< Marqqossa 3 >
1 Hara galas Mukurabe gelidees, henikka kushey silida uray dees.
୧ପଚେ ଜିସୁ ଆରି ଗଟେକ୍ ତର୍ ଜିଉଦିମନର୍ ପାର୍ତନା ଗରେ ଗାଲା । ତେଇ ଗଟେକ୍ ଲକ୍ ରଇଲା । ତାର୍ ଗଟେକ୍ ଆତ୍ ସୁକିଜାଇରଇଲା ।
2 Iza motanas gasso koyza asati izi Ayhudata sambata galas pathankkonne gidi pathishin beyana koyda.
୨ଜିସୁ କେଜାନେ ବିସ୍ରାମ୍ ବାରେ ନିମାନ୍ କର୍ସି ବଲି, ସେମନ୍ ଆଁକି ନ ମରାଇତେ ଦେକ୍ତେରଇଲାଇ, କାଇକେବଇଲେ ଜେନ୍ତିକି ତାର୍ ବିରୁଦେ ଦସ୍ ଦାରିପାର୍ବାଇ ।
3 Izikka ha kushey silida addeza “shiqi utidda asa sinthan denda eqqa” gidees.
୩ଜନ୍ ଲକର୍ ଆତ୍ ସୁକି ଜାଇରଇଲା, ତାକେ ଜିସୁ କଇଲା, “ଆଉ ମଜାଇ ଟିଆ ଅ ।”
4 Hessafe guye Yesusay asa “sambata galas besizay lo7o othoye ita othoo? Assa shemmpo aashoye woykko shemppo wodho? gidi oychidees. Isstikka coo7u gida.
୪ଆରି ଜିସୁ ଲକ୍ମନ୍କେ ପାଚାର୍ଲା, “ବିସ୍ରାମ୍ବାରେ କାଇଟା କର୍ବା ନିଅମ୍? ନିକ କର୍ବାର୍ କି ଆସାର୍ କର୍ବାର୍? ଜିବନ୍ ବଁଚାଇବାର୍ କି ମରାଇଦେବାର୍?” ମାତର୍ ସେମନ୍ କାଇଟା ନ କଇ ଚିମ୍ରାଅଇ ରଇଲାଇ ।
5 Istta wozina shuchatethan michetidi izza giddothidi yuyi adhi eqida asa hanqora eqidi addeza “Ne kushe pidisa” gidees. Addezikka ba kushe pidisin kushezi mulera pathidees.
୫ସେବେଲେ ତାକର୍ ମନ୍ ଡାଟ୍ ରଇବାଟା ଦେକିକରି ଜିସୁ ଦୁକ୍ଅଇ ରିସାସଙ୍ଗ୍, ଚାରିବେଡ୍ତି ଦେକ୍ଲା । ଆରି ସେ ଲକ୍କେ କଇଲା, “ଆତ୍ ଲାମା ।” ସେ ଲକ୍ ଆତ୍ ଲାମାଇଲା, ଆରି ତାର୍ ଆତ୍ ନିମାନ୍ ଅଇଗାଲା ।
6 Parsaweti kezi bidi iza wosti dhaysanakkone Herdossa baga gidida asatara zoretida.
୬ତେଇଅନି ପାରୁସିମନ୍ ସେ ଜାଗାଇଅନି ଦାପ୍ରେ ବାରଇ ଜାଇ ଜିସୁକେ ମରାଉ ବଲି ତାର୍ ବିରୁଦେ ଏରଦ୍ ରାଜାର୍ ଲକ୍ମନର୍ସଙ୍ଗ୍ ଉପାଇ ପାଁଚ୍ବାର୍ ଦାର୍ଲାଇ ।
7 Yesusay bena kalizata abbako bidees. Galilappenne Yudappe yida daro derey iza kalidees.
୭ସେଡ୍କିବେଲେ ଜିସୁ ସିସ୍ମନର୍ ସଙ୍ଗ୍ ଲକ୍ମନର୍ଟାନେଅନି ବେଗ୍ଲି କରି, ସମ୍ଦୁର୍ କଣ୍ଡିବାଟେ ବାରଇ ଗାଲା । ଆରି ଗାଲିଲି ଅନି ବେସି ଲକ୍ ତାର୍ ପଚେ ପଚେ ଆଇଲାଇ, ଆରି ଜିଉଦା,
8 Izi othizaysa siyidi asay Yudapppe, Yerusalemppe, Edomasappe, Yordanose pinthan diza dereyppe qasse Xirosappene Siddona herappe izakko yidees.
