< ମାତିଉ 16 >
1 ମେଃସୁଆ ଉଡ଼ିକ୍ଲିଗ୍ ଫାରୁଶୀ ବାରି ସାଦୁକୀଇଂ ଜିସୁକେ ପରିକ୍ୟା ଡିଙ୍ଗ୍ନେସା ମେଇଂ ଡାଗ୍ରା ପାଙ୍ଗ୍ଆର୍କେ । ମେଇଂ ଜିସୁକେ ବାସଙ୍ଗ୍ଆର୍କେ, “ଇସ୍ପର୍ ଆମେକେ ସ୍ରିବକେ ଡାଗ୍ଚେ ପାର୍ମାନ୍ ବିଃନ୍ସା ମେଁ ମୁଇଙ୍ଗ୍ କାବା ଡିଙ୍ଗ୍କ୍ନେ କାମ୍ ଡିଙ୍ଗ୍ଚେ ଆସୁଏଲେ ।”
ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ।
2 ମାତର୍ ଜିସୁ ଉତର୍ ବିକେ “ଲମ୍ଡିଗ୍ ବେଲା ତ୍ରିଗ୍ଡ୍ୟା ଚିରା ତ୍ନାଲା ପାଗ୍ ନିମାଣ୍ଡା ଡିଙ୍ଗ୍ଏ ଡାଗ୍ଚେ ପେ ବାସଙ୍ଗ୍ ପେମ୍ୟା
କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ, ‘ଭଲ ପାଗ ହେବ, କାରଣ ଆକାଶ ଲାଲ୍ ହୋଇଅଛି।’
3 ଆରି ଞ୍ଜିର୍ ତ୍ରିଗ୍ଡ୍ୟା ଚିରା ବାରି ତାଙ୍ଗ୍କିଗ୍ ତ୍ନାଲା ଣ୍ଡିଆ ପାଙ୍ଗ୍ନେ ଜାବର୍ ବା ପେମ୍ୟାଃ । ତ୍ରିଗ୍ଡ୍ୟାକେ କେଚେ ପାଗ୍ ସାମୁଆଁ ବୁଜେ ପେଡିଙ୍ଗ୍ । ମାତର୍ ଏନ୍ ଜୁଗ୍ନ୍ନିଆ ମେଃନେ ଗଟେଡିଂକେ ଆତେନ୍ ସାପା ପେ ଡିରକମ୍ ମ୍ୟାପେୟାକେ ।”
ଆଉ ପ୍ରାତଃକାଳରେ କହିଥାଅ, ‘ଆଜି ଝଡ଼ ହେବ, କାରଣ ଆକାଶ ଲାଲ୍ ଓ ମେଘୁଆ ହୋଇଅଛି।’ ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ?
4 ଏନ୍ ଜୁଗ୍ନେ ରେମୁଆଁଇଂ ଉଡ଼ି ଦୁସ୍ଟ ବାରି ଇସ୍ପର୍କେ ସତ୍ ଆମାନେକ୍ନେ! ପେ ମୁଇଙ୍ଗ୍ କାବା ଡିଙ୍ଗ୍କ୍ନେ କାମ୍ ଆସୁଏ ନ୍ସା ବାସଙ୍ଗ୍ ପେଡିଙ୍ଗ୍? ମାତର୍ ଜୁନସ୍ନେ ଜିବନ୍ନିଆ ଗଟେଲେ କାବା ଡିଙ୍ଗ୍କ୍ନେ କାମ୍ ଆନ୍ତାର୍ଚେ ବିନ୍ ମେଃଡିଗ୍ କାବା ଡିଙ୍ଗ୍ନେ କାମ୍ ପେ ନେଙ୍ଗ୍ ଡାଗ୍ରା ପେକେ ଣ୍ଡୁ । ଦେତ୍ ବାସଙ୍ଗ୍ଚେ ଜିସୁ ଆମେଇଂକେ ଆନ୍ତାର୍ଚେ ଲାଗ୍ଡଗେ ।
ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।” ପୁଣି, ସେ ସେମାନଙ୍କୁ ପରିତ୍ୟାଗ କରି ଚାଲିଗଲେ।
