< Hebraeer 10 >

1 Denn da das Gesetz einen Schatten der zukünftigen Güter, nicht der Dinge Ebenbild selbst hat, so kann es nimmer mit denselben Schlachtopfern, welche sie alljährlich ununterbrochen darbringen, die Hinzunahenden vollkommen machen.
ବଃଲେକ୍‌ ଜିଉଦି ବିଦି ସଃତ୍‌ ବିସୟାର୍‌ ସାୟ୍‌ ହର୍‌, ସେ ସଃବୁ ବିସୟାର୍‌ ନଃବାଦୁଲ୍‌ତା ରୁହ୍‌ ନୟ୍‌ଲାକ୍‌ ଜାଜକ୍‌ମଃନ୍‌ ବଃର୍ସ୍‌କେ ବଃର୍ସ୍‌ ସଃବୁବଃଳ୍‌ ସେ ଗଟେକ୍‌ ରଃକମାର୍‌ ହୁଜା ଟେକି ଦେତାର୍‌ ଗିନେ ହୁଜାକଃରୁମଃନ୍‌କେ ସେରି କଃବେହେଁ ସିଦ୍‌ କଃରୁ ନାହାରେ ।
2 Denn würde sonst nicht ihre Darbringung aufgehört haben, weil die den Gottesdienst Übenden, einmal gereinigt, kein Gewissen mehr von Sünden gehabt hätten?
ଜଦି ଲକ୍‌ମଃନ୍ ହୁଜା ଦିଲେକ୍‌ ସବୁ ହୁଜା ସଃର୍ଲି ହୁଣି ତାକ୍‌ ଆରେକ୍‌ ସେମଃନ୍ ହାହି ବଃଲି ବାବି ନଃକେଲାୟ୍‌ହୁଣି,
3 Aber in jenen Opfern ist alljährlich ein Erinnern an die Sünden;
ମଃତର୍‌ ସେସଃବୁ ହୁଜା ତଃୟ୍‌ ବଃର୍ସ୍‌କେ ବଃର୍ସ୍‌ ହାହ୍‌କେ ଏତାଉଁକେ ଅଃଉଁଲି ।
4 denn unmöglich kann Blut von Stieren und Böcken Sünden hinwegnehmen.
କାୟ୍‌ତାକ୍‌ବଃଲେକ୍‌ ବଃୟ୍‌ଲ୍‌ ଆର୍‌ ଚେଳିର୍‌ ବଃନି ଜେ ହାହ୍‌ ନଃୟ୍‌ଦ୍‌, ଇରି କଃବେ ହେଁ ନୟ୍‌ ।
5 Darum, als er in die Welt kommt, spricht er: "Schlachtopfer und Speisopfer hast du nicht gewollt, einen Leib aber hast du mir bereitet;
ସେତାର୍‌ ଗିନେ କ୍ରିସ୍ଟ ଜଃଗତେ ଆସ୍ତା ହୁର୍ବେ ଇସ୍ୱର୍‌କେ କୟ୍‌ରିଲା, “ହସୁ ହୁଜା ଆର୍‌ ଦାନ୍‌ ଦେତା ତଃୟ୍‌ ତର୍‌ ମଃନ୍‌ ନାୟ୍‌, ମଃତର୍‌ ତୁୟ୍‌ ମର୍‌ ଗିନେ ଗଟେକ୍‌ ଗଃଗାଳ୍‌ ତିଆର୍‌ କଃରିଆଚ୍‌ସି ।
6 an Brandopfern und Opfern für die Sünde hast du kein Wohlgefallen gefunden.
