< Marc 10 >
1 Partant de là, il vint aux confins de la Judée, au-delà du Jourdain; et le peuple s’assembla de nouveau près de lui, et, selon sa coutume, il recommença à les instruire.
୧ତାର୍ପଚେ ଜିସୁ ସେ ଜାଗା ଚାଡିକରି ଜିଉଦା ରାଇଜର୍ ସନ୍ଦି ଆରି ଜର୍ଦନର୍ ଆରି ଗଟେକ୍ ବାଟେ ଆଇଲା । ଆରି ସବୁ ବେଲାର୍ ପାରା ଲକ୍ମନ୍ ତାର୍ ଲଗେ ରୁଣ୍ଡ୍ଲାଇ । ଆରି ଜିସୁ ସେମନ୍କେ ପର୍ମେସରର୍ କାତା ସିକାଇଦେଲା ।
2 Et les pharisiens s’approchant, lui demandèrent s’il est permis à un homme de renvoyer sa femme; c’était pour le tenter.
୨କେତେଟା ପାରୁସିମନ୍ ଜିସୁରୁ ଲଗେ ଆସିକରି ତାକେ ବୁଲ୍ ଦାର୍ବାକେ ଏନ୍ତାରି ପର୍ସନ୍ ପାଚାର୍ଲାଇ । “ଗଟେକ୍ ମୁନୁସ୍ ତାର୍ ମାଇଜିକେ ଚାଡିଦେବାଟା ଆମର୍ ନିୟମେ ଆଚେ କି?”
3 Mais Jésus répondant, leur dit: Que vous a ordonné Moïse?
୩ଜିସୁ ସେମନ୍କେ କଇଲା, “ମସା ତମ୍କେ କାଇ ଆଦେସ୍ ଦେଲା ଆଚେ?”
4 Ils répliquèrent: Moïse a permis d’écrire un acte de répudiation, et de la renvoyer.
୪ସେମନ୍ କଇଲାଇ, “ଗଟେକ୍ ମୁନୁସ୍ ତାର୍ ମାଇଜିକେ ଚାଡିଦେବାର୍ ରାଜିନାମା ପତର୍ ଲେକି ତାକେ ଦେଲାପଚେ ତାକେ ପାଟାଇଦେଇ ଅଇସି ବଲି ମସା କଇଲା ଆଚେ ।”
5 Jésus leur répondant, dit: C’est à cause de la dureté de votre cœur, qu’il vous a écrit ce précepte.
୫ଜିସୁ ସେମନ୍କେ କଇଲା, “ମସା କାଇକେ ଏନ୍ତି ଲେକିରଇଲା ବଇଲେ, ତମର୍ ମନ୍ବିତ୍ରର୍ ବୁଜ୍ବା ବପୁ ଡାଟ୍ ରଇଲାଟା ଦେକିକରି ସେ, ଏ ଆଦେସ୍ ଲେକିଦେଲା ଆଚେ ।
6 Mais au commencement de la création, Dieu fit un homme et une femme.
୬ଜେନ୍ତି ସାସ୍ତର୍ କଇଲାନି, ପର୍ମେସର୍ ଜେଡେବେଲେ ଏ ଦୁନିଆ ତିଆର୍କଲା, ସେବେଲେ ସେ ମାଇଜିମୁନୁସ୍ କରି ତିଆର୍କଲା ଆଚେ ।
7 C’est pourquoi l’homme quittera son père et sa mère, et s’attachera à sa femme;
୭ସେଟାର୍ପାଇ ଗଟେକ୍ ମୁନୁସ୍ ତାର୍ ବାବା ମାକେ ଚାଡିକରି ତାର୍ ମାଇଜି ସଙ୍ଗ୍ ମିସ୍ସି ।
8 Et ils seront deux dans une seule chair. Ainsi ils ne sont plus deux, mais une seule chair.
୮ସେ ଦୁଇଲକ୍ ଗଟେକ୍ ଅଇବାଇ, ଆରି ସେମନ୍ ଦୁଇଲକ୍ ଇସାବେ ନ ରଅତ୍, ମାତର୍ ଗଟେକ୍ ଲକ୍ ଇସାବେ ରଇବାଇ ।
9 Ce que Dieu donc a uni, que l’homme ne le sépare point.
୯ସେଟାର୍ପାଇ ପର୍ମେସର୍ ଜନ୍ ଦୁଇଲକ୍କେ ମିସାଇଆଚେ, କେ ମିସା ସେମନ୍କେ ବିନେ ନ ବେଗ୍ଲାଅତ୍ ।”
