< Galater 3 >

1 O ihr thörichten Galater, wer hat euch bezaubert, denen doch Jesus Christus vor die Augen gezeichnet wurde, wie er gekreuzigt ist?
ଏ ବକୁଆ ଗାଲାତିଅମନ୍‌! କେ ତମ୍‌କେ ଏନ୍ତାରି ବୁଲ୍‌ ସିକିଆ ଦେଇ ଚଟ୍‍ପଟ୍‌ କରାଇଲାନି? ତମର୍‌ ମୁଆଟେ ତା କୁର୍‌ସେ ମରିରଇବା ଜିସୁ କିରିସ୍‌ଟର୍‌ ବିସଇ ଅର୍‌ସା ସଙ୍ଗ୍‌ ବାତାଇ ଦେଇଆଚୁ ।
2 Nur das möchte ich von euch wissen: habt ihr den Geist empfangen durch Gesetzeswerke, oder durch des Glaubens Kunde?
ଗଟେକ୍‌ କାତା ମକେ କଇଦେକାପନି, ମସାର୍‌ ନିୟମ୍‌ ମାନ୍‌ଲାକେ ତମେ ସୁକଲ୍‌ଆତ୍‌ମା ପାଇଆଚାସ୍‌ କି, ସୁବ୍‌କବର୍‌ ସୁନି ସେଟା ବିସ୍‌ବାସ୍‌ କଲାକେ?
3 So thöricht seid ihr? Im Geiste habt ihr begonnen, um im Fleische zu enden?
ତମେ କେନ୍ତାର୍‌ ଏତେକ୍‌ ବୁଦି ନଇଲା ଲକର୍‌ ପାରା ଅଇଗାଲାସ୍‌ନି? ଆତ୍‌ମାର୍‌ ବପୁ ପାଇକରି ତମେ ଜନ୍‌ ବିସ୍‌ବାସର୍‌ ଜିବନ୍‌ ଆରାମ୍‌ କଲାସ୍‌, ସେଟା କାଇ ନିଜର୍‌ ବପୁସଙ୍ଗ୍‍ ସାରାଇବାକେ ମନ୍‍କଲାସ୍‌ନି କି?
4 So Großes habt ihr umsonst erfahren? Und ob umsonst!
ସେଟାର୍‌ପାଇ ତମେ ଆଗ୍‌ତୁ ସିକ୍‌ଲାଟା ସବୁ ବେକାର୍‌ କି? ତେଇଅନି କାଇଟା ମିସା ସିକାସ୍‌ ନାଇ କି?
5 Nun also, der euch den Geist zugeführt, und unter euch Wunder wirkt, thut er es durch Gesetzeswerke oder durch Glaubenskunde?
ପର୍‌ମେସର୍‌ କାଇକେ ତାର୍‌ ଆତ୍‌ମା ଦେଇ ତମର୍‌ ବିତ୍‌ରେ କାବାଅଇଜିବା କାମ୍‌ମନ୍‌ କଲା? ତମେ ମସାର୍‌ ନିୟମ୍‌ ମାନ୍‌ଲାର୍‌ ପାଇ କି ଜନ୍‌ ସୁବ୍‍କବର୍‍ ତମ୍‌କେ ଜାନାଇରଇଲାଇ ସେଟା ବିସ୍‌ବାସ୍‌ କଲାକେ?
6 So, wie Abraham glaubte, und es wurde ihm zur Gerechtigkeit gerechnet.
ଅବ୍‌ରାଆମର୍‌ କାତା ଏତାଇ ଦେକା । ସାସ୍‌ତରେ ଲେକାଆଚେ, “ସେ ପର୍‌ମେସର୍‌ କଇଲା ବିସଇ ବିସ୍‌ବାସ୍‌ କଲା । ଆରି ତାର୍‌ ବିସ୍‌ବାସର୍‍ ଲାଗି ପରମେସର୍‌ ତାକେ ଦରମ୍‌ ଲକ୍‌ ଇସାବେ ଲେକା କଲା ।”
7 Ihr seht also: die aus dem Glauben, das sind Abrahams Söhne.
ଜନ୍‌ ଲକ୍‌ମନ୍‌ ବିସ୍‌ବାସ୍‌ କର୍‌ବାଇ, ସେମନ୍‌ସେ ଅବ୍‌ରାଆମର୍‌ କୁଟୁମର୍‌ ଲକ୍‌ । ଏଟା ତମେ ଜାନ୍‌ବାର୍‍ ଆଚେ ।
8 In Voraussicht aber, daß Gott aus Glauben die Heiden rechtfertigt, hat die Schrift dem Abraham das Evangelium vorausverkündet: In dir sollen alle Völker gesegnet werden.
