< Offenbarung 14 >
1 Und ich sah: und siehe, das Lamm stand auf dem Berge Zion und mit ihm 144000, welche seinen Namen und den Namen seines Vaters an ihren Stirnen geschrieben trugen. [Eig. hatten]
ତାର୍ହଃଚେ ମୁୟ୍ଁ ଦଃକ୍ଲେ, ଆର୍ ଦଃକା, ସିଅନ୍ ହଃର୍ବାତ୍ ଉହ୍ରେ ମେଣ୍ଡାହିଲା, ଆର୍ ଜୁୟ୍ ଲକ୍ମଃନାର୍ କାହାଳେ ତାର୍ ନାଉଁ ଆର୍ ତାର୍ ଉବାସିର୍ ନାଉଁ ଲେକାଅୟ୍ ରିଲି, ଇରଃକମ୍ ୧୪୪,୦୦୦ ଲକ୍କେ ତାର୍ ସଃଙ୍ଗ୍ ଟିଆ ଅୟ୍ରିଲାର୍ ଦଃକ୍ଲେ ।
2 Und ich hörte eine Stimme aus dem Himmel wie das Rauschen vieler Wasser und wie das Rollen eines lauten Donners; und die Stimme, welche ich hörte, war wie von Harfensängern, die auf ihren Harfen spielen.
ଆରେକ୍ ମୁୟ୍ଁ ସଃର୍ଗେ ହୁଣି ହାଣି ଅଦୁର୍ତାର୍ ଆର୍ ଗଃଳ୍ଗଃଳି ସଃବ୍ଦ୍ ହର୍ ଗଟେକ୍ ସଃବ୍ଦ୍ ସୁଣ୍ଲେ, ଜୁୟ୍ ସଃବ୍ଦ୍ ମୁୟ୍ଁ ସୁଣ୍ଲେ, ସେରି ବିଣା ବାଜାଉତା ଲକ୍ମଃନାର୍ ବିଣାର୍ ସଃବ୍ଦ୍ ହର୍ ।
3 Und sie singen ein neues Lied vor dem Throne und vor den vier lebendigen Wesen und den Ältesten; und niemand konnte das Lied lernen, als nur die 144000, die von der Erde erkauft waren.
ସେମଃନ୍ ସିଙ୍ଗାସଣ୍, ଚାରିଜିବ୍ ଆର୍ ପାରାଚିନ୍ ମଃନାର୍ ଚଃମେ ଗଟେକ୍ ନଃଉଆଁ ଗିତ୍ କୟ୍ଲାୟ୍, ଆରେକ୍ ହୁର୍ତିଏ ହୁଣି ଗେନ୍ଲା ସେ ୧୪୪,୦୦୦ ଲକ୍କେ ଚାଡି ଆରେକ୍ କେ ହେଁ ସେ ଗିତ୍ ସିକୁ ନାହାର୍ଲାୟ୍ ।
4 Diese sind es, die sich mit Weibern nicht befleckt haben, denn sie sind Jungfrauen; diese sind es, die dem Lamme folgen, wohin irgend es geht. Diese sind aus den Menschen erkauft worden als Erstlinge Gott und dem Lamme.
ସେମଃନ୍ ମାୟ୍ଜିମଃନାର୍ ସଃଙ୍ଗ୍ ନଃମିସି ଡିଣ୍ଡା ରିଲାୟ୍, କାୟ୍ତାକ୍ବଃଲେକ୍ ସେମଃନ୍ ପବିତ୍ର ରିଲାୟ୍ । ମେଣ୍ଡାହିଲା ଜୁୟ୍ ଜଃଗାୟ୍ ଜାୟ୍ଦ୍, ସେ ଜଃଗାୟ୍ ସେମଃନ୍ ତାର୍ ହଃଚେହଃଚେ ଜାତି । ସେମଃନ୍ ଇସ୍ୱର୍ ଆର୍ ମେଣ୍ଡାହିଲାର୍ ଗିନେ ହଃର୍ତୁ ଜାତ୍ ଅୟ୍ଲା ହଃଳ୍ ହର୍ ନଃର୍ମଃନାର୍ ବିତ୍ରେ ହୁଣି ଗେନା ଅୟ୍ ଆଚ୍ତି ।
