< ଲୁକ୍ 23 >
1 ଇଡ଼ିଙ୍ଗ୍ କୁକପାର୍ନେ ସାପାରେ ତଡ଼ିଆଚେ ତୁଆଁଆର୍କେ । ମେଇଙ୍ଗ୍ ଜିସୁକେ ପିଲାତ ଡାଗ୍ରା ଡୁଂୱେଆର୍କେ
୧ତାର୍ ପଚେ ବିଚାର୍ କର୍ବା ବଡ୍ ସବାର୍ ଜାଗାଇ ବସିରଇଲା ସବୁ ଲକ୍ମନ୍ ଉଟିକରି ଜିସୁକେ ପିଲାତର୍ ଲଗେ ଦାରିଗାଲାଇ ।
2 ମେଇଂ ଜିସୁକେ ଦସ୍ ବିଃନେ ଲାଗେକେ । ମେଇଂ ପିଲାତକେ ବାସଙ୍ଗ୍କେ “ନେନେ ରେମୁଆଁଇଂକେ ରାଇଜ୍ ବିରଦ୍ରେ ବାସଙ୍ଗ୍ନେ ବେଲା ନେ ଆକ୍ମେକେ ସାଃନେବକେ । ମେଁ ରେମୁଆଁଇଂକେ ବାସଙ୍ଗ୍ଡିଙ୍ଗ୍କେ ଜେ କାଇସର୍କେ ସିସ୍ତୁ ବିଃନ୍ସା ଦର୍କାର୍ ଣ୍ଡୁ । ମେଁ ନିଜ୍କେ କିସ୍ଟ ଆରି ଇଃସାଙ୍ଗ୍ ଡାଗ୍ଚେ ବାସଙ୍ଗ୍ ଡିଙ୍ଗ୍କେ ।”
୨ସେ ଲକ୍ମନ୍ ଜିସୁକେ ନିନ୍ଦା କରି ଏନ୍ତି କଇବାର୍ ବସ୍ଲାଇ, “ଏ ଲକ୍ ଆମର୍ ଲକ୍ମନ୍କେ ବୁଲ୍ ସିକିଆ ଦେଇତେ ରଇଲା ଆରି କାଇସର୍ ସମ୍ରାଟ୍କେ ସିସ୍ତୁ ଦିଆସ୍ ନାଇ ବଲି ସିକାଇଲା ବେଲେ ତାକେ ଦାର୍ଲୁ । ଆରି ସେ ନିଜ୍କେ ମୁଇ ପର୍ମେସର୍ ବାଚି ପାଟାଇଲା ରାଜା କିରିସ୍ଟ ବଲି କଇଲାନି ।”
3 ପିଲାତ ଜିସୁକେ ସାଲ୍ୟାକୁକେ “ନାନେ ମେଁନେ ଜିଉଦିଇଂନେ ଇଃସାଙ୍ଗ୍?” ଜିସୁ ଉତର୍ ବିକେ “ନାନେ ତ ବାସଙ୍ଗ୍ ନାଡିଙ୍ଗ୍ ।”
୩ସେଟାର୍ ପାଇ ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ଲକ୍ମନର୍ ରାଜା କି?” ଜିସୁ ତାକେ କଇଲା, “ତମେତା କଇଲାସ୍ନି ।”
4 ପିଲାତ ମ୍ନା ପୁଜାରି ଆରି ରେମୁଆଁଇଂକେ ବାଲିର୍କେ “ଏନ୍ ରେମୁଆଁନେ ନେଙ୍ଗ୍ ମେଃଡିଗ୍ ଦସ୍ ନାକେକେ ।”
୪ତାର୍ ପଚେ ପିଲାତ୍ ମୁକିଅ ପୁଜାରିମନ୍କେ ଆରି ତେଇ ରଇଲା ସବୁ ଲକ୍ମନ୍କେ କଇଲା, “ମୁଇ ଏ ଲକ୍ ଦସି ବଲି କାଇ ବୁଲ୍ ଦେକି ନାଇ ।”
5 ମେଇଂ ମାତର୍ ପ୍ରେଗ୍ପ୍ରେଗ୍ ବାଲିର୍କେ “ମେଁନେ ଗିଆନ୍ ବାନ୍ ମେଁ ଜିଉଦାନେ ଅଁପାକା ମେଁ ରେମୁଆଁଇଂକେ ଆୱିଗ୍ଡିଙ୍ଗ୍କେ । ସାମୁଆଁ ବିଡିଙ୍ଗ୍କେ । ମେଁ ଆକେନ୍ ଗାଲିଲୀନ୍ନିଆ ପାକା ମୁଲେ ବକେ । ଏବେ ମେଁ ଆକ୍ଅରିଆ ପାଙ୍ଗ୍ ଲେଃକେ ।”
୫ମାତର୍ ସେମନ୍ ତର୍କେତର୍ ଆଉଲିଅଇ କଇଲାଇ, “ତାର୍ ସିକିଆର୍ ଲାଗି ସେ ଜିଉଦାର୍ ସବୁବାଟର୍ ଲକ୍ମନର୍ ବିତ୍ରେ କଲି ଲାଗାଇଲାନି । ସେଟା, ସେ ଗାଲିଲିତେଇ ଆରାମ୍ କରି, ଏବେ ଇତି ଜାକ ଆଇଲା ଆଚେ ।”
6 ପିଲାତ ଏନ୍ ଅଁଚେ ସାଲ୍ୟାକୁକେ ଏନ୍ ରେମୁଆଁ ମେଁନେ ଗାଲିଲୀନେ?
୬ଏ କାତା ସୁନି ପିଲାତ୍ ଲକ୍ମନ୍କେ ପାଚାର୍ଲା, “ଏଟା ଗଟେକ୍ ଗାଲିଲି ଦେସର୍ ଲକ୍ କି?”