5 ସିସ୍ଇଂ କେଣ୍ଡିଆ ଇନୁମେତା ୱେନେ ବେଲା ରୁଟି ଡୁଙ୍ଗ୍ୱିଗ୍ ନ୍ସା ଆବଃ ଲେଃଗେ ।
ଶିଷ୍ୟମାନେ ଅନ୍ୟ ପାରିରେ ପହଞ୍ଚି ଦେଖିଲେ ଯେ, ସେମାନେ ରୁଟି ନେବାକୁ ପାସୋରି ଯାଇଅଛନ୍ତି।
6 ଜିସୁ ଆମେଇଂକେ ବାସଙ୍ଗ୍କେ “ତରକ୍ ଲାଲାପା ଫାରୁଶୀ ବାରି ସାଦୁକୀଇଂନେ କମିର୍ ଆଡ଼ାତ୍ରା ତରକ୍ ଲାଲାପା ।”
ଯୀଶୁ ସେମାନଙ୍କୁ କହିଲେ, “ସତର୍କ ହୁଅ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ହୋଇଥାଅ।”
7 ମେଇଂ ନିଜେ ନିଜେ ବିତ୍ରେ ବାଲିର୍ବାତାଚେ ବାସଙ୍ଗ୍କେ “ନେନେ ରୁଟି ଡୁଙ୍ଗ୍ ନେପାଙ୍ଗ୍ଲା ମେଁ ଏନ୍ ବାସଙ୍ଗ୍ ଡିଙ୍ଗ୍ ।”
ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭେମାନେ ରୁଟି ଆଣି ନାହୁଁ ବୋଲି ସେ ଏହା କହୁଅଛନ୍ତି।
8 ମେଇଂ ମେଃନେ ବାସଙ୍ଗ୍ଆର୍ଡିଙ୍ଗେ ମ୍ୟାଃୟାଚେ ଜିସୁ ଆମେଇଂକେ ବାସଙ୍ଗ୍କେ “ପେ ଡାଗ୍ରା ରୁଟି ଣ୍ଡୁ ଡାଗ୍ଚେ ମେଁନ୍ସା ବାସଙ୍ଗ୍ ପେଡିଙ୍ଗ୍?” ପେନେ ସତ୍ ପେମାନେକ୍ନେ ଉଡ଼ି ଇକୁଡ଼ା ।
କିନ୍ତୁ ଯୀଶୁ ତାହା ଜାଣି କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ?
9 ଏ ଜାକ ମେଃନେ ବୁଜେ ପେୟାକେ? ମାଲ୍ ଅଜାର୍ ରେମୁଆଁଇଂକେ ନେଙ୍ଗ୍ ମାଲିକ୍ଲିଗ୍ ରୁଟି ବାଟା ବକ୍ନେ ସାମୁଆଁ ମେଃନେ ପେନେ ମନେ ଣ୍ଡୁ? ଅଃତେନ୍ ବେଲା ଉଡ଼ିକ୍ଲିଗ୍ ଆଣ୍ଡ୍ରାନ୍ନିଆ ଆତ୍ନ ପେବଗେ?
ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ? ଅବା ସେହି ପାଞ୍ଚ ହଜାର ଲୋକଙ୍କ ପାଞ୍ଚୋଟି ରୁଟି, ଆଉ କେତେ ଟୋକେଇ ଉଠାଇଲ,
10 ଆରି ଅଁ ଅଜାର୍ ରେମୁଆଁଇଂନେ ନ୍ସା ଗୁକ୍ଲିଗ୍ ରୁଟିନେ ସାମୁଆଁ ମନେ ଣ୍ଡୁ? ଅଃତେନ୍ ବେଲା ଉଡ଼ିକ୍ଲିଗ୍ ଆଣ୍ଡ୍ରାନ୍ନିଆ ଆତ୍ନ ପେବଗେ?
କିମ୍ବା ସେହି ଚାରି ହଜାର ଲୋକଙ୍କ ସାତୋଟି ରୁଟି, ପୁଣି, କେତେ ଟୋକେଇ ଉଠାଇଲ, ସେହିସବୁ କି ତୁମ୍ଭର ମନେ ନାହିଁ?
