< Yanisa Mishiracho 5 >
1 Hesafe kalidi Ayhudista Ba7lley dizza gish Yesussay Yerussallame bideess.
୧ତାର୍ ପଚେ ଜିଉଦିମନର୍ ଗଟେକ୍ ମୁକିଅ ପରବ୍ ରଇଲା । ସେଟାର୍ ପାଇ ଜିସୁ ଜିରୁସାଲାମ୍ ଗାଲା ।
2 Yerusalamen doorsi gelizza pennge achchan iibrawista qalara Betesayda getettza issi pulltoofe shiqqida eloo hathey dees. Bollara kamay diza ichachu o7geti dettes.
୨ଜିରୁସାଲାମର୍ ମେଣ୍ଡା ଦୁଆର୍ ଲଗେ ଗଟେକ୍ ବନ୍ଦ୍ ରଇଲା । ସେଟାକେ ଏବ୍ରି ବାସାଇ ବେତେସ୍ଦା ବଲି କଇବାଇ । ତେଇ ପାଁଚ୍ଟା ମଣ୍ଡପ୍ ରଇଲା ।
3 Daro hargganchatti, ayyfe qooqeti, to woobetinne to silati ogge bolla zinniidi hathay qaxistana gakanas nagetees.
୩ସେ ମଣ୍ଡପ୍ ମନର୍ଟାନେ କେତେକ୍ କେତେକ୍ ଜର୍ଦୁକା ଅଇଲା ଲକ୍ମନ୍ ରଇତେ ରଇଲାଇ । ରଗିମନର୍ ବିତ୍ରେଅନି କାଣା, ଚଟା, ଆରି କେତେକ୍ ଅଦୁଆ ରଗିମନ୍ ରଇଲାଇ ।
4 Isi isi woode Goda kiitanchay hathan woodhidi hatha qaththes. haththa qathafe kaldi koyrottdi hathan gelizza hargganchay bena sakiza ay hrggefekka paxes.
୪କାଇକେବଇଲେ କେଡେ କେଡେବଲ୍ ପର୍ମେସରର୍ ଗଟେକ୍ ଦୁତ୍ ଆସିକରି ସେ ବନ୍ଦର୍ ପାନି ଅଲ୍କା କର୍ତେ ରଇଲା । ଆରି ସେ ଅଲ୍କା ଅଇଲାପଚେ, ଜନ୍ ଲକ୍ ପର୍ତୁମ୍ ଜାଇତେ ରଇଲା, ତାକେ କାଇ ରଗ୍ ଅଇରଇଲେ ମିସା ନିମାନ୍ ଅଇଜାଇତେରଇଲା ।
5 Hen gadaan heedzdzu tammane oosppun laythth kumeth sakketida isadeey dess.
୫ତାକର୍ ବିତ୍ରେ ତିରିସ୍ ଆଟ୍ ବରସ୍ ଜାକ ଡୁଲିରଇବା ଗଟେକ୍ ରଗି ଲକ୍ ରଇଲା ।
6 Yessusay Adezza hen zin7idayssa beyddine izi daro laythth saketdayssa eridi “ne paxxana kooyaz?” gidess.
୬ତେଇ ଜିସୁ ସେ ରଗି ଡୁଲିରଇବାଟା ଦେକି, ଏ ଲକ୍ ବେସି ବରସର୍ ରଗି ବଲି ଜାନି ତାକେ ପାଚାର୍ଲା “ତମେ କାଇ ନିମାନ୍ ଅଇବାକେ ମନ୍ କଲାସ୍ନି କି?”
7 Hargganchazika zaridi “Godo haththay qaxxetiza woode tana hathan gelththiza assi dena, ta buroo bana gishshin harray tape kaseti hathan gelles.” gidess
୭ସେ ରଗି ଲକ୍ ଜିସୁକେ କଇଲା, “ଏ ଆଗିଆଁ ପାନି ଅଲ୍କା କଲାବେଲେ, ସେ ବନ୍ଦ୍ ବିତ୍ରେ ମକେ ନେବାକେ କେ ନାଇ । ଆରି ବନ୍ଦ୍ ବିତ୍ରେ ଜିବାକେ ଚେସ୍ଟା କଲାବେଲେ ବିନ୍ ଲକ୍ ମର୍ ଆଗ୍ତୁ ଉଟିଜିବାଇ ।”
