< 1 Petrus 2 >
1 Leget nun ab alle Bosheit und allen Trug und Heuchelei und Neid [Eig. Heucheleien und Neidereien] und alles üble Nachreden,
ତଃବେ ମାପ୍ରୁ ଜେ ଉହ୍କାର୍ କାରି ଇରି ଜଦି ଚାକି ଆଚାସ୍ ତଃବେ ସଃବୁ ରଃକମାର୍ ଦୁସ୍ଟ୍ କାମ୍ ମିଚ୍ ଆର୍ ହେଟ୍କୁଟ୍, ଅଃକାର୍ ଆର୍ ଗାଣେଞ୍ଜ୍ ଚାଡା ।
2 und wie [O. als] neugeborene Kindlein seid begierig [Eig. abgelegt habend, seid begierig] nach der vernünftigen, [Da der griechische Ausdruck von logos[= Wort] abgeleitet ist, so üb. and.: vom Worte herstammend, wortgemäß; oder um die wahrscheinliche Anspielung auf das Wort "logos" anzudeuten: vernünftige unverfälschte Mich des Wortes] unverfälschten Milch, auf daß ihr durch dieselbe wachset zur Errettung,
ସଃବୁ ରଃକମ୍ ଦୁସ୍ଟ୍, ଚଃଲାକି, କୁଟ୍ ଚାଡି କଃଉଁଣା ହିଲା ହର୍ ନିର୍ମୁଳ୍ ଅଃଉଆ । ସଃବୁବଃଳ୍ ଆତ୍ମିକ୍ ଦୁଦ୍ କାଉଁକେ ମଃନ୍କଃରା । ତଃବେ ତୁମିମଃନ୍ ମୁକ୍ତି ହାଉତା ଜିବନେ ବାଡୁ ହାରାସ୍ ।
3 wenn ihr anders geschmeckt habt, daß der Herr gütig ist.
ଜଃନ୍କଃରି ସାସ୍ତରେ ଲେକାଆଚେ- “ଇସ୍ୱର୍ କଃଡେକ୍ ନିକ ଦଃୟା କାରି ଅୟ୍ଆଚେ, ତୁମିମଃନ୍ ଚାକିଆଚାସ୍ ।”
4 Zu welchem kommend, als zu einem lebendigen Stein, von Menschen zwar verworfen, bei Gott aber auserwählt, kostbar,
ଜିବନ୍ ଟେଳା ହର୍ ଜେ ସେ ମାପ୍ରୁ, ଜଃଗତାର୍ ଲକ୍ମଃନ୍ ତାକ୍ ନଃମାନ୍ଲାୟ୍ ସଃତ୍, ମଃତର୍ ଇସ୍ୱର୍ ତଃୟ୍ ବାଚ୍ଲାର୍ ଆର୍ ବଃଡେ ମଲାର୍, ତାର୍ ହାକ୍ ଆସା
5 seid [werdet] auch ihr selbst als lebendige Steine, aufgebaut, ein geistliches Haus, ein heiliges Priestertum, um darzubringen geistliche Schlachtopfer, Gott wohlannehmlich durch Jesum Christum.
