< Matthaeus 26 >

1 Und es geschah, als Jesus alle diese Reden vollendet hatte, sprach er zu seinen Jüngern:
ଜିସୁ ଏ ସବୁ ସିକିଆ ଦେଇ ସାରାଇଲା ପଚେ ସିସ୍‌ମନ୍‌କେ,
2 Ihr wisset, daß nach zwei Tagen das Passah ist, und der Sohn des Menschen wird überliefert, um gekreuzigt zu werden.
“ନିସ୍‌ତାର୍‌ ପରବ୍‌ ଅଇବାକେ ଆରି ଦୁଇ ଦିନ୍‌ ଆଚେ । ସେଟା ତମେ ଜାନାସ୍‌ । ସେଡ୍‌କିବେଲେ ନର୍‌ପିଲା ମୁଇ କୁର୍‌ସେ ମର୍‌ବାକେ ଲକ୍‌ମନ୍‍କେ ସର୍‌ପି ଅଇବି ।”
3 Dann versammelten sich die Hohenpriester und die Ältesten des Volkes in den Hof des Hohenpriesters, der Kajaphas hieß,
ସେବେଲେ ମୁକିଅ ପୁଜାରିମନ୍‌ ଆରି ପାର୍‌ଚିନ୍‌ମନ୍‌ ବଡ୍‌ ପୁଜାରି କୟାପାର୍‌ ଗରେ ରୁଣ୍ଡ୍‌ ଅଇଲାଇ ।
4 und ratschlagten miteinander, auf daß sie Jesum mit List griffen und töteten.
ସେମନ୍‌ କେ ନାଜାନ୍‌ଲାପାରା ଜିସୁକେ ଦାରି ମରାଇବାକେ ପାଁଚ୍‌ନା କଲାଇ ।
5 Sie sagten aber: Nicht an dem Feste, auf daß nicht ein Aufruhr unter dem Volk entstehe.
ମାତର୍‌ ସେମନ୍‌ କଇଲାଇ, “ଆମେ ପରବ୍‌ ବେଲେ ଏ କାମ୍‌ କର୍‌ବାଟା ଟିକ୍‌ ନଏଁ । ସେ ବେଲେ ଲକ୍‌ମନ୍‌ ଗଣ୍ଡ୍‍ଗଲ୍‌ ମିସା କରିପାରତ୍‌ ।”
6 Als aber Jesus in Bethanien war, im Hause Simons, des Aussätzigen,
ଜିସୁ ଦିନେକ୍‌ ବେତ୍‌ନିଆଇ, ଆଗେଅନି ବଡ୍‌ରଗ୍‌ ଅଇ ରଇବା ସିମନର୍‌ ଗରେ ରଇଲା ।
7 kam ein Weib zu ihm, die ein Alabasterfläschchen mit sehr kostbarer Salbe hatte, und goß es auf sein Haupt, als er zu Tische lag.
ସିମନର୍‌ ଗରେ ସେ କାଇବାକେ ବସି ରଇଲା ବେଲେ, ଏଦେ ଦେକା! ଗଟେକ୍‌ ମାଇଜି ଆଲାବାସ୍‌ଟା ନାଉଁର୍‌ ପାକ୍‌ନାସଙ୍ଗ୍‌ ତିଆର୍‌କଲା କଣ୍ଡିତେଇ ବେସି ଦାମର୍‌ ବାସ୍‌ନା ଚିକନ୍‌ ବର୍‌ତି କରି ଆନି ତାର୍‌ ମୁଣ୍ଡେ ଡାଲି ଦେଲା ।
8 Als aber die Jünger es sahen, wurden sie unwillig und sprachen: Wozu diese Verschwendung?
ଏଟା ଦେକିକରି ତାର୍‌ ସିସ୍‌ମନ୍‌ ରିସା ଅଇଗାଲାଇ । ସେମନ୍‌ ତାକେ ପାଚାର୍‌ଲାଇ, “ଏତେକ୍‌ପାରା ଚିକନ୍‌ କାଇକେ ଚୁଚାଇ ଚୁଚାଇ ଡାଲିପାକାଇଲୁସ୍‌?
9 Denn dieses hätte um vieles verkauft und den Armen gegeben werden können.
ଏ ବାସ୍‌ନା ଚିକନ୍‌ ବିକ୍‌ଲେ ସରି, ବେସି ଡାବୁ ମିଲ୍‌ତା ଆରି ସେଟା ଗରିବ୍‌ ଲକ୍‌ମନ୍‌କେ ଦାନ୍‌ ଦେବାର୍‌ ଅଇତା ।”
10 Als aber Jesus es erkannte, sprach er zu ihnen: Was machet ihr dem Weibe Mühe? Denn sie hat ein gutes Werk an mir getan;
୧୦ସେମନ୍‌ କାଇଟା ବଲି କଇଲାଇନି, ଏଟା ଜାନିକରି ଜିସୁ କଇଲା, “ତାକେ କାଇକେ ତମେ ଅଇରାନ୍‌ କଲାସ୍‌ନି? ସେ ମର୍‌ ପାଇ ଗଟେକ୍‌ ନିକ ଆରି ସୁନ୍ଦର୍‌ କାମ୍‌ କଲାଆଚେ ।”
11 denn die Armen habt ihr allezeit bei euch, mich aber habt ihr nicht allezeit.
