< Marqqossa 14 >
1 Pazigane uketh muussa ba7ale galasay bonchetanas namm7u galasi atishin qesista halaqatine Muse woga tamarsizayti Yesusa balethi oykidi wodhdana ogge koyida.
୧ନିସ୍ତାର୍ ପରବ୍ ଆରି କମିର୍ ନ ମିସାଇ ରୁଟି କାଇବା ପରବ୍ ଅଇବାକେ ଆରି ଦୁଇଦିନ୍ ବାକିରଇଲା । ସେବେଲେ ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଉମନ୍ କେ ନାଜାନ୍ତେ ଜିସୁକେ କେନ୍ତି ବନ୍ଦିକରି ମରାଇଅଇସି ବଲିକରି ବୁଦି ପାଁଚ୍ତେରଇଲାଇ ।
2 Gido atin asay meto medhonta mala ha bocho ba7ale galasatan gidoppo gida.
୨ମାତର୍ ସେମନ୍ କଇଲାଇ, “ପରବ୍ ଦିନ୍ମନ୍କେ ତାକେ ବନ୍ଦିକରି ନଏଁ । କାଇକେବଇଲେ ଲକ୍ମନ୍ ଗଣ୍ଡ୍ଗଲ୍ କର୍ବାଇ ।”
3 Izi Biittaniya giza son issi kasse inchiracha hargi paxida Simona getetizaysa son quumma bolla dishin waagay daro al7o gidida nadorse getetiza shitoy kummi utida philqaxe ooykida issi macashaya philqaxeza menthada shitoza Yesusa hu7e bolla gusadus.
୩ଜିସୁ ବେତ୍ନିଆ ଗଡେ ଆଗ୍ତୁ ବଡ୍ ରଗ୍ ଅଇଲା ସିମନର୍ ଗରେ କାଇବାକେ ବସ୍ଲାବେଲେ, ଗଟେକ୍ ମାଇଜି କାଁଚେ ବେସି ଦାମ୍ ଦେବା ବାସ୍ନା ଚିକନ୍ ଆନିକରି କାଁଚର୍ ଗାଲା ବାଙ୍ଗାଇ, ଜିସୁର୍ ମୁଣ୍ଡେ ରକଇଦେଲା ।
4 Hen gadan diza asatappe issi issi asati “haysi shitozi aazas wogay baynda gukize?” gidi ba garsan hanqettida.
୪ମାତର୍ ତେଇ ରଇବା କେତେକ୍ ଲକ୍ମନ୍ ରିସାଅଇ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏ ଚିକନ୍ କାଇକେ ବେକାର୍ ବେକାର୍ ନସ୍ଟ କରି ପାକାଇଲାନି?
5 Shitozi bayzo bayzidakko heedzdzu xeetu dinareppe bollara bayzetidi manqotas immistanashin, giidi macashiyokka kadhida.
୫ଏଟା ବର୍ସେକର୍ କାମାଇଲାତେଇଅନି ଅଦିକ୍ ଡାବୁକେ ବିକି ଗରିବ୍ ଲକ୍ମନ୍କେ ଦେବାର୍ ଅଇତା ।” ବଲିକରି ସେମନ୍ ସେ ମାଇଜିକେ ବେସି କଇପାକାଇଲାଇ ।
6 Gido atin Yesusay istas hizgidees “agitte hano macashayo aazas wayseti? Iza tass lo7o miish oothadus.
୬ମାତର୍ ଜିସୁ ସେମନ୍କେ କଇଲା, “ସେ ମାଇଜିକେ ଚାଡିଦିଆସ୍, କାଇକେ ତାକେ ଲାଗିକରି କସ୍ଟ ଦେଲାସ୍ନି? ସେ ମର୍ପାଇ ନିକ କାମ୍ କଲାଆଚେ ।
7 Manqoti ay wodekka intenara detees. Inte koyda wode aydekka ista madanas danda7ista shin ta gidikko wursso wode intenara dikke.
୭କାଇକେବଇଲେ, ଗରିବ୍ ଲକ୍ମନ୍ ସବୁବେଲା ତମର୍ସଙ୍ଗ୍ ଆଚତ୍ । ତମେ ଜେଡେବେଲା ମନ୍କଲେ, ସେଡେବେଲା ସେମନ୍କେ ସାଇଜ କରିପାରାସ୍ । ମାତର୍ ମୁଇ ଆରି ବେସିଦିନ୍ ତମର୍ ସଙ୍ଗ୍ ନ ରଇ ।
8 Hanna ba oothanas danda7izari keena oothadus. Tass mogos gidana mala ta asho kasista tiyadus.
୮ଏ ମାଇଜି ଜେତ୍କି ପାର୍ଲା, ସେତ୍କି କଲାଆଚେ । ସେ ମର୍ ମଲା ଗାଗଡ୍ ମସ୍ନେ ତପ୍ବା ଆଗ୍ତୁ ଚିକନ୍ ଲାଗାଇଦେଲା ଆଚେ ।
9 Ta intes tummu gays haysi mishiracho qalay alame kumethan sabaketizason awankka iza othidaysi izo hassa7isizaz gididi hasa7istana.
