< ୧ ତିମତି 6 >
1 କ୍ରିସ୍ଟ ବିସ୍ବାସି ସିସ୍ଇଂ ନିଜର୍ ମାଲିକ୍କେ ନିମାଣ୍ଡା ସନ୍ମାନ୍ ବିଃପା । ତେଲା ଇସ୍ପର୍ନେ ବିରଦ୍ରେ ଣ୍ତୁଲା ନେନେ ସିକ୍ୟା ବିସୟ୍ରେ ଜାଣ୍ଡେ ମେଃଡିଗ୍ ନିନ୍ଦା ଡିଙ୍ଗ୍ ଆୟାଆର୍ ଣ୍ତୁ ।
ଯେତେ ଲୋକ ଦାସତ୍ୱରୂପ ଜୁଆଳିର ଅଧୀନରେ ଅଛନ୍ତି, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମ୍ମାନ ପାଇବାର ଯୋଗ୍ୟ ବୋଲି ଜାଣନ୍ତୁ, ଯେପରି ଈଶ୍ବରଙ୍କ ନାମ ଓ ଶିକ୍ଷାର ନିନ୍ଦା ନ ହୁଏ।
2 ଜାଣ୍ତେଇଂନେ ମାଲିକ୍ଇଂ ଡିଗ୍ କିସ୍ଟ ବିସ୍ବାସି ମେଇଂ ମାଲିକ୍କେ ବୟାଁ ଡାଗ୍ଚେ ଆମେଇଂକେ ନିମାଣ୍ଡା ବାବ୍ରେ ସନ୍ମାନ୍ ବିଃଆବକେ ରକମ୍ ଆଡିଙ୍ଗ୍ପା । ଣ୍ଡୁଲା ଜାବର୍ ନିଜର୍ ବାବ୍ରେ ମେଁଇଂନେ ସେବା ଡିଙ୍ଗ୍ପା ଡାଗ୍ଲା ମେଇଂ ଡିଗ୍ କିସ୍ଟ ବିସ୍ବାସି ବାରି ଜାବର୍ ସାର୍ଦା ଡିଙ୍ଗ୍ଆର୍ଏ । ଏନ୍ ସାପା ବିସୟ୍ ପେ ଗ୍ୟାନ୍ ବିଚେ ବାସଙ୍ଗ୍ଏ ।
ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜାଣି ତୁଚ୍ଛ ନ କରନ୍ତୁ, ବରଂ ଅଧିକ ଯତ୍ନ ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ୱାରା ଉପକାର ପାଆନ୍ତି, ସେମାନେ ବିଶ୍ୱାସୀ ଓ ପ୍ରିୟପାତ୍ର। ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ।
3 ଜାଣ୍ଡେଇଂ ମାପ୍ରୁ ଜିସୁ କିସ୍ଟନେ ଗ୍ୟାନ୍ ଏତେ ସମାନ୍ ମାଲେଃଚେ ବାରି ନେନେ ଦରମ୍ ଗ୍ୟାନ୍ ବିରଦ୍ ଡିଙ୍ଗ୍ମ୍ୟାକ୍ନେ ବିନ୍ ରକମ୍ ସାମୁଆଁ ବାସଙ୍ଗ୍ ଡିଙ୍ଗ୍ଏ
କେହି ଯଦି ଭିନ୍ନ ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ବରପରାୟଣତା ଅନୁଯାୟୀ ଶିକ୍ଷା ଗ୍ରହଣ ନ କରେ,
4 ଜାଣ୍ଡେ ରେମୁଆଁ ମିଚ୍ ଗ୍ୟାନ୍ ବିଏ ମେଁ ଗରବ୍ ବାରି ମେଃଡିଗ୍ ବୁଜେ ଆୟା ଣ୍ତୁ । ଆତେନ୍ ରେମୁଆଁ ସବ୍ଦନେ ଅରତ୍କେ ସାଚେ ଅଡ଼୍କା ଅଡ଼୍କି ଡିଙ୍ଗ୍ନେସା ଜାବର୍ ସେନୁଗ୍ ତାର୍ଏ ବାରି ମେଁ ୱିଙ୍ଗ୍ଆଃରିଂଆଃ ପାଙ୍ଗ୍ଏ । ଏନ୍ ସାପା ଗଣ୍ତ୍ଗଲ୍, ଇଂସା, ଅପ୍ମାନ୍ ବାରି ସନ୍ଦେଅ ପାଙ୍ଗ୍ଲେଏ ।
ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ, ପୁଣି, ବାଦାନୁବାଦ ଓ ଯୁକ୍ତିତର୍କରେ ଲିପ୍ତ; ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, ମନ୍ଦ ସନ୍ଦେହ,
5 ମେଇଂ ବିଚାର୍ନ୍ନିଆ ବେକାର୍ ଡିଙ୍ଗ୍ଚେ ସରାଃସ୍ରିଃ ଅଡ଼୍କା ଅଡ଼୍କି ବାନ୍ ସତ୍ନେ ଅପ୍ମାନ୍ ଡିଙ୍ଗ୍ଆର୍ଏ । ଦରମ୍ ବିସ୍ବାସ୍କେ ମାତର୍ ସାଉକାର୍ ଡିଙ୍ଗ୍ନେ ମୁଇଙ୍ଗ୍ ଗାଲି ଡାଗ୍ଚେ ମେଇଂ ମନେ ଡିଙ୍ଗ୍ଏ ।
ପୁଣି, ଯେଉଁମାନେ ଈଶ୍ବରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ସର୍ବଦା ବିରୋଧ ଜନ୍ମେ।
6 ଦରମ୍ ଲେଃନେ ରେମୁଆଁ ସତେଆ ସାଉକାର୍ ଡାଗ୍ଲା ମେଁନେ ଉଡ଼ି ଲେଃକେ ଅଃତେନ୍ରେ ମେଁ ସାନ୍ତି ।
ଈଶ୍ବରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ;
7 ନେ ଏନ୍ ମଞ୍ଚ୍ପୁର୍ନ୍ନିଆ ମେଃନେ ଡୁଙ୍ଗ୍ପାଙ୍ଗ୍ ନେବକେ? ମେଃଡିଗ୍ ଣ୍ତୁ । ବାରି ଆକ୍ବାନ୍ ମେଃନେ ସାଃଚେ ଡୁଙ୍ଗ୍ୱେ ନେଃୟାଏ? ମେଃଡିଗ୍ ଣ୍ତୁ ।
କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ;
8 ତେଲା ନେ ନ୍ସା ଚଙ୍ଗ୍ନେ ବାରି ୱାଡ଼େଗ୍ନେ ଜିନିସ୍ ଲେଃଲା ନେ ନ୍ସା ନିମାଣ୍ଡା ।
ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ।
9 ଦନ୍ ସମ୍ପତି ଲିବିସ ରେମୁଆଁକେ ଗୁଲୁଏ ପରିକ୍ୟା ବାରି ପାନ୍ଦ୍ ବିତ୍ରେ ଡୁଙ୍ଗ୍ୱେଏ; ମେଁ ମନ୍ନ୍ନିଆ ଗୁଲୁଏ ଦଦ୍ୟା ଲବ୍ ଡିଙ୍ଗ୍ନେ ଲାଲ୍ସା ଜାଗ୍ରତ୍ ଆଡିଙ୍ଗ୍ଚେ ଆମେକେ ଦଂସ ବାରି ସାପା ନସ୍ଟ ପାକା ଡୁଙ୍ଗ୍ୱେଏ ।
ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି, ଅନେକ ପ୍ରକାର ଭୁଲ୍ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହିସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ବୁଡ଼ାଇ ଦିଏ।