୧୧“ତମେ ସବୁବେଲେ ଗରିବ୍‌ ଲକ୍‌ମନର୍‌ ସଙ୍ଗ୍‌ ମିସ୍‌ସା । ମାତର୍‌ ମର୍‌ସଙ୍ଗ୍‌ ସବୁବେଲେ ରଇ ନାପାରାସ୍‌ ।
12 Denn indem sie diese Salbe über meinen Leib geschüttet hat, hat sie es zu meinem Begräbnis getan.
୧୨ସେ ମର୍‌ ଉପ୍‌ରେ ବାସ୍‌ନା ଚିକନ୍‌ ରକଇକରି, ମକେ ସମାଦି ଦେବା ଆଗ୍‌ତୁ, ତିଆର୍‌ କରି ଦେଲାଆଚେ ।
13 Wahrlich, ich sage euch: Wo irgend dieses Evangelium gepredigt werden wird in der ganzen Welt, wird auch von dem geredet werden, was diese getan hat, zu ihrem Gedächtnis.
୧୩ମୁଇ ତମ୍‌କେ ସତ୍‌କାତା କଇଲିନି, ଗୁଲାଇ ଜଗତେ ଜନ୍‌ ଜାଗାଇ ମିସା ମାପ୍‌ରୁର୍‌ ନିକ କବର୍‌ ଜାନାଇଅଇସି, ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”
14 Dann ging einer von den Zwölfen, der Judas Iskariot genannt war, zu den Hohenpriestern und sprach:
୧୪ଜିସୁର୍‌ ବାର୍‌ଟା ସିସ୍‌ମନର୍‌ ବିତ୍‌ରେଅନି ଇସ୍‌କାରିୟତ୍‌ ଜିଉଦା ନାଉଁର୍‌ ଗଟେକ୍‌ ସିସ୍‌ ମୁକିଅ ପୁଜାରିମନର୍‌ ଲଗେ ଜାଇ ପାଚାର୍‌ଲା ।
15 Was wollt ihr mir geben, und ich werde ihn euch überliefern? Sie aber stellten ihm dreißig Silberlinge fest.
୧୫“ଜିସୁକେ ଦାରାଇଦେଲେ ମକେ କାଇଟା ଦେଇସା?” ସେମନ୍‌ ତାକେ ତିରିସ୍‌ଟା ରୁପାଟାଙ୍ଗା ଏଜିକରି ଦେଲାଇ ।
16 Und von da an suchte er Gelegenheit, auf daß er ihn überliefere.
୧୬ସେ ଦିନେଅନି ଜିଉଦା ଜିସୁକେ ଦାରାଇ ଦେବାକେ ବେଲା କଜ୍‌ତେରଇଲା ।
17 An dem ersten Tage der ungesäuerten Brote aber traten die Jünger zu Jesu und sprachen: Wo willst du, daß wir dir bereiten, das Passah zu essen?
୧୭ନିସ୍‌ତାର୍‌ ପରବର୍‌ ପର୍‌ତୁମ୍‌ ଦିନେ ସିସ୍‌ମନ୍‌ ଆସି ଜିସୁକେ ପାଚାର୍‌ଲାଇ, “ତମର୍‌ ପାଇ ଆମେ କନ୍ତି ନିସ୍‌ତାର୍‌ ପରବର୍‌ ବଜି ତିଆର୍‌ କର୍‌ବୁ?”
18 Er aber sprach: Gehet in die Stadt zu dem und dem und sprechet zu ihm: Der Lehrer sagt: Meine Zeit ist nahe; bei dir halte ich das Passah mit meinen Jüngern.
୧୮ଜିସୁ କଇଲା, “ନଅରେ ଜାଇ ସେ ଲକ୍‌କେ କଇସା, ତାର୍‌ ଦିନ୍‌କାଲ୍‌ କେଟି ଆଇଲାନି ବଲି ଗୁରୁ କଇଲା ଆଚେ । ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ତମର୍‌ ଗରେ ସେ ନିସ୍‌ତାର୍‌ ପରବ୍‌ ମାନ୍‌ସି ।”
19 Und die Jünger taten, wie Jesus ihnen befohlen hatte, und bereiteten das Passah.
୧୯ସିସ୍‌ମନ୍‌, ଜିସୁ କଇଲା ଇସାବେ ନିସ୍‌ତାର୍‌ ପରବର୍‌ ବଜି ତିଆର୍‌କଲାଇ ।
20 Als es aber Abend geworden war, legte er sich mit den Zwölfen zu Tische.
୨୦ସଞ୍ଜ୍‌ ଅଇଲାକେ ଜିସୁ ଆରି ତାର୍‌ ବାର୍‌ଟା ସିସ୍‌ମନ୍‌ କାଇବାର୍‌ ବସ୍‌ଲାଇ ।
21 Und während sie aßen, sprach er: Wahrlich, ich sage euch: Einer von euch wird mich überliefern.
୨୧କାଇବା ବେଲେ ଜିସୁ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି, ତମର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ମକେ ବିସ୍‌ବାସେ ବିସ୍‌ଦେଲା ପାରା କର୍‌ସି ।”
22 Und sie wurden sehr betrübt und fingen an, ein jeder von ihnen zu ihm zu sagen:
୨୨ଏ କାତା ସୁନି ସିସ୍‌ମନ୍‌ କାବା ଅଇଗାଲାଇ । ଆରି ଗଟେକ୍‌ ଗଟେକ୍‌ ଲକ୍‌ ଜିସୁକେ ପାଚାର୍‌ଲାଇ “ମାପ୍‌ରୁ ସେ ଲକ୍‌ ମୁଇ କି?”
23 Ich bin es doch nicht, Herr? Er aber antwortete und sprach: Der mit mir die Hand in die Schüssel eintaucht, dieser wird mich überliefern.