7 ପିଲାତ ମ୍ୟାକେ ଜେ ଜିସୁ ହେରୋଦନେ ଅଦିକାର୍ ଜାଗାନେ ରେମୁଆଁ । ତେସା ପିଲାତ ଜିସୁକେ ମେଁନେ ଡାଗ୍ରା ବେବିକେ । ହେରୋଦ ଡିଗ୍ ଆତେନ୍ ବେଲା ଜିରୁସାଲାମ୍ନ୍ନିଆ ଲେଃଗେ ।
୭ପିଲାତ୍ ଜିସୁକେ ଗାଲିଲି ଦେସର୍ ଲକ୍ ବଲି ଜାନି, ତାକେ ଗାଲିଲି ଦେସ୍ ସାସନ୍ କର୍ବା ଏରଦର୍ଲଗେ ପାଟାଇ ଦେଲା । କାଇକେ ବଇଲେ, ସେ ବେଲେ ଏରଦ୍ ମିସା ଜିରୁସାଲମେ ରଇଲା ।
8 ହେରୋଦ ଜିସୁକେ କେଚେ ଜବର୍ ସାର୍ଦା ଡିଙ୍ଗ୍କେ । ହେରୋଦ ଜିସୁନେ ବିସୟ୍ରେ ସାପା ସାମୁଆଁ ଅଁ ଆଡା ବଗେ । ଅସେବାନ୍ ଜିସୁକେ କେନ୍ସା ମେଁ ଇକ୍ଚା ଡିଙ୍ଗ୍ ଲେଃଗେ । ହେରୋଦ ଜିସୁନେ ମୁଇଙ୍ଗ୍ କାବା ସୁଗୁଆ କାମ୍ ମୁଆଃ କିକେନେ ଚାଏଁ ଡିଙ୍ଗ୍ଗେ ।
୮ଏରଦ୍ ଜିସୁକେ ଦେକି କରି ବେସି ସାର୍ଦା ଅଇଲା । କାଇକେ ବଇଲେ ଜିସୁର୍ ବିସଇ ଆଗ୍ତୁ ସୁନି ରଇଲା ଆରି ତାର୍ ମୁଆଟେ କାବା ଅଇଜିବା କାମ୍ ଦେକ୍ବାକେ ମନ୍ କର୍ତେରଇଲା ।
9 ହେରୋଦ ଜିସୁକେ ଗୁଲେ ପ୍ରସ୍ନ ସାଲ୍ୟାକୁକେ । ମାତର୍ ଜିସୁ ଆମେଇଂକେ ମେଃଡିଗ୍ ଉତର୍ ଆବିକେ ଣ୍ଡୁ ।
୯ସେଟାର୍ ପାଇ ଏରଦ୍ ତାକେ କାଇ କାଇ ବିସଇ ପାଚାର୍ବାର୍ ଦାର୍ଲା । ମାତର୍ ଜିସୁ ତାକେ କାଇବଲି ମିସା କଏ ନାଇ ।
10 ବାରି ମ୍ନା ପୁଜାରି ବାରି ଦରମ୍ ଗୁରୁଇଂ ସେନୁଗ୍ ପାଙ୍ଗ୍ଚେ ଜିସୁନେ ବିରଦ୍ରେ ଗୁଲୁଏ ସାମୁଆଁରେ ନିନ୍ଦା ଡିଙ୍ଗ୍ଆର୍କେ ।
୧୦ସେଡିକି ବେଲେ ତେଇ ଟିଆଅଇରଇଲା ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ ସବୁ ମିସି କରି ଜିସୁର୍ ବିରୁଦେ ଆଉଲିଅଇ କଇବାର୍ ଦାର୍ଲାଇ ।
11 ତେନ୍ ଇଡ଼ିଂ ହେରୋଦ ଆରି ମେଁଇଙ୍ଗ୍ନେ ସନ୍ୟଇଂ ଜିସୁକେ ଇଙ୍ଗ୍ଚେ ଆର୍କେ । ଆମେକେ ଇଃସାଙ୍ଗ୍ନେ ସକା ଆସ ଆର୍କେ ମେଇଙ୍ଗ୍ ଜିସୁକେ ଆଗିଆସ ଆର୍କେ । ତେନ୍ ଇଡ଼ିଂ ହେରୋଦ ପିଲାତ ଡାଗ୍ରା ଜିସୁକେ ବେବିକେ ।
୧୧ଏରଦ୍ ଆରି ତାର୍ ସନିଅମନ୍ ଜିସୁକେ କିଜାଇଲାଇ ଆରି ନିନ୍ଦା କଲାଇ । ଜିସୁକେ ରାଜାମନ୍ ପିନ୍ଦ୍ବା ନିମାନ୍ ପଚିଆ ପିନ୍ଦାଇ ପିଲାତ୍ଟାନେ ପାଟାଇ ଦେଲାଇ ।
12 ଅସେବାନ୍ ପିଲାତ ଆରି ହେରୋଦ ଏତେ ପୁରାପୁରି ସତ୍ରୁ ଲାଗେ ଲେଃଗେ ମାତ୍ରମ୍ ଆତେନ୍ ଦିନ୍ବାନ୍ ମେଁ ମ୍ୱାୟା ସାଙ୍ଗ ଡିଙ୍ଗ୍ୱେଗେ ।
୧୨ସେ ଦିନେଅନି ପିଲାତ୍ ଆରି ଏରଦ୍ ମଇତର୍ ଅଇଲାଇ । ତାର୍ ଆଗ୍ତୁ ସେମନ୍ ଦୁଇ ଲକ୍ ସତ୍ରୁ ଅଇରଇଲାଇ ।
13 ପିଲାତ ମ୍ନା ପୁଜାରି ଆରି ଜିଉଦି ନେତାଇଂ ଏତେ ସାପା ରେମୁଆଁକେ ମୁଇଂନୁଗ୍ ୱାଚେ ସେଲିଆକୁକେ ।
୧୩ତାର୍ପଚେ ପିଲାତ୍ ମୁକିଅ ପୁଜାରିମନ୍କେ, ନେତାମନ୍କେ ଆରି ସବୁ ଲକ୍ମନ୍କେ ଗଟେକ୍ଟାନେ ରୁଣ୍ଡାଇକରି ସେମନ୍କେ କଇଲା,
