< ୧ ଜହନ୍‌ 5 >

1 ଜାଣ୍ଡେ ଜିସୁକେ କିସ୍‌ଟ ଡାଗ୍‌ଚେ ବିସ୍‌ବାସ୍‌ ଡିଙ୍ଗ୍‌ଏ ମେଁ ଇସ୍‌ପର୍‌ନେ ଉଙ୍ଗ୍‌ଡେ । ଜାଣ୍ଡେକି ମୁଇଙ୍ଗ୍ ଆବାକେ ଆଲାଦ୍ ଡିଙ୍ଗ୍‌ଏ ଆତେନ୍‌ ଆବାନେ ଉଙ୍ଗ୍‌ଡେକେ ଡିଗ୍ ମେଁ ଆଲାଦ୍ ଡିଙ୍ଗ୍‌ଏ ।
ଯେ କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ, ସେ ଈଶ୍ବରଙ୍କଠାରୁ ଜାତ; ଆଉ, ଯେ କେହି ଜନ୍ମଦାତାଙ୍କୁ ପ୍ରେମ କରେ, ସେ ତାହାଙ୍କଠାରୁ ଜାତ ହୋଇଥିବା ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ।
2 ନେ ଉଡ଼ିବେଲା ଇସ୍‌ପର୍‌କେ ଆଲାଦ୍ ନେଡିଙ୍ଗ୍‌ଏ ବାରି ମେଁନେ ଆଦେସ୍‌ ପାଲନ୍ ନେଡିଙ୍ଗ୍‌ଏ ଆତେନ୍‌‌ ବେଲା ତେନ୍‌ବାନ୍‌ ମ୍ୟା ନେୟାଏ ଜେ ନେ ଇସ୍‌ପର୍‌ନେ ଉଂଡେଇଂକେ ଆଲାଦ୍ ଡିଙ୍ଗ୍‌ନେଡିଙ୍ଗ୍‌କେ ।
ଆମ୍ଭେମାନେ ଯେତେବେଳେ ଈଶ୍ବରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତଦ୍ୱାରା ଜାଣି ପାରୁ ଯେ, ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ।
3 ଡାଗ୍ଲା ଇସ୍‌ପର୍‌କେ ଆଲାଦ୍ ଡିଙ୍ଗ୍‌ନେ ଡିଙ୍ଗ୍‌କେ ଏନ୍ ଅର୍‌ତ ନେ ମେଁନେ ଆଦେସ୍‌ ପାଲନ୍ ନେଡିଙ୍ଗ୍‌ଏ । ମେଁନେ ଆଦେସ୍‌ ପାଲନ୍ ଡିଙ୍ଗ୍‌ନେ ମାଲେ କସ୍ଟ ଣ୍ତୁ ।
କାରଣ ଈଶ୍ବରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାର ସ୍ୱରୂପ ନୁହେଁ।
4 ଡାଗ୍ଲା ଇସ୍‌ପର୍‌ନେ ଉଙ୍ଗ୍‌ଡେଇଂ ଏନ୍ ମଞ୍ଚ୍‌ପୁର୍‌କେ ଜିତେନେ ବପୁ ବା ଲେଃକେ । ବିସ୍‌ବାସ୍‌ ବପୁରେ ନେ ମଞ୍ଚ୍‌ପୁର୍‌ନେ ଆଡ଼ାତ୍ରା ଜିତେ ନେୟାଏ ।
ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି, ତାହା ଆମ୍ଭମାନଙ୍କର ବିଶ୍ୱାସ।
5 ଏନ୍ ମଞ୍ଚ୍‌ପୁର୍‌କେ ଜାଣ୍ଡେ ଜିତେ ୟାଏ? ଜିସୁକେ ଇସ୍‌ପର୍‌ନେ ଉଙ୍ଗ୍‌ଡେ ଡାଗ୍‌ଚେ ଜାଣ୍ଡେ ବିସ୍‌ବାସ୍‌ ଡିଙ୍ଗ୍‌ଏ ମେଁ ମଞ୍ଚ୍‌ପୁର୍‌କେ ଜିତେ ୟାଏ ।
ଯୀଶୁ ଈଶ୍ବରଙ୍କ ପୁତ୍ର, ଏହା ଯେ ବିଶ୍ୱାସ କରେ, ତାହା ଛଡ଼ା ଆଉ କିଏ ଜଗତକୁ ଜୟ କରେ?
