< Epheser 6 >

1 Ihr Kinder, gehorchet euren Eltern im Herrn, denn das ist recht.
ଏ ହିଲାମଃନ୍, ମାପ୍ରୁର୍‌ ଗିନେ ନିଜାର୍‌ ନିଜାର୍‌ ଆୟାଉବାର୍‌ ବଲ୍‌ ମାନ୍‌ତାର୍‌ ଟିକ୍‌;
2 "Ehre deinen Vater und deine Mutter", welches das erste Gebot mit Verheißung ist,
ବଃଲେକ୍‌ ସେରି ଟିକ୍‌ କଃତା । ନିଜାର୍‌ ଆୟା ଉବାକ୍‌ ମାୟ୍‌ନ୍‌ କଃରା, ସେରି ବିଦିଏ ସଃୟ୍‌ତ୍‌ କଃରି କଃଉଆ ଅୟ୍‌ଆଚେ ।
3 "auf daß es dir wohlgehe und du lange lebest auf der Erde". [2. Mose 20,12; 5. Mose 5,16]
ଜଃନ୍‌କଃରି ତୁମାର୍‌ ଉହ୍‌କାର୍‌ ଅୟ୍‌ଦ୍‌ ଆର୍‌ “ତୁମିମଃନ୍ ହୁର୍ତିବିଏ ବୁତେକ୍‌ ବଃର୍ସ୍‌ ବାଚାସ୍‌ ।”
4 Und ihr Väter, reizet eure Kinder nicht zum Zorn, sondern ziehet sie auf in der Zucht und Ermahnung des Herrn.
ଆରେକ୍‌ ଏ ଆୟା ଉବାମଃନ୍‌, ନିଜାର୍‌ ନିଜାର୍‌ ହିଲାମଃନ୍‌କେ ରିସା କଃରା ନାୟ୍‌, ମଃତର୍‌ ସେମଃନ୍‌କେ ମାପ୍ରୁର୍‌ ଗୁଣ୍‌ ଆର୍‌ ସିକ୍ୟା ଦଃୟ୍‌ ବାଡାଉଆ ।
5 Ihr Knechte, [O. Sklaven] gehorchet euren Herren nach dem Fleische mit Furcht und Zittern, in Einfalt eures Herzens, als dem Christus;
ଏ ଗତିଦଃଙ୍ଗ୍‌ଳାମଃନ୍‌, ତୁମିମଃନ୍ କ୍ରିସ୍ଟର୍‌ ବଲ୍‌କେ ଜଃନ୍‌କଃରି ମାନୁଲାସ୍‌, ସେନ୍‌କଃରି ମାନ୍‌ତି ସଃଙ୍ଗ୍, ମଃନ୍‌ ଦଃୟ୍‌କଃରି ଇ ଜଃଗତାର୍‌ ନଃର୍‌ ସାଉକାର୍‌ମଃନାର୍‌ ବଲ୍‌ ମାନା ।
6 nicht mit Augendienerei, als Menschengefällige, sondern als Knechte [O. Sklaven] Christi, indem ihr den Willen Gottes von Herzen tut,
ସାଉକାର୍‌ ତୁମିକେ ଦଃକ୍‌ତି ରିଲା ବଃଳ୍‌ ତାର୍‌ତଃୟ୍‌ ବଃଲ୍‌ ବଃଲାୟ୍‌ ଅଃଉଁକେ ଇରି ନଃକେରି, କ୍ରିସ୍ଟର୍‌ ଗତିଦଃଙ୍ଗ୍‌ଳା ହର୍‌ ତୁମାର୍‌ ସଃବୁ ମଃନ୍‌ହଃରାଣ୍ ଦଃୟ୍‌ ଇସ୍ୱରାର୍‌ ଇଚା ହୁରୁଣ୍‌ କଃରା ।
7 und mit Gutwilligkeit dienet, als dem Herrn und nicht den Menschen,
ଲକ୍‌ମଃନାର୍‌ ସେବା କଃରୁଲୁ ବଃଲି ନଃବାବି ମାପ୍ରୁର୍‌ ସେବା କଃଲା ହର୍‌ ସଃର୍ଦା ମଃନେ କଃରା ।
8 da ihr wisset, daß, was irgend ein jeder Gutes tun wird, er dies vom Herrn empfangen wird, er sei Sklave oder Freier.