5 Und in ihrem Munde wurde kein Falsch gefunden; denn sie sind tadellos.
ସେମଃନାର୍ ଟଣ୍ଡେ କାୟ୍ ହେଁ ମିଚ୍ କଃତା ନାୟ୍, ସେମଃନ୍ ନିର୍ଦସି ।
6 Und ich sah einen anderen Engel inmitten des Himmels fliegen, der das ewige [O. ein ewiges] Evangelium hatte, um es denen zu verkündigen, [Eig. zu evangelisieren] die auf der Erde ansässig sind, und jeder Nation und Stamm und Sprache und Volk, (aiōnios )
ହଃଚେ ମୁଁୟ୍ ଆରେକ୍ ଗଟେକ୍ ଦୁତ୍କେ ଅଃଗାସାର୍ ମଃଜାୟ୍ ଉଡ୍ତାର୍ ଦଃକ୍ଲେ, ସେ ହୁର୍ତିଏ ବାସା କଃର୍ତା ସଃବୁ ଜାତି, କୁଟୁମ୍, ବିନ୍ବିନ୍ ବାସାର୍ ଲକ୍ ଆର୍ ବଃଉଁସାର୍ ଲକାର୍ ତଃୟ୍ ପର୍ଚାର୍ କଃରୁକେ ଗଟେକ୍ ସଃବୁ ଦିନ୍ ରେତା ନିକ କବୁର୍ ହାୟ୍ ବଃଡ୍ ଟଣ୍ଡେ କୟ୍ଲା, (aiōnios )
7 indem er mit lauter Stimme sprach: Fürchtet Gott und gebet ihm Ehre, denn die Stunde seines Gerichts ist gekommen; und betet den an, der den Himmel und die Erde gemacht hat und das Meer und die Wasserquellen.
“ଇସ୍ୱର୍କେ ଡିରା ଆର୍ ତାକ୍ ଜଃଜ୍ମାନ୍ ଦିଆସ୍, କାୟ୍ତାକ୍ବଃଲେକ୍ ତାର୍ ବିଚାର୍ ବେଳା ଆସି କେଟିଆଚେ, ଆରେକ୍ ଜେ ଅଃଗାସ୍, ହୁର୍ତି, ସଃମ୍ନ୍ଦ୍ ଆର୍ ଚିଉଆହାଣିମଃନ୍ ଉବ୍ଜାୟ୍ ଆଚେ, ତାକ୍ ଜୁଆର୍ କଃରା ।”
8 Und ein anderer, zweiter Engel folgte und sprach: Gefallen, gefallen ist Babylon, die große, die mit dem Weine der Wut ihrer Hurerei alle Nationen getränkt hat.
ହଃର୍ତୁ ଦୁତାର୍ ହଃଚେ ହଃଚେ ଆରେକ୍ ଏକ୍ଲା, ବଃଲେକ୍ ଦୁୟ୍ ଲଃମ୍ବର୍ ଦୁତ୍ ଆସି କୟ୍ଲା, “ଜୁୟ୍ ବଃଡ୍ ଗଃଳ୍ ବାବିଲ୍ ସଃବୁ ଜାତିକ୍ ଅଃହ୍ଣାର୍ ଦାରିକାମାର୍ ହର୍ ମଃଦ୍ ଡୁକାୟ୍ ଆଚେ, ସେ ନାସ୍ ଅୟ୍ଆଚେ ।”
9 Und ein anderer, dritter Engel folgte ihnen und sprach mit lauter Stimme: Wenn jemand das Tier und sein Bild anbetet und ein Malzeichen annimmt an seine Stirn oder an seine Hand,
ସେମଃନାର୍ ହଃଚେ ଆରେକ୍ ଏକ୍ଲା, ବଃଲେକ୍ ତିନି ଲଃମ୍ବର୍ ଦୁତ୍ ଆସି ବଃଡ୍ ଟଣ୍ଡେ କୟ୍ଲା, “ଜଦି କେ ସେ ଜଃତୁ ଆର୍ ତାର୍ ମୁର୍ତି କେ ଜୁଆର୍ କଃରେଦ୍, ଆରେକ୍ ଅଃହ୍ଣାର୍ କଃହାଳେ କି ଆତେ ତାର୍ ଚିନ୍ ଦଃରେଦ୍,
10 so wird auch er trinken von dem Weine des Grimmes Gottes, der unvermischt in dem Kelche seines Zornes bereitet ist; und er wird mit Feuer und Schwefel gequält werden vor den heiligen Engeln und vor dem Lamme.
