< ଲୁକ୍‌ 12 >

1 ଅଜାର୍ ଅଜାର୍ ରେମୁଆଁ ପାଙ୍ଗ୍‌ ରିସିଂଚେ ମେଇଂମେଇଂ ଆଡ଼ାତ୍ରା ଟେଚା ଡୁଂପାଂଡିଂଆର୍‌ଗେ; ଆତେନ୍‌ ବେଲା ଜିସୁ ସେନୁଗ୍‍ ମେଁନେ ସିସ୍ଇଂକେ ବାସଙ୍ଗ୍‌ନେ ମୁଲେକେ, ଫାରୁଶୀଇଂନେ ଖମୀରବାନ୍‍ ସ୍ଲ ଲାଲାପା, ନେଙ୍ଗ୍ ବାସଙ୍ଗ୍‌ନେ ମେଃନେ ଡାଗ୍ଲା ମେଇଂ କୁଟ୍ ଜଗ୍‍ଣ୍ଡ୍ରେ ତରକ୍ ଲାଲାପା ।
ଏଥିମଧ୍ୟରେ ଅସଂଖ୍ୟ ଅସଂଖ୍ୟ ଲୋକ ଏକତ୍ର ହୋଇ ପରସ୍ପର ଉପରେ ମାଡ଼ି ପଡ଼ୁଥିଲେ; ସେତେବେଳେ ସେ ପ୍ରଥମେ ଆପଣା ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, “ଫାରୂଶୀମାନଙ୍କ ଖମୀର ସ୍ୱରୂପ କପଟତା ବିଷୟରେ ସାବଧାନ ହୋଇଥାଅ।
2 ବୁଡ଼ି ଲେଃକ୍ନେ ସପା ଜିନିସ୍‌କେ ବାସଙ୍ଗ୍‌ ଆର୍‌ଏ ବୁଡ଼ି ଲେଃକ୍ନେ ସାପା ବିସ‍ଏକେ ତ୍ନାଏ ।
କିନ୍ତୁ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ।
3 ପେଇଂ ମେଃନେ ତାଂକିଗ୍‌ନିଆ ବାସଙ୍ଗ୍‌ ପେବଏ ଆତେନ୍‌ ସାପା ସ୍ମିବେଲା ଆ‍ଃଅଁଏ ଆରି ମେଁନେ ଡୁଆ ବିତ୍ରେ ବୁଃଡ଼ି ଲେଃକେ ଆତେନ୍‌ ସାପା ରେମୁଆଁ ଣ୍ଡୁ ନେନେ ଜାଗାନ୍ନିଆ ବାସଙ୍ଗ୍‌ ପେବକେ । ଆତେନ୍‌ ବ୍ଲେସାଂ ଆଡ଼ାତ୍ରା ବାଲିର୍‍ ଆର୍‌ଏ ।
ଅତଏବ ତୁମ୍ଭେମାନେ ଯାହା ଅନ୍ଧକାରରେ କହିଅଛ, ସେହିସବୁ ଆଲୋକରେ ଶୁଣାଯିବ, ପୁଣି, ଯାହା ଗୁପ୍ତ କୋଠରୀରେ ଗୋପନରେ କହିଅଛ, ତାହା ଘର ଛାତ ଉପରେ ଘୋଷଣା କରାଯିବ।”
4 ଏ ନେଙ୍ଗ୍‍ନେ ସାଙ୍ଗଇଂ ଆପେକେ ବାସଙ୍ଗ୍‌ଣ୍ଡିଂ ଜାଣ୍ଡେଇଂ ଗାଗ୍‌ଡ଼େକେ ବାଗୁଏଃଆର୍‌ଏ, ମାତର୍‌ ଇଡ଼ିଙ୍ଗ୍ ମେଃଡିଗ୍ ଡିଙ୍ଗ୍ ଆୟାଆର୍‍ ଣ୍ଡୁ ଆମେଇଂକେ ଆପ୍‍ଟଗ୍‍ପା ।
“କିନ୍ତୁ ମୋହର ବନ୍ଧୁ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ।
5 ମାତର୍‌ ଆଜାକେ ପେବ୍‌ଟଏ, ଆତେନ୍‌ ନେଙ୍ଗ୍ ଆପେକେ ଣ୍ଡ୍ରାମ୍ୟାଏ; ବାଗୁଏଃକ୍ନେ ଇଡ଼ିଙ୍ଗ୍ ନର୍କନ୍ନିଆ ତ୍ଲାଗ୍‍ନ୍‍ସା ମୁଡ଼ି ଇସ୍‌ପର୍‌ନେ ଅଦିକାର୍ ଲେଃକେ ଆମେକେ ବୁଟପା; ସତେଆ ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍‌ଣ୍ଡିଂ ଆମେକେ ବୁଟପା । (Geenna g1067)
କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନର୍କରେ ପକାଇବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର। (Geenna g1067)
6 “ମ୍ବାକ୍ଲିଗ୍ କିଆପିଗ୍‌କେ ମେଃନେ ମ୍ବାକ୍ଲିଗ୍ ଡାବୁରେ ଆସ ଣ୍ଡୁ? ତେଲାଡିଗ୍ ଇସ୍‌ପର୍ ମୁଇଙ୍ଗ୍ କିଆପିଗ୍‌କେ ଣ୍ଡିଗ୍ ଆଆବ ଣ୍ଡୁ ।
ପାଞ୍ଚୋଟି ଘରଚଟିଆ କଅଣ ଯୋଡ଼ିଏ ପଇସାରେ ବିକାଯାଆନ୍ତି ନାହିଁ? ତଥାପି ସେମାନଙ୍କ ମଧ୍ୟରୁ ଗୋଟିଏକୁ ମଧ୍ୟ ଈଶ୍ବର ଭୁଲିଯାଆନ୍ତି ନାହିଁ।
7 ମାତର୍‌ ପେନେ ବାଆଃନେ ସର୍‌ତେ ଉଗ୍‌ବ ଇସାବ୍ ଡିଙ୍ଗ୍‌ବକେ । ଆବ୍‌ଟଗେପା; ପେ ଗୁଲୁଏ କିଆପିଗ୍ ବାନ୍ ମ୍ନା ।”
କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି। ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ।”
