< Apostelgeschichte 8 >

1 Saulus aber hatte Wohlgefallen an seinem Tode. Es erhub sich aber zu der Zeit eine große Verfolgung über die Gemeinde zu Jerusalem; und sie zerstreueten sich alle in die Länder Judäa und Samarien ohne die Apostel.
ସାଉଲ୍‌ ତିପାନର୍‌ ମରନେ ରାଜିଅଇକରି ତେଇ ରଇଲା । ସେ ଦିନେଅନି ଜିରୁସାଲାମେ ରଇବା ମଣ୍ଡଲିମନ୍‌କେ ଲକ୍‌ମନ୍‌ ଜବର୍‌ ତାଡ୍‌ନା ଦେବାର୍‌ ଆରାମ୍‌ କଲାଇ । ସେଟାର୍‌ପାଇ ପେରିତ୍‌ ସିସ୍‌ମନ୍‌ ତେଇରଇଲାଇ ଆରି ବିନ୍‌ ବିସ୍‌ବାସିମନ୍‌ ଜିବନ୍‌ ଆତେଦାରି ଜିଉଦା ଆରି ସମିରଣ୍‌ ଜାଗାଇ ପାଲାଇଲାଇ ।
2 Es bestatteten aber Stephanus gottesfürchtige Männer und hielten eine große Klage über ihn.
ପର୍‌ମେସର୍‌କେ ନାମ୍‌ବା କେତେକ୍‌ ଲକ୍‌ ଆକ୍‌ମାରି କାନ୍ଦିକରି ତିପାନର୍‌ ମଲା ଗାଗଡ୍‌ ନେଇ ସମାଦି କଲାଇ ।
3 Saulus aber zerstörete die Gemeinde, ging hin und her in die Häuser und zog hervor Männer und Weiber und überantwortete sie ins Gefängnis.
ମାତର୍‌ ସାଉଲ୍‌ ମଣ୍ଡଲିକେ କୁରୁପ୍‌ନାସ୍‌ କର୍‌ବାକେ ଚେସ୍‌ଟା କଲା । ସେ ଗରେ ଗରେ ଜାଇ ଜିସୁକେ ବିସ୍‌ବାସ୍‌ କର୍‌ବା ମୁନୁସ୍‌ ପିଲା ଆରି ମାଇଜି ଟକିମନ୍‌ ସବୁକେ ଜିକି ଆନି ବନ୍ଦି ଗରେ ପୁରାଇ ଦେଲା ।
4 Die nun zerstreuet waren, gingen um und predigten das Wort.
ଜିରୁସାଲମେଅନି ପାଲାଇରଇବା ବିସ୍‌ବାସିମନ୍‌ ଗୁଲାଇବାଟେ ଜାଇ ସୁବ୍‌କବର୍‌ ଜାନାଇବାର୍‌ ଦାର୍‌ଲାଇ ।
5 Philippus aber kam hinab in eine Stadt in Samarien und predigte ihnen von Christo.
ସେମନର୍‌ ବିତ୍‌ରେଅନି ପିଲିପ୍‌ ବଲି ଗଟେକ୍‌ ଲକ୍‌ ସମିରଣର୍‌ ମୁକିଅ ନଅରେ ଜାଇ, ତେଇ ରଇବା ଲକ୍‌ମନ୍‌କେ ମସିଅ କଇରଇବା କାତା ଜାନାଇଲା ।
6 Das Volk aber hörete einmütiglich und fleißig zu, was Philippus sagte, und sahen die Zeichen, die er tat.
ପିଲିପ୍‌ କଇବା କାତା ସୁନି ଆରି ସେ କରିରଇବା କାବା ଅଇଜିବା କାମ୍‌ମନ୍‌ ସବୁ ଦେକି ଲକ୍‌ମନ୍‌ ତାକେ ଅଦିକ୍‌ ମନ୍‌ଦିଆନ୍‌ ଦେଇ ସୁନ୍‌ବାର୍‌ ଦାର୍‌ଲାଇ ।
7 Denn die unsaubern Geister fuhren aus vielen Besessenen mit großem Geschrei; auch viel Gichtbrüchige und Lahme wurden gesund gemacht.
