< Luqaassa 18 >
1 Bena kaallizayti azalontta wurso wode woossanas bessizaysa erisanas Yesussay ha leemusoza istas yoottides.
୧ଜିସୁ ଦିନେକ୍ ତାର୍ ସିସ୍ମନ୍କେ ପର୍ମେସର୍କେ ମାଙ୍ଗ୍ବାବେଲେ ନ ତାକି ପାର୍ତନା କରିକରି ରଇବାକେ, ଗଟେକ୍ କାତାନି ବୁଜାଇ କଇଲା,
2 “Issi kataman Xoossine babbontta asenne bonchontta issi daannay dees.
୨ଗଟେକ୍ ଗଡେ ଗଟେକ୍ ବିଚାର୍ କାରିଆ ଲକ୍ ରଇଲା । ସେ ପର୍ମେସର୍କେ ନ ଡର୍ତେ ରଇଲା, କି ଲକ୍ମନ୍କେ ନ ନାମ୍ତେ ରଇଲା ।
3 He katamankka issi am77i maccash daysu, izakka ta balggarara taas moottoy diza gish firdarikki gashe izakko simeristadus.
୩ସେ ଗଡେ ଗଟେକ୍ ରାଣ୍ଡି ମାଇଜି ମିସା ରଇଲା । ସେ ସବୁ ବେଲେ ବିଚାର୍ କାରିଆର୍ ଲଗେ ଜାଇ ଏନ୍ତି କଇତେ ରଇଲା, ଗଟେକ୍ ଲକ୍ ମର୍ ବିରଦି ଅଇଲା ଆଚେ । ଏ ବିସଇନେଇକରି ତମେ ମର୍ ବିରଦିକେ ବିଚାର କରା । ଜେନ୍ତିକି, ସେ ମକେ ନିଆଇ ଇସାବେ ଚଲାଚଲ୍ତି କର୍ସି ।
4 Daannazikka daro wode gakanas izis firdibeynna, gido attin guyyeppe ba wozinan Xoossi babbontta assekka bonchontta agikko,
୪ଏନ୍ତି ବେସି ଦିନ୍ ସେ ବିଚାର୍କାରିଆ ନିଆଇ କର୍ବାକେ ମନ୍ ନ କଲେ ମିସା, ସେ ଦିନ୍କେ ଆସି ବେମ୍ଜା କର୍ତେରଇଲା । ମାତର୍ ସେ ବିଚାର୍କାରିଆ ଲକ୍ ମନେ ମନେ ବାବ୍ଲା, “ମୁଇ ପର୍ମେସର୍କେ ଡରି ନାଇକି ଲକ୍ମନ୍କେ ନାମି ନାଇ ।
5 hanna am77e maccashiya tana wayssiza gish ta izis pirdana, hessa histonta agikko wurso wode simeristada tana daabbursana.” gides.
୫ମାତର୍ ଏ ରାଣ୍ଡିମାଇଜି ସବୁ ବେଲା ଆସି ବେମ୍ଜା କଲାନି । ସେଟାର୍ପାଇ ତାକେ ନିଆଇ ମିଲ୍ଲା ପାରା ବିଚାର୍ କର୍ବି । କାଇକେ ବଇଲେ ଏନ୍ତି ବିଚାର୍ ନ କଲେ ସେ ସବୁଦିନ୍ ଆସି ମକେ ବେମ୍ଜା କର୍ତେ ରଇସି ।”
6 Godaykka hizgides “makkal7ancha daannay gidayssa siyite,
୬ତେଇ ମାପ୍ରୁ କଇଲା, “ଏ ଅନିଆଇ ବିଚାର୍କାରିଆ କାଇଟା କର୍ବାକେ ବାଚ୍ଲା, ସେଟା ତମେ ସିକା ।
7 Xoossi gallassinne omars izakko wassiza doorettidaytas fiiddenneyee? Tana ay metide giidi ba maado gam7issandee?
୭ସେନ୍ତି ଲାଚୁଆଁ ବିଚାର୍କାରିଆ ସେ ରାଣ୍ଡିମାଇଜିର୍ ବିଚାର୍ କଲା । ସେନ୍ତାର୍ ଆଲେ, ତାର୍ତେଇଅନି କେତେ ନିମାନ୍ ଇସାବେ ପର୍ମେସର୍ ସେ ବାଚ୍ଲା ଲକ୍ମନର୍ ଦିନ୍ରାତିର୍ ପାର୍ତନା ସୁନି ନିମାନ୍ ନିଆଇ ବିଚାର୍ କର୍ସି । ସେମନ୍କେ ସାଇଜ କର୍ବାକେ ସେ ଅଲ୍ସମ୍ ନ କରେ ।
