< Markus 9 >

1 Und er sprach zu ihnen: Wahrlich, ich sage euch: Es sind etliche von denen, die hier stehen, welche den Tod nicht schmecken werden, bis sie das Reich Gottes, in Macht gekommen, gesehen haben.
ଜିସୁ ସେମଃନ୍‌କେ ଆରେକ୍‌ କୟ୍‌ଲା, “ମୁଁୟ୍‌ ତୁମିମଃନ୍‌କେ ସଃତ୍‌ କଃଉଁଲେ, ଇସ୍ୱରାର୍‌ ରାଇଜ୍‌କେ ସଃକ୍ତି ସଃଙ୍ଗ୍ ନାସ୍ତା ହଃତେକ୍‌ ଇତି ଟିଆ ଅୟ୍‌ରିଲା ଲକ୍‌ମଃନାର୍‌ ବିତ୍ରେ କଃତେକ୍‌ ଲକ୍‌ କଃନ୍‌କଃରି ହେଁ ନଃମେର୍ତି ।”
2 Und nach sechs Tagen nimmt Jesus den Petrus und den Jakobus und Johannes mit und führt sie auf einen hohen Berg besonders allein. Und er wurde vor ihnen umgestaltet;
ଚଅ ଦିନ୍ ଗଃଲା ହଃଚେ, ଜିସୁ ପିତର୍‌, ଜାକୁବକ୍‌ ଆର୍‌ ଜହନ୍‌କେ ସଃଙ୍ଗେ ଦଃରି ଗଟେକ୍‌ ବଃଡ୍ ଉଚ୍ ଡଙ୍ଗୁର୍‌ ଉହ୍ରେ କୁଦି ନିଲା ।
3 und seine Kleider wurden glänzend, sehr weiß wie Schnee, wie kein Walker auf der Erde weiß machen kann.
ଆର୍‌ ତାକାର୍‌ ମୁଏଁ ଜିସୁ ଅଃହ୍‌ଣାର୍‌ ଗଃଗାଳାର୍‌ ରୁହ୍‌ ବାଦ୍‌ଲାୟ୍‌ଲା, ତାର୍‌ ବଃସ୍ତର୍‌ ଇବାନ୍ୟା ଉଜାଳ୍‌ ଆର୍‌ ଚିଟ୍‌ ଦବ୍‌ ଅୟ୍‌ଲି, ହୁର୍ତିବିର୍‌ କୁୟ୍‌ ଦବା ହେଁ ସେବାନ୍ୟା କଃରି ଆକାଳୁ ନାହାରେ ।
4 Und es erschien ihnen Elias mit Moses, und sie unterredeten sich mit Jesu.
ସଃଡେବଃଳ୍‌ ମସା ଆର୍‌ ଏଲିୟ ସଃଙ୍ଗ୍ ଜିସୁ କଃତାବାର୍ତା ଅଃଉତି ରିଲାର୍‌ ସେମଃନ୍ ଦଃକ୍‌ଲାୟ୍‌ ।
5 Und Petrus hob an und spricht zu Jesu: Rabbi, es ist gut, daß wir hier sind; und laß uns drei Hütten machen, dir eine und Moses eine und Elias eine.
ତାର୍‌ହଃଚେ ପିତର୍‌ ଜିସୁକେ କୟ୍‌ଲା, “ଏ ଗୁରୁ, ଅଃମିମଃନ୍‌ ଇଟାଣେ ଆଚୁ ଇରି ବଃଲ୍‌ କଃତା; ଅଃମିମଃନ୍‌ ତିନିଗଟ୍‌ କୁଳିଆ ବାନ୍ଦୁନ୍ଦ୍, ଗଟେକ୍‌ ତର୍‌ ଗିନେ, ଗଟେକ୍‌ ମସାର୍‌ ଗିନେ ଆରେକ୍‌ ଗଟେକ୍‌ ଏଲିୟର୍‌ ଗିନେ ।”
6 Denn er wußte nicht, was er sagen sollte, denn sie waren voll Furcht.
କାୟ୍‌ତାକ୍‌ବଃଲେକ୍‌ ପିତର୍‌ ଜିସୁକେ କାୟ୍‌ କଃତା କୟ୍‌ନ୍ଦ୍ ବଃଲି ଜାଣି ନଃରିଲା, ଆର୍‌ ସଃଡେବଃଳ୍‌ ଚେଲାମଃନ୍ ବେସି ଡିରି ଜାୟ୍‌ରିଲାୟ୍‌ ।
7 Und es kam eine Wolke, welche sie überschattete; [S. die Anm. zu Mat. 17,5] und eine Stimme kam aus der Wolke: Dieser ist mein geliebter Sohn, ihn höret.