6 ଆତାନ୍‌ ଜିସୁ କିସ୍‌ଟ ଣ୍ତିଆ ବାରି ମିଆଁ ବିଚେ ପାଙ୍ଗ୍‌ଲେଃକେ, ମାତର୍‌‌ ଣ୍ତିଆ ବିଚେ ଣ୍ତୁ, ମାତର୍‌‌ ଣ୍ତିଆ ବାରି ମିଆଁ ମ୍ୱାକ୍ଲିଗ୍‌ ବିଚେ ପାଙ୍ଗ୍‌ ଲେଃକେ । ଆକେନ୍‌ ସାମୁଆଁନେ ସତ୍‌ ନିଜେ ପରମାତ୍ମା ପର୍‌ମାନ୍‌ ଡିଂବକେ, ଡାଗ୍ଲା ପରମାତ୍ମା ଆଃ ସତ୍‌ ।
ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ, କେବଳ ଜଳ ଦେଇ ନୁହେଁ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ;
7 ବାରି ଆତ୍ମା ଡିଗ୍‌ ଆକ୍‌ନେ ସାକ୍ୟ ବିଏ ଡାଗ୍ଲା ଆତ୍ମା ଆଃ ସତ୍‌ ।
ଆଉ ଆତ୍ମା ମଧ୍ୟ ଏଥିର ସାକ୍ଷ୍ୟ ଦିଅନ୍ତି, କାରଣ ଆତ୍ମା ହିଁ ସତ୍ୟ।
8 ଆତ୍ମା ଣ୍ଡିଆ ବାରି ମ୍ୟା କ୍ମେଇଂ ଞ୍ଜିକ୍ଲିଗ୍‌ ସାକ୍ୟ ମୁଇଙ୍ଗ୍ ।
ଆତ୍ମା, ଜଳ ଓ ରକ୍ତ, ଏହି ତିନି ସାକ୍ଷ୍ୟ ଦିଅନ୍ତି, ପୁଣି ତିନିର ସାକ୍ଷ୍ୟ ଏକ।
9 ନେ ଜଦି ରେମୁଆଁନେ ସାକ୍ୟ ଗ୍ର‍ଅନ୍‌ ନେଡିଙ୍ଗ୍‌ଏ ତେଲା ଇସ୍‌ପର୍‌ନେ ସାକ୍ୟ ମେଁନେ ବାନ୍ ମ୍ନା ବାରି ଇସ୍‌ପର୍‌ନେ ସାକ୍ୟ ଏନ୍ ଜେ ମେଁ ନିଜର୍ ଉଂଡେନେ ବିସୟ୍‌ରେ ସାକି ବିଃବକେ ।
ଆମ୍ଭେମାନେ ଯଦି ମନୁଷ୍ୟର ସାକ୍ଷ୍ୟ ଗ୍ରହଣ କରୁ, ତେବେ ଈଶ୍ବରଙ୍କ ସାକ୍ଷ୍ୟ ତାହାଠାରୁ ଶ୍ରେଷ୍ଠ, ଆଉ ଈଶ୍ବରଙ୍କ ସାକ୍ଷ୍ୟ ଏହା ଯେ, ସେ ଆପଣାର ପୁତ୍ରଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେଇଅଛନ୍ତି।
10 ଜାଣ୍ଡେ ଇସ୍‌ପର୍‌ନେ ଉଂଡେନେ ଡାଗ୍ରା ବିସ୍‌ବାସ୍‌ ଡିଙ୍ଗ୍‌ଏ ମେଁ ନିଜର୍ ଅଃନା ମାଡାନ୍ନିଆ ଏନ୍ ସାକି ବାଲେଃକେ; ଜାଣ୍ଡେ ଇସ୍‌ପର୍‌ନେ ସାକି ବିସ୍‌ବାସ୍‌ ଆଡିଙ୍ଗ୍ ଣ୍ତୁ ମେଁ ଇସ୍‌ପର୍‌କେ ମିଚ୍ ଡାଗ୍‌ଚେ ବାସଙ୍ଗ୍‌ଡିଂକେ ଡାଗ୍ଲା ଇସ୍‌ପର୍ ନିଜର୍ ଉଂଡେନେ ବିସୟ୍‌ରେ ଆଣ୍ଡିନେ ସାକି ବିବକେ ଆତାନ୍ ମେଁ ବିସ୍‌ବାସ୍‌ ଆଡିଙ୍ଗ୍‌କେ ଣ୍ତୁ ।
ଯେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ବରଙ୍କ ସାକ୍ଷ୍ୟ ବିଶ୍ୱାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ବର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ୱାସ କରି ନାହିଁ।
