< Galater 6 >
1 Brüder, wenn einmal ein Mensch übereilt wird von einem Fehler, so bringet ihn als Geistesmänner zurecht mit dem Geiste der Sanftmut; und siehe du nur auf dich selbst, daß du nicht ebenfalls versucht werdest.
୧ଏ ବାଇବଇନିମନ୍ ଜଦି ତମର୍ ବିତ୍ରେ କେ କାରାପ୍ କାମ୍ କଲା ବେଲେ ଦାରାପଡ୍ଲେ, ତମର୍ଟାନେ ଜେ ସୁକଲ୍ ଆତ୍ମାଇଅନି ଚାଲ୍ନା ପାଇଲାନି, ସେ ତାକେ ଟିକ୍ ବାଟେ ଆନ୍ବାର୍ ଆଚେ । ମାତର୍ ସେ ଏ କାମ୍ ସାର୍ଦା ଆରି ସଲଦ୍ସଙ୍ଗ୍ କର୍ବାର୍ ଆଚେ । ଆରି ଜାଗ୍ରତ୍, ଜେନ୍ତିକି ସେ ନିଜେ ସେନ୍ତାର୍ କାମ୍ କର୍ବାକେ ମନ୍ କର୍ବାର୍ ନାଇ ।
2 Traget einer des andern Last, und erfüllet so das Gesetz des Christus.
୨ତମର୍ ତମର୍ ବିତ୍ରେ, ଜିବନେ ଆଇବା ବଜ୍ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍ଟର୍ ଆଦେସ୍ ମାନ୍ସା ।
3 Wenn einer meint, er sei etwas, da er doch nichts ist, so täuscht er sich selbst.
୩ଜେ ନିଜର୍ ବିସଇନେଇ ବଡ୍ ବଲି ବାବ୍ସି, ସତଇସେ ଦେକ୍ଲେ ସେ ବଡ୍ ନଏ । ସେ ନିଜେ ନାଡାଇ ଅଇଲାନି ।
4 jeder prüfe sein eigenes Thun; dann wird er seinen Ruhm für sich behalten, und den andern damit in Ruhe lassen;
୪ସବୁ ଲକ୍ ନିଜର୍ ନିଜର୍ ଚଲାଚଲ୍ତି ବିଚାର୍ କରି ଦେକ୍ବାର୍ ଆଚେ । ଜଦି ସେଟା ନିକ ଅଇରଇସି, ତେବେ ସେ ନିଜେ ସାର୍ଦା ଅ । ଆରି ବିନ୍ ଲକର୍ କାମ୍ସଙ୍ଗ୍ ନିଜେ କଲାଟା ସମାନ୍ ନ କର ।
5 denn es wird jeder seine eigene Last zu tragen haben.
୫କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ଜିବନେ ଆଇବା ବଜ୍ ବଇବାକେ ପଡ୍ସି ।
6 Wer im Worte Unterricht erhält, der soll mit seinem Lehrer nach allen Seiten Gütergemeinschaft halten.
୬ଜନ୍ ଲକ୍ମନ୍ ବାକିଅଟାନେ ସିକିଆ ପାଇଲାଇନି, ସେମନର୍ଟାନେ ଜନ୍ଟା ଆଚେ, ସେଟା ତାକର୍ ସିକାଉମନର୍ ସଙ୍ଗ୍ ବାଟା କର୍ବାର୍ ଆଚେ ।
7 Lasset euch nicht irre machen; Gott läßt sich nicht spotten. Was der Mensch sät, wird er auch ernten:
୭ପରମେସର୍ ନାଡାଇ ନ ଅଏ, ନିଜେ ନାଡାଇ ଉଆ ନାଇ । ଜେ ଜନ୍ଟା ବୁନିରଇସି, ସେ ସମାନ୍ଟା ଆକା କାଟ୍ସି ।
8 wer auf sein Fleisch sät, wird vom Fleisch Verderben ernten; wer aber auf den Geist sät, der wird vom Geiste ewiges Leben ernten. (aiōnios )
୮ଜେ ନିଜର୍ ଗାଗଡର୍ ଗୁନ୍ଚଲନ୍ ଇସାବେ ବୁନ୍ସି, ସେ ଗାଗ୍ଡେଅନି ବାରଇବା ମରନର୍ କେତ୍ କାଟ୍ସି । ମାତର୍ ଜେ ଆତ୍ମାର୍ ଇସାବେ ବୁନ୍ସି, ସେ ଆତ୍ମାଇଅନି ବାରଇଲା ନ ସାର୍ବା ଜିବନ୍ପାରା କେତ୍ କାଟ୍ସି । (aiōnios )
9 Lasset uns das rechte thun und nicht müde werden; zu seiner Zeit werden wir ernten, wenn wir nicht nachlassen.
୯ସେଟାର୍ ପାଇ ଆମେ ନିକ କାମ୍ କରି ଲାଗି ରଇବୁ। କାଇକେ ବଇଲେ ନ ତାକ୍ଲେ ସେ ସମାନ୍ ବେଲାଇ ପସଲ୍ ପାଇବାର୍ ଅଇସି ।
10 Es ist uns eine Zeit gesteckt, da wollen wir schaffen, was gut ist, gegen alle, am meisten aber gegen die Glaubensgenossen.