8 Ta intes gays istas elle firdana, gido attin asa nay yiza wode biitta bolla amano demandeeshsha?”
୮ମୁଇ ତମ୍କେ କଇଲିନି, ସେ ଦାପ୍ରେସେ ତାର୍ ଲକ୍ମନର୍ପାଇ ନିମାନ୍ ନିଆଇବିଚାର୍ କର୍ସି । ମାତର୍ ପର୍ମେସର୍ ଟାନେଅନି ଆଇଲା ନର୍ପିଲା ମୁଇ ଆରିତରେକ୍ ଆଇବାବେଲେ ଏ ଦୁନିଆଇ, ମକେ ବିସ୍ବାସ୍ କର୍ବା ଲକ୍ମନ୍କେ ଦେକ୍ବି କି ନାଇ?”
9 Bena xillo asa mala qoodidi ceqettizaytasnne harata leqo ayfen xeelizaytas leemusora hizgides.
୯ତେଇ ରଇଲା କେତେକ୍ ଲକ୍ମନ୍ ନିଜ୍କେ ମୁଇ ନିକ ଆଚି ବଲି ବାବିଅଇ ବିନ୍ଲକ୍କେ ଗିନ୍ କର୍ତେ ରଇଲାଇ । ସେନ୍ତି ଲକ୍ମନର୍ ବିସଇ ବୁଜାଇବାକେ ଜିସୁ ସେମନ୍କେ ଏ କାତାନି କଇଲା ।
10 Nam77u asati woossanas maqddase bida, issay Farsawe hinkkoysi qaraxa shiishizadde.
୧୦ଦିନେକ୍ ଦୁଇଲକ୍ ପାର୍ତନା କର୍ବାକେ ଗଟେକ୍ ମନ୍ଦିରେ ଗାଲାଇ । ଗଟେକ୍ ଲକ୍ ପାରୁସି ଦଲର୍ ଲକ୍ ଆରି ଗଟେକ୍ ସିସ୍ତୁମାଙ୍ଗୁ ।
11 Farsawezikka eqqidi ba gish hizgi woossides, Xoosso! tani hara asa mala bonqqizadde, makkal7izadde, laymatizadde harapekka hayssa qaraxa shiishshizadde mala gidonta aggida gish ta nena galatays.
୧୧ପାରୁସି ଲକ୍ ନିଜେ ଅଲପ୍ ଦୁରିକେ ଟିଆଅଇ ଏନ୍ତି ପାର୍ତନା କର୍ବାର୍ ବସ୍ଲା, “ଏ ପର୍ମେସର୍ ମୁଇ ତମ୍କେ ଦନିଅବାଦ୍ ଦେଲିନି । ମୁଇ ବିନ୍ଲକର୍ପାରା ଲବ୍ରା ନାଇ କି ମିଚ୍ମାୟା ନାଇ କି ବେସିଆ କାମ୍ କରି ନାଇ । ଆରି ତକେ ଜୁଆର୍ କଲିନି ମୁଇ ଏ ସିସ୍ତୁମାଙ୍ଗୁ ପାରା ନଇ ।”
12 Samintan nam77a xoomays, taas dizaysafe tamappe issa immays.
୧୨ଆରି ସେ କଇଲା, “ମୁଇ ଜିଉଦିମନର୍ ନିୟମ୍ ଇସାବେ ଆଟ୍କେ ଦୁଇ ଦିନ୍ ଉପାସ୍ ରଇ ପାର୍ତନା କଲିନି । କାମାଇଲାଟାନର୍ ଦସ୍ବାଗର ବାଗେକ୍ ତମ୍କେ ଦେଲିନି ।” ବଲି ପାର୍ତନା କଲା ।
13 Gido attin qaraxa shiishshizaddezi haahon eqqidi pude salo dhoqqu giidi xeellanas koybeynna, gido attin ba tira icishe “Xoosso! tana nagaranchaza maara gides.”