10 Dans la maison, ses disciples l’interrogèrent encore sur le même sujet.
୧୦ଜିସୁ ଆରି ତାର୍ ସିସ୍ମନ୍ ଗରେ ବାଉଡିଗାଲା ପଚେ, ସିସ୍ମନ୍ ଆରିତରେକ୍ ଏ ବିସଇ ତାକେ ପାଚାର୍ଲାଇ ।
11 Et il leur dit: Quiconque renvoie sa femme et en épouse une autre, commet un adultère à l’égard de celle-là.
୧୧ଜିସୁ ସେମନ୍କେ କଇଲା, “ଗଟେକ୍ ମନସ୍ ତାର୍ ମାଇଜିକେ ଚାଡ୍ପତର୍ ଦେଇ ବିନ୍ ମାଇଜିକେ ବିବା ଅଇସି ବଇଲେ, ସେ ମନସ୍ ପର୍ତୁମ୍ ମାଇଜିର୍ ବିରୁଦେ ପାଦ୍ରା କାମ୍ କଲାନି ।
12 Et si une femme quitte son mari et en épouse un autre, elle se rend adultère.
୧୨ଆରି ସେନ୍ତି ସେ ଜନ୍ ମାଇଜିଟକି ତାର୍ ମୁନୁସ୍କେ ଚାଡ୍ ପତର୍ ଦେଇ, ବିନ୍ ମୁନୁସ୍କେ ବିବା ଅଇସି ବଇଲେ ସେ ମିସା ପର୍ତୁମ୍ ମନସ୍ ବିରୁଦେ ପାଦ୍ରି କାମ୍ କଲାନି ।” ବଲିକରି କଇଲା ।
13 Cependant on lui présentait de petits enfants pour qu’il les touchât. Mais ses disciples menaçaient ceux qui les présentaient.
୧୩ଗଟେକ୍ ଦିନ୍ କେତେକ୍ ଲକ୍ମନ୍ ତାକର୍ ପିଲାଟକିମନ୍କେ ଜିସୁ ଆତ୍ ସଙ୍ଗଇ ଆସିର୍ବାଦ୍ କର ବଲି ତାର୍ଲଗେ ଆନ୍ଲାଇ । ମାତର୍ ତାର୍ ସିସ୍ମନ୍ ଲକ୍ମନ୍କେ, ଦମ୍କାଲାଇ ।
14 Jésus, les voyant, fut indigné, et leur dit: Laissez ces petits enfants venir à moi, et ne les en empêchez point; car à de tels est le royaume de Dieu.
୧୪ଜିସୁ ଏଟା ଦେକି ବେସି ରିସାଅଇ ସିସ୍ମନ୍କେ କଇଲା, “ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍, ସେମନ୍କେ ମନା କରାନାଇ । କାଇକେବଇଲେ ପର୍ମେସରର୍ ରାଇଜ୍ ଏନ୍ତି ପିଲାଟକିମନର୍ ପାରା ରଇବା ଲକ୍ମନର୍ ପାଇସେ ।
15 En vérité, je vous le dis: Quiconque n’aura point reçu le royaume de Dieu comme un petit enfant, n’y entrera point.
୧୫ମୁଇ ତମ୍କେ ସତ୍ କାତା କଇଲିନି, କେ ମିସା ଗଟେକ୍ ସାନ୍ ପିଲାର୍ ପାରା ନ ଅଇ, ପର୍ମେସରର୍ ରାଇଜ୍ ନ ନାମତ୍, ସେମନ୍ କେବେ ମିସା ତାର୍ ରାଇଜେ କେଟି ନାପାରତ୍ ।”
16 Et les embrassant et imposant les mains sur eux, il les bénissait.
୧୬ତାର୍ପଚେ ଜିସୁ ସାନ୍ ସାନ୍ ପିଲାଟକିମନ୍କେ ଉଁଚାରି ତାକର୍ ମୁଣ୍ଡେ ଚିଇକରି ଆସିର୍ବାଦ୍ କଲା ।
17 Comme il se mettait en chemin, quelqu’un accourant et fléchissant le genou, lui demanda: Bon maître, que ferai-je pour avoir la vie éternelle? (aiōnios )
୧୭ଜିସୁ ଆରି ତାର୍ ସିସ୍ମନ୍ ତେଇଅନି ବାରଇ ଜିବାବେଲେ ବାଟେ ଗଟେକ୍ ଲକ୍ ପାଲାଇ ଆସି ତାର୍ ଲଗେ କେଟ୍ଲା ଆରି ତାର୍ ମୁଆଟେ ମାଣ୍ଡିକୁଟା ଦେଇ ପାଚାର୍ଲା, “ଏ ନିମାନ୍ ଗୁରୁ, ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ?” (aiōnios )
