< 1 Yanisa 1 >
1 Dey qaala gish koyrope dizayssa nu nu haythan siydaysane nu ayfera be7idaysa loo7ethi xellidays nu kushera ooyki be7idassa gish hsa7os.
୧ଜାକେ ଜିବନର୍ ବାକିଅ ବଲି କଇଲାଇନି, ତାର୍ ବିସଇ ତମ୍କେ ଲେକ୍ଲୁନି । କାଇଟା ତିଆର୍ ନ ଅଇତେ ପୁର୍ବେଅନି ସେ ରଇଲା । ତାର୍ ବାକିଅ ଆମେ ସୁନିଆଚୁ । ସେ କରିରଇବା କାମ୍ମନ୍ ଆମେ ଆଁକି ସଙ୍ଗ୍ ନିକ ଦେକି ଆଚୁ । ଆରି ଆମେ ତାକେ ଆତ୍ ସଙ୍ଗ୍ ଚିଇଲୁ ଆଚୁ ।
2 Deyoykka qoncides, nukka nu ayfera beydi markatos. Izas iza aawa achan dizasane nuskka qoncida medhiina deyo gish nu intes Yootos. (aiōnios )
୨ଏ ଲକ୍ ସତ୍ ଜିବନ୍ ଦେଇସି । ପର୍ମେସର୍ ଏ ଲକ୍କେ ସବୁକେ ଦେକାଇଲା । ଆରି ଆମେ ଦେକ୍ଲୁ ଆରି ତାର୍ ସତ୍ ବିସଇ ତମ୍କେ କଇଲୁନି । ସେ ଦେଇରଇବା ନ ସାର୍ବା ଜିବନର୍ ବିସଇ ତମ୍କେ ଜାନାଇଲୁନି । ପୁର୍ବେଅନି ସେ ଆମର୍ ବାବା ପର୍ମେସରର୍ ସଙ୍ଗ୍ ରଇଲା । ମାତର୍ ପର୍ମେସର୍ ତାର୍ ବିସଇ ଆମ୍କେ ଜାନାଇଲାଆଚେ । (aiōnios )
3 Inteskka nunara isipetethi dana mala nuni be7idaysanne siydaysa intes yootos. Nu isipetethayka aawarane iza na Yesus Kiristossarako.
୩ତେବର୍ପାଇ ଏ ଲକ୍, ଜାର୍ ବିସଇ ଆମେ ଦେକିଆଚୁ ଆରି ସୁନିଆଚୁ, ତାର୍ ବିସଇ ଆକା ଆମେ ତମ୍କେ କଇଲୁନି । ଜେନ୍ତାରିକି ତମେ ମିସା ଆମର୍ ସଙ୍ଗ୍ ମିସିବିଡି ରଇସା । କାଇକେବଇଲେ ଆମେ ବାବା ପର୍ମେସରର୍ ସଙ୍ଗ୍ ଆରି ତାର୍ ପଅ ଜିସୁ କିରିସ୍ଟର୍ ସଙ୍ଗ୍ ମିସିବିଡି ଆଚୁ ।
4 Nu ufaysay kumetha gidanamala nu hayssa intes xafosu.
୪ଆମର୍ ସାର୍ଦା ଜେନ୍ତାର୍ ପୁରାପୁରୁନ୍ ଅଇସି, ତେବର୍ ପାଇ ଏ ସବୁ ବିସଇ ତମ୍କେ ଲେକ୍ଲୁନି ।
5 Nu izape siydi intes yootiza kiitay Xoossi poo7o iza acahan mulekka dhumay dena gizaysako.
୫ମାତର୍ ଜନ୍ ବିସଇ ଜିସୁକିରିସ୍ଟ ଆମ୍କେ କଇଲା, ଆରି ଜାଇଟା ତମ୍କେ ଆମେ ଜାନାଇ ଆଚୁ, ସେଟା ଅଇଲାନି ପର୍ମେସରର୍ ଉଜଲ୍ । ଆରି ତାର୍ଟାନେ ମୁଲ୍କେ ଆନ୍ଦାର୍ ନାଇ ।
6 Nu dhuman simeretishe izara nuusu isipetethi dees; Nu giiko wordotosu attin tuman dokko.
୬ତେବର୍ପାଇ ଆମେ ପର୍ମେସରର୍ ସଙ୍ଗ୍ ମିସିବିଡି ଆଚୁ ବଲି କଇକରି କାରାପ୍ କାମ୍ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍ । ଆରି ସତ୍ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍ ଚଲାଚଲ୍ତିଟାନେ ଜାନାପଡ୍ଲାନି ।
7 Gido attin izi poo7on diza mala nukka poo7on simeretiko nu garisan nuus isipetethi dees; iza na Yesuss Kirstosa suthi nuna Nagara wurisofe geshees.
୭ମାତର୍ ଆମେ ସତ୍ କାମ୍ କରି ଉଜଲେ ରଇବୁ ଜେନ୍ତାରି କି ପର୍ମେସର୍ ସବୁବେଲେ ଉଜଲେଆଚେ । ସେନ୍ତାର୍ ଆଲେ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ ମିସିବିଡି ଆଚୁ । ଆରି ପର୍ମେସରର୍ ପଅ ଜିସୁର୍ ବନି ଆମର୍ ସବୁ ପାପ୍କେ ଦଇଦେଇସି ।
8 Nu nunan nagaray bawaa gikko nurka nuna balethos; Tumaykka nunan deena.
୮ଆମେ କେବେମିସା ପାପ୍ କରୁନାଇ ବଲି କଇଲେ, ଆମେ ନିଜେସେ ନାଡାଇଅଇଲୁନି । ଆରି ସତ୍ ବିସଇ ଆମେ ନାଜାନ୍ଲୁନି ।
9 Nuni nu nagara paaxiiko izi nu nagara atto ganasinne nu marika7atethafe nuna wursi geshanas izi amanetidadene xiiloko.
୯ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।
10 Nu nagara oothi beyko giikko iza nu woradancha kesosne iza qalayka nunan dena.
୧୦ଜଦି ଆମେ କେବେ ମିସା ପାପ୍ କରୁନାଇ ବଲି କଇଲେ, ପର୍ମେସର୍ ସତ୍ଟା ନଏଁ ବଲି କଇଲୁନି । ଆରି ତାର୍ ବାକିଅ ମାନିକରି ରଉନାଇ ।