11 “ନେଙ୍ଗ୍ ରୁଟିନେ ବ୍ନାଲିର୍ ବାସଙ୍ଗ୍ ନାଡିଙ୍ଗ୍ଗେ ଣ୍ଡୁ ପେ ଡିରକମ୍ ବୁଜେ ପେୟାକେ ଣ୍ଡୁ? ନେଙ୍ଗ୍ ବାସଙ୍ଗ୍ଣ୍ଡିଂ ଫାରୁଶୀ ବାରି ସାଦୁକୀଇଂନେ କମିର୍ ଆଡ଼ାତ୍ରା ତରକ୍ ଲାଲାପା ।”
ମୁଁ ଯେ ତୁମ୍ଭମାନଙ୍କୁ ରୁଟି ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ? କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ।”
12 ଅଃତେନ୍ ବେଲା ସିସ୍ଇଂ ବୁଜେ ୟାଆର୍କେ ଜେ ଜିସୁ ରୁଟିନେ କମିର୍ ସାମୁଆଁ ବାସଙ୍ଗ୍ ଆବଗେ ଣ୍ଡୁ ମାତର୍ ଫାରୁଶୀ ବାରି ସାଦୁକୀଇଂନେ ସିକ୍ୟା ଆଡ଼ାତ୍ରା ତରକ୍ ଆଡିଙ୍ଗ୍ ବଗେ ।
ସେ ଯେ ରୁଟିର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ।
13 କାଇସରିଆ ଫିଲିପ୍ପି ଇନି ଡାଗ୍ରା ୱେକ୍ନେ ଇଡ଼ିଙ୍ଗ୍ ଜିସୁ ସିସ୍ଇଂକେ ସାଲ୍ୟାକୁକେ “ରେମୁଆଁ ଉଙ୍ଗ୍ଡେ ଜାଣ୍ଡେ ଏନ୍ ବିସୟ୍ରେ ରେମୁଆଁ ମେଁନେ ବାସଙ୍ଗ୍ ଡିଙ୍ଗ୍?”
ପରେ ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମନୁଷ୍ୟପୁତ୍ର କିଏ ବୋଲି ଲୋକେ କଅଣ କହନ୍ତି?”
14 ମେଇଂ ଉତର୍ ବିକେ, “ଉଡ଼ିରୁଆ ବାସଙ୍ଗ୍ଡିଂକେ ମେଁ ଣ୍ଡିଆନ୍ନିଆ ଦିକ୍ୟା ବିଣ୍ଡ୍ରେ ଜହନ୍ । ବାରି ଉଡ଼ିରୁଆ ବାସଙ୍ଗ୍ଡିଂ ଏଲୀୟ ବାରି ଜା ଜା ଯିରିମିୟ ବାରି ଜା ବାବବାଦିଇଂନେ ବାନ୍ ମୁଇଂଜା ।”
ଏଥିରେ ସେମାନେ କହିଲେ, କେହି କେହି କହନ୍ତି, ବାପ୍ତିଜକ ଯୋହନ, କେହି କେହି ଏଲୀୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ।
15 ଜିସୁ ସାଲ୍ୟାକୁକେ “ନେଙ୍ଗ୍ ଜାଣ୍ଡେ ଏନ୍ ବିସୟ୍ରେ ପେ ମେଁନେ ବାସଙ୍ଗ୍ ପେଡିଙ୍ଗ୍?”
ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?”