ପୁର୍‌ବେଅନି ଦରମ୍‌ ସାସ୍‌ତରେ ଲେକାଅଇଲା ଆଚେ ଜେ, ବିସ୍‌ବାସ୍‌ କଲେସେ ପରମେସର୍‌ ଜିଉଦିନଇଲା ଲକ୍‌ମନ୍‌କେ ମିସା ଦରମ୍‌ ଲକ୍‌ ଇସାବେ ଲେକା କର୍‌ସି । ପରମେସର୍‌ ତମର୍‌ଟାନେଅନି ଜଗତର୍‌ ସବୁ ଲକ୍‌କେ ଆସିର୍‌ବାଦ୍‌ କର୍‌ସି । ଏ କବର୍‌ ପର୍‌ତୁମ୍‌ ଅବ୍‌ରାଆମ୍‍କେ ଜାନାଇ ଦିଆଅଇରଇଲା ।
9 So werden, die aus dem Glauben sind, mit dem gläubigen Abraham gesegnet.
ଅବ୍‌ରାଆମ୍ ବିସ୍‌ବାସ୍‌ କରି ଆସିର୍‌ବାଦ୍‌ ପାଇରଇଲା । ସେଟାର୍‌ ପାଇ ଜେତ୍‌କି ଲକ୍‌ ବିସ୍‌ବାସ୍‌ କର୍‌ବାଇ, ସେମନ୍‌ ସବୁ ଲକ୍‌ ତାର୍‌ ପାରା ଆସିର୍‌ବାଦ୍‌ ପାଇବାଇ ।
10 Denn alle, die von Gesetzeswerken ausgehen, die sind unter dem Fluch. Denn es steht geschrieben: Verflucht ist jeder, der nicht bleibt bei allem, was im Buch des Gesetzes geschrieben ist, es zu thun.
୧୦ଜନ୍‌ ଲକ୍‌ମନ୍‌ ରିତିନିତିର୍‌ ନିୟମ୍‌ ମାନ୍‌ଲୁନି ବଲି ବଡ୍‌ପନ୍‌ ଅଇବାଇ, ସେମନ୍‌ ସାଇପ୍‌ ପାଇବାଇ । କାଇକେ ବଇଲେ ଦରମ୍‌ସାସ୍‌ତରେ ଲେକାଆଚେ, “ମସାର୍‌ ନିୟମ୍‌ ବଇଟାନେ ଜାଇଟା ସବୁ ଲେକାଅଇଲା ଆଚେ, ଜଦି କେ ସେଟା ପୁରାପୁରୁନ୍‌ ନ ମାନେ, ସେ ପରମେସରର୍‌ ସାଇପ୍‌ ପାଇସି ।”
11 Daß aber mit dem Gesetze keiner vor Gott gerechtfertigt wird, ist offenbar, denn Der Gerechte wird aus Glauben leben.
୧୧ଏଟା ନିକସଙ୍ଗ୍‌ ଜାନାପଡ୍‌ଲାନି । ରିତିନିତିର୍‌ ନିୟମ୍‌ ମାନିକରି କେ ମିସା ପର୍‌ମେସରର୍‌ ମୁଆଟେ ଦରମ୍‌ ବଲାଇଅଇ ନ ଅଅତ୍‌ । କାଇକେବଇଲେ ଦରମ୍‌ ଲକ୍‌ ବିସ୍‌ବାସର୍‌ ଲାଗି ବଁଚ୍‌ବାଇ ।