18 Jésus lui répondit: Pourquoi m’appelles-tu bon? Nul n’est bon, que Dieu seul.
୧୮ଜିସୁ ତାକେ କଇଲା, “ତୁଇ ମକେ କାଇକେ ନିମାନ୍ ଲକ୍ ବଲି କଇଲୁସ୍ନି? କାଇକେବଇଲେ ପର୍ମେସର୍କେ ଚାଡିକରି ଆରି ବିନ୍ଟା କେ ମିସା ନିମାନ୍ ଲକ୍ ନାଇ ।
19 Tu connais les commandements: Ne commets point d’adultère; ne tue point; ne dérobe point; ne rends point de faux témoignage; ne fais point de fraude; honore ton père et ta, mère.
୧୯ଆରି ତୁଇ ନିଅମ୍ତା ଜାନିଆଚୁସ୍, ମାର୍ବାର୍ ନାଇ, ପାଦ୍ରାପାଦ୍ରି କାମ୍ କର୍ବାର୍ ନାଇ, ଚର୍ କାମ୍ କର୍ବାର୍ ନାଇ, ମିଚ୍ ସାକି ଦେବାର୍ ନାଇ, ଆୟା ବାବାକେ ସନ୍ମାନ୍ ଦିଆସ୍ ।” ବଲି କଇଲା ।
20 Mais le jeune homme reprenant la parole, lui dit: Maître, j’ai observé tous ces préceptes dès ma jeunesse.
୨୦ସେ ଲକ୍ ଜିସୁକେ କଇଲା, “ଏ ଗୁରୁ, ମୁଇତା ଏସବୁ ଆଦେସ୍ ସାନ୍ ବେଲେ ଅନି ମାନ୍ଲିନି ।”
21 Jésus, l’ayant regardé, l’aima, et lui dit: Une seule chose te manque; va, vends tout ce que tu as, donne-le aux pauvres, et tu auras un trésor dans le ciel: puis viens et suis-moi.
୨୧ଜିସୁ ତାକେ ନିକକରି ଦେକ୍ଲା ଆରି ତାକେ ଆଲାଦ୍ କରି କଇଲା, “ତୁଇ ଏବେ ମିସା ଗଟେକ୍ ବିସଇତେଇ ଉନା ଆଚୁସ୍ । ତୁଇ ଜାଇ ତର୍ ଦନ୍ସଁପତି ବିକି, ସେ ଡାବୁ ଗରିବ୍ ଲକ୍ମନ୍କେ ବାଟାକରି ଦେସ୍, ତୁଇ ସର୍ଗେ ଦନ୍ ପାଇସୁ । ଏନ୍ତିକରି ମର୍ ପଚେ ପଚେ ଆଉ ।” ବଲିକରି କଇଲା ।
22 Mais, affligé de cette parole, il s’en alla triste, car il avait de grands biens.
୨୨ଜିସୁ କଇଲା ଏ କାତା ସୁନିକରି ସେ ଲକ୍ ମୁ ସୁକାଇ କରି, ଗରେ ଉଟିଗାଲା । କାଇକେବଇଲେ ସେଲକ୍ ବେସି ସାଉକାର୍ ରଇଲା ।
23 Alors Jésus regardant autour de lui, dit à ses disciples: Qu’il est difficile que ceux qui ont des richesses entrent dans le royaume de Dieu!
୨୩ଜିସୁ ଚାରିବେଡ୍ତି ଦେକିକରି ସିସ୍ମନ୍କେ କଇଲା, “ସାଉକାର୍ ଲକ୍ମନ୍ ପର୍ମେସରର୍ ରାଇଜେ ଜିବାଟା ବେସି କସ୍ଟ ଆଚେ ।”
24 Or ses disciples étaient tout étonnés de ce discours; mais Jésus prenant de nouveau la parole, leur dit: Mes enfants bien-aimés, qu’il est difficile à ceux qui se confient dans les richesses, d’entrer dans le royaume de Dieu!
