< ରମିୟ 11 >
1 ନେଙ୍ଗ୍ ବାରି ସାଲ୍ୟାକୁଗ୍ ଇଁୟାଏ, “ତେଲା ମେଃନେ ଇସ୍ପର୍ ମେଃନେ ନିଜର୍ ରେମୁଆଁଣ୍ଡେଇଂକେ ମନା ଡିଙ୍ଗ୍ବକେ? ଅଃନା ଣ୍ଡୁ! ନେଙ୍ଗ୍ ନିଜେ ମୁଇଂ ଇଶ୍ରାଏଲ୍ନେ ରେମୁଆଁ ଅବ୍ରାହାମ୍ନେ କୁଲ୍ବଁସ୍ ବାରି ବେଞ୍ଜାମିନ କୁଲ୍ବାନ୍ ଜନମ୍ ଡିଙ୍ଗ୍ନାଲେଃକେ ।
ତେବେ ମୁଁ କହେ, ଈଶ୍ବର କି ଆପଣା ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି? ତାହା କେବେ ହେଁ ନ ହେଉ, କାରଣ ମୁଁ ମଧ୍ୟ ଅବ୍ରହାମଙ୍କ ବଂଶଜାତ ବିନ୍ୟାମୀନଙ୍କ ଗୋଷ୍ଠୀର ଜଣେ ଇସ୍ରାଏଲୀୟ ଲୋକ।
2 ଇସ୍ପର୍ ସିସେବାନ୍ ସ୍ରିବକ୍ନେ ମେଁନେ ରେମୁଆଁଇଂକେ ଅଃନାଡିଗ୍ ମନା ଆଡିଙ୍ଗ୍କେ ଣ୍ଡୁ । ପେ ସାସ୍ତର୍ ଅରିଆ ଲଃପେଲେଃକେ ଡିଡିରକମ୍ ଏଲୀୟ ଇସ୍ପର୍ ଡାଗ୍ରା ଇସ୍ରାଏଲ ରେମୁଆଁଇଂନେ ବିରଦ୍ରେ ନିନ୍ଦା ଡିଙ୍ଗ୍ଚେ ବାଲିର୍ବଗେ ।”
ଈଶ୍ବର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ପରିତ୍ୟାଗ କରି ନାହାନ୍ତି; ଏଲୀୟଙ୍କ ବିବରଣରେ ଶାସ୍ତ୍ର କଅଣ କହେ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେ କିପରି ଇସ୍ରାଏଲ ବିରୁଦ୍ଧରେ ଈଶ୍ବରଙ୍କଠାରେ ନିବେଦନ କରନ୍ତି,
3 “ମାପ୍ରୁ ମେଇଂ ନାନେ ବାବବାଦି ରେମୁଆଁଇଂକେ ବାଗୁଏ ବଆର୍କେ ବାରି ନାନେ ପୁଜା କୁଣ୍ଡ୍ଇଂ ପାକ୍ଚି ବଆର୍କେ । ମାତର୍ ନେଙ୍ଗ୍ଆ ଡ ନ୍ଲେଃକେ ଆନେଙ୍ଗ୍ ଡିଗ୍ ବାଗୁଏଃ ବିଃନ୍ସା ମେଇଂ ଚେସ୍ଟା ଡିଙ୍ଗ୍ଆର୍ଡିଂକେ ।”
“ପ୍ରଭୁ, ସେମାନେ ତୁମ୍ଭର ଭାବବାଦୀମାନଙ୍କୁ ବଧ କରିଅଛନ୍ତି, ତୁମ୍ଭର ବେଦିଗୁଡ଼ିକ ଖୋଳି ପକାଇଅଛନ୍ତି, ଆଉ ମୁଁ ଏକାକୀ ଅବଶିଷ୍ଟ ରହିଅଛି, ପୁଣି, ସେମାନେ ମୋହର ପ୍ରାଣ ନେବାକୁ ଖୋଜୁଅଛନ୍ତି।”
4 ଇସ୍ପର୍ ଏଲିୟକେ ଉତର୍ ବିଃବଗେ “ବଣ୍ଡ ଦେବ୍ତା ବାଲ୍ ମୁର୍ତିକେ ପୁଜା ଡିଙ୍ଗ୍ଆଲେକ୍ନେ ଗୁ ଅଜାର୍ ରେମୁଆଁଇଂକେ ନେ ଆତ୍ଲା ନେବକେ ।”
