< Marqqossa 6 >
1 Hessafe guye Yesusay heppe dendidi gede ba dere bidees. Iza kalizaytikka izara bida.
୧ଜିସୁ ସେ ଜାଗା ଚାଡି, ସାନ୍ବେଲେ ଅନି ବଡିଆଇଲା ନଅରେ ଆଇଲା, ଆରି ତାର୍ ସିସ୍ମନ୍ ମିସା ତାର୍ ସଙ୍ଗ୍ ଗାଲାଇ ।
2 Ayhudata sambatay gakin Ayhudata wossa keth gelidi tamarsishin siyida asay malaletishe hiz gidees “Hayssi adezi hayssa wursi aawappe eekidee? haysi izas immetida eratethay aze? qasse hayti izi othiza malatati wani iza kushen hanizo?
୨ବିସ୍ରାମ୍ବାର୍ ଆଇଲାକେ, ସେ ଜିଉଦିମନର୍ ପାର୍ତନା ଗରେ ସିକିଆ ଦେବାର୍ ଦାର୍ଲା, ଆରି କେତେ କେତେ ଲକ୍ ତାର୍ କାତା ସୁନି କାବା ଅଇ କଇଲାଇ, “ଏ ଲକ୍ ଏ ସବୁଜାକ କନ୍ତି ଅନି ସିକ୍ଲା? ଆରି, ଆକେ ଏନ୍ତାରି ଗିଆନ୍ କେ ଦେଲା? ଆରି କେବେ ନ ଅଇବା କାମର୍ ବପୁ କନ୍ତିଅନି ପାଇଲା?
3 Haysi anaxeza gidenee? Marami na Yaqobenta Yosofonta, Yihudantane Simonanta isha gidene? Iza micheti nunara han nu matan dizayta detene? Giidi hessafe dendidaysan izan ufa7etibetena.
୩ଏ ଲକ୍ତା ସେ ବାଡଇ । ସେ ମରିୟମର୍ ପଅ, ଜାକୁବ୍, ଜସି, ଜିଉଦା ଆରି ସିମନ୍ ତାର୍ ବାଇ ଅଇବାଇ । ଆର୍ ବଇନିମନ୍ ତା ଇତି ଆମର୍ ସଙ୍ଗ୍ ଆଚତ୍ ।” ଏନ୍ତାରି କଇକରି ସେମନ୍ ତାକେ ମାନତ୍ ନାଇ ।
4 Yesusaykka isstas “Nabey bonchetontay ba deren ba dabota gidonine ba so asa achan xala” gidees.
୪ତେଇ ଜିସୁ ସେମନ୍କେ କଇଲା, “ନିଜର୍ ନଅରର୍ କୁଟୁମର୍ ଲକ୍ମନ୍କେ ଆରି ନିଜର୍ ଗରର୍ ଲକ୍କେ ଚାଡି ବାକି ସବୁ ଜାଗାଇ ବାବବାଦିମନ୍କେ ସନ୍ମାନ୍ ମିଲ୍ସି ।”
5 Hen gutha harganchata bolla kushe wothi pathorippe attin hara aykko malatakka oothanas danda7ibeynna.
୫ସେଜାଗାଇ ଆରି କେତେଟା ରଗିମନ୍କେ ସେ ଆତ୍ ସଙ୍ଗଇକରି ନିକ କର୍ବାଟା ଚାଡି ଆରି କାଇ ନ ଅଇବା କାମ୍ କରିନାପାର୍ଲା । କାଇକେବଇଲେ ତେଇର୍ ଲକ୍ମନ୍ ତାକେ ବିସ୍ବାସ୍ କରତ୍ ନାଇ ।