୨୪ଜିସୁର୍ କାତା ସୁନିକରି ସିସ୍ମନ୍ କାବା ଅଇଗାଲାଇ । ମାତର୍ ଜିସୁ ସେମନ୍କେ ଆରିତରେକ୍ କଇଲା, “ଏ ମର୍ ପିଲାମନ୍ ପର୍ମେସରର୍ ରାଇଜେ ଜିବାଟା ଲକ୍ମନ୍କେ କେଡେକ୍ କସ୍ଟ!
25 Il est plus facile à un chameau de passer par le chas d’une aiguille, qu’à un riche d’entrer dans le royaume de Dieu.
୨୫ଜେନ୍ତି ଗଟେକ୍ ବଡ୍ ଜଁତ୍ ସୁଜି ବାଟେ ଚିଙ୍ଗ୍ଲି ଜିବାକେ କସ୍ଟ, ସାଉକାର୍ ଲକ୍ ପର୍ମେସରର୍ ରାଇଜେ କେଟ୍ବାଟା ତାର୍ତେଇଅନି ଅଦିକ୍ କସ୍ଟ ।”
26 Et ils demeuraient encore plus étonnés, se disant l’un à l’autre: Et qui peut donc être sauvé?
୨୬ସିସ୍ମନ୍ ଆରିତରେକ୍ ବେସି କାବା ଅଇଗାଲାଇ ଆରି ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏନ୍ତି ବଇଲେ କେ ତେବେ ରକିଆ ପାଇସି?”
27 Mais Jésus les regardant, dit: Aux hommes, cela est impossible, mais non pas à Dieu; car tout est possible à Dieu.
୨୭ଜିସୁ ସେମନ୍କେ ଦେକିକରି କଇଲା, “ଏ ବିସଇ ଲକ୍ମନର୍ ଟାନେ ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।”
28 Alors Pierre se mit à lui dire: Voici que nous avons, nous, tout quitté pour vous suivre;
୨୮ପିତର୍ ଜିସୁକେ କଇଲା, “ଦେକା ଆମେ ଆମର୍ ସବୁ ଚାଡିଦେଇ ତମର୍ ସଙ୍ଗ୍ ଆଇଲୁଆଚୁ ।”
29 Jésus répondant, dit: En vérité, je vous le dis, nul n’aura quitté maison, ou frères, ou sœurs, ou père, ou mère, ou fils, ou terres à cause de moi et à cause de l’Evangile,
୨୯ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଜେ ମର୍ ସଙ୍ଗ୍ ଆଇବାକେ ଆରି ପର୍ମେସରର୍ ନିମାନ୍ କାତା ଜାନାଇବାକେ ଗର୍ ଦୁଆର୍, ବାଇ ବଇନି, ମା ବାବା, ପିଲାଟକି ଆରି ଜମିବାଡି ଚାଡିକରି ଆଚେ,
30 Qui ne reçoive maintenant, en ce temps même, cent fois autant de maisons, de frères, de sœurs, de mères, de fils et de terres, avec des persécutions, et, dans le siècle à venir, la vie éternelle. (aiōn , aiōnios )
୩୦ସେ ସତ୍ସେ, ନିଜର୍ ଚାଡିରଇଲା ସବୁ ବିସଇତେଇଅନି ସଏ ବାଗ୍ ଅଦିକ୍ ଏ ଜୁଗେ ପାଇସି । ଗର୍ ଦୁଆର୍, ବାଇ ବଇନି, ମାଆ ବାବା, ପିଲାଟକି ଆରି ଜମିବାଡି ଏ ସବୁ ଦିନ୍ସୁ ଅଦିକ୍ ପାଇସି ଆରି ତାର୍ ସଙ୍ଗ୍ ଗେଞ୍ଜ୍ନା ମିସା ପାଇସି । ମାତର୍ ଆଇବା ଜୁଗେ ପର୍ମେସରର୍ ରାଇଜେ, ସେ ନ ସାର୍ବା ଜିବନ୍ ପାଇସି । (aiōn , aiōnios )
31 Mais beaucoup de premiers seront les derniers, et beaucoup de derniers, les premiers.
୩୧ମାତର୍ ଜନ୍ ଲକ୍ମନ୍ ଆଗ୍ତୁ ଅଇତେରଇବାଇ, ସେମନ୍ ପଚେ ରଇବାଇ । ଆରି କେ କେ ପଚେ ରଇବାଇ, ସେମନ୍ ଆଗ୍ତୁ ରଇବାଇ ।”
32 Or ils étaient en chemin pour monter à Jérusalem; Jésus marchait devant eux, et ils en étaient tout étonnés, et ils le suivaient pleins de crainte. Et prenant encore à part les douze, il commença à leur dire ce qui devait lui arriver.
