< Apostelgeschichte 23 >

1 Paulus aber blickte das Synedrium unverwandt an und sprach: Brüder! ich habe mit allem guten Gewissen vor [O. mit, für] Gott gewandelt bis auf diesen Tag.
ପାଉଲ୍‌ ବଡ୍‌ସବାର୍‌ ଲକ୍‌ମନ୍‌କେ ସିଦା ଦେକି କଇଲା, “ଏ ଇସ୍‌ରାଏଲର୍‌ ବାଇମନ୍‌! ଆଜିକେ ଜାକ ମୁଇ ପରମେସରର୍‌ ମୁଆଟେ କେନ୍ତାର୍‌ ଜିବନ୍‌ ବିତାଇ ଆଚି, ସେ ବିସଇଟାନେ ମନ୍‌ ପୁରାପୁରୁନ୍‌ ନିର୍‌ମଲ୍‌ ଆଚେ ।”
2 Der Hohepriester Ananias aber befahl denen, die bei ihm standen, ihn auf den Mund zu schlagen.
ଏ କାତା ସୁନିକରି ଅନନିଅ ନାଉଁର୍‌ ବଡ୍‌ ପୁଜାରି ପାଉଲର୍‌ ଲଗେ ଟିଆଅଇରଇବା ଲକ୍‌ମନ୍‌କେ, ତାର୍‌ ଗାଲେ ଚାପଡ୍‌ ମାରା ବଲି ତିଆର୍‌ଲା ।
3 Da sprach Paulus zu ihm: Gott wird dich schlagen, du getünchte Wand! Und du, sitzest du da, mich nach dem Gesetz zu richten, und, wider das Gesetz handelnd, befiehlst du mich zu schlagen?
ପାଉଲ୍‌ ତାକେ କଇଲା, “ଏ ଚୁନ୍‌ ମାରିଅଇଲା ଦବ୍‌ଲା ଉଆଁରି କତି, ପର୍‌ମେସର୍‌ ତକେ ଡଣ୍ଡ୍ ଦେଇସି ଆକା । ନିୟମ୍‌ ଇସାବେ ମର୍‌ ବିଚାର୍‌ କର୍‌ବାକେ, ତୁଇ ତେଇ ବସିଆଚୁସ୍‌ । ଏଲେ ମିସା, ନିୟମ୍‌ ବାଙ୍ଗିକରି ମକେ ମାର୍‌ବାକେ ତିଆର୍‌ଲୁସ୍‌ନି!”
4 Die Dabeistehenden aber sprachen: Schmähst du den Hohenpriester Gottes?
ଲଗେ ରଇବା ଲକ୍‌ମନ୍‌ ପାଉଲ୍‌କେ କଇଲାଇ, “ପର୍‌ମେସର୍‌ ବାଚିରଇବା ବଡ୍‌ ପୁଜାରିକେ ତୁଇ ନିନ୍ଦା କଲୁସ୍‌ନି!”
5 Und Paulus sprach: Ich wußte nicht, Brüder, daß es der Hohepriester ist; denn es steht geschrieben: "Von dem Obersten [O. Fürsten] deines Volkes sollst du nicht übel reden". [2. Mose 22,28]
ପାଉଲ୍‌ କଇଲା, “ଏ ଇସ୍‌ରାଏଲର୍‌ ବାଇମନ୍‌, ସେ ବଡ୍‌ ପୁଜାରି ବଲି ମୁଇ ନାଜାନିରଇଲି । ସାସ୍‌ତରେ ଲେକାଆଚେ, ତମେ ନିଜର୍‌ ଜାତିର୍‌ ସାସନ୍‌କାରିଆକେ କରାପ୍‌ କାତା କଇବାର୍‌ନାଇ ।”
6 Da aber Paulus wußte, daß der eine Teil von den Sadducäern, der andere aber von den Pharisäern war, rief er in dem Synedrium: Brüder, ich bin ein Pharisäer, ein Sohn von Pharisäern; wegen der Hoffnung und Auferstehung der Toten werde ich gerichtet.