୮ଜିରୁସାଲାମ୍, ଇଦମ୍, ଜର୍ଦନ୍ର୍ ଉପର୍ ବାଟେ ରଇବା ସର ଆରି ସିଦନର୍ ଚାରିବେଡ୍ତିର୍ ଲକ୍ ସେ କରିରଇବା ସବୁ କାମର୍ କାତା ସୁନି ତାର୍ ଲଗେ ଆଇଲାଇ ।
9 Asay darida gish iza kun7isonta mala gutha wogolo issti gigisana mala bena kalizayta azazidees.
୯ସେଡ୍କିବେଲେ ଚିପାଟେଲା ରଇଲାକେ, ଲକ୍ମନ୍ ଜେନ୍ତିକି ଉପ୍ରେ ଡାବି ନ ଅଅତ୍, ତେବର୍ ପାଇ ଜିସୁ ସିସ୍ମନ୍କେ ତାର୍ପାଇ ଗଟେକ୍ ସାନ୍ଟା ଡଙ୍ଗା ଆନି ଜାଗାଇବାକେ ତିଆର୍ଲା ।
10 Izi darota harganchata pathida gish sakkoy waysizayti wurii iza ba kushera bochanas dafetidees.
୧୦କାଇକେବଇଲେ ସେ ବେସି ଲକ୍ମନ୍କେ ନିମାନ୍ କଲାଜେ ଜର୍ଦୁକା ଅଇରଇବା ଲକ୍ମନ୍ ତାକେ ଚିଉଁ ବଲି ଉପ୍ରେ ଡାବିଅଇ ଜାଇତେରଇଲାଇ ।
11 Tuna ayanatikka iza be7ida mala iza sinthan kundidi “Neni Xoossa na” gishe wasida.
୧୧ଆରି ଜେଡେବେଲେ ଜିସୁକେ କରାପ୍ ଆତ୍ମାମନ୍ ଦେକ୍ତେ ରଇଲାଇ, ସେ ଆତ୍ମାମନ୍ ତାର୍ ମୁଆଟେ ଅଦ୍ରି ଆଉଲିଅଇ କଇତେରଇଲାଇ, “ତୁଇ ଆକା ପର୍ମେସରର୍ ପଅ ।”
12 Gido atin izi oonakone tuna ayanati qoncisontamala kehippe hanqidees.
୧୨ମାତର୍ ଜିସୁ ଡୁମାମନ୍କେ ତାର୍ ବିସଇନେଇ ବିନ୍ ଲକ୍ମନ୍କେ କାଇ ବଲି ନ କୁଆ ବଲି ଡାଟ୍ସଙ୍ଗ୍ ଆଦେସ୍ ଦେଇତେରଇଲା ।
13 Yeusay pudde zumma bolla kezidi ba koyzayta bekko yana mala xeygidees, isttikka izakko yida.
୧୩ଜିସୁ ପର୍ବତ୍ ଉପ୍ରେ ଜାଇ, ଜନ୍ ଲକ୍ମନ୍କେ ସେ ମନ୍ କଲା, ସେମନ୍କେ ଲଗେ ଡାକ୍ଲା, ଆରି ସେମନ୍ ତାର୍ ଲଗେ ଆଇଲାଇ ।
14 Izara issippe gidana malanne sabakanas yedana mala tamane namm7ata Hawarista gis sunthidees.
୧୪ସେ ବାର ଲକ୍କେ ବାଚ୍ଲା ଆରି ସେମନ୍କେ ତାର୍ କବର୍ ନେଉ ବଲି ଡାକ୍ଲା । ଜେନ୍ତି ସେମନ୍ ତାର୍ ସଙ୍ଗ୍ ରଇପାରତ୍ ଆରି ସେମନ୍ ତାର୍ କବର୍ ଜାନାଇବାଇ,