10 ଦନ୍ ଲବ୍ ସାପା ଦଦ୍ୟା କାରନ୍ । ଜାବର୍ ବାନ୍ ଜାବର୍ ଦନ୍ ବାନେ ଲବ୍ରେ ଉଡ଼ି ରେମୁଆଁ ସତ୍ ବିସ୍ବାସ୍କେ ଆନ୍ତାର୍ ବଆର୍କେ । ମାତର୍ ଦେତ୍ ରକମ୍ ଡିଙ୍ଗ୍ନେ ବାନ୍ ମେଇଂ ନିଜର୍ ଆଡ଼ାତ୍ରା ଗୁଲୁଏ ଦୁକ୍ କସ୍ଟ ଡୁଙ୍ଗ୍ପାଙ୍ଗ୍ ଆରେ ।
କାରଣ ଧନଲୋଭ ସମସ୍ତ ମନ୍ଦତାର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି, ବହୁ ଦୁଃଖରେ ଆପଣା ଆପଣା ହୃଦୟରେ ଦୁଃଖ କରିଅଛନ୍ତି।
11 ମାତର୍ ଅ ତିମତି ନା ମୁଇଂ ପର୍ମେସର୍ନେ ରେମୁଆଁ । ଏଲେଡିଗ୍ ପେ ଆତେନ୍ ସାପା ବିସୟ୍ ବାନ୍ ସ୍ଲ ଲେଃନେ ଦର୍କାର୍ । ଦରମ୍ ବାବ୍ରେ ଲେଃ ନ୍ସା ଚେସ୍ଟା ଡିଙ୍ଗ୍ପା ପର୍ମେସର୍ନେ ଉପାସ୍ ଡିଙ୍ଗ୍ପା । ପେନେ ଜିବନ୍ରେ ବିସ୍ବାସ୍, ଆଲାଦ୍, ସାଆସ୍, ଦରମ୍ ବାରି ବଦ୍ର ବେବଆର୍ ଡିଙ୍ଗ୍ ନ୍ସା ଚେସ୍ଟା ଡିଙ୍ଗ୍ପା ।
କିନ୍ତୁ ହେ ଈଶ୍ବରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ବରପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ।
12 କ୍ରିସ୍ଟ ବିସ୍ବାସ୍ନ୍ନିଆ ନିମାଣ୍ଡା ଜୁଜ୍ନ୍ନିଆ ଜୁଦ୍ ଡିଙ୍ଗ୍ଚେ ମାଡାନେ ପାରାନ୍ ବାପା । ଏନ୍ ଇକ୍ଚାରେ ୱେଚା ନ୍ସା ଆପେକେ ସ୍ରି ବକେ ବାରି ଗୁଲୁଏ ସାକିନେ ବିତ୍ରେ ଏନ୍ ବିସ୍ବାସ୍ ଡିଙ୍ଗ୍ ପେବକେ । (aiōnios )
ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୂତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ। (aiōnios )
13 ସାପା ଜିବ୍ ଜନ୍ତୁକେ ଜିବନ୍ ବିନେ ଇସ୍ପର୍ନେ ସାମ୍ନାନ୍ନିଆ ବାରି ପନ୍ତିୟ ପିଲାତନେ ସାମ୍ନାନ୍ନିଆ ଡାଟ୍ ବିସ୍ବାସ୍ନ୍ନିଆ ସ୍ନାମୁଆଁ ଡିଙ୍ଗ୍ବକ୍ନେ ମାପ୍ରୁ ଜିସୁ କିସ୍ଟନେ ମ୍ନିରେ ଆପେକେ ଆଦେସ୍ ବିଚେ ବାସଙ୍ଗ୍ଣ୍ଡିଂ ।
ସମସ୍ତଙ୍କ ଜୀବନଦାତା ଈଶ୍ବରଙ୍କ ସାକ୍ଷାତରେ, ପୁଣି, ପନ୍ତିୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ମୁଁ ତୁମ୍ଭକୁ ଆଦେଶ ଦେଉଅଛି,