8 ଆରି ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍‌ଣ୍ଡିଙ୍ଗ୍‍, ଜାଣ୍ଡେକି ରେମୁଆଁଇଂ ଡାଗ୍ରା ଆନେଙ୍ଗ୍ ମାପ୍ରୁ ଡାଗ୍‌ଚେ ବାଲିର୍‍ ଆର୍‍ଏ, ରେମୁଆଁ ଉଙ୍ଗ୍‌ଡେ ଡିଗ୍ ଇସ୍‌ପର୍‌କେ ଦୁତ୍‍ଇଂ ସାର୍ମୁଆଁ ଡାଗ୍ରା ମ୍ୟାନ୍ଲେକେ ଡାଗ୍‌ଚେ ଆମେକେ ବାସଙ୍ଗ୍‍ଆର୍‌ଏ ।
“ଆଉ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଲୋକମାନଙ୍କ ଆଗରେ ମୋତେ ସ୍ୱୀକାର କରିବେ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ବରଙ୍କ ଦୂତମାନଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବେ;
9 ମାତର୍‌ ମୁଡ଼ି ରେମୁଆଁଇଂନେ ସାକ୍ୟନ୍ନିଆ ଆନେଙ୍ଗ୍ ଅବିସ୍‌ବାସ୍‌ ଡିଙ୍ଗ୍‌ଏ, ମେଁ ଇସ୍‌ପର୍‌ନେ ଦୁତ୍ଇଂନେ ସାକ୍ୟନ୍ନିଆ ଆମେକେ ନ୍ନାମ୍ୟାକେ ଣ୍ଡୁ ଡାଗ୍‌ଚେ ବାସଙ୍ଗ୍‌ ଆର୍‌ଏ ।
କିନ୍ତୁ ଯେ ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ତାହାକୁ ଈଶ୍ବରଙ୍କ ଦୂତମାନଙ୍କ ସାକ୍ଷାତରେ ଅସ୍ୱୀକାର କରାଯିବ।
10 ଆରି ମୁଡ଼ି ରେମୁଆଁ ଉଙ୍ଗ୍‌ଡେନେ ବିରଦ୍‌ରେ ସାମୁଆଁ ବାସଙ୍ଗ୍‍ଏ ଆମେକେ କେମା ଡିଙ୍ଗ୍ ବିଆର୍‌ଏ; ମାତର୍‌ ଜା ପବିତ୍ର ଆତ୍ମାନେ ବିରଦ୍‌ରେ ନିନ୍ଦା ସାମୁଆଁ ବାସଙ୍ଗ୍ଏ ଆମେକେ କେମା ଆବିଆର୍‍ଣ୍ଡୁ ।
ଆଉ ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ; ମାତ୍ର ଯେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହିବ, ତାହାକୁ କ୍ଷମା ଦିଆଯିବ ନାହିଁ।
11 ଆରି ଉଡ଼ିବେଲା ଜିଉଦିଇଂ ଆପେକେ ପାର୍‌ତନା ଡୁଆନିଆ ଆରି ସାସନ୍‍ ଆରି କେମା ଡିଙ୍ଗ୍‍ଣ୍ଡ୍ରେନିଆ ଡୁଂପାଙ୍ଗ୍‌ଏ, ଆତେନ୍‌ ବେଲା ପେ ନିଜେନେସା ଡିରକମ୍ ଉତର୍ ପେବିଏ କି ମେଃନେ ପେବାସଙ୍ଗ୍‌ଏ, ଆତେନ୍‌ ବିସୟ୍‌ରେ ଚିନ୍ତା ଆଡିଙ୍ଗ୍‌ପା ନାମଃ;
ଆଉ, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମାଜଗୃହ, ଶାସନକର୍ତ୍ତା ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କ ନିକଟକୁ ନେଇଯିବେ, ସେତେବେଳେ ତୁମ୍ଭେମାନେ ଆପଣା ସପକ୍ଷରେ କିପରି ବାକି କଥା ଉତ୍ତର ଦେବ କିମ୍ବା କଅଣ କହିବ, ସେ ବିଷୟରେ ଚିନ୍ତା କର ନାହିଁ;
12 ଡାଗ୍ଲା ମେଁନେ ବାସଙ୍ଗ୍‌ଲା ଡିଙ୍ଗ୍‌ଏ ଏନ୍ ପବିତ୍ର ଆତ୍ମା ଆତେନ୍‌‍ବେଲା ଆପେକେ ଆମ୍ୟା ବିଏ ।
କାରଣ କଅଣ କହିବାକୁ ହେବ, ତାହା ପବିତ୍ର ଆତ୍ମା ସେହି ସମୟରେ ତୁମ୍ଭମାନଙ୍କୁ ଶିଖାଇବେ।”
13 ରେମୁଆଁଇଂବାନ୍‍ ମୁଇଂଜା ଆମେକେ ବାସଙ୍ଗ୍‌କେ “ଅ ଗୁରୁ ନେଙ୍ଗ୍ ନେନାଙ୍ଗ୍‍କେ ନେଙ୍ଗ୍ ଏତେ ନେବାନେ ସମ୍ପତ୍ତି ବାଟା ବିଃନ୍‍ସା ବାସଙ୍ଗ୍‌ ।”
ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ କହିଲା, ହେ ଗୁରୁ, ମୋʼର ଭାଇକୁ ମୋʼ ସହିତ ପୈତୃକ ସମ୍ପତ୍ତି ଭାଗ କରିଦେବା ନିମନ୍ତେ କହନ୍ତୁ।
14 ମାତର୍‌ ଜିସୁ ଆମେଇଂକେ ବାସଙ୍ଗ୍‌କେ “ଏ ସାଙ୍ଗ ଜାଣ୍ଡେ ଆନେଙ୍ଗ୍‌କେ ପେନେ ଆଡ଼ାତ୍ରା ବିଚାର୍‍ ଡିଙ୍ଗ୍‍ନେ ଆରି ବାଟା ବିଃନ୍‍ସା ଜା ଆନେଙ୍ଗ୍‌କେ ଅଦିକାର୍ ବିବକେ?”
