< 1 Timotheus 1 >

1 Paulus, Apostel Jesu Christi, nach Befehl Gottes, unseres Heilandes, und Christi Jesu, unserer Hoffnung,
ମୁଇ ପାଉଲ୍‌ ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌, ଏ ଚିଟି ଲେକ୍‌ଲିନି । ଆମର୍‌ ମୁକ୍‌ତିକାରିଆ ପର୍‌ମେସର୍‌ ଆରି ଆମେ ଆସା କରିରଇବା କିରିସ୍‌ଟ ଜିସୁର୍‌ ଆଦେସ୍‌ ଇସାବେ ବାଚିଅଇଆଚି ।
2 Timotheus, meinem echten Kinde im Glauben: Gnade, Barmherzigkeit, Friede von Gott, dem Vater, und Christo Jesu, unserem Herrn!
କିରିସ୍‌ଟକେ ବିସ୍‌ବାସ୍‌ କଲାର୍‌ପାଇ, ତୁଇ ତିମତି ମର୍‌ ନିଜର୍‌ ପଅ ଅଇ ଆଚୁସ୍‌ । ଆମର୍‌ ବାବା ପର୍‌ମେସର୍‌ ଆରି ମାପ୍‌ରୁ ଜିସୁ କିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
3 So wie ich dich bat, als ich nach Macedonien reiste, in Ephesus zu bleiben, auf daß du etlichen gebötest, nicht andere Lehren zu lehren,
ମୁଇ ମାକିଦନିଆଇ ଜିବା ଆଗ୍‌ତୁ ତମ୍‌କେ ଏପିସିଅତେଇ ରୁଆ ବଲି କଇରଇଲି । ତେଇ ଜନ୍‌ ଲକ୍‌ମନ୍‌ ବୁଲ୍‌ ସିକିଆ ସବୁ ଦେଲାଇନି, ସେମନ୍‌କେ ବୁଲ୍‌ ସିକିଆ ଦେବାଟା ବନ୍ଦ୍‌ କର୍‌ବାକେ ଆଦେସ୍‌ ଦିଆସ୍‌ ବଲି ମୁଇ ତମ୍‌କେ କଇରଇଲି ।
4 noch mit Fabeln und endlosen Geschlechtsregistern sich abzugeben, die mehr Streitfragen hervorbringen, als die Verwaltung Gottes fördern, die im Glauben ist...
ସେମନ୍‌ ଟଣ୍ଡେ ପାନ୍ଦି କାତା କଇବାଇ ଆରି ଆଗ୍‌ତୁର୍‌ ଆନିଦାଦିମନର୍‌ କୁଟୁମର୍‌ କାତା ତିଆର୍‌ କର୍‌ବାଟା ଚାଡାବଲି ତିଆରା । ଲକ୍‌ମନ୍‌କେ ଏନ୍ତାରି ସିକିଆ ଦେଇତେରଇଲେ ଲକ୍‌ମନ୍‌ ତେଇ ଦଦାପେଲା ଅଇବାଇ । ବିସ୍‌ବାସ୍‌ ମାନିକରି ଜନ୍‌କାମ୍‌ ପର୍‌ମେସର୍‌ ସେମନ୍‌କେ କରତ୍‌ ବଲି ମନ୍‍ କଲାନି, ସେଟା ସେମନ୍‌ କରତ୍‌ ନାଇ ।
5 Das Endziel des Gebotes aber ist: Liebe aus reinem Herzen und gutem Gewissen und ungeheucheltem Glauben,
ତମେ ଏନ୍ତାରିଟା ତିଆରା ଜେନ୍ତାରିକି, ସେମନ୍‌ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କର୍‌ବାଇ । ଜନ୍‌ ଲକ୍‌ମନ୍‌କେ ସତ୍‌ ବିସ୍‌ବାସ୍‌ ଆରି ସୁକଲ୍‌ ଜିବନ୍‌, କାଇ କପଟ୍‌ ନ ରଇବା ମନ୍‌ ଆଚେ, ସେମନ୍‌ସେ ଏଟା କରିପାର୍‌ବାଇ ।
6 wovon etliche abgeirrt sind und sich zu eitlem Geschwätz gewandt haben;
ମାତର୍‌ ଜନ୍‌ ଲକ୍‌ମନ୍‌ ବୁଲ୍‌ ସିକିଆ ଦେଲାଇନି, ଏ ସବୁ ବିସଇ ଚାଡିଦେଇକରି ଚୁଚା ବିସଇ କାତା ଅଇଲାନି ।
7 die Gesetzlehrer sein wollen und nicht verstehen, weder was sie sagen, noch was sie fest behaupten.