14 ପିଲାତ ଆମେଇଂକେ ବାଲିର୍କେ “ପେଇଂ ଜିସୁକେ ନେଙ୍ଗ୍ଅରିଆ ଡୁଙ୍ଗ୍ପାଙ୍ଗ୍ପେବକେ । ପେ ବାସଙ୍ଗ୍ ପେଡିଙ୍ଗ୍ ଜେ ମେଁ ରେମୁଆଁ ଏତେ ରିଙ୍ଗ୍ୟା ଡିଙ୍ଗ୍କେ । ମାତ୍ରମ୍ ନେଙ୍ଗ୍ ପେନେ ସାପା ରେମୁଆଁ ତୁଆଁଲେଃକ୍ନେ ଡାଗ୍ରା ଆମେକେ ପ୍ରସ୍ନ ମ୍ପଚାରେକେ । ମେଁନ୍ନିଆ ମେଃଡିଗ୍ ଦସ୍ ନେବାକେ । ପେଇଂ ଜା ବାସଙ୍ଗ୍ ପେଡିଙ୍ଗ୍ ଜିସୁ ଦସି ଣ୍ଡୁ ।
୧୪ଏ ଲକ୍ ଲକ୍ମନ୍କେ ସର୍କାରର୍ ବିରୁଦେ ବୁଲ୍ ସିକିଆ ଦେଲାନି ବଲି ମର୍ ଲଗେ ଆନିଆଚାସ୍ । ଆରି ଦେକା ମୁଇ ତମର୍ ମୁଆଟେ ତାକେ ପରିକା କଲି, ତାର୍ ବିରଦେ ତମେ ସବୁଲକ୍ ନିନ୍ଦାକଲାଟା ମିଲେନାଇ ।
15 ଆମେ ଆନ୍ତାର୍ଚେ ହେରୋଦ ଡିଗ୍ ମେଁନ୍ନିଆ ମେଃଡିଗ୍ ଦସ୍ ନାବାକେ । ହେରୋଦ ନେନ୍ନିଆ ଜିସୁକେ ବେବକେ । କେଲା ଜିସୁ ମେଃଡିଗ୍ ବୁଲ୍ କାମ୍ ଆଡିଙ୍ଗ୍କେ ଣ୍ଡୁ । ତେସା ଆମେକେ ବାଗୁଏଃନେ ଟିକ୍ ଣ୍ଡୁ ।
୧୫ଏରଦ୍ ମିସା ତାର୍ଟାନେ କାଇ ବୁଲ୍କଲାଟା ନ ଦେକି ଆମ୍କେ ବାଉଡାଇଦେଲା ଆଚେ । ଏ ଲକ୍ ମରନ୍ ଡଣ୍ଡ୍ ପାଇବାପାରା ବୁଲ୍ କାମ୍ କରେ ନାଇ ।
16 ତେସା ଆମେକେ ଡଣ୍ଡ୍ ବିଚେ ଆନ୍ତାର୍ଚେ ୱେନେ ଆଦେସ୍ ମ୍ବିଏ ।”
୧୬ସେଟାର୍ପାଇ ମୁଇ ଆକେ କର୍ଡା ମାଡ୍ ମାରିକରି ଚାଡିଦେବି ।
17 ପାଣ୍ଡୁଏ ବେଲା ମେଇଂ ଆତ୍ଲା ମୁଇଂଜା ବନ୍ଦିକେ ଆତାର୍ ବିଃନ୍ସା ନିଅମ୍ ଲେଃଗେ ।
୧୭ଆରି ଦେକା ସବୁ ବର୍ସେ ରକିଆ ପାଇବା ପରବ୍ ବେଲାଇ ଜିଉଦି ଜାତିକେ ସନ୍ମାନ୍ ଦେବାକେ ଗଟେକ୍ ବନ୍ଦିକେ ମୁକ୍ଲାଇ ଦେବା ନିୟମ୍ ରଇଲା ।
18 ମାତ୍ରମ୍ ସାପାରେ ଅଃଗିଆଚେ ତଡ଼ିଆ ଆର୍କେ “ଆମେକେ ବାଗୁଏ ବିଃ । ବାରବ୍ବା କିକେ ଆନ୍ତାର୍ ବିଃପା ।”
୧୮ମାତର୍ ସବୁଲକ୍ମନ୍ ଆଉଲିଅଇ କଇଲାଇ, “ଆକେ ମରାଆ ଆରି ଆମର୍ ପାଇ ବାର୍ବାକେ ଚାଡିଦିଆସ୍ ।”
19 ବାରବା ମ୍ନାଇନିନିଆ ଗଟେଲେଃକ୍ନେ ମେଃଡିଗ୍ କିରମର ନ୍ସା ଆରି ରେମୁଆଁ ବାଗୁଏଃ ବଗେସାଃ ଆମେକେ କଏଦ୍ ଡୁଆନିଆ ଗାଗ୍ଚେ ବ ଆର୍ଗେ ।
୧୯ଏ ବାର୍ବା ବଲ୍ବା ଲକ୍, ସର୍କାରର୍ ବିରଦେ ବୁଲ୍ କରିରଇଲା ଆରି ଗଟେକ୍ ଲକ୍କେ ମାରି ରଇଲା । ସେଟାର୍ପାଇ ତାକେ ବନ୍ଦି କରିରଇଲାଇ ।
20 ପିଲାତ ଜିସୁକେ ଆନ୍ତାର୍ ବିଃନ୍ସା ଚାଏଁଡିଙ୍ଗେ । ତେସା ଆରି ମୁଇଙ୍ଗ୍ ତର୍ ଆମେଇଂକେ ବାଲିର୍କେ ଜେ ମେଁ ଜିସୁକେ ଆନ୍ତାର୍ ବିଏ ।
୨୦ମାତର୍ ପିଲାତ୍ ଜିସୁକେ ଚାଡିଦେବାକେ ମନ୍କରି ତାର୍ ଲଗେ କାଇ ବୁଲ୍କଲାଟା ଡିସେନାଇ ବଲି ସେମନ୍କେ ତର୍କେ ତର୍ ବୁଜାଇଲା ।
21 ମାତ୍ରମ୍ ରେମୁଆଁଇଂ କିରଚେ ବାସଙ୍ଗ୍କେ “ଆମେକେ ବାଗୁଏ ବିଃ । ଆମେକେ କୁରୁସ୍ନ୍ନିଆ ଆଡେପା କୁରୁସ୍ନ୍ନିଆ ଆଡେପା ।”
୨୧ମାତର୍ ଲକ୍ମନ୍ ବେସି ଆଉଲି ଅଇ, “ତାକେ କୁର୍ସେ ଚଗାଇ ମରାଆ! ତାକେ କୁର୍ସେ ଚଗାଇ ମରାଆ!”