16 ଶିମୋନ୍ ପିତର୍ ଉତର୍ ବିକେ “ନାଁ କିସ୍ଟ ମସିହ, ଜିବନ୍ ଲେଃକ୍ନେ ଇସ୍ପର୍ନେ ଉଙ୍ଗ୍ଡେ ।”
ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ବରଙ୍କ ପୁତ୍ର।
17 ଜିସୁ ବାସଙ୍ଗ୍କେ “ଦନ୍ୟ ନାଁ ଯୁନସ୍ ଉଙ୍ଗ୍ଡେ ଶିମୋନ୍! ଏନ୍ ସତ୍ ନେ ମୁଃଡ଼ି ରେମୁଆଁବାନ୍ ନେବାକେ ଣ୍ଡୁ । ନେଙ୍ଗ୍ନେ କିତଂଇନିନେ ଆବା ଲେଃକ୍ନେ ନିଜେ ଏନ୍ ନା ଡାଗ୍ରା ବାସଙ୍ଗ୍ବକେ ।
ଏଥିରେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ଈଶ୍ବର ପ୍ରକାଶ କରିଅଛନ୍ତି।
18 ଆତେନ୍ସା ନେଙ୍ଗ୍ ଆପେକେ ବାସଙ୍ଗ୍ଣ୍ଡିଂ, ପିତର୍ନେ ଅର୍ତ ବ୍ରି । ଏନ୍ ବ୍ରି ଆଡ଼ାତ୍ରା ନେଙ୍ଗ୍ ନେଙ୍ଗ୍ନେ ପାର୍ତନା ଡିଙ୍ଗ୍ନ୍ସା ମଣ୍ଡଲି ପ୍ରତିସ୍ଟା ଡିଙ୍ଗ୍ଏ । ଦେତ୍ରକମ୍ କି ନର୍କନେ ବପୁ ଆମେକେ ଆନାସେ ଆୟା ଣ୍ଡୁ । (Hadēs )
ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ। (Hadēs )
19 ନେଙ୍ଗ୍ ଆପେକେ କିତଂନେ କୁଚିକାଡ଼ି ମ୍ବିଏ । ପେ ମଞ୍ଚ୍ପୁର୍ନେ ମେଃନେ ବନ୍ଦ୍ ପେଡିଙ୍ଗ୍ଏ କିତଂନ୍ନିଆ ଡିଗ୍ ଆତେନ୍ ବନ୍ଦ୍ ଡିଙ୍ଗ୍ଏ । ପେ ମଞ୍ଚ୍ପୁର୍ନ୍ନିଆ ମେଃନେ ଇକ୍ଚା ପେଡିଙ୍ଗ୍ଏ କିତଂନ୍ନିଆ ଡିଗ୍ ଆତେନ୍ ବାସଙ୍ଗ୍ନେ ସେନୁଗ୍ ମିଲେଏ ।”
ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର ଚାବି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ।”
20 ଜିସୁକେ କିସ୍ଟ ଡାଗ୍ଚେ ଆଜାଡିଗ୍ ଆରା ଅଁନ୍ସା ମେଁ ସିସ୍ଇଂକେ ଆଦେସ୍ ବିକେ ।
ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ।
21 ଆତେନ୍ ବେଲା ବାନ୍ ଜିସୁ ସିସ୍ଇଂକେ କୁଲାକୁଲି ବାବ୍ରେ ବାସଙ୍ଗ୍ନେ ମୁଲେକେ, “ନେଙ୍ଗ୍ ଯିରୂଶାଲମ୍ନ୍ନିଆ ୱେଚେ ଦର୍ମ ଜାଜକ୍, ଦର୍ମ ଗୁରୁ ବାରି ଦର୍ମ ନେତାଇଂ ନ୍ସା ଗୁଲେ କସ୍ଟ ମ୍ବାଏ । ଇଡ଼ିଙ୍ଗ୍ ଗୁଏ ଉଁୱେଏ, ମାତର୍ ଜିର୍ସିଦିନା ବିତ୍ରେ ବାର୍ମୁଇଂତର୍ ନେଙ୍ଗ୍ ନ୍ତଡ଼ିଆଏ ।”
ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମ ସହରକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ପୁନରୁତ୍ଥାନ ହେବାକୁ ହେବ।
22 ପିତର୍ ଜିସୁକେ ବିନେ ୱାଡୁଂୱେଚେ ଗୁଆରେଚେ ବାସଙ୍ଗ୍କେ, “ଇସ୍ପର୍ ଆରାଃଡିଙ୍ଗ୍ଲେ, ମାପ୍ରୁ ନାନେ ଆଡ଼ାତ୍ରା ଏନ୍ ସାପା ଅଃନା ଆଗଟେଲେ ।”