କେତେ କେତେ ଲକ୍‌ମନର୍‌ ଟାନେଅନି ଡୁମାମନ୍‌ କିର୍‌କିରି କରି ବାରଇ ଗାଲାଇ । କେତେ କେତେ ଚେରେଙ୍ଗ୍‌ ରଗି ଆରି ଆତ୍‌ ଗଡ୍‌ ନ ଆଇବାଟାମନ୍‌ ନିକ ଅଇଗାଲାଇ ।
8 Und ward eine große Freude in derselbigen Stadt.
ଏଟାର୍‌ ପାଇ ସେ ନଅର୍‌ ସାଇସାର୍‌ଦା ଅଇରଇଲା ।
9 Es war aber ein Mann mit Namen Simon, der zuvor in derselbigen Stadt Zauberei trieb und bezauberte das samaritische Volk und gab vor, er wäre etwas Großes.
ସମରିଆ ଜାଗାଇ ସିମନ୍‌ ନାଉଁର୍‌ ଗଟେକ୍‌ ଲକ୍‌ ତାର୍‌ ଜନ୍ତର୍‌ ମନ୍ତର୍‌ ବିଦିଆ କରିକରି ତେଇର୍‌ ଲକ୍‌ମନ୍‌କେ କାବା କରାଇତେରଇଲା ।
10 Und sie sahen alle auf ihn, beide, klein und groß, und sprachen: Der ist die Kraft Gottes, die da groß ist!
୧୦ସେ, ମୁଇ ନିଜେ ଗଟେକ୍‌ ବଡ୍‌ ଲକ୍‌ ବଲାଇଅଇତେରଇଲା । ଆରି ସେ ନଅରେ ରଇବା ସାନ୍‌ ବଡ୍‌ ସବୁ ତାକେ ମାନିରଇଲାଇ । ପର୍‌ମେସରର୍‌ ଜନ୍‌ ବପୁ ମଆନ୍‌ ସେ ବପୁ ଏଟା ଆକା ବଲି ଲକ୍‌ମନ୍‌ କଇତେ ରଇଲାଇ ।
11 Sie sahen aber darum auf ihn, daß er sie lange Zeit mit seiner Zauberei bezaubert hatte.
୧୧ବେସି ବରସ୍‌ ଦାରି ତାର୍‌ ଗୁନି ବିଦିଆର୍‌ ବପୁ ସଙ୍ଗ୍‍ ତେଇର୍‌ ଲକ୍‌ମନ୍‌କେ କାବା କରାଇତେରଇଲା । ସେଟାର୍‌ପାଇ ଗୁଲାଇ ସମିରଣିୟ ଲକ୍‌ମନ୍‌ ତାକେ ମାନିକରି ରଇଲାଇ ।
12 Da sie aber den Predigten des Philippus glaubten von dem Reich Gottes und von dem Namen Jesu Christi, ließen sich taufen beide, Männer und Weiber.
୧୨ମାତର୍‌ ପିଲିପର୍‌ ଟାନେଅନି ପର୍‌ମେସରର୍‌ ରାଇଜ ଆରି ଜିସୁର୍‌ ବିସଇ ସୁନ୍‌ଲାଇ । ସୁନିକରି ତେଇର୍‌ ଲକ୍‌ମନ୍‌ ମାପ୍‌ରୁକେ ବିସ୍‌ବାସ୍‌ କଲାଇ । ଆରି ସେ ଜାଗାର୍‌ ବିସ୍‌ବାସ୍‌ କଲା ମନସ୍‌ ପିଲା ଆରି ମାଇଜିଟକିକେ ପିଲିପ୍‌ ଡୁବନ୍‌ ଦେଲା ।
13 Da ward auch der Simon gläubig und ließ sich taufen und hielt sich zu Philippus. Und als er sah die Zeichen und Taten, die da geschahen, verwunderte er sich.
୧୩ସିମନ୍‌ ନିଜେ ପିଲିପ୍‌ ଜାନାଇରଇବା ମାପ୍‌ରୁର୍‌ ବାକିଅ ସୁନି ବିସ୍‌ବାସ୍‌ କଲା । ଆରି ପିଲିପ୍‌ ତାକେ ଡୁବନ୍‌ ଦେଲା । ସେ ପିଲିପର୍‌ ସଙ୍ଗ୍‍ ସବୁଜାଗାଇ ଜିବାର୍‌ ଦାର୍‌ଲା । ପିଲିପ୍‌ କରିରଇବା କାବା ଅଇଜିବା କାମ୍‌ମନ୍‌ ଆରି ଚିନ୍‌ମନ୍‌ ଦେକିକରି ସେ କାବା ଅଇଜାଇତେରଇଲା ।
14 Da aber die Apostel höreten zu Jerusalem, daß Samarien das Wort Gottes angenommen hatte, sandten sie zu ihnen Petrus und Johannes.