୩୨ସେମନ୍ ଜିରୁସାଲମେ ଗାଲାବେଲେ, ଜିସୁ ସେମନର୍ ଆଗ୍ତୁ ଆଗ୍ତୁ ଜାଇତେ ରଇଲା । ସେବେଲା ସିସ୍ମନ୍ କାବାଅଇଜାଇତେ ରଇଲାଇ । ଆରି ଜିସୁର୍ ପଚେ ପଚେ ଜିବା ଲକ୍ମନ୍ ସବୁ ସେ ଜିରୁସାଲେମେ ଗାଲାନି ବଲି ଡରିଜାଇତେ ରଇଲାଇ । ଜିସୁ ତାର୍ ବାର୍ଟା ସିସ୍ମନ୍କେ ବିନେ ଡାକିନେଇକରି ନିଜ୍କେ କାଇକାଇଟା ଅଇସି, ସେ ବିସଇ କଇବାର୍ ଦାର୍ଲା ।
33 Voilà que nous montons à Jérusalem, et le Fils de l’homme sera livré aux princes des prêtres, aux scribes et aux anciens; ils le condamneront à mort, et le livreront aux gentils;
୩୩ଜିସୁ ତାର୍ ସିସ୍ମନ୍କେ କଇଲା, “ସୁନା ଆମେ ଜିରୁସାଲମେ ଗାଲୁନି । ତେଇ ପର୍ମେସରର୍ଟାନେଅନି ଆସିରଇବା ନର୍ପିଲା, ମକେ ବିସ୍ବାସେ ବିସ୍ ଦେଲାପାରା କରି ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଇ ଦେବା ଲକ୍ମନ୍କେ ସର୍ପି ଦେବାଇ । ସେମନ୍ ମକେ କିଜାଇକରି ବିଚାର୍ କରି ‘ଆକେ ମରାଇବାର୍ ଆଚେ ।’ ବଲି ରମିୟ ଲକ୍ମନ୍କେ ସର୍ପି ଦେବାଇ ।
34 Et ils l’insulteront, cracheront sur lui, le flagelleront, et le tueront; et le troisième jour il ressuscitera.
୩୪ସେମନ୍ ମକେ ଟାପ୍ରା କର୍ବାଇ, ମର୍ ଉପ୍ରେ ତୁକ୍ବାଇ । ମକେ କର୍ଡା ସଙ୍ଗ୍ ମାର୍ବାଇ, ଆରି ସାରାସାରି ମରାଇବାଇ । ମାତର୍ ମରିକରି ତିନ୍ଦିନ୍ ଗାଲାପଚେ, ମୁଇ ଆରି ତରେକ୍ ମଲାଟାନେଅନି ଉଟ୍ବି ।”
35 Alors s’approchèrent de lui Jacques et Jean, fils de Zébédée, disant: Maître, nous voudrions que tout ce que nous vous demanderons, vous le fissiez pour nous.
୩୫ଜେବଦି ନାଉଁର୍ ଗଟେକ୍ ଲକର୍ ପିଲାମନ୍ ଜାକୁବ୍ ଆରି ଜଅନ୍ ଜିସୁର୍ତେଇ ଆସି ତାକେ କଇଲାଇ, “ଏ ଗୁରୁ, ଆମେ ତର୍ତେଇ ଜାଇଟା ମାଙ୍ଗ୍ବୁ, ତୁଇ ସେଟା କର୍ ବଲି ଆମେ ମନ୍ କଲୁନି ।”
36 Mais il leur répondit: Que voulez-vous que je fasse pour vous?
୩୬ଜିସୁ ପାଚାର୍ଲା, “ମୁଇ ତମର୍ ପାଇ କାଇଟା କର୍ବି ବଲି ମନ୍ କଲାସ୍ନି?”
37 Et ils dirent: Accordez-nous que nous soyons assis l’un à votre droite et l’autre à votre gauche, dans votre gloire,
୩୭ସେମନ୍ ଜିସୁକେ କଇଲାଇ, “ତୁଇ ତର୍ ଡାକ୍ପୁଟା ପାଇବା ବସ୍ବା ଜାଗାଇ ବସ୍ଲା ବେଲେ ଆମର୍ ଦୁଇଲକର୍ ବିତ୍ରେ ଅନି ଗଟେକ୍ ଲକ୍କେ ତର୍ ଉଜା ବାଟେ ଆରି ଗଟେକ୍ ଲକ୍କେ ଡେବ୍ରି ବାଟେ ବସାଅ ବଲି ମନ୍ କଲୁନି ।”
38 Mais Jésus leur dit: Vous ne savez ce que vous demandez: pouvez-vous boire le calice que je bois, ou être baptisés du baptême dont je suis baptisé?