୯ମୁଇ ତମ୍କେ ସତ୍କାତା କଇଲିନି, ଗୁଲାଇ ଜଗତେ ଜନ୍ ଜାଗାଇ ମିସା ମାପ୍ରୁର୍ ନିକ କବର୍ ଜାନାଇଅଇସି । ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”
10 Hessappe guye tamane namm7atappe issay Asqoroto Yuday Yesusa athi immans qesista halaqatakko bidess.
୧୦ତାର୍ପଚେ ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ଜିସୁକେ ମୁକିଅ ପୁଜାରିମନର୍ ଆତେ ଦାରାଇଦେବାକେ ରାଜିଅଇକରି ସେମନର୍ ଲଗେ ଗାଲା ।
11 Istika hessa siyidi ufa7etida, izas mishe immans izara gigida. Hessa gish Yesusa athi immanas giga wode nagishe gamm7idees.
୧୧ସେ ମୁକିଅ ପୁଜାରିମନ୍ ଜିଉଦାର୍ କାତା ସୁନିକରି ବେସି ସାର୍ଦା ଅଇଗାଲାଇ । ଏ କାମ୍ କଲେ ସେମନ୍ ଇସ୍କାରିୟତ୍ ଜିଉଦାକେ ଡାବୁ ଦେବୁ ବଲିକରି ପର୍ମାନ୍ କରି କଇଲାଇ । ସେଟାର୍ପାଇ ଇସ୍କାରିୟତ୍ ଜିଉଦା ଜିସୁକେ ମୁକିଅ ପୁଜାରିମନ୍କେ ଦାରାଇ ଦେବାକେ ବେଲା କଜ୍ଲା ।
12 Paziga dorssi shuketiza uuketha mussa bonchiza koyro galas Yesusa kalizayti Yesusakko shiqidi “Paziga ka7o manaso awan gigisana mala koyaz?” gi oychida.
୧୨କମିର୍ ନ ମିସାଇକରି ରୁଟି ତିଆର୍କରି କାଇବା ବଜିର୍ ପରବର୍ ପର୍ତୁମ୍ ଦିନେ, ରକିଆ ପାଇବା ପରବେ ମେଣ୍ଡାପିଲା ପୁଜ୍ବାଇ । ସେଦିନେ ଜିସୁର୍ ସିସ୍ମନ୍ ତାକେ “ତର୍ପାଇ ରକିଆ ପାଇବା ପରବର୍ ବଜି ସବୁ ଟିକ୍ କର୍ବାକେ ଆମେ କନ୍ ଜାଗାଇ ଜିବୁ ବଲିକରି ତୁଇ ମନ୍ କଲୁସ୍ନି?”
13 Izikka bena kalizaytappe namm7ata hizgi kitides “Gede katama biitte, inte bishin issi hath otora tokidadaey intenara gagana.
୧୩ସେଟାର୍ପାଇ ଜିସୁ ତାର୍ ଦୁଇଟା ସିସ୍ମନ୍କେ ଡାକିକରି କଇଲା ତମେ ଗଡେ ଜା । ତେଇ ଗଟେକ୍ ବଡ୍ଟା ଆଣ୍ଡିତେଇ ପାନି ନେବା ଲକ୍କେ ଦେକ୍ସା । ତମେ ତାର୍ ପଚେ ପଚେ ଜା ।
14 Izi bidi gelizaso gakanas iza kalitte. Keethadezas “Astamarey nena, tana kalizaytara paziga ka7o manas tas gidiza immatha shemposoy awayse gidees” giitte.
୧୪ସେ ପାନିନେବା ଲକ୍ ଗଟେକ୍ ଗରେ ପୁର୍ସି । ତମେ ମିସା ସେ ଗର୍ ବିତ୍ରେ ପୁରିକରି ସେ ଗରର୍ ସାଉକାର୍କେ କୁଆ, “ଆମର୍ ଗୁରୁ ପାଚାର୍ଲାନି, ମୁଇ ମର୍ ସିସ୍ମନର୍ ସଙ୍ଗ୍ ରକିଆ ପାଇବା ପରବର୍ ବଜି କର୍ବା ବାକ୍ରା କନ୍ତି ଆଚେ?
15 Izikka bolla poqe bolla diza gigi utida aaho so intena bessana, hen izan gigisitte.”
୧୫ସେ ଗରର୍ ସାଉକାର୍ ତମ୍କେ ଗର୍ ଉପ୍ରେ ରଇବା ନିମାନ୍ ସଜାଇଅଇରଇଲା ଗଟେକ୍ ବଡ୍ଟା ବାକ୍ରା ଦେକାଇଦେଇସି । ତେଇ ଆମର୍ପାଇ କାଇବା କାଦି ତିଆର୍କରା ।” ବଲି ପାଟାଇଲା ।
16 Iza kalizaytikka kezidi gede katama bida. Wurikka Yesusay gida mala gidi beetides, pazigakka hen gigisida.
୧୬ତାର୍ ପଚେ ଦୁଇଟା ସିସ୍ମନ୍ ସେ ଗରେ ଗାଲାଇ । ତେଇ ଜିସୁ ସେମନ୍କେ ଜେନ୍ତି କଇରଇଲା, ସବୁ ସେନ୍ତି ଦେକ୍ଲାଇ । ସେଟାର୍ପାଇ ସେମନ୍ ତେଇ ନିସ୍ତାର୍ ପରବର୍ ବଜି ତିଆର୍କଲାଇ ।