ଏତାଉଆ, ସେ ଗତିଦଃଙ୍ଗ୍‌ଳା ଅଃଉଅ କି ନିଜାର୍‌ ତଃଳେ ରେଉଅ ମାପ୍ରୁ ସଃବୁ ଲକେ ତାର୍‌ ସଃତ୍‌ କାମ୍‌ ହାଁୟ୍‌ ପୁରିସ୍କାର୍‌ ଦଃୟ୍‌ଦ୍‌ ।
9 Und ihr Herren, tut dasselbe gegen sie und lasset das Drohen, da ihr wisset, daß sowohl ihr als euer Herr in den Himmeln ist, und daß bei ihm kein Ansehen der Person ist.
ଆର୍‌ ଏ ସାଉକାର୍‌ମଃନ୍‌ ସଃବୁ ତୁମାର୍‌ ଗତିକଃଟୁମଃନ୍‌କେ ନିକ ବେବାର୍‌ କଃରା ଆର୍‌ ସେମଃନ୍‌କେ ଦଃମ୍‌କାଉଆ ନାୟ୍‌ । ମଃନେରଃକା ତୁମି ଆର୍‌ ତୁମାର୍‌ ଦଃଙ୍ଗ୍‌ଳାମଃନ୍ ସଃବୁଲକ୍‌ ସେ ସଃର୍ଗାର୍‌ ମାପ୍ରୁର୍‌ ତଃଳେ; ସେ ସଃବ୍‌କେ ସଃମାନ୍ ବିଚାର୍‌ କଃରେଦ୍‌ ।
10 Übrigens, Brüder, seid stark in dem Herrn und in der Macht seiner Stärke.
ସଃରାସଃରି କଃତା ଇରି, ମାପ୍ରୁର୍‌ ସଃକ୍ତି ହାୟ୍‌ ତାର୍‌ ବଃଳେ ତିଆର୍‌ ଅୟ୍‌ ସଃକ୍ତିମାନ୍ ଅଃଉଅ ।
11 Ziehet an die ganze Waffenrüstung Gottes, damit ihr zu bestehen vermöget wider die Listen des Teufels.
ଇସ୍ୱର୍‌ ଦିଲା ସଃବୁ ଜୁଜ୍‌ ଆସ୍ତି ହିନ୍ଦି ଜଃଗ୍ରାତ୍‌ ଅଃଉଆ, ଜଃନ୍‌କଃରି ସୟ୍‌ତାନାର୍‌ କୁଟ୍‌କେ ଚଃଲାକି ବିରଦେ ଟିଆ ଅଃଉଁକେ ସଃକ୍ତି ହାଉଁହାରାସ୍‌ ।
12 Denn unser Kampf ist nicht wider Fleisch und Blut, [Eig. Blut und Fleisch] sondern wider die Fürstentümer, wider die Gewalten, wider die Weltbeherrscher dieser Finsternis, wider die geistlichen Mächte der Bosheit in den himmlischen Örtern. (aiōn g165)
ବଃଲେକ୍‌ ଅଃମିମଃନ୍‌ ଇ ଜଃଗତାର୍‌ ମାନାୟ୍‌ ମଃନାର୍‌ ବିରଦେ ଜୁଜ୍‌ ନଃକେରୁ; ଅଃମି ଅଃଗାସାର୍‌ ସୟ୍‌ତାନାର୍‌ ସଃକ୍ତି ଆର୍‌ ଇ ଅଃନ୍ଦାର୍‌ ଜୁଗାର୍‌ ସାସନ୍‌କଃର୍ତା, ଅଃଦିକାରି ଆର୍‌ ସଃବୁ ହୁର୍ତିବିର୍‌ ସଃକ୍ତି ବିରଦେ ଜୁଜ୍‌ କଃରୁଲୁ । (aiōn g165)
13 Deshalb nehmet [O. ergreifet] die ganze Waffenrüstung Gottes, auf daß ihr an dem bösen Tage zu widerstehen und, nachdem ihr alles ausgerichtet [O. überwältigt] habt, zu stehen vermöget.