ତାର୍ ତଃୟ୍ ଆସି ତୁମିମଃନ ହେଁ ଜିସୁ କ୍ରିସ୍ଟାର୍ ଦଃୟ୍ ଇସ୍ୱରାର୍ ତଃୟ୍ ମଃନ୍କେ ଗଃଲାହର୍ ଆତ୍ମିକ୍ ହୁଜା ଦେଉଁକେ ପବିତ୍ର ଜାଜକ୍ ଅଃଉଁକେ ଜିବନ୍ ଟେଳାହର୍ ଗଟେକ୍ ଆତ୍ମିକ୍ ଗଃର୍ ହର୍ ତିଆର୍ ଅଃଉଆ ।
6 Denn es ist in der Schrift enthalten: "Siehe, ich lege in Zion einen Eckstein, einen auserwählten, kostbaren; und wer an ihn glaubt, [O. auf ihn vertraut] wird nicht zu Schanden werden." [Jes. 28,16]
କାୟ୍ତାକ୍ବଃଲେକ୍ ସାସ୍ତରେ ଲେକା ଆଚେ, “ଦଃକା, ମୁଁୟ୍ ସିଅନେ ଗଟେକ୍ ବାଚ୍ଲାର୍ ଆର୍ ବଃଡେ ମଲାର୍ କନାର୍ ମୁଳ୍ଟେଳା ଗାଡୁଲେ ଆର୍ ଜେ ତାର୍ତଃୟ୍ ବିସ୍ୱାସ୍ କଃରେଦ୍ ସେ ଲାଜ୍ ନଃହାୟ୍ ।”
7 Euch nun, die ihr glaubet, ist die Kostbarkeit; den Ungehorsamen [O. Ungläubigen] aber: "Der Stein, den die Bauleute verworfen haben, dieser ist zum Eckstein [W. Haupt der Ecke; Ps. 118,22] geworden",
ତଃବେ ବିସ୍ୱାସ୍ କଃରୁଲାସ୍ ଜେ ତୁମିମଃନ୍, ତୁମିମଃନ୍ ସେ ବଃଡେମଲାର୍ ବାଗ୍ ହାଉତା ଲକ୍, ମଃତର୍ ଜୁୟ୍ମଃନ୍ ଅବିସ୍ୱାସି, “ଗଃର୍ ବାନ୍ଦୁମଃନ୍ ଜୁୟ୍ ଟେଳାକେ ନଃଚ୍ଲାୟ୍, ସେରି ସେମଃନାର୍ ହାୟ୍ଁ କନାର୍ ମୁଳ୍ ଟେଳା ଅୟ୍ଲି ।”
8 und "ein Stein des Anstoßes und ein Fels des Ärgernisses", [Jes. 8,14] die sich, da sie nicht gehorsam sind, an dem Worte stoßen, [O. die sich, da sie dem Worte nicht gehorchen, stoßen] wozu sie auch gesetzt worden sind.
ଆରେକ୍ ପବିତ୍ର ସାସ୍ତରେ ଲେକା ଆଚେ, “ଇ ଟେଳାୟ୍ ଗାଦେକ୍ ଲକ୍ ଜଟ୍ୟାୟ୍ ଅଃଉତି ଆର୍ ଇ ଟେଳା ସେମଃନ୍କେ ନାସ୍ କଃରେଦ୍ ।” ସେମଃନ୍ ଇସ୍ୱରାର୍ ବଃଚନ୍କେ ନଃମାନି ଜଟ୍ୟାୟ୍ ଅୟ୍ଲାୟ୍, ଇରି ରିଲି ଇସ୍ୱରାର୍ ଜଃଜ୍ନା ।
9 Ihr aber seid ein auserwähltes Geschlecht, ein königliches Priestertum, eine heilige Nation, ein Volk zum Besitztum, [Vergl. 2. Mose 19,5. 6.] damit ihr die Tugenden [O. Vortrefflichkeiten] dessen verkündigt, der euch berufen hat aus der Finsternis zu seinem wunderbaren Licht;