ନିୟମ୍‌ ଗୁରୁ ଇସାବେ ସବୁଲକ୍‌ ସେମନ୍‌କେ ନାମତ୍‌ ବଲି ସେମନ୍‌ ମନ୍‍ କଲାଇନି । ମାତର୍‌ ସେମନ୍‌ ସିକାଇବା ବିସଇ ନିଜେ ବୁଜତ୍‌ନାଇ ଆରି ସାଆସ୍‌ ସଙ୍ଗ୍‍ ଜନ୍‌ଟା ସତ୍‌ ବଲି କଇଲାଇନି, ସେଟା ସତ୍‌ କି ନଏଁ ବଲି ନାଜାନତ୍‌ ।
8 Wir wissen aber, daß das Gesetz gut ist, wenn jemand es gesetzmäßig gebraucht,
ପର୍‌ମେସରର୍‌ ନିୟମ୍‌ଟାନେ କାଇ ଅନିଆଇ ନାଇ । ମାତର୍‌ ଲକ୍‌ମନ୍‌ ସେଟା ଟିକ୍‌ ସଙ୍ଗ୍‍ ସିକାଇବାର୍‌ ଆଚେ ।
9 indem er dies weiß, daß für einen Gerechten das Gesetz nicht bestimmt ist, sondern für Gesetzlose und Zügellose, für Gottlose und Sünder, für Heillose und Ungöttliche, Vaterschläger und Mutterschläger, Menschenmörder,
ଦରମ୍‌ କାମ୍‌ କର୍‌ବା ଲକ୍‌ମନର୍‌ପାଇ ନିୟମ୍‌ ତିଆର୍‌ ନ ଅଇରଇଲା । ତାର୍‌ ବାଦୁଲେ ଜନ୍‌ ଲକ୍‌ମନ୍‌ ତାର୍‌ ବିରଦି ଅଇରଇଲାଇ, ଆରି ତାର୍‌ କାତା ମାନି ନ ରଇଲାଇ, ସେନ୍ତାରି ଲକ୍‌ମନର୍‌ ପାଇ ପର୍‌ମେସର୍‌ ନିୟମ୍‌ ତିଆର୍‌ କରିରଇଲା । ଜନ୍‌ ଲକ୍‌ମନ୍‌ ପର୍‌ମେସର୍‌ ରଏ ନାଇ ବଲି ଚଲାଚଲ୍‌ତି କଲାଇନି, ଜନ୍‌ ଲକ୍‌ମନ୍‌ ପାପ୍‌ କର୍‌ବାଇ, କରାପ୍‌ କାମ୍‌ କର୍‌ତେରଇବାଇ, ଆରି ପର୍‌ମେସର୍‌କେ ସନ୍‌ମାନ୍‌ ନ ଦେଇତେରଅତ୍‌, ଜନ୍‌ଲକ୍‌ମନ୍‌ କି ତାକର୍‌ ଆୟା ବାବାମନ୍‌କେ ମରାଇବାଇ କି ବିନ୍‌ ଲକ୍‌ମନ୍‌କେ ମିସା ମରାଇବାଇ,
10 Hurer, Knabenschänder, Menschenräuber, Lügner, Meineidige, und wenn etwas anderes der gesunden Lehre zuwider ist,
୧୦ବେବିଚାର୍‌ କାମ୍‌ କରି ପାପ୍‌ କର୍‌ବାଇ, ମୁନୁସ୍‌ମୁନୁସ୍‌ ବିତ୍‌ରେ ଆରି ମାଇଜିମାଇଜି ବିତ୍‌ରେ ବେବିଚାର୍‌ କାମ୍‌ କର୍‌ବା ଲକ୍‌ମନର୍‌ପାଇ, ଗତିଦାଙ୍ଗ୍‌ଡା ଇସାବେ ଲକ୍‌ମନ୍‌କେ ବିକ୍‌ବା ସାଉକାର୍‌ ମନର୍‌ପାଇ, ଜନ୍‌ ଲକ୍‌ ସତ୍‌ କଅତ୍‌ନାଇ, ସତ୍‌ସେ କଇବି ବଲି କାତା ଦେଇରଇକରି ମିଚ୍‌ କଇବା ଲକ୍‌ମନର୍‌ପାଇ ଆରି ପର୍‌ମେସରର୍‌ ବିସଇଟାନେ ରଇବା ସତ୍‌ ସିକିଆ ବିରୁଦେ ଜେତ୍‌କି ସବୁ କାତା ଉଟ୍‌ସି, ସେ ସବୁର୍‌ପାଇ ।
11 nach dem Evangelium der Herrlichkeit des seligen Gottes, welches mir anvertraut worden ist.