୨୩ଜିସୁ କଇଲା, “ଜନ୍‌ ଲକ୍‌କି ମର୍‌ସଙ୍ଗ୍‌ ଗିନାତେଇ ରୁଟି ଚବାଲ୍‌ଲା, ସେ ଆକା ।” ସେ ମକେ ବିସ୍‌ବାସେ ବିସ୍‌ ଦେଲାପାରା କର୍‌ସି ।
24 Der Sohn des Menschen geht zwar dahin, wie über ihn geschrieben steht; wehe aber jenem Menschen, durch welchen der Sohn des Menschen überliefert wird! Es wäre jenem Menschen gut, wenn er nicht geboren wäre.
୨୪ସାସ୍‌ତରର୍‌ ଲେକା ଇସାବେ ମୁନୁସ୍‌ପିଲା ମୁଇ ମରିଜିବି, ମାତର୍‌ ଜେ ମକେ ଦାରାଇ ଦେଇସି, ତାର୍‌ ଦସା କେଡେ ଇନସ୍‌ତା ଅଇସି! ସେ ଜନମ୍‌ ନ ଅଇରଇଲେ ନିକ ଅଇତା ।
25 Judas aber, der ihn überlieferte, antwortete und sprach: Ich bin es doch nicht, Rabbi? Er spricht zu ihm: Du hast es gesagt.
୨୫ବିସ୍‌ବାସେ ବିସ୍‌ ଦେଉ ଜିଉଦା ଉଟି ପାଚାର୍‌ଲା, “ଗୁରୁ ତମେ ମକେ ଦେକାଇକରି କୁଆସ୍‌ନାଇ ତ?” ଜିସୁ ତାକେ କଇଲା, “ସେଟା ତୁଇସେ କଇଲୁସ୍‌ନି ।”
26 Während sie aber aßen, nahm Jesus Brot, segnete, brach und gab es den Jüngern und sprach: Nehmet, esset; dieses ist mein Leib.
୨୬ସେମନ୍‌ କାଇବା ବେଲେ ଜିସୁ ଗଟେକ୍‌ ରୁଟି ଦାରି ପର୍‌ମେସର୍‌କେ ଦନିଅବାଦ୍‌ ଦେଲା, ଆରି ସେଟା ବାଙ୍ଗାଇ ସିସ୍‌ମନ୍‌କେ ଦେଇ କଇଲା, “ଏଟା ମର୍‌ ଗାଗଡ୍‌ । ନିଆ ଆରି କାଆ ।”
27 Und er nahm [den] Kelch und dankte und gab ihnen denselben und sprach: Trinket alle daraus.
୨୭ତାର୍‌ପଚେ ଅଙ୍ଗୁର୍‌ରସ୍‌ ରଇଲା ମୁତା ଦାରି ପର୍‌ମେସର୍‌କେ ଦନିଅବାଦ୍‌ ଦେଲା ଆରି ତାର୍‌ ସିସ୍‌ମନ୍‌କେ କଇଲା, “ତମେ ସବୁ ଲକ୍‌ ଏ ମୁତାର୍‌ଟା କାଆ ।
28 Denn dieses ist mein Blut, das des [neuen] Bundes, welches für viele vergossen wird zur Vergebung der Sünden.
୨୮ଏଟା ମର୍‌ ବନି । ମୁନୁସ୍‌ମନର୍‌ ପାପ୍‌କେମାର୍‌ ଲାଗି ମୁଇ ମର୍‌ ଜନ୍‌ ବନି ଡାଲି ଦେବି ବଲି ଗାଲିନି, ସେଟା ପର୍‌ମେସର୍‌ ନୁଆ ନିୟମ୍‌ ଟିକ୍‍ କର୍‌ସି ।
29 Ich sage euch aber, daß ich von nun an nicht mehr von diesem Gewächs des Weinstocks trinken werde, bis an jenem Tage, da ich es neu mit euch trinken werde in dem Reiche meines Vaters.
୨୯ମୁଇ ତମ୍‌କେ କଇଲିନି, ମର୍‌ ବାବାର୍‌ ରାଇଜେ ତମର୍‌ ସଙ୍ଗ୍‌ ନୁଆ ଅଙ୍ଗୁର୍‌ ରସ୍‌ କାଇବା ଜାକ ମୁଇ ଆରି କେବେ ଏ ରସ୍‌ ନ କାଇ ।”
30 Und als sie ein Loblied gesungen hatten, gingen sie hinaus nach dem Ölberg.
୩୦ତାର୍‌ପଚେ ସେମନ୍‌ ଦନିଅବାଦର୍‌ ଗିତ୍‌ ଗାଇ ଗାଇ କରି ଜିତ୍‌ନାଉଁର୍‌ ପର୍‌ବତେ ଗାଲାଇ ।
31 Da spricht Jesus zu ihnen: Ihr werdet euch alle in dieser Nacht an mir ärgern; denn es steht geschrieben: “Ich werde den Hirten schlagen, und die Schafe der Herde werden zerstreut werden”.
୩୧ସେବେଲେ ଜିସୁ ସେମନ୍‌କେ କଇଲା, “ଆଜି ରାତି ତମେ ସବୁ ଲକ୍‌ ମକେ ଚାଡିକରି ଉଟିଜାଇସା । ସାସ୍‌ତର୍‌ କଇଲାନି, ମୁଇ ମେଣ୍ଡା ଚାରାଉକେ ମରାଇବି ଆରି ମେଣ୍ଡାମନ୍‌ ଚିନ୍‌ବିନ୍‌ ଅଇଜିବାଇ ।
32 Nachdem ich aber auferweckt sein werde, werde ich vor euch hingehen nach Galiläa.
୩୨ମାତର୍‌ ମୁଇ ମରିକରି ଆରି ତର୍‌ ଉଟ୍‌ଲା ପଚେ, ତମର୍‌ ଆଗ୍‌ତୁ ଆଗ୍‌ତୁ ଗାଲିଲି ରାଇଜେ ଜିବି ।”
33 Petrus aber antwortete und sprach zu ihm: Wenn sich alle an dir ärgern werden, ich werde mich niemals ärgern.
୩୩ପିତର୍‌ ଜିସୁକେ କଇଲା, “ତମ୍‌କେ ବିନ୍‌ ଲକ୍‌ମନ୍‌ ସବୁ ଚାଡିକରି ଉଟିଗାଲେ ମିସା ମୁଇ ଚାଡି ନ ଜାଇ ।”
34 Jesus sprach zu ihm: Wahrlich, ich sage dir, daß du in dieser Nacht, ehe der Hahn kräht, mich dreimal verleugnen wirst.