12 Das Gesetz aber ruht ja nicht auf dem Glauben, sondern Wer es gethan, wird darin leben.
୧୨ନିୟମ୍‌ ମାନ୍‌ବାଟା ଆରି ବିସ୍‌ବାସ୍‌ କର୍‌ବାଟା ଦୁଇଟା ମୁଲ୍‌କେ ନ ମିସେ । ଦରମ୍‌ ସାସ୍‌ତରେ ଲେକାଆଚେ, ଜନ୍‌ ଲକ୍‌ ନିୟମର୍‌ ଦାବି ଇସାବେ କାମ୍‌ କର୍‌ସି ସେ ଜିବନ୍‌ ପାଇସି ।
13 Christus hat uns losgekauft vom Fluche des Gesetzes, da er für uns ein Fluch ward, weil geschrieben ist: Verflucht ist jeder, der am Holze hängt,
୧୩ଆମେ କେ ମିସା ନିୟମର୍‌ ସବୁ ଆଦେସ୍‌ ମାନି ନାପାରୁ । ସେଟାର୍‌ପାଇ ଆମେ ସବୁ ଡଣ୍ଡ୍‌ ପାଇବାର୍‌ ର‍ଇଲା । ମାତର୍‌ କିରିସ୍‌ଟ ଆମର୍‌ ସାଇପ୍‌ ନିଜେ ନେଲା ଆରି ନିୟମର୍‌ ସାଇପେଅନି ଆମ୍‌କେ ମୁକ୍‌ଲାଇଲା । ଦରମ୍‌ ସାସ୍‌ତରେ ଲେକାଆଚେ, ଜେ ଗଚେ ଉଚ୍‌କିଅଇ ମର୍‌ସି, ସେ ପରମେସରର୍‌ତେଇ ଅନି ସାଇପ୍‌ ପାଇଲା ଲକ୍‌!
14 damit zu den Heiden der Segen Abrahams käme in Christus Jesus, damit wir die Verheißung des Geistes empfiengen durch den Glauben.
୧୪ଅବ୍‌ରାଆମ୍ ଜନ୍‌ ଆସିର୍‌ବାଦ୍‌ କର୍‌ବାକେ ସପତ୍‌ କରିରଇଲା ଜିଉଦି ନଇଲା ଲକ୍‌ମନ୍‌ ମିସା ସେଟା ପାଇବାଇ, ସେଟାର୍‌ ପାଇ କିରିସ୍‌ଟ ଏ କାମ୍‌ କଲାଆଚେ । ସେଟାର୍‌ ପାଇ ବିସ୍‌ବାସ୍‌ କରି ଆମେ ମିସା ପରମେସରର୍‌ କାତା ଦେଲା ଇସାବେ ସୁକଲ୍‌ଆତ୍‌ମା ପାଇପାରୁ ।
15 Brüder, um an menschliche Verhältnisse zu erinnern, so kann ja selbst eine menschliche Verfügung, nachdem sie rechtskräftig geworden, niemand umstoßen oder einen Zusatz dazu machen.
୧୫ଏ ବାଇବଇନିମନ୍‌! ପର୍‌ମେସର୍‌ ଅବ୍‌ରାଆମ୍‍କେ ଜନ୍‌ ସପତ୍‌ ଦେଇ ରଇଲା, ସେଟା ବାତାଇବାକେ ମୁଇ ଗଟେକ୍‌ ଉଦାଅରନ୍‌ କଇବି। ଜେଡେବଲ୍‌ ଦୁଇ ଲକ୍‌ ଗଟେକ୍‌ ବିସଇତେଇ ରାଜିନାମା ଲେକ୍‌ବାଇ, ସେ ରାଜିନାମା କେ ମିସା ବାଙ୍ଗାଇ ନାପାରତ୍‌ । କି ତେଇ କାଇଟା ମିସାଇ ନାପାରତ୍‌ ।
16 Nun sind die Verheißungen dem Abraham zugesprochen und sienem Samen. Es heißt nicht: und den Samen, in der Mehrzahl, sondern in der Einzahl: und deinem Samen, das heißt Christus.
୧୬ସେନ୍ତାର୍‌ସେ ପର୍‌ମେସର୍‌ ଅବ୍‌ରାଆମ୍ ଆରି ତାର୍‌ ନାତିତିତିକେସେ ସପତ୍‌ ଦେଇରଇଲା । ଏ ବିସଇନେଇ ନାତିତିତିମନ୍‌ ବଲି ସାସ୍‌ତରେ ଲେକାରଇବାଟା, ଅବ୍‌ରାଆମର୍‌ ସବୁ ନାତିତିତିମନ୍‌କେ କଏନାଇ । ମାତର୍‌ ଗଟେକ୍‌ ଲକ୍‌କେସେ କଇଲାଆଚେ । ଜେ କି କିରିସ୍‌ଟ ।
17 Ich meine damit dies: die von Gott rechtskräftig gemachte Verfügung kann das vierhundert und dreißig Jahre später gekommene Gesetz nicht aufheben, so daß es die Verheißung vernichtete.