8 Yesussayka Iza “dendda ne zin7ida algga tookada ba” gidess.
୮ଜିସୁ ତାକେ କଇଲା, “ଉଟି ଟିଆଅ, ଆରି ତର୍ ଟାଟି ଦାରି ଇଣ୍ଡିଜା ।”
9 Adezzikka herakka paxxides. Be algga tooki ekidii bidess. Hessi hanidayy Ayhudista sambbata galassa.
୯ସେ ଦାପ୍ରେ ସେ ଲକ୍ ନିମାନ୍ ଅଇଗାଲା ଆରି ନିଜର୍ ଟାଟି ଦାରିକରି ଇଣ୍ଡ୍ବାର୍ ଦାର୍ଲା । ସେ ଦିନ୍ ବିସ୍ରାମ୍ବାର୍ ରଇଲା ।
10 Hesa gish Ayhudista hallaqat paxxida Adezza “hach Sambbattara ne algga tokkana mala Musse wogay azazena” gida.
୧୦ସେଟାର୍ପାଇ ଜିଉଦି ନେତାମନ୍, ନିମାନ୍ ଅଇଲା ରଗିକେ କଇବାର୍ ଦାର୍ଲାଇ, “ଆଜି ବିସ୍ରାମ୍ ଦିନେ, ତୁଇ ଟାଟି ଦାରି ଜିବାଟା ଆମର୍ ନିୟମ୍ ନାଇ ।”
11 Izikka Isttas “ne zini7ida algga tookkda ba gi yotides” gides.
୧୧ମାତର୍ ସେ ଲକ୍ ସେମନ୍କେ କଇଲା, “ଜେ ମକେ ନିମାନ୍ କଲା ସେ ମକେ ତମର୍ ଟାଟିଦାରିକରି ଜା ବଲି କଇଲାଆଚେ ।”
12 Isttikka “nena algga tookkada ba giday oonne?” gi oychchida.
୧୨ସେମନ୍ ତାକେ ପାଚାର୍ଲାଇ, “ଜେ ତକେ ଟାଟି ଦାରି ଜା ବଲି କଇଲା, ସେ ଲକ୍ କେ?”
13 Deerey darida gishinne Yesussay hepee hakki bida gish iza oonni paththidakonne adezzi eribeyna.
୧୩ମାତର୍ ସେ ନିମାନ୍ ଅଇଲା ଲକ୍ ଜିସୁ କେ ବଲି ଚିନି ନରଇଲା, କାଇକେ ବଇଲେ ସେ ଜାଗାଇ ବେସି ଲକ୍ମନ୍ ରଇଲାଇଜେ, ଜିସୁ ତେଇଅନି ବିନେ ପିସ୍ଲି ଉଟିଜାଇରଇଲା ।
14 Hesafe guye Yesussay Adeza Xoossa keeththan demmidi “hekoo ha7i ne paxadasa kaseysafe Adhizza iita miishi ne bolla gakontta mala nam77anththo nagara othofa” gides
୧୪ତାର୍ ପଚେ ଜିସୁ ସେ ନିକ ଅଇଲା ଲକ୍କେ ମନ୍ଦିର୍ ବିତ୍ରେ ଦେକିକରି କଇଲା, “ଦେକ୍ ଏବେ ତୁଇ ନିକ ଅଇଜାଇଆଚୁସ୍ । ତୁଇ ଆରି ପାପ୍ କାମ୍ କର୍ନାଇ । ନଇଲେ ତକେ ଆରି ଅଦିକ୍ ଦୁକ୍ କସ୍ଟ ଆଇସି ମିସା ।”
15 Adezikka bidinne iza pathiday Yesussa gididaysa Ayhudista dannatas yotides.
୧୫ତାର୍ ପଚେ ସେ ନିକ ଅଇଲା ଲକ୍ ଜିଉଦି ନେତାମନର୍ ଲଗେ ଜାଇକରି, “ଜେ ତାକେ ନିକ କରିରଇଲା, ସେ ଜିସୁ” ବଲି କଇଲା ।
16 Adezza sambbata gallas pathida gish Ayhudista dannat Yesussa oykkana yedi godida.
୧୬ଏ ନିମାନ୍ କାମ୍ କଲାଟା, ବିସ୍ରାମ୍ ବାରେ ଅଇରଇଲା ଜେ, ଜିଉଦି ନେତାମନ୍ ଜିସୁକେ ଦୁକ୍କସ୍ଟ ଦେବାର୍ ବସ୍ଲାଇ ।
17 Yesussayka isstas “ta aaway wurso wode oothes, takka othana” gides
୧୭ମାତର୍ ଜିସୁ ସେମନ୍କେ କଇଲା, “ମର୍ବାବା ପର୍ମେସର୍ ସବୁବେଲା କାମ୍କଲାନି, ମୁଇ ମିସା ସେନ୍ତି କାମ୍ କଲିନି ।”
18 Hesa gason ayhudista dannat Yesussa wodhana malla kaseppe aththi denththethida, qase izi sammbatta morida gish xalla gidontta “Xoossi ta aawa” gida gishshinne bena Xoossara ginssida gishasa.