ବଡ୍‌ ସବାର୍‌ ମେମର୍‌ମନର୍‌ ବିତ୍‌ରେ କେତେଟା ପାରୁସି ଆରି କେତେଟା ସାଦୁକିମନ୍‌ ରଇଲାଟା ଦେକି ପାଉଲ୍‌ ବଡ୍‌ ସବାର୍‌ ଲକ୍‌ମନ୍‌କେ ଦେକାଇ ଆଉଲି ଅଇକରି କଇଲା, “ଏ ଇସ୍‌ରାଏଲର୍‌ ବାଇମନ୍‌, ମୁଇ ଗଟେକ୍‌ ପାରୁସି ଲକ୍‌, ମର୍‌ ଆୟା ବାବା ମିସା ପାରୁସି । ମଲା ଲକ୍‌ମନ୍‌ ଆରିତରେକ୍‌ ଉଟ୍‌ବାଟା ମର୍‌ ଆସା ଆଚେ ବଲି, ଇତି ମର୍‌ ବିଚାର୍‌ନା ଅଇଲାନି ।”
7 Als er aber dies gesagt hatte, entstand ein Zwiespalt unter den Pharisäern und Sadducäern, und die Menge teilte sich.
ପାଉଲ୍‌ ଏ କାତା କଇଲା ଦାପ୍‌ରେ, ପାରୁସି ଆରି ସାଦୁକିମନର୍‌ ବିତ୍‌ରେ ଲାଗାଜଡା ଅଇଗାଲାଇ ଆରି ସେମନ୍‌ ବେଗ୍‌ଲି ଗାଲାଇ ।
8 Denn die Sadducäer sagen, es gebe keine Auferstehung, noch Engel, noch Geist; die Pharisäer aber bekennen beides.
କାଇକେବଇଲେ ସାଦୁକିମନର୍‌ ବିସ୍‌ବାସ୍‌ ଇସାବେ ମଲା ଲକ୍‌ମନ୍‌ ନ ଉଟତ୍‌ । ସରଗର୍‌ ଦୁତ୍‌ କି ଆତ୍‌ମା ମିସା ନାଇ ବଲି, ବିସ୍‌ବାସ୍‌ କର୍‌ବାଇ, ମାତର୍‌ ପାରୁସିମନ୍‌ ଏ ତିନ୍‌ଟା ଜାକ ବିସ୍‌ବାସ୍‌ କର୍‌ତେରଇଲାଇ ।
9 Es entstand aber ein großes Geschrei, und die Schriftgelehrten von der Partei der Pharisäer standen auf und stritten und sagten: Wir finden an diesem Menschen nichts Böses; wenn aber ein Geist oder ein Engel zu ihm geredet hat
ସେମନର୍‌ କିରଜାଟି ଅଇବାଟା ଅଦିକ୍‌ ଅଦିକ୍‌ ଅଇଆଇଲା । ପାରୁସି ଦଲର୍‌ କେତେଟା ଦରମ୍‌ ଗୁରୁ ଉଟିକରି ଡାଟ୍‌ ସଙ୍ଗ୍‍ କଇଲାଇ, “ଆମେ ଏ ଲକର୍‌ ଟାନେଅନି କାଇ ଦସ୍‌ ମିସା ମିଲାଉ ନାଇ । କେଜାନେ ଆକେ ଗଟେକ୍‌ ସରଗର୍‌ ଦୁତ୍‌ କି ଆତ୍‌ମା କାତା କଇରଇସି ।”
10 Als aber ein großer Zwiespalt [O. Aufruhr] entstand, fürchtete der Oberste, Paulus möchte von ihnen zerrissen werden, und befahl, daß das Kriegsvolk hinabgehe und ihn aus ihrer Mitte wegreiße und in das Lager führe.