6 Isstas ammanoy bayndaysa beyidi malaletidees. Hessafekka Yesusay mandarappe mandaran yuyi yuyi tamarsides.
୬ଆରି ତେଇର୍ ଲକ୍ମନ୍ ତାକେ ବିସ୍ବାସ୍ ନ କର୍ବାଟା ଦେକି ଜିସୁ କାବାଅଇଗାଲା ।
7 Tammane namm7ata beekko xeygidi namm7u namm7u histi kitishe tunna ayanata bolla isstas godateth immidees.
୭ପଚେ ସେ ଚାରିବେଡ୍ତିର୍ ଗାଉଁ ମନ୍ ବୁଲି ବୁଲି ସିକିଆ ଦେବାର୍ ଦାର୍ଲା । ଏତ୍କି ବିତ୍ରେ ସେ ବାରଟା ସିସ୍ମନ୍କେ ଲଗେ ଡାକି, ଦୁଇ ଦୁଇ ଲକ୍କେ ପାଟାଇବାର୍ ଆରାମ୍ କଲା, ସେମନ୍କେ ଡୁମାମନ୍କେ ଚାଡାଇବାକେ ଅଦିକାର୍ ଦେଲା ।
8 Izi “ogges gidiza gufe attin oogge shinqe woykko qaraxite woykko mishshe oykoppitte.
୮ଜିବାବେଲେ ଗଟେକ୍ ଡାଙ୍ଗ୍ ଚାଡି ବାଟ୍ କର୍ଚର୍ ପାଇ ରୁଟି କି ବେସ୍ନିଟାନେ ଡାବୁ ନ ନିଆ ବଲି ଆଦେସ୍ ଦେଲା ।
9 Caamma athitte gido attin lammana mayo oykopitte.
୯ମାତର୍ ସେମନ୍କେ ପାଣ୍ଡଇ ପିନ୍ଦ୍ବାକେ କଇଲା, ପିନ୍ଦିରଇବା ଚକା ଚାଡି ଆରି ଗଟେକ୍ ଚକା ନିଆନାଇ ବଲି କଇଲା ।
10 Issi keth inte gelikko he katammappe inte kezana gakanas he kethan diitte.
୧୦“ଜେଡେବେଲେ ତମ୍କେ ଜାର୍ ଗରେ ଡାକ୍ବାଇ ସେ ନଅର୍ ଚାଡିଜିବା ଜାକ ତେଇସେ ରୁଆ ।
11 Awankka oonikka intena mokki eekonta ixxikko heppe kezishe he dereta bolla marka gidanamala inte to bolla diza gudula qoqofitte” gidi azazides.
୧୧ଜଦି କନ୍ ନଅରର୍ ଲକ୍ମନ୍ ତମ୍କେ ନ ନାମତ୍, ଆରି ତମର୍ କାତା ନ ସୁନତ୍, ସେ ଜାଗାଇ ଅନି ଆଇବା ବେଲେ ସେମନର୍ ବିରଦେ ସାକି ଇସାବେ, ତମର୍ ପାଦର୍ ଦୁଲି ପାପ୍ଡିଦିଆସ୍ । ଏଟାର୍ଲାଗି ସେ ନଅରର୍ ଲକ୍ମନ୍ ଜାନ୍ବାଇ ଜେ, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।”
12 Isstikka heeppe kezidi derey marotethan gelana maal sabakida.
୧୨ସିସ୍ମନ୍ ବାରଇ ଜାଇ ଲକ୍ମନ୍କେ “ତମର୍ ପାପ୍ ଟାନେଅନି ବାଉଡା ।” ବଲି ଜାନାଇଲାଇ ।
13 Daro daydanthata kesida daro harganchata zayte tiyi tiyidi pathida.
୧୩କେତେକ୍ କେତେକ୍ ଲକ୍ମନର୍ ଟାନେଅନି ଡୁମା ଚାଡାଇଲାଇ, ଆରି କେତେକ୍ ରଗି ଲକ୍ମନ୍କେ ଚିକନ୍ ଲାଗାଇ ନିମାନ୍ କଲାଇ ।
14 Yesusa sunthi kassefe ereti ereti bishin kawo Herodossay hessa siyidees. Issi issi asati “hayssa mala malatata othiza Xamqiza Yanisay hayqoppe dendina” gida.