ହସୁହୁଜା ଆର୍‌ ହାହ୍‌ କେମା ଅଃଉତା ହୁଜା ତଃୟ୍‌ ତୁୟ୍‌ ସଃର୍ଦା ନୟ୍‌ଲିସ୍‌ ।
7 Da sprach ich: Siehe, ich komme [in der Rolle des Buches steht von mir geschrieben], um deinen Willen, o Gott zu tun." [Ps. 40,6-8]
ସଃଡେବଃଳ୍‌ ମୁୟ୍‌ଁ କୟ୍‌ଲେ, ‘ଦଃକା, ସାସ୍ତରେ ମର୍‌ ବିସୟେ ଲେକା ଆଚେ, ଏ ଇସ୍ୱର୍‌, ତର୍‌ ଇଚା ହୁରୁଣ୍ କଃରୁକେ ମୁୟ୍‌ଁ ଆସିଆଚି ।’”
8 Indem er vorher sagt: "Schlachtopfer und Speisopfer und Brandopfer und Opfer für die Sünde hast du nicht gewollt, noch Wohlgefallen daran gefunden" [die nach dem Gesetz dargebracht werden], sprach er dann:
କ୍ରିସ୍ଟ କୟ୍‌ଲା, “ହୁଜା ଦେତାର୍‌, ଦାନ୍‌ ଦେତାର୍‌, ହସୁହୁଜା ଆର୍‌ ହାହ୍‌ କେମା ଅଃଉତା ହୁଜା ତୁୟ୍‌ ଲଳୁ ନଃଚ୍‌ଲିସ୍‌, କି ସେତି ତର୍‌ ସଃର୍ଦା ନଃରିଲି” ଜାୟ୍‌ରି ସଃବୁ ବିଦି ହଃର୍କାରେ ସଃହ୍ରି ଦେଉଁକ୍‌ ଅୟ୍‌ଦ୍‌ ।
9 "Siehe, ich komme, um deinen Willen zu tun". [Er nimmt das Erste weg, auf daß er das Zweite aufrichte.]
ତାର୍‌ହଃଚେ ସେ କଃଉଁଲା, “ଦଃକ୍‌, ତର୍‌ ଇଚା ହୁରୁଣ୍ କଃରୁକେ ମୁୟ୍‌ଁ ଆସିଆଚି ।” ହଃଚାର୍‌ ନିୟମ୍‌ ତାହୁନ୍‌ କଃରୁକେ ସେ ହଃର୍ତୁର୍‌ ବିଦି ନାସ୍‌ କଃରିଆଚେ ।
10 Durch welchen Willen wir geheiligt sind durch das ein für allemal geschehene Opfer des Leibes Jesu Christi. -
ଇସ୍ୱରାର୍‌ ଜଃଜ୍‌ନାକେ ଜିସୁ କ୍ରିସ୍ଟ ହୁରୁଣ୍ କଃଲାକ୍‌ ତାର୍‌ ଗଃଗାଳ୍‌କେ ଗଟେତର୍‌କେ ସଃବୁ ଲକାର୍‌ ହାଁୟ୍‌ ସଃହ୍ରି ଦିଲାକ୍‌ ଅଃମିମଃନ୍‌ ହାହେ ହୁଣି ନିର୍ମୁଳ୍‌ ଅୟ୍‌ଲୁ ।
11 Und jeder Priester steht täglich da, den Dienst verrichtend und oft dieselben Schlachtopfer darbringend, welche niemals Sünden hinwegnehmen können.
ଆରେକ୍‌ ହେଁ, ସଃବୁ ଜାଜକ୍‌ ହଃତି ଦିନ୍ ସେବା କଃରୁକେ ଆର୍‌ ତର୍‌କେତର୍‌ ସେ ଗଟେକ୍‌ ରଃକମାର୍‌ ହୁଜା ଦେଉଁକ୍‌ ଟିଆ ଅୟ୍‌ ରେତି; ଇରଃକମ୍‌ ହୁଜା କଃବେ ହେଁ ହାହ୍‌ କେମା କଃରୁ ନାହାରେ ।
12 Er aber, nachdem er ein Schlachtopfer für Sünden dargebracht, hat sich auf immerdar gesetzt zur Rechten Gottes,
ମଃତର୍‌ ସେ ହାହ୍‌ ଗିନେ ଅଃବ୍‌କା ଗଟେକ୍‌ ହୁଜା ଟେକି ଦିଲା ହଃଚେ ଇସ୍ୱରାର୍‌ କାତା ବାଟ୍ୟା ସଃବୁ ଦିନାର୍‌ ଗିନେ ବଃସ୍‌ଲା ।
13 fortan wartend, bis seine Feinde gelegt sind zum Schemel seiner Füße.