ଆରେକ୍‌ ସଃଡେବଃଳ୍‌ କଃଣ୍ଡେକ୍‌ ମେଗ୍ ଆୟ୍‌ଲି ଆର୍‌ ତାକାର୍‌ ଉହ୍ରେ ଡାହି ଅୟ୍‌ଲି, ଆର୍‌ ସେ ମେଗ୍ ବିତ୍ରେହୁଣି ଗଟେକ୍‌ ସଃବଦ୍‌ ସୁଣ୍‌ଲାୟ୍‌, “ଇରି ମର୍‌ ଲାଡାର୍‌ ହଅ, ତାର୍‌ କଃତା ସୁଣା ।”
8 Und plötzlich, als sie sich umblickten, sahen sie niemanden mehr, sondern Jesum allein bei sich.
ତାର୍‌ହଃଚେ ସେମଃନ୍ ଚାରିହାକ୍‌ ଦଃକ୍‌ଲାୟ୍‌, ମଃତର୍‌ ତାକାର୍‌ ସଃଙ୍ଗ୍ ଜିସୁକେ ଚାଡି କାକେ ହେଁ ନଃଦେକ୍‌ଲାୟ୍‌ ।
9 Als sie aber von dem Berge herabstiegen, gebot er ihnen, daß sie niemanden erzählen sollten, was sie gesehen hatten, außer wenn der Sohn des Menschen aus den Toten auferstanden wäre.
ସେମଃନ୍ ଡଙ୍ଗ୍ରେହୁଣି ଉତ୍ରି ଆସ୍ତାବଃଳ୍‌ ଜିସୁ ସେମଃନ୍‌କେ ନିକ କଃରି କୟ୍‌ଲା, “ତୁମିମଃନ୍ ଜୁୟ୍‌ରି ସଃବୁ ଦଃକି ଆଚାସ୍‌, ସେରି ମଃଲା ଲକାର୍‌ ତଃୟ୍‌ହୁଣି ନଃରାର୍‌ ହୟ୍‌ସି ନୁଟ୍‌ତା ହଃତେକ୍‌ ଇ କଃତା କାକେ ହେଁ କଃଉଆ ନାୟ୍‌ ।”
10 Und sie behielten das Wort, indem sie sich untereinander befragten: Was ist das: aus den Toten auferstehen?
ସେତାକ୍‌ ଜିସୁ କୟ୍‌ଲା କଃତାକ୍‌ ଦଃରି ସେମଃନ୍ କଃତାବାର୍ତା ଅଃଉଁକେ ଦଃର୍ଲାୟ୍‌, “ମଃରିକଃରି ଆରେକ୍‌ ଉଟ୍‌ତାର୍‌ କାୟ୍‌ରି?”
11 Und sie fragten ihn und sprachen: Was sagen die Schriftgelehrten, [O. Die Schriftgelehrten sagen] daß Elias zuerst kommen müsse?
ସେମଃନ୍ ଜିସୁକେ ହଃଚାର୍ଲାୟ୍‌, “ଏଲିୟ ନିଜ୍‌କଃରି ହଃର୍ତୁ ଆସେଦ୍‌ ବଃଲି ଦଃର୍ମ୍‌ ଗୁରୁମଃନ୍‌ ଇ କଃତା କାୟ୍‌ତାକ୍‌ କଃଉଁଲାୟ୍‌?”
12 Er aber antwortete und sprach zu ihnen: Elias zwar kommt zuerst und stellt alle Dinge wieder her; und wie über den Sohn des Menschen geschrieben steht, "daß er vieles leiden und für nichts geachtet werden soll."
ଜିସୁ ସେମଃନ୍‌କେ କୟ୍‌ଲା, “ଏଲିୟ ଆସିକଃରି ସଃବୁ କଃତା ଟିକ୍‌ଟାକ୍‌ କଃର୍ତା କଃତା ସଃତ୍‌, ତଃବେ ନଃରାର୍‌ ହୟ୍‌ସି ସଃବୁ ଦୁକ୍‌ କଃସ୍ଟ୍‌ ହାୟ୍‌ଦ୍‌ ଆର୍‌ ଲକ୍‌ମଃନ୍ ତାକ୍‌ ଲିନ୍ଦା କଃର୍ତି ବଃଲି କାୟ୍‌ତାକ୍‌ ତାର୍‌ କଃତା ଲେକା ଅୟ୍‌ଆଚେ?
13 Aber ich sage euch, daß auch Elias gekommen ist, und sie haben ihm getan, was irgend sie wollten, so wie über ihn geschrieben steht.
ମଃତର୍‌ ମୁଁୟ୍‌ ତୁମିମଃନ୍‌କେ କଃଉଁଲେ, ଏଲିୟ ବାବ୍‌ବାଦି ଆସି ସଃର୍ଲାନି, ଆର୍‌ ତାର୍‌ କଃତା ଜାୟ୍‌ରି ସାସ୍ତରେ ଲେକା ଆଚେ, ସେବାନ୍ୟା ଲକ୍‌ମଃନ୍ ତାର୍‌ ସଃଙ୍ଗ୍ ଜାୟ୍‌ରି ମଃନ୍ କଃଲାୟ୍‌ ସେରି କଃଲାୟ୍‌ ।”
14 Und als er zu den Jüngern kam, sah er eine große Volksmenge um sie her, und Schriftgelehrte, die sich mit ihnen stritten.