୧୮ଜିସୁ ଏନ୍ତି କଇରଇଲାଜେ ଜିଉଦି ନେତାମନ୍ ତାକେ ମରାଇବାକେ ଅଦିକ୍ ଚେସ୍ଟା କଲାଇ । କାଇକେ ବଇଲେ ଜିସୁ ବିସ୍ରାମ୍ ବାରର୍ ନିୟମ୍ ମାନେ ନାଇ ବଲି ନାଇ, ମାତର୍ ସେ ପର୍ମେସର୍କେ ମର୍ ବାବା ବଲି କଇ, ନିଜ୍କେ ପର୍ମେସର୍ ସଙ୍ଗ୍ ସମାନ୍ କରି ରଇଲା ।
19 Yesussay isttsa hizgi zarrides “ta intes tummu gays aaway oothishin be7idaysa othoppe attin nazi ba shenen ayne otheena. Aaway othizaysa iza nay hessathoka oothes.
୧୯ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ପିଲା ମୁଇ ନିଜେ କାଇଟା ମିସା କରିନାପାରି । ମର୍ ବାବା ଜନ୍ ଜନ୍ଟା ସବୁ କର୍ବାଟା ମୁଇ ଦେକ୍ଲିନି ସେଟାସେ ମୁଇ କରିପାରି । କାଇକେ ବଇଲେ ବାବା ଜନ୍ ଜନ୍ଟା ସବୁ କଲାନି ତାର୍ପିଲା ମୁଇ ମିସା ସେଟା ସବୁ ସେନ୍ତିସେ କଲିନି ।
20 Gasoyka Aaway naaza doses ba othzaysakka wursi iza besees, inte malaletontta mala hayssafeka adhiza ootho buro bessana.
୨୦ବାବା ମକେ ଆଲାଦ୍ କର୍ସି ଆରି ନିଜେ ଜନ୍ଟା କର୍ସି, ସେ ସବୁ ମକେ ଦେକାଇସି । ଆରି ଏବେ ଜାଇଟା ଗଟ୍ଲା ଆଚେ, ତାର୍ତେଇଅନି ଅଦିକ୍ ବଡ୍ ବଡ୍ କାବାଅଇଜିବା କାମ୍ମନ୍ ମକେ ଦେକାଇସି । ସେଟା ସବୁ ଦେକି ତମେ ସବୁଲକ୍ କାବାଅଇଜାଇସା ।
21 Aaway haqqidayta denththizaythone deyoo imizaysatho nazika hessathoo ba koydades deyoo immana.
୨୧ବାବା ପର୍ମେସର୍ ଜେନ୍ତି ମଲାଲକ୍ମନ୍କେ ଜିବନ୍ କରି ଉଟାଇସି, ସମାନ୍ ସେନ୍ତି ମୁଇ ମିସା ତାର୍ ପିଲା ଜାକେ ଜାକେ ମନ୍ କର୍ବି, ସେମନ୍କେ ମଲାତେଇଅନି ଉଟାଇବି ।
22 Aaway oonna bollaka pirdeena gido attin pirda maata wuris ba nazas imiddes.
୨୨ବାବା ପର୍ମେସର୍ କାକେ ମିସା ତାର୍ ପାପ୍ କାମ୍ଲାଗି ବିଚାର୍ ନ କରେ । ମାତର୍ ସବୁ ଲକ୍ମନର୍ ବିଚାର୍ କର୍ବା ପୁରାପୁରୁନ୍ ଅଦିକାର୍ ତାର୍ ପିଲା ମକେ, ଦେଲା ଆଚେ ।
23 Izi hessaththo oththiday asay wuri aawa bonchana malane qaaseka nazaka bonchana malasa. Naza bonchonttay naza kitida aawakka boncheen.