କିନ୍ତୁ ତାହାଙ୍କୁ ଈଶ୍ବର କଅଣ ଉତ୍ତର ଦିଅନ୍ତି? “ଯେଉଁମାନେ ଅନ୍ୟ ବାଆଲ୍ ଦେବତା ସମ୍ମୁଖରେ ଆଣ୍ଠୁ ପକାଇ ନାହାନ୍ତି, ଏପରି ସାତ ହଜାର ଲୋକ ଆମ୍ଭେ ଆପଣା ନିମନ୍ତେ ଅବଶିଷ୍ଟ ରଖିଅଛୁ।”
5 ଏବେ ଟିକ୍ ଦେତ୍ରକମ୍ ଗଟେ ଲେଃକେ । ଇସ୍ପର୍ ଦୟା ଡିଙ୍ଗ୍ଚେ ଜାଣ୍ଡେଇଂକେ ସ୍ରିବଗେ ମେଇଂନେ ବାନ୍ ଗଣ୍ଡା ଉଡ଼ିରୁଆ ଲୁଆଁ ଲେଃକେ ।
ସେହିପରି ଏହି ବର୍ତ୍ତମାନ ସମୟରେ ମଧ୍ୟ ଅନୁଗ୍ରହର ନିର୍ବାଚନ ଅନୁସାରେ ଗୋଟିଏ ଅବଶିଷ୍ଟ ଅଂଶ ରହିଅଛି।
6 ଇସ୍ପର୍ ଆମେଇଂକେ ସ୍ରିବକେ ନିଜେନେ ଦୟା ନ୍ସା । ଜଦି ମେଇଂନେ ସତ୍ କାମ୍ ନ୍ସା ଇସ୍ପର୍ ଆମେଇଂକେ ସ୍ରିପାବ ମେଇଂନେ ଦୟା ସତ୍ ଦୟା ଆଡିଙ୍ଗ୍ ପାଡିଙ୍ଗ୍ ।
କିନ୍ତୁ ଯଦି ତାହା ଅନୁଗ୍ରହରେ ହୁଏ, ତେବେ ତାହା ଆଉ କ୍ରିୟାକର୍ମ ହେତୁ ହୁଏ ନାହିଁ; ନୋହିଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ।
7 ତେଲା ମେଁ ଡିଙ୍ଗ୍ଗେ? ଇସ୍ରାଏଲ୍ ରେମୁଆଁଇଂ ମେଃନେ ତୁର୍ଡିଙ୍ଗ୍ଆର୍ଗେ ଆତେନ୍ ଆଅବାଆର୍କେ ଣ୍ଡୁ । ମାତର୍ ଇସ୍ପର୍ ସ୍ରିବକ୍ନେ ମୁଇଂ ଆଃ ଡାଆଁ ଦଲ୍ ମେଃନେ କବର୍ ବାକେ । ବିନ୍ରେ ଜା ଇସ୍ପର୍ ୱାକ୍ନେ ଆଡ଼ାବାନ୍ ଆଅଁ ଆର୍କେ ।
ତେବେ କଅଣ? ଇସ୍ରାଏଲ ଯାହା ଖୋଜୁଅଛି, ତାହା ପାଇ ନାହିଁ; କିନ୍ତୁ ନିର୍ବାଚିତମାନେ ତାହା ପାଇଅଛନ୍ତି, ଆଉ ଅବଶିଷ୍ଟମାନେ ଜଡ଼ କରାଗଲେ;
8 ସାସ୍ତର୍ନେ ବ୍ନାଲିର୍ ଇସାବ୍ରେ “ସତ୍ ରକମ୍ ଇସ୍ପର୍ ମେଇଂନେ ମନ୍ ବାରି ରୁଦୟ୍କେ ଆମିସୁବକେ । ଏ ଜାକ ମେଇଂ ମେଃନେ କିକେ ଡିଂଆର୍କ୍ଲେ ଲେଃ ଦ୍ରିଗ୍ ୟାଡିଙ୍ଗ୍କେ ।”
ଯେପରି ଲେଖାଅଛି, “ଈଶ୍ବର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଡ଼ତାର ଆତ୍ମା ଦେଇଅଛନ୍ତି, ଏପରି ଚକ୍ଷୁ ଦେଇଅଛନ୍ତି, ଯେପରି ସେମାନେ ଦେଖିବେ ନାହିଁ, ଆଉ ଏପରି କର୍ଣ୍ଣ ଦେଇଅଛନ୍ତି, ଯେପରି ସେମାନେ ଶୁଣିବେ ନାହିଁ।”