15 Assappe daydanthata kessana mala istasi godateth imidees.
୧୫ଆରି ଡୁମାଚାଡାଇବାକେ ଅଦିକାର୍ ଦେଲା ।
16 Izi sunthida tammane nam7ata sunthi hayssappe kalizaysa; Phixirosa getetida Simmona,
୧୬ଜିସୁ ବାର ଲକ୍କେ ବାଚ୍ଲା, ଜନ୍ଲକ୍ମନ୍ କି ସିମନ୍, ଜାକେ ସେ ପିତର୍ ବଲି ନାଉଁ ଦେଲା,
17 Bo7ornegesse woykko dada nayta getetida Zabidossa nayta Yaqobene Yanisa,
୧୭ଜେବଦିର୍ ପ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ସେ ବିନେରିଗସ୍ ବଲି ନାଉଁ ଦେଲା, ଆର୍ ଅରତ୍ ଅଇଲାନି ମେଗ୍ନାଦର୍ ପଅମନ୍,
18 Indirasa, Philiphosa, Bertelemossa, Mattossa, Tommasa, Ilposa na Yaqobbe, Tadossa, ba bittas zil7etiza Simmona,
୧୮ଆନ୍ଦ୍ରିୟ, ପିଲିପ୍, ବାର୍ତଲମି, ମାତିଉ, ତମା, ଆଲ୍ପିର୍ ପଅ ଜାକୁବ୍, ତଦିୟ, କିଣାନିୟ ସିମନ୍, ଜେ କି ରମିୟ ସର୍କାରର୍ ବିରୁଦେ ଉଟିରଇଲା ।
19 Yesusa athi immida Asqorotu Yudda.
୧୯ଆରି ଇସ୍କାରିୟତିୟ ଜିଉଦା, ଜେ କି ଜିସୁକେ ସତ୍ରୁକେ ସର୍ପି ଦେଇରଇଲା ।
20 Hessappe guye Yesusay issi so gelidees. Izine iza kalizayti kath mana wodey istas dhayana gakanas derey qassekka dari shiqidees.
୨୦ପଚେ ଜିସୁ ଗଟେକ୍ ଗରେ ପୁର୍ଲା । ସେଡ୍କି ବେଲେ ଲକ୍ମନ୍ ଆରି ତରେକ୍ ଏତେକ୍ ରୁଣ୍ଡ୍ଲାଇ ଜେ, ସେ ଆରି ତାର୍ ସିସ୍ମନ୍ କାଇବାର୍ ମିସା ନାପାର୍ଲାଇ ।
21 Iza hanota siyida iza daboti gooyonta agena gidi benara ekki banas izi dizaso gakida.
୨୧“ଜିସୁକେ କାଇବାକେ ମିସା ବେଲା ନାଇ ।” ବଲି କଇ ତାକର୍ ଗରର୍ ଲକ୍ ସୁନି, ତାକେ ଗରେ ଡାକିନେବାକେ ଆଇଲାଇ । କାଇକେବଇଲେ ସେମନ୍ କଇଲାଇ, “ତାର୍ ବୁଦି ବାନାଅଇଗାଲାନି ।”
22 Yerusalameppe Yida Xafetikka Bi7el zebula betetiza daydanthata halaqay iza bolla dees, izi daydanthata kesizay daydanthata halaqa wolqana gida.
୨୨ଆରି, ଜିରୁସାଲାମ୍ ଅନି ଆସିରଇବା ସାସ୍ତର୍ ସିକାଉମନ୍ କଇଲାଇ, “ଆକେ ଡୁମାମନର୍ ନେତା ବାଲ୍ଜିବୁଲ୍ ଦାରିଆଚେ, ଆରି ଡୁମାମନର୍ ନେତାର୍ ବପୁସଙ୍ଗ୍ ଡୁମା ଚାଡାଇଲାନି ।”
23 Izikka ista xeygidi lemusora, “Xala7y asappe Xal7e wosti kesanne?” gidees.
୨୩ସେଡ୍କିବେଲେ ଜିସୁ ସାସ୍ତର୍ ସିକାଉମନ୍କେ ଲଗେଡାକି ଉଦାଅରନ୍ ଦେଇ କଇଲା, “ସଇତାନ୍ କେନ୍ତି ସଇତାନ୍କେ ଚାଡାଇ ପାର୍ସି?
24 Be garsan shakkoy diza kawotethi minanas danda7ena.
୨୪ଜଦି ଗଟେକ୍ ରାଇଜ୍ ଦୁଇ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ରାଜିଅ ବେସିଦିନ୍ ନ ରଏ ।
25 Issi ketha assikka ba garasan shaketikko eqanas danda7ena.
୨୫ଗଟେକ୍ ଗର୍ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ଗର୍ ବେସି ଦିନ୍ ନ ରଏ ।
26 Hessathokka Xala7ey ba garasan issay issara shaketikkonne eqanas shakkoy dikko mini eqanas danda7ena, hesikka izas wurseth gidees.