17 Gadey qamishin Yesusay bena kaiza tammane namm7atara gakidees.
୧୭ସଞ୍ଜ୍ ଅଇଲାକେ ଜିସୁ ତାର୍ ସିସ୍ମନ୍କେ ଡାକିନେଇ ତେଇ କେଟ୍ଲା ।
18 Issti madan dishin ta intess tummu gays inte gidoppe issay izikka tanara issippe mizaysi tana athi immana” gidees.
୧୮ସେମନ୍ ବସି କାଇବାବେଲେ ଜିସୁ କଇଲା, “ମୁଇ ତମ୍କେ ସତ୍କାତା କଇଲିନି, ଏବେ ତମର୍ ବିତ୍ରେଅନି ଗଟେକ୍ ଲକ୍ ଜେକି ଆମର୍ ସଙ୍ଗ୍ କାଇଲାନି, ସେ ମକେ ସତ୍ରୁମନ୍କେ ଦାରାଇଦେଇସି ।”
19 Istika muzotidi “Tanesha? tanesha? gidi issay issay Yesusa” ooychida.
୧୯ଏ କାତା ସୁନିକରି ସିସ୍ମନ୍ ବେସି ମନ୍ଦୁକ୍ ଅଇଲାଇ । ସବୁଲକ୍ ଗଟେକ୍ ଗଟେକ୍ ଅଇକରି ଜିସୁକେ ସେଲକ୍ ମୁଇ କି? ବଲିକରି ପାଚାର୍ଲାଇ ।
20 Izikka istas “Tamane namm7atappe issay tanara ba kushe keren yedizadekko.
୨୦ଜିସୁ ସେମନ୍କେ କଇଲା, “ତମର୍ ବାର ଲକର୍ ବିତ୍ରେଅନି ଜନ୍ ଲକ୍ ମର୍ସଙ୍ଗ୍ ଗିନାତେଇ ରୁଟି ଚବାଲିଆଚେ, ସେ ଆକା ।”
21 Kasse xafetida mala asa nay iza gish hayqana shin asa na athi immizades aye! He uray kasse yeletonta agidakko izas lo7okoshin!” gides.
୨୧“ମର୍ ବିସଇ ପର୍ମେସରର୍ ସାସ୍ତରେ କେନ୍ତି ଲେକା ଅଇଲାଆଚେ, ସେନ୍ତିସେ ସବୁ ଅଇଲାନି, ସେଟା ସତ୍ସେ, ମାତର୍ ଜାର୍ଟାନେଅନି ନର୍ପିଲା ମୁଇ ସତ୍ରୁମନର୍ ଆତେ ଦାରାଇଅଇବି, ସେ ବେସି ବଡ୍ ଡଣ୍ଡ୍ ପାଇବାଲକ୍ ଆରି ସେ ଜନମ୍ ନ ଅଇରଇଲେ ନିକ ଅଇତା ।”
22 Issti mishin uketha eeki anjidinne menthidi bena kalizaytas hayssa ta asho heyte gi imidees.
୨୨ସିସ୍ମନ୍ କାଇବାକେ ବସ୍ଲାବେଲେ, ଜିସୁ ରୁଟିଦାରିକରି ପର୍ମେସର୍କେ ଜୁଆର୍କଲା ଆରି ସେଟା ବାଙ୍ଗାଇ ସେମନ୍କେ ଦେଇକରି କଇଲା, “ନିଆ ଏଟା ମର୍ ଗାଗଡ୍ ।”
23 Ushakka denthi galatidi istas imin isti wurikka uyida.
୨୩ତାର୍ପଚେ ଅଙ୍ଗୁର୍ ରସ୍ ଦାରି ପର୍ମେସର୍କେ ଜୁଆର୍ କରି ସବୁ ଲକ୍କେ କାଇବାକେ ଦେଲାଜେ ସେମନ୍ କାଇଲାଇ ।
24 Qasse “Haysi darotta gish gukkana ta ooratha caqo suutha.
୨୪ଆରି ସେ ତାର୍ ସିସ୍ମନ୍କେ କଇଲା, ଏଟା ଅଇଲାନି ବେସି ଲକର୍ପାଇ ଜରାଇଲା ମର୍ ବନି । ଏ ବନି ସଙ୍ଗ୍ ପର୍ମେସର୍ ଲକ୍ମନର୍ ସଙ୍ଗ୍ ରାଜିନାମା କଲାନି ।
25 Ta intes tummu gays ooratha woyneppe gigida usha Xoossa kawotethan ta uyana galasiyo gakanas namm7antho hayssa uyikke.” gides.
୨୫ମୁଇ ତମ୍କେ ସତ୍ କାତା କଇଲିନି, “ମୁଇ ପର୍ମେସରର୍ ରାଇଜେ ନୁଆ ଅଙ୍ଗୁର୍ ରସ୍ କାଇବା ଦିନ୍ ନ ଆଇବାଜାକ, ଏଟା ଆରି କେବେ ମିସା ନ କାଇ ।”
26 Hessafe guye mazmure issippe yexidi pude Dabirazaytte zumma bolla kezida.
୨୬ସବୁ ସିସ୍ମନ୍ ମିସିକରି ପର୍ମେସର୍କେ ଦନିଅବାଦର୍ ଗିତ୍ ଗାଇ ଗାଇ କରି ଜିତ୍ ନାଉଁର୍ ପର୍ବତେ ଗାଲାଇ ।
27 Yesusay “Ta hemizaysa shocana he wode iza dorssati laletna geteti xafetidaysa mala inte wurikka tanan duphistana.
୨୭ସେବେଲେ ଜିସୁ ସିସ୍ମନ୍କେ କଇଲା, “ତମେ ସବୁଲକ୍ ମକେ ଚାଡିକରି ଉଟିଜାଇସା । ସେଟା ପର୍ମେସରର୍ ସାସ୍ତରେ ଏନ୍ତି ଲେକାଅଇଲାଆଚେ, “ମୁଇ ମେଣ୍ଡା ଗଉଡ୍କେ ମରାଇବି । ତେଇର୍ ମେଣ୍ଡାମନ୍ ଚିନ୍ଚତର୍ ଅଇଜିବାଇ ।”
