< Offenbarung 1 >

1 Offenbarung Jesu Christi, welche Gott ihm gab, um seinen Knechten [O. Sklaven; so auch später] zu zeigen, was bald geschehen muß [Eig. geschehen sein muß; ] und durch seinen Engel sendend, hat er es seinem Knechte [O. Sklaven; so auch später] Johannes gezeigt, [Eig. bezeichnet, durch Zeichen kundgetan]
ଜୁୟ୍‌ ସଃବୁ ବଃଡେ ବେଗି ଗଃଟୁକ୍‌ ଜଃଉଁଲି, ଇସ୍ୱର୍‌ ଜିସୁ କ୍ରିସ୍ଟ ତଃୟ୍‌ ଜାଣାରିଲା ସଃବୁ କଃତା ଇ ବଇ ତଃୟ୍‌ ଲେକା ଅୟ୍‌ଆଚେ । ସେ ସଃବୁ ବିସୟ୍‌ ତାର୍‌ ଗତିଦଃଙ୍ଗ୍‌ଳା ମଃନ୍‌କେ ଜାଣାଉଁକେ କ୍ରିସ୍ଟ ଗଟେକ୍‌ ସଃର୍ଗ୍‌ ଦୁତ୍‌କେ ହଃଟାୟ୍‌ ତାର୍‌ ଗତିଦଃଙ୍ଗ୍‌ଳା ଜହନ୍‌କେ ସେରି ଜାଣାୟ୍‌ଲା ।
2 der bezeugt hat das Wort Gottes und das Zeugnis Jesu Christi, alles, was er sah.
ଆର୍‌ ଜହନ୍‌ ନିଜେ ଜାୟ୍‌ରି ସଃବୁ ଦଃକିଆଚେ, ସେ ବିସୟେ ଇତି ଜାଣାୟ୍‌ ଆଚେ । ଇ ବଇ ତଃୟ୍‌ ଇସ୍ୱରାର୍‌ କବୁର୍‌ ଆର୍‌ ଜିସୁ କ୍ରିସ୍ଟ ଜାଣାୟ୍‌ଲା ସଃତ୍‌ ସାକି ବିସୟ୍‌ ଆଚେ ।
3 Glückselig, der da liest und die da hören die Worte der Weissagung und bewahren, was in ihr geschrieben ist; denn die Zeit ist nahe!
ଜୁୟ୍‌ ଲକ୍‌ ଇ ବଇ ହଳେଦ୍‌ ଆର୍‌ ଜୁୟ୍‌ମଃନ୍‌ ଇ ବାବ୍‌ବାଣି ସୁଣି ତାର୍‌ ଆଦେସ୍‌ମଃନ୍ ମାନ୍‌ତି, ସେମଃନାର୍‌ ସଃତ୍‌କଃରି ବାୟ୍‌ଗ୍‌; କାୟ୍‌ତାକ୍‌ବଃଲେକ୍‌ ସେ ସଃବୁ ଗଃଟ୍‌ତା ବେଳା ଚଃମେ ଆୟ୍‌ଲିନି ।
4 Johannes den sieben Versammlungen, die in Asien sind: Gnade euch und Friede von dem, der da ist und der da war und der da kommt, und von den sieben Geistern, die vor seinem Throne sind,
ଜହନ୍‌ ଆସିଆ ଦେସାର୍‌ ସାତ୍‌ ଗଟ୍‌ ମଣ୍ଡ୍‌ଳିକ୍‌ ଲେକୁଲା, ଜେ ଅଃବେ ଆଚେ, ଜେ ହୁର୍ବେ ରିଲା, ଆର୍‌ ଜାର୍‌ ଆସ୍ତାର୍‌ ଆଚେ, ତାର୍‌ ତଃୟ୍‌ହୁଣି ଦଃୟା ଆର୍‌ ସୁସ୍ତା ଆର୍‌ ତାର୍‌ ସିଙ୍ଗାସଣ୍ ମୁଏଁ ରିଲା ସାତ୍‌ ଗଟ୍‌ ଆତ୍ମା ତଃୟ୍‌ହୁଣି,