22 ଞ୍ଜିତର୍ ନ୍ସା ପିଲାତ ଆମେଇଂକେ ବାସଙ୍ଗ୍କେ “ମେଁନ୍ସା ମେଁ ମନେ ଦସ୍ କାମ୍ ଡିଙ୍ଗ୍ବକେ? ମେଁ ଦସି ଣ୍ଡୁ । ଆମେକେ ଗୁଏନେ ସାସ୍ତି ବିଃନ୍ସା ନେଙ୍ଗ୍ ମେଃଡିଗ୍ ଦସ୍ ବାନାଡିଙ୍ଗ୍କେ । ତେସା ନେନେ ଆମେ କିକେ ସାସ୍ତି ବିଚେ ନେଙ୍ଗ୍ ଆମେକେ ଆନ୍ତାର୍ ମ୍ୱିଏ ।”
୨୨ତାର୍ପଚେ ପିଲାତ୍ ସେମନ୍କେ ଆଗେ ଦୁଇତର୍ ପାଚାର୍ଲାଟା ଚାଡି ଆରିତରେକ୍ ସମାନ୍ଟାସେ କଇଲା, “କାଇକେ? ସେ କାଇ ବୁଲ୍ କଲାଆଚେ ଜେ? ତାର୍ଟାନେ କାଇମିସା ମରନ୍ ପାଇବା ଡଣ୍ଡ୍ ଏତ୍କି ଦସ୍ ମିଲେ ନାଇ । ଏନ୍ତି ବଇଲେ ମିସା ତାକେ କର୍ଡା ମାଡ୍ ମାରି ଚାଡି ଦେବି ।”
23 ମାତ୍ରମ୍ ରେମୁଆଁଇଂ ୱାସାର୍ଚେ ବାଲିର୍କେ ମୁଲେକେ । ଜେ ଜିସୁକେ କୁରୁସ୍ନ୍ନିଆ ଆଡେଚେ ବାଗୁଏ ବିଃପା । ମେଁଇଙ୍ଗ୍ନେ ଦାବି ଜିତେ ଆର୍କେ
୨୩ମାତର୍ ଲକ୍ମନ୍ ଆରି ବେସି ଆଉଲିଅଇ ତର୍କେ ତର୍ “ତାକେ କୁର୍ସେ ଚଗାଇ ମରାଆ!” ବଲି ବାଦିଅ କଲାଇ । ସାରାସାରି ପଚେ ସେମନ୍ ଆଉଲିଅଇଲାଟା ଜିତ୍ଲା ।
24 ପିଲାତ ରେମୁଆଁଇଂନେ ଇକ୍ଚାରେ ଆଦେସ୍ ବିଆର୍କେ ।
୨୪ତାର୍ ପଚେ ପିଲାତ୍ ଲକ୍ମନର୍ ଜାଇଟା କର୍ବାକେ ମନ୍ କଲାଇ, ସେ ଇସାବେ ଜିସୁକେ ମରନର୍ ଡଣ୍ଡ୍ ଦେବାକେ ରାଜି ଅଇଲା ।
25 ରେମୁଆଁଇଂ ବାର୍ବାକେ ବନ୍ଦି କଏଦ୍ ଡୁଆବାନ୍ ଆତାର୍ନ୍ସା ରାଜି ଡିଙ୍ଗ୍ଆର୍ଡିଙ୍ଗ୍ଗେ । ବାର୍ବା ରେମୁଆଁ ବାଗୁଏବଗେ ଆରି ୱିଙ୍ଗ୍ଆ ରିଙ୍ଗ୍ଆ ଡିଙ୍ଗ୍ଡିଙ୍ଗ୍ଲା ଆମେକେ ଦସି ଆଡିଙ୍ଗ୍ଚେ କଏଦ୍ ଡୁଆନିଆ ବାଆର୍ଗେ । ପିଲାତ ବାର୍ବାକେ ଆନ୍ତାର୍ବିକେ । ଆରି ପିଲାତ ଜିସୁକେ ବାଗୁଏ ବିଃନ୍ସା ରେମୁଆଁଇଂନେ ନ୍ତିନିଆ ଅପେଃ ବିକେ ।
୨୫ପଚେ ପିଲାତ୍ ଲକ୍ମନର୍ କଇବା ଇସାବେ, ବାର୍ବା ନାଉଁର୍ ଲକ୍ ଜେ କି, ଆଗ୍ତୁ ଗଟେକ୍ ଲକ୍କେ ମରାଇରଇଲା ଆରି ସର୍କାରର୍ ବିରୁଦେ ବୁଲ୍କାମ୍ କରି ବନ୍ଦି ଅଇରଇଲା, ତାକେ ମୁକ୍ଲାଇଲା । ଜିସୁକେ ତାକର୍ ମନ୍କଲା ଇସାବେ ଡଣ୍ଡ୍ ଦେବାକେ ସର୍ପିଦେଲା ।
26 ସନ୍ୟଇଙ୍ଗ୍ ଜିସୁକେ ବାଗୁଏଃ ନ୍ସା ନ୍ସା ଡୁଂୱେଆର୍ଗେ । ମେଇଂ ୱେନେ ବେଲା ଇନିବାନ୍ ପାଙ୍ଗ୍ ଡିଙ୍ଗ୍କ୍ନେ କୁରୁଣୀନେ ଶିମୋନକେ ଅବାଆର୍କେ । ମେଇଂ ଆମେକେ ତାୱାଁଚେ ମେଁନେ ଆଡ଼ାତ୍ରା କୁରୁସ୍ ଆଡୁଙ୍ଗ୍ ଆର୍କେ ବାରି ଜିସୁନେ ପ୍ଲା ୱେନ୍ସା ଜବଡ଼୍ଜସ୍ତି ଡିଙ୍ଗ୍ଆର୍କେ ।
୨୬ସନିଅମନ୍ ଜିସୁକେ ଦାରିଜିବା ବେଲେ କୁରିଣିୟ ସିମନ୍ ନାଉଁର୍ ଲକ୍କେ ବେଟ୍ପାଇଲାଇ । ଜେ କି ଗାଏଁଅନି ଜିରୁସାଲାମେ ଆଇତେରଇଲା । ତାକେ ଅଟ୍କାଇକରି ଜିସୁ ବଇଲା କୁର୍ସ ଲାଦିଦେଲାଇ ଆରି ତାର୍ ପଚେ ଜିବାକେ ବାଦିଅ କଲାଇ ।
27 ଆରି ଜାବର୍ ରେମୁଆଁ ଗ୍ରିନିଆ ବଗ୍ଚେ ଅଃଡିଙ୍ଗ୍କ୍ନେ ସେଲାମ୍ବୁଏ ରେମୁଆଁଇଂ ମେଁନେ ପ୍ଲା ୱେଏ ଡିଙ୍ଗ୍ଗେ ।
