< ପ୍ରକାସିତ୍‌ 15 >

1 ତେନ୍ଇଡ଼ିଂ ନିଂ କିତଂନ୍ନିଆ ଆରି ମୁଇଂ ମ୍ନାଃ ଇରିଆତୁଗ୍‌ ରକମ୍‌ନେ ଚିନ୍‌ ଙ୍କେକେ । ଗୁ ରୁଆ କିତଂଦୁତ୍‌ ସାପାରେ ମୁଇଂ ମୁଇଂ ମୁର୍ଡି ସାଃଚେ ତାର୍‌କେ । ଆକେନ୍ ମୁର୍ଡିଇଂ ଲେଃଗେ ଇସ୍‌ପର୍‌ନେ ରିସାନେ ସତ୍ ତ୍ନାଏ ।
ତତ୍ପରେ ମୁଁ ସ୍ୱର୍ଗରେ ଆଉ ଏକ ମହା ଅଦ୍ଭୁତ ଚିହ୍ନ ଦେଖିଲି, ସପ୍ତ ଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ଏହା ହିଁ ଶେଷ, କାରଣ ଏହି କ୍ଲେଶମାନଙ୍କରେ ଈଶ୍ବରଙ୍କ କ୍ରୋଧ ସମାପ୍ତ।
2 ତେନ୍ଇଡ଼ିଂ ନିଂ ଙ୍କେକେ ସୁଆମିସୁକ୍ନେ କାଞ୍ଚ୍‌ନେ କେଣ୍ଡିଆ ସୁଗୁଆ ମୁଇଂ ଚିନ୍‌ । ଆତେନ୍‌ କେଣ୍ଡିଆ ଆଃଡ଼ା ତୁଆଁ ଲେଃଆର୍‌ଗେ ଜିତେକେଣ୍ଡ୍ରେ, ଆକ୍‌ମେଇଂ ପସୁ, ପସୁନେ ମୁର୍ତ୍ତି ଆରି ସିସେନେ ସଂକ୍ୟା ଏତେ ଚିନାକ୍ନେ ଆତେନ୍‌ ଦଦ୍ୟା‌ ଆତ୍ମା ଆଡ଼ାତ୍ରା ଜିତେ ବ‍ଆର୍‌ଗେ । ମେଇଂ ଇସ୍‌ପର୍‌ନେ ବିନା ସାଃଚେ ଆତେନ୍‌ କାଞ୍ଚ୍‌ ରକମ୍‌ କେଣ୍ଡିଆଃ ଆଃଡ଼ାଃ ତୁଆଁ ଲେଃଆର୍‌କେ ।
ଆଉ ମୁଁ ଦେଖିଲି ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି, ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ବରଙ୍କ ବୀଣା ଧରି, ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି।
3 ମେଁଇଂ ଇସ୍‌ପର୍‌ ବିବକ୍ନେ ବିନା ବଗ୍‌ଚେ ଇସ୍‌ପର୍‌ନେ ସେବକ ମୋଶାନେ ଅସ୍‌ମାର୍ ଆରି ଉଂମେଣ୍ଡାଇଂନେ ଅସ୍‌ମାର୍ ସାର୍ ଡିଂଆର୍‌ଗେ, “ଏ ସାପାଟୁ ବପୁନେ ମାପ୍‌ରୁ ଇସ୍‌ପର୍! ନାଁନେ କାମ୍ ସାପା ଉଡ଼ି ମ୍ନାଃ ଆରି ବ‍ଏଙ୍କାର୍ ସର୍‌ତେ ଜାତିନେ ଇଃସାଙ୍ଗ୍‌ଇଂନେ ଇଃସାଙ୍ଗ୍‌! ନାଁନେ କାମ୍ଇଂ ଉଡ଼ି ନ୍ୟାୟ୍‌ ଆରି ସତ୍!