୧୩ମାତର୍ ସେ ସିସ୍ତୁମାଙ୍ଗୁ ଦୁରିକେ ଟିଆଅଇ ପାର୍ତନା କର୍ବା ବେଲେ ସରଗ୍ବାଟେ ଦେକ୍ବାକେ ମିସା ମନ୍ ନକରି ନିଜର୍ ବୁକେ ମାରିଅଇ ଏନ୍ତି ପାର୍ତନା କଲା । “ଏ ପର୍ମେସର୍ ମୁଇ ଗଟେକ୍ ପାପି ଲକ୍ ମକେ ଦୟା କରା!”
14 Ta intes yootays Xoossa sinthan Farsawezi xillotethi demibeyna shin haysi qaraxizaysi xilidi ba so simmides. Bena dhoqqusizay wuri ziq gaana, bena ziqsizay gidikko dhoqqu gaana.
୧୪ଜିସୁ ତାର୍ ସିସ୍ମନ୍କେ କଇଲା, “ସେ ଦୁଇଲକ୍ ପାର୍ତନା ସାରାଇ ବାଅଡ୍ଲାକେ, ସିସ୍ତୁମାଙ୍ଗୁସେ ପର୍ମେସର୍ ଦେକ୍ବା ଇସାବେ ଦରମ୍ ରଇଲା । ପାରୁସି ନାଇ । ଜେ ବଡ୍ପନ୍ ଦେକାଇ ଅଇସି ଆରି ବଡ୍ ବଲି ବାବ୍ସି, ତାକେ ପର୍ମେସର୍ ସାନ୍ ଲକ୍ କର୍ସି । ମାତର୍ ଜେ ନିଜ୍କେ ସାନ୍ ଲକ୍ପାରା ବାବ୍ସି ତାକେ ପର୍ମେସର୍ ବଡ୍ ଲକ୍ କର୍ସି, ଏ କାତା ଏତାଇ ରୁଆ ।”
15 Yesussay bochcherethanna mala asay guutha nayta izakko ehides. Iza kaallizaytikka hessa beydda wode hanqettida.
୧୫ଆରି ଗଟେକ୍ ଦିନେ ଲକ୍ମନ୍ ତାକର୍ ସାନ୍ସାନ୍ ପିଲାମନ୍କେ “ଜିସୁ ଚି କରି ଆସିର୍ବାଦ୍ କର ।” ବଲି ଆନ୍ତେ ରଇଲାଇ । ସିସ୍ମନ୍ ସେଟା ଦେକି ଲକ୍ମନ୍କେ ଲାଗ୍ଲାଇ ।
16 Gido attin Yesussay guutha nayta beekko xeeygidi hiz gides “guutha nayti taakko yanayisa diggoppite, Xoossa kawotethi haytanta malaatasa.
୧୬ମାତର୍ ଜିସୁ ପିଲାମନ୍କେ ଲଗେ ଡାକି, ସିସ୍ମନ୍କେ କଇଲା, “ପିଲାମନ୍କେ ମର୍ ଲଗେ ଆନ୍ବାକେ ମନାକରା ନାଇ । କାଇକେ ବଇଲେ ସରଗ୍ ରାଇଜ୍ ଏନ୍ତି ସାନ୍ ସାନ୍ ପିଲାମନର୍ ପାରା ବିସ୍ବାସ୍ କର୍ବା ଲକ୍ମନର୍ପାଇସେ ।
17 Ta intes tumu gays, Xoossa kawotethi guutha na mala ekkontay wuri izin gelenna.”
୧୭ଏତାଇ ରୁଆ! ମୁଇ ତମ୍କେ ସତ୍କାତା କଇଲିନି । କେ ମିସା ଏ ସାନ୍ଲକ୍ ବିସ୍ବାସ୍ କଲାପାରା ମକେ ବିସ୍ବାସ୍ ନ କଲେ, ସେ ପର୍ମେସରର୍ ରାଇଜେ ଜାଇ ନାପାରେ ।”
18 Ayhuddista halaqqatappe issay kiya astaamarezo medhina deyo lattanas ay ootho giidi oychchides. (aiōnios )
୧୮ଦିନେକ୍ ଗଟେକ୍ ଜିଉଦି ନେତା ଜିସୁକେ ପାଚାର୍ଲା, “ଏ ନିମାନ୍ ଗୁରୁ! ନ ସାର୍ବା ଜିବନ୍ ମିଲାଇବାକେ ମୁଇ କାଇଟା କର୍ବାର୍ ଆଚେ?” (aiōnios )