ତଃବେ ସେ ହେଁ ଇସ୍ୱରାର୍ ରିସାର୍ ଜୁୟ୍ ମଃଦ୍ କି କାୟ୍ରି ନଃମିସାୟ୍ କଃରି ତାର୍ ରିସାର୍ କପାୟ୍ ତିଆର୍ କଃରା ଅୟ୍ଆଚେ, ସେରି ଡୁକେଦ୍, ଆରେକ୍ ପବିତ୍ର ଦୁତ୍ମଃନାର୍ ଆର୍ ମେଣ୍ଡାହିଲାର୍ ମୁଏଁ ଜୟ୍ ଆର୍ ଗଃନ୍ଦକ୍ ଲଃଗେ ଡଃଣ୍ଡ୍ ହାୟ୍ଦ୍ ।
11 Und der Rauch ihrer Qual steigt auf in die Zeitalter der Zeitalter; und sie haben keine Ruhe Tag und Nacht, die das Tier und sein Bild anbeten, und wenn jemand das Malzeichen seines Namens annimmt. (aiōn )
ଇରଃକମ୍ ଲକ୍ମଃନାର୍ ଦଃଣ୍ଡାର୍ ଦୁଆଁ ଜୁଗେ ଜୁଗେ ଉଟ୍ତି ରଃୟ୍ଦ୍; ଜୁୟ୍ ଲକ୍ମଃନ୍ ଜଃତୁ ଆର୍ ତାର୍ ମୁର୍ତି କେ ଜୁଆର୍ କଃର୍ତି, ଆରେକ୍ ତାର୍ ନାଉଁଏ ଚିନ୍ ଦଃର୍ତି, ସେମଃନାର୍ ଜୁଗେଜୁଗେ ବିସାଉଁଣି ନାୟ୍ ।” (aiōn )
12 Hier ist das Ausharren der Heiligen, welche die Gebote Gottes halten [O. bewahren] und den Glauben Jesu.
ଇତି ଦଃର୍ମିମଃନାର୍, ବଃଲେକ୍ ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ଆଦେସ୍ ମାନ୍ତି ଆର୍ ଜିସୁକେ ବିସ୍ୱାସ୍ କଃର୍ତି, ସେମଃନ୍କେ ସଃମ୍ବାଳୁକ୍ ହଃଳେଦ୍ ।
13 Und ich hörte eine Stimme aus dem Himmel sagen: Schreibe: Glückselig die Toten, die im Herrn sterben, von nun an! Ja, spricht der Geist, auf daß sie ruhen von ihren Arbeiten, [O. Mühen] denn ihre Werke folgen ihnen nach. [Eig. mit ihnen]
ଆରେକ୍ ମୁୟ୍ଁ ସଃର୍ଗେ ହୁଣି ଇ କଃତା ସୁଣ୍ଲେ, “ଇରି ଲେକ୍, ଜୁୟ୍ ଲକ୍ମଃନ୍ ଅଃବେ ମାପ୍ରୁର୍ ତଃୟ୍ ରଃୟ୍ ମଃର୍ତି, ସେମଃନାର୍ ବାୟ୍ଗ୍ ।” ହେଁ ଆତ୍ମା କଃଉଁଲି, “ଇରି ବାୟ୍ଦ୍ରେ ଗଃଟେଦ୍, ସେମଃନ୍ ଅଃହ୍ଣା ଅଃହ୍ଣାର୍ କଃବାଳେ ହୁଣି ବିସାଉତି, କାୟ୍ତାକ୍ବଃଲେକ୍ ସେମଃନାର୍ କାମ୍ ସେମଃନାର୍ ସଃଙ୍ଗ୍ ଜାୟ୍ଦ୍ ।”
14 Und ich sah: und siehe, eine weiße Wolke, und auf der Wolke saß einer gleich dem Sohne des Menschen, [O. gleich einem Menschensohne] welcher auf seinem Haupte eine goldene Krone und in seiner Hand eine scharfe Sichel hatte.
ତାର୍ହଃଚେ ମୁଁ ଦଃକ୍ଲେ, “ଆର୍ ଦଃକା, ଦବ୍ ରଃଙ୍ଗାର୍ କଃଣ୍ଡେକ୍ ମେଗ୍, ତାର୍ ଉହ୍ରେ ନଃରାର୍ ହୟ୍ସି ହର୍ ଏକ୍ଲା ବଃସିଆଚେ, ତାର୍ ମୁଣ୍ଡେ ସନାର୍ ମୁକୁଟ୍ ଆର୍ ଆତେ ଲାଗୁଣ୍ ଇଳା ।
15 Und ein anderer Engel kam aus dem Tempel hervor und rief dem, der auf der Wolke saß, mit lauter Stimme zu: Schicke deine Sichel und ernte; denn die Stunde des Erntens ist gekommen, denn die Ernte der Erde ist überreif [Eig. dürre] geworden.