ମଃତର୍ ଜେ, ତୁମିମଃନ୍କେ ଅଃନ୍ଦାରେ ହୁଣି ନିଜାର୍ କାବାଅଃଉତା ଉଜାଳ୍ ଲଃଗେ କୁଦି ଆଚେ, ତୁମିମଃନ୍ ଜଃନ୍କଃରି ତାର୍ ଗୁଣ୍ କିର୍ତନ୍ କଃରାସ୍, ଇତାର୍ ଗିନେ ତୁମିମଃନ୍ ଗଟ୍ ବାଚ୍ଲାର୍ ବଃଉଁସ୍ ରଃଜାର୍ ଜାଜକ୍ମଃନ୍ ପବିତ୍ର ଜାତି ଆର୍ ଇସ୍ୱରାର୍ ନିଜାର୍ ଲକ୍ ଅୟ୍ ଆଚାସ୍ ।
10 die ihr einst "nicht ein Volk" waret, jetzt aber ein Volk Gottes seid; die ihr "nicht Barmherzigkeit empfangen hattet", jetzt aber Barmherzigkeit empfangen habt. [Vergl. Hos. 1,10;2,23]
ହୁର୍ବେ ତୁମିମଃନ୍ ଇସ୍ୱରାର୍ ଲକ୍ ଅୟ୍ ନଃରିଲାସ୍, ମଃତର୍ ଅଃବେ ଇସ୍ୱରାର୍ ଲକ୍ ଅୟ୍ ଆଚାସ୍, ହୁର୍ବେ ତୁମିମଃନ୍ ଇସ୍ୱରାର୍ ଦଃୟା ହାୟ୍ ନଃରିଲାସ୍, ମଃତର୍ ଅଃବେ ଦଃୟା ହାୟ୍ ଆଚାସ୍ ।
11 Geliebte, ich ermahne euch als Fremdlinge und als die ihr ohne Bürgerrecht seid, [O. und als Beisassen] daß ihr euch enthaltet von den fleischlichen Lüsten, welche wider die Seele streiten,
ଏ ଲାଡାର୍ ବାୟ୍ବେଣିମଃନ୍ ତୁମିମଃନ୍ ବିଦେସି ଆର୍ ହଃର୍ବାସି ବଃଲି ମୁଁୟ୍ ତୁମିମଃନ୍କେ ଗଃଉଆରି କଃରୁଲେ, ଗଃଗାଳାର୍ କଃରାବ୍ ଇଚା ଚାଡା, ସେରିମଃନ୍ ଆତ୍ମାର୍ ବିରଦେ ଜୁଜ୍ କଃରେଦ୍ ।
12 indem ihr euren Wandel unter den Nationen ehrbar führet, auf daß sie, worin sie wider euch als Übeltäter reden, aus den guten Werken, die sie anschauen, Gott verherrlichen am Tage der Heimsuchung.
ତୁମିମଃନ୍ ଅଜିଉଦିମଃନାର୍ ତଃୟ୍ ବଲ୍ ଜିବନ୍ କାଟା, ଜଃନ୍କଃରି ସେମଃନ୍ ଜୁୟ୍ତାର୍ ଗିନେ ତୁମିମଃନ୍କେ ଦୁସ୍ଟ୍କାମ୍ କଃରୁମଃନ୍ ବଃଲି ଲିନ୍ଦା କଃର୍ତି, ତୁମିମଃନାର୍ ନିକ କାମ୍ ଦଃକି ସେ ବିସୟେ କ୍ରିସ୍ଟ ଆସ୍ତା ଦିନ୍ ଇସ୍ୱରାର୍ ଗୁଣ୍ ଗାଉତି ।
13 Unterwerfet euch nun aller menschlichen Einrichtung um des Herrn willen: es sei dem Könige als Oberherrn,
ମାପ୍ରୁର୍ ଗିନେ ଗଃଉଆରି କଃରୁଲେ ସଃବୁଲକ୍ ରଃଜାମଃନାର୍ କଃତା ମାନା ।
14 oder den Statthaltern als denen, die von ihm gesandt werden zur Bestrafung der Übeltäter, aber zum Lobe derer, die Gutes tun.
