatten mit ihm in der Stadt Trophimus, den Epheser gesehen; den, meinten sie, hätte Paulus in den Tempel geführt.)
୨୯ସେମନ୍ ଗଡ୍ ବିତ୍ରେ ଏପିସସର୍ ତର୍ପିମ୍କେ ପାଉଲ୍ ସଙ୍ଗ୍ ଦେକି ରଇଲାର୍ ପାଇ ବାବ୍ଲାଇ ଜେ, ପାଉଲ୍ ତାକେ ମନ୍ଦିରେ ନେଲା ଆଚେ ବଲି ।
30 Und die ganze Stadt ward bewegt, und ward ein Zulauf des Volks. Sie griffen aber Paulus und zogen ihn zum Tempel hinaus; und alsbald wurden die Türen zugeschlossen.
୩୦ଗଡର୍ ଗୁଲାଇ ବାଟେ ରିସାର୍ କିଲ୍ବିଲ୍ ଡାବିଅଇଗାଲା । ଲକ୍ମନ୍ ପାଉଲ୍କେ ମନ୍ଦିର୍ ବାଇରେ ଅର୍ଗଡି ଆନ୍ଲାଇ, ଆରି ମନ୍ଦିରର୍ କାପାଟ୍ମନ୍ ଡାବିଦେଲାଇ ।
31 Da sie ihn aber töten wollten, kam das Geschrei hinauf vor den obersten Hauptmann der Schar, wie das ganze Jerusalem sich empörte.
୩୧ରିସାଅଇଲା ଲକ୍ମନ୍ ପାଉଲ୍କେ ମରାଇବାକେ ଚେସ୍ଟା କଲାଇ, ମାତର୍ ସମାନ୍ ସେ ବେଲାଇ “ଜିରୁସାଲାମେ ଗଣ୍ଡ୍ଗଲ୍ ଚାଲ୍ଲା ଆଚେ ।” ବଲି ରମିୟ ସନିଅମନର୍ କବର୍ ସୁନ୍ଲାଇ ।
32 Der nahm von Stund an die Kriegsknechte und Hauptleute zu sich und lief unter sie. Da sie aber den Hauptmann und die Kriegsknechte sahen, hörten sie auf, Paulus zu schlagen.
୩୨ସେ କେତେଟା ସେନାପତି କେତେଟା ସନିଅମନ୍କେ ଦାରି ଦାପ୍ରେ, ଗଟ୍ନା ଗଟ୍ଲା ଜାଗାଇ ଆସି କେଟ୍ଲା । ଲକ୍ମନ୍ ସନିଅ ଆରି ସେନାପତିକେ ଦେକିକରି ପାଉଲ୍କେ ମାର୍ବାଟା ଚାଡିଦେଲାଇ ।
33 Als aber der Hauptmann nahe herzukam, nahm er ihn an sich und hieß ihn binden mit zwei Ketten und fragte, wer er wäre und was er getan hätte.
୩୩ସେନାପତି ପାଉଲ୍କେ ବନ୍ଦିକରି, ତାକେ ଦୁଇଟା ସିକ୍ଲିତେଇ ବାନ୍ଦ୍ବାକେ ଆଦେସ୍ ଦେଲା, ତାର୍ ପଚେ ସେ ପାଚାର୍ଲା, “ଏ ଲକ୍ କେ? ଆରି ସେ କାଇଟା କଲା ଆଚେ?”
34 Einer aber rief dies, der andere das im Volk. Da er aber nichts Gewisses erfahren konnte um des Getümmels willen, hieß er ihn in das Lager führen.