୧୦ତାକର୍‌ ଦଦାପେଲା ଅଦିକ୍‌ ଅଦିକ୍‌ ଅଇଗାଲାକେ ଲକ୍‌ମନ୍‌ ପାଉଲ୍‌କେ ଗନ୍ଦାଗନ୍ଦା କରି ଚିରି ପାକାଇବାଇ ବଲି ସନିଅମନର୍‌ ମୁକିଅ ଡର୍‌ଲା । ତେବେ ସେ ଗଣ୍ଡ୍‍ଗଲ୍‌ ଅଇବା ଲକ୍‌ମନର୍‌ ବିତ୍‌ରେଅନି ପାଉଲ୍‌କେ ରକିଆ କରି ଗଡ୍‌ ବିତ୍‌ରେ ଦାରି ଜିବାକେ ସନିଅମନ୍‌କେ ତିଆର୍‌ଲା ।
11 In der folgenden Nacht aber stand der Herr bei ihm und sprach: Sei gutes Mutes! denn wie du von mir in Jerusalem gezeugt [Eig. das mich Betreffende bezeugt] hast, so mußt du auch in Rom zeugen.
୧୧ସେ ରାତି ମାପ୍‌ରୁ ପାଉଲର୍‌ ଲଗେ ଟିଆଅଇ କଇଲା, “ଡର୍‌ ନାଇ! ମର୍‌ ପାଇ ଇତି ଜିରୁସାଲାମେ ତୁଇ ସାକି ଦେଇ ଆଚୁସ୍‌ । ରମ୍‌ ଦେସେ ମିସା ତୁଇ ସେନ୍‌ତାରି କର୍‌ବାର୍‌ ଆଚେ ।”
12 Als es aber Tag geworden war, rotteten sich die Juden zusammen, verfluchten sich und sagten, daß sie weder essen noch trinken würden, bis sie Paulus getötet hätten.
୧୨ଆରକର୍‌ ଦିନର୍‌ ସାକାଲେ କେତେଟା ଜିଉଦିମନ୍‌ ଗଟେକ୍‌ଟାନେ ରୁଣ୍ଡି ଜଜ୍‌ନା କଲାଇ । ପାଉଲ୍‌କେ ନ ମରାଇବା ଜାକ ସେମନ୍‌ ଅରନ୍‌ପାନି ନ ଚିଉ ବଲି ସପତ୍‌ କଲାଇ ।
13 Es waren aber mehr als vierzig, die diese Verschwörung gemacht hatten,
୧୩ଚାଲିସ୍‌ତେଇଅନି ଅଦିକ୍‌ ଲକ୍‌ ଏ ଜଜ୍‌ନା କଲାଇ ।
14 welche zu den Hohenpriestern und den Ältesten kamen und sprachen: Wir haben uns mit einem Fluche verflucht, nichts zu genießen, bis wir den Paulus getötet haben.
୧୪ସେମନ୍‌ ଜାଇକରି ମୁକିଅ ପୁଜାରିମନ୍‌କେ ଆରି ପାର୍‌ଚିନ୍‌ମନ୍‌ କେ କଇଲାଇ, “ପାଉଲ୍‌କେ ନ ମରାଇବା ଜାକ ଅରନ୍‌ପାନି ନ ଚିଉ ବଲି ଆମେ ସପତ୍‌ କରିଆଚୁ ।
15 Machet ihr nun jetzt mit dem Synedrium dem Obersten Anzeige, damit er ihn zu euch herabführe, als wolltet ihr seine Sache genauer entscheiden; wir aber sind bereit, ehe er nahe kommt, ihn umzubringen.
୧୫ତମେ ଆରି ବଡ୍‌ସବାର୍‌ ଲକ୍‌ମନ୍‌ ରମିୟ ନେତା ପାଉଲ୍‌କେ ଇତି ଆରିତରେକ୍‌ ଆନା ବଲି କବର୍‌ ପାଟାଆ । ତାର୍‌ ବିସଇର୍‌ ଟିକିନିକି ଜାନ୍‌ବାର୍‌ ଆଚେ ବଲି ମିଚ୍‌ କଇକରି ଆନାଆ । ସେ ବଡ୍‌ ସବାଇ ଆଇବା ବେଲେ ତାକେ ବାଟେ ଜାଗି ମାରି ମରାଇଦେବୁ ।”
16 Als aber der Schwestersohn des Paulus von der Nachstellung gehört hatte, kam er hin und ging in das Lager und meldete es dem Paulus.