ସଃବ୍କେ ବଃଡ୍ ରଃଜା ଅଃଉଅ କି ଦୁସ୍ଟ୍ କାମ୍ କଃରୁ ମଃନ୍କେ ଟିକ୍ ଡଃଣ୍ଡ୍ ଦେଉଁକେ ଆର୍ ସଃତ୍ କାମ୍ କଃରୁମଃନ୍କେ ଦନ୍ୟବାଦ୍ ଦେତା ଗିନେ ସେମଃନାର୍ ତଃୟ୍ ହୁଣି ଆୟ୍ଲାର୍ ଚାଲାଉତା ଲକ୍ ଅଃଉତ୍, ସେମଃନାର୍ ତଃଳେ ଚାଲା ।
15 Denn also ist es der Wille Gottes, daß ihr durch Gutestun die Unwissenheit der unverständigen Menschen zum Schweigen bringet:
ବଃଲେକ୍ ତୁମିମଃନ୍ ଜେ ସଃତ୍ କାମ୍ କଃରି ନିର୍ବୁଦିଆମଃନାର୍ ଗିଆନ୍ ନୟ୍ଲା କଃତା ବଃନ୍ଦ୍ କଃରା, ଇରି ଇସ୍ୱରାର୍ ଇଚା ।
16 als Freie, und die nicht die Freiheit zum Deckmantel der Bosheit haben, sondern als Knechte [O. Sklaven] Gottes.
ତୁମିମଃନାର୍ ତଃଳେ ନଃରିଲେକ୍ ହେଁ ତୁମିମଃନାର୍ ମୁକୁଳ୍ଲାର୍ ଦୁସ୍ଟ୍ କାମାର୍ ଡାହ୍ଣା ହର୍ ବେବାର୍ ନଃକେରି ଇସ୍ୱରାର୍ ଗତିଦଃଙ୍ଗ୍ଳା ଅୟ୍ ନିକ କାମ୍ କଃରା ।
17 Erweiset allen Ehre; liebet die Brüderschaft; fürchtet Gott; ehret den König.
ସଃବ୍କେ ଲାଡ୍ କଃରା, ବିସ୍ୱାସି ବାୟ୍ବେଣିମଃନ୍କେ ମାୟ୍ନ୍ ଦଃକାଉଆ । ଇସ୍ୱର୍କେ ଡିରା, ରଃଜାକେ ମାୟ୍ନ୍ କଃରା ।
18 Ihr Hausknechte, seid den Herren [Eig. Gebietern] unterwürfig in aller Furcht, nicht allein den guten und gelinden, sondern auch den verkehrten.
ଏ ଦଃଙ୍ଗ୍ଳାମଃନ୍ ତୁମିମଃନ୍ ଡିରିକଃରି ନିଜାର୍ ନିଜାର୍ ସାଉକାର୍ମଃନାର୍ କଃତା ମାନା, ଆର୍ ନିକ ଆର୍ ଦଃର୍ମି ସାଉକାରାର୍ ହଃକା ନାୟ୍, ମଃତର୍ ଦଃୟା ନଃକେର୍ତା ଲକ୍ମଃନ୍କେ ହେଁ ମାନା ।
19 Denn dies ist wohlgefällig, wenn jemand um des Gewissens vor Gott [O. Gott gegenüber] willen Beschwerden erträgt, indem er ungerecht leidet.
ବଃଲେକ୍ କେ ଜଃବେ ଇସ୍ୱର୍କେ ନିଜେ ମାନି ଅଃନ୍ୟାୟେ ଦୁକ୍ ବୟ୍ଗ୍ କଃରି କଃସ୍ଟ୍ ସଃମ୍ବାଳେଦ୍, ତଃବେ ଇସ୍ୱର୍ ଦଃୟା କଃରେଦ୍ ।
20 Denn was für ein Ruhm ist es, wenn ihr ausharret, indem ihr sündiget und geschlagen werdet? Wenn ihr aber ausharret, indem ihr Gutes tut und leidet, das ist wohlgefällig bei Gott.