୧୪ସମରିଆର୍‌ ଲକ୍‌ମନ୍‌ ପର୍‌ମେସରର୍‌ ବାକିଅ ବିସ୍‌ବାସ୍‌ କଲାଇ ଆଚତ୍‌ ବଲି ଜିରୁସାଲାମ୍‌ ରଇବା ପେରିତ୍‌ ସିସ୍‌ମନ୍‌ ସୁନ୍‌ଲାଇ । ପିତର୍‌ ଆରି ଜଅନ୍‌କେ ସେମନର୍‌ ଲଗେ ପାଟାଇଲାଇ ।
15 Welche, da sie hinabkamen, beteten sie über sie, daß sie den Heiligen Geist empfingen.
୧୫ସେମନ୍‌ ତେଇ କେଟ୍‌ଲା ପଚେ ସମିରଣର୍‌ ବିସ୍‌ବାସିମନ୍‌ ସୁକଲ୍‌ ଆତ୍‌ମା ପାଇବାକେ, ପାର୍‌ତନା କଲାଇ ।
16 (Denn er war noch auf keinen gefallen, sondern waren allein getauft auf den Namen Christi Jesu.)
୧୬କାଇକେ ବଇଲେ ସେଡ୍‌କିବେଲ୍‌ ଜାକ କାର୍‌ ଉପ୍‌ରେ ସୁକଲ୍‌ ଆତ୍‌ମା ଉତ୍‌ରି ନ ରଇଲା । ସେମନ୍‌କେ ଜିସୁକିରିସ୍‌ଟର୍‌ ନାଉଁଦାରି ଅବ୍‌କାସେ ଡୁବନ୍‌ ଦେଇରଇଲା ।
17 Da legten sie die Hände auf sie, und sie empfingen den Heiligen Geist.
୧୭ପିତର୍‌ ଆରି ଜଅନ୍‌ ସେମନର୍‌ ଉପ୍‌ରେ ଆତ୍‌ ସଙ୍ଗଇଲା ଦାପ୍‌ରେ ସେମନ୍‌ ସୁକଲ୍‌ ଆତ୍‌ମା ପାଇଲାଇ ।
18 Da aber Simon sah, daß der Heilige Geist gegeben ward, wenn die Apostel die Hände auflegten, bot er ihnen Geld an
୧୮ପେରିତ୍‌ ସିସ୍‌ମନ୍‌ ବିସ୍‌ବାସିମନର୍‌ ଉପ୍‌ରେ ଆତ୍‌ ସଙ୍ଗଇଲାକେ ସୁକଲ୍‌ଆତ୍‌ମା ପାଇଲାଟା ଦେକି, ସିମନ୍‌, ପିତର୍‌ ଆରି ଜଅନ୍‌କେ ଡାବୁ ଜାଚ୍‌ଲା ଆରି କଇଲା,
19 und sprach: Gebt mir auch die Macht, daß, so ich jemand die Hände auflege, derselbige den Heiligen Geist empfange.
୧୯“ମୁଇ ବିନ୍‌ ଲକର୍‌ ଉପ୍‌ରେ ଆତ୍‌ ସଙ୍ଗଇଲେ, ସେମନ୍‌ ଜେନ୍ତି ସୁକଲ୍‌ ଆତ୍‌ମା ପାଇପାର୍‌ବାଇ, ସେଟାର୍‌ ପାଇ ମକେ ସେ ବପୁ ଦିଆ ।”
20 Petrus aber sprach zu ihm: Daß du verdammet werdest mit deinem Gelde, daß du meinest Gottes Gabe werde durch Geld erlanget!
୨୦ମାତର୍‌ ପିତର୍‌ ତାକେ କଇଲା, “ତର୍‌ ଡାବୁ ତର୍‌ ସଙ୍ଗ୍‍ ନସ୍‌ଟ ଅ । ତର୍‌ ସଙ୍ଗ୍‍ ତର୍‌ ଡାବୁ ମିସା ନର୍‌କେ ଜାଅ । କାଇକେବଇଲେ ପର୍‌ମେସରର୍‌ ଦାନ୍‌ ଡାବୁସଙ୍ଗ୍‍ ଗେନ୍‌ବି ବଲି ବାବ୍‌ଲୁସ୍‌ନି ।