କିନ୍ତୁ ସେ ତାହାଙ୍କୁ କହିଲେ, “ହେ ଭାଇ, କିଏ ମୋତେ ତୁମ୍ଭମାନଙ୍କ ଉପରେ ବିଚାରକର୍ତ୍ତା ଓ ମଧ୍ୟସ୍ଥ କରି ନିଯୁକ୍ତ କଲା?”
15 ଆରି ଜିସୁ ଆମେଇଂକେ ବାସଙ୍ଗ୍‌କେ “ତରକ୍ ସାପା ରକମ୍‍ନେ ଲବ୍‌ବାନ୍‍ ନିଜେ ନିଜେକେ ସ୍ଲ ବପା ମେଃନ୍‌ସା ଡାଗ୍ଲା ମୁଇଙ୍ଗ୍ ରେମୁଆଁନେ ଜିବନ୍ ମେଁନେ ସମ୍ପତ୍ତି ଆଡ଼ାତ୍ରା ଆସା ଆଡିଙ୍ଗ୍ ଣ୍ଡୁ ।”
ପୁଣି, ସେ ସେମାନଙ୍କୁ କହିଲେ, “ସାବଧାନ, ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାକୁ ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ଧନସମ୍ପତ୍ତି ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ।”
16 ଆରି ଜିସୁ ଆମେଇଂକେ ଏନ୍ ଉଃସ୍ରା ବାସଙ୍ଗ୍‌କେ “ମୁଇଙ୍ଗ୍ ସାକାର୍‍ ରେମୁଆଁନେ ଲିଜନ୍ନିଆ ଜାବର୍ ଚୁକେ ।
ଆଉ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, “ଜଣେ ଧନୀ ଲୋକର କ୍ଷେତରେ ବହୁତ ଫସଲ ହେଲା।
17 ଆତ୍‌ଅରିଆ ମେଁ ଏତେଚେ ବାସଙ୍ଗ୍‌କେ ମେଁ ଣ୍ଡିଙ୍ଗ୍‍ଏ? ମେଃନ୍‌ସା ଡାଗ୍ଲା ନେଙ୍ଗ୍‌ନେ କିଆଉଁଆଃ ଗୁଆଚେ ବୁବନେ ଜାଗା ଣ୍ଡୁ ।”
ସେଥିରେ ସେ ମନେ ମନେ ଚିନ୍ତା କରି କହିଲେ, କଅଣ କରିବି? କାରଣ ମୋହର ଫସଲ ସଂଗ୍ରହ କରି ରଖିବା ନିମନ୍ତେ ସ୍ଥାନ ନାହିଁ।
18 ବାରି, ମେଁ ବାସଙ୍ଗ୍‌କେ, “ନେଙ୍ଗ୍ ଦେକ୍‌ ଣ୍ଡିଂଏ; ନେଙ୍ଗ୍‌ନେ ଆଣ୍ଡ୍ରାଃ ସାପା ପାକ୍‍ଚିଚେ କିଆ ବାରି ବିନ୍‌ବିନ୍‌ ଜିନିସ୍ ସାପା ବୁବନ୍‌ସା ବାରି ମ୍ନା ମ୍ନା ଆଣ୍ତ୍ରା ତିଆର୍‌ ଣ୍ତିଙ୍ଗ୍‌ଏ ।
ପୁଣି, ସେ କହିଲା, ଏହା କରିବି; ମୋହର ଅମାରସବୁ ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେସବୁରେ ମୋହର ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବି,
19 ଆରି ନେଙ୍ଗ୍‌ନେ ପାରାନ୍‌କେ ମ୍ବାସଙ୍ଗ୍‍ଏ ଏ ପାରାନ୍‍ ଉଡ଼ି ମୁଆଁ ନ୍‍ସା ନାନେ ଜାବର୍ କିଆ ଜତ୍ନେଚେ ମ୍ବକେ ପୁଣ୍ଡେପା ଚଙ୍ଗ୍‌ପା ଉଗ୍‍ପା ସାର୍ଦା ଲାଃଲା!”
ଆଉ ମୁଁ ମୋହର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଖାଦ୍ୟଶସ୍ୟ ସଞ୍ଚିତ ଅଛି, ବିଶ୍ରାମ କର୍, ଭୋଜନ କର୍, ଆମୋଦ କର୍;
20 ମାତର୍‌ ଇସ୍‌ପର୍ ଆମେକେ ବାସଙ୍ଗ୍‌କେ, “ଅ ବୁଦି ଣ୍ଡୁଣ୍ଡ୍ରେ ଏନ୍ ମିଡିଗ୍ ନାନେ ଜିବନ୍ ନାନେବାନ୍ ଡୁଙ୍ଗ୍‌ୱେଏ; ଆତ୍‍ ଅରିଆ ନା ମେଃନେ ନିଜେ ନ୍‍ସା ରାଃସିଙ୍ଗ୍‍ ନାବକେ, ଆତେନ୍‌ ସାପା ଜାନେ ଡିଙ୍ଗ୍‌ଏ?”
କିନ୍ତୁ ଈଶ୍ବର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋʼଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ସଞ୍ଚୟ କରିଅଛୁ, ସେହିସବୁ କାହାର ହେବ?