୧୪ଜିସୁର୍ ନାଉଁ ସବୁବାଟେ ଉଡ୍ରା ଅଇଗାଲାକେ, ଏରଦ୍ ରାଜା ଜିସୁର୍ ବିସଇ ସୁନ୍ଲା, ଆରି ଲକ୍ମନ୍ କଇତେରଇଲାଇ, ଡୁବନ୍ ଦେଉ ଜଅନ୍ ମରିକରି ଉଟି ଆଚେ, ତେବର୍ପାଇ ଏ ସବୁ ନ ଅଇବା କାମର୍ ସକ୍ତି ତାର୍ଟାନେ କାମ୍ କଲାନି ।
15 Bagayti “Elasakko gida” baga asay qasse “kasse nabetappe issa mala” gida.
୧୫ମାତର୍ ବିନ୍ ବିନ୍ ଲକ୍ମନ୍ କଇତେ ରଇଲାଇ, ଏ ଏଲିୟ, ଆରି କେ କେ କଇତେ ରଇଲାଇ, ଆଗର୍ ବାବବାଦି ମନର୍ପାରା ଗଟେକ୍ ଲକ୍ ।
16 Herodosay yoza siyidi “ta iza qodhe qanxisida Yanisay hayqoppe paxxi dendidees” gidees.
୧୬ମାତର୍ ଏରଦ୍ ଏଟା ସୁନି କଇଲା, “ମୁଇ ଜନ୍ ଜଅନର୍ ମୁଣ୍ଡ୍ କାଟାଇଲି, ସେ ମଲାତେଇଅନି ଉଟିଆଚେ!”
17 Herodossay ba isha Pilipossa machcho Herodiyado ekkida gedon oyketidi qacheelotana mala azazidi yanisa qasho keth gelithidees.
୧୭ତେବେ ଏରଦ୍ ନିଜର୍ ବାଇ ପିଲିପର୍ ମାଇଜି ଏରଦିଆକେ ବିବା ଅଇ ରଇଲା । ତାକେ ସାର୍ଦା କର୍ବାକେ ନିଜେ ଏରଦ୍ ଲକ୍ମନ୍କେ ପାଟାଇ ଡୁବନ୍ ଦେଉ ଜଅନ୍କେ ଦାରି, ବାନ୍ଦିକରି ବନ୍ଦି କର୍ବାକେ ଆଦେସ୍ ଦେଲା ।
18 Yanisay Herodosa “ne isha machcho ne ekontamala wogay nena diges” gida gish qachides.
୧୮କାଇକେବଇଲେ ଜଅନ୍ ଏରଦ୍କେ ତର୍କେତର୍ କଇତେରଇଲା “ମସାର୍ ନିୟମ୍ ଇସାବେ ନିଜର୍ ବାଇର୍ ମାଇଜିକେ ସଙ୍ଗଇବାର୍ ତର୍ ବିଦି ନାଇ ।”
19 Herodiyaday hessa gish holotada iza wodhisanas koyadus shin danda7abeykku.
୧୯ଏନ୍ତାରି କଇଲାକେ ଏରଦିଆ ଜଅନ୍କେ ରିସା ଅଇ ତାକେ ମରାଇବାକେ ମନ୍ କର୍ତେରଇଲା, ମାତର୍ ନାପାର୍ତେ ରଇଲା ।
20 Gasoykka Yanisay xillo ass gididaysa Herodosay eriza gish Yanisas babesine iza naages. Yansay yotizaysa Herodosay siydi hirgizagidikokka izzi yotizaysa wozinappe siyes.
୨୦କାଇକେବଇଲେ ଏରଦ୍ ଜଅନ୍କେ ଗଟେକ୍ ଦରମ୍ ଆରି ସୁକଲ୍ ଲକ୍ ବଲି ଜାନି ଡର୍ତେ ରଇଲା, ଆରି ତାକେ ରକିଆ କର୍ବାକେ ଚେସ୍ଟା କର୍ତେରଇଲା । ଜେଡେବେଲେ ମିସା ତାର୍ କାତା ସୁନ୍ତେରଇଲା, ବେସି କିଲ୍ବିଲ୍ ଅଇତେରଇଲା । ଏଲେମିସା ସେଟା ସାର୍ଦା ସଙ୍ଗ୍ ସୁନ୍ତେରଇଲା ।
21 Herodosa yeleta galas bonchanas dhoqa shuumistas olla wotadarata azaziza wanatasine Galila biittan kehi eretiza gitta asatas gibira kesidees, hesikka Herodiyadis gigga galas gididees.