19 Yesussaykka hizgidi zarides, “aazas tana kiya gazii? Issi Xoossafe attin hara kiyay deenna.
୧୯ଜିସୁ ତାକେ କଇଲା, ମକେ କାଇକେ ନିମାନ୍ ବଲି କଇଲୁସ୍ନି? କାଇକେ ବଇଲେ ପର୍ମେସର୍ ଗଟେକ୍ ଲକ୍ସେ ନିମାନ୍ ।
20 Laymatoppa, wodhoppa, kaysotoppa, wordo markkattofa, ne aawanne ne boncha giza azazoza eraasa.
୨୦ମାତର୍ ମୁଇ ତମ୍କେ କଇଲିନି “ବେସିଆ କାମ୍ କରା ନାଇ, କାକେ ମରାଆ ନାଇ, ବିନ୍ ଲକର୍ ଦିନ୍ସୁ ଚରାଆ ନାଇ, ମିଚ୍ ସାକି କୁଆ ନାଇ, ଆରି ତମର ମାଆବାବାର୍ କାତା ମାନା । ପର୍ମେସର୍ ମସାକେ ଏନ୍ତି ନିୟମ୍ ଦେଲାଆଚେ ଜାନି ଆଚୁସ୍ ।”
21 Addezzikka hayta gidikko guutha natetethafe doomada naagadis gides.
୨୧ସେ ଲକ୍ ଜିସୁକେ କଇଲା, “ଏ ସବୁ ନିୟମ୍ ତା ମୁଇ ପିଲାବେଲେ ଅନି ମାନ୍ଲିନି । ମୁଇ ଆରି କାଇଟା କର୍ବାର୍ ଆଚେ?”
22 Yesussaykka hessa siyida wode histtikko nees issi miish paces, nees dizaz wursa bayizadda manqotas imma, salo mazgaban demandasa, izape guye yaada tana kaalla gides.
୨୨ଜିସୁ ଏଟା ସୁନି ତାକେ କଇଲା, ତର୍ଟାନେ ଆରି ଗଟେକ୍ ବିସଇ ଉନା ଆଚେ । ତର୍ ସବୁ ଦନ୍ ସଁପତି ବିକି ଗରିବ୍ ଲକ୍ମନ୍କେ ବାଟାକରିଦେସ୍ । ଏନ୍ତି କଲେ ତକେ ସର୍ଗେ ଦନ୍ ରଇସି । ଏଟା ସବୁ କଲା ପଚେ ତୁଇ ମର୍ ସଙ୍ଗ୍ ଆଉ ।
23 Gido attin addezzi hessa siyida wode daro haaroy izas diza gish keehi michetides.
୨୩ମାତର୍ ସେ ଲକ୍ ଏ କାତା ସୁନି ମନ୍ ଦୁକ୍ ଅଇ ଉଟିଗାଲା । କାଇକେ ବଇଲେ ସେ ବେସି ସାଉକାର୍ ରଇଲା ।
24 Yesussaykka addezza xeellidi daro miishi diza asati Xoossa kawotethi gelanays aymala meto” gides.
୨୪ସେ ଲକ୍ ମନ୍ଦୁକ୍ ଅଇଲାଟା ଦେକି ଜିସୁ ତାର୍ ସିସ୍ମନ୍କେ କଇଲା, “ସାଉକାର୍ ଲକ୍ମନ୍ ସରଗ୍ ରାଇଜେ ଜିବାଟା କେଡେ କସ୍ଟର୍ ବିସଇ!
25 Durey Xoossa kawotethi gelanaysafe gaammelay narppe lukkora gelanaysi matana.
୨୫ସେ ଲକ୍ମନ୍ ସରଗ୍ ରାଇଜେ ଜିବାଟାନେଅନି ଗଟେକ୍ ବଡ୍ ଜଁତ୍ ସୁଜିକାଣାବାଟେ ଚିଙ୍ଗ୍ଲି ଜିବାକେ ସଅଜ୍ ଅଇସି ।”
26 Hessa siyida asay histin oonii attanna dandda7izee? gides.
୨୬ଏକାତା ସୁନ୍ତେ ରଇଲା ଲକ୍ମନ୍ କଇଲାଇ, “ଏନ୍ତି ବଇଲେ କେ ତେବେ ଉଦାର୍ ପାଇସି?”