୨୩ତେବେ ସବୁ ଲକ୍ମନ୍ ବାବାକେ ଜେନ୍ତି ସନ୍ମାନ୍ ଦେଲାଇନି, ସେନ୍ତିସେ ତାର୍ ପିଲା ମକେ ମିସା ସନ୍ମାନ୍ ଦେବାଇ । ଜଦି ଜନ୍ ଲକ୍ମନ୍ ତାର୍ ପିଲା ମକେ ସନ୍ମାନ୍ ଦେଅତ୍ ନାଇ, ସେମନ୍ ମକେ ପାଟାଇଲା ବାବାକେ ମିସା ସନ୍ମାନ୍ ଦେଅତ୍ ନାଇ ।
24 Ta intes tumma gays ta qaalla siyzadeesine tana kitidaden amanizades medhina deyooy dees, izadeey hayqoope gede deyoon pinnidees atin iza bolla pirdetena. (aiōnios )
୨୪“ମୁଇ ତମ୍କେ ସତ୍ କଇଲିନି, ଜେ ମର୍ କାତା ସୁନି ମକେ ପାଟାଇଲା ପର୍ମେସର୍କେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ଆରି ସେ ବିଚାର୍ନା କରାଇ ନ ଅଏ । କାଇକେବଇଲେ ସେ ମରନ୍କେ ଜିତି କରି ଜିବନ୍ ପାଇଆଚେ । (aiōnios )
25 Ta intes tummu gays kase hayqqida asat Xoossa na qaala siyza woodey yaana, he woodiyakka haano, siyzatii wuri deyoon deyaana.
୨୫ମୁଇ ତମ୍କେ ସତ୍ କଇଲିନି ଏନ୍ତି ଗଟେକ୍ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍ମନ୍ ପର୍ମେସରର୍ ପିଲା ମର୍ କଁଟର୍ ସର୍ ସୁନ୍ବାଇ, ସେମନ୍ ଜିବନ୍ ଅଇ ଉଟ୍ବାଇ ।
26 Gasoykka aaway ba bagra deyooy diza mala nazikka ba baggara deyooy dana mala oothides
୨୬ବାବା ଜେନ୍ତିକି ଜିବନର୍ ମୁଲ୍, ସେନ୍ତାରିସେ ତାର୍ ପିଲା ମୁଇ ମିସା ଜିବନର୍ ମୁଲ୍ ।
27 Izi asa na gidida gish pirdana mala Godatethth izas imiddes.
୨୭ଆରି ମୁଇ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ଅଇଲାର୍ଲାଗି, ସବୁ ଲକ୍ମନ୍କେ ବିଚାର୍ କର୍ବା ଅଦିକାର୍ ସେ ମକେ ଦେଲାଆଚେ ।
28 Haysan aykokka malaletoppite, Gasoykka buro kase hyqdii dufoon dizaayti wuri Iza qaala giireth siyizza woodey yana.
୨୮ତମେ ଏଟାର୍ପାଇ କାବା ଉଆନାଇ, ଏନ୍ତି ବେଲା ଆଇଲାନି, ମରିକରି ତପିଅଇଲା ସବୁ ଲକ୍ମନ୍ ମର୍ କଁଟ୍ସର୍ ସୁନ୍ବାଇ ।
29 Lo7o oothdayt hayqqope denddid paxxna, Iita othidaayti gidikko hayqoope denddidi pirdistana.”
୨୯ଆରି ସେମନ୍ ସମାଦି ଅନି ଆରି ତରେକ୍ ଉଟ୍ବାଇ । କେ କେ ନିକ କାମ୍ କରିଆଚତ୍, ସେମନ୍ ମଲାଟାନେଅନି ଜିବନ୍ ଅଇକରି ଉଟ୍ବାଇ । କାରାପ୍ କାମ୍ କରୁମନ୍ ମିସା ମଲାଟାନେଅନି ଉଟ୍ବାଇ ଆରି ଦସି ବଲାଇଅଇବାଇ ।”
30 “Ta ta sheenen ayne oththanas danddaike, gido attin ta ta aawape siyda mala pirdays, tana kiitidaysa sheene oththaysi attin ta sheenen ta oththontta gish ta pirdan balay bawwa.