୨୧ପଚେ ଏରଦିଆର୍ ଜାଗ୍ତେ ରଇବା ଦିନ୍ କେଟିଆଇଲା । ଏରଦର୍ ଜନମ୍ ଦିନେ, ନିଜର୍ ମନ୍ତ୍ରି ମନ୍କେ ଆରି ମୁକିଅ ମୁକିଅ ସେନାପତି ଆରି ଗାଲିଲିର୍ ବଡ୍ବଡ୍ ଲକ୍ମନ୍କେ ଡାକି, ରାତିଆ ଗଟେକ୍ ବଜିକଲା ।
22 Herodiyadi maca naaya gelada asa sinthan yeth yexin Herodosane izi xeygida asa izi yethay ufaysidees. Kawoykka nayo “ne koyiza miish ubbaa tana oycha ta ness immana” gides.
୨୨ତେଇ ଏରଦିଆର୍ ଟକି ବିତ୍ରେ ପୁରି ଏରଦ୍ ଆରି ତାର୍ ସଙ୍ଗ୍ ବସି କାଇବା ଲକ୍ମନ୍କେ ନାଟ୍କରି ମନ୍ଚାଇ ଦେଲା । ରାଜା ଟକିକେ କଇଲା, “ତୁଇ ଜାଇଟା ମନ୍ କଲୁସ୍ନି ସେଟା ମାଙ୍ଗ୍, ମୁଇ ତକେ ଦେବି ।”
23 Qassekka ta kawotetha baga gididakkokka ne oychikko wurssa taa neess immana gidi iziss caqidees.
୨୩ଆରି ଏରଦ୍ ତାର୍ ଲଗେ ପର୍ମାନ୍ କଲା, “ତୁଇ ଆମ୍କେ ଜାଇଟା ମାଙ୍ଗ୍ଲେ ମିସା, ମୁଇ ରାଇଜର୍ ଅଦ୍ ବାଗ୍ ଜାକ ତକେ ଦେଇ ଦେବି ।”
24 Nayakka elela kezada ba ayeyo “kawo azi oychchoo?” gadus. Ayiyakka “Xammaqiza Yanisa hu7e qanxada imma ga” gadus.
୨୪ତେଇଅନି ସେ ବାରଇଜାଇ ତାର୍ ମାଆକେ ପାଚାର୍ଲା, “ମୁଇ କାଇଟା ମାଙ୍ଗ୍ବି?” ତାର୍ ମାଆ କଇଲା, “ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ମାଙ୍ଗ୍ ।”
25 Nayakka elela kezada kawozakko gelada “xamaqiza Yanisa hu7e keren wothada ne tass immana mala koyayis” ga oychadus.
୨୫ସେଦାପ୍ରେ ଟକି ରାଜାର୍ ଲଗେ ଆସି ଏଟା କଇ ମାଙ୍ଗ୍ଲା, “ତୁଇ ମକେ ଏବେ ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ଗଟେକ୍ ତାଲାଇ କାଟି ଦେ ।”
26 Kawoy he yozan daro handatidees, gido attin xeygetida immatha gishine caqida qalla gish iziss akaye ganas koybeyna.
୨୬ସେକାତା ସୁନି ରାଜା ବେସି ଦୁକ୍ କଲା ମାତର୍ ନିଜେ କାତା ଦେଇରଇଲାଟା ଆରି କାଇବାକେ ବସି ରଇବା ଲକ୍ମନର୍ମୁଆଟେ ମାଙ୍ଗ୍ଲାଟା ନାଇ ବଲି କଇବାକେ ମନ୍ କରେନାଇ ।
27 Hessa gish wotadaratappe issa eesson kitidi Yansa qodhe qanxidi iza hu7e eki yana mala azazidees, izikka biidi qasho ketha gidon Yanisa qodhe qanxides.