ସେ ଦିନ୍‌ମଃନ୍ ଇସ୍ୱର୍‌ ସଃତ୍ରୁମଃନ୍‌କେ ତାର୍‌ ହାଦ୍‌ ତଃଳେ ସଃଙ୍ଗାଉତା ହଃତେକ୍‌ ସେ ଜାଗୁଲା ।
14 Denn durch ein Opfer hat er auf immerdar vollkommen gemacht, die geheiligt werden.
ଗଟେକ୍‌ ମଃତର୍‌ ହୁଜା ଟେକି ଦିଲା ତଃୟ୍‌ ସେ ପବିତ୍ର କଃରା ଅୟ୍‌ରିଲା ଲକ୍‌ମଃନ୍‌କେ ସଃବୁ ଦିନାର୍‌ ଗିନେ ସିଦ୍‌ କଃରିଆଚେ ।
15 Das bezeugt uns aber auch der Heilige Geist: denn nachdem er gesagt hat:
ଆର୍‌ ପବିତ୍ର ଆତ୍ମା ହେଁ ଅଃମିମଃନ୍‌ ସାକି ଦଃୟ୍‌ଆଚେ ।
16 "Dies ist der Bund, den ich ihnen [Eig. in Bezug auf sie] errichten werde nach jenen Tagen, spricht der Herr: Indem ich meine Gesetze in ihre Herzen gebe, werde ich sie auch auf ihre Sinne schreiben";
ବଃଲେକ୍‌ ମାପ୍ରୁ ଇ କଃତା କଃଉଁଲା, “ସେ ବେଳା ହଃଚେ ମୁୟ୍‌ଁ ସେମଃନାର୍‌ ସଃଙ୍ଗ୍ ଜୁୟ୍‌ ନିୟମ୍‌ ସଃଙ୍ଗାୟ୍‌ ଆଚି, ସେରି ଇ ନଃଉଆଁ ନିଅମ୍‌, ମୁୟ୍‌ଁ ସେମଃନାର୍‌ ବାବ୍‌ନାୟ୍‌ ନିଜାର୍‌ ବିଦି ଦଃୟ୍‌ନ୍ଦ୍, ଆରେକ୍‌ ସେମଃନାର୍‌ ମଃନେ ସେସଃବୁ ଲେକିନ୍ଦ୍,”
17 und: "Ihrer Sünden und ihrer Gesetzlosigkeiten werde ich nie [O. durchaus nicht] mehr gedenken". [Jer. 31,33. 34.]
ଆର୍‌ ସେ କଃଉଁଲା ସେମଃନାର୍‌ ହାହ୍‌ ଆର୍‌ ସେମଃନାର୍‌ ଦଃସ୍‌ ସଃବୁ ମୁୟ୍‌ଁ ଆରେକ୍‌ ଏତାଉଁକେ ନଃଚି ।
18 Wo aber eine Vergebung derselben [W. dieser; bezieht sich auf v 17] ist, da ist nicht mehr ein Opfer für die Sünde.
ହାହ୍‌ କେମା ଅଃଉତା ଟାଣେ ହାହ୍‌ ଗିନେ ଆରେକ୍‌ ହୁଜା ଟେକି ଦେତାର୍‌ ଦଃର୍‌କାର୍‌ ନାୟ୍‌ ।
19 Da wir nun, Brüder, Freimütigkeit haben zum Eintritt in das Heiligtum durch das Blut Jesu,
ତଃବେ ଏ ବାୟ୍‌ବେଣିମଃନ୍, ଜିସୁର୍‌ ମଃର୍ନ୍‌ ଲାଗି ଅଃମିମଃନ୍‌ ବଃଡେ ପବିତ୍ର ଜଃଗାୟ୍‌ ହୁରୁକେ ଅଃଦିକାର୍‌ ହାୟ୍‌ ଆଚୁ ।
20 den neuen und lebendigen Weg, welchen er uns eingeweiht hat durch den Vorhang, das ist sein Fleisch,
ସେ ତାର୍‌ ଗଃଗାଳ୍‌ ହର୍‌ ପର୍ଦା ବାଟ୍‌ ଦଃୟ୍‌ ଅଃମିମଃନାର୍‌ ଗିନେ ଗଟେକ୍‌ ନଃଉଆଁ ଜିବନ୍‌ ବାଟ୍‌ ଉଗାଳି ଆଚେ ।
21 und einen großen Priester über das Haus Gottes,
ଆରେକ୍‌ ଇସ୍ୱରାର୍‌ ଗଃର୍‌ ଅଃବେ ଅଃମିମଃନାର୍‌ ଗଟେକ୍‌ ବଃଡ୍ ଜାଜକ୍‌ ଆତେ ଆଚେ ।
22 so laßt uns hinzutreten mit wahrhaftigem Herzen, in voller Gewißheit des Glaubens, die Herzen besprengt und also gereinigt vom bösen Gewissen, und den Leib gewaschen mit reinem Wasser.
