< Roemers 6 >

1 Was wollen wir hiezu sagen? Sollen wir denn in der Sünde beharren, auf daß die Gnade desto mächtiger werde?
ସେନ୍ତିଆଲେ କାଇଟା କଉଁ? ପରମେସରର୍‌ ଜିବନ୍‌ଦୁକାନି ଆରି ଅଦିକ୍‌ ମିଲ୍‌ସି ବଲି ଆମେ କାଇ ଆରି ସେ ପାପେ ରଇକରି ଚଲାଚଲ୍‌ତି କରୁ କି?
2 Das sei ferne! Wie sollten wir in der Sünde wollen leben, der wir abgestorben sind?
ନାଇ କେବେ ନାଇ । ପାପ୍‌ କର୍‌ବା ବିସଇତେଇ ଆମେ ମରିଗାଲୁଆଚୁ । ଆରି କେନ୍ତି ପାପ୍‌ କର୍‌ତେସେ ରଇବୁ?
3 Wisset ihr nicht, daß alle, die wir in Jesum Christum getauft sind, die sind in seinen Tod getauft?
ତମେ ଜାନାସ୍‌, ଡୁବନ୍‌ ନେଲାକେ ଜିସୁକିରିସ୍‌ଟର୍‌ ସଙ୍ଗ୍‌ ମିସିକରି ଆମେ ତାର୍‌ ମରନେ ମିସା ମିସିଆଚୁ ।
4 So sind wir je mit ihm begraben durch die Taufe in den Tod, auf daß, gleichwie Christus ist auferweckt von den Toten durch die HERRLIchkeit des Vaters, also sollen auch wir in einem neuen Leben wandeln.
ସେଟାର୍‌ପାଇ ଡୁବନ୍‌ ନେଲାପଚେ ଆମେ ତାର୍‌ ମରନେ ମିସି, ତାର୍‌ ସଙ୍ଗ୍‌ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍‌ ଡାକ୍‌ପୁଟା ବପୁ ସଙ୍ଗ୍‍ ଆରିତରେକ୍‌ ଉଟ୍‌ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍‌ ପାଇକରି ଚଲାଚଲ୍‌ତି କର୍‌ବାର୍‌ ଆଚେ ।
5 So wir aber samt ihm gepflanzet werden zu gleichem Tode, so werden wir auch der Auferstehung gleich sein,
କାଇକେବଇଲେ ଆମେ ମରନେ ମିସି ତାର୍‌ ସଙ୍ଗ୍‌ ଗଟେକ୍‌ ଅଇଲୁ ଆଚୁ, ତାକେ ଆରିତରେକ୍‌ ଉଟ୍‌ବାତେଇ ମିସା, ତାର୍‌ ସଙ୍ଗ୍‌ ଗଟେକ୍‌ ଅଇକରି ରଇବୁ ।
6 dieweil wir wissen, daß unser alter Mensch samt ihm gekreuziget ist, auf daß der sündliche Leib aufhöre, daß wir hinfort der Sünde nicht dienen.
ଆମେ ଜାନିଆଚୁ, କିରିସ୍‌ଟର୍‌ ସଙ୍ଗ୍‌ କୁର୍‌ସେ ଆମର୍‌ ପୁର୍‌ନା ଜିବନ୍‌ ମରିଗାଲାଆଚେ । ତେଇଅନି ଆମର୍‌ ପାପର୍‌ ଚଲାଚଲ୍‌ତି କୁରୁପ୍‌ନାସ୍‌ ଅଇଲା ଆଚେ ଆରି ଆମେ ପାପର୍‌ ଗତିଅନି ମୁକ୍‌ଲିଆଚୁ ।
7 Denn wer gestorben ist, der ist gerechtfertiget von der Sünde.
କାଇକେବଇଲେ ମୁନୁସ୍‌ ମରିଗାଲେସେ, ପାପର୍‌ ବାନ୍ଦନେଅନି ରକିଆ ପାଇସି ।
8 Sind wir aber mit Christo gestorben, so glauben wir, daß wir auch mit ihm leben werden
ଆମେ ଜିସୁର୍‌ ସଙ୍ଗ୍‌ ମରିରଇଲାର୍‌ ପାଇ, ତାର୍‌ ସଙ୍ଗ୍‌ ମିସା ଜିବନ୍‌ ଅଇବୁ ବଲି ବିସ୍‌ବାସ୍‌ କଲୁନି ।
9 und wissen, daß Christus, von den Toten erwecket, hinfort nicht stirbt; der Tod wird hinfort über ihn nicht herrschen.