11 ଆତେନ୍‌ ସାକି ଏନ୍ ଜେ ଇସ୍‌ପର୍ ଆନେକେ ମାଡାନେ ପାରାନ୍ ବିବକେ ବାରି ଆତେନ୍‌ ପାରାନ୍ ମେଁନେ ଉଂଡେନେ ଡାଗ୍ରା ଲେଃକେ । (aiōnios g166)
ସେହି ସାକ୍ଷ୍ୟ ଏହି ଯେ, ଈଶ୍ବର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି, ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି। (aiōnios g166)
12 ଜାଣ୍ଡେ ଉଙ୍ଗ୍‌ଡେକେ ବାଲେଃକେ ମେଁ ପାରାନ୍ ବାଲେଃକେ; ଜାଣ୍ଡେ ଇସ୍‌ପର୍‌ନେ ଉଙ୍ଗ୍‌ଡେକେ ବାଆଲେଃକେ ମେଁ ପାରାନ୍ ଡିଗ୍ ଆବାକେ ଣ୍ତୁ ।
ଯେ ପୁତ୍ରଙ୍କୁ ପାଇଅଛି, ସେ ଜୀବନ ପାଇଅଛି; ଯେ ଈଶ୍ବରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ହିଁ ପାଇ ନାହିଁ।
13 ଆପେକେ ଏନ୍ ଉଲିଆ ଗୁଆର୍‌ମ୍ୱକେ ମାଡାନେ ପାରାନ୍‌ନେ ଅଦିକାର୍ ଡାଗ୍‌ଚେ ପେଇଂ ଡିରକମ୍ ପେମ୍ୟାଏ ଡାଗ୍ଲା ଇସ୍‌ପର୍‌ନେ ଉଂଡେନେ ମ୍ନିନ୍ନିଆ ପେଇଂନେ ବିସ୍‌ବାସ୍‌ ଲେଃକେ । (aiōnios g166)
ଈଶ୍ବରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। (aiōnios g166)
14 ବାରି ନେ ଅଃନା ମେଁନେ ଇକ୍‌ଚା ରକମ୍‌ ମେଃଡିଗ୍ ପାର୍‌ତନା ନେଡିଙ୍ଗ୍‌ଏ, ତେଲା ମେଁ ନେଁଇଂନେ ଆତେନ୍‌ ପାର୍‌ତନା ଅଁଏ, ମେଁନେ ଡାଗ୍ରା ନେଁନେ ଏନ୍‌ ସାଆସ୍‌ ଲେଃକେ ।
ପୁଣି, ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି।
15 ବାରି ନେ ମେଁନେ ଡାଗ୍ରା ମେଃଡିଗ୍ ପାର୍‌ତନା ନେଡିଙ୍ଗ୍‌ଏ ମେଁ ଅଁଏ ଡାଗ୍‌ଚେ ଜଦି ନେ ମ୍ୟାନେଲେକେ ତେଲା ମେଁନେ ଡାଗ୍ରା ମେଃଡିଗ୍ ପାର୍‌ତନା ଡିଙ୍ଗ୍‌ନେଡିଙ୍ଗ୍‌କେ ଆତାନ୍‌ସାପା ଜେ ବାନେଲେଃକେ ଏନ୍ ଡିଗ୍ ମ୍ୟାନେଲେକେ ।
ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହିସବୁ ଯେ ପାଇଅଛୁ, ଏହା ମଧ୍ୟ ଜାଣୁ।
16 ଜଦି ପେନେ ବିସ୍‌ବାସି ବୟାଁ ବାରି ତନା ପାପ୍ ଡିଙ୍ଗ୍‌କ୍ନେ ପେକେଏ ବାରି ଆତେନ୍‌ ପାପ୍ ଗୁଏନେ ଡିଙ୍ଗ୍‌ ଆଲେଃ ଣ୍ତୁ । ମେନ୍‌ସା ଇସ୍‌ପର୍‌କେ ପାର୍‌ତନା ଡିଙ୍ଗ୍‌ପା ବାରି ଇସ୍‌ପର୍ ଆମେକେ କେମା ବିଚେ ରକ୍ୟା ଡିଙ୍ଗ୍‌ଏ । ଜାଣ୍ତେଇଂନେ ପାପ୍ ଗୁଏନେ ଆତାନ୍‌ ବିସୟ୍‌ରେ ଇସ୍‌ପର୍‌କେ ପାର୍‌ତନା ଡିଙ୍ଗ୍‌ ନ୍‌ସା ନେଙ୍ଗ୍‌ ବାସଙ୍ଗ୍‌ ନାଡିଙ୍ଗ୍‌କେ ଣ୍ତୁ ।
କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ବର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛି; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ।
17 ସାପା ଅଦରମ୍ ପାପ୍ ଲେଃଏ ଡାଗ୍ଲା ସାପା ପାପ୍‌ ଗୁଏନେ ଣ୍ତୁ ।
ସମସ୍ତ ଅଧର୍ମ ହିଁ ପାପ, କିନ୍ତୁ ଏପରି ପାପ ଅଛି, ଯାହା ମୃତ୍ୟୁଜନକ ନୁହେଁ।
18 ଜାଣ୍ଡେକି ଇସ୍‌ପର୍‌ନେ ବାନ୍ ଜନମ୍ ମେଁ ଅଃନା ପାପ୍ ଆଃଡିଂ ଣ୍ତୁ ମେଁ ଇସ୍‌ପର୍‌ନେ ବାନ୍ ଜନମ୍ ଡିଙ୍ଗ୍‌ଚେ ନିଜେକେ ରକ୍ୟା ଡିଙ୍ଗ୍‌ଏ ବାରି ପାପ୍ ଆତ୍ମା ଆମେକେ ଲିଗ୍ ଆୟା ଣ୍ତୁ ଏନ୍ ନେ ମ୍ୟାନେଲେକେ ।
ଯେ କେହି ଈଶ୍ବରଙ୍କଠାରୁ ଜାତ, ସେ ଯେ ପାପ କରେ ନାହିଁ, ବରଂ ସେ ଈଶ୍ବରଙ୍କଠାରୁ ଜାତ ହୋଇ ଆପଣାକୁ ରକ୍ଷା କରେ, ଆଉ ପାପାତ୍ମା ତାହାକୁ ସ୍ପର୍ଶ କରେ ନାହିଁ, ଏହା ଆମ୍ଭେମାନେ ଜାଣୁ।
19 ନେ ମ୍ୟାନେଲେକେ ସାପା ମଞ୍ଚ୍‌ପୁର୍‌ନେ ସ‍ଏତାନ୍‌ ମେଁନେ ଅଦିକାର୍ ବାଲେଃଲା ଡିଗ୍‌ ନେ ଇସ୍‌ପର୍‌ନେ ।
ଆମ୍ଭେମାନେ ଯେ ଈଶ୍ବରଙ୍କଠାରୁ ଜାତ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ, ଏହା ଆମ୍ଭେମାନେ ଜାଣୁ।
20 ବାରି ଡିଗ୍ ନେ ମ୍ୟାନେଲେକେ ଜେ, ଇସ୍‌ପର୍‌ନେ ଉଙ୍ଗ୍‌ଡେ ପାଙ୍ଗ୍‌ଲେଃକେ ବାରି ସତ୍ ମ୍ୟାନ୍‌ସା ଆନେକେ ବୁଦି ବିବକେ; ବାରି ନେ ଆତେନ୍‌ ସତ୍‌ନେ ଡାଗ୍ରା ଣ୍ତୁଲା ମେଁନେ ଉଙ୍ଗ୍‌ଡେ ଜିସୁ କିସ୍‌ଟନେ ଡାଗ୍ରା ଲାଃଲେ । ମେଁ ସତ୍ ଇସ୍‌ପର୍ ବାରି ମାଡାନେ ପାରାନ୍ ଅଟେଏ । (aiōnios g166)
ଆହୁରି ମଧ୍ୟ ଆମ୍ଭେମାନେ ଜାଣୁ ଯେ, ଈଶ୍ବରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି; ପୁଣି, ଆମ୍ଭେମାନେ ସେହି ସତ୍ୟମୟଙ୍କଠାରେ, ଅର୍ଥାତ୍‍, ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଉ। ସେ ସତ୍ୟ ଈଶ୍ବର ଓ ଅନନ୍ତ ଜୀବନ ଅଟନ୍ତି। (aiōnios g166)
21 ଅ ଗଡ଼େଇଂ ମୁର୍‌ତିଇଂବାନ୍‌ ସ୍ଲ ଲାଲାପା ।
ହେ ବତ୍ସଗଣ, ପ୍ରତିମାମାନଙ୍କଠାରୁ ଆପଣା ଆପଣାକୁ ରକ୍ଷା କର। ଆମେନ୍।

< ୧ ଜହନ୍‌ 5 >