ସେଥିରେ ପିତର ତାହାଙ୍କୁ ଅନ୍ୟ ଆଡ଼କୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ବର ଆପଣଙ୍କୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ।
23 ଜିସୁ ପ୍ଲେଗ୍ଚେ ପିତରକେ ବାସଙ୍ଗ୍କେ, “ନେଙ୍ଗ୍ନେ ବାନ୍ ସ୍ଲ ୱେଲା ସଏତାନ୍ ନେଙ୍ଗ୍ନେସା କସ୍ଟ ଆଡିଙ୍ଗେ ନାମ । ମେଃନ୍ସା ଡାଗ୍ଲା ନାନେ ଏନ୍ ଚିନ୍ତା ରେମୁଆଁଇଂନେ, ମାତର୍ ଇସ୍ପର୍ନେ ଚିନ୍ତା ଣ୍ଡୁ ।”
କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋହର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”
24 ଅଃତେନ୍ ବେଲା ଜିସୁ ସିସ୍ଇଂକେ ବାସଙ୍ଗ୍କେ, “ଜା ନେଙ୍ଗ୍ ଏତେ ପାଙ୍ଗ୍ନେ ଚାଏଁଏ, ଆମେକେ ଆତ୍ମା ଆନ୍ତାର୍ଚେ ନିଜେନେ କୁରୁସ୍ ଡୁଙ୍ଗ୍ନେ ପଡ଼େଏ ବାରି ନେଙ୍ଗ୍ନେ ପ୍ଲା ପାଙ୍ଗ୍ନେ ପଡ଼େଏ ।
ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ନେଇ ମୋହର ଅନୁଗମନ କରୁ।
25 ମେଁନ୍ସା ଡାଗ୍ଲା ଜା ନିଜେନେ ଜିବନ୍ ଆମ୍ବ୍ରନ୍ସା ଚାଏଁଏ ମେଁ ଆତେନ୍ ଆରେଏ ମାତର୍ ନେଙ୍ଗ୍ସା ଜା ନିଜେନେ ଜିବନ୍କେ ଦାନ୍ ବିଏ ମେଁ ସତେଆ ମେଁନେ ସାଆ ଡିଙ୍ଗ୍ଏ ।
କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପାଇବ।
26 ବାରି ରେମୁଆଁ ଜଦି ସାପା ଦର୍ତନିକେ ଲାବ୍ ଡିଂଚେ ନିଜର୍ ଜିବନ୍କେ ବିଏ ତେଲା ମେଃନେ ମେଁ ଲାବ୍ ଡିଂଏ? ବାରି, ରେମୁଆଁ ମେଁ ଜିବନ୍ ବାଦୁଲ୍ ମେଁ ବିଃଏ?
ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେବ?
27 ରେମୁଆଁ ଉଙ୍ଗ୍ଡେ ଆବା ଇସ୍ପର୍ନେ ଏତେ ଗୌରବାନିତ ଡିଙ୍ଗ୍ଚେ କିତଂ ଦୁତ୍ଇଂ ଏତେ ବାର୍ମୁଇଂତର୍ ପାଙ୍ଗ୍ଏ । ଆତେନ୍ ବେଲା ମେଁ ସାପାରେକେ ମେଁଇଂନେ ମେଃ କାମ୍ ଡିଙ୍ଗ୍ବ ଆତେନ୍ ଇସାବ୍ରେ ପଲ୍ ମିଲେଏ ।
ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ।
28 ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ଣ୍ଡିଂ, ରେମୁଆଁ ଉଂଡେନେ ରାଇଜନ୍ନିଆ ମାପାଂନେ ମାକେ ଜାକ ଆକ୍ଅରିଆ ତୁଆଁକ୍ନେ ରେମୁଆଁଇଂନେବାନ୍ ଉଡ଼ିରୁଆ ମେଃଡିଗ୍ ରକମ୍ ପେଗୁଏଃ ଣ୍ଡୁ ।”
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଅାସ୍ୱାଦ ପାଇବେ ନାହିଁ।”