27 Yesussaykka asa achchan dandda7etontay Xoossa achchan dandda7etees gides.
୨୭ଜିସୁ କଇଲା, “ପର୍ମେସରର୍ ଟାନେ ନାପାର୍ଲା ବିସଇ କାଇଟା ନାଇ ।”
28 Phexirosaykka hekko nuni nuus dizaz wursi aggiddi nena kaallidos gides.
୨୮ପିତର୍ ଜିସୁକେ କଇଲା, “ଦେକା ଆମର୍ ଗରର୍ ସବୁ ଚାଡିକରି ତମର୍ ସଙ୍ଗ୍ ଆଇଲୁଆଚୁ ।”
29 Yesussaykka istas ta intes tumu gays Xoossa kawotethas giidi ba keeth, ba machcho, ba ishanta woykko bena yeliddayta woykko ba nayta aggida uray
୨୯ଜିସୁ ସେମନ୍କେ କଇଲା, “ଉଁ ମୁଇ ତମ୍କେ ସତ୍କାତା କଇଲିନି । ଜନ୍ ଲକ୍ ପର୍ମେସରର୍ ରାଇଜ୍ ପାଇ ନିଜର୍ ଗର୍ଦୁଆର୍, ମାଇଜିପିଲା, ବାଇବଇନି, ମାଆବାବା ଆରି ପିଲାଟକିକେ ଚାଡି ଆଚେ ବଇଲେ,
30 Ha7i wode daro diikko kushe ekkontaynne yiza wode qasse medhina deyo ekkontay oonikka deenna gides. (aiōn , aiōnios )
୩୦ତାକେ ଏ ଦୁନିଆର୍ ଜିବନେ, ସେ ଜେତ୍କି ଚାଡି ରଇଲା ତାର୍ ତେଇ ଅନି ଅଦିକ୍ ମିଲ୍ସି । ଆରି ପଚେ ତାକେ ନ ସାର୍ବା ଜିବନ୍ ମିଲ୍ସି ।” (aiōn , aiōnios )
31 Yesussaykka bena kaalliza tammanne nam77anta dumma efidi ha7i nuni Yerusaleme kezana goos, nabeti asa na gish xaafidaysi wuri polistana.
୩୧ତାର୍ ପଚେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ବିନେ ଡାକିନେଇ କଇଲା, “ସୁନା! ଆମେ ଜିରୁସାଲମେ ଗାଲୁନି, ଜନ୍ବେଲା ଆମେ କେଟ୍ବୁ ସେବେଲା ପର୍ମେସର୍ ଟାନେଅନି ଆଇଲା ନର୍ପିଲା, ମର୍ ବିସଇ ନେଇ ବବିସତ୍ବକ୍ତାମନ୍ ଲେକି ରଇଲା ସବୁ ବିସଇ ପୁରାପୁରୁନ୍ ଅଇସି ।
32 Dere asas aathi immana, istikka iza qidhi ka77ananne waysana, iza bolla cuttana
୩୨ସେଟା କାଇଟା ବଇଲେ, ଜିରୁସାଲମେ ମକେ ରମିୟ ଲକ୍ମନ୍କେ ସର୍ପିଦେବାଇ ଆରି ସେମନ୍ ମକେ କିଜାଇବାଇ ଆରି ଲାଜ୍ କରାଇ, ମର୍ ଉପ୍ରେ ତୁକ୍ବାଇ ।
33 garafana hessafekka zaaridi wodhana. Izikka heezzantho gallas hayqqoppe dendana gides.
୩୩ତାର୍ପଚେ କର୍ଡା ସଙ୍ଗ୍ ମାର୍ବାଇ, ପଚେ ମକେ ମରାଇବାଇ । ମାତର୍ ତିନ୍ଦିନ୍ ପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।”
34 Iza kaallizayti gidikko hessa wursofe isinoka eribeyttenna. Iza guussaykka istafe gemettides. Izi aaza gish hasa7idaakkonne eribeyttenna.