9 ମେଇଂନେ ବିସୟ୍ରେ ଦାଉଦ୍ ଗୁଆର୍ବକେ: “ମେଇଂ ଚଙ୍ଗ୍ଉଗ୍ ବେଲା ପାନ୍ଦ୍ଅରିଆ ଲଃଆର୍ଲେ । ଲଡ଼େଃଚେ ଡଣ୍ଡ୍ ବାଆର୍ଲେ ।
ପୁଣି, ଦାଉଦ କହନ୍ତି, “ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ହେଉ, ପୁଣି, ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ସ୍ୱରୂପ ହେଉ।
10 ମେଇଂ ମ୍ମୁଆଁଃ କାନା ଡିଙ୍ଗ୍ଚେ ମେଃଡିଗ୍ କିକେ ଆୟାଆର୍ଲେ । କାଲାଆଃ ଦୁକ୍ କସ୍ଟ ବା ବାଚେ ମେଇଂନେ ନ୍ସାଃ କୁପ୍ଡ଼ ଡିଙ୍ଗ୍ଲେ ।”
ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍ଜା କରି ରଖ।”
11 ତେଲା ନେଙ୍ଗ୍ ସାଲିଆକୁ ଣ୍ଡିଙ୍ଗ୍କେ: ଜିଉଦିଇଂ ଟେପ୍ଲଃ ଲଃଚେ ମେଁନେ ନସ୍ଟ ଡିଙ୍ଗ୍ଆର୍ଡିଂକେ? ଅଃନା ଣ୍ଡୁ । ମେଇଂ ପାପ୍ ଡିଙ୍ଗ୍ବଲା ଆମେଇଂକେ ଇକ୍ଚା ଆଡିଙ୍ଗ୍ ନ୍ସା ବିଜାତି ରେମୁଆଁଇଂକେ ଉଦାର୍ ବାନେ ଅଦିକାରି ବିଆର୍କେ ।
ତେବେ ମୁଁ ପଚାରେ, କଅଣ ଯିହୁଦୀମାନେ ବିନଷ୍ଟ ହେବା ନିମନ୍ତେ ଝୁଣ୍ଟିଲେ? ତାହା କେବେ ହେଁ ନ ହେଉ, ବରଂ ସେମାନଙ୍କୁ ଉଦ୍ଯୋଗୀ କରିବା ନିମନ୍ତେ ସେମାନଙ୍କ ପତନ ଦ୍ୱାରା ଅଣଯିହୁଦୀମାନଙ୍କ ନିକଟରେ ପରିତ୍ରାଣ ଉପସ୍ଥିତ ହୋଇଅଛି।
12 ଜିଉଦି ରେମୁଆଁଇଂନେ ପାପ୍ ମଞ୍ଚ୍ପୁର୍ନେ ବିନ୍ ସାପାରେନେ ନ୍ସା ଜାବର୍ ଆସିର୍ବାଦ୍ ଡୁଙ୍ଗ୍ପାଙ୍ଗ୍ବକେ । ଜିଉଦି ରେମୁଆଁଇଂନେ ଆଦ୍ୟାତ୍ମିକରେ ଗରିବ୍ ନ୍ସା ବିଜାତି ରେମୁଆଁଇଂ ଆସିର୍ବାଦ୍ ବାନେ ଗୁଲେ ବାବ୍ରେ ଲାବ୍ ଡିଙ୍ଗ୍ବଆର୍କେ । ଜଦି ସାପା ଜିହୁଦି କୁଟୁମ୍ ରକ୍ୟା ବାଆର୍ଏ ତେଲା ଆତ୍ବା ବାରି ଉଡ଼ି ଗ୍ଲୁଏ ଆସିର୍ବାଦ୍ ଆମିଲେ?
ଯଦି ସେମାନଙ୍କର ପତନ ଜଗତର ଧନ ସ୍ୱରୂପ, ଆଉ ସେମାନଙ୍କର ହ୍ରାସ ଅଣଯିହୁଦୀମାନଙ୍କ ଧନ ସ୍ୱରୂପ ହୋଇଅଛି, ତାହାହେଲେ ସେମାନଙ୍କ ପୂର୍ଣ୍ଣତା ଆହୁରି କେତେ ଅଧିକ ଧନ ସ୍ୱରୂପ ନ ହେବ!