28 Ta dendidaysappe guye gidikko ta inteppe kasistada Galila bana.” gides.
୨୮“ମାତର୍ ମୁଇ ମଲାଟାନେଅନି ଆରିତରେକ୍ ଉଟ୍ଲାପଚେ, ତମେ ଗାଲିଲି ଦେସେ ଜିବା ଆଗ୍ତୁ, ମୁଇ ତମର୍ ଆଗ୍ତୁ ଆଗ୍ତୁ ଗାଲିଲି ରାଇଜେ ଜିବି ।”
29 Phixirosaykka “asay wuri dhuphetikkokka tani dhuphetikke!” gides.
୨୯ମାତର୍ ପିତର୍ ଜିସୁକେ କଇଲା, “ସବୁ ସିସ୍ମନ୍ ତମ୍କେ ଚାଡିକରି ଗାଲେ ମିସା ମୁଇ ତମ୍କେ କେବେ ନ ଚାଡି ।”
30 Yesusaykka “Ta ness tumu gays hach qama kutoy namm7u to wasana gakanas neni tana heedzdzu to kadana” gidees.
୩୦ଜିସୁ ତାକେ କଇଲା, “ମୁଇ ତକେ ସତ୍କାତା କଇଲିନି, ଆଜି ରାତି ଦୁଇତର୍ କୁକ୍ଡା ଡାକ୍ବା ଆଗ୍ତୁ, ତୁଇ ମକେ ତିନ୍ତର୍ ଚିନିନାଇ ବଲିକରି କଇସୁ ।”
31 Phixirosay qass “ta nenara hayqizakkokka mulekka nena kadikke” gidi kehi minthi yotidees. Hankoytikka wuri izaysatho gida.
୩୧ଏ କାତା ସୁନି ପିତର୍ ଜିସୁକେ ଆରିତରେକ୍ ଡାଟ୍ସଙ୍ଗ୍ କଇଲା, “ମୁଇ ତମର୍ ସଙ୍ଗ୍ ମର୍ବାର୍ ଆଲେ ମିସା କେବେ ତମ୍କେ ନାଜାନି ବଲି ନ କଇ ।” ଆରି ବାକି ସିସ୍ମନ୍ ମିସା ସେନ୍ତିସେ କଇଲାଇ ।
32 Hessappe guye Getesemane getetizaso bida Yesusaykka bena kalizayta “Tanni wosishin inte hayssan gamm7isitte” gidees.
୩୨ତାର୍ପଚେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗେତ୍ସିମନି ନାଉଁର୍ ଗଟେକ୍ ଜାଗାଇ ଆଇଲାଇ । ତେଇ ଜିସୁ ସିସ୍ମନ୍କେ କଇଲା, “ମୁଇ ପାର୍ତନା କର୍ବାବେଲେ ତମେ ଇତି ବସିରୁଆ ।”
33 Phixirosa, Yaqobene Yanisa benara eeki bidees. Kehi muzotideesne hirgidees.
୩୩ପିତର୍, ଜଅନ୍ ଆରି ଜାକୁବ୍କେ ତାର୍ ସଙ୍ଗ୍ ମିସ୍ତେ ଡାକିନେଲା । ସେ ଦୁକ୍ଅଇ କିଲ୍ବିଲ୍ ଅଇବାର୍ ବସ୍ଲା ।
34 Qassekka isttas “Ta shempiya daro muzotadus inte han dishittene dhiskonta nagitte” gidees.
୩୪ଆରି ଜିସୁ, ପିତର୍, ଜାକୁବ୍ ଆରି ଜଅନ୍କେ କଇଲା, “ମର୍ ମନେ ବେସି ଦୁକ୍ ଅଇଗାଲା ଆଚେ । ଜିବନ୍ ଚିଡିଗାଲା ପାରା ଲାଗ୍ଲାନି । ତମେ ଇତି ବସିରଇ ଜାଗିରୁଆ ।”
35 Istta achappe guthu gede paqidi biitta bolla gufanidi hanikko he sateya izappe adhana mala wosidees.
୩୫ଜିସୁ ତାକର୍ଟାନେଅନି କଣ୍ଡେକ୍ ଦୁରିକେ ଇଣ୍ଡିଜାଇ ଉମ୍ତାଡିଅଇ ବୁଏଁ ଅଦ୍ରିକରି ପର୍ମେସର୍କେ ଏନ୍ତି ପାର୍ତନା କଲା, “ଏନ୍ତି କରିଅଇସି ବଇଲେ, ଏ କସ୍ଟର୍ ବେଲା ମକେ ନ ଆସ ।
36 “Abba aabbo, ness wuri danda7etees, hayssa waye xu7a tappe hasa. Gido attin ne sheneppe atin ta sheney hanoppo” gides.
୩୬ଏ ମର୍ ବାବା ତୁଇ ମନ୍କଲୁସ୍ ବଇଲେ କାଇ କାମ୍ ମିସା କରିପାରୁସ୍ । ସେଟାର୍ପାଇ ଏ ଦୁକ୍ କସ୍ଟର୍ ମୁତା ମର୍ଟାନେଅନି ଦାରି ଜା । ମାତର୍ ମର୍ ମନ୍ କଲା ଇସାବେ ନ କରି ତମର୍ ମନ୍ କଲା ଇସାବେ କରା” ବଲି ପାର୍ତନା କଲା ।
37 Izi heppe simi yishin iza kalizayti dhisikidayta beyidees. Phixirsokka “Simona dhiskadi? Haray ato shin issi satekka sura utada nagoy nena xonide?