ଇତାର୍‌ହଃଚେ ଜିସୁ ଆର୍‌ ବିନ୍ ଚେଲାମଃନ୍ ତାର୍‌ ଚେଲାମଃନାର୍‌ ଚଃମେ ଆସି ଦଃକ୍‌ଲାୟ୍‌ ଜେ, ତାକାର୍‌ ଚାରିବେଳ୍‌ତ୍ ଲକ୍‌ମଃନ୍ ରୁଣ୍ଡି ଆଚ୍‌ତି ଆର୍‌ କଃତିଗଟ୍‌ ଦଃର୍ମ୍‌ଗୁରୁ ତାକାର୍‌ ସଃଙ୍ଗ୍ କଃତା ଦଃରାଦଃରି ଅଃଉତି ରିଲାୟ୍‌ ।
15 Und alsbald, als die ganze Volksmenge ihn sah, war sie sehr erstaunt; und sie liefen herzu und begrüßten ihn.
ଆର୍‌ ସଃଡେବଃଳ୍‌ ସେ ଲକ୍‌ମଃନ୍ ଜିସୁକେ ଦଃକ୍‌ଲା ଦାହ୍ରେ କାବା ଅୟ୍‌ଗଃଲାୟ୍‌ ଆର୍‌ ଜିସୁର୍‌ ଲଃଗେ ଦଃବ୍‌ଳି ଆସି ତାକ୍‌ ଜୁଆର୍‌ କଃଲାୟ୍‌ ।
16 Und er fragte sie: Worüber streitet ihr euch mit ihnen?
ଜିସୁ ତାର୍‌ ଚେଲାମଃନ୍‌କେ ହଃଚାର୍ଲା, “କାୟ୍‌ତାର୍‌ ଗିନେ ତୁମିମଃନ୍ ସେ ଲକ୍‌ମଃନାର୍‌ ସଃଙ୍ଗ୍ କଃତାୟ୍‌ ଦଃରାଦଃରି ଅଃଉତି ରିଲାସ୍‌ ।”
17 Und einer aus der Volksmenge antwortete ihm: Lehrer, ich habe meinen Sohn zu dir gebracht, der einen stummen Geist hat;
ସେ ଲକ୍‌ ମଃନ୍ଦାର୍‌ ବିତ୍ରେହୁଣି ଗଟେକ୍‌ ମାନାୟ୍‌ କୟ୍‌ଲା, “ଏ ଗୁରୁ, ମର୍‌ ହଅକେ ଗୁଲା ବୁତ୍‌ ଦଃରିଆଚେ, ଆର୍‌ ସେ ଟଣ୍ଡ୍ ଅଃଉଁକେ ନଃହାରୁଲା ଲାଗି ମୁଁୟ୍‌ ତାକ୍‌ ତର୍‌ ଲଃଗେ ଆଣି ରିଲେ ।
18 und wo immer er ihn ergreift, reißt er ihn, und er schäumt und knirscht mit seinen Zähnen, und dörrt aus. Und ich sprach zu deinen Jüngern, daß sie ihn austreiben möchten, und sie vermochten es nicht.
ଆର୍‌ ଜଃଡେବଃଳ୍‌ ତାକ୍‌ ଜୁୟ୍‌ତି ବୁତ୍‌ ଦଃରେଦ୍‌, ତାକ୍‌ ତଃଳେ ଅଦ୍ରାୟ୍‌ ଦଃୟ୍‌ଦ୍‌ ଆର୍‌ ତାର୍‌ ଟଣ୍ଡେହୁଣି ହେହୁଲ୍‌ ବାର୍‌ କଃରେଦ୍‌ ଆର୍‌ ସେ ଦାତ୍‌ କିଟ୍‌କିଟ୍‌ କଃରେଦ୍‌, ସେ ସୁକି ଜଃଉଁଲା । ସେ ବୁତ୍‌ ଚାଡାଉଁକେ ମୁଁୟ୍‌ ତର୍‌ ଚେଲାମଃନ୍‌କେ କୟ୍‌ଲେ, ମଃତର୍‌ ସେମଃନ୍ ଚାଡାଉଁ ନାହାର୍ଲାୟ୍‌ ।”
19 Er aber antwortet ihnen und spricht: O ungläubiges Geschlecht! Bis wann soll ich bei euch sein? Bis wann soll ich euch ertragen? Bringet ihn zu mir.