14 ମାପ୍ରୁ ଜିସୁ କିସ୍ଟନେ ବାର୍ମୁଇଂତର୍ ପାଙ୍ଗ୍ ଜାକ ଆପେକେ ବିବକ୍ନେ ଆଦେସ୍ଇଂ ବିସ୍ବାସ୍ ବାବ୍ରେ ପାଲନ୍ ଡିଙ୍ଗ୍ପା । ନିମାଣ୍ତା ବାରି ନିନ୍ଦା ଆଡିଙ୍ଗ୍ଚେ ଲାଃଲାପା ।
ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ରୁହ।
15 ପର୍ମେସର୍ ନିମାଣ୍ତା ବେଲା ପାଙ୍ଗ୍ଲା ଆତେନ୍ ସମାଦାନ୍ ଆଃଡିଙ୍ଗ୍ଏ । ପର୍ମେସର୍ ମୁଇଂ ଆଃ ମ୍ନାଃ ଇଃସାଙ୍ଗ୍ । ମେଁ ଇଃସାଙ୍ଗ୍ଇଂନେ ଇଃସାଙ୍ଗ୍ ବାରି ମାପ୍ରୁଇଂନେ ମାପ୍ରୁ ।
ସେ ପରମଧନ୍ୟ ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ,
16 ପରମେସର୍ ଅମର୍ ଡିଙ୍ଗ୍ଲେକେ । ପରମେସର୍ ଅଃକେନ୍ ତାର୍କିଗ୍ ବିତ୍ରେ ବାସା ଲେଃକେ ଜାଣ୍ତେ ରେମୁଆଁ ମେଁନେ ଡାଗ୍ରା ୱେ ଆୟା ଆର୍ ଣ୍ତୁ । ଜାଣ୍ଡେ ଅଃନାଡିଗ୍ ପରମେସର୍କେ ଆକେ ଆର୍କେ ଣ୍ତୁ । ଜାଣ୍ଡେ ଅଃନା ପରମେସର୍କେ ଡିଗ୍ କିକେ ଆୟା ଆର୍ଏ ଣ୍ତୁ । ପର୍ମେସର୍ ଗୌରବ୍ ବାରି ବପୁ ମାଡାନେ କାଲ୍ ଜାକ ତ୍ନାଲେ । ଆମେନ୍ । (aiōnios )
ଯେ ଏକମାତ୍ର ଅମର ଓ ଅଗମ୍ୟ ଜ଼୍ୟୋତିର୍ନିବାସୀ, ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ। ଆମେନ୍। (aiōnios )
17 ଏନ୍ ମଞ୍ଚ୍ପୁର୍ନ୍ନିଆ ଜିନିସ୍ପତର୍ ଜାଣ୍ଡେଇଂ ସାଉକାର୍ ଆମେଇଂକେ ଗରବ୍ ଆଡିଙ୍ଗ୍ ନ୍ସା ତରକ୍ ଆଡିଙ୍ଗ୍ବିପା । ଆମେଇଂକେ ଆଦେସ୍ ବିଚେ ବାସଙ୍ଗ୍ପା । ଆର୍ଜେ ବକ୍ନେ ଦନ୍ ସମ୍ପତିକେ ଆସା ଆଡିଙ୍ଗ୍ଚେ ମେଇଂ ସାପାନେ ମୁକ୍ତିଦାତା ଇସ୍ପର୍ନେ ଆଡ଼ାତ୍ରା ଆସା ବପା; ଇଡ଼ିଙ୍ଗ୍ ଚଙ୍ଗ୍ ନ୍ସା ନେ ସାପା ବିସୟ୍ ମେଁ ଆନେକେ ବିଏ (aiōn )
ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୋଇ ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁର ଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ବର, ସେହି ଈଶ୍ବର ଉପରେ ନିର୍ଭର କରନ୍ତି, (aiōn )
