< Apostelgeschichte 12 >
1 Um diese Zeit legte der König Herodes die Hände an etliche von der Gemeinde, sie zu peinigen.
ସଃଡେବଃଳ୍ ହେରଦ୍ ରଃଜା ମଣ୍ଡ୍ଳିର୍ କଃତେକ୍ ଲକ୍ମଃନ୍କେ କଃସ୍ଟ୍ ଦେଉଁକ୍ ଆରୁମ୍ କଃଲା ।
2 Er tötete aber Jakobus, den Bruder des Johannes, mit dem Schwert.
ସେ ଜହନାର୍ ବାୟ୍ସି ଜାକୁବକେ କଃଣ୍ଡା ସଃଙ୍ଗ୍ ଅଃତ୍ୟା କଃଲା ।
3 Und da er sah, daß es den Juden gefiel, fuhr er fort und fing Petrus auch. Es waren aber eben die Tage der süßen Brote.
ଇତାକ୍ ଜିଉଦିମଃନ୍ ସଃର୍ଦା ଅଃଉତାର୍ ଦଃକି ସେ ପିତର୍କେ ବାନ୍ଦ୍ଲାୟ୍ । ସଃଡେବଃଳ୍ କମିର୍ ନଃମିସାୟ୍ଲା ହିଟାର୍ ହଃର୍ବ୍ ରିଲି ।
4 Da er ihn nun griff, legte er ihn ins Gefängnis und überantwortete ihn vier Rotten, je von vier Kriegsknechten, ihn zu bewahren, und gedachte, ihn nach Ostern dem Volk vorzustellen.
ହଃଚେ ସେ ତାକେ ଦଃରି ଜଃଇଲେ ହୁରୟ୍ଲା, ମୁକ୍ଳାଉଁଣି ହଃର୍ବ୍ ସଃର୍ଲେକ୍ ତାକେ ଲକ୍ମଃନାର୍ ତଃୟ୍ ବାର୍କଃରି ଆଣୁକେ ଟିକ୍ କଃଲା ଆର୍ ହଃତି ଦଃଳେ ଚାରିଲକ୍ ଲେକା ରେତା ଚାରିଗଟ୍ ସଃଇନ୍ ଦଃଳ୍ ତାକେ ଜାଗାୟ୍ଲା ।
5 Und Petrus ward zwar im Gefängnis gehalten; aber die Gemeinde betete ohne Aufhören für ihn zu Gott.
ତଃବେ ପିତର୍ ଜଃଇଲେ ରିଲା, ମଃତର୍ ତାର୍ ଗିନେ ମଣ୍ଡ୍ଳି ଏକ୍ମଃନେ ଇସ୍ୱର୍ ତଃୟ୍ ପାର୍ତ୍ନା କଃର୍ତି ରିଲାୟ୍ ।
6 Und da ihn Herodes wollte vorstellen, in derselben Nacht schlief Petrus zwischen zwei Kriegsknechten, gebunden mit zwei Ketten, und die Hüter vor der Tür hüteten das Gefängnis.
ହଃଚେ ହେରଦ୍ ଜୁୟ୍ଦିନ୍ ପିତର୍କେ ବାର୍କଃରି ଆଣ୍ତାର୍ ରିଲି, ସେ ଆଗାର୍ ରାତି ସିକ୍ଳାୟ୍ ବାନ୍ଦା ଅୟ୍ ଜଳେକ୍ ସଃୟ୍ନ୍ ମଃଜାୟ୍ ସୟ୍ରିଲା, ଆର୍ ସଃଇନ୍ମଃନ୍ ଦୁଆର୍ ମୁଏଁ ଜାଗ୍ତି ରିଲାୟ୍ ।
7 Und siehe, der Engel des HERRN kam daher, und ein Licht schien in dem Gemach; und er schlug Petrus an die Seite und weckte ihn und sprach: Stehe behende auf! Und die Ketten fielen ihm von seinen Händen.
ଆର୍ ଦଃକା ମାପ୍ରୁର୍ ଦୁତ୍ ହଚ୍ଲା ଆର୍ ଜଃଇଲ୍ ଗଃର୍ ଉଜାଳ୍ ଅୟ୍ଲି ଆର୍ ସେ ପିତର୍କେ କୁଚାୟ୍ମାରି ତାକେ ନିଦ୍ ବାଙ୍ଗାୟ୍ କୟ୍ଲା, “ବେଗି ଉଟ୍” ସଃଡେବଃଳ୍ ତାର୍ ଆତେ ହୁଣି ସିକ୍ଳି କୁସୁଳ୍ଲି ।
8 Und der Engel sprach zu ihm: Gürte dich und tu deine Schuhe an! Und er tat also. Und er sprach zu ihm: Wirf deinen Mantel um dich und folge mir nach!