5 und von Jesu Christo, welcher der treue Zeuge ist, der Erstgeborene der Toten und der Fürst der Könige der Erde! Dem, der uns liebt und uns von unseren Sünden gewaschen hat in seinem Blute,
ଆରେକ୍‌ ବିସ୍ୱାସାର୍‌ ଜୟ୍‌ଗ୍‌ ସାକି, ମଃଲା ଲକ୍‌ମଃନାର୍‌ ତଃୟ୍‌ହୁଣି ହଃର୍ତୁ ଉଟ୍‌ଲାର୍‌ ଆର୍‌ ହୁର୍ତିବିର୍‌ ରଃଜାମଃନାର୍‌ ରଃଜା ଜିସୁ କ୍ରିସ୍ଟର୍‌ ତଃୟ୍‌ହୁଣି ଦଃୟା ଆର୍‌ ସୁସ୍ତା ତୁମିମଃନାର୍‌ ଉହ୍ରେ ଅଃଉଅ । ସେ ଅଃମିମଃନ୍‌କ୍‌ ଲାଡ୍‌ କଃରୁଲା ଆର୍‌ ଅଃହ୍‌ଣାର୍‌ ବଃନି ସଃଙ୍ଗ୍ ଅଃମିମଃନ୍‌କ୍‌ ଅଃମାର୍‌ ହାହେ ହୁଣି ମୁକ୍‌ଳାୟ୍‌ ଆଚେ,
6 und uns gemacht hat [Eig. und er hat uns gemacht] zu einem Königtum, zu Priestern seinem Gott und Vater: Ihm sei die Herrlichkeit und die Macht in die Zeitalter der Zeitalter! Amen. (aiōn g165)
ଆରେକ୍‌ ତାର୍‌ ଉବାସି ଇସ୍ୱରାର୍‌ ସେବା କଃରୁକେ ଅଃମିକ୍‌ ଗଟେକ୍‌ ଜାଜକାର୍‌ କୁଳ୍‌ବଃଉଁସ୍‌ କଃରି ବାଚିଆଚେ । ସଃବୁ ଜଃଜ୍‌ମାନ୍ ଆର୍‌ ସଃକାତ୍‌ ଜୁଗେଜୁଗେ ଜିସୁ କ୍ରିସ୍ଟର୍‌ ଅଃଉଅ । ଆମେନ୍‌ । (aiōn g165)
7 Siehe, er kommt mit den Wolken, und jedes Auge wird ihn sehen, auch die ihn durchstochen haben, und wehklagen werden seinetwegen alle Stämme des Landes. [O. alle Geschlechter der Erde] Ja, Amen.
ଦଃକା, ସେ ମେଗ୍ଉହ୍ରେ ଆସୁଲା, ହୁର୍ତିଏ ବାସା କଃର୍ତା ସଃବୁ ଲକ୍‌ ତାକ୍‌ ଦଃକ୍‌ତି, ଇରଃକମ୍‌ କି ଜୁୟ୍‌ମଃନ୍‌ ତାକ୍‌ ବୁସି ରିଲାୟ୍‌, ସେମଃନ୍ ହେଁ ଦଃକ୍‌ତି, ଆର୍‌ ହୁର୍ତିବିର୍‌ ସଃବୁ ଲକ୍‌ ତାର୍‌ ଆସ୍ତାର୍‌ ଗିନେ ଏତାୟ୍‌ ଏତାୟ୍‌ କାନ୍ଦ୍‌ତି । ଇ ସଃବୁ ବାୟ୍‌ଦ୍‌ରେ ଗଃଟେଦ୍‌! ଆମେନ୍‌ ।
8 Ich bin das Alpha und das Omega, [Alpha und Omega [A und O] sind der erste und der letzte Buchstabe des griechischen Alphabets] spricht der Herr, Gott, [W. der Herr, der Gott] der da ist und der da war und der da kommt, der Allmächtige.