୨୭ଆରି ବେସି ଲକ୍ମନ୍ ଜିସୁର୍ ପଚେ ପଚେ ଜାଇତେ ରଇଲାଇ । ତେଇ କେତେଟା ବୁକେ ପିଟିଅଇ କାନ୍ଦ୍ବା ମାଇଜିମନ୍ ମିସା ରଇଲାଇ ।
28 ମାତ୍ରମ୍ ଜିସୁ ପୁଏଚେଃ ଆତେନ୍ ସେଲାମ୍ବୁଏଃ ରେମୁଆଁଇଂକେ ବାସଙ୍ଗ୍କେ “ଏ ଜିରୁସାଲାମ୍ନେ ସେଲାମ୍ବୁଏଇଂ! ନେଙ୍ଗ୍ ନ୍ସା ଆଅଃଗେପା । ପେଇଂ ନିଜେ ନ୍ସା ଆରି ନିଜେନେ ଗଡ଼େଇଙ୍ଗ୍ ନ୍ସା ଅଁପା ।
୨୮ମାତର୍ ଜିସୁ ସେମନର୍ ବାଟେ ପାସ୍ଲିକରି କଇଲା, ଏ ଜିରୁସାଲମ୍ ଗଡର୍ ମାଇଜିମନ୍, ମର୍ପାଇ କାନ୍ଦା ନାଇ । ମାତର୍ ନିଜର୍ ପାଇ ଆରି ନିଜର୍ ପିଲାମନର୍ ପାଇ କାନ୍ଦା ।
29 ଏବେ ବେଲା ପାଙ୍ଗ୍ଡିଙ୍ଗ୍କେ ଉଡ଼ିବେଲା ରେମୁଆଁଇଂ ବାସଙ୍ଗ୍ ଆର୍ଏ ସାମୁଆଁ ମୁଡ଼ି ସେଲାମ୍ବୁଏଇଙ୍ଗ୍ନେ ଗୋ ଗିସିଆ ଣ୍ଡୁ, ମୁଡ଼ି ସେଲାମ୍ବୁଏଃଇଂ ଆଗାଗ୍ଡ଼େ ଆର୍କେ, ମେଇଂ ଦନ୍ୟ । ମୁଡ଼ି ସେଲାମ୍ବୁଏଃଇଂନେ ଗୋ ଗିସିଆ ଜନମ୍ ଆଡିଙ୍ଗ୍କେ ଣ୍ଡୁ ଆରି ମେଇଂନେ ଜତନ୍ ଆଡିଙ୍ଗ୍କେ ଣ୍ଡୁ ମେଇଂ ଦନ୍ୟ ।
୨୯କାଇକେବଇଲେ ଦେକା “ଜନ୍ ମାଇଜି ବାଞ୍ଜି ଆରି କେବେ ମିସା ଗାଗ୍ଡେ ନ ଅଇକରି ଆଚତ୍, ଆରି ଜେ କି କେବେ ମିସା ଦୁଦ୍ କୁଆଏ ନାଇ, ସେମନ୍ କେଡେକ୍ ନିକ କରମର୍ ଲକ୍!” ବଲି କଇବା ଦିନ୍ ଆଇଲାନି ।
30 ତେନ୍ ଇଡ଼ିଂ ରେମୁଆଁଇଂ କାଣ୍ଡାକେ ବାସଙ୍ଗ୍ଏ ନେନେ ଆଡ଼ାତ୍ରା ରେଃସ ଲଃ ରେମୁଆଁ ଡାଆଁ କାଣ୍ଡାକେ ବାସଙ୍ଗ୍ଏ ଆନେକେ ଡା ବିଃ ।
୩୦ସେବେଲାଇ ଲକ୍ମନ୍ ଡଙ୍ଗର୍ମନ୍କେ କଇବାର୍ ଦାର୍ବାଇ, ଆମର୍ ଉପ୍ରେ ଅଦ୍ରି ଦିଆସ୍ । କୁପ୍ଲିମନ୍କେ କଇବାର୍ ଦାର୍ବାଇ, ଆମ୍କେ ତପିଦିଆସ୍ ।
31 ଡାଗ୍ଲା ସ୍ଲା ସୁନ୍ଦର୍ ତ୍ନାକ୍ନେ ବେଲା ଜଦି ମୁଇଙ୍ଗ୍ ଦେକ୍ରକମ୍ ଗଟେନେ ସାପା ଗଟେଏ ଆତେନ୍ ନ୍ସୁଆର୍ ୱେଲା ମେଁନେ ଆଡିଙ୍ଗ୍ ଣ୍ଡୁ ।”
୩୧କାଇକେ ବଇଲେ ଗଚ୍ କାଁଚାପତ୍ରିଆ ରଇଲା ବେଲେ, ଜଦି ଏ ସବୁ ଗଟ୍ନା ଗଟ୍ଲାନି ବଇଲେ ସେଟା ସୁକିଗାଲେ ଆରି କାଇଟା ଅଇସି ।
32 ଜିସୁ ଏତେ ଗୁଏଚେ ଡଣ୍ଡ୍ ବିଃନ୍ସା ଆରି ମ୍ୱାୟା ଡଙ୍ଗାରେକେ ଡିଗ୍ ଡୁଙ୍ଗ୍ବଆର୍କେ ।
୩୨ଜିସୁର୍ ସଙ୍ଗ୍ ଆରି ଦୁଇଟା ବଡ୍ ବୁଲ୍ କରିରଇବା ଲକ୍ମନ୍କେ ମିସା ମରାଇବାକେ ନେଲାଇ ।
33 ସାମୁଆଁ କପାଲ ମ୍ନିକ୍ନେ ଜାଗାନ୍ନିଆ ଜିସୁକେ ଆରି ମ୍ୱାୟା ଡଙ୍ଗାରେକେ ଡିଗ୍ ଡୁଂୱେ ଆର୍କେ । ଆତ୍ନିୟା ସନ୍ୟଇଂ ଜିସୁକେ କୁରୁସ୍ ନ୍ନିଆ ବାଗୁଏଃ ଆର୍କେ । ମେଇଂ ଆତେନ୍ ଡଙ୍ଗାରେ ମ୍ବାୟାବାନ୍ ମୁଇଂଜାକେ ଞ୍ଚଙ୍ଗ୍ତି ପାକା ବାରି ମୁଇଂଜାକେ ବେସ୍ୟାଃତି ପାକା ଆଃଡେଆର୍କେ ।
୩୩ଆରି ସେମନ୍ କପ୍ରି ନାଉଁର୍ ଗଟେକ୍ ଜାଗାଇ କେଟିକରି ଜିସୁକେ ଆରି ଚର୍ମନ୍କେ, ତାର୍ ଡେବ୍ରି ବାଟେ ଗଟେକ୍ ଲକ୍କେ ଆରି ଉଜାବାଟେ ଗଟେକ୍ ଲକ୍କେ ଆତେ, ପାଦେ କୁଟିମାରି ଟେକିଦେଲାଇ ।