21 ଜିସୁ ଆରି ବାସଙ୍ଗ୍‌କେ “ଜା ନିଜେ ନ୍‍ସା ଦନ୍ ସମ୍ପତ୍ତି ରାଃସିଙ୍ଗ୍‍ ବଏ ମାତର୍‌ ଇସ୍‌ପର୍‌ନେ ମୁଆଃନ୍ନିଆ ସାକାର୍‍ ଣ୍ଡୁ ମେଁନେ ଆଡ଼ାତ୍ରା ଦେକ୍‌ରକମ୍ ଗଟେଏ ।”
ଯେ ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ବରଙ୍କ ବିଷୟରେ ଧନୀ ନୁହେଁ, ତାହା ପ୍ରତି ଏହିପରି ଘଟେ।”
22 ଜିସୁ ନିଜେନେ ସିସ୍ଇଂକେ ବାସଙ୍ଗ୍‌କେ “ଆତେନ୍‌‍ସା ନେଙ୍ଗ୍ ଆପେକେ ବାସଙ୍ଗ୍‍ଣ୍ଡିଙ୍ଗ୍‍କେ, ମେଃନେ ପେଚଙ୍ଗ୍‍ଏ ଦେକ୍‌ରକମ୍ ବାସଙ୍ଗ୍‌ଚେ ପେନେ ଜିବନ୍‍ସା ମେଁନେ ପେସଃଏ ଦେକ୍‌ରକମ୍ ବାସଙ୍ଗ୍‌ଚେ ପେନେ ଗାଗ୍‌ଡ଼େ ନ୍‌ସା ଡିଗ୍ ଚିନ୍ତା ଆଡିଙ୍ଗେପା ।
ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ଏନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କଅଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କଅଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ।
23 ମେଃନ୍‌ସା ଡାଗ୍ଲା ଚଙ୍ଗ୍‍ନେ ବାଦୁଲ୍ ପାରାନ୍‌ ବାରି ପାଟାଇ ବାଦୁଲ୍ ଗାଗ୍‌ଡ଼େ ମ୍ନା ।
କାରଣ ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ।
24 ଗିଗ୍ୟାଃ ପିଗ୍ଇଂନେ ବିସୟ୍‌ରେ ଏତେ କେଲାପା ମେଇଂ ଆବିଗ୍‌ଆର୍‌ ଣ୍ତୁ କି ଆୱେଆର୍‌ ଣ୍ତୁ, ଆରି ମେଁଇଂନେ କିଆ ଉଁଆଃ ବନେ ଡୁଆ ଣ୍ଡୁ ଆରି ଇସ୍‌ପର୍ ଆମେଇଂକେ ଚଙ୍ଗ୍‌ନ୍‌ସା ବିଏ; ପେ ପ୍ଲିଗ୍‍ଇଂ ବାନ୍ ପେ ଉଡ଼ି ମ୍ନା!
କାଉମାନଙ୍କ ବିଷୟରେ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି, ସେମାନଙ୍କର ଅମାର ନାହିଁ, ଆଉ ଈଶ୍ବର ସେମାନଙ୍କୁ ଆହାର ଦିଅନ୍ତି; ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ!
25 ଆରି, ପେନେ ବାନ୍ ଜା ଏତେ ଏତେଚେ ନିଜେନେ ଆୟୁସ୍‍କେ ଆମ୍ନା ପେୟାଏ?
ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇପାରେ?
26 ତେଲା ପେ ଜଦି ସାପାବାନ୍‍ ଡାଆଁ ବିସୟ୍‌ରେ ଡିଙ୍ଗ୍ ପେୟାଣ୍ଡୁ ତେଲା ବିନ୍ ସାପା ବିସୟ୍‌ରେ ମ୍ନାମ୍ନା କାମ୍ ଡିଙ୍ଗ୍‌ନ୍‌ସା ମେଃନ୍‌ସା ତାନ୍ଦ୍ରା ଡିଙ୍ଗ୍ ନାଡିଙ୍ଗ୍‍?
ଅତଏବ, ଯଦି ତୁମ୍ଭେମାନେ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟରେ କାହିଁକି ଚିନ୍ତା କରୁଅଛ?
27 କଣ୍ଡାନେ ସାରି ବିସୟ୍‌ରେ ଏତେ କେଲାପା ମେଇଂ ଡିରକମ୍ ସୁତା ଆଗୁଆର୍‌ ଣ୍ତୁ କି ଏତେ ଆର୍‌ଏ ଣ୍ତୁ ଏଲେଡିଗ୍ ନେଙ୍ଗ୍ ବାସଙ୍ଗ୍‌ଣ୍ଡିଂ ଜେ ଶଲୋମନ୍ ଡିଗ୍ ନିଜେନେ ଦନ୍ ସମ୍ପତି ଲେଃଚେ ଏନ୍ ସାପା ବିତ୍ରେ ମୁଇଂଡିଗ୍‌ ସବା ଆଲେଃକେ ଣ୍ତୁ?
କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟରେ ଭାବି ଦେଖ, ସେଗୁଡ଼ିକ କିପରି ସୂତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରି ବିଭୂଷିତ ନ ଥିଲେ।
28 ମାତର୍‌ ଆଣ୍ଡିନେ ଚେଃମୁଆଁ ଏକେ ଲିଜନ୍ନିଆ ଲେଃକେ ଆରି ଞ୍ଜଡ଼େ ତୃଗ୍‍ସନିଆ ତ୍ଲାଗ୍ ବିଃଆର୍‌ଏ ଆମେକେ ଅଃନା ଇସ୍‌ପର୍ ଦେକ୍‌ରକମ୍ ସବା ବିଏ ତେଲା ଏ ଇକୁଡ଼ା ସତ୍‍ ମାନେଃକେଣ୍ଡ୍ରେ ମେଁ ଆପେକେ ଉଡ଼ି ଜାବର୍ ସବା ଆବି ଣ୍ଡୁ!”
କିନ୍ତୁ ଯେଉଁ ଘାସ ଆଜି କ୍ଷେତରେ ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କେତେ ଅଧିକ ରୂପେ ନ ଦେବେ!