୩୭ତାର୍ପଚେ ଜିସୁ ତାର୍ ସିସ୍ମନର୍ ଲଗେ ବାଉଡି ଆଇଲାଜେ, ସେମନ୍ ସଇରଇବାଟା ଦେକ୍ଲା । ସେ ପିତର୍କେ କଇଲା, “ସିମନ୍ ପିତର୍, ତମେ ସଇଦେଲାସ୍ନି କି? ଗଟେକ୍ ଗଁଟା ମିସା ଚେତା ରଇ ଜାଗି ନାପାର୍ଲାସ୍ନି?
38 Inte pacen gelonta mala begidi wositene minite. Shempoy gigeti utidees shin ashoy gidikko daburancha.” gides.
୩୮ତମେ ଜେନ୍ତିକି ପରିକାର୍ ପାନ୍ଦେ ନ ଅଦର୍ବାପାଇ ଜାଗି ରଇକରି ପାର୍ତନା କରା । ମନ୍ କର୍ବି ବଲି ମନ୍ କଲାନି ମାତର୍ ଗାଗଡ୍ ନିଚ୍ଲାନି ।”
39 Qassekka bidi koyro wosoysathokka wosides.
୩୯ଜିସୁ ଆରିତରେକ୍ ଜାଇକରି ଆଗ୍ତୁର୍ ପାରା କଇକରି ପାର୍ତନା କଲା ।
40 Izi namm7antho simi yishin issta ayfen dhiskoy dexxin dhiskidayta demides, shin issti izas ay zaranakonne eribeytena.
୪୦ତାର୍ପଚେ ସେ ସିସ୍ମନର୍ ଲଗେ ଆରି ତରେକ୍ ବାଉଡି ଆସି ଦେକ୍ଲା । ସେମନ୍ ଆରିତରେକ୍ ସଇଦେଇରଇଲାଇ । ସେମନର୍ ଆଁକିତେଇ ଗୁନ୍ ଡାବି ଆଇତେରଇଲାଜେ ସେମନ୍ ଜିସୁକେ କାଇବଲି ମିସା କଇବାକେ ଜାନି ନାପାର୍ଲାଇ ।
41 Hezantho yidi “Ha7ikka inte zin7idi shempeti? Ha7i gidana, sateyakka gakkadus hekko asa nay nagaranchata kushen adhi immistana.
୪୧ଏନ୍ତି ତିନ୍ତର୍ ପାର୍ତନା କରି ସାରାଇଲାପଚେ ଜିସୁ ସିସ୍ମନର୍ଲଗେ ଆରିତରେକ୍ ବାଉଡି ଆଇଲା ଆରି ସେମନ୍କେ କଇଲା, “ଏବେଜାକ ତମେ ପୁଣ୍ଡିକରି ସଇଦେଇ ଆଚାସ୍? ଏତ୍କି ଅଇସିବେ, ଏବେ ନର୍ପିଲା ମକେ, ପାପି ଲକ୍ମନର୍ ଆତେ ଦାରାଇଦେବା ବେଲା ଆସି କେଟ୍ଲା ।
42 Ane eqitte boss, tana athi immandey yidees.” gides.
୪୨ଉଟା ଆମେ ଜୁବେ । ଏଦେ ଦେକା! ମକେ ସତ୍ରୁମନ୍କେ ଦାରାଇ ଦେବା ଲକ୍ ଆଇଲାଆଚେ ।” ବଲି କଇଲାଇ ।
43 Izi buro hasa7an dishin tamane namm7atappe issay Yuday yidees. Izara issippe qesse halaqatapene Muse woga tamarsizaytappe kitetida daro asay githa mashanne durqa oykidi yidees.
୪୩ସେ ଦାପ୍ରେ ଜିସୁ ଏ କାତା କଇବାବେଲା, ବାର୍ଟା ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜେକି ଇସ୍କାରିୟତ୍ ଜିଉଦା ଆସି କେଟ୍ଲା । ଆରି ତାର୍ ସଙ୍ଗ୍ ବେସି ଲକ୍ମନ୍ ରଇଲାଇ । ସେ ଲକ୍ମନର୍ ଆତେ କାଣ୍ଡା ଆରି ଟେଙ୍ଗ୍ ଦାରିରଇଲାଇ । ସେ ଲକ୍ମନ୍କେ ମୁକିଅ ପୁଜାରିମନ୍, ନିୟମ୍ ସିକାଇବା ଲକ୍ମନ୍ ଆରି ମୁକିଅ ଜିଉଦି ନେତାମନ୍, ପାଟାଇ ରଇଲାଇ ।
44 Iza athi immana Yuday istas “asa gidoppe ta yerizadey iza gidida gishas oykidi lo7ethi nagi efiite” gidi kaseti malata immi wothides.