ଆରେକ୍ ଦୁତ୍ ତାକେ କୟ୍ଲା, “ଅଃଟାବିଳା ବାନ୍ଦ୍ ଆର୍ ହାଣ୍ଡାୟ୍ ହିନ୍ଦ୍ ।” ପିତର୍ ସେନ୍ କଃଲା ଆର୍ ତାକେ କୟ୍ଲା, ଆର୍ “ଗଃଗାଳେ ହଃଚ୍ୟା ହୁଙ୍ଗ୍ରି ମର୍ ହଃଚେହଃଚେ ଆଉ ।”
9 Und er ging hinaus und folgte ihm und wußte nicht, daß ihm wahrhaftig solches geschähe durch den Engel; sondern es deuchte ihn, er sähe ein Gesicht.
ସେ ବାରାୟ୍ ତାର୍ ହଃଚେହଃଚେ ଗଃଲା, ମଃତର୍ ଦୁତ୍ ଜାୟ୍ରି କଃଲା, ପିତର୍ ସେରି ଜେ ସଃତ୍ ବଃଲି ଜାଣି ଇସଃବୁ ଚଃହ୍ନେ ଦଃକୁଲେ ବଃଲି ବାବ୍ତି ରିଲା ।
10 Sie gingen aber durch die erste und andere Hut und kamen zu der eisernen Tür, welche zur Stadt führt; die tat sich ihnen von selber auf. Und sie traten hinaus und gingen hin eine Gasse lang; und alsobald schied der Engel von ihm.
ଜଃଡେବଃଳ୍ ହଃର୍ତୁ ଆର୍ ହଃଚାର୍ ଜାଗ୍ତା ଦଃଳ୍ ଲିଙ୍ଗିକଃରି ଜୁୟ୍ ଲଃଉଆର୍ ଦୁଆର୍ ବାଟ୍ ଅୟ୍ ଗଃଳେ ଜଃଉଁକେ ଅୟ୍ଦ୍ ସେ ଚଃମେ ଆୟ୍ଲାୟ୍, ସେ ଦୁଆର୍ ମଃନ୍କେ ମଃନ୍ ସେମଃନାର୍ ଗିନେ ଉଗାଳି ଅୟ୍ଲି ଆର୍ ସେମଃନ୍ ବାରୟ୍ ଜାୟ୍ ଡଃଣ୍ଡାର୍ ସଃରାସଃରି ମୁଣ୍ଡ୍ ହଃତେକ୍ ଗଃଲାୟ୍, ସେଦାହ୍ରେ ସେ ଦୁତ୍ ପିତର୍କେ ଚାଡି ବାଣାଅୟ୍ଲା ।
11 Und da Petrus zu sich selber kam, sprach er: Nun weiß ich wahrhaftig, daß der HERR seinen Engel gesandt hat und mich errettet aus der Hand des Herodes und von allen Warten des jüdischen Volkes.
ସଃଡେବଃଳ୍ ପିତର୍ ଚେତ୍ନା ଅୟ୍ କୟ୍ଲା ମାପ୍ରୁ ଅଃହ୍ଣାର୍ ଦୁତ୍ ହଃଟାୟ୍ ହେରଦ୍ ଆତେ ହୁଣି ଆର୍ ଜିଉଦି ଲକ୍ମଃନାର୍ ତଃୟ୍ହୁଣି ମକ୍ ମୁକ୍ଳାୟ୍ ଆଚେ, “ଇତି ମୁୟ୍ଁ ଅଃବେ ନିଜ୍କଃରି ଜାଣ୍ଲେ ।”
12 Und als er sich besann, kam er vor das Haus Marias, der Mutter des Johannes, der mit dem Zunamen Markus hieß, da viele beieinander waren und beteten.