୩୪ଜିସୁ ପିତର୍‌କେ କଇଲା, “ମୁଇ ସତ୍‌ କଇଲିନି ଆଜି ରାତି କୁକ୍‌ଡା ନ ଡାକ୍‌ତେ, ତୁଇ ମକେ ତିନ୍‌ ତର୍‌ ନାଜାନି ବଲି କଇସୁ ।”
35 Petrus spricht zu ihm: Selbst wenn ich mit dir sterben müßte, werde ich dich nicht verleugnen. Gleicherweise sprachen auch alle Jünger.
୩୫ପିତର୍‌ କଇଲା, “ଜଦି ମୁଇ ତମର୍‌ ସଙ୍ଗ୍‌ ମର୍‌ବାର୍‌ ରଇଲେ ମିସା, ମୁଇ ତମ୍‌କେ କେବେ ନାଜାନି ବଲି ନ କଇ ।” ବିନ୍‌ ସିସ୍‌ମନ୍‌ ମିସା ସେନ୍ତାର୍‌ କଇଲାଇ ।
36 Dann kommt Jesus mit ihnen an einen Ort, genannt Gethsemane, und er spricht zu den Jüngern: Setzet euch hier, bis ich hingegangen bin und dort gebetet habe.
୩୬ତାର୍‌ ପଚେ ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ଗେତ୍‌ସିମନି ନାଉଁର୍‌ ଗଟେକ୍‌ ଜାଗାଇ ଜାଇ ସେମନ୍‌କେ କଇଲା, “ତମେ ଇତି ଚନେକ୍‌ ବସି ରୁଆ । ମୁଇ ସେ ଲଗେ ଜାଇ ପାର୍‌ତନା କର୍‌ବି ।”
37 Und er nahm den Petrus und die zwei Söhne des Zebedäus mit, und fing an betrübt und beängstigt zu werden.
୩୭ସେ ପିତର୍‌କେ ଆରି ଜେବଦିର୍‌ ଦୁଇଟା ପିଲାମନ୍‌କେ ତାର୍‌ ସଙ୍ଗ୍‌ ଡାକିନେଲା । ସେଡ୍‌କି ବେଲେ ସେ ବେସି ଦୁକ୍‌ କସ୍‌ଟ ଆରି କିଲ୍‌ବିଲ୍‌ଅଇ,
38 Dann spricht er zu ihnen: Meine Seele ist sehr betrübt bis zum Tode; bleibet hier und wachet mit mir.
୩୮ସେମନ୍‌କେ କଇଲା, “ଦୁକ୍‌ ଅଇ ମର୍‌ ଜିବନ୍‌ ଚିଡିଗାଲା ପାରା ଲାଗ୍‌ଲାନି । ଇତି ତମେ ମକେ ଜାଗିରୁଆ ।”
39 Und er ging ein wenig weiter und fiel auf sein Angesicht und betete und sprach: Mein Vater, wenn es möglich ist, so gehe dieser Kelch an mir vorüber; doch nicht wie ich will, sondern wie du willst.
୩୯ଜିସୁ ତାକର୍‌ ଟାନେଅନି କଣ୍ଡେକ୍‌ ଦୁରିକେ ଜାଇ ବୁଏଁ ଉମ୍‌ତାଡିଅଇ ପାର୍‌ତନା କଲା, “ବାବା ଜଦି ଅଇସି ବଇଲେ ଏ ଦୁକ୍‌ ପୁରୁନର୍‌ ମୁତା ମର୍‌ଟାନେଅନି ଦାରି ଜା, ମାତର୍‌ ମୁଇ ମନ୍‍ କଲାଟା ନଏଁ, ତମେ ମନ୍‍ କଲାଟା ପୁରାପୁରୁନ୍‌ ଅ ।”
40 Und er kommt zu den Jüngern und findet sie schlafend; und er spricht zu Petrus: also nicht eine Stunde vermochtet ihr mit mir zu wachen?
୪୦ତାର୍‌ପଚେ ସେ ତିନ୍‌ଟା ସିସ୍‌ମନର୍‌ ଲଗେ ବାଉଡି ଆସି ଦେକ୍‌ଲା, ସେମନ୍‌ ସଇଦେଇଆଚତ୍‌ । ଜିସୁ ପିତର୍‌କେ କଇଲା, “ତମେ ଗଟେକ୍‍ ଗଁଟା ମିସା ଜାଗି ନାପାର୍‌ଲାସ୍‌?
41 Wachet und betet, auf daß ihr nicht in Versuchung kommet; der Geist zwar ist willig, das Fleisch aber schwach.
୪୧ଜେନ୍ତିକି ପରିକାର୍‌ ବେଲାଇ ନ ଆରିଜିବାକେ, ଜାଗିରଇ ପାର୍‌ତନା କରା । କାଇକେ ବଇଲେ ଆତ୍‌ମା କର୍‌ବି ବଲି ମନ୍‍ କଲାନି, ମାତର୍‌ ଗାଗଡ୍‌ ନିଚି ବଇଲାନି ।”
42 Wiederum, zum zweiten Male, ging er hin und betete und sprach: Mein Vater, wenn dieser Kelch nicht [an mir] vorübergehen kann, ohne daß ich ihn trinke, so geschehe dein Wille.