ମାପ୍ରୁ ସଃବ୍‌କେ ସଃକ୍ତିମାନ୍‌ ସେ ଇସ୍ୱର୍‌ କଃଉଁଲା, “ମୁଁୟ୍‌ ଆରୁମ୍‌ ଆର୍‌ ସେସ୍‌ ।” ସେ ଅଃବେ ଆଚେ, ହୁର୍ବେ ରିଲା ଆର୍‌ ସେ ଆସ୍ତା ଦିନ୍ ଆସେଦ୍‌ ।
9 Ich, Johannes, euer Bruder und Mitgenosse in der Drangsal und dem Königtum und dem Ausharren in Jesu, [Die Wörter "Drangsal", "Königtum" und "Ausharren" beziehen sich alle auf "in Jesu"; im Griech. steht nur ein Artikel] war auf der Insel, genannt Patmos, um des Wortes Gottes und des Zeugnisses Jesu willen.
ମୁୟ୍‌ ଜହନ୍‌, ତୁମାର୍‌ ଗଟେକ୍‌ ବାୟ୍‌, ଜିସୁର୍‌ ଚେଲା ହର୍‌ ତାର୍‌ ରାଇଜାର୍‌ ଲକ୍‌ମଃନାର୍‌ ଉହ୍ରେ ଅଃଉତା ତାଳ୍‌ନା ସାସ୍‌ ସଃଙ୍ଗ୍ ସଃମ୍ବାଳୁକ୍‌ ମୁୟ୍‌ ତୁମିମଃନାର୍‌ ଗଟେକ୍‌ ବାଗିଦାରି । ଜିସୁ ଜାଣାୟ୍‌ରିଲା ସଃତ୍‌ ଆର୍‌ ଇସ୍ୱରାର୍‌ କଃତା ପର୍ଚାର୍‌ କଃରି ରିଲାକ୍‌ ମକ୍‌ ପାତ୍‌ମସ୍‌ ନାଉଁଆର୍‌ ସଃମ୍‌ନ୍ଦ୍ ମଃଜିର୍‌ ବୁଏଁ ନିଆ ଗଃଲି ।
10 Ich war [Eig. ward] am Tage des Herrn [Eig. an dem dem Herrn gehörenden Tage] Tage im Geiste, und ich hörte hinter mir eine laute Stimme wie die einer Posaune,
ମୁଁୟ୍‌ ମାପ୍ରୁର୍‌ ବିନ୍ ଆତ୍ମାୟ୍‌ ହୁର୍ନ୍‌ ଅୟ୍‌ ମର୍‌ ହଃଚ୍ ବାଟ୍ୟା ତୁରି ସଃବ୍‌ଦ୍‌ ହର୍‌ ଗଟେକ୍‌ ବଃଡ୍‌ ସଃବଦେ ଇରି କଃଉତି ରିଲାର୍‌ ସୁଣ୍‌ଲେ,
11 welche sprach: Was du siehst, schreibe in ein Buch und sende es den sieben Versammlungen: nach Ephesus und nach Smyrna und nach Pergamus und nach Thyatira und nach Sardes und nach Philadelphia und nach Laodicäa.