୧୭ମର୍‌ କଇବାର୍‌ ଅରତ୍‌ ଅଇଲାନି, ପରମେସର୍‌ ଅବ୍‌ରାଆମର୍‌ ସଙ୍ଗ୍‌ ଗଟେକ୍‌ ରାଜିନାମା ତିଆର୍‌ କରିରଇଲା, ଆରି ସେଟା ମାନ୍‌ବାକେ ସପତ୍‌ କରିରଇଲା । ଜନ୍‌ ନିୟମ୍‌ ଚାରି ସଅ ତିରିସ୍‌ ବରସ୍‌ ପଚେ ଦିଆଅଇଲା, ସେ ନିୟମର୍‍ ରାଜିନାମା କେ ମିସା ବାଙ୍ଗାଇ ଦେଇ, ପରମେସରର୍‌ ଦେଇରଇବା ସପତ୍‌ ନସ୍‌ଟ କରିନାପାରେ ।
18 Gienge die Erbschaft durch das Gesetz, so gienge sie nicht mehr durch die Verheißung. Es hat sich aber Gott dem Abraham durch Verheißung gnädig erwiesen.
୧୮ପରମେସରର୍‌ ଆସିର୍‌ବାଦ୍‌ ପାଇବାଟା ଜଦି ନିୟମ୍‌ ମାନ୍‌ବା ଉପ୍‌ରେ ଅଇସି ବଇଲେ, ତେବେ ସେଟା ଆରି ତାକର୍‌ ସପତର୍‌ ଲାଗି ଅଇଲାଟା ବଲି କଇ ନଏଁ । ସେଟାର୍‌ ପାଇ ପରମେସର୍‌ ଅବ୍‌ରାଆମ୍‍କେ ଅବ୍‍କା ତାର୍‌ ସପତ୍‌ ଇସାବେ ସେ ଆସିର୍‌ବାଦ୍‌ ଦେଇରଇଲା ।
19 Was ist es nun mit dem Gesetz? Es ist der Uebertretungen wegen hinzugefügt, bis daß da käme der Same, dem die Verheißung gilt, verordnett durch Engel, bestellt durch einen Mittler.
୧୯ତେବେ ନିୟମ୍‌ କାଇକେ ଦିଆଅଇଲା? ମୁନୁସର୍‌ ସତ୍‌ ନ ଅଇବା ସବୁ କାମ୍‌ ଦେକାଇ ଦେବାକେ ଦିଆଅଇଲା । ଆରି ଅବ୍‌ରାଆମର୍‍ ଜନ୍‌ କୁଟୁମ୍‌ ଦେକି ପରମେସର୍‌ ସେ ସପତ୍‌ କରିରଇଲା, ସେ ଲକ୍‌ ଆଇବା ଜାକ ନିୟମର୍‌ ଦର୍‌କାର୍‌ ରଇଲା । ପର୍‌ମେସର୍‌ ଗଟେକ୍‌ ଲକ୍‌କେ ମାଲାକାରିଆ କରାଇ ସରଗର୍‌ ଦୁତ୍‌ମନର୍‌ ଆତେ ନିୟମ୍‌ ପାଟାଇରଇଲା ।
20 Ein Mittler aber ist nicht nötig, wo es nur auf Einen ankommt: Gott aber ist doch nur Einer.
୨୦ମାତର୍‌ ଅବ୍‌ରାଆମ୍‍କେ ସପତ୍‌ ଦେଲା ବେଲେ ମାଲାକାରିଆମନ୍‌ ନ ରଇଲାଇ । ପର୍‌ମେସର୍‌ ନିଜେସେ ସପତ୍‌ କରିରଇଲାଇ ।
21 Ist also das Gesetz wider die Verheißungen Gottes? Nimmermehr. Ja, wenn das Gesetz gegeben wäre, mit dem Vermögen Leben zu schaffen, so wäre in Wirklichkeit die Gerechtigkeit aus dem Gesetz.
୨୧ନିୟମ୍‌ କାଇ ପରମେସରର୍‌ ସପତ୍‌ ବିରଦ୍‌ କଲାନି କି? ନାଇ କେବେ ନାଇ! କାଇକେବଇଲେ ଲକ୍‌କେ ଜିବନ୍‌ ଦେଲାପାରା ଗଟେକ୍‌ ନିୟମ୍‌ କରା ଅଇତା, ତେବେ ସେଟା ମାନ୍‌ଲେସରି ସେ ପରମେସରର୍‌ ମୁଆଟେ ଦସ୍‌ ନ କଲାଲକ୍‌ ବଲାଇ ଅଇତା ।
22 Aber die Schrift hat alles eingeschlossen unter die Sünde, damit die Verheißung aus dem Glauben an Jesus Christus verliehen werde den Glaubenden.