୩୦ମୁଇ ମର୍ ନିଜର୍ ଅଦିକାରେ କାଇଟା ମିସା କରିନାଇ, ବାବା ମକେ କେନ୍ତି କଇଲା ଆଚେ, ସେନ୍ତିସେ ବିଚାର୍ କର୍ବି । ଆରି ମୁଇ କର୍ବାଟା ଟିକ୍ସେ । କାଇକେବଇଲେ ମୁଇ ନିଜେ ମନ୍କଲାଟା ପୁରାପୁରୁନ୍ କର୍ବାକେ ନାଇ, ମାତର୍ ମକେ ପାଟାଇଲା ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କଲିନି ।
31 Tan ta gish tarkka markkatiko ta markkay tummu gidena.
୩୧ମର୍ ନିଜର୍ ପାଇ ଜଦି ମୁଇ ସାକି ଦେବି, ସେଟା ସତ୍ ବଲି ଦାରା ନ ଜାଏ ।
32 Gido attin ta gish markkatizzadey haraay dees, izika ta gish markkatizzade, markkatethay tummu gididdaysa ta eraays.
୩୨ମାତର୍ ମର୍ ପାଇ ଆରି ଗଟେକ୍ ଲକ୍ ସାକିଦେଲାନି, ଆରି ସେଟା ମୁଇ ଜାନି । ସେ ମର୍ ବିସଇ କାଇଟା ସବୁ କଇଲାନି ସେଟା ସବୁ ସତ୍ସେ ।
33 Inteni Yanssako asse kitideistashin izika tummu markkatidees.
୩୩ତମେ ଜଅନ୍ ଲଗେ କବର୍ ନେଉମନ୍କେ ପାଟାଇ ରଇଲାସ୍, ଆରି ସେ ତମ୍କେ ସତ୍ ବିସଇ ସାକି ଦେଲାଆଚେ ।
34 Ta hayssa gizay inte attana mala attin tas haara ass markkateth koshshida gish gideena.
୩୪ମର୍ ବିସଇ କେ ମିସା ସାକି ଦେଅତ୍ ବଲି ମୁଇ ମନ୍ କରିନାଇ । ଜେନ୍ତିକି ତମେ ପାପେଅନି ରକିଆ ପାଇସା ସେଟାର୍ ପାଇ ମୁଇ ଏ ସବୁ କଇଲିନି ।
35 Yanssay exidii pooizaa poo7 mala, intekka gutha wode iza poo7in uhaaththaaettana kooydista.
୩୫ଜଅନ୍ ଗଟେକ୍ ବତିପାରା ଲାଗିକରି ଅଲପର୍ ପାଇ ଉଜଲ୍ ଦେଇତେରଇଲା । ଆରି ତମେ ସେ ଉଜଲ୍, ଅଲପ୍ ଦିନର୍ ପାଇ ପାଇକରି ସାର୍ଦା ଅଇରଇଲାସ୍ ।
36 Tas gidikoo Yanssa markkatethape adhiza markkaay dees, ta markkayka ta aaway tas immida oothok, hesika ta oothiza othooy ta aaway tana kitidaysa tas markkates.
୩୬ମାତର୍ ମର୍ଲଗେ, ଜଅନର୍ ତେଇଅନି ଅଦିକ୍ ବପୁର୍ ଗଟେକ୍ ସାକି ଆଚେ । ପର୍ମେସରର୍ ଆଦେସ୍ ଇସାବେ ମୁଇ ଜନ୍ ସବୁ କାମ୍ କଲିନି, ସେଟା ସବୁ ମର୍ ପାଇ ନିକ ସାକି । ସେ ସବୁ କଇଲାନିଜେ, ମକେ ପର୍ମେସର୍ ପାଟାଇଲା ଆଚେ ବଲି ।
37 Tana kitida ta Aawayka ba huera tas markkatidees, inte gidiko iza qaala giireth mulekka siybeykkista, izas medhoka mulera beybeeykkista.
୩୭ଆରି ମକେ ପାଟାଇଲା ବାବା ପର୍ମେସର୍ ମିସା ମର୍ ବିସଇ ସାକି ଦେଲାନି । ତମେ କେବେ ମିସା ତାର୍ କଁଟ୍ ସୁନାସ୍ ନାଇ, କି ସେ କେନ୍ତାଟା ଦେକାସ୍ ନାଇ ।