ଗଟ୍‌ ଲକ୍‌ ମକ୍‌ କୟ୍‌ଲା, “ତୁୟ୍‌ ଜୁୟ୍‌ରି ଦଃକୁଲିସ୍‌, ସେରି ଗଟେକ୍‌ ପୁସ୍ତକ୍‌ ତଃୟ୍‌ ଲେକ୍‌, ଆର୍‌ ଏପିସିଏ, ସୁମର୍ନା, ପର୍ଗାମ୍‌, ତୁୟତିରା, ସାର୍ଦି, ପିଲାଦେଲ୍‌ପିଆ ଆର୍‌ ଲାଅଦିକିଆ ଇ ସାତ୍‌ଗଟ୍‌ ଗଃଳେ ରିଲା ମଣ୍ଡ୍‌ଳିମଃନ୍‌କେ ହଃଟାଉ ।”
12 Und ich wandte mich um, die Stimme zu sehen, welche mit mir redete, und als ich mich umgewandt hatte, sah ich sieben goldene Leuchter, [O. Lampen; so auch nachher]
କେ ମର୍‌ ସଃଙ୍ଗ୍ କଃତା ଅଃଉଁଲା, ଇରି ଦଃକୁକ୍‌ ମୁଁୟ୍‌ ହଃଚ୍‌ବାଟ୍‌ ଲେଉଟ୍‌ଲେ ଆର୍‌ ସାତ୍‌ ଗଟ୍‌ ସନାର୍‌ ଦିହ୍‌ରୁକା ଦଃକ୍‌ଲେ ।
13 und inmitten der sieben Leuchter einen gleich dem Sohne des Menschen, [O. gleich einem Menschensohne. Vergl. Dan. 7,13;10,5. 6.] angetan mit einem bis zu den Füßen reichenden Gewande, und an der Brust [Eig. an den Brüsten] umgürtet mit einem goldenen Gürtel;
ଆରେକ୍‌ ସେ ଦିହ୍‌ମଃନାର୍‌ ମଃଜାୟ୍‌ ନଃରାର୍‌ ହୟ୍‌ସି ହର୍‌ ଗଟେକ୍‌ ଲକ୍‌; ସେ ହାଦ୍‌ ହଃତେକ୍‌ ବଃସ୍ତର୍‌ ଡାହି ଅୟ୍‌ଆଚେ ଆର୍‌ ଉରେ ସନାର୍‌ ବାନ୍ଦୁଣ୍‌ ବାନ୍ଦି ଅୟ୍‌ଆଚେ ।
14 sein Haupt aber und seine Haare weiß wie weiße Wolle, wie Schnee, und seine Augen wie eine Feuerflamme,
ତାର୍‌ ମୁଣ୍ଡାର୍‌ ବାଳ୍‌ କଃରାଟେଳା ହର୍‌ ଆର୍‌ ଉଲ୍‌ ହର୍‌ ଚିଟ୍‌ ଦବ୍‌, ଆର୍‌ ତାର୍‌ ଆକି ଜୟ୍‌ ହର୍‌ ଲାଗ୍‌ତିରିଲି ।
15 und seine Füße gleich glänzendem Kupfer, als glühten sie im Ofen, und seine Stimme wie das Rauschen vieler Wasser;
ତାର୍‌ ଜଳେକ୍‌ ହାଦ୍‌ ବଃଟିର୍‌ ଜୟ୍‌ସଃଙ୍ଗ୍ ସୁଦ୍‌ କଃଲା ହିତୁଳ୍‌ ହର୍‌ ଜିକ୍‌ଜିକ୍‌ତି ରିଲି ଆର୍‌ ତାର୍‌ ଟଣ୍ଡାର୍‌ ସଃବ୍‌ଦ୍‌ ଉହ୍ରେ ହୁଣି ଅଦୁର୍ତା ହାଣିର୍‌ ସଃବ୍‌ଦ୍‌ ହର୍‌ ।
16 und er hatte in seiner rechten Hand sieben Sterne, und aus seinem Munde ging hervor ein scharfes, zweischneidiges Schwert, und sein Angesicht war, wie die Sonne leuchtet in ihrer Kraft.