୪୪ସତ୍ରୁମନର୍ ଆତେ ଦାରାଇଦେବା ଇସ୍କାରିୟତ୍ ଜିଉଦା ଜିସୁକେ ଦେକାଇଦେବାକେ ଏନ୍ତି ଗଟେକ୍ ଚିନ୍ କଇରଇଲା, “ମୁଇ ଜନ୍ ଲକ୍କେ ଚୁମ୍ବି, ସେ ଆକା ଜିସୁ । ତମେ ତାକେ ବନ୍ଦିକରି ଜାଗରତ୍ ସଙ୍ଗ୍ ଦୁରିକେ ଦାରିଜାଇସା ।”
45 Gakida malara Yuday Yesusakko shiqidi “Astamare” gidi yeridees.
୪୫ସେମନ୍ ତେଇ ଆସିକରି କେଟ୍ଲା ଦାପ୍ରେ, ଇସ୍କାରିୟତ୍ ଜିଉଦା ଜିସୁର୍ ଲଗେ ଜାଇକରି “ଏ ଗୁରୁ, ଜୁଆର୍!” ବଲିକରି ଚୁମ୍ଲା ।
46 Assatikka Yesusa oykida.
୪୬ସେବେଲା ସେଲକ୍ମନ୍ ଜିସୁକେ ଦାରି ବନ୍ଦିକରି ନେବାବେଲେ,
47 Iza achan eqida issay masha shohoppe shodidi qessista halaqa ashkara hayth qanxidees.
୪୭ସେ ଲଗେ ଟିଆଅଇରଇଲା ଜିସୁର୍ ଗଟେକ୍ ସିସ୍ ତାର୍ କାଣ୍ଡା ବେଟି ମୁକିଅ ପୁଜାରିର୍ ଗତି ଦାଙ୍ଗ୍ଡାର୍ ଉଜା କାନ୍ କାଟିଦେଲା ।
48 Yesusaykka istas “Panga mala tana oykkana mashane durqa oykidi yeti?
୪୮ଜିସୁ ସେ ଲକ୍ମନ୍କେ ପାଚାର୍ଲା, “ମୁଇ କାଇ ଗଟେକ୍ ଅପ୍ରାଦି ଲକ୍ କି, ତମେ କାଣ୍ଡା ଆରି ଟେଙ୍ଗ୍ମନ୍ ଦାରି ମକେ ନେବାର୍ ଆସିଆଚାସ୍?
49 Wontin wontin maqidassen tamarsashe ta intenara dishin oykibeykista shin kasse xafetidaysi polistan mala haysi hanidees.” gides.
୪୯ସବୁ ଦିନ୍ ମୁଇ ପାର୍ତନା ଗର୍ମନ୍କେ ସିକାଇଦେବା ବେଲେ ମୁଇ ତମର୍ ସଙ୍ଗ୍ ରଇଲି । ମାତର୍ ସେବେଲେ ମକେ ଦାରାସ୍ନାଇ । ମାତର୍ ପର୍ମେସରର୍ ସାସ୍ତରେ ଜେନ୍ତି ଲେକାଅଇରଇଲା ସେଟା ସବୁ ସତ୍ ଅଇବାକେସେ ଏନ୍ତି ଅଇଲାଆଚେ ।”
50 Hessa wode iza kalizayti wuri iza yegi agi bida.
୫୦ସେବେଲା ଜିସୁର୍ ସିସ୍ମନ୍ ତାକେ ଚାଡି ଉଟିପାଲାଇଲାଇ ।
51 Be kaloteth qeeri naxalan kamida issi nay Yesusa kalishin asssay iza oykin
୫୧ମାତର୍ ସେବେଲା ଗଟେକ୍ ଦାଙ୍ଗ୍ଡା ଅବ୍କା ପାତଲ୍ ଚାଦର୍ ଡାବିଅଇ ଜିସୁର୍ ପଚେ ପଚେ ଜାଇତେରଇଲା । ଲକ୍ମନ୍ ତାକେ ବନ୍ଦିକର୍ବାକେ ଚେସ୍ଟା କଲାଇକେ
52 nazi naxala yegidi kallo kichidees.
୫୨ସେ ଦାଙ୍ଗ୍ଡା ପାତଲ୍ ଚାଦର୍ ଚାଡିକରି ଡୁମ୍ଣ୍ଡା ଉଟିପାଲାଇଲା ।
53 Yesusakka gede qessista halaqakko efida. Qessista halaqati dere cimatine Muse woga tamarsizayti hen issippe wuri shiqida.
୫୩ପଚେ ସେ ଲକ୍ମନ୍ ଜିସୁକେ ସବୁର୍ଟାନେଅନି ବଡ୍ପୁଜାରିତେଇ ଦାରିଗାଲାଇ । ମୁକିଅ ପୁଜାରିମନ୍, ପାର୍ଚିନ୍ମନ୍ ଆରି ନିୟମ୍ ଗୁରୁମନ୍ ସବୁଲକ୍ ଗଟେକ୍ ତେଇ ରୁଣ୍ଡ୍ଲାଇ ।
54 Phixirosaykka Yesusa hahora kalishe qessista halaqa gibe gakanas bidees. Izi hen utidi hara asatara tamma ho7ishin
୫୪ପିତର୍ ଜିସୁର୍ ଟାନେଅନି ଦୁରିକେ ରଇ ତାର୍ ପଚେ ପଚେ ଗାଲା ଆରି ମୁକିଅ ପୁଜାରିର୍ ଡାଣ୍ଡ୍ବିତ୍ରେ ଗାଲା । ଜାଗୁଆଲ୍ମନର୍ ସଙ୍ଗ୍ ବସିକରି ଜଇ ଚେକ୍ତେରଇଲା ।
55 qessista halaqatinne dere cimmati wuri Yesusa wodhanas markatana ass koyida shin demanas danda7ibeytena.