21 Du wirst weder Teil noch Anfall haben an diesem Wort; denn dein Herz ist nicht rechtschaffen vor Gott.
୨୧ଆମର୍‌ କାମ୍‌ଟାନେ ତର୍‌ କାଇମିସା ବାଗ୍‌ ନାଇ, କାଇକେବଇଲେ ପର୍‌ମେସର୍‌ ଦେକ୍‌ବା ଇସାବେ ତର୍‌ ମନ୍‌ ନିକ ନାଇ ।
22 Darum tue Buße für diese deine Bosheit und bitte Gott, ob dir vergeben werden möchte die Tücke deines Herzens.
୨୨ସେଟାର୍‌ ପାଇ ତମର୍‌ ଏ କରାପ୍‌ ବାବ୍‌ନାର୍‌ ପାଇ ମନ୍‌ ବାଦ୍‌ଲାଆ । ଏନ୍ତାରି ବିସଇ ଚିନ୍ତାକଲାର୍‌ ପାଇ ମାପ୍‌ରୁ ଜେନ୍ତାରି କେମା ଦେଇସି, ତାର୍‌ ଲାଗି, ମାପ୍‌ରୁକେ ପାର୍‌ତନା କର୍‌ ।
23 Denn ich sehe, daß du bist voll bitterer Galle und verknüpft mit Ungerechtigkeit.
୨୩କାଇକେ ବଇଲେ ମୁଇ ଦେକ୍‌ଲିନି ଜେ ତର୍‌ ମନ୍‌ ଆଁକାରେ ବର୍‌ତି ଅଇଆଚେ । ତୁଇ ପାପର୍‌ ବନ୍ଦନେ ବନ୍ଦିଅଇ ଆଚୁସ୍‌ ।”
24 Da antwortete Simon und sprach: Bittet ihr den HERRN für mich, daß der keines über mich komme, davon ihr gesagt habt!
୨୪ସିମନ୍‌ ସେମନ୍‌କେ କଇଲା, “ତମେ ଜାଇଟା ସବୁ କଇଲାସ୍‌ ସେଟା ଜେନ୍ତି ମର୍‌ ଉପ୍‌ରେ ନ ଗଟ । ମୁଇ ତମ୍‌କେ ବାବୁଜିଆ କଲିନି ମର୍‌ପାଇ ମାପ୍‌ରୁକେ ପାର୍‌ତନା କରା ।”
25 Sie aber, da sie bezeuget und geredet hatten das Wort des HERRN, wandten sie wieder um gen Jerusalem und predigten das Evangelium vielen samaritischen Flecken.
୨୫ନିଜର୍‌ ଜିବନେ ଅଇରଇବା ବିସଇର୍‌ ସାକି ଆରି ମାପ୍‌ରୁର୍‌ ସୁବ୍‌ କବର୍‌ କଇସାରାଇଲା ପଚେ ପିତର୍‌ ଆରି ଜଅନ୍‌ ଜିରୁସାଲାମେ ବାଅଡ୍‌ଲାଇ । ବାଅଡ୍‌ବା ବାଟେ ସେମନ୍‌ ସମିରଣର୍‌ ବେସି ଗାଉଁମନ୍‌କେ ସୁବ୍‌କବର୍‌ ଜାନାଇଲାଇ ।
26 Aber der Engel des HERRN redete zu Philippus und sprach: Stehe auf und gehe gegen Mittag auf die Straße, die von Jerusalem hinabgehet gen Gaza, die da wüste ist.
୨୬ପର୍‌ମେସରର୍‌ ଗଟେକ୍‌ ଦୁତ୍‌ ପିଲିପ୍‌କେ କଇଲା, “ତିଆର୍‌ ଅ, ଆରି ଦକିଣ୍‌ ଦିଗେ ଜିରୁସାଲମେଅନି ଗାଜା ବଲି ଗଟେକ୍‌ ଜାଗାଇ ଜିବାବାଟେ ଜା । ଆଜିକାଲି ଏବାଟେ ଆରି ଲକ୍‌ମନ୍‌ ଆସ୍‌ ଜା କରତ୍‌ ନାଇ ।”
27 Und er stund auf und ging hin. Und siehe, ein Mann aus Mohrenland, ein Kämmerer und Gewaltiger der Königin Kandaze in Mohrenland, welcher war über ihre ganze Schatzkammer, der war kommen gen Jerusalem, anzubeten,
୨୭ପିଲିପ୍‌ ତିଆର୍‌ ଅଇ ସେବାଟେ ଗାଲା । ଏଦେ ଦେକା! ଇତିଅପିଆର୍‌ ଗଟେକ୍‌ ଲକ୍‌! ସେ ଗଟେକ୍‌ ବେଜୁ ରଇଲା । ସେ ଜିରୁସାଲମେ ପାର୍‌ତନା କର୍‌ବାକେ ଆସିରଇଲା ।
28 und zog wieder heim und saß auf seinem Wagen und las den Propheten Jesaja.