୨୨ମାତର୍‌ ଦରମ୍‌ ସାସ୍‌ତରେ ଲେକା ଆଚେ, ସବୁ ମୁନୁସ୍‌ ଜାତି ପାପର୍‌ ତଲେ ଆଚତ୍‌, ସେଟାର୍‌ ପାଇ କିରିସ୍‌ଟ ବିସ୍‌ବାସିମନ୍‌, ଜିସୁ କିରିସ୍‌ଟର୍‌ତେଇ ବିସ୍‌ବାସ୍‍ କଲାର୍‍ ପାଇ ସପତର୍‌, ଆସିର୍‌ବାଦ୍‌ ପାଇବାଇ ।
23 Bevor aber der Glaube kam, waren wir verwahrt unter dem Gesetz, eingeschlossen für den Glauben, der erst enthüllt werden sollte.
୨୩ବିସ୍‌ବାସର୍‌ ଜୁଗ୍‌ ଆଇବା ଆଗ୍‌ତୁ ଆରି ଦେକାଇଅଇବା ଜାକ, ନିୟମ୍‌ ଆମ୍‌କେ ବନ୍ଦି କରି ରକିରଇଲା ।
24 So ist das Gesetz unser Erzieher auf Christus geworden, damit wir aus dem Glauben gerechtfertigt würden.
୨୪କିରିସ୍‌ଟର୍‌ ଆଇବା ଜାକ ଆମେ ନିୟମର୍‌ ତଲେ ରଇଲୁ । ମାତର୍‌ ତାର୍‌ ପଚେ, କାଲି ବିସ୍‌ବାସେଅନି ଆମେ ପରମେସରର୍‌ ମୁଆଟେ ଦସି ନଇଲା ଲକ୍‌ ବଲାଇ ଅଇବୁ ।
25 Nachdem aber der Glaube gekommen, sind wir nicht mehr unter einem Erzieher.
୨୫ଏବେ ବିସ୍‌ବାସର୍‍ ଜୁଗ୍‌ କେଟିଆଚେ, ଆମେ ଆରି ନିୟମର୍‌ ତଲେ ନାଇ ।
26 Denn ihr seid alle Söhne Gottes durch den Glauben an Christus Jesus.
୨୬ବିସ୍‌ବାସ୍‌ କଲାକେ କିରିସ୍‌ଟ ଜିସୁର୍‌ ସଙ୍ଗ୍‌ ମିସିକରି, ଆମେ ସବୁ ପରମେସରର୍‌ ପିଲାଟକି ଅଇଆଚୁ ।
27 So viel euer auf Christus getauft sind, habt ihr Christus angezogen.
୨୭ଆମେ ଡୁବନ୍‌ ନେଇକରି କିରିସ୍‌ଟର୍‌ ସଙ୍ଗ୍‌ ଗଟେକ୍‌ ଅଇଆଚୁ ଆରି ଏବେ ଜିସୁ କିରିସ୍‌ଟର୍‌ ଜିବନ୍‌ ରୁପର୍‌ ବସ୍‌ତର୍‌ ପିନ୍ଦି ଆଚୁ ।
28 Da ist nicht Jude noch Grieche, nicht Knecht noch Freier, nicht Mann noch Weib; denn alle seid ihr Einer in Christus Jesus.
୨୮ସେଟାର୍‌ ପାଇ ଜିଉଦି ଆରି ଜିଉଦିନଇଲା ଲକ୍‌, ଗେନାଅଇଲା ଗତିଦାଙ୍ଗ୍‌ଡାଦାଙ୍ଗ୍‌ଡି କି ମୁକ୍‍ଲାଇଲା ଲକ୍‌, ମୁନୁସ୍‌ କି ମାଇଜି ବିତ୍‌ରେ, କାଇଟା ମିସା ବିନ୍‌ ନାଇ । ଆମେ ସବୁ ଲକ୍‌ ଜିସୁର୍‌ ସଙ୍ଗ୍‌ ମିସିକରି ଗଟେକ୍‌ ଅଇଆଚୁ ।
29 Seid ihr aber des Christus, so seid ihr folglich Abrahams Same, Erben nach der Verheißung.
୨୯ଜଦି ତମେ କିରିସ୍‌ଟର୍‌ ଲକ୍‌, ତେବେ ତମେ ମିସା ଅବ୍‌ରାଆମର୍‌ କୁଟୁମର୍‌ ଆରି ପରମେସର୍‌ ଜାଇଟା ସପତ୍‌ କଲାଆଚେ, ସେଟା ମିଲାଇସା ।

< Galater 3 >