13 ବିଜାତି ରେମୁଆଁଇଂକେ ନେଙ୍ଗ୍ ମ୍ୱାସଙ୍ଗ୍ଏ, ପେ ଆତ୍ଲା ପ୍ରେରିତ୍ ସିସ୍ ରକମ୍ ଡିଙ୍ଗ୍ନେସା ନେଙ୍ଗ୍ ଗରବ୍ ମନେ ଡିଙ୍ଗ୍ଣ୍ଡିଙ୍ଗ୍କେ ।
କିନ୍ତୁ ଅଣଯିହୁଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି। ମୁଁ ଅଣଯିହୁଦୀମାନଙ୍କ ନିମନ୍ତେ ପ୍ରେରିତ ହେବାରୁ ମୋʼ ସେବକପଦର ଗୌରବ କରୁଅଛି,
14 ଏନ୍ ବାନ୍ ଜଦି ନେଙ୍ଗ୍ କୁଟୁମ୍ ରେମୁଆଁଇଂକେ ଇକ୍ଚା ଆଡିଙ୍ଗ୍ଚେ ମେଇଂନେ ବାନ୍ ଉଡ଼ିରୁଆକେ ରକ୍ୟା ଡିଙ୍ଗ୍ ଇଁୟାଏ ।
ଯେପରି କୌଣସି ପ୍ରକାରେ ମୋହର ସ୍ୱଜାତିମାନଙ୍କୁ ଉଦ୍ଯୋଗୀ କରାଇ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପରିତ୍ରାଣ କରିପାରେ।
15 ଡାଗ୍ଲା ମେଇଂ ଆନ୍ତାର୍କ୍ନେବାନ୍ ଇସ୍ପର୍ ଏତେ ସାପା ରେମୁଆଁ ଜାତିନେ କୁଟୁମ୍ ଡିଙ୍ଗ୍ଲେଃକେ । ତେଲା ଇସ୍ପର୍ ସାପା ଜିହୁଦି କୁଟୁମ୍କେ ଗ୍ରଅନ୍ ଡିଙ୍ଗ୍ଏ, ମେଁନେ ଆଡ଼ାତ୍ରା ମେଃନେ ଡିଙ୍ଗ୍ଏ? ଆତେନ୍ ଡିଙ୍ଗ୍ଏ ଗୁଏକ୍ନେ ରେମୁଆଁ ମ୍ବ୍ରନେ ରକମ୍ ।
କାରଣ ଯଦି ସେମାନଙ୍କର ତୁଚ୍ଛ କରିବା ଦ୍ୱାରା ସଂସାରର ମିଳନ ଘଟିଲା, ତେବେ ସେମାନଙ୍କ ଗ୍ରହଣ ଦ୍ୱାରା କଅଣ ନିଶ୍ଚୟ ମୃତମାନଙ୍କ ମଧ୍ୟରୁ ଜୀବନ ଲାଭ ନ ହେବ?
16 ଆରି ଜଦି ପର୍ତୁମ୍ ଇସ୍ପର୍ ନ୍ସା ଅପେଃକ୍ନେ ବାଗ୍ ପବିତ୍ର, ଡେତ୍ଲା ସାପା ଅଟା ଡିଗ୍ ପବିତ୍ର; ବାରି, ଜଦି ଚେର୍ ପବିତ୍ର, ତେଲା କେନ୍ଦା ସାପା ଡିଗ୍ ପବିତ୍ର ।
ଆଉ ଯଦି ପ୍ରଥମ ଉତ୍ସର୍ଗୀକୃତ ଅଂଶ ପବିତ୍ର, ତାହାହେଲେ ସମସ୍ତ ପିଠୋଉ ମଧ୍ୟ ପବିତ୍ର; ପୁଣି, ଯଦି ମୂଳ ପବିତ୍ର, ତେବେ ଶାଖାସବୁ ମଧ୍ୟ ପବିତ୍ର।