୨୭ତେବେ ରାଜା ସେଦାପ୍ରେ ଗଟେକ୍ ସଇନକେ ପାଟାଇ ତାର୍ ମୁଣ୍ଡ୍ ଆନ୍ବାକେ ଆଦେସ୍ ଦେଲା, ତେଇ ସଇନ ବନ୍ଦି ଗରେ ଜାଇ, ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ କାଟ୍ଲା ।
28 Hu7eza sanera ehidi nayes immidees, naykka ba ayeyis immadus.
୨୮ଆରି ସେ ମୁଣ୍ଡ୍ ଗଟେକ୍ ତାଲାଇ ଆନି ଟକିକେ ଦେଲା, ଆରି ଟକି ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ ନେଇ ତାର୍ ମାକେ ଦେଲା ।
29 Yanisa kalizaytikka hessa siyida mala yidi Yanisa anha ekki efidi mogida.
୨୯ଜଅନର୍ ସିସ୍ମନ୍ ତେଇର୍ କବର୍ ସୁନି ଆଇଲାଇ, ଆରି ମଲା ମଡ୍କେ ନେଇ ମସ୍ନେ ତପ୍ଲାଇ ।
30 Hesafe guye kitetidayti simidi Yesusa achan yuyi adhidi ba othidaysanne ba tamarsidaysa wursi izas yotida.
୩୦ପଚେ ପେରିତ୍ମନ୍ ଜିସୁର୍ ଲଗେ ରୁଣ୍ଡ୍ଲାଇ, ଆରି ସେମନ୍ ଜନ୍ ଜନ୍ଟା କରି ରଇଲାଇ, ଆରି ଜାଇ ଜାଇଟା ସିକାଇ ଦେଇରଇଲାଇ, ସେସବୁ ତାକେ ଜାନାଇଲାଇ ।
31 Daro asay yishenne bishe giza gish qumma miza wodeykka deybeyna, “Anne inte xala tanara poqethaso anne boss guthu shemppi ekkitte” gidees.
୩୧ସେଡ୍କି ବେଲେ ଜିସୁ ସେମନ୍କେ କଇଲା, “ତମେମନ୍ ମର୍ସଙ୍ଗ୍ ଆସା ଆମେ ଗଟେକ୍ କିନରା ଜାଗାଇ ଜାଇ ଚନେକ୍ ବିସ୍ରାମ୍ କରୁ ।” କାଇକେବଇଲେ କେତେକ୍ କେତେକ୍ ଲକ୍ ଆସ୍ ଜା ଅଇତେରଇଲାଇଜେ ସେମନ୍କେ କାଇବାକେ ମିସା ସୁଜଗ୍ ନ ମିଲ୍ତେ ରଇଲା ।
32 Hessa gish istti berkka wogolon gelidi issi poqethaso bidda.
୩୨ତେବେ ଜିସୁ ଆରି ତାର୍ ସିସ୍ମନ୍ ବାରଇ ବେଗ୍ଲି ଜାଇ ଡଙ୍ଗାଇ ବସି ଗଟେକ୍ କିନରା ଜାଗାଇ ଗାଲାଇ ।
33 Issti bishin daroti beyidi tora wothan issttappe sinthe adhida.
୩୩ମାତର୍ ସେମନ୍ ବାରଇ ଜିବାଟା ବେସିଲକ୍ ଦେକି ଚିନ୍ଲାଇ, ଆରି ସବୁ ନଅରେ ଅନି ଲକ୍ମନ୍ ପାଲାଇ ପାଲାଇ ଜାଇ ସେମନର୍ ଆଗ୍ତୁ କେଟ୍ଲାଇ ।
34 Yesusay wogoloyppe wodhiza wode daro derey shiqi utidaysa be7ides. Hemizadey baynda mehe mala gidida gish asas qadhetides. Daro yokkka tamarso oykidees.