୧୬ପାଉଲର୍‌ ବାନ୍‌ଜା ଏମନର୍‌ କୁଟ୍‌ କାତା ସୁନିକରି ଗଡ୍‌ ବିତ୍‌ରେ ଗାଲା ଆରି ସବୁ କାତା ପାଉଲ୍‌କେ କଇଦେଲା ।
17 Paulus aber rief einen von den Hauptleuten zu sich und sagte: Führe diesen Jüngling zu dem Obersten, denn er hat ihm etwas zu melden.
୧୭ପାଉଲ୍‌ ଗଟେକ୍‌ ରମିୟ ଅଦିକାରିକେ ଡାକାଇ କରି କଇଲା, “ଏ ଦାଙ୍ଗ୍‌ଡାକେ ସନିଅମନର୍‌ ମୁକିଅ ଲଗେ ଦାରି ଜାଅତ୍‌ । ସେ ତାକେ କାଇଟାକି କଇବାର୍‌ ଆଚେ ।”
18 Der nun nahm ihn zu sich und führte ihn zu dem Obersten und sagt: Der Gefangene Paulus rief mich herzu und bat mich, diesen Jüngling zu dir zu führen, der dir etwas zu sagen habe.
୧୮ସନିଅ ତାକେ ମୁକିଆର୍‌ ଲଗେ ନେଇ କଇଲା, “ବନ୍ଦି ରଇବା ପାଉଲ୍‌ ମକେ ଡାକି ଏ ଦାଙ୍ଗ୍‌ଡାକେ ତମର୍‌ ଲଗେ ଆନ୍‌ବାକେ କଇଲା । ତମ୍‌କେ ପନି ସେ କାଇଟା କଇବାର୍‌ ଆଚେ ।”
19 Der Oberste aber nahm ihn bei der Hand und zog sich mit ihm besonders zurück und fragte: Was ist es, das du mir zu melden hast?
୧୯ସନିଅମନର୍‌ ମୁକିଅ ତାର୍‌ ଆତ୍‌ ଦାରିକରି ଗଟେକ୍‌ ପାଲିକେ ଡାକିନେଲା ଆରି ପାଚାର୍‌ଲା, “କାଇଟା କଇବାର୍‌ ଆଚେ କଅ!”
20 Er aber sprach: Die Juden sind übereingekommen, dich zu bitten, daß du morgen den Paulus in das Synedrium hinabbringest, als wollest du etwas Genaueres über ihn erkunden.
୨୦ଦାଙ୍ଗ୍‌ଡା କଇଲା, “ପାଉଲର୍‌ ଟିକିନିକି ବିସଇ ଜାନ୍‌ବାର୍‌ ଆଚେ ବଲି ନାଡାଇକରି ତାକେ ଜିଉଦିମନ୍‌ ବଡ୍‌ ସବାଇ ନେବାକେ, ତମ୍‌କେ ଗୁଆରି କର୍‌ବାଇ ।
21 Du nun, laß dich nicht von ihnen überreden, denn mehr als vierzig Männer von ihnen stellen ihm nach, welche sich verflucht haben, weder zu essen noch zu trinken, bis sie ihn umgebracht haben; und jetzt sind sie bereit und erwarten die Zusage von dir.
୨୧ମାତର୍‌ ତମେ ତାକର୍‌ କାତା ସୁନା ନାଇ । କାଇକେ ବଇଲେ ଚାଲିସ୍‌ତେଇଅନି ଅଦିକ୍‌ ଲକ୍‌ ଲୁଚିକରି ପାଉଲ୍‌କେ ମରାଇବାକେ ଜାଗିଆଚତ୍‌ । ‘ତାକେ ନ ମରାଇବା ଜାକ ଅରନ୍‌ପାନି ନ କାଉଁ’ ବଲି ସପତ୍‌ କଲାଇ ଆଚତ୍‌ । ଏବେ ସେମନ୍‌ ତମର୍‌ ଆଦେସ୍‌ ଦେବାଟାକେ ଜାଗିକରି ଆଚତ୍‌ ।”
22 Der Oberste nun entließ den Jüngling und befahl ihm: Sage niemandem, daß du mir dies angezeigt hast.
୨୨ସନିଅମନର୍‌ ମୁକିଅ କଇଲା, “ତୁଇ ମକେ ଏ କାତା ଜାନାଇ ଆଚି ବଲି କାକେ କଅ ନାଇ ।” ଏନ୍‌ତାରି କଇକରି ଦାଙ୍ଗ୍‌ଡାକେ ପାଟାଇ ଦେଲା ।
23 Und als er zwei von den Hauptleuten herzugerufen hatte, sprach er: Machet zweihundert Kriegsknechte bereit, damit sie bis Cäsarea ziehen, und siebzig Reiter und zweihundert Lanzenträger, von der dritten Stunde der Nacht an.