ସେ ଅଃହ୍‌ଣାର୍‌ କାତା ଆତେ ସାତ୍‌ଗଟ୍‌ ତାରାମଃନ୍‌କେ ଦଃରିରିଲା, ଆର୍‌ ତାର୍‌ ଟଣ୍ଡେହୁଣି ଦୁୟ୍‌ବାଟ୍‌ ଦାର୍‌ ରିଲା କଃଣ୍ଡା ବାରାୟ୍‌ଲି, ଆର୍‌ ତାର୍‌ ମୁଉଁ ମୁଣ୍ଡେ ବେଳାର୍‌ ବେଳ୍‌ ହର୍‌ ଉଜାଳ୍‌ ରିଲି ।
17 Und als ich ihn sah, fiel ich zu seinen Füßen wie tot. Und er legte seine Rechte auf mich und sprach: Fürchte dich nicht! Ich bin der Erste und der Letzte
ତାକ୍‌ ଦଃକି ମୁଁୟ୍‌ ମଃଲା ହର୍‌ ଅୟ୍‌ ତାର୍‌ ହାଦ୍‌ ତଃଳେ ଅଦୁର୍ଲେ । ସେତାକ୍‌ ସେ ମର୍‌ ଉହ୍ରେ ବୁଜ୍‌ଣି ଆତ୍‌ ସଃଙ୍ଗାୟ୍‌ କୟ୍‌ଲା, “ଡିର୍‌ ନାୟ୍‌, ମୁଁୟ୍‌ ହଃର୍ତୁ ଆର୍‌ ସେସ୍‌ ।
18 und der Lebendige, und ich war [Eig. ward] tot, und siehe, ich bin lebendig in die Zeitalter der Zeitalter und habe die Schlüssel des Todes und des Hades. (aiōn g165, Hadēs g86)
ଆରେକ୍‌ ମୁୟ୍‌ ନିଜେ ଜିବନ୍! ମୁଁୟ୍‌ ମଃଲେ, ଆର୍‌ ଦଃକ୍‌, ମୁଁୟ୍‌ ଅଃବେ ସଃବୁ ଦିନାର୍‌ ଗିନେ ଜିବନ୍, ଆରେକ୍‌ ମର୍‌ ଆତେ ମଃର୍ନ୍‌ ଆର୍‌ ହଃତାଳାର୍‌ କୁଚିକାଡା ଆଚେ । (aiōn g165, Hadēs g86)
19 Schreibe nun, was du gesehen hast, und was ist, und was geschehen wird [O. im Begriff steht zu geschehen] nach diesem.
ତଃବେ, ଜାୟ୍‌ ଜାୟ୍‌ରି ଦଃକ୍‌ଲିସ୍‌, ଜାୟ୍‌ ଜାୟ୍‌ରି ଅଃବେ ଗଃଟୁଲି ଆର୍‌ ଜୁୟ୍‌ସଃବୁ ଆସୁଲା ଦିନେ ଗଃଟେଦ୍‌, ସେରି ସଃବୁ ଲେକିରେ ।
20 Das Geheimnis der sieben Sterne, die du in [W. auf] meiner Rechten gesehen hast, und die sieben goldenen Leuchter: die sieben Sterne sind Engel der sieben Versammlungen, und die sieben Leuchter sind sieben Versammlungen.
ମର୍‌ ବୁଜ୍‌ଣି ଆତେ ରିଲା ଜୁୟ୍‌ ସାତ୍‌ଗଟ୍‌ ତାରା ଦଃକ୍‌ଲିସ୍‌, ସେତାର୍‌ ଆର୍‌ ସାତ୍‌ଗଟ୍‌ ସନା ଦିହାର୍‌ ବିତ୍ରି କଃତା ଇରି, ସେ ସାତ୍‌ଗଟ୍‌ ତାରା ସାତ୍‌ଗଟ୍‌ ମଣ୍ଡ୍‌ଳିର୍‌ ଦୁତ୍‌ମଃନ୍ ଆର୍‌ ସାତ୍‌ଗଟ୍‌ ଦିହ୍‌ରୁକା ସାତ୍‌ଗଟ୍‌ ମଣ୍ଡ୍‌ଳି ।”

< Offenbarung 1 >