୩୪ଜିସୁ ଡଙ୍ଗାଇଅନି ବାରଇ, ବେସି ଲକ୍ମନ୍କେ ଦେକି ତାର୍ ଜିବନ୍ ଦୁକାଇ ଦୟାକଲା । କାଇକେବଇଲେ ସେମନ୍ ଗଉଡ୍ ନ ରଇଲା ମେଣ୍ଡାରାସି ପାରା ରଇଲାଇ ଆରି ସେ ସେମନ୍କେ କେତେକ୍ ବିସଇ ସିକିଆ ଦେବାର୍ଦାର୍ଲା ।
35 He wode gadey qami qammi biza gish iza kalizayti izakko shiqidi hizgida “Haysi nu dizasoy baazokko gaddey qamides.
୩୫ଏତ୍କି ବିତ୍ରେ ବେଲ୍ ବସି ଆଇବାକେ ସିସ୍ମନ୍ ଆସି ଜିସୁକେ କଇଲାଇ, “ଏ ଜାଗା ତା ଚିମ୍ରା ଜାଗା ଆରି ବେଲ୍ ମିସା ବସିଆଇଲାନି,
36 Haysa heran assi dizaso biidi assy bess miza kath shamidi mana mala asa yeda gida.
୩୬ତେବର୍ପାଇ ଲକ୍ମନ୍କେ ପାଟାଇ ଦିଆସ୍ । ଜେନ୍ତି କି ସେମନ୍ ଚାରିବେଡ୍ତିର୍ ଗାଉଁ ମନ୍କେ ଜାଇ ନିଜର୍ ନିଜର୍ ପାଇ କାଇବାକେ କାଇଟା ମିସା ଗେନତ୍ ।”
37 Izi istas zaridi “asas mizaz inte immitte” gidees. Isttikka malaletidi “nuni bidi namm7u xetu dinarera kath shamidi hayssa asas immizakko gidandee?” gida.
୩୭ମାତର୍ ଜିସୁ ସେମନ୍କେ କଇଲା, “ତମେ ସେମନ୍କେ କାଇଟା ମିସା କାଇବାକେ ଦିଆସ୍ ।” ସେମନ୍ ତାକେ କଇଲାଇ, “ଆମେ ଜାଇ ଆଟ୍ ମାସର୍ କୁଲି ଡାବୁ ନେଇ ଏମନ୍କେ ରୁଟି ଗେନିଆନି କୁଆଇବୁ କି?”
38 Izikka istas “intes ay lage ukethi dizakonne anne bidi xelitte” gin istti bi xelidi “ichachu ukethine namm7u moley des” gida.
୩୮ଜିସୁ ସେମନ୍କେ କଇଲା, “ତମର୍ ଲଗେ କେତେଟା ରୁଟି ଆଚେ? ଜାଇ ଦେକା ।” ସେମନ୍ ଦେକିଆସି ତାକେ କଇଲାଇ, “ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ।”
39 Hessafe kalidi asa cilila maatta bolla oydan oydan utisana mala azazidees.
୩୯ତେଇ ସବୁଲକ୍ ଜେନ୍ତି ଦଲ୍ଦଲ୍ ଅଇ କଅଁଲି ଗାଁସ୍ ଉପ୍ରେ ବସ୍ବାଇ, ଏଟାର୍ପାଇ ଜିସୁ ତାର୍ ସିସ୍ମନ୍କେ ତିଆର୍ଲା ।
40 Assaykka xetu xetunne ichachu tammu ichachu tamm gididi oydan utidees.
୪୦ସେମନ୍ ସଏ ସଏ ଆରି ପଚାସ୍ ପଚାସ୍ ଲକ୍ ଦାଡି ଦାଡି ଅଇ ବସ୍ଲାଇ ।
41 Izikka ichachu okethane namm7u molista ba kushen oykidi pudde sallo xelidi anjidinne uketha menthi menthi asas gishana mala bena kalizaytas immidees, namm7u molistakka wurso asas shakerethidees.