୪୨ଜିସୁ ଆରି ତରେକ୍‌ ଜାଇ ପାର୍‌ତନା କଲା, “ଏ ମର୍‌ ବାବା ଜଦି ଏ ଦୁକର୍‌ ମୁତା ମର୍‌ଟାନେଅନି ନ ନେଲେ, ମୁଇ ସେଟା କାଇବାକେ ସେ ପଡ୍‌ସି । ମାତର୍‍ ମୁଇ ମନ୍‍ କଲାଟା ନାଇ, ତମେ ମନ୍‍ କଲାଟା ପୁରାପୁରୁନ୍‌ ଅ ।”
43 Und als er kam, fand er sie wiederum schlafend, denn ihre Augen waren beschwert.
୪୩ସେ ଆରି ତରେକ୍‌ ବାଉଡି ଆସି ସିସ୍‌ମନ୍‌ ସଇରଇଲାଟା ଦେକ୍‌ଲା । ସେମନ୍‌କେ ଗୁନ୍‌ ଡାବି ଆନ୍‌ତେ ରଇଲାଜେ ଆଁକି ଦେକି ନାପାର୍‌ତେ ରଇଲାଇ ।
44 Und er ließ sie, ging wiederum hin, betete zum dritten Male und sprach dasselbe Wort.
୪୪ଏଟାସଙ୍ଗ୍‌ ତିନ୍‌ତର୍‌ ଅଇଲା ଜିସୁ ସେମନ୍‌କେ ଚାଡିକରି କଣ୍ଡେକ୍‌ ଦୁରିକେ ଜାଇ ସେନ୍ତାରି ପାର୍‌ତନା କଲା ।
45 Dann kommt er zu den Jüngern und spricht zu ihnen: So schlafet denn fort und ruhet aus; siehe, die Stunde ist nahe gekommen, und der Sohn des Menschen wird in Sünderhände überliefert.
୪୫ତାର୍‌ ପଚେ ସିସ୍‌ମନର୍‌ ଲଗେ ଆସି କଇଲା, “ଏବେ ଜାକ ତମେ ସଇଆଚାସ୍‌? ଦେକା ପର୍‌ମେସରର୍‌ ନର୍‌ପିଲା ମୁଇ ପାପିମନ୍‍କେ ସର୍‌ପି ଅଇବା ବେଲା କେଟିଆଚେ ।
46 Stehet auf, laßt uns gehen; siehe, nahe ist gekommen, der mich überliefert.
୪୬ଉଟା, ଜୁ । ଏଦେ ଦେକା! ମକେ ଦାରାଇ ଦେବା ଲକ୍‌ ଆସି କେଟ୍‌ଲାବେ ।”
47 Und während er noch redete, siehe, da kam Judas, einer der Zwölfe, und mit ihm eine große Volksmenge mit Schwertern und Stöcken, von den Hohenpriestern und Ältesten des Volkes.
୪୭ଜିସୁ ତାର୍‌ ସିସ୍‌ମନ୍‌କେ ଏ କାତା କଇବା ବେଲେ ତାର୍‌ ବାର୍‌ଟା ସିସ୍‌ମନର୍‌ ବିତ୍‌ରେ ଅନି ଜିଉଦା ନାଉଁର୍‌ ସିସ୍‌ ଆସି କେଟ୍‌ଲା । ତାର୍‌ ସଙ୍ଗ୍‍ କାତି କାଣ୍ଡା ଆରି ଟେଙ୍ଗ୍‌ ଡାଙ୍ଗ୍‌ ଦାରି ବେସି ଲକ୍‌ ତେଇ ଟୁଲ୍‌ ଅଇଲାଇ । ସେମନ୍‌କେ ମୁକିଅ ପୁଜାରିମନ୍‌ ଆରି ପାର୍‌ଚିନ୍‌ମନ୍‌ ପାଟାଇରଇଲାଇ ।
48 Der ihn aber überlieferte, hatte ihnen ein Zeichen gegeben und gesagt: Welchen irgend ich küssen werde, der ist es; ihn greifet.
୪୮ବିସ୍‌ବାସେ ବିସ୍‌ ଦେଉ ଜିଉଦା ସେମନ୍‌କେ ଜାନାଇ ରଇଲା । ସେ ସେମନ୍‌କେ କଇରଇଲା ମୁଇ ଜନ୍‌ ଲକ୍‌କେ ଚୁମ୍‌ବି ତାକେ ତମେ କଜ୍‌ଲାସ୍‌ନି, ତାକେ ଦାରା ।
49 Und alsbald trat er zu Jesu und sprach: Sei gegrüßt, Rabbi! und küßte ihn sehr.
୪୯ଜିଉଦା ସଲ୍‌କେ ଜିସୁର୍‌ଲଗେ ଜାଇ ତାକେ “ଏ ଗୁରୁ ଜୁଆର୍‌!” ବଲିକରି ଚୁମ୍‍ଲା ।
50 Jesus aber sprach zu ihm: Freund, wozu bist du gekommen! Dann traten sie herzu und legten die Hände an Jesum und griffen ihn.
୫୦ଜିସୁ ଜିଉଦାକେ କଇଲା, “ମଇତର୍‌ ତର୍‌ କାମ୍‌ ଦାପ୍‌ରେ ସାରାଇଦେସ୍‌ ।” ତାର୍‌ ପଚେ ସେମନ୍‌ ଜିସୁକେ ଦାରି ବାନ୍ଦି ପାକାଇଲାଇ ।
51 Und siehe, einer von denen, die mit Jesu waren, streckte die Hand aus, zog sein Schwert und schlug den Knecht des Hohenpriesters und hieb ihm das Ohr ab.