୨୮ସେ ଗଟେକ୍‌ ମୁକିଅ ଆରି ଇତିଅପିଆ ରାନିର୍‌ ବାଣ୍ଡାର୍‌ଗରିଆ ରଇଲା । ସେ ପର୍‌ମେସର୍‌କେ ଉପାସନା କର୍‌ବାକେ ଜିରୁସାଲେମ୍‌ ଜାଇରଇଲା । ତାର୍‌ ରତେ ବସି ଗରେ ବାଉଡି ଆଇତେରଇଲା । ବସିକରି ଜିସାୟ ବବିସତ୍‌ବକ୍‌ତାର୍‌ ବଇଟାନେଅନି ଆଉଲି ଅଇ ପଡ୍‌ତେରଇଲା ।
29 Der Geist aber sprach zu Philippus: Gehe hinzu und halte dich zu diesem Wagen.
୨୯ସୁକଲ୍‌ଆତ୍‌ମା ପିଲିପ୍‌କେ କଇଲା, “ସେ ରତେ ଜା ଆରି ସେ ଲକର୍‌ ଲଗେ ର ।”
30 Da lief Philippus hinzu und hörete, daß er den Propheten Jesaja las, und sprach: Verstehest du auch, was du liesest?
୩୦ପିଲିପ୍‌ ପାଲାଇ ପାଲାଇ ଗାଲା ଆରି ସେ ଲକ୍‌ ଜିସାୟ ବବିସତ୍‌ବକ୍‌ତାର୍‌ ବଇ ପଡ୍‌ବାଟା ସୁନ୍‌ଲା । ସେ ତାକେ ପାଚାର୍‌ଲା “ତୁଇ ଜାଇଟା ପଡ୍‌ଲୁସ୍‌ନି, ସେଟା ବୁଜିପାର୍‌ଲୁସ୍‌ନିକି?”
31 Er aber sprach: Wie kann ich, so mich nicht jemand anleitet? Und ermahnete Philippus, daß er aufträte und setzte sich zu ihm.
୩୧ସେ ବାଣ୍ଡାର୍‌ ଗରିଆ କଇଲା, “କେ ମିସା ଗଟେକ୍‌ ଲକ୍‌ ବୁଜାଇ ନ ଦେଲେ ମୁଇ କେନ୍ତି ବୁଜିପାର୍‌ବି?” ତାର୍‌ ସଙ୍ଗ୍‍ ରତେ ବସ୍‌ବାକେ ସେ ପିଲିପ୍‌କେ ଡାକ୍‌ଲା । ପିଲିପ୍‌ ଜାଇ ବସ୍‌ଲା ।
32 Der Inhalt aber der Schrift, die er las, war dieser: Er ist wie ein Schaf, zur Schlachtung geführet, und still wie ein Lamm vor seinem Scherer; also hat er nicht aufgetan seinen Mund.
୩୨ଦରମ୍‌ ସାସ୍‌ତରର୍‌ ଏ ପଦ୍‌ ପଡ୍‌ତେ ରଇଲା, “ମରାଇବାକେ ନେବା ମେଣ୍ଡାପାରା, ଲକ୍‌ମନ୍‌ ତାକେ ଡାକିନେଲାଇ, ଗଟେକ୍‌ ମେଣ୍ଡାର୍‌ ବାଲ୍‌ କାଟ୍‌ବା ବେଲେ ଜେନ୍ତି ସେ ଚିମ୍‌ରାଇଅଇରଇସି, ସେନ୍ତାରି ସେ ପଦେକ୍‌ ମିସା କାତା କଏ ନାଇ ।
33 In seiner Niedrigkeit ist sein Gericht aufgehoben; wer wird aber seines Lebens Länge ausreden? Denn sein Leben ist von der Erde weggenommen.