29 ଆରି ମେଃନେ ନେଚଙ୍ଗ୍‍ଏ ଆରି ମେଁନେ ନେଉଗ୍‍ଏ, ଆତେନ୍‌ ପେ ଆତୁର୍‌ଗେପା କି ଚିନ୍ତା ଆଡିଙ୍ଗେପା,
ପୁଣି, କଅଣ ଖାଇବ ଓ କଅଣ ପିଇବ, ତାହା ତୁମ୍ଭେମାନେ ଖୋଜି ବୁଲ ନାହିଁ କିମ୍ବା ଚିନ୍ତିତ ହୁଅ ନାହିଁ,
30 ମାତର୍‌‌ ମଞ୍ଚ୍‌ପୁର୍‌ନେ ବିଜାତି ରେମୁଆଁଇଂ ଇସ୍‌ପର୍‌କେ ମାମ୍ୟାଚେ ଏନ୍ ସାପା ବିସୟ୍‌ରେ ତେରେପେତେ ଡିଙ୍ଗ୍‌ଆର୍‌ଏ ଏନ୍ ସାପା ବିସୟ୍ ଦର୍‌କାର୍‌ ପେଇଂନେ ଆବା ମ୍ୟାଲେଃକେ ।
କାରଣ ଜଗତର ଅଣଯିହୁଦୀମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି; କିନ୍ତୁ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଈଶ୍ବର ଜାଣନ୍ତି।
31 ପେ ଆଣ୍ଡିନେ ବିସୟ୍‌ରେ କିକେନେ ଦର୍‌କାର୍ ଆତେନ୍‌ ଡିଙ୍ଗ୍ ଡିଙ୍ଗ୍‌କେ କିତଂନେ ରାଇଜ୍ । ତେଲା ଆପେକେ ଦର୍‌କାର୍ ଡିଂକ୍ନେ ଏନ୍ ସାପା ବିସୟ୍ ଆପେକେ ବିଆର୍‌ଏ ।
ବରଂ ତୁମ୍ଭେମାନେ ତାହାଙ୍କ ରାଜ୍ୟ ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।”
32 ଅ ଡାଆଁନେ ମେଣ୍ଡାଇଂ ଆପ୍‍ଟଗ୍‍ପା ଡାଗ୍ଲା ପେଇଂନେ ଆତେନ୍‌ ରାଇଜ୍‍ ବିନ୍‍ସା ଆପେକେ ପର୍‌ମେସର୍‌ ଚାଏଁଡିଂକେ ।
“ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଈଶ୍ବରଙ୍କର ମହା ଆନନ୍ଦ।
33 ପେନେ ଦନ୍ ସମ୍ପତ୍ତି ଲେଃକେ ଆତେନ୍‌ ସ ବିଃଚେ ଆତେନ୍‌ ଡାବୁକେ ଗରିବ୍‍ ରେମୁଆଁଇଂକେ ବାଟା ବିଃପା । ଏନ୍ ସଂସାର୍‍ନେ ଦନ୍ ସମ୍ପତ୍ତି କାଲାଆଃ ଆଲେଃଣ୍ଡୁ । ତେଲା କାଲାଆଃ ଲେଃଡିଙ୍ଗ୍‌କ୍ନେ ଦନ୍ ସମ୍ପତ୍ତି ରାଃସିଙ୍ଗ୍‍ପା । ନିଜେ ନ୍‍ସା କିତଂନ୍ନିଆ ପେନ୍‌ସା ଦନ୍‌ସମ୍ପତି ରାଃସିଙ୍ଗ୍‌ପା, ଡାଗ୍‍ଲା ଆତ୍‍ ଅରିଆ ମେଃଡିଗ୍ ଡଙ୍ଗାରେ ଆଗା ଣ୍ଡୁ ଆରି ମେଃଡିଗ୍ ବୁକେଉଙ୍ଗ୍‍ ଆଚଙ୍ଗ୍ ଣ୍ଡୁ ।
ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କରି ଦାନ କର; ଯାହା କ୍ଷୟ ପାଏ ନାହିଁ, ଏପରି ଝୋଲି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା କୀଟ ନଷ୍ଟ କରେ ନାହିଁ, ଏପରି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର,
34 ଡାଗ୍ଲା ଆଣ୍ଡି ଅରିଆ ପେନେ ଦନ୍, ଆତ୍‍ଅରିଆ ଡିଗ୍ ପେନେ ମନ୍ ।
କାରଣ ଯେଉଁଠାରେ ତୁମ୍ଭମାନଙ୍କର ଧନ, ସେହିଠାରେ ମଧ୍ୟ ତୁମ୍ଭମାନଙ୍କର ମନ।”
35 ପେଇଂନେ ନ୍‌ସା ଗାଗ୍ ବପା ଆରି ପେନେ କୁପିସ ଡୁଆ ଲେଲେ ।
“ତୁମ୍ଭମାନଙ୍କ କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ;
36 ଆରି ମାପ୍ରୁ ବିହେ ବଜିବାନ୍‍ ଆଣ୍ଡେ ୱିଗ୍‌ଚେ କାପାଟ୍‍ନ୍ନିଆ ବଗ୍‌ନେ ଦାପ୍ରେ ମୁଡ଼ି ରେମୁଆଁ ୱେଚେ କାପାଟ୍ ରଃନ୍‍ସା ଲେଃଏ ପେ ମେଇଂ ସୁଗା ଡିଙ୍ଗ୍‌ଚେ ଲାଲାପା ।
ଆଉ ପ୍ରଭୁ ବିବାହ-ଉତ୍ସବରୁ ଫେରି ଆସି ଦ୍ୱାରରେ ଆଘାତ କରିବା ମାତ୍ରେ ଯେଉଁ ଲୋକମାନେ ତାହାଙ୍କ ନିମନ୍ତେ ସେହିକ୍ଷଣି ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାଆନ୍ତି, ତୁମ୍ଭେମାନେ ସେମାନଙ୍କ ପରି ହୋଇ ରହିଥାଅ।