୫୧ଜିସୁର୍‌ ବାଟର୍‌ ଗଟେକ୍‌ ଲକ୍‌ ତାର୍‌ ନିଜର୍‌ କାଣ୍ଡା ବାର୍‌କରାଇ ମୁକିଅ ପୁଜାରିର୍‌ ଗତିଦାଙ୍ଗ୍‌ଡାକେ ମାର୍‌ଲା । ସେ ଲକର୍‌ କାନ୍‌ ଚିଡି ଗାଲା ।
52 Da spricht Jesus zu ihm: Stecke dein Schwert wieder an seinen Ort; denn alle, die das Schwert nehmen, werden durchs Schwert umkommen.
୫୨ଜିସୁ ତାକେ କଇଲା, “ତର୍‌ କାଣ୍ଡା ପୁରାଇକରି ସଙ୍ଗ । ଜନ୍‌ ଲକ୍‌ମନ୍‌ କାଣ୍ଡା ଉଟାଇବାଇ, ସେମନ୍‌ କାଣ୍ଡାଇସେ ମର୍‌ବାଇ ।
53 Oder meinst du, daß ich nicht jetzt meinen Vater bitten könne, und er mir mehr als zwölf Legionen Engel stellen werde?
୫୩ତୁଇ କାଇ ନାଜାନୁସ୍‌ କି? ମୁଇ ମର୍‌ ବାବାକେ ସାଇଜ ମାଙ୍ଗ୍‌ଲେ, ସେ ମର୍‌ପାଇ ଦାପ୍‌ରେସେ, ବାର୍‌ଟା ଦଲେଅନି ଅଦିକ୍‌ ସରଗର୍‌ ଦୁତ୍‌ମନ୍‌କେ ପାଟାଇପାରେ ।
54 Wie sollten denn die Schriften erfüllt werden, daß es also geschehen muß?
୫୪ମାତର୍‌ ସେନ୍ତାର୍‌ ଆଲେ ଏଟାମନ୍‌ ସବୁ ଗଟ୍‌ସି ବଲି ସାସ୍‌ତରେ ଜାଇ ଜାଇଟା ଲେକା ଅଇଲା ଆଚେ, ସେଟା କେନ୍ତି ପୁରାପୁରୁନ୍‌ ଅଇସି?”
55 In jener Stunde sprach Jesus zu den Volksmengen: Seid ihr ausgezogen wie gegen einen Räuber mit Schwertern und Stöcken, mich zu fangen? Täglich saß ich bei euch, im Tempel lehrend, und ihr habt mich nicht gegriffen.
୫୫ତାର୍‌ ପଚେ ଜିସୁ ତେଇ ଟୁଲ୍‌ଅଇରଇବା ଲକ୍‌ମନ୍‌କେ କଇଲା, “ମୁଇ କାଇ ଗଟେକ୍‌ ପାଲାଇବା କାଙ୍ଗାର୍‌ଜେ ଟେଙ୍ଗ୍‌ ଡାଙ୍ଗ୍‌ ଆରି କାଣ୍ଡା ଦାରି ମକେ ଦାର୍‌ବାର୍‌ ଆସିଆଚାସ୍‌? ମୁଇ ସବୁ ଦିନ୍‌ ମନ୍ଦିରେ ବସି ସିକିଆ ଦେଇତେ ରଇଲି, ସେବେଲେତା ମକେ ଦାରାସ୍‌ ନାଇ!
56 Aber dies alles ist geschehen, auf daß die Schriften der Propheten erfüllt würden. Da verließen ihn die Jünger alle und flohen.
୫୬ଜାଇଟା ଅବେ, ବବିସତ୍‌ବକ୍‌ତାମନ୍‌ ସାସ୍‌ତରେ ଜାଇଟା ଲେକ୍‌ଲାଇ ଆଚତ୍‌, ସେ ସବୁ ସିଦ୍‌ ଅଇବାକେ ଏଟା ଗଟ୍‌ଲା ।” ସେଡ୍‌କିବେଲେ ସିସ୍‌ମନ୍‌ ସବୁଲକ୍‌ ଜିସୁକେ ଚାଡି ପାଲାଇଲାଇ ।
57 Die aber Jesum gegriffen hatten, führten ihn hinweg zu Kajaphas, dem Hohenpriester, wo die Schriftgelehrten und die Ältesten versammelt waren.
୫୭ଜିସୁକେ ବନ୍ଦି କରୁମନ୍‌ ତାକେ ବଡ୍‌ ପୁଜାରି କାୟାପାର୍‌ ଗରେ ନେଲାଇ । ସିତି ଦରମ୍‌ ଗୁରୁ ଆରି ପାର୍‌ଚିନ୍‌ମନ୍‌ ଟୁଲ୍‌ ଅଇରଇଲାଇ ।
58 Petrus aber folgte ihm von ferne bis zu dem Hofe des Hohenpriesters und ging hinein und setzte sich zu den Dienern, um das Ende zu sehen.