୩୪ମାତର୍ ସିସ୍ମନ୍ ଏ ସବୁ କାତା ଅଲପ୍ ମିସା ବୁଜିନାପାର୍ଲାଇ, ସେ ବିସଇ ସେମନର୍ଟାନେଅନି ଲୁଚିରଇଲା ।
35 Yesussay Yarko gizaso matida wode issi qooqe addey oge duunan uttidi woossishe dees.
୩୫ଜିସୁ ଜିରିଅ ଗଡେ କେଟାକେଟି ଅଇଲାବେଲେ ଗଟେକ୍ କାଣା ବାଟ୍ପାଲି ବସି ବିକ୍ ମାଙ୍ଗ୍ତେ ରଇଲା ।
36 Qooqe addezzikka daro asay ogera aadhdhizaysa siyidi hessi aazzee? gi oychchides.
୩୬ଜିସୁର୍ ସଙ୍ଗ୍ ଜିବା ଲକର୍ କାତା ସୁନି, “ଏଟା କାଇଟା ଅଇଲାନି?” ବଲି ତେଇ ରଇଲା ଲକ୍ମନ୍କେ ପାଚାର୍ଲା ।
37 Isttikka izas Naazirete Yesussay hayssara aadhdhes giidi yootida.
୩୭ସେ ଲକ୍ମନ୍ କାଣାକେ କଇଲାଇ, “ନାଜରିତ୍ ଗାଉଁର୍ ଜିସୁ ଏ ବାଟେ ଗାଲାନି ।”
38 Izikka Dawite na Yesussa taas qadhetta gi wassides.
୩୮ତେଇ ସେ ଆଉଲିଅଇ କଇଲା, “ଏ ଦାଉଦ୍ ରାଜାର୍ କୁଟୁମର୍ ପିଲା ଜିସୁ! ତମେ ମକେ ଦୟା କରା ।”
39 Yesussappe sintheti bizaytti c7o7uga giidi hanqqettida. gido attin izi Dawite no taas qadhetta giidi darisi waassidees.
୩୯ଆଗେ ଜିବା ଲକ୍ମନ୍ କାଣାକେ ଦମ୍କାଇ କରି ଚୁପ୍ଅଇ ରଇବାକେ କଇଲାଇ । ମାତର୍ ସେ ଅଦିକ୍ ଅଦିକ୍ ଆଉଲି ଅଇ “ଏ ଦାଉଦ୍ ରାଜାର୍ କୁଟୁମର୍ ପିଲା ଜିସୁ! ମକେ ଦୟା କରା!” ବଲି କଇଲା ।
40 Yesussaykka eqqidi addezza izakko ehanna mala azaziddes, izikka izakko shiiqida wode
୪୦ଜିସୁ ତାର୍ କାତା ସୁନି ଟିଆ ଅଇଲା ଆରି, “ତାକେ ମର୍ ଲଗେ ଆନା” ବଲି ଆଦେସ୍ ଦେଲା ।
41 ta nees ay oothanna mala koyay giidi oychchides. Qooqezikka Godo xeellanaas koyays gides.
୪୧କାଣା ବିକାରି ଜିସୁର୍ ଲଗେ ଆଇଲାଜେ, ଜିସୁ ତାକେ ପାଚାର୍ଲା, “ମୁଇ ତର୍ପାଇ କାଇଟା କର୍ବି ବଲି ମନ୍ କଲୁସ୍ନି?” ସେ ଜିସୁକେ “ଏ ମାପ୍ରୁ, ମକେ ଦେକ୍ବା ବପୁ ଦିଆ । ସେନ୍ତି ମକେ ନିମାନ୍ କରିଦେ ।” ବଲି କଇଲା ।
42 Yesussaykka nena ne amanoy pathides xeella gides.
୪୨ତେବେ ଜିସୁ ତାକେ କଇଲା, “ତୁଇ ଦେକ୍ବାକେ ପାଆ! ମୁଇ ତର୍ ଆଁକି ନିକ କର୍ବି କାଇକେ ବଇଲେ, ତୁଇ ମର୍ତେଇ ବିସ୍ବାସ୍ କରି ଆଚୁସ୍ ।”
43 Addezzikka heerakka xeellidees. Xoossakka bonchishshe Yesussa kaallidees. Hessa beydda derey wuri Xoossa galattides.
୪୩ସେ ଦାପ୍ରେ, ସେ କାଣା ଦେକି ପାର୍ଲା । ଆରି ପର୍ମେସର୍କେ ଦନିଅବାଦ୍ କରିକରି ଜିସୁର୍ ସଙ୍ଗ୍ ଗାଲା । ଏ ଗଟ୍ନା ଦେକ୍ଲା ସବୁ ଲକ୍ମନ୍ ପର୍ମେସରର୍ ଡାକ୍ପୁଟା କଲାଇ ।