ଜିସୁ ସେମଃନ୍‌କେ କୟ୍‌ଲା, “ଏ ଅବିସ୍ୱାସି ଜାତି, ମୁଁୟ୍‌ ତୁମାର୍‌ ସଃଙ୍ଗ୍ କଃତେକ୍‌ ଦିନ୍ ରଃୟ୍‌ନ୍ଦ୍, ମୁଁୟ୍‌ ତୁମାର୍‌ କାମ୍‌ ଦଃକି କଃତେକ୍‌ କାଳ୍‌ ସଃମ୍ବାଳିନ୍ଦ୍; ସେ ହିଲାକ୍‌ ମର୍‌ ଲଃଗେ ଆଣା!”
20 Und sie brachten ihn zu ihm. Und als er ihn sah, zerrte ihn alsbald der Geist; und er fiel zur Erde und wälzte sich schäumend.
ସେ ହିଲାକ୍‌ ଜିସୁର୍‌ ଲଃଗେ ଆଣ୍‌ଲାୟ୍‌ । ତାକ୍‌ ଡଃସିରିଲା ବୁତ୍‌ ଜିସୁକେ ଦଃକିକଃରି ସେ ହିଲାକ୍‌ ବୟ୍‌ଙ୍କାର୍‌ ବାବେ ମଳିକଃରି ମାଟାୟ୍‌ ଅଦ୍ରାୟ୍‌ଲି ଆର୍‌ ତାର୍‌ ମୁଏଁ ହେହୁଲ୍‌ ତୁମା ବାର୍‌କଃରି ସେ ହିଲା ଡୁଳ୍‌ଗୁଣ୍ଡୁଳ୍‌ ଅଃଉଁକେ ଦଃର୍ଲା ।
21 Und er fragte seinen Vater: Wie lange Zeit ist es, daß ihm dies geschehen ist? Er aber sprach: Von Kindheit an;
ଜିସୁ ସେ ହିଲାର୍‌ ଉବାସିକ୍‌ ହଃଚାର୍ଲା, “ଇ ହିଲାକ୍‌ କଃବେ ହୁଣି ଇବାନ୍ୟା ଅଃଉଁଲି?” ଉବାସି କୟ୍‌ଲା, “ହିଲାବଃଳ୍‌ ହୁଣି;
22 und oftmals hat er ihn sogar ins Feuer geworfen und ins Wasser, auf daß er ihn umbrächte; aber wenn du etwas kannst, so erbarme dich unser und hilf uns!
ଇ ବୁତ୍‌ ହିଲାକ୍‌ ମଃରାଉଁକେ କଃତିତର୍‌ ଜୟ୍‌ ଲଃଗେ ଆର୍‌ କଃତିତର୍‌ ହାଣି ଲଃଗେ ଅଦ୍ରାୟ୍‌ ଆଚେ, ମଃତର୍‌ ତୁୟ୍‌ ଜଦି ବଃଲ୍‌ କଃରୁ ହାର୍ସି, ତଃବେ ଅଃମାର୍‌ ଉହ୍ରେ ଦଃର୍ମ୍‌ କଃର୍ସି ।”
23 Jesus aber sprach zu ihm: Das "wenn du kannst" ist, wenn du glauben kannst; dem Glaubenden [Nach and. Lesart: was das "wenn du kannst" betrifft dem Glaubenden] ist alles möglich.
ଜିସୁ ତାକ୍‌ କୟ୍‌ଲା, “କାୟ୍‌ରି କଃଉଁଲିସ୍‌? ଜଦି କଃରୁ ହାର୍ସି! ବିସ୍ୱାସ୍‌ କଃର୍ତା ଲକାର୍‌ ଗିନେ ସଃବୁ ଅଃଉଁ ହାରେ ।”
24 Und alsbald rief der Vater des Kindleins und sagte mit Tränen: Ich glaube; hilf meinem Unglauben!
ସେ ହିଲାର୍‌ ଉବାସି ସେଦାହ୍ରେ ଟଣ୍ଡ୍ ହୁଟାୟ୍‌କଃରି କୟ୍‌ଲା, “ହେଁ, ମୁଁୟ୍‌ ବିସ୍ୱାସ୍‌ କଃରୁଲେ, ମକ୍‌ ବିସ୍ୱାସ୍‌ ତଃୟ୍‌ ବାଡୁକେ ଉହ୍‌କାର୍‌ କଃର୍‌ ।”
25 Als aber Jesus sah, daß eine Volksmenge zusammenlief, bedrohte er den unreinen Geist, indem er zu ihm sprach: Du stummer und tauber Geist, ich gebiete dir: fahre von ihm aus und fahre nicht mehr in ihn.