37 ମାପ୍ରୁ ପାଙ୍ଗ୍‌ଚେ ମୁଡ଼ି ଚାକର୍‌ଇଂକେ ଜାଗ୍ରତ୍ ଲେଃକ୍ନେ କେଏ ମେଇଂ ଦନ୍ୟ; ନେଙ୍ଗ୍ ଆପେ ସାପାରେକେ ସତ୍ ବାସଙ୍ଗ୍‌ଣ୍ଡିଂ ମେଁ ନିଜେନେ ନ୍‌ସା ଗାଗ୍‌ଚେ ଆମେଇଂକେ ଚଙ୍ଗ୍‌ନ୍ନିଆ ଆକଚେ ଡାଗ୍ରା ୱେଚେ ସେବା ଡିଙ୍ଗ୍ ଆର୍‌ଏ ।
ପ୍ରଭୁ ଆସି ଯେଉଁ ଦାସମାନଙ୍କୁ ଜାଗ୍ରତ ଦେଖିବେ, ସେମାନେ ଧନ୍ୟ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ଆପଣାର କଟି ବନ୍ଧନ କରି ସେମାନଙ୍କୁ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ।
38 ଆରି ମାପ୍ରୁ ଜଦି ମ୍ବାର୍‌ତର୍‍ ଲେଃ ଞ୍ଜିତର୍ ମଜେ ମିଡିଗ୍ ପାଙ୍ଗ୍‌ଚେ ଆମେଇଂକେ ଦେତ୍ ରକମ୍ କେଏ ତେଲା ଆତେନ୍‌ ଚାକର୍‍ଇଂ ଦନ୍ୟ ।
ଆଉ ସେ ଯଦି ରାତ୍ରିର ଦ୍ୱିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହାହେଲେ ସେହି ଦାସମାନେ ଧନ୍ୟ।
39 ମାତର୍‌ ଏନ୍ ମ୍ୟା ଲାଲାପା ଉଡ଼ିବେଲା ଡଙ୍ଗାରେ ପାଙ୍ଗ୍‌ଏ ଏନ୍ ଡୁଆନେ ମାଲିକ୍‍ ସେନୁଗ୍‍ ମ୍ୟାଏ ତେଲା ମେଁ ନିଜେ ଡୁଆନେ କୁଗ୍‌ଡାସା ଗୁଆତଗ୍‍ ନ୍‍ସା ଆବି ଣ୍ଡୁ ।
କିନ୍ତୁ ଏହା ଜାଣିଥାଅ, କେଉଁ ସମୟରେ ଚୋର ଆସିବ, ଏହା ଗୃହକର୍ତ୍ତା ଯଦି ଜାଣନ୍ତେ, ତାହାହେଲେ ସେ ଆପଣା ଘରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ।
40 ପେ ସାପାରେ ଡିଗ୍ ତରକ୍ ଲାଲାପା ମେଃନ୍‌ସା ଡାଗ୍ଲା ଉଡ଼ି ପ୍ଲେଡ଼ିଆ ପେଇଂ ଏତେ ପେଲେ ଣ୍ଡୁ ଆତେନ୍‌ ବେଲା ରେମୁଆଁ ଉଙ୍ଗ୍‌ଡେ ପାଙ୍ଗ୍‌ଏ ।
ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ।”
41 ଆତ୍‍ ଅରିଆ ପିତର୍ ବାସଙ୍ଗ୍‌କେ “ଅ ମାପ୍ରୁ ନାନେ ନେନ୍‌ସା ଲେଃ ସାପାରେ ନ୍‌ସା ଏନ୍ ଉଦା‍ଅରନ୍ ବାସଙ୍ଗ୍‌ ନାଡିଙ୍ଗ୍‍?”
ସେଥିରେ ପିତର କହିଲେ, ହେ ପ୍ରଭୁ, ଆପଣ କେବଳ ଆମ୍ଭମାନଙ୍କୁ ନା ସମସ୍ତଙ୍କୁ ଏହି ଦୃଷ୍ଟାନ୍ତ କହୁଅଛନ୍ତି?
42 ମାପ୍ରୁ ଉତର୍ ବିକେ, “ବିସ୍‌ବାସ୍‌ ଆରି ବୁଦିମାନ୍‍ ସେବାଣ୍ତ୍ରେ ଜାଣ୍ଡେ? ଆଜାକେ ମାଲିକ୍ ଡୁଆ ଚଲେନ୍‌ସା ଦାଇତ୍‌ରେ ବେ; ମେଁ ସମାନ୍ ବେଲା ବିନ୍‍ନେ ଗତିରେକେ ଚଙ୍ଗ୍‍ନ୍‍ସା ବିଃଲେ ।
ପ୍ରଭୁ କହିଲେ, “ଏଣୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ନିରୂପିତ ଭାଗ ଦେବା ନିମନ୍ତେ ପ୍ରଭୁ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କରିବେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ବେବର୍ତ୍ତା କିଏ?
43 ମାପ୍ରୁ ପାଙ୍ଗ୍‌ଚେ ମୁଡ଼ି ଗତିରେକେ ଦେତ୍ ରକମ୍ ଡିଙ୍ଗ୍‌କ୍ନେ କେଏ ମେଁ ଦନ୍ୟ ।
ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ।
44 ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍‌ଣ୍ଡିଂ ମେଁ ଆମେକେ ନିଜେନେ ଦନ୍ ସମ୍ପତ୍ତିନେ ଦାଇତ୍‍ରେ ବଏ ।
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସମସ୍ତ ସମ୍ପତ୍ତି ଉପରେ ଦାୟିତ୍ୱ ଦେବେ।
45 ମାତର୍‌ ଜଦି ଆତେନ୍‌ ଚାକର୍‌ ନେଙ୍ଗ୍‌ନେ ମାପ୍ରୁ ପାଙ୍ଗ୍‌ନେ ତଙ୍ଗାର୍‌ଏ ଡାଗ୍‌ଚେ ମନେ ମନେ ବାସଙ୍ଗ୍‌ଚେ ଆମେଇଂକେ ବଗ୍‌ଟୁ ଡିଙ୍ଗ୍‌ଏ ଆରି ଚଙ୍ଗ୍‌ଉଗ୍‌ଚେ ଉଗ୍‌ସା ଅଲେଙ୍ଗ୍‌ଏ ।