ଆସା, ଅଃମିମଃନ୍‌ କ୍ରିସ୍ଟର୍‌ ବଃନିସଃଙ୍ଗ୍ ଦୟ୍‌କଃରି ବିଟାଳ୍‌ ବାବ୍‌ନା ନିର୍ମୁଳ୍‌ କଃରୁଆଁ ଆର୍‌ ନିର୍ମୁଳ୍‌ ହାଣାୟ୍‌ ଗଃଗାଳ୍‌ ଦୟ୍‌କଃରି ଦିର୍‌ ମଃନେ ହୁର୍ନ୍‌ ବିସ୍ୱାସେ ଇସ୍ୱରାର୍‌ ଚଃମେ ଅଃଉଁଆ;
23 Laßt uns das Bekenntnis der Hoffnung unbeweglich festhalten, [denn treu ist er, der die Verheißung gegeben hat];
ଅଃମିମଃନ୍‌ ଜୁୟ୍‌ ସାସ୍‌ କଃରିଆଚୁ, ସେରି ଅଃଟୁଆ ବାବେ ନିକକଃରି ଦଃରୁଆଁ, କାୟ୍‌ତାକ୍‌ବଃଲେକ୍‌ ଜେ ସଃୟ୍‌ତ୍‌ କଃରିଆଚେ, ସେ ବିସ୍ୱାସାର୍‌ ଜୟ୍‌ଗ୍‌ ।
24 und laßt uns aufeinander achthaben zur Anreizung zur Liebe und zu guten Werken,
ଆରେକ୍‌ ଲାଡ୍‌ ଆର୍‌ ସଃତ୍‌ କାମେ କଃତା ସିକାଉଁକ୍‌ ଏକ୍‌ଆରେକାର୍‌ ବିସୟେ ମଃନ୍ ଦେଉଁଆ ।
25 indem wir unser Zusammenkommen nicht versäumen, [O. aufgegeben] wie es bei etlichen Sitte ist, sondern einander ermuntern, und das um so mehr, je mehr ihr den Tag herannahen sehet.
ଆର୍‌ କେକେ ଜଃନ୍‌କଃରି ମଣ୍ଡ୍‌ଳିର୍‌ ପାର୍ତ୍‌ନା ଚାଡି ରେତି, ଅଃମିମଃନ୍‌ ସେବାନ୍ୟା କଃରୁ ନଃଚୁଆଁ, ମଃତର୍‌ ଏକ୍‌ଆରେକ୍‌କେ ସାସ୍‌ ଦେଉଁଆ, ମୁଳ୍‌କଃରି ଜଃଡେବଃଳ୍‌ ତୁମିମଃନ୍ ମାପ୍ରୁର୍‌ ଦିନ୍ ଚଃମେ ଅୟ୍‌ ଆସୁଲି ବଃଲି ଦଃକୁଲାସ୍‌ ।
26 Denn wenn wir mit Willen sündigen, nachdem wir die Erkenntnis der Wahrheit empfangen haben, so bleibt kein Schlachtopfer für Sünden mehr übrig,
କାୟ୍‌ତାକ୍‌ବଃଲେକ୍‌ ସଃତ୍‌ ଗ୍ୟାନ୍ ହାୟ୍‌ଲା ହଃଚେ ଜଦି ଅଃମିମଃନ୍‌ ଜାଣି ସୁଣି ନିଜାର୍‌ ଇଚାୟ୍‌ ହାହ୍‌ କଃର୍ତି ରେଉଁନ୍ଦ୍, ତଃବେ ଆର୍‌ ହାହ୍‌ କେମା କଃର୍ତା ହୁଜା ହାହେ ହୁଣି ମୁକ୍‌ଳାଉଁ ନାହାରେ ।
27 sondern ein gewisses furchtvolles Erwarten des Gerichts und der Eifer eines Feuers, das die Widersacher verschlingen wird. [Eig. das im Begriff steht zu verschlingen]
ମଃତର୍‌ ବିଚାର୍‌ ଗଟେକ୍‌ ରଃକମାର୍‌ ବୟଃଙ୍କାର୍‌ ଜାଗ୍‌ତାର୍‌ ଆର୍‌ ବିରଦିମଃନ୍‌କେ ନାସ୍‌ କଃର୍ତା ବୟ୍‌ଙ୍କାର୍‌ ଜୟ୍‌ ଉବ୍ରି ରଃୟ୍‌ଦ୍‌ ।
28 Jemand, der das Gesetz Moses verworfen hat, stirbt ohne Barmherzigkeit auf die Aussage von zwei oder drei Zeugen;
କେ ମସାର୍‌ ବିଦିକ୍‌ ଅମାନ୍ୟା କଃଲେକ୍‌, ସେ ଦଃୟା ନଃହାୟ୍‌ ଦୁୟ୍‌ କି ତିନି ଲକାର୍‌ ସାକିର୍‌ ମୁଏଁ ମାରା ଅୟ୍‌ଦ୍‌ ।
29 wieviel ärgerer Strafe, meinet ihr, wird der wertgeachtet werden, der den Sohn Gottes mit Füßen getreten und das Blut des Bundes, durch welches er geheiligt worden ist, für gemein [O. unrein] geachtet und den Geist der Gnade geschmäht hat?