୧୦ସେନ୍ତି ବଇଲେ ଜେତେକ୍ ତର୍ ବେଲା ପାଇଲୁନି, ସବୁବେଲା ସବୁର୍ସଙ୍ଗ୍, ଜନ୍ଲକ୍ମନ୍ ଆମର୍ ବିସ୍ବାସି କୁଟୁମେ ମିସ୍ଲାଇ ଆଚତ୍, ସେମନର୍ ପାଇ ନିମାନ୍ କର୍ବାର୍ ଆମର୍ ଦାଇତ୍ ।
11 Sehet, mit was für großen Buchstaben ich eigenhändig schreibe.
୧୧ଦେକା, କେଡେ ବଡ୍ ବଡ୍ ଅଇକର୍ସଙ୍ଗ୍ ମୁଇ ତମ୍କେ ଏ ଚିଟିର୍ ସାରାସାରି କାତା ମର୍ ନିଜର୍ ଆତେ ଲେକ୍ଲିନି ।
12 Diejenigen, die da möchten im Fleische wohl angesehen sein, nötigen euch zur Beschneidung, nur damit sie nicht durch das Kreuz Christus Verfolgung leiden.
୧୨ଜନ୍ ଲକ୍ମନ୍ ବାଇରର୍ ରିତିନିତି ମାନିକରି ଡାକ୍ପୁଟା ପାଇବାକେ ମନ୍ କର୍ବାଇ, ସେମନ୍ ତମ୍କେ ସୁନତ୍ ଅଇବାକେ ବାଦିଅ କଲାଇନି । କିରିସ୍ଟର୍ କୁର୍ସର୍ ଲାଗି ସେମନ୍ ଜେନ୍ତି ସଙ୍ଗର୍ ଜିଉଦିମନର୍ କସ୍ଟ ନ ପାଇବାର୍ ଲାଗି ଏଟା କଲାଇନି ।
13 Auch die sich beschneiden lassen, halten das Gesetz für sich nicht; aber euch wollen sie zur Beschneidung bringen, um sich eures Fleisches zu rühmen.
୧୩କାଇକେ ବଇଲେ ଜନ୍ ଲକ୍ମନ୍ ସୁନତ୍ ବିଦିକେ ଟିକ୍ ବଲି କଇଲାଇନି, ସେମନ୍ ନିଜେ, ମସାର୍ ସବୁ ନିୟମ୍ ମାନତ୍ ନାଇ । ଜେନ୍ତି କି ତମେ ସୁନତ୍ ଅଇ ସେମନର୍ବାଟେ ମିସ୍ଲାସ୍ । ଏଟା ନେଇକରି ବଡ୍ପନ୍ ଅଇବାଇ ।
14 Mir aber soll es nicht bekommen, mich zu rühmen, außer allein des Kreuzes unseres Herrn Jesus Christus, durch den mir die Welt gekreuzigt ist und ich der Welt.
୧୪ମାତର୍ ମାପ୍ରୁ ଜିସୁ କିରିସ୍ଟର୍ କୁରୁସ୍ ଚାଡିକରି ଆରି କାଇତେଇ ବଡ୍ପନ୍ ଅଇବାଟା ମର୍ଟାନେଅନି ଦୁରିକେ ରଅ । କାଇକେବଇଲେ ଜଗତ୍ ଜନ୍ ବିସଇର୍ ପାଇ ବେସି ଦାନ୍ଦା ଅଇଲାନି, ସେଟା ମୁକିଅ ବିସଇ ବଲି ମୁଇ ନ ବାବି । ଆରି ଜଗତ୍ ମିସା ମକେ କାଇ ମୁଲିଅ ନ ଅଇଲା ଲକ୍ ପାରା ଦେକ୍ଲାନି ।
15 Denn weder Beschneidung ist etwas noch ihr Gegenteil etwas, sondern neue Schöpfung gilt es.
୧୫କେ ସୁନତ୍ ଅଇଲା, କେ ସୁନତ୍ ଅଏନାଇ, ସେଟା କିଚି ନାଇ । ମାତର୍ ପର୍ମେସର୍ ଆମ୍କେ ନୁଆ ଜନମ୍ ଦେଲାଆଚେ, ସବୁର୍ଟାନେଅନି ସେଟାସେ ମୁକିଅ ବିସଇ ।
16 Und welche nach dieser Regel wandeln, Friede über sie und Erbarmen, und über den Israel Gottes.
୧୬ଜନ୍ ଲକ୍ମନ୍ ନିଜର୍ ଜିବନେ ଏ କାତା ଦାର୍ବାଇ, ସେମନ୍ ସବୁ ଲକ୍ ଆରି ପରମେସରର୍ ସବୁ ଲକ୍ମନ୍ ଜିବ୍ନେ ସାନ୍ତି ଆରି ଜିବନ୍ ଦୁକାନି ପାଇବାଇ ।
17 Niemand mache mir fernerhin Umstände. Ich trage die Malzeichen Jesus an meinem Leibe.
୧୭ସାରାସାରି ଏତ୍କି କଇଲିନି, ଆଜିଅନି ବୁଲ୍ ସିକିଆ ଦେଇକରି ମକେ ଆରି କେ ମିସା କସ୍ଟ ନ ଦେଅ, କାଇକେ ବଇଲେ ମୁଇ ଜିସୁର୍ ଗତିଦାଙ୍ଗ୍ଡା ବଲି ଦେକାଇବାକେ ମର୍ ଗାଗ୍ଡେ ତାର୍ କଣ୍ଡିଆ ଚିନ୍ ଆଚେ ।
18 Die Gnade unseres Herrn Jesus Christus mit eurem Geiste, Brüder. Amen.
୧୮ଏ ବାଇବଇନିମନ୍! ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାନି ତମର୍ ସବୁ ଲକର୍ ଲଗେ ରଅ । ଆମେନ୍!