34 ଜିସୁ ବାସଙ୍ଗ୍କେ “ଏ ମ୍ନାଃ ଆବା ଜାଣ୍ଡେ ରେମୁଆଁଇଂ ଆନେଙ୍ଗ୍ ବାଗୁଏ ଆର୍ଏ ଡିଙ୍ଗ୍କେ ଆମେଇଂକେ କେମା ଡିଗ୍ । ମାତ୍ରମ୍ ମେଇଂ ମେଁନେ ଡିଙ୍ଗ୍ଆର୍ଡିଙ୍କେ ଆତେନ୍ ମେଇଂ ଆମ୍ୟାକେ ଣ୍ଡୁ ।” ସନ୍ୟଇଙ୍ଗ୍ ଲେଟ୍ରିକ୍ ତ୍ଲାଗ୍ଚେ ଜିସୁନେ ସକା ବାଟା ଆର୍କେ ।
୩୪ସେବେଲା ଜିସୁ କଇଲା, “ଏ ବାବା ଏମନ୍କେ କେମା କରିଦିଆସ୍, କାଇକେ ବଇଲେ ଏମନ୍ କାଇଟା କଲାଇନି ସେଟା ନାଜାନତ୍ ।” ସେମନ୍ ଜିସୁର୍ ପଚିଆ ନେଇ କାକେ ମିଲ୍ସି ବଲି କେଡ୍ ପୁଟାଇଲାଇ ।
35 ରେମୁଆଁଇଂ ଆତ୍ଅରିଆ ତଡ଼ିଆଚେ ଜିସୁକେ କେଡିଂଆର୍ଗେ । ଜିଉଦି ନେତାଇଙ୍ଗ୍ ଜିସୁକେ ଆଃଗ୍ୟାସ ଡିଙ୍ଗ୍ଆର୍ଡିଂଗେ । ମେଇଙ୍ଗ୍ ବାସଙ୍ଗ୍ଡିଙ୍ଗ୍ଗେ “ଜଦି ମେଁ ପର୍ମେସର୍ନେବାନ୍ ଜାର୍ଲେଃକ୍ନେ କିସ୍ଟ ତେଲା ମେଁ ନିଜ୍କେ ରକ୍ୟା ଡିଙ୍ଗ୍ଲେ ।”
୩୫ସବୁ ଲକ୍ମନ୍ ଟିଆଅଇ ଦେକ୍ବାବେଲେ ଜିଉଦି ନେତାମନ୍ ଜିସୁକେ କିଜାଇକରି ଆଁସ୍ଲାଇ ଆରି କଇଲାଇ “ସେ ବିନ୍ଲକ୍ମନ୍କେ ରକିଆ କଲା, ଜଦି ତୁଇ ପର୍ମେସର୍ ବାଚିପାଟାଇଲା କିରିସ୍ଟ ବଇଲେ ନିଜ୍କେ ରକିଆ କର ।”
36 ସନ୍ୟଇଙ୍ଗ୍ ଜିସୁ ଆଡ଼ାତ୍ରା ଆଃଗ୍ୟାସ ଡିଙ୍ଗ୍ଆର୍କେ ଆରି ଆମେକେ ଇଙ୍ଗ୍ଚେ ଆର୍କେ । ମେଇଂ ଜିସୁ ଡାଗ୍ରା ପାଙ୍ଗ୍କେ ଆରି ଆମେକେ ବୁଚେଲେକ୍ନେ ରସ୍ ଆଜାଚେଆର୍କେ ।
୩୬ଆରି ସନିଅମନ୍ ଜିସୁର୍ ଲଗେ ଆସିକରି ତାକେ ଗନ୍ଦ୍ବା ରସ୍ ଦେଇ କିଜାଇକରି କଇଲାଇ, ।
37 ସନ୍ୟଇଂ ବାସଙ୍ଗ୍ଆର୍କେ “ନାନେ ଜଦି ଜିଉଦିଇଂନେ ଇଃସାଙ୍ଗ୍ ତେଲା ନାନେ ନିଜେନେ ରକ୍ୟା ଡିଙ୍ଗ୍ ।”
୩୭“ତୁଇ ଜଦି ଜିଉଦି ଲକ୍ମନର୍ ରାଜା, ନିଜ୍କେ ରକିଆ କର୍ ।”
38 ମେଁନେ କୁରୁସ୍ ଆଡ଼ାତ୍ରା ଗୁଆର୍ ବ ଆର୍ଗେ: “ଏ ଜିଉଦିଇଂନେ ଇଃସାଙ୍ଗ୍ ।”
୩୮ଆରି ତାର୍ କୁର୍ସର୍ ଟିପେ ଏଟା ଜିଉଦିମନର୍ ରାଜା, ବଲି ଲେକି ଅଲାଇଦେଲାଇ ।
39 ୱେଡିଂକ୍ନେ ଦସି ମ୍ୱାୟା ବିତ୍ରେ ମୁଇଜା ଜିସୁକେ ନିନ୍ଦା ଆଡିଙ୍ଗ୍ଚେ ବାଲିର୍ଚେ ଲାଗେକେ “ନାନେ ମେଁନେ କିସ୍ଟ ଣ୍ଡୁ? ତେଲା ନାନେ ନିଜ୍କେ ରକ୍ୟା ଡିଙ୍ଗ୍ ଆରି ଆନେକେ ଡିଗ୍ ରକ୍ୟା ଡିଙ୍ଗ୍ ।”
୩୯ତେଇ ବଡ୍ ବୁଲ୍ କରି କୁର୍ସେ ଚଗାଇଅଇରଇବା ଗଟେକ୍ ଲକ୍ ଜିସୁକେ ନିନ୍ଦା କରି କଇଲା, “ତୁଇ ଜଦି ପର୍ମେସର ବାଚି ପାଟାଇଲା କିରିସ୍ଟ ରାଜା ଜିସୁ ବଇଲେ, ନିଜ୍କେ ରକିଆ କରି ଆମ୍କେ ମିସା ରକିଆ କର୍ ।”
40 ମାତ୍ରମ୍ ବିନ୍ ଦସି ମୁଇଂ ଆମେକେ ୱିଙ୍ଗ୍ଚେ ବାସଙ୍ଗ୍କେ “ନାନେ ମେଁନେ ପର୍ମେସର୍କେ ଡିଗ୍ ନାବୁଟକେ ଣ୍ଡୁ? ନାଁ ତ ସମାନ୍ ଡଣ୍ଡ୍ ବାନାଲେଃକେ ।
୪୦ମାତର୍ ଆରି ଗଟେକ୍ ଲକ୍ ତାକେ ଦମ୍କାଇ କରି କଇଲା, “ତୁଇ କାଇ ପର୍ମେସର୍କେ ଡରୁସ୍ ନାଇ କି? ତୁଇ ମିସା ତାର୍ପାରା ସମାନ୍ ଡଣ୍ଡ୍ ପାଇଲୁସ୍ନି କି ନାଇ?