17 ମାତର୍ ଜଦି ଉଡ଼ିକ୍ଲିଗ୍ କେନ୍ଦା ଚିନ୍ ଡିଂକେ ଆରି ପେ କଣ୍ଡା ଜନ୍ତୁ ଜିତ ସ୍ଲାଃନେ କେନ୍ଦା ପେଡିଂଲା ଡିଗ୍ ଆତେନ୍ ସାପା ବିତ୍ରେ ଜତନ୍ ନେଡିଂକେ, ବାରି ମେଇଂନେ ଏତେ ଜିତ ସ୍ଲାଃ ବୁନ୍ଦ୍ନେ ରସ୍ ଡିଂକେ ।
କିନ୍ତୁ ଯଦି ଘରୋଇ ଜୀତବୃକ୍ଷର କେତେକ ଶାଖା ଉଚ୍ଛିନ୍ନ ହେଲା ଓ ତୁମ୍ଭେ ବନ୍ୟ ଜୀତବୃକ୍ଷର ଶାଖା ହେଲେ ହେଁ ସେହି ଘରୋଇ ଜୀତବୃକ୍ଷରେ କଲମ କରାଗଲ, ପୁଣି, ସେମାନଙ୍କ ସହିତ ଜୀତବୃକ୍ଷ ମୂଳର ରସର ଅଂଶୀ ହେଲ,
18 ତେସା ପେ ଚିନା ଆଡିଙ୍ଗ୍ବକ୍ନେ କେନ୍ଦାଇଂକେ ସରା ଡାଗ୍ଚେ ଆବାବେଗ୍ପା । ପେ ମେଁସା ଗର୍ବ ପେଡିଙ୍ଗ୍ଏ? ପେ ତ ମୁଇଙ୍ଗ୍ କେନ୍ଦା, ସ୍ଲାନେ ଚେର୍କେ ପେ ଜତ୍ନ ଡିଙ୍ଗ୍ପେଡିଙ୍ଗ୍କେ ଣ୍ଡୁ, ଉଲ୍ଟା ଚେର୍ ଆପେକେ ଗାଗ୍ଡ଼େ ଆଡିଙ୍ଗ୍ଡିଙ୍ଗ୍କେ ।
ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ।
19 ପେ ବାସଙ୍ଗ୍ ପେୟାଏ, “ଅଃଅଁ, ମାତର୍ ଆନେଙ୍ଗ୍ ଜାଗା ବିନ୍ସା ତ ଆତେନ୍ କେନ୍ଦାଇଂକେ ଚିନା ଆଡିଙ୍ଗ୍ବଗେ!”
ତେବେ ତୁମ୍ଭେ କହିବ, ମୁଁ ଯେପରି କଲମ ହୋଇପାରେ, ଏଥିନିମନ୍ତେ ଡାଳଗୁଡ଼ିକ ଉଚ୍ଛିନ୍ନ ହୋଇଅଛି।
20 ଆତେନ୍ ସତ୍ । ମେଇଂ ବିସ୍ବାସ୍ ଆଡିଙ୍ଗ୍କେସା ଚିନା ଡିଙ୍ଗ୍ଆର୍କେ ପେ ମାତର୍ ବିସ୍ବାସ୍ରେ ଆତେନ୍ ଜାଗା ଅଦିକାର୍ ଡିଙ୍ଗ୍ପେବକେ । ମାତର୍ ଗର୍ବ ମାଡିଙ୍ଗ୍ଚେ ବୁଟପା ।
ଭଲ କଥା, ସେମାନଙ୍କର ଅବିଶ୍ୱାସ ହେତୁ ସେମାନେ ଉଚ୍ଛିନ୍ନ ହେଲେ, ଆଉ ବିଶ୍ୱାସ ହେତୁ ତୁମ୍ଭେ ସ୍ଥାନ ପ୍ରାପ୍ତ ହୋଇଅଛ। ଗର୍ବିତମନା ହୁଅ ନାହିଁ, କିନ୍ତୁ ଭୟ କର;
21 ଜଦି ସ୍ଲାନେ କେନ୍ଦା ରକମ୍ ଜିହୁଦି ରେମୁଆଁଇଂକେ ଇସ୍ପର୍ ଡଣ୍ଡ୍ ମାବିଚେ ଆନ୍ତାର୍ ଆବିକେ ଣ୍ଡୁ ଆପେକେ ମେଃନେ ମେଁ ଆନ୍ତାର୍ବିଏ?