କିନ୍ତୁ ଯଦି ସେହି ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି ଦାସଦାସୀମାନଙ୍କୁ ପ୍ରହାର କରିବାକୁ ଏବଂ ଭୋଜନପାନ କରି ମତ୍ତ ହେବାକୁ ଆରମ୍ଭ କରେ,
46 ତେଲା ଆତେନ୍‌ ଚାକର୍‌ ମେଃ ଦିନା ଉର୍‍ଆଲେଃ ଣ୍ଡୁ ଆରି ଆଣ୍ଡେନେ ପ୍ଲେଡ଼ିଆ ମେଁ ମ୍ୟାଃଆଲେ ଆତେନ୍‌ ଦିନା ଆରି ଆତେନ୍‌ ବେଲା ମେଁନେ ମାପ୍ରୁ ପାଙ୍ଗ୍‌ଏ ଆରି ଆମେକେ ଆନ୍ତାର୍ ବିଚେ ଜାବର୍ ।”
ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ଡ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ, ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି ଅବିଶ୍ୱସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ।
47 ମୁଡ଼ିନେ ଗତିରେ ନିଜେ ମାଲିକ୍‌ନେ ଇକ୍‌ଚା ମ୍ୟାଚେ ତରକ୍ ଡିଙ୍ଗ୍ ଆଲେ ଣ୍ତୁ ବାରି ମେଁନେ ଇକ୍‌ଚା ଅନୁସାରେ କାମ୍ ଡିଙ୍ଗ୍‌ ଆବଣ୍ତୁ ମେଁ ସାସ୍ତି ବାଚେ ଜାବର୍ ମାଡ୍‍ ଚଙ୍ଗ୍‌ଏ ।
ଆଉ ଯେଉଁ ଦାସ ନିଜ ପ୍ରଭୁଙ୍କ ଇଚ୍ଛା ଜାଣି ପ୍ରସ୍ତୁତ ହୋଇ ନ ଥାଏ କିମ୍ବା ତାହାଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ନ ଥାଏ,
48 ମାତର୍‌ ମୁଡ଼ି ଗତିରେ ମାଲିକ୍‌ନେ ଇକ୍‌ଚା ମାମ୍ୟାଚେ ଡଣ୍ଡ୍‌ ବାନେ କାମ୍ ଡିଙ୍ଗ୍‌ଏ ଲେଃଏ ମେଁ ଇକୁଡ଼ା ସାସ୍ତି ବାଏ; ଆଜାକେ ଜାବର୍ ବିବ ମେଁବାନ୍‍ ଆରି ଜାବର୍ ବିବ ମେଁବାନ୍‍ ଆରି ଜାବର୍ ଆସା ଡିଙ୍ଗ୍ ଆର୍‌ଏ ।
ସେ ବହୁତ ପ୍ରହାରରେ ପ୍ରହାରିତ ହେବ; କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ। ଯାହାକୁ ବହୁତ ଦିଆଯାଇଅଛି, ତାହାଠାରୁ ବହୁତ ଦାବି କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବି କରିବେ।”
49 ଜିସୁ ବାସଙ୍ଗ୍‌କେ “ନେଙ୍ଗ୍ ମଞ୍ଚ୍‌ପୁର୍‌ନ୍ନିଆ ସୁଆ ଆଃଡୁଆ ନ୍‌ସା ପାଙ୍ଗ୍‍ନ୍ଲେଃକେ ଆରି ନେଙ୍ଗ୍‌ନେ ଇକ୍‌ଚା ଜିଆ ସୁଆ ଡୁଆଲେ!
“ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସୁଅଛି, ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହାହେଲେ ମୋହର ଆଉ କଅଣ ବାଞ୍ଛା?
50 ମାତର୍‌ ଆନେଙ୍ଗ୍ ମୁଇଙ୍ଗ୍ ଦିକ୍ୟାନ୍ନିଆ ଦିକ୍ୟା ଡିଙ୍ଗ୍‌ନେ ପଡ଼େଏ ଆରି ସାପାମାନ୍ଦା ମାଡିଙ୍ଗ୍‍ ଜାକ ନେଙ୍ଗ୍ ଡିରକମ୍ ଚିନ୍ତା ଣ୍ଡିଙ୍ଗ୍‍କେ ।
ମାତ୍ର ମୋତେ ଏକ ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ହେବ, ଆଉ ତାହା ସମାପ୍ତ ନ ହେବା ପର୍ଯ୍ୟନ୍ତ ମୁଁ କିପରି ଭାରାକ୍ରାନ୍ତ ହେଉଅଛି।
51 ନେଙ୍ଗ୍ ମଞ୍ଚ୍‌ପୁର୍‌ନ୍ନିଆ ସାନ୍ତି ବିଃନ୍‌ସା ପାଙ୍ଗ୍‌ନ୍ଲେକେ ଡାଗ୍‌ଚେ ମେଃନେ ପେଇଂ ଏତେ ପେଡିଙ୍ଗ୍‌କେ? ଲେଃ, ନେଙ୍ଗ୍ ଆପେକେ ବାସଙ୍ଗ୍‌ଣ୍ଡିଂକେ ଲେଃ ମଞ୍ଚ୍‌ପୁର୍‌ନେ ନେଙ୍ଗ୍ ବାଗ୍‍ ବାଗ୍‍ ଆଡିଙ୍ଗ୍ ନ୍‌ସା ପାଙ୍ଗ୍‍ନେ ।
ମୁଁ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି ବୋଲି କଅଣ ତୁମ୍ଭେମାନେ ମନେ କରୁଅଛ? ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, ବରଂ ଭେଦ କରିବାକୁ ଆସିଅଛି।
52 ମୁଇଙ୍ଗ୍ ଡୁଆନ୍ନିଆ ମାଲିକ୍ଲିଗ୍‍ ଲେଃଗେ ମ୍ବାୟାନେ ବିରଦ୍‌ରେ ଞ୍ଜିରୁଆ ଆରି ଞ୍ଜିରୁଆନେ ବିରଦ୍‌ରେ ମ୍ବାୟା ବିନେ ଡିଙ୍ଗ୍ ।