୫୫ତେଇ ମୁକିଅ ପୁଜାରିମନ୍ ଆରି ବିଚାର୍ କର୍ବା ଜିଉଦି ନେତାମନ୍ ଜିସୁକେ ମର୍ବା ଡଣ୍ଡ୍ ଦେବାକେ ତାର୍ ବିରଦେ ସାକି କଜ୍ତେରଇଲାଇ । ମାତର୍ ସାକି ଦେବାକେ କେ ମିସା ମିଲତ୍ନାଇ ।
56 Daroti iza bolla wordora markatikkokka markata qalay oyketibeynna.
୫୬ବେସି ଲକ୍ମନ୍ ଆସିକରି ଜିସୁର୍ ବିରଦେ ମିଚ୍ ସାକି କଇଲାଇ, ମାତର୍ ସେମନ୍ ସବୁଲକ୍ ବିନ୍ ବିନ୍ ରକାମର୍ କାତା କଇଲାଇ ।
୫୭ସାରାସାରି କେତେ ଲକ୍ ଉଟିକରି ତାର୍ ବିରଦେ ମିଚ୍ ସାକି ଦେଇ ଏନ୍ତି କଇଲାଇ,
58 “Haysi adezi (Ta asa kushen kexetida maqidasse lalada asa kushey bochontaz hara maqidasse heedzdzu galasara ta kexana) gishin nu siyidos” gi markatida.
୫୮“ଲକ୍ମନ୍ ତିଆର୍କଲା ଏ ପର୍ମେସରର୍ ମନ୍ଦିର୍ ମୁଇ ବାଙ୍ଗାଇ ଦେଇ, ସେଟା ତିନ୍ ଦିନ୍ ବିତ୍ରେ ଆରି ତିଆର୍କରିଦେବି, ଜନ୍ଟାକି ଲକ୍ମନ୍ ତିଆର୍ ନ କରିରଅତ୍ ବଲି ସେ କଇବା ଏ କାତା ଆମେ ସୁନିଆଚୁ ।”
59 Gidikokka ista markatethi issi bolla woodhibeyna.
୫୯ମାତର୍, ଏନ୍ତି ବଇଲେମିସା ଏ ଲକ୍ମନ୍ କାଇ କାଇ ବିସଇ ସବୁ କଇତେରଇଲାଇ, ସେଟା, ଗଟେକ୍ ଲକର୍ କାତା ଆରି ଗଟେକ୍ ଲକର୍ କାତା ସଙ୍ଗ୍ ନ ମିସ୍ତେରଇଲା ।
60 Qessista halaqaykka ista sinthan dendidi eqqi “Hayti ne bolla markatizaysi aze? Ne aazas duuna zariki?” gidi Yesusa oychidees.
୬୦ତାର୍ପଚେ ସବୁଲକର୍ ଆଗ୍ତୁ ବଡ୍ ପୁଜାରି ଟିଆଅଇକରି ପାଚାର୍ଲା, “ଏ ଲକ୍ମନ୍ ତର୍ ବିରଦେ କେତେ କାତା କଇଲାଇନି, ସେ ବିସଇନେଇ ତକେ କାଇଟା ମିସା କଇବାର୍ ଆଚେ କି?”
61 Gido atin Yesusay isstas aykokka zaronta coo7u gidees. Qessista halaqay qassekka “Anjetida Xoossa nay kirstosay nene?” gi oychidees.
୬୧ମାତର୍ ଜିସୁ ଚିମ୍ରା ଅଇକରି ରଇଲା, କାଇଟା ମିସା କଏନାଇ । ବଡ୍ପୁଜାରି ଜିସୁକେ ଆରି ତର୍ ପାଚାର୍ଲା, “ତୁଇ କାଇ ପୁଜା ପାଇବା ପର୍ମେସରର୍ ପଅ କିରିସ୍ଟ କି?”
62 Yesusaykka zaridi “Ee tanank, asa nay woqama Xoossa ushachana utishininne salo sharara yishin inte iza beyana” gides.
୬୨ଜିସୁ କଇଲା, “ଉଁ, ମୁଇ ସେ । ଆରି ନର୍ପିଲା ମୁଇ, ପର୍ମେସରର୍ ବେସି ବପୁର୍ ଉଜା ଆତ୍ ବାଟେ ବସିରଇଲାଟା ଆରି ସରଗର୍ ମେଗେ ଆଇବାଟା ଦେକ୍ସା ।”
63 Qessista halaqay ba mayo dakidi “Nuss hara aza marka koshize?
୬୩ବଡ୍ ପୁଜାରି ଏ କାତା ସୁନିକରି ବେସି ରିସାଅଇଜାଇ ତାର୍ ନିଜର୍ ପଚିଆ ଚିରିପାକାଇଲା ଆରି ସବୁଲକ୍ମନ୍କେ କଇଲା, “ଆମ୍କେ ଆରି କାଇ ସାକି ଦର୍କାର୍?”
64 Izi casha qaala Xoossa bolla hasa7ishin inte siyidista ha7ich intes ay milatizee?” gides. Istika izas hayqoy beses giidi wurikka issi qalan pirdida.
୬୪“ସେ ପର୍ମେସରର୍ ପିଲା ବଲିକରି କଇଲାଟା ତମେ ସୁନିଆଚାସ୍ । ଏବେ ତମେ କାଇଟା ବଲି ବାବ୍ଲାସ୍ନି?” ତେଇ ସବୁ ଲକ୍ମନ୍ ଜିସୁକେ ଦସି କରାଇ, ତାକେ ମର୍ବା ଡଣ୍ଡ୍ ମିଲ ବଲି କଇଲାଇ ।
65 Hessa wode issi issi asati iza bolla cuchu cutida, iza ayfe goozi oykidi icishe “anne buro hananaysa yoota” gida. Bagayti qasse shagalan baqishe efida.