୨୩ସନିଅମନର୍‌ ମୁକିଅ ତାର୍‌ ତଲେ ରଇଲା ଦୁଇଟା ସନିଅକେ ଡାକାଇ କଇଲା, “ଆଜି ରାତି ନଅଟା ବିତ୍‌ରେ ସିସେରିଆ ଜିବାକେ ଦୁଇସ ସନିଅକେ ତିଆର୍‌, ଆରି ସତୁରିଟା ଗଡାଇ ଚଗୁମନ୍‌ ଆରି ଦୁଇ ସଅ ବର୍‌ଚି ଦାରୁମନ୍‌କେ ଟିକ୍‌ କର୍‌ ।
24 Und sie sollten Tiere bereit halten, auf daß sie den Paulus darauf setzten und sicher zu Felix, dem Landpfleger, hinbrächten.
୨୪ପାଉଲ୍‌ ଜିବା ପାଇ କେତେଟା ଗଡା ଦିଆସ୍‌ ଆରି ନିକ ସଙ୍ଗେ ତାକେ ସାସନ୍‌କାରିଆ ପେଲିକ୍‍ସ୍ ଲଗେ ଦାରି ଜାଆ ।”
25 Und er schrieb einen Brief folgenden Inhalts:
୨୫ସନିଅମନର୍‌ ମୁକିଅ ପେଲିକ୍‍ସ୍‍କେ ଏନ୍‌ତି ଗଟେକ୍‌ ଚିଟି ଲେକ୍‌ଲା,
26 Klaudius Lysias dem vortrefflichsten Landpfleger Felix seinen Gruß!
୨୬“ଏ ଚିଟି ମୁଇ କାଲାଡିଆକେ ଲିସିଆର୍‌ ସବୁର୍‌ଟାନେଅନି ଡାକ୍‌ପୁଟା ରଇବା ସନ୍‌ମାନର୍‌ ସାସନ୍‌କାରିଆ ପେଲିକ୍‍ସ୍‍କେ ଲେକ୍‌ଲିନି, ଜୁଆର୍‌!
27 Diesen Mann, der von den Juden ergriffen wurde und nahe daran war, von ihnen umgebracht zu werden, habe ich, mit dem Kriegsvolk einschreitend, ihnen entrissen, da ich erfuhr, daß er ein Römer sei.
୨୭ଆଗିଆ, ଜିଉଦିମନ୍‌ ଏ ଲକ୍‌କେ ଦାରି ତାକେ ମର୍‌ତେ ମାରିଦେବାକେ ଚେସ୍‌ଟା କର୍‌ତେ ରଇଲାଇ । ସେ ଗଟେକ୍‌ ରମିୟ ଲକ୍‌ ବଲି ଜାନ୍‌ଲା ପଚେ, ମୁଇ ତାକେ ମର୍‌ ସନିଅମନ୍‌ ସଙ୍ଗେ ତାକେ ରକିଆ କଲି ।
28 Da ich aber die Ursache wissen wollte, weswegen sie ihn anklagten, führte ich ihn in ihr Synedrium hinab.
୨୮ସେମନର୍‌ ବିରଦେ ସେ କାଇ ଦସ୍‌ କଲା ଆଚେ, ସେଟା ଜାନ୍‌ବାକେ ତାକେ ମୁଇ ସେମନର୍‌ ବଡ୍‌ସବାଇ ଦାରିଗାଲି ।
29 Da fand ich, daß er wegen Streitfragen ihres Gesetzes angeklagt war, daß aber keine Anklage gegen ihn vorlag, die des Todes oder der Bande wert wäre.