ସେମାନେ ଈଶ୍ବରଙ୍କ ଦାସ ମୋଶା ଓ ମେଷଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, “ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର, ତୁମ୍ଭର କର୍ମସମୂହ ମହତ ଓ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାୟ ଓ ସତ୍ୟ।
4 ମାପ୍‌ରୁ! ଜାଣ୍ଡେ ଜେ ଆନାକେ ଆବ୍‌ଟଣ୍ଡୁ? ନାଁନେ ନିମାଣ୍ଡା ସାମୁଆଁ ବାସଙ୍ଗ୍‌ନେସା ଜାଣ୍ଡେ ଜେ ନାଲେ ସାମୁଆଁ ବାସଙ୍ଗ୍‌ଏ? ମୁଇଂ ନାଁ ଆଃ ପବିତ୍ର ସର୍‌ତେ ଜାତି ପାଙ୍ଗ୍‌ଚେ ନାଁନେ ପୁଜା ଡିଂଆର୍‌ଏ । ଡାଗ୍‌ଲା ନାଁନେ ନ୍ୟାୟ୍‌ ବିଃନେ କାମ୍ ସାପା କେଲେଃଆର୍‌କେ ।”
ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାୟ କର୍ମସମୂହ ପ୍ରକାଶିତ ହୋଇଅଛି।”
5 ଆକେନ୍ ଇଡ଼ିଂ କିତଂଗାଲି ରଃଡିଂକ୍ନେ ନିଂ ଙ୍କେକେ । ଆତ୍‌ଅରିଆ ଇସ୍‌ପର୍‌ ଲେଃନେ ସୁଗୁଆ କୁଡ଼ିଆ ଲେଃଗେ ।
ଏଥିଉତ୍ତାରେ ମୁଁ ଦେଖିଲି, ମହାପବିତ୍ର ସ୍ଥାନ, ଯେଉଁଥିରେ ସାକ୍ଷ୍ୟର ତମ୍ବୁ ଥିଲା, ସ୍ୱର୍ଗରେ ଉନ୍ମୁକ୍ତ ହେଲା,
6 ଗୁକ୍ଲିଗ୍ ମୁର୍ଡି ସାଲେଃକ୍ନେ ଗୁକ୍ଲିଗ୍ ଦୁତ୍ କିତଂ ମନ୍ଦିର୍ ବିତ୍ରେବାନ୍ ତାର୍‌ଚେ ପାଙ୍ଗ୍‌ଆର୍‌କେ; ମେଁଇଂ ନିମାଣ୍ଡା ତୁଲୁଏ ସକା ସଃ ଲେଃଆର୍‌ଗେ ଆରି ଗ୍ରି ଟାନ୍‌ନ୍ନିଆ ସୁନା ପୁଟ୍‌କା ଗାଗ୍ ବ‍ଆର୍‌ଗେ ।
ଆଉ ମନ୍ଦିରରୁ ସେହି ସପ୍ତକ୍ଲେଶଧାରୀ ସପ୍ତ ଦୂତ ବାହାରି ଆସିଲେ, ସେମାନେ ମଣିଖଚିତ ନିର୍ମଳ ଓ ଉଜ୍ଜ୍ୱଳ ମସିନା ବସ୍ତ୍ର ପରିହିତ ପୁଣି, ସେମାନଙ୍କ ବକ୍ଷସ୍ଥଳ ସୁବର୍ଣ୍ଣ ପଟୁକା ବଦ୍ଧ।
7 ସିସେନେ ଅଁକ୍ଲିଗ୍ ଜିବ୍‌ ବିତ୍ରେବାନ୍ ମୁଇଂ କାଲାଆଃ ମ୍ବ୍ରକ୍ନେ ଇସ୍‌ପର୍‌ନେ ରିସାନ୍ନିଆ ତ୍ନକ୍ନେ ଗୁକ୍ଲିଗ୍ ସୁନା ଙ୍କୁଇ ଆତେନ୍‌ ଗୁକ୍ଲିଗ୍ ଦୁତ୍‌କେ ବିକେ । ଜାଣ୍ଡେ ଜୁଗ୍‌ ଜୁଗ୍ ନ୍‌ସା ମ୍ବ୍ର ଲେଃକେ । (aiōn g165)
ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ବରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ। (aiōn g165)
8 ଇସ୍‌ପର୍‌ନେ ଗୌରବ୍ ଆରି ବପୁବାନ୍ ତଡ଼ିଆଡିଂକ୍ନେ ମାଃସରେ ମନ୍ଦିର୍ ତ୍ନ ୱେଗେ ଗୁକ୍ଲିଗ୍ ଦୁତ୍ ସାଃଚେ ପାଙ୍ଗ୍‌କ୍ନେ ଗୁକ୍ଲିଗ୍ ମୁର୍ଡିନେ ସାରାସାରି ମାଗଟେ ଜାକ ଆକେନ୍ ମନ୍ଦିର୍ ବିତ୍ରେ ଆରି ଜାଣ୍ଡେ ଗାନେ ଆୟାଆର୍‌କେ ଣ୍ଡୁ ।
ଆଉ ଈଶ୍ବରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରିପାରିଲେ ନାହିଁ।

< ପ୍ରକାସିତ୍‌ 15 >