ସେ ଇ କଃତା ବାବି ମାର୍କ ବଃଲେକ୍ ଜହନାର୍ ଆୟ୍ସି ମରିୟମାର୍ ଗଃରେ ଆୟ୍ଲା, ସେତି ଗାଦେକ୍ ଲକ୍ ରୁଣ୍ଡି ପାର୍ତ୍ନା କଃର୍ତି ରିଲାୟ୍ ।
13 Als aber Petrus an die Tür des Tores klopfte, trat hervor eine Magd, zu horchen, mit Namen Rhode.
ସେ ହଃଦାର୍ ଦୁଆର୍ ମାର୍ଲାକ୍ ରଦା ନାଉଁଆର୍ ଗଟେକ୍ ଗତିଦଃଙ୍ଗ୍ଳି କେ ବଃଲି ହଃଚାରୁକ୍ ଗଃଲି ।
14 Und als sie des Petrus Stimme erkannte, tat sie das Tor nicht auf vor Freuden, lief aber hinein und verkündigte es ihnen, Petrus stünde vor dem Tor.
ସେ ପିତରାର୍ ଟଣ୍ଡ୍ ସୁଣି ସଃର୍ଦା ଅୟ୍ ଦୁଆର୍ ଉଗାଳି ନଃକେରି ବିତ୍ରେ ଦଃବ୍ଳି ଗଃଲି ଆର୍ ଦୁଆରେ ପିତର୍ ଟିଆ ଅୟ୍ଆଚେ ବଃଲି କୟ୍ଲି ।
15 Sie aber sprachen zu ihr: Du bist unsinnig. Sie aber bestand darauf, es wäre also. Sie sprachen: Es ist sein Engel.
ସେମଃନ୍ ତାକେ କୟ୍ଲାୟ୍ “ତୁୟ୍ ବଃୟା ଅୟ୍ଲିସ୍” ମଃତର୍ ସେ ସଃତ୍ ବଃଲି କଃଉଁକେ ଦଃର୍ଲି, ସେମଃନ୍ କୟ୍ଲାୟ୍, “ଇରି ପିତରାର୍ ଦୁତ୍ ।”
16 Petrus klopfte weiter an. Da sie aber auftaten, sahen sie ihn und entsetzten sich.
ମଃତର୍ ପିତର୍ ଦୁଆରେ ତର୍କେତର୍ ମାର୍ତି ରିଲା, ଆରେକ୍ ସେମଃନ୍ ଦୁଆର୍ ଉଗାଳି ତାକେ ଦଃକି କାବା ଅୟ୍ଲାୟ୍ ।
17 Er aber winkte ihnen mit der Hand, zu schweigen, und erzählte ihnen, wie ihn der HERR hatte aus dem Gefängnis geführt, und sprach: Verkündiget dies Jakobus und den Brüdern. Und ging hinaus und zog an einen andern Ort.
ମଃତର୍ ସେମଃନ୍କେ ତୁନ୍ ହାଳୁକ୍ ଆତ୍ ସଃଗ୍ୟାକଃରି କୟ୍ଲା ଆର୍ ମାପ୍ରୁ କଃନ୍କଃରି ତାକେ ଜଃଇଲେ ହୁଣି ବାର୍କଃରି ଆଣ୍ଲା ସେରି ସେମଃନଃକେ ଗଟେକ୍ ଗଟେକ୍ କଃରି କୟ୍ଲା, ଆରେକ୍ “ସେ କୟ୍ଲା ଇସଃବୁ କଃତା ଜାକୁବକ୍ ଆର୍ ବାୟ୍ମଃନ୍କେ ଜାଣାଉ” ଆର୍ ସେ ସେତି ହୁଣି ବିନେ ଗଃଲା ।
18 Da es aber Tag ward, war eine nicht kleine Bekümmernis unter den Kriegsknechten, wie es doch mit Petrus gegangen wäre.
ସଃକାଳ୍ ଅୟ୍ଲାକ୍ ପିତର୍ କେଣେ ଗଃଲା ବଃଲି ସଃଇନ୍ମଃନାର୍ ବିତ୍ରେ ଉର୍ଜି ଅୟ୍ଲି ।
19 Herodes aber, da er ihn forderte und nicht fand, ließ die Hüter verhören und hieß sie wegführen; und zog von Judäa hinab gen Cäsarea und hielt allda sein Wesen.