କାରଣ ଯଦି ଈଶ୍ବର ସ୍ୱାଭାବିକ ଶାଖାଗୁଡ଼ିକୁ ଛାଡ଼ିଦେଲେ ନାହିଁ, ତେବେ ତୁମ୍ଭକୁ ମଧ୍ୟ ଛାଡ଼ିବେ ନାହିଁ।
22 ଆକ୍ଅରିଆ କିକେ କେଲାପା ଇସ୍ପର୍ ଡିରକମ୍ ଲିବିସଃ ବାରି ଡାଟ୍ ଡିଗ୍ । ଜାଣ୍ଡେଇଂନେ ମେଁବାନ୍ ସୁଲ ୱେଲେ ଆର୍କେ ମେଇଂନେ ଆଡ଼ାତ୍ରା ମେଁ ସମାନ୍; ମାତର୍ ପେ ଆଡ଼ାତ୍ରା ମେଁ ଦୟା ଉଡ଼ିଦିନା ଜାକ ପେ ମେଃନେ ଦୟାରେ ପେଲେଃ । ମେଃନେ ଦୟା ବାନ୍ ସ୍ଲ ପେୱେଗେ ଡାଗ୍ଲା ପେ ଡିଗ୍ ଜତ୍କତ୍ ଡିଙ୍ଗ୍ପେୱେଏ ।
ଅତଏବ, ଈଶ୍ବରଙ୍କ ଦୟା ଓ କଠୋରତା ବୁଝ; ଯେଉଁମାନେ ପତିତ ହେଲେ, ସେମାନଙ୍କ ପ୍ରତି କଠୋରତା, କିନ୍ତୁ ତୁମ୍ଭେ ଯଦି ଈଶ୍ବରଙ୍କ ଦୟାର ଶରଣାପନ୍ନ ହୋଇ ରହିଥାଅ, ତାହାହେଲେ ତୁମ୍ଭ ପ୍ରତି ତାହାଙ୍କ ଦୟା; ନୋହିଲେ ତୁମ୍ଭେ ମଧ୍ୟ କଟାଯିବ।
23 ଜଦି ଜିଉଦିଇଂ ମେଇଂନେ ବିସ୍ବାସ୍ ସ୍ଲ ଆଡିଙ୍ଗ୍ଆର୍କେ ତେଲା ମେଇଂ ନିଜର୍ ଜାଗାଅରିଆ ଆରେ ଆର୍ଏ । ଆକେନ୍ ଆଡିଙ୍ଗ୍ନେସା ଇସ୍ପର୍ନେ ରାଜି ଡିଙ୍ଗ୍ଏ ।
ଆଉ, ସେମାନେ ଯଦି ଅବିଶ୍ୱାସରେ ନ ରୁହନ୍ତି, ତେବେ ସେମାନେ ମଧ୍ୟ କଲମ କରାଯିବେ, କାରଣ ସେମାନଙ୍କୁ ଆଉ ଥରେ କଲମ କରିବା ନିମନ୍ତେ ଈଶ୍ବର ସମର୍ଥ ଅଟନ୍ତି।
24 ବିଜାତି ରେମୁଆଁଇଂ କଣ୍ଡା ସ୍ଲାନେ କେନ୍ଦା ରକମ୍ । ଅଃତେନ୍ ଚିନ୍ଚତର୍ ଡିଙ୍ଗ୍ଚେ ଅସୁନ୍ଦର୍ ବାବ୍ରେ ଡୁଗ୍ଡିନେ ଜତ୍ନରେ ଲେଃକ୍ନେ ଜିତ ସ୍ଲା ଏତେ ଆଃମିସୁ ବକେ । ଜିଉଦି ଜାତି ବଗିଚାନେ ଜତନ୍ରେ ଲେଃକ୍ନେ ଜିତ ସ୍ଲା ରକମ୍ । ଆକେନ୍ ସ୍ଲାନେ ଚିନ୍ କେନ୍ଦାଇଂକେ ବାର୍ମୁଇଂତର୍ ସ୍ଲା ଏତେ ଆକୁଡ଼େ ନ୍ସା ଇସ୍ପର୍ ବାନ୍ ସଅଜ୍ ।
କାରଣ ଯାହା ସ୍ୱଭାବତଃ ବନ୍ୟ ଜୀତବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ୱାଭାବିକଭାବେ ଉତ୍ତମ ଜୀତବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତବୃକ୍ଷରେ କଲମ କରାଯିବେ!