୫୮ପିତର୍‌ କଣ୍ଡେକ୍‌ ଦୁରିକେ ରଇକରି ଜିସୁକେ ଦେକ୍‌ତେ ରଇଲା । ଆରି ସେ କାୟାପା ଗରର୍‌ ଡାଣ୍ଡ୍‍ଜାକ ଗାଲା । ଏ ସବୁ ଗଟ୍‍ନା କାଇଟା ଅଇସି ବଲି ସେଟା ଦେକ୍‌ବାକେ ପିତର୍‌ ମନ୍ଦିର୍‌ ଜାଗୁଆଲ୍‌ମନର୍‌ ସଙ୍ଗ୍‌ ତେଇ ବସ୍‌ଲା ।
59 Die Hohenpriester aber und die Ältesten und das ganze Synedrium suchten falsches Zeugnis wider Jesum, damit sie ihn zum Tode brächten;
୫୯ମୁକିଅ ପୁଜାରିମନ୍‌ ଆରି ବଡ୍‌ ସବାଇ ରଇଲା ସବୁ ଲକ୍‌ମନ୍‌ ଜିସୁକେ ମରନ୍‌ ଡଣ୍ଡ୍‌ ଦେବାକେ ତାର୍‌ ବିରୁଦେ ମିଚ୍‌ କାତା କଜ୍‌ବାକେ ଚେସ୍‌ଟା କଲାଇ ।
60 und sie fanden keines, wiewohl viele falsche Zeugen herzutraten. Zuletzt aber traten zwei falsche Zeugen herzu
୬୦କେତେ କେତେ ଲକ୍‌ମନ୍‌ ଜିସୁର୍‌ ବିରୁଦେ ମିଚ୍‌ କାତା କଇଲାଇ । ମାତର୍‌ ସେନ୍ତାରି କାଇ ବୁଲ୍‌ କାତା ମିସା ମିଲେ ନାଇ । ପଚେ ଦୁଇଲକ୍‌ ଉଟିକରି,
61 und sprachen: dieser sagte: Ich kann den Tempel Gottes abbrechen und in drei Tagen ihn aufbauen.
୬୧“ଏ ଲକ୍‌ ମୁଇ ପର୍‌ମେସରର୍‌ ମନ୍ଦିର୍‌ ବାଙ୍ଗାଇ ଦେଇ, ସେଟା ତିନ୍‌ ଦିନ୍‌ ବିତ୍‌ରେ ଆରି ତରେକ୍‌ ଉଟାଇ ଦେଇପାରି ।” ବଲି କଇରଇଲା ।
62 Und der Hohepriester stand auf und sprach zu ihm: Antwortest du nichts? Was zeugen diese wider dich?
୬୨ବଡ୍‌ ପୁଜାରି ଟିଆଅଇକରି ଜିସୁକେ କଇଲା, “ତୁଇ କାଇକେ କାଇଟାବଲି କଉସ୍‌ ନାଇ? ଏମନ୍‌ କଇବା କାତା ଚାପ୍‌ବାକେ ତୁଇ ଆରି କାଇଟା କଇବାର୍‌ ଆଚେ କି?”
63 Jesus aber schwieg. Und der Hohepriester hob an und sprach zu ihm: Ich beschwöre dich bei dem lebendigen Gott, daß du uns sagest, ob du der Christus bist, der Sohn Gottes!
୬୩ମାତର୍‌ ଜିସୁ ଚିମ୍‌ରାଅଇ ରଇଲା । ବଡ୍‌ ପୁଜାରି କଇଲା, “ମୁଇ ତମ୍‌କେ ଜିବନ୍‌ ରଇବା ପର୍‌ମେସରର୍‌ ନାଉଁ ଦାରି ପର୍‌ମାନ୍‌ କରାଇ ପାଚାର୍‌ଲିନି, ସତ୍‌ କଅ, ତୁଇ କାଇ ପର୍‌ମେସରର୍‌ ପିଲା ମସିଅ କି?”
64 Jesus spricht zu ihm: Du hast es gesagt. Doch ich sage euch: Von nun an werdet ihr den Sohn des Menschen sitzen sehen zur Rechten der Macht und kommen auf den Wolken des Himmels.
୬୪ଜିସୁ କଇଲା, “ତୁଇ ସମାନ୍‌ କାତା କଇଆଚୁସ୍‌ । ମାତର୍‌ ମୁଇ ତମ୍‌କେ ସବୁ ଲକ୍‌କେ କଇଲିନି, ପର୍‌ମେସର୍‌ ପାଟାଇଲା ନର୍‌ପିଲା ମୁଇ, ଦାପ୍‌ରେ ସେ ସବୁର୍‌ ଉପ୍‌ରର୍‌ ମାପ୍‌ରୁର୍‌ ଉଜା ବାଟେ ବସ୍‌ବାକେ ଗାଲିନି, ଆରି ମକେ ତମେ ସର୍‌ଗେଅନି ବାଦଲ୍‌ ସଙ୍ଗ୍‌ ଉତ୍‌ରି ଆଇବାଟା ଦେକ୍‌ସା ।”
65 Da zerriß der Hohepriester seine Kleider und sprach: Er hat gelästert; was bedürfen wir noch Zeugen? Siehe, jetzt habt ihr die Lästerung gehört.