ଆର୍‌ ଜଃଡେବଃଳ୍‌ ଜିସୁ ହାକ୍‌ ଲକ୍‌ମଃନ୍ ଦଃବ୍‌ଳି ଆସ୍ତିରିଲାର୍‌ ଦଃକି, ଜିସୁ ସେ ବିଟାଳ୍‌ ଆତ୍ମାକେ ଦଃମ୍‌କାୟ୍‌କଃରି କୟ୍‌ଲା, “ଏ ଗୁଲା ଆର୍‌ ବଃୟ୍‌ରା ବୁତ୍‌, ମୁଁୟ୍‌ ତକେ କଃଉଁଲେ, ଇ ହିଲାର୍‌ ତଃୟ୍‌ହୁଣି ବାରାୟ୍‌ ଜାଆ, ଆର୍‌ କଃବେ ହେଁ ଇ ହିଲାର୍‌ ବିତ୍ରେ ହୁର୍ନାୟ୍‌ଁ ।”
26 Und schreiend und ihn sehr zerrend fuhr er aus; und er wurde wie tot, so daß die meisten sagten: Er ist gestorben.
ତାର୍‌ହଃଚେ ସେ ବୁତ୍‌ କିର୍‌କିରି କଃରି ସେହିଲାକ୍‌ ଜଃବର୍‌କଃରି ମଳିହଃକାୟ୍‌ ତାର୍‌ ବିତ୍ରେ ହୁଣି ବାରାୟ୍‌ଗଃଲି, ଆର୍‌ ସେ ହିଲା ମଃଲା ହର୍‌ ଅୟ୍‌ଲା ଲାଗି ଲକ୍‌ମଃନ୍ ତାକ୍‌ କୟ୍‌ଲାୟ୍‌, “ସେ ତ ମଃରିଗଃଲା!”
27 Jesus aber nahm ihn bei der Hand und richtete ihn empor; und er stand auf.
ମଃତର୍‌ ଜିସୁ ତାକ୍‌ ଆତେ ଦଃରି ଉଟାୟ୍‌ଲା, ଆର୍‌ ସେ ହିଲା ଉଟିକଃରି ଟିଆ ଅୟ୍‌ଲା ।
28 Und als er in ein Haus [O. ins Haus] getreten war, fragten ihn seine Jünger besonders: Warum haben wir ihn nicht austreiben können?
ଜିସୁ ଜଃଡେବଃଳ୍‌ ଗଃରେ ଆୟ୍‌ଲା, ତାର୍‌ ଚେଲାମଃନ୍ ଲୁକ୍‌ଣେ ତାକ୍‌ ହଃଚାର୍ଲାୟ୍‌, “କାୟ୍‌ତାର୍‌ ଗିନେ ଅଃମି ତାକ୍‌ ଚାଡାଉଁ ନଃହାର୍ଲୁ?”
29 Und er sprach zu ihnen: Diese Art kann durch nichts ausfahren, als nur durch Gebet und Fasten.
ଜିସୁ ସେମଃନ୍‌କେ ଉତୁର୍‌ ଦିଲା, “ଇବାନ୍ୟା ବୁତ୍‌ମଃନ୍‌କେ ପାର୍ତ୍‌ନାୟ୍‌ ଚାଡି ଆରେକ୍‌ କୁୟ୍‌ତି ହେଁ ଚାଡାଉଁକ୍‌ ହାରି ନୟ୍‌ ।”
30 Und sie gingen von dannen hinweg und zogen durch Galiläa; und er wollte nicht, daß es jemand erführe.
ଜିସୁ ଆର୍‌ ତାର୍‌ ଚେଲାମଃନ୍ ସେଟାଣ୍ ଚାଡି ଗାଲିଲି ବାଟ ଅୟ୍‌ ଗଃଳାୟ୍‌ । ସେ ରେତା ଜଃଗାୟ୍‌ କେ ହେଁ ନଃଜାଣତ୍‌ ବଃଲି ଜିସୁ ମଃନ୍ କଃର୍ତିରିଲା,
31 Denn er lehrte seine Jünger und sprach zu ihnen: Der Sohn des Menschen wird überliefert in der Menschen Hände, und sie werden ihn töten; und nachdem er getötet worden ist, wird er nach drei Tagen auferstehen.
କାୟ୍‌ତାକ୍‌ବଃଲେକ୍‌ ଜିସୁ ତାର୍‌ ଚେଲାମଃନ୍‌କେ ଇ କଃତା କୟ୍‌ ସିକ୍ୟା ଦେତିରିଲା, “ନଃରାର୍‌ ହୟ୍‌ସି ନଃର୍‌ମଃନାର୍‌ ଆତେ ସଃହ୍ରି ଅୟ୍‌ଦ୍‌, ଆରେକ୍‌ ସେମଃନ୍ ତାକ୍‌ ମଃର୍ନେ ମାର୍ତି, ଆର୍‌ ସେ ମଃରି ତିନିଦିନ୍ ଅୟ୍‌ଲା ହଃଚେ, ଆରେକ୍‌ ଉଟେଦ୍‌ ।”