38 Izi kitidadden inte ammanontta gish iza qaalay inte achchan deyeena.
୩୮ଆରି ତାର୍ କାତା ତମର୍ ମନ୍ବିତ୍ରେ ରଏନାଇ । କାଇକେବଇଲେ ସେ ଜାକେ ପାଟାଇଲା ଆଚେ ତାକେ ତମେ ବିସ୍ବାସ୍ କରାସ୍ ନାଇ ।
39 Intes geesha Maxxaafatape medhina deyoo demanas milatin maxaxafata piqqilista, maxxaafatikka ta gish markkatetes. (aiōnios )
୩୯ତମେ ଜତନ୍ସଙ୍ଗ୍ ସାସ୍ତର୍ମନ୍ ପଡି କଜ୍ଲାସ୍ନି । ତେଇଅନି ନ ସାର୍ବା ଜିବନ୍ ପାଇଅଇସି ବଲି ସେ ସବୁ ପଡ୍ଲାସ୍ନି । ସେ ସବୁ ସାସ୍ତର୍ ମର୍ ବିସଇସେ ସାକି ଦେଲାନି । (aiōnios )
40 gido attin inte deyoo demaanas tako ha yana kooyekkista.
୪୦ଏଲେମିସା ତମେ ନ ସାର୍ବା ଜିବନ୍ ପାଇବାକେ ମର୍ ଲଗେ ଆଇବାକେ ନିଚ୍ଲାସ୍ନି ।
41 Ta asappe boncho kooykke.
୪୧“ମୁଇ ମୁନୁସ୍ ଲକ୍ମନର୍ ଟାନେଅନି ଡାକ୍ପୁଟା କଜି ନାଇ ।
42 ta intena errays, xoossa siqqoy intenan baynddaysa errays.
୪୨ମୁଇ ଜାନି, ତମେ କେନ୍ତି ରକାମର୍ ଲକ୍, ତମର୍ ମନ୍ ବିତ୍ରେ ପର୍ମେସର୍କେ ଆଲାଦ୍ କର୍ବାଟା ନାଇ ।
43 Tan ta aawa sunththan yadiis shin inte tana mooki ekiibeykeista hara uray qase ba sunththan yikoo inte iza mokii ekista.
୪୩ମୁଇ ମର୍ ବାବା ପର୍ମେସରର୍ ଅଦିକାର୍ ପାଇ ଆଇଲିଆଚି । ମାତର୍ ତମେ ମକେ ନାମାସ୍ ନାଇ । ମାତର୍ ଜେଡେବେଲା କେ ମିସା ବିନ୍ ଲକ୍ ନିଜେ ମନ୍କରି ଆଇଲେ ତାକେ ଡାକିନେଲାସ୍ନି ।
44 Inte inte garssan isay isape boncho koyzzaytoo issi Xoossafe betizza boncho koyonttaytoo inte waanidi tana amaanana danddaeti?
୪୪ତମେ ନିଜର୍ ନିଜର୍ ବିତ୍ରେ ସନ୍ମାନ୍ ପାଇବାକେ ମନ୍କଲାସ୍ନି । ମାତର୍ ପର୍ମେସରର୍ ଆଲାଦ୍ ପାଇବାକେ ମନ୍ କରାସ୍ ନାଇ । ସେନ୍ତି ବଇଲେ ତମେ କେନ୍ତି ମକେ ବିସ୍ବାସ୍ କରିପାରାସ୍?
45 Ta aawa sinththan intena moottanay intes tana misatoopo intena moottanay inte iza uhaaththaaysi oothiza Musekko,
୪୫ମୁଇ ତମର୍ ବିରଦେ ପର୍ମେସର୍ତେଇ ଦସି କର୍ବି ବଲି ତମେ ବାବାନାଇ । ତମେ ଜନ୍ଟା ମସାର୍ ତେଇ ଆସା କରିଆଚାସ୍ ସେ ସେ ତମର୍ ବିରଦେ ଦସି କଲାନି ।
46 Museey ta gish xaafidaysa ammanidako inte tana ammanana.
୪୬ଜଦି ତମେ ମସାକେ ସତ୍ବଲି ବିସ୍ବାସ୍ କଲାସ୍ନି ବଇଲେ ମକେ ମିସା ବିସ୍ବାସ୍ କର୍ତେ ରଇସା । କାଇକେବଇଲେ ମସା ମର୍ ବିସଇସେ ଲେକିଆଚେ ।
47 Izi xaafidaysa inte ammanontta agikoo qase ta qaala inte woostti ammanane?”
୪୭ମାତର୍ ସେ ଜନ୍ଟା ଲେକିଆଚେ, ତେଇ ଜଦି ତମର୍ ବିସ୍ବାସ୍ ନାଇ ବଇଲେ, ମୁଇ ଜନ୍ଟା କଇଲିନି, ସେଟା କେନ୍ତି ବିସ୍ବାସ୍ କର୍ସା?”