୨୬ସେନ୍ତାର୍ସେ ସଇତାନ୍ ଜଦି ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ତବିର୍ ଅଇ ରଇ ନାପାରେ, ମାତର୍ ତାର୍ ବିନାସ୍ ଗଟ୍ସି ।
27 Hessa gason issi uray koyrotidi wolqamara ura qashonta dishe wolqamazaso gelanasine iza mishe bonqanas danda7ena, Ketha mishe bonqanas danda7etizay wolqama ura qachikko xala.
୨୭“ମାତର୍ କେ ମିସା ବପୁ ରଇବା ଲକ୍କେ ପର୍ତୁମ୍ ନ ବାନ୍ଦ୍ତେ, ତାର୍ ଗରେ ପୁରିକରି ସେଲକର୍ ନିଜର୍ ସବୁ ଚରାଇ ନେଇ ନାପାରେ, ମାତର୍ ସେ ବପୁ ରଇବା ଲକ୍କେ ଆଗେ ବାନ୍ଦ୍ଲେ ସିନା ସେ ତାର୍ ଗରେ ପୁରି ଚରିପାର୍ସି ।
28 Ta intess tumu gays asa naytas nagaraynne cashi wuri matistana,
୨୮“ମୁଇ ତମ୍କେ ସତ୍ କଇଲିନି, ଲକ୍ମନର୍ ସବୁ ପାପ୍, ଆରି ସେମନ୍ ଜେତେକ୍ ନିନ୍ଦା କାତା କଇ ପର୍ମେସରର୍ ନିନ୍ଦା କଲେ ମିସା, ସେ ସବୁଜାକ କେମା କରାଅଇସି ।
29 gido attin Xillo ayana bolla casha qaala hasa7iza asa wursoso medhinas nagara aco gidana atin medhinaskka maristana. (aiōn , aiōnios )
୨୯ଜେକି ସୁକଲ୍ଆତ୍ମାର୍ ବିରୁଦେ ନିନ୍ଦା କାତା କଇସି, ତାକେ କନ୍ କାଲେ ମିସା ପର୍ମେସର୍ କେମା ନ ଦେଏ, ଆରି ସେ ନ ସାର୍ବା ପାପର୍ ଦସି ଅଇସି ।” (aiōn , aiōnios )
30 Hessa izi giday isstti iza “Ne bolla tunna ayanay dees” gidaysa gishasa.
୩୦ତାକେ କାରାପ୍ ଆତ୍ମା ଲାଗିଆଚେ ବଲି ସାସ୍ତର୍ ସିକାଉମନ୍ କଇଲାଇକେ, ଜିସୁ ଏନ୍ତାରି କଇଲା ।
31 Hessappe guye iza ayiyanne iza ishati yidinne karen eqidi asse izakko kitidi xeygisida.
୩୧ସେଡ୍କିବେଲେ ଜିସୁର୍ ମା ଆରି ବାଇମନ୍ ଆସି ବାଇରେ ଟିଆ ଅଇ ଜିସୁକେ ଡାକାଇପାଟାଇଲାଇ ।
32 Iza yuyi adhi utidda daro asay “Hekko ne ayiyanne ne ishati karen eqidi nena koyetees” gida.
୩୨ତେଇ ତାର୍ ଚାରିବେଡ୍ତି ବସି ରଇବା ଲକ୍ମନ୍ ତାକେ କଇଲାଇ, “ଦେକା, ତମର୍ ମାଆ ଆରି ବାଇ ବଇନି ବାଇରେ ରଇ ତମ୍କେ କଜ୍ଲାଇନି ।”
33 Izikka zaridi ta aya onne? ta ishatichi onanitte? gidees.
୩୩ଜିସୁ ସେମନ୍କେ କଇଲା, “କେ ମର୍ ମା ଆରି ବାଇବଇନିମନ୍?”
34 Iza yui utidda asakko xelidi “ta ayanne ta ishati haytantakko” gidees.
୩୪ସେ ତାର୍ ଚାରିବେଡ୍ତି ବସିରଇବା ଲକ୍ମନ୍କେ ଦେକିକରି କଇଲା, “ଏମନ୍ ମର୍ ମାଆ ଆରି ମର୍ ବାଇ ବଇନି ।
35 Xoossa shene othizay wuri izi ta isha, ta michchone, ta ayo” gidees.
୩୫ଜନ୍ ଲକ୍ମନ୍ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାଇ, ସେ ମର୍ ବାଇ, ବଇନି ଆରି ମା ।”