ଆର୍ ହେରଦ୍ ତାକେ ଲଳୁ ନାହାର୍ଲାକ୍ ଜାଗ୍ତା ସଃଇନ୍ମଃନ୍କେ ହଃଚାର୍ଲା ହଃଚେ ସେମଃନ୍କେ ମଃର୍ନେ ମାରୁକ୍ କୟ୍ଲା । ହଃଚେ ଜିଉଦା ରାଜାୟ୍ ହୁଣି କାଇସରିଆ ଜାୟ୍ ସେତି ରିଲା ।
20 Denn er gedachte, wider die von Tyrus und Sidon zu kriegen. Sie aber kamen einmütig zu ihm und überredeten des Königs Kämmerer, Blastus, und baten um Frieden, darum daß ihre Lande sich nähren mußten von des Königs Land.
ସଃଡେବଃଳ୍ ହେରଦ୍ ସର୍ ଆର୍ ସିଦନ୍ ଲକାର୍ ଉହ୍ରେ ବଃଡେ ରିସା ଅୟ୍ରିଲା, ଆର୍ ସେମଃନ୍ ଗଟେକ୍ ଦଃଳ୍ଅୟ୍ ତାର୍ ଚଃମେ ଆୟ୍ଲାୟ୍ ଆର୍ ରଃଜାର୍ ସଃଉତା ଗଃରାର୍ ଗୁମୁସ୍ତା ବ୍ଲାସ୍ତକେ ଅଃହ୍ଣାର୍ କଃତାକ୍ ସୁସ୍ତା ଅଃଉଁକେ ଗଃଉଆରି କଃଲାୟ୍, କାୟ୍ତାକ୍ ବଃଲେକ୍ ରଃଜାର୍ ଦେସେ ହୁଣି ସେମଃନାର୍ ଦେସେ କାଦିକଣ୍ଡା ଜାତି ରିଲି ।
21 Aber auf einen bestimmten Tag tat Herodes das königliche Kleid an, setzte sich auf den Richtstuhl und tat eine Rede zu ihnen.
ଇତାକ୍ ଗଟେକ୍ ଟିକ୍ ଅୟ୍ଲା ବିନ୍ ହେରଦ୍ ରଃଜା ବଃସ୍ତର୍ ହିନ୍ଦି ସିଙ୍ଗାସଣେ ବଃସି ସେମଃନାର୍ ମୁଏଁ ଗଟେକ୍ କଃତା ଉଦେସ୍ ଦିଲା ।
22 Das Volk aber rief zu: Das ist Gottes Stimme und nicht eines Menschen!
ସେତାକ୍ ଲକ୍ମଃନ୍ ଉଲ୍ଗାଟ୍ ଅୟ୍ କାଉଁକେ ଦଃର୍ଲାୟ୍, “ଇରି ଦେବ୍ତାର୍ ଟଣ୍ଡ୍, ମାନାୟ୍ର୍ ଟଣ୍ଡ୍ ନାୟ୍ ।”
23 Alsbald schlug ihn der Engel des HERRN, darum daß er die Ehre nicht Gott gab; und ward gefressen von den Würmern und gab den Geist auf.
ତଃତ୍କାଣ୍ ମାପ୍ରୁର୍ ଗଟେକ୍ ଦୁତ୍ ତାକେ ମାର୍ଲା, କାୟ୍ତାକ୍ ବଃଲେକ୍ ସେ ଇସ୍ୱର୍କେ ଜଃଜ୍ମାନ୍ ନଃକେଲା ଆର୍ ସେ ହକ୍ ଦଃରାୟ୍ ଅୟ୍ ମଃଲା ।
24 Das Wort Gottes aber wuchs und mehrte sich.
ମଃତର୍ ଇସ୍ୱରାର୍ କଃତା ଅଃଦିକ୍ ଉର୍ଜିଅୟ୍ ଚାରିହାକ୍ ବାଟି ଅଃଉଁକେ ଦଃର୍ଲି ।
25 Barnabas aber und Saulus kehrten wieder von Jerusalem, nachdem sie überantwortet hatten die Handreichung, und nahmen mit sich Johannes, mit dem Zunamen Markus.
ହଃଚେ ବର୍ନବା ଆର୍ ସାଉଲ୍ ଅଃହ୍ଣାମଃନାର୍ ସେବା କାମ୍ ସଃରାୟ୍ ମାର୍କ ବଃଲେକ୍ ଜହନ୍କେ ସଃଙ୍ଗେ ଦଃରି ଜିରୁସାଲମ୍ ବାଉଳି ଗଃଳାୟ୍ ।