୧୧ଏ ସତ୍‌ ସିକିଆ ସୁବ୍‌କବରର୍‌ ସିକିଆ ସଙ୍ଗ୍‍ ମିସ୍‌ସି । ଆମର୍‌ ଡାକ୍‌ପୁଟା ପର୍‌ମେସରର୍‌ ମଇମା ଆରି ଜନ୍‌ ସୁବ୍‌କବର୍‌ ଜାନାଅ ବଲି ସେ ମକେ ଦାଇତ୍‌ ଦେଲାଆଚେ, ସେଟାମିସା ମିସ୍‌ସି ।
12 [Und] ich danke Christo Jesu, unserem Herrn, der mir Kraft verliehen, daß er mich treu erachtet hat, indem er den in den Dienst stellte,
୧୨ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟକେ ମୁଇ ଦନିଅବାଦ୍‌ ଦେଲିନି । ସେ ମକେ ବପୁ ଦେଲାଆଚେ । ତାର୍‌ ମୁଆଟେ ଗଟେକ୍‌ ବିସ୍‌ବାସ୍‌ ସଙ୍ଗ୍‍ ରଇବା ଗତି ଦାଙ୍ଗ୍‌ଡା ଇସାବେ ଏଜ୍‌ଲା ଆରି ତାକେ ସେବା କର୍‌ବାକେ ମକେ ବାଚ୍‌ଲା ।
13 der zuvor ein Lästerer und Verfolger und Gewalttäter war; aber mir ist Barmherzigkeit zuteil geworden, weil ich es unwissend im Unglauben tat.
୧୩ଗଟେକ୍‌ ବେଲାଇ କିରିସ୍‌ଟର୍‌ ବିସଇର୍‍ କାରାପ୍‌ କାତା କଇତେରଇଲେ ମିସା ଆରି ବିନ୍‌ ବିସ୍‌ବାସିମନ୍‌କେ କାରାପ୍‌ ଇସାବେ ଦେକି ନିନ୍ଦା କର୍‌ତେରଇଲି ମିସା, ପର୍‌ମେସର୍‌ ମକେ ଦୟା ଦେକାଇଲା । କାଇକେବଇଲେ ମୁଇ କାଇଟା କର୍‌ତେରଇଲି, ସେଟା ନିଜେ ନାଜାନ୍‌ତେରଇଲି । ଆରି ମୁଇ କିରିସ୍‌ଟକେ ବିସ୍‌ବାସ୍‌ ନ କରିରଇଲି ।
14 Über die Maßen aber ist die Gnade unseres Herrn überströmend geworden mit Glauben und Liebe, die in Christo Jesu sind.
୧୪ଆମର୍‌ ମାପ୍‌ରୁ ମକେ ବେସି ଦୟା ଦେକାଇଲା । ଜେନ୍ତାରି କି, କିରିସ୍‌ଟ ଜିସୁର୍‌ ସଙ୍ଗ୍‍ ମିସ୍‌ଲାର୍‌ପାଇ ମୁଇ ତାକେ ବିସ୍‌ବାସ୍‌ କରି ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କରିପାର୍‌ଲି ।
15 Das Wort ist gewiß und aller Annahme wert, daß Christus Jesus in die Welt gekommen ist, Sünder zu erretten, von welchen ich der erste bin.