ତଃବେ ବାବି ଦଃକା, ଜେ ଇସ୍ୱରାର୍‌ ହୟ୍‌ସିକ୍‌ ହାଦ୍‌ତଃଳେ କଃରି ଆଚେ, ନିଅମାର୍‌ ଜୁୟ୍‌ ବଃନିଏ ସେ ପବିତ୍ର କଃରା ଅୟ୍‌ରିଲା, ତାକେ ହଲ୍ୟା ବଃଲି ମଃନେ କଃରିଆଚେ ଆର୍‌ ଦଃୟା ଦେତା ଆତ୍ମାକେ ଲିନ୍ଦା କଃରି ଆଚେ, ସେ କଃତେକ୍‌ ଅଃଦିକ୍‌ ଦଃଣ୍ଡାର୍‌ ଜୟ୍‌ଗ୍‌ ନୟ୍‌ ।
30 Denn wir kennen den, der gesagt hat: "Mein ist die Rache, ich will vergelten, spricht der Herr". Und wiederum: "Der Herr wird sein Volk richten". [5. Mose 32,35. 36.]
ବଃଲେକ୍‌ “ବାଦ୍‌ଲା ନେତାର୍‌ ଅଃମାର୍‌ ଅଃଦିକାର୍‌, ଅଃମି କାମାର୍‌ ହଃଳ୍‌ ଦେଉଁନ୍ଦ୍,” ଜେ ଇ କଃତା କୟ୍‌ଆଚେ, “ତାକେ ଅଃମିମଃନ୍‌ ଜାଣିଆଚୁ; ଆରେକ୍‌ ମାପ୍ରୁ ଅଃହ୍‌ଣାର୍‌ ଲକ୍‌ମଃନାର୍‌ ଟିକ୍‌ ବିଚାର୍‌ କଃରେଦ୍‌ ।”
31 Es ist furchtbar, in die Hände des lebendigen Gottes zu fallen!
ଜିବନ୍‌ ଇସ୍ୱରାର୍‌ ଆତେ ଦଃରା ହଃଳ୍‌ଲେକ୍‌ ବୟ୍‌ଙ୍କାର୍‌ ବିସୟ୍‌ ।
32 Gedenket aber der vorigen Tage, in welchen ihr, nachdem ihr erleuchtet worden, viel Kampf der Leiden erduldet habt;
ମଃତର୍‌ ଇସ୍ୱରାର୍‌ ଉଜାଳ୍‌ ହାୟ୍‌ଲା ହଃଚେ ଜଃଡେବଃଳ୍‌ ତୁମିମଃନ୍ ନାନା ଦୁକ୍‌ ବୟଃଗ୍ ହର୍‌ କଃସ୍ଟାର୍‌ ଜୁଜ୍‌ ସଃମ୍ବାଳି ରିଲାସ୍‌, ସେ ହୁର୍ବାର୍‌ ବେଳାକ୍‌ ଏତାଉଆ ।
33 indem ihr einerseits sowohl durch Schmähungen als Drangsale zur Schau gestellt wurdet, und anderseits Genossen derer wurdet, welche also einhergingen.
ଗଟେକ୍‌ ବେଳାୟ୍‌ ମାନ୍‌ତି ହାୟ୍‌ ନଃରିଲାସ୍‌ ଆର୍‌ ତୁମି କଃସ୍ଟ୍‌ ହାୟ୍‌ରିଲାସ୍‌, ବିନ୍‌ ବେଳାୟ୍‌ ସେ ରଃକମ୍‌ ଚାଲାଚାଲ୍‌ତି ହାଉତା ଲକ୍‌ମଃନାର୍‌ ବାଗିଦାର୍‌ ଅୟ୍‌ରିଲାସ୍‌ ।
34 Denn ihr habt sowohl den Gefangenen Teilnahme bewiesen, als auch den Raub eurer Güter mit Freuden aufgenommen, da ihr wisset, daß ihr für euch selbst eine bessere und bleibende Habe besitzet.