32 Sie aber verstanden die Rede nicht und fürchteten sich, ihn zu fragen.
ମଃତର୍‌ ସେମଃନ୍ ଇ କଃତା ବୁଜୁ ନଃହାୟ୍‌ଲାୟ୍‌ ଆର୍‌ ଜିସୁକେ ହଃଚାରୁକ୍‌ ଡିର୍ତି ରିଲାୟ୍‌ ।
33 Und er kam nach Kapernaum, und als er in dem Hause war, fragte er sie: Was habt ihr auf dem Wege verhandelt?
ତାର୍‌ହଃଚେ ଜିସୁ ଆର୍‌ ଚେଲାମଃନ୍ କପୁର୍ନାହୁମ୍‌ ଆୟ୍‌ଲାୟ୍‌, ଜିସୁ ଗଃରେ ହଚି ସେମଃନ୍‌କେ ହଃଚାର୍ଲା, “ତୁମିମଃନ୍ ବାଟେ ରିଲାବଃଳ୍‌ କାୟ୍‌ବଃଲି କଃତାବାର୍ତା ଅଃଉତି ରିଲାସ୍‌?”
34 Sie aber schwiegen; denn sie hatten sich auf dem Wege untereinander besprochen, wer der Größte [W. größer] sei.
ମଃତର୍‌ ସେମଃନ୍ ତୁନ୍‌ହାଳି ରିଲାୟ୍‌, କାୟ୍‌ତାକ୍‌ବଃଲେକ୍‌ ସେମଃନ୍ ବାଟେ ରିଲାବଃଳ୍‌ ତାକାର୍‌ ତାକାର୍‌ ବିତ୍ରେ କେ ବଃଡ୍ ବଃଲି କଃତାବାର୍ତା ଅଃଉତି ରିଲାୟ୍‌ ।
35 Und nachdem er sich niedergesetzt hatte, rief er die Zwölfe; und er spricht zu ihnen: Wenn jemand der Erste sein will, so soll [O. wird] er der Letzte von allen und aller Diener sein.
ଜିସୁ ବଃସ୍‌ଲା ଆର୍‌ ତାର୍‌ ବାରଗଟ୍‌ ଚେଲାମଃନ୍‌କେ କୁଦିକଃରି କୟ୍‌ଲା, “ଜୁୟ୍‌ ମାନାୟ୍‌ ସଃବ୍‌କେ ବଃଡ୍ ଅଃଉଁକେ ମଃନ୍ କଃରେଦ୍‌, ସେ ମାନାୟ୍‌ ସଃବ୍‌କେ ସାନ୍ ଅଃଉଅ ଆର୍‌ ସଃବ୍‌କାର୍‌ ସେବାକାରି ଅଃଉଅ ।”
36 Und er nahm ein Kindlein und stellte es in ihre Mitte; und als er es in seine Arme genommen hatte, sprach er zu ihnen:
ତାର୍‌ହଃଚେ ଜିସୁ ଗଟେକ୍‌ ସାନ୍‌ ହିଲାକ୍‌ ଦଃରିକଃରି ସଃବୁ ଲକାର୍‌ ମଃଜାୟ୍‌ ଟିଆକଃଲା ଆର୍‌ ସେ ହିଲାକ୍‌ କଳେ ଦଃରି ସେମଃନ୍‌କେ କୟ୍‌ଲା,
37 Wer irgend eines solcher Kindlein aufnehmen wird in meinem Namen, [Eig. auf Grund meines Namens; so auch v 39] nimmt mich auf; und wer irgend mich aufnehmen wird, nimmt nicht mich auf, sondern den, der mich gesandt hat.
“ଜୁୟ୍‌ ଲକ୍‌ ମର୍‌ ନାଉଁଏ ଇବାନ୍ୟା ସାନ୍ ହିଲାକ୍‌ ଦଃରେଦ୍‌, ସେମାନାୟ୍‌ ମକ୍‌ ଦଃରେଦ୍‌, ଜୁୟ୍‌ ମାନାୟ୍‌ ମକ୍‌ ଦଃରେଦ୍‌ ସେ ମାନାୟ୍‌ ମକ୍‌ ନଃଦେରେ, ମଃତର୍‌ ସେ ମକ୍‌ ହଃଟାୟ୍‌ଲା ଉବାକ୍‌ ଦଃରେଦ୍‌ ।”
38 Johannes aber antwortete ihm und sprach: Lehrer, wir sahen jemanden, Dämonen austreiben in deinem Namen, der uns nicht nachfolgt; und wir wehrten ihm, weil er uns nicht nachfolgt.