41 ନାନେ ଆରି ନେଙ୍ଗ୍ ମ୍ୱାୟା ଡଙ୍ଗାରେ । ନେନେ ଦସ୍ ଡିଙ୍ଗ୍ ନେବଗେ । ତେସା ନେନେ ଜା ବାନେ ଡଣ୍ଡ୍ ନେନେ ଆତେନ୍ ବା ନେଲେକେ । ମାତର୍ ଏନ୍ ରେମୁଆଁ ତ ମେଃଡିଗ୍ ଦସ୍ ଆଡିଙ୍ଗ୍କେ ଣ୍ଡୁ ।”
୪୧ଆରି ଆମେ ବୁଲ୍କରି ନିୟମ୍ ଇସାବେ ଡଣ୍ଡ୍ ପାଇଲୁନି । ମାତର୍ ସେତା କାଇ ବୁଲ୍ କରେ ନାଇ ।”
42 ତେନ୍ ଇଡ଼ିଂ ଆତେନ୍ ଦସି ମୁଇଙ୍ଗ୍ ଜିସୁକେ ବାସଙ୍ଗ୍କେ “ଜିସୁ ନାଁ ଉଡ଼ିବେଲା ଇଃସାଙ୍ଗ୍ ବାବ୍ରେ ଆଣ୍ତେ ପାଙ୍ଗ୍ଲା ଆତେନ୍ ବେଲା ଆନେଙ୍ଗ୍ ମନେ ନାତ୍ଲାଗ୍ଏ ।”
୪୨ଆରି ସେ ଜିସୁକେ, “ଏ ଜିସୁ, ତୁଇ ନିଜର୍ ରାଇଜେ ରାଜା ଅଇ ଆଇଲେ ମକେ ଏତାଆ ।”
43 ଜିସୁ ଆମେଇଂକେ ବାସଙ୍ଗ୍କେ “ଅଁପା ନେଙ୍ଗ୍ ମେଁନେ ବାସଙ୍ଗ୍ଣ୍ଡିଂ ଆତାନ୍ ସତ୍ । ଏଃକୁଆ ପେ ନେଙ୍ଗ୍ ଏତେ କିତଂ ଡୁଗ୍ଡିନିଆ ନ୍ନିଆ ପେୱେଚାଏ ।”
୪୩ଜିସୁ ତାକେ କଇଲା, “ମୁଇ ତକେ ସତ୍ କଇଲିନି, ଆଜିସେ ତୁଇ ମର୍ସଙ୍ଗ୍ ପାରଦେସେ ରଇସୁ ।”
44 ଆତେନ୍ ବେଲା ମୁଣ୍ଡେବେଲା ଡିଙ୍ଗ୍ଲେଗେ । ଆରି ସ୍ନି ଆତାର୍କିଗ୍କେ ଣ୍ତୁ ମାତ୍ରମ୍ ସ୍ମି ଞ୍ଜି ଗଣ୍ଟା ଜାକ ସାପା ଏରିଆ ତାଂକିଗ୍ ଡିଙ୍ଗ୍ୱେଗେ ।
୪୪ସେବେଲେ ଆଡ୍ବେଲା ଅଇରଇଲା । ଆରି ବେଲର୍ ଉଜଲ୍ ଜାଉଁଲିଜାଇକରି, ତିନ୍ ଗଁଟା ଜାକ ଗୁଲାଇ ଦେସ୍ ଆନ୍ଦାର୍ ଅଇଗାଲା
45 ଆରି ମନ୍ଦିର୍ନେ ପର୍ଦା ଆଡ଼ାତ୍ରା ବାନ୍ ବୁନ୍ଦେ ଜାକ ମ୍ୱାର୍ବାଗ୍ ଡିଙ୍ଗ୍ଚେ ସ୍ୟାଃ ୱେଗେ ।
୪୫ଆରି ଏଦେ ଦେକା! ମନ୍ଦିରର୍ ସୁକଲ୍ ଜାଗା, ବିନେ କର୍ବା ପାର୍ଦା ମଜାଇ ଦୁଇପଡା ଅଇ ଚିରିଅଇଲା ।
46 ଜିସୁ କିରଚେ ବାସଙ୍ଗ୍କେ “ଅ ମ୍ନାଃ ଆବା ନେଙ୍ଗ୍ ନେଙ୍ଗ୍ନେ ଆତ୍ମା ଆନାକେ ବିଣ୍ଡିଂକେ । ଏନ୍ ବାସଙ୍ଗ୍ନେ ଇଡ଼ିଙ୍ଗ୍ ଜିସୁ ଗୁଏ ୱେଗେ!”
୪୬ଆରି ଜିସୁ ଆଉଲିଅଇ କଇଲା, “ଏ ବାବା, ମର୍ ଆତ୍ମା ତକେ ସର୍ପିଦେଲିନି ।” ଏତ୍କି କଉ କଉ ତାର୍ ଜିବନ୍ ଚାଡିଗାଲା ।
47 ସେନା ନେତା ଆତ୍ନିୟା ମେଁନେ ଗଟେକେ ଆତେନ୍ କେକେ ସିସେ ଏନ୍ ସାମୁଆଁ ବାସଙ୍ଗ୍ଚେ ପର୍ମେସର୍କେ ପ୍ରସଂସା ଡିଙ୍ଗ୍କେ “ସତେଆ ଏନ୍ ରେମୁଆଁ ମୁଇଙ୍ଗ୍ ନିମାଣ୍ଡା ରେମୁଆଁ ଲେଃଗେ!”
୪୭ରମିୟ ସନିଅମନର୍ ସେନାପତି ଏ ଗଟ୍ନା ଦେକି, ପର୍ମେସରର୍ ମଇମା କରି କଇଲା, “ସତଇସେ ଏ ଗଟେକ୍ ଦରମ୍ ଲକ୍ ରଇଲା ।”
48 ଗୁଲେ ରେମୁଆଁ ଆକେନ୍ ଗଟ୍ନା କେନ୍ସା ଦେସ୍ବାନ୍ ତାର୍ ପାଙ୍ଗ୍ଲେ ଆର୍ଗେ । ଆକେନ୍ ସାପା କେଚେ ମେଇଂ ଜାବର୍ ଦୁକ୍ ଡିଙ୍ଗ୍ ଆର୍କେ ଆରି ଇଡ଼ିଙ୍ଗ୍ ମେଇଙ୍ଗ୍ ଗ୍ରିନିଆ ବଗ୍ ବଗ୍ଚେ ଡୁଆ ୱିଗ୍ ଆର୍କେ ।
୪୮ଆରି ଜନ୍ ଲକ୍ମନ୍ ଏ ଗଟ୍ନା ଦେକ୍ବାକେ ରୁଣ୍ଡିରଇଲାଇ ସେମନ୍ ସେଟା ସବୁ ଦେକି ଦୁକ୍କରି ବୁକେ ମାରିଅଇ ଗରେ ବାଅଡ୍ଲାଇ ।
49 ଜିସୁନେ ମ୍ୟାଲେକ୍ନେ ରେମୁଆଁଇଂ ଆରି ଆମେକେ ଗାଲିଲୀବାନ୍ ତୁର୍ ପାଙ୍ଗ୍ଆର୍ଡିଙ୍ଗ୍କ୍ନେ ଗୁଲେ ସେଲାମ୍ବୁଏଇଂ ଆତ୍ଅରିଆ ଲେଃଗେ । ମେଇଂ କୁରୁସ୍ବାନ୍ ସ୍ଲ ତୁଆଁଚେ ଆକେନ୍ ସାପା କେଆର୍ଡିଙ୍ଗେ ।
୪୯ମାତର୍ ଜିସୁର୍ ଚିନାର୍ଜାନାର୍ ଲକ୍ମନ୍ ଆରି ଗାଲିଲିଅନି ଆସି ତାର୍ ପଚ୍ପଚ୍ ଆଇତେରଇବା ମାଇଜିମନ୍ ଦୁରିକେ ଟିଆଅଇ ଏ ସବୁ ଦେକ୍ତେ ରଇଲାଇ ।