ଆମେ ଜାନୁ, କିରିସ୍‌ଟ ମଲାତେଇଅନି ଉଟ୍‌ଲାର୍‌ପାଇ, ସେ ଆରି କେବେ ମିସା ନ ମରେ । ତାର୍‌ ଉପ୍‌ରେ ଆରି କେବେ ମରନର୍‌ ସାସନ୍‌ ନ ଚାଲେ ।
10 Denn das er gestorben ist; das ist er der Sünde gestorben zu einem Mal; das er aber lebet, das lebet er Gott.
୧୦ସେ ଜନ୍‌ ମରନ୍‌ ପାଇଲା, ତାର୍‌ଲାଗି ପାପର୍‌ ବପୁତେଇଅନି ଏକାତରେକ୍‌ ଆମ୍‍କେ ମୁକ୍‌ଲାଇଲା । ସେ ଏବେ ଜନ୍‌ ଜିବନେ ଜିଇଲାନି, ସେଟା ପରମେସର୍‌ ସଙ୍ଗ୍‌ ମିସିକରି ରଇଲା ଜିବନ୍‌ ।
11 Also auch ihr, haltet euch dafür, daß ihr der Sünde gestorben seid und lebet Gott in Christo Jesu, unserm HERRN.
୧୧ସେନ୍ତାରି ତମେ ମିସା ପାପେ ମରିଜାଇଆଚୁ ବଲି ଏତାଆ । ତମେ ଏବେ କିରିସ୍‌ଟ ଜିସୁର୍‌ ଜିବନେଅନି ପରମେସର୍‌ ସଙ୍ଗ୍‌ ମିସ୍‌ଲାସ୍‌ ।
12 So lasset nun die Sünde nicht herrschen in eurem sterblichen Leibe, ihm Gehorsam zu leisten in seinen Lüsten.
୧୨ତମର୍‌ ନସିଜିବା ଗାଗଡ୍‌ ଉପ୍‌ରେ ଆରି ପାପ୍‌ ଅଦିକାର୍‌ ନ କର, ସେଟାର୍‌ପାଇ ଆମର୍‌ ଏ ଗାଗଡ୍‌ ମନ୍‌କର୍‌ବା କାରାପ୍‌ ବିସଇ ମାନିକରି ରୁଆନାଇ ।
13 Auch begebet nicht der Sünde eure Glieder zu Waffen der Ungerechtigkeit, sondern begebet euch selbst Gott, als die da aus den Toten lebendig sind, und eure Glieder Gott zu Waffen der Gerechtigkeit,
୧୩କାରାପ୍‌ କାମର୍‌ ଲାଗି ଆମର୍‌ ଗାଗଡର୍‌ କଣ୍ଡେକ୍‌ ବାଗ୍‌ ମିସା ପାପ୍‌ କର୍‌ବାକେ ଦିଆସ୍‌ନାଇ । ମାତର୍‌ ଦରମ୍‌ କାମ୍‌ କର୍‌ବାପାଇ ତମର୍‌ ଗୁଲାଇ ଗାଗଡ୍‌ ତାକେ ସର୍‌ପି ଦିଆସ୍‌ । ପର୍‌ମେସର୍‌ ତମ୍‌କେ ମରନେଅନି ଜିବନ୍‌ କରି ଆନ୍‌ଲାଆଚେ ।
14 Denn die Sünde wird nicht herrschen können über euch, sintemal ihr nicht unter dem Gesetze seid, sondern unter der Gnade.
୧୪କାଇକେ ବଇଲେ ପାପ୍‌ ତମର୍‌ ଉପ୍‌ରେ ସାସନ୍‌ ନ କର । ତମେ ଆରି ନିୟମର୍‌ ତଲେ ନାଇ । ମାତର୍‌ ପରମେସରର୍‌ ଜିବନ୍‌ଦୁକାନି ଅନି କାଇଟା ନ ଅଇତେ ଆଚାସ୍‌ ।
15 Wie nun? sollen wir sündigen, dieweil wir nicht unter dem Gesetz, sondern unter der Gnade sind? Das sei ferne!
୧୫ସେନ୍ତିଆଲେ ଆମେ ନିୟମର୍‌ ତଲେ ନ ରଇ, ପରମେସରର୍‌ ଜିବନ୍‌ଦୁକାନି ପାଇଲୁ ଆଚୁ ବଲି ପାପ୍‌ କର୍‌ତେ ରଉଁ କି? ନାଇ, କେବେ ମିସା ନଏଁ ।
16 Wisset ihr nicht, welchem ihr euch begebet zu Knechten in Gehorsam, des Knechte seid ihr, dem ihr gehorsam seid, es sei der Sünde zum Tode oder dem Gehorsam zur Gerechtigkeit?
୧୬ଏଲେ ମିସା ତମେ ଜାନିଆଚାସ୍‌, ଜଦି ତମେ କାକେ ତର୍‌ ତଲେ ଆକା ମୁଇ ବଲି କଇକରି ତାର୍‌ ପୁରାପୁରୁନ୍‌ କାତାମାନ୍‍ସା ବଇଲେ, ତମେ ତାର୍‌ ଗେନ୍‌ଲା ଗତିଦାଙ୍ଗ୍‌ଡା । ଜଦି ପାପର୍‌ ଗତିଦାଙ୍ଗ୍‌ଡା ଅଇସା, ଏଟାର୍‌ ଦସା ଅଇସି ମରନ୍‌, ଜଦି ଦରମର୍‌ ବାଟେ ଇଣ୍ଡ୍‌ସା, ବଇଲେ ନ ସାର୍‌ବା ଜିବନ୍‌ ପାଇସା ।
17 Gott sei aber gedanket, daß ihr Knechte der Sünde gewesen seid, aber nun gehorsam worden von Herzen dem Vorbilde der Lehre, welchem ihr ergeben seid.