ଜହନ୍‌ ଜିସୁକେ କୟ୍‌ଲା, “ଏ ଗୁରୁ, ଗଟ୍‌ଲକ୍‌ ତର୍‌ ନାଉଁଏ ବୁତ୍‌ ଚାଡାଉତାର୍‌ ଦଃକ୍‌ଲୁ, ଆର୍‌ ସେ ଅଃମାର୍‌ ଦଃଳାର୍‌ ଲକ୍‌ ନଃରିଲା ଲାଗି ଅଃମି ତାକ୍‌ ମଃନା କଃଲୁ ।”
39 Jesus aber sprach: Wehret ihm nicht, denn es ist niemand, der ein Wunderwerk in meinem Namen tun und bald übel von mir zu reden vermögen wird;
ମଃତର୍‌ ଜିସୁ କୟ୍‌ଲା, “ତାକ୍‌ ମଃନା କଃରା ନାୟ୍‌; କାୟ୍‌ତାକ୍‌ବଃଲେକ୍‌ ଇବାନ୍ୟା କୁୟ୍‌ ମାନାୟ୍‌ ନାୟ୍‌, ଜେ କି ମର୍‌ ନାଉଁ ଦଃରି କାବା ଅଃଉତା କାମ୍‌ କଃରେଦ୍‌ ଆର୍‌ ସେଦାହ୍ରେ ମକ୍‌ ଲିନ୍ଦା କଃରେଦ୍‌ ।
40 denn wer nicht wider uns ist, ist für uns.
କାୟ୍‌ତାକ୍‌ବଃଲେକ୍‌, ଜୁୟ୍‌ ଲକ୍‌ ଅଃମାର୍‌ ବିରଦେ ନାୟ୍‌, ସେ ଅଃମାର୍‌ ଦଃଳାର୍‌ ଲକ୍‌ ।
41 Denn wer irgend euch mit einem Becher Wassers tränken wird in meinem Namen, weil ihr Christi seid, wahrlich, ich sage euch: er wird seinen Lohn nicht verlieren.
ମୁଁୟ୍‌ ତୁମିମଃନ୍‌କେ ସଃତ୍‌ କଃଉଁଲେ, ଜୁୟ୍‌ ଲକ୍‌ ତୁମିମଃନ୍‌କେ ଜିସୁ କ୍ରିସ୍ଟର୍‌ ଲକ୍‌ ବଃଲି ମର୍‌ ନାଉଁଏ ଗଟେକ୍‌ ଗିନା ହାଣି କାଉଁକେ ଦଃୟ୍‌ଦ୍‌ ସେ ଲକ୍‌ ବାୟ୍‌ଦ୍‌ରେ ତାର୍‌ ପୁରିସ୍କାର୍‌ କଃବେ ଆରାୟ୍‌ ନଃକେରେ ।”
42 Und wer irgend einen der Kleinen, [O. Geringen] die an mich glauben, ärgern [S. die Anm. zu Mat. 18,6] wird, dem wäre besser, wenn ein Mühlstein [S. die Anm. zu Mat. 18,6] um seinen Hals gelegt, und er ins Meer geworfen würde.
ଜିସୁ ଆରେକ୍‌ କଃଉଁକେ ଦଃର୍ଲା, “ଆର୍‌ ଜୁୟ୍‌ ମାନାୟ୍‌ ମର୍‌ ଲଃଗେ ବିସ୍ୱାସ୍‌ କଃର୍ତା ଲକ୍‌କେ ବାଦା ଦଃୟ୍‌ଦ୍‌ ସେମାନାୟ୍‌କେ ଗଃଳାୟ୍‌ ଗଟେକ୍‌ ବଃଡ୍ ମଃଗ୍‌ନି ଜଃତା ଟେଳା ବାନ୍ଦିକଃରି ତାକ୍‌ ସଃମ୍‌ନ୍ଦେ ହଃକାୟ୍‌ଲେକ୍‌ ବଃଲ୍‌ ଅୟ୍‌ଲି ହୁଣି ।
43 Und wenn deine Hand dich ärgert, so haue sie ab. Es ist dir besser, als Krüppel in das Leben einzugehen, als mit zwei Händen in die Hölle hinabzufahren, in das unauslöschliche Feuer, (Geenna g1067)
ଆର୍‌ ତୁମାର୍‌ ଗଟେକ୍‌ ଆତାର୍‌ ଗିନେ ତୁମି ହାହ୍‌ କାମ୍‌ କଃରୁଲାସ୍‌, ତଃବେ ତୁମି ସେ ଆତ୍‌କେ କାଟି ହଃବ୍ଳାଉଆ; କାୟ୍‌ତାକ୍‌ବଃଲେକ୍‌ ଜଳେକ୍‌ ଆତ୍‌ ରଃୟ୍‌କଃରି ନଃର୍କେ, ବଃଲେକ୍‌ କଃବେ ନଃଲିବ୍‌ତା ଜୟେ ହଃଳ୍‌ତା ବାଦୁଲେ, ଗଟେକ୍‌ ଆତ୍‌ ରଃୟ୍‌କଃରି ଜିବନେ ଜାତାର୍‌ ତୁମାର୍‌ ଗିନେ ନିକ । (Geenna g1067)
44 wo ihr Wurm nicht stirbt und das Feuer nicht erlischt.