50 ଜିଉଦିଇଂନେ ଆରାମାତିଆନେ ମ୍ନାଇନିବାନ୍ ମୁଇଙ୍ଗ୍ ରେମୁଆଁ ଆତ୍ଅରିଆ ଲେଃଗେ । ମେଁନେ ମ୍ନି ଯୋସେଫ୍ । ମେଁ ଦରମ୍ ଆରି ଜିଉଦି ମ୍ନା ସବାନେ ମୁଇଙ୍ଗ୍ ମ୍ନାଃ ଲେଃଗେ । ମେଁ ପର୍ମେସର୍ନେ ରାଇଜ୍କେ ଉର୍ ଡିଙ୍ଗ୍ଗେ ।
୫୦ଆରି ଦେକା, ଆରାମାତିଆ ଗଡର୍ ଜିଉଦିମନର୍ ନେତା ଜସେପ୍ ନାଉଁର୍ ଗଟେକ୍ ଦରମ୍ ଆରି ମର୍ଜିତାର୍ ଲକ୍ ରଇଲା । ସେ ପର୍ମେସରର୍ ରାଇଜ୍ ଆସ ବଲି ଜାଗିରଇଲା ।
51 ଯିହୂଦାନେ ଆରମାଥିଆ ମ୍ନିକ୍ନେ ଇନିନେ ଯୋଷେଫ ଡାଗ୍ଚେ ମୁଇଂ ରେମୁଆଁ ଲେଃଗେ । ମେଁ ମୁଇଂ ଦରମ୍ ଆରି ସନ୍ମାନ୍ ବ୍ବାଣ୍ଡ୍ରେ ଲେଃଗେ ଆରି ଇସ୍ପର୍ନେ ରାଜ୍ୟ ପାଙ୍ଗ୍ନେକେ ଉର୍ ଡିଂଗେ । ମ୍ନାଃ କୁକପାର୍ନେ ମୁଇଂ ନେତା ଲେଃଲା ଡିଗ୍, ମେଁ ମେଇଂନେ ନିସ୍ପତି ଆରି କାମ୍ ଏଃତେ ରାଜି ଡିଂ ଆଲେଃଗେ ଣ୍ଡୁ ।
୫୧ମାତର୍ ଆରାମାତିଆ ଗାଉଁର୍ ସେ ଲକ୍ ବଡ୍ସବାର୍ ଗଟେକ୍ ମେମର୍ ରଇଲେ ମିସା, ସେମନର୍ ନିଆଇ ଆରି କାମ୍ ସଙ୍ଗ୍ ରାଜିଅଇ ନ ରଇଲା । ଆରି ପର୍ମେସରର୍ ରାଇଜ୍ ଜାଗ୍ତେରଇଲା ।
52 ଯୋସେଫ୍ ପିଲାତ ଡାଗ୍ରା ୱେଚେ ଜିସୁନେ ଗାଗ୍ଡ଼େ ସାଲ୍ୟାକେ ।
୫୨ସେ ପିଲାତର୍ ଲଗେ ଜାଇ ଜିସୁର୍ ମଲା ମଡ୍ ମାଙ୍ଗ୍ଲା ।
53 ତେସା ଯୋସେଫ୍ ଜିସୁନେ ଗାଗ୍ଡ଼େକେ କୁରୁସ୍ ଆଡ଼ାତ୍ରା ବାନ୍ ବୁନ୍ଦେ ଆଜାର୍କେ । ଆତେନ୍ ମୁଇଙ୍ଗ୍ ପାଟାଇ ଏତେ ଆକୁଇ ବିଃକେ । ମେଁ ଜିସୁନେ ଗାଗ୍ଡ଼େକେ ଡୁଂୱେଚେ କଣ୍ଡାନେ ବ୍ରି ଏତେ ଗଃବକ୍ନେ ଅସେବାନ୍ ବେବଆର୍ ଆଃଡିଙ୍ଗ୍କ୍ନେ ଗୁଡ଼ୁମ୍ନିଆ ବଆର୍କେ ।
୫୩ଜିସୁର୍ ମଡ୍ କୁର୍ସେଅନି ଉତ୍ରାଇ ଉଲ୍ଉଲା ପଚିଆଇ ଗୁଡିଆଇକରି ଜେନ୍ତିକି କେବେ କାକେ ନ ସଙ୍ଗଇରଇଲା, ଗଟେକ୍ ରାଙ୍ଗ୍ନି କାଟି ତିଆର୍କରି ରଇଲା ପାଆରେ ନେଇ ସଙ୍ଗଇଲାଇ ।
54 ଆତେନ୍ ଦିନ୍ ସୁକ୍ରା ଦିନ୍ ଲେଃଗେ, ପୁଣ୍ଡେନେ ଦିନା ଡାଗ୍ରା ପିଙ୍ଗ୍ଚା ଡିଙ୍ଗ୍ଗେ ।
୫୪ସେ ଦିନ୍ ବିସ୍ରାମ୍ବାର୍ ଦିନ୍ ନ ଅଇରଇଲା, ସେ ଦିନ୍ କେଟି ଆଇତେରଇଲା ।
55 ମୁଡ଼ି ସେଲାମ୍ବୁଏ ରେମୁଆଁଇଂ ଜିସୁକେ ତୁର୍ଚେ ମେଇଂ ଏତେ ଗାଲିଲୀବାନ୍ ପାଙ୍ଗ୍ଲେଗେ ମେଇଂ ଯୋସେଫ୍ନେ ପ୍ଲାପ୍ଲା ୱେଗେ । ମେଇଂ ୱେଚେ ଗୁଡ଼ୁମ୍ କେଆର୍କେ । ବିତ୍ରେ ଆଣ୍ଡିନେ ଜାଗାନ୍ନିଆ ଗାଗ୍ଡ଼େ ବଆର୍କେ ଆତେନ୍ ଜାଗା ଡିଗ୍ ମେଇଂ କେଆର୍କେ ।
୫୫ଆରି ଗାଲିଲିଅନି ଜିସୁର୍ ସଙ୍ଗ୍ ରଇଲା ମାଇଜିମନ୍ ଜସେପର୍ ସଙ୍ଗ୍ ଜାଇକରି ପାଆର୍ ବିତ୍ରେ ଜିସୁର୍ ଗାଗଡ୍ କେନ୍ତି ସଙ୍ଗଇଲା ଆଚେ ବଲି ଦେକ୍ଲାଇ ।
56 ତେନ୍ ଇଡ଼ିଂ ଆତେନ୍ ସେଲାମ୍ବୁଏ ରେମୁଆଁଇଂ ଜିସୁନେ ଗାଗ୍ଡ଼େନ୍ନିଆ ଲାଗେ ବିଃନ୍ସା ବାସ୍ନାଚୁ ଆର୍ମେ ନ୍ସା ଆତ୍ବାନ୍ ତାର୍ ୱେଗେ । ଆରି ମେଇଂ ନିୟମ୍ ଇସାବ୍ରେ ପୁଣ୍ଡେନେ ଦିନା ମେଇଂ ପୁଣ୍ଡେଆର୍କେ ।
୫୬ସେମନ୍ ବାଉଡିଜାଇ ବାସ୍ନା ଚିକନ୍ ଆରି ବାସ୍ନା ଦିନ୍ସୁ ତିଆର୍ କର୍ତେ ରଇଲାଇ । ସେ କାମ୍ ସାର୍ବାକେ ବିସ୍ରାମ୍ଦିନ୍ କେଟ୍ଲା । ଆରି ସେ ଦିନେ ମସାର୍ ନିୟମ୍ ଇସାବେ, ସେମନ୍ ବିସ୍ରାମ୍ କଲାଇ ।