୬୫ତେଇ ରଇଲା କେତେ ଲକ୍ମନ୍ ତାର୍ ଉପ୍ରେ ତୁକ୍ବାର୍ ଦାର୍ଲାଇ । କେତେଲକ୍ମନ୍ ତାର୍ ମୁଏଁ ଡାବିକରି ତାକେ ବିଦାସଙ୍ଗ୍ ମାର୍ଲାଇ । ତାକେ କିଜାଇକରି କଇଲାଇ, “ତୁଇ ଜଦି ପର୍ମେସରର୍ କାତା କଇବା ବବିସତ୍ବକ୍ତା ବଇଲେ, ତକେ କେ ମାର୍ଲା କ?” ପଚେ ସନିଅମନ୍ ତାକେ ଦାରିଜାଇକରି ମାର୍ଲାଇ ।
66 Phixirosay duge bagara hen gibbe gidon dishin qesista halaqa garadistappe issiniya yadaus.
୬୬ପିତର୍ ମଜାଡାଣ୍ଡେ ଟିଆଅଇଲାବେଲେ ବଡ୍ ପୁଜାରିର୍ ଗତି ଦାଙ୍ଗ୍ଡି ତେଇ ଆଇଲା ।
67 Phixirosay tama ho7ishin tish hista xeladane “Neni Nazirete Yesusara dasa gidikki?” gadus.
୬୭ପିତର୍ ଜଇ ଚେକ୍ବାବେଲେ ତାକେ ନିମାନ୍ ଦେକିକରି କଇଲା, “ତୁଇମିସା ନାଜରିତର୍ ଜିସୁର୍ ସଙ୍ଗ୍ ରଇଲୁସ୍ ।”
68 Izi qass “Ne gizaysade ta erikke, ne gizays tass gelena” gidi kadidees. Hessafe gede penge poqi eeqi dishin herakka kutoy wasidees.
୬୮ମାତର୍ ପିତର୍ ତାକେ କଇଲା, “ସେଟା ମୁଇ ନଇ, ମୁଇ କେବେ ମିସା ଜିସୁର୍ ସଙ୍ଗ୍ ରଇନାଇ, ତମେ କାଇଟା କଇଲାସ୍ନି ମୁଇ ନାଜାନି ।” ତାର୍ପଚେ ପିତର୍ ଡାଣ୍ଡେ ପୁର୍ବା ବାଟେ ଉଟିଗାଲା ।
69 He garadeya iza be7idamala hen eeqida asatas “Haysi adezi izara diza asatappe issadekko!” gada qassekka hasa7adus.
୬୯ଆରି ତରେକ୍ ଗତିଦାଙ୍ଗ୍ଡି ପିତର୍କେ ଦେକି ତେଇ ଟିଆଅଇଲା ଲକ୍ମନ୍କେ କଇଲା, “ଏ ଲକ୍ ମିସା ଜିସୁର୍ ଦଲେଅନି ଗଟେକ୍ ଲକ୍ ।”
70 Izi qassekka kadides. Gutha wode gamm7ishin hen eqida asati Phixirossa “Neni Galila asa, hessa gish tummappe ne isstappe issade” gida.
୭୦ମାତର୍ ପିତର୍ ଆରିତରେକ୍ କଇଲା, “ଏ କାତା ମୁଲ୍କେ ସତ୍ ନାଇ ।” ଆରି କେତେପର୍ ଗାଲା ପଚେ, ତେଇ ରଇଲା ଲକ୍ମନ୍ “ତୁଇ ସେମନର୍ ମାନ୍ଦାଇ ରଇଲୁସ୍ ଆକା, ତୁଇ ଗଟେକ୍ ଗାଲିଲି ଅନି ଆଇଲା ଲକ୍ ପାରା ଡିସ୍ଲୁସ୍ନି ।” ବଲି କଇଲାଇ ।
71 Gido atin izi qass “inte gizade ta erikke” gishe caqonne bena qangeth oykidees.
୭୧ମାତର୍ ପିତର୍ ସାଇପ୍ ଦେଇ ରାନ୍ ପାକାଇ କଇଲା, “ମୁଇ ପର୍ମେସରର୍ ନାଉଁ ଦାରି ପର୍ମାନ୍ କରି କଇଲିନି, ତମେ କାର୍ କାତା କଇଲାସ୍ନି, ମୁଇ ତାକେ ମୁଲ୍କେ ନାଜାନି ।”
72 Herakka kutoy namm7antho wasidees. Phixirosaykka “kutoy namm7a wasanas ne tana hedza kadana” gida Yesusa qalay izas qopetin hiqumidi yekides.
୭୨ପିତର୍ ଏ କାତା କଇଲା ଦାପ୍ରେ କୁକ୍ଡା ଦୁଇତର୍ ଡାକ୍ଲା । ଜିସୁ କଇରଇବା ସବୁ କାତା ପିତର୍ ଏତାଇଲା । ଜିସୁ କଇରଇଲା, କୁକ୍ଡା ଦୁଇତର୍ ଡାକ୍ବା ଆଗ୍ତୁ ତୁଇ ମକେ ତିନ୍ ତର୍ ନାଜାନି ବଲିକରି କଇସାରାଇରଇସୁ ବଲି । ତାର୍ପଚେ ପିତର୍ ବେସି ଦୁକ୍କରି କାନ୍ଦ୍ବାର୍ ଦାର୍ଲା ।