କାୟ୍‌ତାକ୍‌ବଃଲେକ୍‌ କଃଇଦିମଃନାର୍‌ ସଃଙ୍ଗ୍ ଦୁକ୍‌ ବୟ୍‌ଗ୍ କଃରି ରିଲାସ୍‌, ଆର୍‌ ତୁମିମଃନାର୍‌ ନିଜାର୍‌ ଜେ ଅଃଦିକ୍‌ ନିକ ଆର୍‌ ସଃବୁଦିନ୍ ରେତା ଦଃନ୍ ଆଚେ, ଇରି ଜାଣି ସଃର୍ଦାୟ୍‌ ତୁମିମଃନାର୍‌ ଦଃନ୍ ଚରି ନିଲାକ୍‌ ସଃମ୍ବାଳିରିଲାସ୍‌ ।
35 Werfet nun eure Zuversicht [O. Freimütigkeit] nicht weg, die eine große Belohnung hat.
ସେତାକ୍‌ ତୁମିମଃନାର୍‌ ସାସ୍‌ ଚାଡା ନାୟ୍‌, ବଃଲେକ୍‌ ସେତି ବଃଡ୍ ପୁରିସ୍କାର୍‌ ଆଚେ ।
36 Denn ihr bedürfet des Ausharrens, auf daß ihr, nachdem ihr den Willen Gottes getan habt, die Verheißung davontraget.
ଜୁୟ୍‌ତାର୍‌ ଗିନେ ତୁମିମଃନ୍ ଇସ୍ୱରାର୍‌ ଇଚା ହୁରୁଣ୍ କଃରି ସଃୟ୍‌ତାର୍‌ ହଃଳ୍‌ ହାଉଁ ହାରାସ୍‌, ସେତାର୍‌ଗିନେ ତୁମିମଃନ୍ ସଃମ୍ବାଳ୍‌ତାର୍‌ ଲକ୍‌ ଅଃଉତାର୍‌ ଦଃର୍‌କାର୍‌ ।
37 Denn noch über ein gar Kleines, und der Kommende wird kommen und nicht verziehen.
ବଃଲେକ୍‌ ସାସ୍ତରେ ଲେକା ଆଚେ, “ଆରେକ୍‌ ଅଃଳକ୍‌ ବେଳା ମଃତର୍‌ ଆଚେ, ଜାର୍‌ ଆସ୍ତାର୍‌ ଆଚେ, ସେ ଆସେଦ୍‌ ଆର୍‌ ବେଳ୍‌ ନଃକେରେ ।
38 "Der Gerechte aber wird aus Glauben [d. h. auf dem Grundsatz des Glaubens] leben"; [Hab. 2,4] und: "Wenn jemand [O. er] sich zurückzieht, so wird meine Seele kein Wohlgefallen an ihm haben".
ଅଃମାର୍‌ ଦଃର୍ମି ମାନାୟ୍‌ ବିସ୍ୱାସାର୍‌ ଗିନେ ବଚେଦ୍‌, ମଃତର୍‌ ଜଦି ଜେକି ହଃଚେ ବାଉଳେଦ୍‌, ମର୍‌ ଆତ୍ମା ତାର୍‌ ତଃୟ୍‌ ସଃର୍ଦା ନାୟ୍‌ ।”
39 Wir aber sind nicht von denen, die sich zurückziehen zum Verderben, sondern von denen, die da glauben zur [W. nicht vom Zurückziehen zum Verderben, sondern vom Glauben zur] Errettung der Seele.
ମଃତର୍‌ ଜୁୟ୍‌ ଲକ୍‌ମଃନ୍ ନାସ୍‌ ଅଃଉଁକ୍‌ ହଃଚେ ବାଉଳ୍‌ତି, ଅଃମିମଃନ୍‌ ସେମଃନାର୍‌ ଦଃଳାର୍‌ ଲକ୍‌ ନାୟ୍‌, ମଃତର୍‌ ଜୁୟ୍‌ ଲକ୍‌ମଃନ୍ ଆତ୍ମାର୍‌ ମୁକ୍ତି ହାଉଁକ୍‌ ବିସ୍ୱାସ୍‌ କଃର୍ତି, ଅଃମିମଃନ୍‌ ସେମଃନାର୍‌ ଦଃଳାର୍‌ ଲକ୍‌ ।

< Hebraeer 10 >