୧୫ଏଟା କଇବାଟା ପୁରାପୁରୁନ୍‌ ସତ୍‌ ଆଚେ । ଆରି ସେଟା ଅଇସି କି ନଏଁ ବଲି ନ ବାବିକରି ନାମ୍‌ବାର୍‌ ଆଚେ । ପାପିମନ୍‌କେ ଉଦାର୍‌ କର୍‌ବାକେ କିରିସ୍‌ଟ ଜିସୁ ଏ ଜଗତେ ଆଇଲା ଆରି ପାପିମନର୍‌ ବିତ୍‌ରେଅନି ମୁଇ ବଡ୍‌ ପାପି ।
16 Aber darum ist mir Barmherzigkeit zuteil geworden, auf daß an mir, dem ersten, Jesus Christus die ganze Langmut erzeige, zum Vorbild für die, welche an ihn glauben werden zum ewigen Leben. (aiōnios g166)
୧୬ଏଲେମିସା ଏଟାର୍‌ପାଇ ମକେ କିରିସ୍‌ଟ ଦୟା ଦେକାଇଲା । ସେ ମକେ କେମା କଲାକେ କେତେକ୍‌ ମୁର୍‌ଚିକରି ଆଚେ ବଲି ଦେକାଇବାକେ ସେ ମନ୍‍ କଲା । ବିନ୍‌ ଲକର୍‌ଟାନେଅନି ମୁଇ ଅଦିକ୍‌ ପାପ୍‌ କଲିଆଚି । ଏଟା ଏନ୍ତାରି ଅଇଲା । ଜେନ୍ତିକି ଦିନେକ୍‌ ଜେତ୍‌କି ଲକ୍‌ସବୁ ତାକେ ବିସ୍‌ବାସ୍‌ କରି ସବୁଦିନର୍‌ପାଇ ମୁକ୍‌ତି ପାଇବାଇ ସେମନର୍‌ପାଇ ମୁଇ ଗଟେକ୍‌ ସାକି ଇସାବେ ରଇବି । (aiōnios g166)
17 Dem Könige der Zeitalter aber, dem unverweslichen, unsichtbaren, alleinigen Gott, sei Ehre und Herrlichkeit von Ewigkeit zu Ewigkeit! Amen. (aiōn g165)
୧୭ଜନ୍‌ ରାଜା କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ସାସନ୍‌ କର୍‌ସି, ଆରି ଜାକେ କି କେ ଦେକି ନାପାରତ୍‌, ସେ ଆକା ଗଟେକ୍‌ ପର୍‌ମେସର୍‌ । ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ମଇମା ଆରି ସନ୍‌ମାନ୍‌ ପାଅ । ଆମେନ୍‌! (aiōn g165)
18 Dieses Gebot vertraue ich dir an, mein Kind Timotheus, nach den vorangegangenen Weissagungen über dich, auf daß du durch dieselben den guten Kampf kämpfest,
୧୮ମର୍‌ ପଅ ତିମତି, ମୁଇ ତକେ ଏଟା ତିଆର୍‌ଲିନି, ତମେ କାଇଟା କର୍‌ସା ବଲି ସୁକଲ୍‌ଆତ୍‌ମା କେତେଟା ବବିସତ୍‌ବକ୍‌ତାମନ୍‌କେ ଜାନାଇରଇଲା ଇସାବେ ମୁଇ ଏଟା କଇଲିନି । ସେ ବବିସତ୍‌ବକ୍‌ତାମନ୍‌ କଇଲା ବିସଇ ସୁବ୍‌କବରର୍‌ ଦେକାରକା କର୍‌ବା ଜୁଇଦର୍‌ କାମେ ତମେ ଜେନ୍ତିକି ସାର୍‌ଦା ସଙ୍ଗ୍‍ ମିସ୍‌ସା, ସେ ବିସଇ କଇଲିନି ।
19 indem du den Glauben bewahrst und ein gutes Gewissen, welches etliche von sich gestoßen und so, was den Glauben betrifft, Schiffbruch gelitten haben;
୧୯ତାର୍‌ସଙ୍ଗ୍‍ ସବୁବେଲେ ବିସ୍‌ବାସ୍‌ କର୍‌ବାଟା ଚାଡାନାଇ । ଆରି ଏଟା ସତ୍‌ ବଲି ନିଜେ ଜାନିରଇବା ବିସଇ କର୍‌ତେରୁଆ । କେତେକ୍‌ ଲକ୍‌ ନିଜର୍‌ ବିବେକ୍‌ କଇବାଟାକେ ଦିଆନ୍‌ ନ ଦେଇକରି କିରିସ୍‌ଟକେ ବିସ୍‌ବାସ୍‌ କର୍‌ବାଟା ଚାଡିଦେଇଆଚତ୍‌ ।
20 unter welchen Hymenäus ist und Alexander, die ich dem Satan überliefert habe, auf daß sie durch Zucht unterwiesen würden, nicht zu lästern.
୨୦ସେମନର୍‌ ବିତ୍‌ରେ ଉମନାୟକେ ଆରି ଆଲେକ୍‌ଜାଣ୍ଡାର୍‌କେ ବିନ୍‌ ବିସ୍‌ବାସି ମନର୍‌ଟାନେଅନି ବେଗ୍‌ଲାଇକରି ସଇତାନ୍‌କେ ସର୍‌ପିଦେଲିଆଚି । ଏନ୍ତାରି କଲେ ପର୍‌ମେସରର୍‌ ବିରଦେ କାରାପ୍‌ କାତା କଇବାଟା ସେମନ୍‌ ଚାଡିଦେବାଇ ବଲି ଆସା କଲିନି ।

< 1 Timotheus 1 >