ସେତାକ୍ ମନ୍ଦିରେ ହୁଣି ଆରେକ୍ ଗଟେକ୍ ଦୁତ୍ ବାରାୟ୍ ସେ ମେଗେ ବଃସି ରିଲା ଲକ୍କେ ବଃଡ୍ ଟଣ୍ଡେ କୟ୍ଲା, ତର୍ ଇଳା ଲାଗାୟ୍ ତାସ୍ କାଟ୍, କାୟ୍ତାକ୍ବଃଲେକ୍ କାଟ୍ତା ବେଳା ଆସିଆଚେ, ଆର୍ ହୁର୍ତିବିର୍ ତାସ୍ ହାକି ଆଚେ ।
16 Und der auf der Wolke saß, legte seine Sichel an [And. üb.: warf seine Sichel auf; so auch v 19] die Erde, und die Erde wurde geerntet.
ଇରି ସୁଣି, ସେ ମେଗେ ବଃସିରିଲା ମାନାୟ୍ ହୁର୍ତିଏ ଇଳା ଲାଗାୟ୍ ସେତିର୍ ତାସ୍ କାଟ୍ଲା ।”
17 Und ein anderer Engel kam aus dem Tempel hervor, der in dem Himmel ist, und auch er hatte eine scharfe Sichel.
ତାର୍ହଃଚେ ସଃର୍ଗାର୍ ମନ୍ଦିରେ ହୁଣି ଆରେକ୍ ଗଟେକ୍ ଦୁତ୍ ବାରାୟ୍ଲା, ତାର୍ ଆତେ ହେଁ ଗଟେକ୍ ଲାଗୁଣ୍ ଇଳା ରିଲି ।
18 Und ein anderer Engel, der Gewalt über das Feuer hatte, kam aus dem Altar hervor, und er rief dem, der die scharfe Sichel hatte, mit lautem Schrei zu und sprach: Schicke deine scharfe Sichel und lies die Trauben des Weinstocks der Erde, denn seine [O. ihre] Beeren sind reif geworden.
ଆରେକ୍ ବେଦି ଲଃଗେ ହୁଣି ଆରେକ୍ ଗଟେକ୍ ଦୁତ୍ ବାରାୟ୍ଲା, ସେ ଜୟ୍ଉହ୍ରେ ଅଃଦିକାର୍ ହାୟ୍ଆଚେ; ଜାର୍ ଆତେ ଲାଗୁଣ୍ ଇଳା ରିଲି, ତାକ୍ ବେସି ସଃବଦେ କୁଦିକଃରି କୟ୍ଲା, ତର୍ ଲାଗୁଣ୍ ଇଳା ଲାଗାଉ ଆର୍ ହୁର୍ତିବିର୍ ଅଙ୍ଗୁର୍ ଜୁବ୍ଳା ସଃବୁ ରୁଣ୍ଡାଉ, କାୟ୍ତାକ୍ବଃଲେକ୍ ସେତିର୍ ଅଙ୍ଗୁର୍ ହଃଳ୍ ସଃବୁ ହାକି ଆଚେ ।
19 Und der Engel legte seine Sichel an die Erde und las die Trauben des Weinstocks [W. las den Weinstock] der Erde und warf sie in die große Kelter des Grimmes Gottes.
ସେତାକ୍ ସେ ଦୁତ୍ ହୁର୍ତିଏ ଅଃହ୍ଣାର୍ ଇଳା ଲାଗାୟ୍ ସେତିର୍ ଅଙ୍ଗୁର୍ ହଃଳ୍ ସଃବୁ ରୁଣ୍ଡାୟ୍ଲା ଆର୍ ଇସ୍ୱରାର୍ ରିସାର୍ ବଃଡ୍ ଅଙ୍ଗୁର୍ କୁଣ୍ଡେ ସେସଃବୁ ହଃକାୟ୍ଲା ।
20 Und die Kelter wurde außerhalb der Stadt getreten, und Blut ging aus der Kelter hervor bis an die Gebisse der Pferde, 1600 Stadien weit.
ଗଃଳାର୍ ହଃଦାୟ୍ ସେ ଅଙ୍ଗୁର୍କୁଣ୍ଡ୍ ମାଡା ଅୟ୍ଲି, ଆର୍ ସେତିହୁଣି ବଃନି ବାରାୟ୍ ୨ ମିଟେର୍ ଉଚ୍ ହଃତେକ୍ ଉଟି ୩୦୦ ମିଲମିଟେର୍ ହଃତେକ୍ ହୁର୍ ଗଃଲି ।