ତଃବେ ଅଃବେ ଇସ୍ୱର୍‌ ଦିଲା ଜୁଜ୍‌ ସାଜଃବାଜ୍‌ ହିନ୍ଦା, ତଃନ୍‌ଅଃୟ୍‌ଲେକ୍‌ ବିପ୍‌ତି ବଃଳ୍‌ ତୁମିମଃନ୍ ସଃତ୍ରୁ ଜୁଜ୍‌ କଃରୁକେ ଆୟ୍‌ଲେକ୍‌ ଚେକୁ ହାରାସ୍‌ ଆର୍‌ ସଃରାସଃରି ହଃତେକ୍‌ ଜୁଜ୍‌ କଃରି ଅଃଟୁଆ ରେଉଁ ହାରାସ୍‌ ।
14 Stehet nun, eure Lenden umgürtet mit Wahrheit, und angetan mit dem Brustharnisch der Gerechtigkeit,
ତଃବେ ସଃତ୍‌ହର୍‌ ଅଃଟାବିଳା ବାନ୍ଦି, ଦଃର୍ମି ବୁକ୍‌ହାଟା ହିନ୍ଦା,
15 und beschuht an den Füßen mit der Bereitschaft des [O. Bereitwilligkeit zum] Evangeliums des Friedens,
ହାଦେ ସୁସ୍ତାର୍‌ ନିକ କବୁର୍‌ ହର୍‌ ହାଣ୍ଡାୟ୍‌ ହିନ୍ଦି ଅଃଟୁଆ ଅୟ୍‌ରିଆ ।
16 indem ihr über das alles ergriffen habt den Schild des Glaubens, mit welchem ihr auszulöschen vermöget, alle feurigen [O. brennenden] Pfeile des Bösen.
ଜଃନ୍‌କଃରି ସୟ୍‌ତାନାର୍‌ ଜୟ୍‌ବାଣ୍ ସଃବୁ ଲିବାଉଁକେ ସଃକ୍ତି ହାଉଆସ୍‌ ଇତାର୍‌ ଗିନେ ବିସ୍ୱାସ୍‌ହର୍‌ ଡାହୁଣ୍‌ ଦଃରା ।
17 Nehmet [O. Empfanget] auch den Helm des Heils und das Schwert des Geistes, welches Gottes Wort ist;
ଆରେକ୍‌ ମୁକ୍ତିର୍‌ ହର୍‌ ମୁଣ୍ଡ୍‌ ଟହ୍ରି ହିନ୍ଦା ଆର୍‌ ପବିତ୍ର ଆତ୍ମା ଦିଲା ବଃଲେକ୍‌ ଇସ୍ୱରାର୍‌ ବାକ୍ୟହର୍‌ କଃଣ୍ଡା ଦଃରା ।
18 zu aller Zeit betend mit allem Gebet und Flehen in dem Geiste, und eben hierzu wachend in allem Anhalten und Flehen für alle Heiligen,
ପାର୍ତ୍‌ନା ଆର୍‌ ଗଃଉଆରି ସଃଙ୍ଗ୍ ସଃବୁବଃଳ୍‌ ପବିତ୍ର ଆତ୍ମାର୍‌ ଉହ୍‌କାରେ ପାର୍ତନା କଃରା, ଆରେକ୍‌ ସଃବୁ ସାଦୁମଃନାର୍‌ ଗିନେ ଚେତା ରଃୟ୍‌ ପାର୍ତ୍‌ନା କଃରା ।
19 und für mich, auf daß mir Rede verliehen werde im Auftun meines Mundes, um mit Freimütigkeit kundzutun das Geheimnis des Evangeliums,
ଆର୍‌ ମର୍‌ ଗିନେ ହେଁ ପାର୍ତ୍‌ନା କଃରା, ଜଃନ୍‌କଃରି ନିକ କବୁରାର୍‌ ବିତ୍ରିକଃତା ଜାଣାଉଁକ୍‌ ଆର୍‌ ନଃଡିରି ସେରି ପର୍ଚାର୍‌ କଃରୁକେ ଇସ୍ୱର୍‌ ମକ୍‌ ଟିକ୍‌ ବାକ୍ୟ ଦଃୟ୍‌ଦ୍‌ ।
20 [für welches ich ein Gesandter bin in Ketten], [W. in einer Kette] damit ich in demselben freimütig rede, wie ich reden soll.