୩୪ଲକ୍ମନର୍ ମାନ୍ଦାଇଅନି କେ କେତେ ରକାମ୍ କାତା କଇ ଆଉଲିଅଇଲାଇ । ଏନ୍ତି କିରମାର୍ ଅଇଲା ଜେ, ସନିଅମନର୍ ମୁକିଆ, ସତ୍ସେ, ଏ ଗଟ୍ନା କାଇକେ ଅଇଲା ବଲି ବୁଜିନାପାର୍ଲା । ସେଟାର୍ପାଇ ସେ ପାଉଲ୍କେ ଗଡ୍ବିତ୍ରେ ଦାରିଜିବାକେ ସନିଅମନ୍କେ ଆଦେସ୍ ଦେଲା ।
35 Und als er an die Stufen kam, mußten ihn die Kriegsknechte tragen vor Gewalt des Volks;
୩୫ସନିଅମନ୍ ପାଉଲ୍କେ ଦାରି ଚଗ୍ବା ପାଉଚେ କେଟ୍ଲା ଦାପ୍ରେ, ତାର୍ ଚାରିବେଡ୍ତି ରଇଲା ଲକ୍ମନ୍ ବେସି ଆଉଲି ଅଇଲାଇକେ ସନିଅମନ୍ ତାକେ ବଇ ଦାରିଗାଲାଇ ।
36 denn es folgte viel Volks nach und schrie: Weg mit ihm!
୩୬ବଇନେବା ବେଲେ ଲକ୍ମନ୍ ପଚ୍ପଚ୍ ଆସି ତାକେ ମରାଆ ବଲି ଆଉଲି ଅଇତେରଇଲାଇ ।
37 Als aber Paulus jetzt zum Lager eingeführt ward, sprach er zu dem Hauptmann: Darf ich mit dir reden? Er aber sprach: Kannst du Griechisch?
୩୭ପାଉଲ୍କେ ସନିଅମନ୍ ଗଡ୍ବିତ୍ରେ ନେବାବେଲେ ସେ ସନିଅମନର୍ ମୁକିଆକେ କଇଲା, “ମୁଇ ତମର୍ ସଙ୍ଗ୍ କାତା ଅଇପାର୍ବି କି?” ସନିଅମନର୍ ମୁକିଆ କଇଲା, “ତୁଇତା ଗିରିକ୍ କଇଲୁସ୍ନି ।
38 Bist du nicht der Ägypter, der vor diesen Tagen einen Aufruhr gemacht hat und führte in die Wüste hinaus viertausend Meuchelmörder?
୩୮ସେନ୍ତି ଆଲେ କେତେ ଦିନ୍ ଆଗେ ମିସରର୍ ଜନ୍ ଲକ୍ ଚାରି ଅଜାର୍ କାଙ୍ଗାର୍ମନର୍ ସଙ୍ଗ୍ କେଟିରଇଲା, ତମେ ସେ ଲକ୍ ନୁଆଁସ୍!”
39 Paulus aber sprach: Ich bin ein jüdischer Mann von Tarsus, ein Bürger einer namhaften Stadt in Zilizien. Ich bitte dich, erlaube mir, zu reden zu dem Volk.
୩୯ପାଉଲ୍ କଇଲା, “ମୁଇ ସିଲିସିଆର୍ ତାର୍ସିସେ ଜନମ୍ କରିରଇବା ଗଟେକ୍ ଜିଉଦି, ଗଟେକ୍ ମୁକିଅ ଗଡର୍ ଲକ୍ । ଏ ଲକ୍ମନ୍କେ ବୁଜାଇ କଇବାକେ ଦୟାକରି ମକେ ଅଲପ୍ ଆଦେସ୍ ଦିଆ ।”
40 Als er aber es ihm erlaubte, trat Paulus auf die Stufen und winkte dem Volk mit der Hand. Da nun eine große Stille ward, redete er zu ihnen auf hebräisch und sprach:
୪୦ସେନାପତି ତାକେ ଆଦେସ୍ ଦେଲାକେ ପାଉଲ୍ ପାଉଚ୍ ଉପ୍ରେ ଟିଆଅଇ, ଲକ୍ମନ୍କେ ଚିମ୍ରା ଅଇବାକେ ଆତ୍ ସାଗିଆ କଲା । ସେମନ୍ ଚିମ୍ରା ଅଇଲାଇକେ, ପାଉଲ୍ ଇବ୍ରୁ ବାସାଇ କଇଲା ।