ତଃବେ ତୁମିମଃନ୍ ଦଃସ୍ କଃରି ନିଜାର୍ ନିଜାର୍ ଦଃସାର୍ ଗିନେ ଦୁକ୍ ସଃମ୍ବାଳାସ୍, ତଃବେ ସେତାର୍ ଗିନେ କାୟ୍ ଲାବ୍? ମଃତର୍ ଜଦି ନିକ କାମ୍ କଃରି ଦୁକ୍ ସଃମ୍ବାଳାସ୍, ତଃବେ ସେରି ଇସ୍ୱରାର୍ ତଃୟ୍ ସଃର୍ଦାର୍ କଃତା ।
21 Denn hierzu seid ihr berufen worden; denn auch Christus hat für euch gelitten, euch ein Beispiel [O. Vorbild] hinterlassend, auf daß ihr seinen Fußstapfen nachfolget;
ଇତାର୍ ଗିନେ ହଃକା ତୁମିମଃନ୍ ଆସି ଆଚାସ୍, କାୟ୍ତାକ୍ ବଃଲେକ୍ ତୁମିମଃନ୍ ଜଃନ୍କଃରି କ୍ରିସ୍ଟର୍ ହାଦ୍ ଚିନ୍କେ ଅୟ୍ ଜଃହାସ୍, ସେତାର୍ ଗିନେ ସେ ହେଁ ତୁମାର୍ ଗିନେ ଦୁକ୍ ବୟ୍ଗ୍ କଃରି ତୁମିମଃନ୍କେ ସେହର୍ କଃରୁକେ ଦଃକାୟ୍ ଜାୟ୍ ଆଚେ;
22 welcher keine Sünde tat, noch wurde Trug in seinem Munde erfunden, [Vergl. Jes. 53,9]
ସେ କାୟ୍ ହାହ୍ ହେଁ ନଃକେଲା, କି ତାର୍ ମୁଏଁ କାୟ୍ ମିଚ୍ କଃତା ନଃରିଲି ।
23 der, gescholten, nicht wiederschalt, leidend, nicht drohte, sondern sich [O. es] dem übergab, der recht richtet;
ତାକେ ଲିନ୍ଦା କଃଲା ବଃଳ୍ ସେ ଲେଉଟି ଲିନ୍ଦା ନଃକେଲା; ଦୁକ୍ ବୟ୍ଗ୍ କଃଲା ବଃଳ୍ ସେମଃନ୍କେ ବିରଦ୍ କଃରୁକେ ନଃଡିରାୟ୍ଲା, ମଃତର୍ ନ୍ୟାୟ୍ ବିଚାର୍ କାରିର୍ ଆତେ ସଃବୁ ସଃହ୍ରି ଦିଲା ।
24 welcher selbst unsere Sünden an seinem Leibe auf dem Holze [O. auf das Holz] getragen hat, auf daß wir, den Sünden abgestorben, der Gerechtigkeit leben, durch dessen Striemen [O. Wunden] ihr heil geworden seid. [Jes. 53,5]
ଅଃମିମଃନ୍ ଜଃନ୍କଃରି ହାହାର୍ ଗିନେ ମଃରିକଃରି ଦଃର୍ମି ଅଃଉଁକେ ଜିବନ୍ କାଟୁନ୍ଦ୍, ଇତାର୍ ଗିନେ ସେ ଅଃହ୍ଣାକ୍ କ୍ରୁସ୍ ଉହ୍ରେ ନିଜାର୍ ଗଃଗାଳେ ଅଃମିମଃନାର୍ ସଃବୁ ହାହ୍ ବୟ୍ଲା; ତାକେ ମାଡ୍ ହଃଳ୍ଲାକେ ତୁମିମଃନ୍ ଉଜ୍ ଅୟ୍ ଆଚାସ୍ ।
25 Denn ihr ginget in der Irre wie Schafe, aber ihr seid jetzt zurückgekehrt zu dem Hirten und Aufseher eurer Seelen.
ବଃଲେକ୍ ତୁମିମଃନ୍ ମେଣ୍ଡାହର୍ ବିନ୍ ବାଟ୍ ଜାୟ୍ରିଲାସ୍, ମଃତର୍ ଅଃବେ ତୁମିମଃନାର୍ ଆତ୍ମାର୍ ଗଃଉଳିଆ ଆର୍ ମୁଳିକା ହାକ୍ ବାଉଳି ଆସି ଆଚାସ୍ ।