୧୭ମୁଇ ପରମେସର୍‌କେ ଦନିଅବାଦ୍‌ କଲିନି, ତମେ ଗଟେକ୍‌ ବେଲାଇ ପାପର୍‌ ଗତିଦାଙ୍ଗ୍‌ଡା ଅଇରଇଲାସ୍‌ ମିସା, ଏବେ ଜନ୍‌ ସିକିଆ ଟାନେ ପାଇରଇବା ସତ୍‌, ପୁରାପୁରୁନ୍‌ ମନ୍‌ଦେଇକରି ନାମ୍‍ଲାସ୍‌ନି ।
18 Denn nun ihr frei worden seid von der Sünde, seid ihr Knechte worden der Gerechtigkeit.
୧୮ଏବେ ତମେ ପାପେଅନି ମୁକ୍‌ଲିକରି ଦରମର୍‌ ଗତିଦାଙ୍ଗ୍‌ଡା ଅଇଆଚାସ୍‌ ।
19 Ich muß menschlich davon reden um der Schwachheit willen eures Fleisches. Gleichwie ihr eure Glieder begeben habt zu Dienste der Unreinigkeit und von einer Ungerechtigkeit zu der andern, also begebet nun auch eure Glieder zu Dienste der Gerechtigkeit, daß sie heilig werden.
୧୯ଗଟେକ୍‌ ବେଲାଇ ତମେ ତମର୍‌ ଗୁଲାଇ ଗାଗଡ୍‌, ମନ୍‌, ପରାନ୍‌, ଅସୁକଲ୍‌ ଆରି କାରାପ୍‌ ଚଲାଚଲ୍‌ତି କର୍‌ବାକେ ଗତିଦାଙ୍ଗ୍‌ଡା ଅଇ ସର୍‌ପି ଦେଇରଇଲାସ୍‌ । ସେନ୍ତାରିସେ ସୁକଲ୍‌ ଆରି ଦରମ୍‌ ଚଲାଚଲ୍‌ତିର୍‌ପାଇ ଦରମର୍‌ ଲଗେ ନିଜ୍‌କେ ପୁରାପୁରୁନ୍‌ ସର୍‌ପିଦିଆସ୍‌ ।
20 Denn da ihr der Sünde Knechte waret, da waret ihr frei von der Gerechtigkeit.
୨୦ତମେ ପାପର୍‌ ଗତିଦାଙ୍ଗ୍‌ଡା ରଇଲାବେଲେ, ଦରମ୍‌ ଜିବନ୍‌ ଜିଇବାକେ ମୁର୍‌ମୁରା ଅଇରଇଲାସ୍‌ ।
21 Was hattet ihr nun zu der Zeit für Frucht? Welcher ihr euch jetzt schämet; denn das Ende derselbigen ist der Tod.
୨୧ଏବେ ତମ୍‌କେ ଜନ୍‌ କାମ୍‌ମନ୍‌ କର୍‌ବାକେ ଲାଜ୍‌ଲାଗ୍‌ଲାନି, ସେଡ୍‌କିବେଲେ ସେ ସବୁ କର୍‌ତେ ରଇଲାସ୍‌ । ତେଇଅନି ତମ୍‌କେ କାଇ ଲାବ୍‌ ଅଇଲା? ସେ ସବୁ କାମର୍‌ ଦସା ଅଇଲାନି ମରନ୍‌ ।
22 Nun ihr aber seid von der Sünde frei und Gottes Knechte worden, habt ihr eure Frucht, daß ihr heilig werdet, das Ende aber das ewige Leben. (aiōnios g166)
୨୨ମାତର୍‌ ତମେ ଏବେ ପାପେଅନି ମୁକ୍‌ଲିକରି ପରମେସରର୍‌ ଗତିଦାଙ୍ଗ୍‌ଡା ଅଇଆଚାସ୍‌ । ଏଟାର୍‌ ଲାବ୍‌ ଅଇଲାନି, ପରମେସରର୍‌ତେଇ ପୁରାପୁରୁନ୍‌ ସଲଦ୍‌ । ଆରି ଇତିଅନି ମିଲ୍‌ବାଟା ଅଇଲାନି ନ ସାର୍‌ବା ଜିବନ୍‌ । (aiōnios g166)
23 Denn der Tod ist der Sünde Sold; aber die Gabe Gottes ist das ewige Leben in Christo Jesu, unserm HERRN. (aiōnios g166)
୨୩ପାପ୍‌ କାମର୍‌ ବୁତି ଅଇଲାନି ମରନ୍‌, ମାତର୍‌ ପରମେସର୍‌ ଜାଚାଇକରି ଦାନ୍‌ ଦେଇଆଚେ । ସେଟା ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିକରି ମିଲାଇର‍ଇବା ନ ସାର୍‌ବା ଜିବନ୍‌ । (aiōnios g166)

< Roemers 6 >