କାୟ୍‌ତାକ୍‌ବଃଲେକ୍‌ ନଃର୍କେ ଜୁୟ୍‌ କିଳାମଃନ୍ ଆଚ୍‌ତି, ସେ କିଳାମଃନ୍ କଃବେ ନଃମେର୍ତି, ଆର୍‌ ଜୁୟ୍‌ ଜୟ୍‌ ଲାଗ୍‌ତି ରଃୟ୍‌ଦ୍‌, ସେ ଜୟ୍‌ କଃବେ ନଃଲିବେ ।
45 Und wenn dein Fuß dich ärgert, so haue ihn ab. Es ist dir besser, lahm in das Leben einzugehen, als mit zwei Füßen in die Hölle geworfen zu werden, in das unauslöschliche Feuer, (Geenna g1067)
ଆର୍‌ ତୁମାର୍‌ ଗଟେକ୍‌ ଗଡାର୍‌ ଗିନେ ହାହ୍‌ କାମ୍‌ କଃରୁଲାସ୍‌, ତଃବେ ତୁମି ସେ ଗଡ୍‌କେ କାଟି ହଃବ୍ଳାଉଆ; କାୟ୍‌ତାକ୍‌ବଃଲେକ୍‌ ଜଳେକ୍‌ ଗଡ୍ ଦଃରିକଃରି ନଃର୍କେ ଜାତା ବାଟା, ଗଟେକ୍‌ ଗଡ୍ ଦଃରିକଃରି ଜିବନେ ଜାତାର୍‌ ତୁମାର୍‌ ଗିନେ ନିକ । (Geenna g1067)
46 wo ihr Wurm nicht stirbt und das Feuer nicht erlischt.
କାୟ୍‌ତାକ୍‌ବଃଲେକ୍‌ ନଃର୍କେ ଜୁୟ୍‌ କିଳାମଃନ୍ ଆଚ୍‌ତି, ସେ କିଳାମଃନ୍ କଃବେ ନଃମେର୍ତି, ଆର୍‌ ଜୁୟ୍‌ ଜୟ୍‌ ଲାଗ୍‌ତି ରଃୟ୍‌ଦ୍‌, ସେ ଜୟ୍‌ କଃବେ ନଃଲିବେ ।
47 Und wenn dein Auge dich ärgert, so wirf es weg. Es ist dir besser, einäugig in das Reich Gottes einzugehen, als mit zwei Augen in die Hölle des Feuers geworfen zu werden, (Geenna g1067)
ଆର୍‌ ତୁମାର୍‌ ଆକି ଜଦି ହାହ୍‌ କଃରାଉଁଲି ତଃବେ ସେରି କାଡି ହଃକାଉଆ ଜଳେକ୍‌ ଆକି ରଃୟ୍‌ ନଃର୍କେ ଜାତା ବାଦୁଲେ ଗଟେକ୍‌ ଆକି ନଃୟ୍‌ ଇସ୍ୱରାର୍‌ ରାଇଜେ ଜାତାର୍‌ ନିକ । (Geenna g1067)
48 wo ihr Wurm nicht stirbt und das Feuer nicht erlischt.
କାୟ୍‌ତାକ୍‌ବଃଲେକ୍‌ ନଃର୍କେ ଜୁୟ୍‌ କିଳାମଃନ୍ ଆଚ୍‌ତି, ସେ କିଳାମଃନ୍ କଃବେ ନଃମେର୍ତି, ଆର୍‌ ଜୁୟ୍‌ ଜୟ୍‌ ଲାଗ୍‌ତି ରଃୟ୍‌ଦ୍‌, ସେ ଜୟ୍‌ କଃବେ ନଃଲିବେ ।”
49 Denn jeder wird mit Feuer gesalzen werden, und jedes Schlachtopfer wird mit Salz gesalzen werden.
“ନଣ୍ ସଃଙ୍ଗ୍ ଜଃନ୍‌କଃରି ହୁଜା ଦେତାର୍‌ ନିର୍ମୁଳ୍‌ ଅୟ୍‌ଦ୍‌, ହଃତି ଲକ୍‌ ସେବାନ୍ୟା ଜୟ୍‌ ସଃଙ୍ଗ୍ ନିର୍ମୁଳ୍‌ ଅଃଉତି ।”
50 Das Salz ist gut; wenn aber das Salz unsalzig geworden ist, womit wollt ihr es würzen? Habt Salz in euch selbst und seid in Frieden untereinander.
“ନଣ୍ ବଃଡେ ନିକ, ମଃତର୍‌ ନଣ୍ ଜଦି ଅଃଲଣା ଅୟ୍‌ଦ୍‌, ତଃବେ ତାକ୍‌ କଃନ୍‌କଃରି ଆରେକ୍‌ ସୁଆଦ୍‌ କଃରୁକେ ଅୟ୍‌ଦ୍‌?” “ତୁମିମଃନ୍ ନଣ୍ ହର୍‌ ନିକ ଗୁଣ୍ ଦଃରି ରିଆ, ଆର୍‌ ତୁମାର୍‌ ବିତ୍ରେ ମିସିବିଳିକଃରି ସୁସ୍ତାୟ୍‌ ରିଆ ।”

< Markus 9 >