25 ଅ ତନା ବୟାଁଇଂ ଆକେନ୍ ବିସୟ୍ରେ ମୁଇଂ ବୁଡ଼ିକ୍ନେ ସତ୍ ବାସଙ୍ଗ୍ଣ୍ଡିଂକେ । ଆତାନ୍ ଅଁଲା ପେ ନିଜେକେ ବାରି ଜ୍ଞାନି ଡାଗ୍ଚେ ବାବେ ପେୟା ଣ୍ଡୁ । ଇସ୍ରାଏଲ୍ ରେମୁଆଁଇଂନେ ଅମାନି କାଲାଆଃ ନ୍ସା ଆଲେଃ ଣ୍ଡୁ । ବିଜାତି ରେମୁଆଁଇଂ ସାପାରେ ଇସ୍ପର୍ ଡାଗ୍ରା ପାଙ୍ଗ୍ ଜାକ ମେଇଂ ଦେତ୍ରକମ୍ ଲେଃଆର୍ଏ ।
କାରଣ, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର ଏଥିନିମନ୍ତେ ତୁମ୍ଭେମାନେ ଯେ ଏହି ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ, ଅର୍ଥାତ୍, ଯେପର୍ଯ୍ୟନ୍ତ ଅଣଯିହୁଦୀମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରି ନାହାନ୍ତି, ସେପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି;
26 ତେନ୍ ଇଡ଼ିଙ୍ଗ୍ ଇସ୍ରାଏଲ୍ ରେମୁଆଁଇଂ ସାପାରେ ଆକେନ୍ ସାସ୍ତର୍ନେ ଇସାବ୍ରେ ରକ୍ୟା ବାଆର୍ଏ । “ତ୍ରାଣକର୍ତ୍ତା ସିୟନ ଆଡ଼ା ପାଙ୍ଗ୍ଏ; ଜାକୁବ୍ କୁଲ୍ ବଂସ୍ଇଂନେବାନ୍ ସାପା ଅଦର୍ମ ସୁଲ ଆଡିଙ୍ଗ୍ଏ ।
ଆଉ, ଏହି ପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖାଅଛି, “ସିୟୋନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୁବଠାରୁ ଅଧର୍ମ ଦୂର କରିବେ।
27 ମେଇଂନେ ଅଦର୍ମ ସ୍ଲ ଆଡିଙ୍ଗ୍ନେ ବେଲା ମେଇଂ ଏତେ ଆକେନ୍ ନିଅମ୍ ନେଡିଙ୍ଗ୍ଏ ।”
ଆଉ, ଯେତେବେଳେ ଆମ୍ଭେ ସେମାନଙ୍କର ପାପସବୁ ହରଣ କରିବା, ସେତେବେଳେ ଏହା ସେମାନଙ୍କ ସହିତ ଆମ୍ଭର ନିୟମ ହେବ।”
28 ପେନେ ନିମାଣ୍ଡା ନ୍ସା ଜିଉଦିଇଂ ମାପ୍ରୁ ସାମୁଆଁକେ ଆନ୍ତାର୍ଚେ ଇସ୍ପର୍ନେ ସତ୍ରୁ ଡିଙ୍ଗ୍ଲେଃଆର୍କେ । ମାତର୍ ଇସ୍ପର୍ନେ ବାନ୍ ନ୍ସ୍ରିକ୍ନେବାନ୍ ବାରି ମେଇଂନେ ନ୍ତାଞ୍ଜାଇଂସା ମେଇଂ ଇସ୍ପର୍ନେ ସାଙ୍ଗ ଡିଙ୍ଗ୍ଚେ ଲେଃଆର୍କେ ।
ସୁସମାଚାର ବିଷୟ ବିଚାର କଲେ ସେମାନେ ତୁମ୍ଭମାନଙ୍କ ସକାଶେ ବିରୋଧର ପାତ୍ର, କିନ୍ତୁ ନିର୍ବାଚନ ବିଷୟ ବିଚାର କଲେ ପିତୃ-ପୁରୁଷଙ୍କ ସକାଶେ ସେମାନେ ଈଶ୍ବରଙ୍କ ପ୍ରିୟପାତ୍ର।
29 ଇସ୍ପର୍ ଜାଣ୍ଡେକେ ସ୍ରିଚେ ଆସିର୍ବାଦ୍ ଡିଙ୍ଗ୍ଏ ମେଇଂ ନ୍ସା ମେଃନେ ଦାନ୍ ବିନ୍ସା ଅଃନା ପଚ୍ଗୁଞ୍ଚା ଆଡିଙ୍ଗ୍ ଣ୍ଡୁ ।
କାରଣ, ଈଶ୍ବରଙ୍କ ଦାନସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ।