୩୩ଲକ୍‌ମନ୍‌ ନିନ୍ଦା କଲାବେଲେ ତାକେ ନିଆଇ ମିଲେ ନାଇ ତାର୍‌ କୁଟୁମର୍‌ ଲକର୍‌ ବିସଇ, କେ କଇ ନାପାରତ୍‌, କାଇକେବଇଲେ ମଚ୍‌ପୁରେ ତାର୍‌ ଜିବନ୍‌ ସାରିଗାଲା ଆଚେ ।”
34 Da antwortete der Kämmerer Philippus und sprach: Ich bitte dich, von wem redet der Prophet solches, von ihm selber oder von jemand anders?
୩୪ବାଣ୍ଡାର୍‌ଗରିଆ ପିଲିପ୍‌କେ ପାଚାର୍‌ଲା, “ମୁଇ ତକେ ଗୁଆରି କଲିନି । ବବିସତ୍‌ବକ୍‌ତା କାର୍‌ ବିସଇ କଇଲାନି, ମକେ କୁଆ । ତାର୍‌ ନିଜର୍‌ ବିସଇ କି ଆରି କାର୍‌ ବିସଇ?”
35 Philippus aber tat seinen Mund auf und fing von dieser Schrift an und predigte ihm das Evangelium von Jesu.
୩୫ପିଲିପ୍‌ ଦରମ୍‌ ସାସ୍‌ତରର୍‌ ଏ ପଦେଅନି ଆରାମ୍‌ କରି ଜିସୁର୍‌ ବିସଇର୍‌ ସୁବ୍‌ କବର୍‌ ତାକେ ଜାନାଇଲା ।
36 Und als sie zogen der Straße nach, kamen sie an ein Wasser. Und der Kämmerer sprach: Siehe, da ist Wasser; was hindert's, daß ich mich taufen lasse?
୩୬ସେମନ୍‌ ଜାଉ ଜାଉ ଗଟେକ୍‌ ବନ୍ଦ୍‌ ଲଗେ କେଟ୍‌ଲାଇ । ସେ ବାଣ୍ଡାର୍‌ଗରିଆ କଇଲା,
37 Philippus aber sprach: Glaubest du von ganzem Herzen, so mag's wohl sein. Er antwortete und sprach: Ich glaube, daß Jesus Christus Gottes Sohn ist.
୩୭“ଇତି ପାନି ଆଚେ, କାଇ ଅସୁବିଦା ନ ରଇଲେ ମକେ ଡୁବନ୍‌ ଦିଆ ।”
38 Und er hieß den Wagen halten, und stiegen hinab in das Wasser, beide, Philippus und der Kämmerer; und er taufete ihn.
୩୮ସେ ଲକ୍‌ ରତ୍‌ ତେବାଇବାକେ ତିଆର୍‌ଲା । ପିଲିପ୍‌ ଆରି ସେ, ପାନି ବିତ୍‌ରେ ଗାଲାଇ ଆରି ପିଲିପ୍‌ ତାକେ ପାନିତେଇ ଡୁବନ୍‌ ଦେଲା ।
39 Da sie aber heraufstiegen aus dem Wasser, rückte der Geist des HERRN Philippus hinweg, und der Kämmerer sah ihn nicht mehr; er zog aber seine Straße fröhlich.
୩୯ସେମନ୍‌ ପାନିତେଇଅନି ବାରଇ ଆଇଲା ପଚେ, ମାପ୍‌ରୁର୍‌ ଆତ୍‌ମା ପିଲିପ୍‌କେ ଆରିଗଟେକ୍‌ ଜାଗାଇ ମାୟା କରି ଦେଲା, ସେ ଲକ୍‌ ପିଲିପ୍‌କେ ଆରି କେବେ ଦେକି ନାପାର୍‌ଲା, ମାତର୍‌ ସାର୍‌ଦାଇ ପୁରୁନ୍‌ ଅଇ ତାର୍‌ ବାଟେ ଉଟିଗାଲା ।
40 Philippus aber ward funden zu Asdod und wandelte umher und predigte allen Städten das Evangelium, bis daß er kam gen Cäseräa.
୪୦ଚନେକ୍‌ ଗାଲା ପଚେ ପିଲିପ୍‌ ଦେକ୍‌ଲାଜେ ସେ ଅସଦର୍‌ ବଲି ଗଟେକ୍‌ ଜାଗାଇ କେଟିଆଚେ । ତେଇଅନି ସେ କାଇସେରିଆଇ ଗାଲା ଆରି ବାଟେ ରଇବା ସଅର୍‌ମନ୍‌କେ ସୁବ୍‌ କବର୍‌ ଜାନାଇଲା ।

< Apostelgeschichte 8 >