18 ସାଉକାର୍ ରେମୁଆଁଇଂକେ ବାସଙ୍ଗ୍ପା ଜେ ମେଇଂ ନିମାଣ୍ତା କାମ୍ ଡିଙ୍ଗ୍ଆର୍ଲେଃ । ଆମେଇଂକେ ବାସଙ୍ଗ୍ପା ଜେ ନିମାଣ୍ଡା କାମ୍ ଡିଙ୍ଗ୍ନେ ବାନ୍ ମେଇଂ ସାଉକାର୍ ଡିଙ୍ଗ୍ଲେଃ ।
ପୁଣି, ଅନ୍ୟର ଉପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ;
19 ଦେତ୍ରକମ୍ ଡିଙ୍ଗ୍ଚେ ମେଇଂ କିତଂନ୍ନିଆ ନିଜର୍ ନ୍ସା ସମ୍ପତି ରାଃସିଙ୍ଗ୍ ବଲେ । ଆତେନ୍ ସମ୍ପତି ଡିଙ୍ଗ୍କେ ମୁଲ୍ ପାଣ୍ଡୁସନ୍ ଆତେନ୍ ଆଡ଼ାତ୍ରା ମେଁଇଂନେ ବବିଷ୍ୟତ୍ ଜିବନ୍ ତୁଆଁ ୟାଏ । ତେଲା ମେଇଂ ସତେଆ ପାରାନ୍ନ୍ନିଆ ଅଦିକାର୍ ଡିଙ୍ଗ୍ଆର୍ଏ ।
ଏହି ପ୍ରକାର କଲେ ସେମାନେ ଭାବୀ ଜୀବନ ନିମନ୍ତେ ପ୍ରକୃତ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି।
20 ଅ ତିମତି ଆନାକେ ଦାଇତ୍ ବିବକେ ଆତେନ୍ ସାପା ପାଲନ୍ ଡିଙ୍ଗ୍ । ପର୍ମେସର୍ ଡାଗ୍ରା ପାଙ୍ଗ୍ ଆଲେଃକ୍ନେ ଦଦିଆ ସାମୁଆଁ ବାସଙ୍ଗ୍ ମ୍ୟାକ୍ନେ ରେମୁଆଁଇଂ ବାନ୍ ସ୍ଲ ଲାଲାପା । ସତ୍ ବିରଦ୍ରେ ଅଡ଼୍କା ଅଡ଼୍କି ଡିଙ୍ଗ୍ମ୍ୟାକ୍ନେ ରେମୁଆଁଇଂ ବାନ୍ ସ୍ଲ ଲାଲାପା । ଏନ୍କେ ମେଇଂ ମିଚ୍ ବୁଦି ଡାଗ୍ଚେ ବାସଙ୍ଗ୍ଆର୍ଏ । ମାତର୍ ଆକେନ୍ ସତେଆ ବୁଦି ଣ୍ତୁ ।
ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ କଥା କଥାରେ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;
21 ଗଡ଼େଅ ତିମତି, ନା ଆଡ଼ାତ୍ରା ବିଃବ୍ନ ଦାଇତ୍ ସତ୍ ବାବ୍ରେ ପାଲନ୍ ଡିଂ । ଉଡ଼ି ରେମୁଆଁ ବାସଙ୍ଗ୍ଏ ଜେ, ଆମେଇଂକେ ଆତେନ୍ ବୁଦି ଲେଃକେ । ମେଇଂ ସତ୍ ବିସ୍ବାସ୍କେ ଆନ୍ତାର୍ ବିବଆର୍କେ । ପର୍ମେସର୍ନେ ଲିବିସ ପେ ସାପାରେନେ ଏତେ ଲେଃଲେ ।
କେହି କେହି ତାହା ପାଳନ ନ କରି ବିଶ୍ୱାସ ବିଷୟରେ ପଥଭ୍ରଷ୍ଟ ହୋଇଅଛନ୍ତି। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।