୨୯ମାତର୍‌ ସେ ମରନର୍‌ କି ବନ୍ଦି ଡଣ୍ଡ୍ ପାଇବା ପାରା କାଇମିସା ବୁଲ୍‌ କାମ୍‌ କରେ ନାଇ ବଲି ମୁଇ ଜାନିପାର୍‌ଲି । ତାର୍‌ ବିରଦେ ଅଇଲା ଦାବା ସବୁ, ତାକର୍‌ ନିଜର୍‌ ଦରମ୍‌ ବିସଇ ।
30 Da mir aber ein Anschlag hinterbracht wurde, der von den Juden wider den Mann im Werke sei, habe ich ihn sofort zu dir gesandt und auch den Klägern befohlen, vor dir zu sagen, was wider ihn vorliegt. Lebe wohl!
୩୦ଆରି ତାର୍‌ ବିରଦେ ଗଟେକ୍‌ କୁଟ୍‌ ଜଜ୍‌ନା ଅଇଲାନି ବଲି କବର୍‌ ସୁନି, ବେଗି ବେଗି ତମର୍‌ ଲଗେ ପାଟାଇ ଦେବାକେ ଟିକ୍‌ କଲି, ତାର୍‌ ବିରଦେ ରଇଲା ଦାବା, ତର୍‌ ମୁଆଟେ ଜାନାଇବାକେ ତାର୍‌ ଦାବାଦାରିମନ୍‌କେ ମୁଇ କଇଲିଆଚି ।”
31 Die Kriegsknechte nun nahmen, wie ihnen befohlen war, den Paulus und führten ihn bei der Nacht nach Antipatris.
୩୧ସନିଅମନ୍‌ ସେ ଆଦେସ୍‌ ଇସାବେ ପାଉଲ୍‌କେ ସେ ରାତି ଆନ୍‌ତିପଟ୍‌ରିସେ କେଟାଇଦେଲାଇ ।
32 Des folgenden Tages aber ließen sie die Reiter mit fortziehen und kehrten nach dem Lager zurück.
୩୨ତାର୍‌ ଆର୍‌କର୍‌ ଦିନେ ଇଣ୍ଡିଜିବା ସନିଅମନ୍‌ ଗଡେ ବାଉଡିଗାଲାଇ ଆରି ଗଡାଇ ଜାଉ ସନିଅମନ୍‌କେ ଜିବାକେ କଇଲାଇ ।
33 Und als diese nach Cäsarea gekommen waren, übergaben sie dem Landpfleger den Brief und stellten ihm auch den Paulus dar.
୩୩ସନିଅମନ୍‌ ପାଉଲ୍‌କେ ଦାରି ସିସେରିଆଇ କେଟ୍‌ଲାଇ । ତେଇ ସନିଅମନର୍‌ ମୁକିଅର୍‌ ଚିଟି ସଙ୍ଗେ ପାଉଲ୍‌କେ ସାସନ୍‌କାରିଆର୍‌ ଆତେ ଜିମାଦେଇଦେଲାଇ ।
34 Als er es aber gelesen und gefragt hatte, aus welcher Provinz er sei, und erfahren, daß er aus Cilicien sei,
୩୪ସାସନ୍‌କାରିଆ ଚିଟି ପଡି ପାଉଲ୍‌କେ କନ୍‌ ରାଇଜେଅନି ଆସିଆଚୁସ୍‌? ବଲି ପାଚାର୍‌ଲା । ପାଉଲ୍‌ ସିଲିସିଆଇଅନି, ବଲି ଜାନ୍‌ଲା ।
35 sprach er: Ich werde dich völlig anhören, wenn auch deine Ankläger angekommen sind. Und er befahl, daß er in dem Prätorium des Herodes verwahrt werde.
୩୫ସେ କଇଲା, “ତମର୍‌ ଦାବାଦାରିମନ୍‌ ଆସି କେଟ୍‌ଲା ପଚେ, ମୁଇ ତର୍‌ କାତା ସୁନ୍‌ବି ।” ତାର୍‌ ପଚେ ପାଉଲ୍‌କେ ଏରଦ୍‌ ରାଜାର୍‌ ନଅରେ ବନ୍ଦି କରି ସଙ୍ଗଇବାକେ ଆଦେସ୍‌ ଦେଲା ।

< Apostelgeschichte 23 >