କାରଣ ଅଦ୍ୟାବଧି ଗୋଟିଏ ଗୃହରେ ପାଞ୍ଚ ଜଣ ଥିଲେ ଦୁଇ ଜଣଙ୍କ ବିରୁଦ୍ଧରେ ତିନି ଜଣ ଓ ତିନି ଜଣଙ୍କ ବିରୁଦ୍ଧରେ ଦୁଇ ଜଣ ବିଭିନ୍ନ ହେବେ।
53 ଆବା ବିରଦ୍‌ରେ ଉଙ୍ଗ୍‌ଡେ, ଉଙ୍ଗ୍‌ଡେ ବିରଦ୍‌ରେ ଆବା, ଇୟାଙ୍ଗ୍‍ ବିରଦ୍‌ରେ ସେଲାଅ ଆରି ସେଲାଅ ବିରଦ୍‌ରେ ଇୟାଙ୍ଗ୍‍; ଆତା ବିରଦ୍‌ରେ ମାଚୁଆ ଆରି ମାଚୁଆ ବିରଦ୍‌ରେ ଆତା ତଡ଼ିଆଏ ।”
ପୁତ୍ର ବିରୁଦ୍ଧରେ ପିତା, ପିତା ବିରୁଦ୍ଧରେ ପୁତ୍ର, କନ୍ୟା ବିରୁଦ୍ଧରେ ମାତା, ମାତା ବିରୁଦ୍ଧରେ କନ୍ୟା, ବୋହୂ ବିରୁଦ୍ଧରେ ଶାଶୁ ଓ ଶାଶୁ ବିରୁଦ୍ଧରେ ବୋହୂ ଭିନ୍ନ ହେବେ।”
54 ଜିସୁ ରେମୁଆଁଇଂକେ ନ୍ନିଆ ଡିଗ୍ ବାସଙ୍ଗ୍‌କେ, “ପଶ୍ଚିମ୍ ଦିଗ୍‍ ପାକା ତ୍ରିଗ୍‌ଡିଆ ତଡ଼ିଆ ଡିଙ୍ଗ୍‌କ୍ନେ କେଆର୍‌କେ, ଆତ୍‍ଅରିଆ ପେ ବାସଙ୍ଗ୍‌ପା, ଣ୍ଡିଆ ପାଙ୍ଗ୍‍ଡିଙ୍ଗ୍‍ ଆରି ଦେତ୍ ରକମ୍ ଗଟେଏ;
ପୁଣି, ସେ ଲୋକମାନଙ୍କୁ ମଧ୍ୟ କହିଲେ, “ପଶ୍ଚିମ ଦିଗରେ ମେଘ ଉଠୁଥିବା ଦେଖିଲେ ସେହିକ୍ଷଣି ତୁମ୍ଭେମାନେ କୁହ, ବର୍ଷା ଆସୁଅଛି, ଆଉ ସେହିପରି ଘଟେ;
55 ଦକିନ୍‌ ଦିଗ୍‍ ପାକା ୱେଡ଼ିଆ ପାଙ୍ଗ୍ ଡିଂକ୍ନେ ପେକେକେ ପେ ବାସଙ୍ଗ୍‌ପା ଜାବର୍ ନ୍ନାଃସେଙ୍ଗ୍‍ଏ ଆରି ଦେତୁଆଆ ଗଟେଏ ।
ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି, ତାହା ଘଟେ।
56 ଆ‍ଅଁକେଣ୍ଡ୍ରେଇଂ ପେ ସାପାରେ ମଞ୍ଚ୍‌ପୁର୍‌ ଆରି କିତଂନେ ଚିନ୍ କେଚେ ମେଁନେ ବୁଜେ ପେଡିଙ୍ଗ୍ ମାତର୍‌ ଏନ୍‍ ଜୁଗ୍‍ନେ ମେଁନେ ଗଟେଡିଙ୍କେ ସାପା ଡିରକମ୍ ମ୍ୟାପେୟାକେ?”
ରେ କପଟୀମାନେ, ତୁମ୍ଭେମାନେ ପୃଥିବୀ ଓ ଆକାଶର ଲକ୍ଷଣସବୁ ବୁଝି ପାରୁଅଛ, କିନ୍ତୁ ଏହି କାଳର ଲକ୍ଷଣସବୁ କିପରି ବୁଝୁ ନାହଁ?”
57 ପେ ଆଡିନେ କାମ୍ ନିମାଣ୍ଡାଃ ଆତାନ୍‌ ମେନ୍‌ସା ନିଜେ ବିଚାର୍‌ ଡିଙ୍ଗ୍‌ ପେୟାକେ ଣ୍ତୁ?
“ଆଉ ନିଜେ ନିଜେ କାହିଁକି ନ୍ୟାୟବିଚାର କରୁ ନାହଁ ଯେ ଉଚିତ୍ କଅଣ?
58 ଜଦି ଜାଣ୍ତେ ପେନେ ବିରଦ୍‌ରେ ଦାବି ଡିଙ୍ଗ୍‌ଚେ ଆପେକେ ବିଚାର୍‌ ଡୁଆନ୍ନିଆ ଡୁଙ୍ଗ୍‌ୱେଏ, ତେଲା ବିଚାର୍‌ ଡୁଆନ୍ନିଆ ୱେନେ ସେନୁଗ୍‌ ମେଁନେ ଏତେ ସମାଦାନ୍‌ ଡିଙ୍ଗ୍‌ନ୍‌ସା ଜିବନ୍‌ ବିଚେ ଚେସ୍‌ଟା ଡିଙ୍ଗ୍‌ପା । ଜଦି ଦେତ୍‌ରକମ୍ ପେଡିଙ୍ଗ୍‌, ତେଲା ମେଁ ଆପେକେ କ‍ଏଦ୍ ଡୁଆନିଆ ଆନ୍ତବିଃଏ ।
କାରଣ ତୁମ୍ଭର ବିବାଦୀ ସହିତ ଶାସନକର୍ତ୍ତାଙ୍କ ଛାମୁକୁ ଯାଉଥିବା ସମୟରେ ପଥ ମଧ୍ୟରେ ତାହାଠାରୁ ମୁକ୍ତ ହେବା ପାଇଁ ଚେଷ୍ଟା କର, କାଳେ ସେ ତୁମ୍ଭକୁ ବିଚାରକର୍ତ୍ତାଙ୍କ ନିକଟକୁ ଟାଣି ନେଇଯିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ହସ୍ତରେ ସମର୍ପଣ କରିବେ, ଆଉ ଉଚ୍ଚପଦସ୍ଥ କର୍ମଚାରୀ ତୁମ୍ଭକୁ କାରାଗାରରେ ପକାଇବ।
59 ନେଙ୍ଗ୍ ଆନାକେ ବାସଙ୍ଗ୍‌ଣ୍ଡିଂ, ନା ବାକି ଡାବୁ ମାସୁଜେ ଜାକ ଆତେନ୍‌ ଜାଗାବାନ୍ ଡିଲାଡିଗ୍ ତାର୍‌ ପେୟା ଣ୍ତୁ ।
ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ଶେଷ କଉଡ଼ିଟି ନ ସୁଝିବା ପର୍ଯ୍ୟନ୍ତ ସେହି ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସିପାରିବ ନାହିଁ।”

< ଲୁକ୍‌ 12 >