୪୧ପଚେ ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି “ରୁଟି ବାଙ୍ଗାଇ ଲକ୍ମନ୍କେ ଦିଆସ୍ ।” ବଲି ସିସ୍ମନ୍କେ ଦେଲା । ଆରି, ସେ ଦୁଇଟା ମାଚ୍ ସବୁକେ ବାଟାକରି ଦେଲା ।
42 Assay wurikka midi kalides.
୪୨ତେଇ ସବୁଲକ୍ କାଇକରି ପେଟ୍ ପୁରାଇଲାଇ,
43 Yesusa kalizayti asssay kali min atidaysa tammane namm7u pitha kumeth oydappe shishida.
୪୩ଆରି ସେମନ୍ ବାଙ୍ଗ୍ଲା ରୁଟି ଆରି ମାଚ୍ ରୁଣ୍ଡାଇ ବାର୍ଟା ଡାଲାଇ ପୁରୁନ୍ କଲାଇ ।
44 Kathi mida asappe atummasay xala ichachu shiye.
୪୪ତେଇ କାଇଲା ଲକ୍ମନର୍ ବିତ୍ରେ ଅବ୍କା ମନସ୍ ପିଲାମନ୍ ପାଁଚ୍ ଅଜାର୍ ରଇଲାଇ ।
45 Herakka izzi asa moyzishe izza kalizayti sinthatidi gede pinth Betesayda getetizso pinana mala azazides.
୪୫ସେଦାପ୍ରେ ଜିସୁ ନିଜର୍ ସିସ୍ମନ୍କେ ଡଙ୍ଗାଇ ବସି ଗାଡ୍ ସେପାଟର୍ ବେତ୍ସାଇଦାଇ ତାର୍ ଆଗ୍ତୁ ଜିବାକେ କଇଲା, ଆରି ତେଇ ରଇଲା ଲକ୍ମନ୍କେ ନିଜର୍ ନିଜର୍ ଗର୍ମନ୍କେ ପାଟାଇ ଦେଲା ।
46 Heppekka ista agagidi wosanas pude zumma bolla kezides.
୪୬ଜିସୁ ଲକ୍ମନ୍କେ ପାଟାଇଲା ପଚେ, ପାର୍ତନା କର୍ବାକେ କୁପ୍ଲିଉପ୍ରେ ଗାଲା ।
47 Gaddey qamin wogoloy abba gidon dishin izi berkka biitta bolla dees.
୪୭ରାତି ଅଇଲାକେ ଡଙ୍ଗା ସମ୍ଦୁର୍ ମଜାଇ ରଇଲା, ଆରି ସମ୍ଦୁର୍ ପାଲି ଜିସୁ ଗଟେକ୍ ଲକ୍ସେ ରଇଲା ।
48 Abba bolla carkoy keezi metida gish izza kalizayti abba shri shiri wogolo lagiza mishara baxetishin Yesusay beydees. Wontta bolla istakko yidees, Yidene ista achara adhi banadan hanidees.
୪୮ମୁଆଟ୍ ବାଟେ ଅନି ପବନ୍ ଆଇତେ ରଇଲାଜେ ତାର୍ ସିସ୍ମନ୍ ଡଙ୍ଗା ଗାଟ୍ବାକେ କସ୍ଟ ଅଇବାଟା ଜିସୁ ଦେକ୍ଲା । କୁକ୍ଡା ଡାକେ ଜିସୁ ସମ୍ଦୁର୍ ଉପ୍ରେ ଇଣ୍ଡି ଇଣ୍ଡି ସେମନର୍ ଲଗେ ଗାଲା, ଆରି ସେମନ୍କେ ବାଟ୍ ଦେଇ ଜିବାଟା ସିସ୍ମନ୍ ଦେକ୍ଲାଇ ।