୬୫ଏ କାତା ସୁନି ବଡ୍‌ ପୁଜାରି ତାର୍‌ ପିନ୍ଦି ରଇବାଟା ଚିରିପାକାଇ କଇଲା, “ଏଟା ସେ ପର୍‌ମେସର୍‌କେ ନିନ୍ଦା କର୍‌ବାଟା! ଆରି ବିନ୍‌ ସାକି ଦର୍‌କାର୍‌ ନାଇ । ତମେ ଏବେସେ ଏ ଲକ୍‌ ପର୍‌ମେସର୍‌କେ ନିନ୍ଦା କର୍‌ବାଟା ସୁନ୍‌ଲାସ୍‌ ।
66 Was dünkt euch? Sie aber antworteten und sprachen:
୬୬ଏ ବିସଇନେଇ କରି ତମେ କାଇଟା ବାବ୍‌ଲାସ୍‌ନି?” ସେମନ୍‌ ସବୁ ଲକ୍‌ କଇଲାଇ, “ସେ ଦସ୍‌ କରିଆଚେ, ମରନ୍‌ ଡଣ୍ଡ୍‌ ପାଇବାର୍‌ ଦର୍‌କାର୍‌ ଆକା ।”
67 Er ist des Todes schuldig. Dann spieen sie ihm ins Angesicht und schlugen ihn mit Fäusten; etliche aber gaben ihm Backenstreiche
୬୭ତାର୍‌ ପଚେ ସେମନ୍‌ ଜିସୁର୍‌ ମୁଏଁ ତୁକ୍‌ଲାଇ ଆରି ମାର୍‌ଲାଇ । କେତେ ଲକ୍‌ ତାକେ ଚାପଡ୍‌ ସଙ୍ଗ୍‌ ମାରି କଇଲାଇ,
68 und sprachen: Weissage uns, Christus, wer ist es, der dich schlug?
୬୮“ଏ କିରିସ୍‌ଟ! ବବିସତ୍‌ କାତା ଅଲପ୍‌ କଅ । ତକେ କେ ମାର୍‌ଲା କଇଦେକ୍‌ ପନି!”
69 Petrus aber saß draußen im Hofe; und es trat eine Magd zu ihm und sprach: Auch du warst mit Jesu, dem Galiläer.
୬୯ପିତର୍‌ ବଡ୍‌ ପୁଜାରିର୍‌ ଦୁଆର୍‌ ମୁଆଟେ ବସି ରଇଲା ବେଲେ ଗଟେକ୍‌ ବଡ୍‌ ପୁଜାରିର୍‌ ପାଇଟିକାରିଆନି ଲଗେ ଆସି କଇଲା, “ତୁଇ ମିସା ଗାଲିଲିର୍‌ ଜିସୁର୍‌ ସଙ୍ଗ୍‍ ରଇଲୁସ୍‌ କାଇକି?”
70 Er aber leugnete vor allen und sprach: Ich weiß nicht, was du sagst.
୭୦ମାତର୍‌ ପିତର୍‌ ସବୁର୍‌ ମୁଆଟେ ନାଡାଇ କରି ଏ କାତା କଇଲା, “ତୁଇ କାଇ ବଲି କଇଲୁସ୍‌ନି ମୁଇ ନାଜାନି ।”
71 Als er aber in das Tor hinausgegangen war, sah ihn eine andere; und sie spricht zu denen, die daselbst waren: Auch dieser war mit Jesu, dem Nazaräer.
୭୧ଏନ୍ତି କଇକରି ପିତର୍‌ ଦୁଆର୍‌ ମୁଆଁଟ୍‌ ଲଗେ ଉଟିଗାଲା । ଆରି ଗଟେକ୍‌ ବିନ୍‌ ପାଇଟିକାରିଆନି ତାକେ ଦେକି ତେଇ ରଇବା ଲକ୍‌ମନ୍‌କେ କଇଲା, “ଏ ନାଜରିତର୍‌ ଜିସୁର୍‌ ସଙ୍ଗ୍‍ ରଇଲା ।”
72 Und wiederum leugnete er mit einem Eide: Ich kenne den Menschen nicht!
୭୨ପିତର୍‌ ଆରି ତରେକ୍‌ କଇଲା, “ମୁଇ ପର୍‌ମାନ୍‌ କରି କଇଲିନି, ସେ ଲକ୍‌କେ ନାଜାନି ।”
73 Kurz nachher aber traten die Dastehenden herzu und sprachen zu Petrus: Wahrhaftig, auch du bist einer von ihnen, denn auch deine Sprache macht dich offenbar.
୭୩କେତେପର୍‌ ଗାଲାପଚେ ତେଇ ରଇଲା ଲକ୍‌ମନ୍‌ ପିତରର୍‌ ଲଗେ ଆସି କଇଲାଇ, “ବାଇଦରେ ତୁଇ ମିସା ସେମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ । ତର୍‌ କାତାବାର୍‌ତାଇଅନି ଏଟା ଜାନା ପଡିଗାଲାନି ।”
74 Da fing er an, sich zu verwünschen und zu schwören: Ich kenne den Menschen nicht! Und alsbald krähte der Hahn.
୭୪ପିତର୍‌ କଇଲା, “ମୁଇ ପର୍‌ମାନ୍‌ କରି କଇଲିନି, ମର୍‌ କାତା ସତ୍‌ ଆକା । ନଇଲେ ପର୍‌ମେସର୍‌ ମକେ ଡଣ୍ଡ୍‌ ଦେଅ । ସେ ଲକ୍‌କେ ମୁଇ ନାଜାନି ।” ସେଦାପ୍‌ରେ କୁକ୍‌ଡା ଡାକ୍‌ଲା ।
75 Und Petrus gedachte des Wortes Jesu, der [zu ihm] gesagt hatte: Ehe der Hahn kräht, wirst du mich dreimal verleugnen. Und er ging hinaus und weinte bitterlich.
୭୫ଆରି ଜିସୁ ଜନ୍‌ ଜନ୍‌ କାତା କଇରଇଲା, କୁକ୍‌ଡା ନ ଡାକ୍‌ତେ ତୁଇ ମକେ ତିନ୍‌ ତର୍‌ ନାଜାନି ବଲି କଇସୁ । ସେ ସବୁ ପିତର୍‌ ଏତାଇଲା ଆରି ସେ ବାଇରେ ଜାଇ ବେସି ଦୁକ୍‌ ଅଇ କାନ୍ଦ୍‌ଲା ।

< Matthaeus 26 >