ଅଃବେ ସିକ୍ଳାୟ୍‌ ବାନ୍ଦାୟ୍‌ ଅୟ୍‌ରିଲେକ୍‌ ହେଁ ମୁଁ ନିକ କବୁର୍‌ ଗିନେ ଗଟେକ୍‌ କବୁର୍‌ କାରିଆ । ପାର୍ତ୍‌ନା କଃରା, ଜଃନ୍‌କଃରି ମୁୟ୍‌ଁ ସାସ୍‌ ସଃଙ୍ଗ୍ ଟିକ୍‌ ବାବେ ନିକ କବୁର୍‌ ପର୍ଚାର୍‌ କଃରୁ ହାରିନ୍ଦ୍ ।
21 Auf daß aber auch ihr meine Umstände [Eig. das mich Betreffende; so auch v 22; Phil. 1,12;2,19] wisset, wie es mir geht, [O. was ich mache] so wird Tychikus, der geliebte Bruder und treue Diener im Herrn, euch alles kundtun,
ମର୍‌ ଜୁଆର୍‌ ବଃଲେକ୍‌ ମୁୟ୍‌ଁ କଃନ୍‌କାର୍‌ ଆଚି, ଇରି ତୁମିମଃନ୍ ଜାଣୁ ହାରାସ୍‌, ଇତାର୍‌ ଗିନେ ଲାଡାର୍‌ ବାୟ୍‌ ଆର୍‌ ମାପ୍ରୁର୍‌ କାମେ ବିସ୍ୱାସାର୍‌ ଜୟ୍‌ଗ୍‌ ସେବାକାରି ତୁକିକ, ସେ ତୁମିମଃନ୍‌କେ ସଃବୁ କଃତା ଜାଣାୟ୍‌ଦ୍‌ ।
22 den ich eben deshalb zu euch gesandt habe, auf daß ihr unsere Umstände wisset, und er eure Herzen tröste.
ଅଃମି ସଃବୁଲକ୍‌ କଃନ୍‌କାର୍‌ ଆଚୁ, ସେ କଃତା କୟ୍‌ ତୁମିମଃନ୍‌କେ ମଃନ୍‌ବିତ୍ରେ ସଃର୍ଦା କଃର୍ତା ହାଁୟ୍‌ ମୁୟ୍‌ଁ ତାକେ ତୁମିମଃନାର୍‌ ହାକ୍‌ ହଃଟାୟ୍‌ ଆଚି ।
23 Friede den Brüdern und Liebe mit Glauben von Gott, dem Vater, und dem Herrn Jesu Christo!
ଉବା ଇସ୍ୱର୍‌ ଆର୍‌ ମାପ୍ରୁ ଜିସୁ କ୍ରିସ୍ଟ ସଃବୁ ବିସ୍ୱାସି ବାୟ୍‌ ଆର୍‌ ବେଣିମଃନ୍‌କେ ସୁସ୍ତା, ଲାଡ୍‌ ଆର୍‌ ବିସ୍ୱାସ୍‌ ଦେଉଅ ।
24 Die Gnade mit allen denen, die unseren Herrn Jesu Christum lieben in Unverderblichkeit! [O. Unvergänglichkeit]
ଜଃତେକ୍‌ ଲକ୍‌ ଅଃମାର୍‌ ମାପ୍ରୁ ଜିସୁ କ୍ରିସ୍ଟକେ କଃବେ ନଃସେର୍ତା ଲାଡେ ଲାଡ୍‌ କଃରୁଲାୟ୍‌, ସେମଃନ୍‌କେ ଇସ୍ୱରାର୍‌ ଦଃୟା ଅଃଉଅ ।

< Epheser 6 >