49 Gido atin adhi bana hanishin iza byda mala moytil7e be7ida milatin wurikka wassida.
୪୯ମାତର୍ ସେମନ୍ ଜିସୁ ପାନିତେଇ ଇଣ୍ଡ୍ବାଟା ଦେକି ଡୁମା ବଲି ବାବି କିର୍କିର୍ଲାଇ ।
50 Wurikka iza beydi dagamida, izkka herakka issta yochidinne aykoy ba; tanakko dagamofitte gides.
୫୦କାଇକେବଇଲେ ସବୁଲକ୍ ତାକେ ଦେକି କିଲ୍ବିଲ୍ ଅଇଜାଇତେ ରଇଲାଇ । ସେଦାପ୍ରେ ଜିସୁ ସେମନର୍ ସଙ୍ଗ୍ କାତା ବାର୍ତା ଅଇ ସେମନ୍କେ କଇଲା, “ଡରାନାଇ ସାଆସ୍ ଦାରା, ଏଟାତା ମୁଇ ।”
51 Izikka wogolon isstakko gelin carkkoy co7u gidees, isstikka daro malaletida.
୫୧ଆରି, ସେ ସେମନର୍ ଲଗେ ଜାଇ ଡଙ୍ଗାଇ ଚଗ୍ଲା, ଆରି ପବନ୍ ବନ୍ଦ୍ ଅଇଲା । ତେଇ ସେମନ୍ ମନେ ମନେ କାବା ଅଇଗାଲାଇ,
52 Kase izi ukethan othida malata birshech isti eronta gish ista wozinay docides.
୫୨କାଇକେବଇଲେ ପାଁଚ୍ଟା ରୁଟିର୍ ଗଟ୍ନାଇଅନି ଜିସୁ କେ ବଲି ବୁଜି ନ ରଇଲାଇଜେ ସେମନର୍ ବୁଦି ଗୁପିଜାଇରଇଲା ।
53 Abba pinidi Gensarexe getetizaso gakidi wogolappe wodhidi wogoloza hen qachidi aggi bida.
୫୩ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ ଲଙ୍ଗି ଗିନେସରତ୍ ବାଟେ ଜାଇକରି କେଟ୍ଲାଇ ଆରି ଗାଡ୍ପାଲି ଡଙ୍ଗା ବାନ୍ଦ୍ଲାଇ ।
54 Issti wogoloppe wodhida mala asay Yesusa erides.
୫୪ଆରି, ଡଙ୍ଗାଇ ଅନି ଉତର୍ଲା ଦାପ୍ରେ, ଲକ୍ମନ୍ ଜିସୁକେ ଚିନ୍ଲାଇ ।
55 Wurikka ba dizaso dizaso woxeretidi harganchata zaphan tooki tooki ekidi Yesusay dizaso ehida.
୫୫ଆରି ସେମନ୍ ଜିସୁ ଆଇଲା କବର୍ ସୁନାଇବାକେ ସବୁ ଗାଏଁ ପାଲାଇଲାଇ । ସେ ଜନ୍ ଜନ୍ ଜାଗାଇ ଆଚେ ବଲି ସୁନ୍ଲାଇ, ସେ ଜାଗାଇ ଜରର୍ ଲକ୍ମନ୍କେ କଟ୍ ମିସ୍ତେ ବଇ ଆନ୍ବାର୍ ଦାର୍ଲାଇ ।
56 Izi gakida gutan woykko katamma gidon woykko dere garsan gidin harganchati izi adhishin izza wosidine iza mayo bochidi paxanamala shishi shishi dubbushay dizson wotnida. Izi adhishin iza mayo bochidayti wuri paxida.
୫୬ଆରି ସେ ଜେତେକ୍ ଜେତେକ୍ ଗାଉଁ, ସଅର୍ ଆରି ପୁଟ୍ ମନ୍କେ କେଟ୍ଲା, ଲକ୍ମନ୍ ସେ ସବୁ ଜାଗାଇ ଆଟ୍ ବଜାର୍ମନ୍କେ ରଗିମନ୍କେ ସଙ୍ଗଇଦେଇ, ସେମନ୍ ତାର୍ ଲୁଗା ଅଁଟିଟାନେ ଚିଇବୁ ବଲି ଜୁଆର୍ବିଆର୍ କଲାଇ । ଜେତେକ୍ ଲକ୍ ତାକେ ଚିଇଲାଇ, ସବୁଲକ୍ ନିକ ଅଇଲାଇ ।