30 ଅଣଜିଉଦି ରେମୁଆଁଇଂ ସିସେ ଇସ୍ପର୍ ଆଡ଼ାତ୍ରା ଅମାନି ଲେଃଆର୍ଗେ; ମାତର୍ ଏକେ ଜିଉଦିଇଂନେ ଅମାନି ଡିଙ୍ଗ୍ଲେଃଗେସା ଅଣଜିଉଦି ରେମୁଆଁଇଂ ଇସ୍ପର୍ନେ ଦୟା ବାଲେଃଆର୍କେ ।
ଯେଣୁ ତୁମ୍ଭେମାନେ ଯେପରି ପୂର୍ବେ ଈଶ୍ବରଙ୍କ ଅନାଜ୍ଞାବହ ଥିଲ, କିନ୍ତୁ ଏବେ ଯିହୁଦୀମାନଙ୍କ ଅନାଜ୍ଞାବହତା ଦ୍ୱାରା ଦୟା ପ୍ରାପ୍ତ ହୋଇଅଛ,
31 ମେଃଡାଗ୍ଲା ଅଣଜିଉଦି ରେମୁଆଁଇଂ ଡିଗ୍ ଦୟା ବାଲେଃଆର୍କେ ଜିଉଦିଇଂ ଏକେ ଇସ୍ପର୍ନେବାନ୍ ସ୍ଲ ୱେଲେଃଲା ଡିଗ୍ ମେଁସୁଆ ମେଇଂ ଆଣ୍ଡେ ପାଙ୍ଗ୍ଚେ ଦୟା ବାଆର୍ଏ ।
ସେହିପରି ଏମାନେ ମଧ୍ୟ ଏବେ ଅନାଜ୍ଞାବହ ହୋଇଅଛନ୍ତି, ଯେପରି ତୁମ୍ଭମାନଙ୍କ ପ୍ରତି ପ୍ରକାଶିତ ଦୟା ଦ୍ୱାରା ଏମାନେ ସୁଦ୍ଧା ଏବେ ଦୟା ପ୍ରାପ୍ତ ହୁଅନ୍ତି।
32 ଇସ୍ପର୍ ସାପାରେକେ ଅମାନି ଡିଙ୍ଗ୍ନେସା ଆନ୍ତାର୍ ବିବକେ; ସାରାସାରି ସାପାରେ ଇସ୍ପର୍ନେ ଦୟାନେ ଉଂଡେ ଡିଙ୍ଗ୍ପେୟାଏ । (eleēsē )
କାରଣ ସମସ୍ତଙ୍କୁ ଦୟା କରିବା ନିମନ୍ତେ ଈଶ୍ବର ସମସ୍ତଙ୍କୁ ଅନାଜ୍ଞାବହତାରେ ସମର୍ପଣ କରିଅଛନ୍ତି। (eleēsē )
33 ଇସ୍ପର୍ନେ ସବା ଉଡ଼ି ଜବର୍ । ମେଁନେ ଜ୍ଞାନ୍ ବାରି ବୁଦି ଉଡ଼ି ଗୁଲେ । ମେଁନେ ନିସ୍ପତି ଡିଙ୍ଗ୍କ୍ନେ ଜିନିସ୍ ଜା ଆଦ୍ରିଗ୍ଏ? ଜା ମେଁନେ ଚାଲିଚଲନ୍ ମ୍ୟା ୟାଏ?
ଆହା! ଈଶ୍ବରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ରହସ୍ୟାବୃତ!
34 ସାସ୍ତର୍ ଇସାବ୍ରେ: “ଜା ମାପ୍ରୁନେ ମନ୍ ଚିନ୍ତା ମ୍ୟାଃ ୟାଏ? ଜା ଆମେକେ ଆଦେସ୍ ବିଃନ୍ସାଃ ୟାଏ?
“କାରଣ, ପ୍ରଭୁଙ୍କର ମନ କିଏ ଜାଣିଅଛି? କିମ୍ବା ତାହାଙ୍କର ପରାମର୍ଶଦାତା କିଏ ହୋଇଅଛି?”
35 ଜା ମେଃନେ ଇସ୍ପର୍କେ ଦେକ୍ରକମ୍ ମେଃଡିଗ୍ ବିଃବକେ, ଜାନେ ଦାନ୍ ବାଦୁଲ୍ ଦାନ୍ ଇସ୍ପର୍କେ ବିଃନେ ଡିଙ୍ଗ୍ଏ?”
“ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାହାକୁ ପ୍ରତିଦାନ କରାଯିବ?”
36 ସାପା ବିସୟ୍ ଇସ୍ପର୍ନେ ବାନ୍ ତିଆର୍ ଡିଙ୍ଗ୍ଲେଃକେ; ସାପା ବିସୟ୍ ଆରେବ୍ନ; ମେଁ ଆତ୍ଲା ବାନ୍ ବାରି ମେଁଡାଗ୍ରା ଲେଃକେ । ଜୁଗ୍ ଜୁଗ୍ ଇସ୍ପର୍ନେ ମଇମା ଡିଙ୍ଗ୍ଲେ । (aiōn )
“ଯେଣୁ ସମସ୍ତ ବିଷୟ ତାହାଙ୍କଠାରୁ, ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ; ଯୁଗେ ଯୁଗେ ଗୌରବ ତାହାଙ୍କର। ଆମେନ୍।” (aiōn )