୩୮ଜିସୁ ସେମନ୍କେ କଇଲା, “ତମେ କାଇ ବିସଇ ମାଙ୍ଗ୍ଲାସ୍ନି ସେ ବିସଇ ନାଜାନାସ୍ । ମକେ ଜନ୍ ମୁତାଇ ଦୁକ୍କସ୍ଟ ପାଇବାକେ ଆଚେ, ସେ ମୁତାର୍ ଦୁକ୍କସ୍ଟ ପାଇପାରାସ୍ କି? ଆରି ମୁଇ ଜନ୍ ଡୁବନ୍ ନେବାର୍ ଆଚେ, ସେ ଡୁବନ୍ ନେଇ ପାରାସ୍ କି?”
39 Ils lui répondirent: Nous le pouvons. Mais Jésus leur dit: À la vérité, le calice que je bois, vous le boirez, et vous serez baptisés du baptême dont je suis baptisé;
୩୯ସେମନ୍ ଜିସୁକେ କଇଲାଇ, “ଉଁ ଆମେ ପାର୍ବୁ ।” ଜିସୁ ସେମନ୍କେ କଇଲା, “ଏଟା ସତ୍ସେ । ମୁଇ ଜନ୍ ମୁତାର୍ ଦୁକ୍କସ୍ଟ ପାଇବି ଆରି ଜନ୍ ଡୁବନ୍ ନେବି ତମେମିସା ସେ ମୁତାର୍ ଦୁକ୍ କସ୍ଟ ଆରି ଡୁବନ୍ ପାଇସା ।
40 Mais d’être assis à ma droite ou à ma gauche, il ne m’appartient pas de vous l’accorder à vous, mais à ceux à qui il a été préparé.
୪୦ମାତର୍ ମର୍ ଉଜାବାଟେ କି ଡେବ୍ରିବାଟେ ବସ୍ବାକେ ଦେବାର୍, ମର୍ ଅଦିକାର୍ ନାଇ, ମାତର୍ ମର୍ ବାବା ବାଚ୍ସି ।”
41 Or, entendant cela, les dix s’indignèrent contre Jacques et Jean.
୪୧ଜାକୁବ୍ ଆରି ଜଅନ୍ କଇଲା କାତା ବିନ୍ ସିସ୍ମନ୍ ଜେଡେବେଲ୍ ସୁନ୍ଲାଇ, ଜାକୁବ୍ ଆରି ଜଅନ୍କେ ବେସି ରିସା ଅଇଗାଲାଇ ।
42 Mais Jésus les appelant, dit: Vous savez que ceux qui passent pour régner sur les nations, les dominent, et que leurs princes ont puissance sur elles.
୪୨ମାତର୍ ଜିସୁ ତାର୍ ସିସ୍ମନ୍କେ ଗଟେକ୍ଟାନେ ଡାକି କରି ସେମନ୍କେ କଇଲା, “ଏ ଦୁନିଆର୍ ରାଜାମନ୍ ଆରି ନେତାମନ୍ ଲକ୍ମନ୍କେ ନିଜର୍ ଅଦିକାରେ ରକ୍ବାକେ ମନ୍ କର୍ବାଇ । ଆରି ସର୍କାର୍ ମିସା ତାକର୍ ତଲେ ରଇଲା ଲକ୍ମନ୍କେ ନିଜର୍ ଅଦିକାରେ ରକି ରଇବାକେ ମନ୍ କର୍ବାଇ । ଏ ବିସଇ ତମେ ଜାନିଆଚାସ୍ ।
43 Il n’en est pas ainsi parmi vous; mais quiconque voudra devenir le plus grand, sera votre serviteur;
୪୩ମାତର୍ ତମର୍ ବିତ୍ରେ ଏନ୍ତି ନ ରଇକରି ବିନ୍ବାବେ ରଇବାର୍ ଆଚେ । ତମର୍ ବିତ୍ରେଅନି କେ ବଡ୍ ଲକ୍ ପାରା ଦେକାଇଅଇବାକେ ମନ୍ କଲାନି ବଇଲେ, ସେ ତମର୍ ସବୁ ଲକର୍ ଗଟେକ୍ ଗତିଦାଙ୍ଗ୍ଡା ପାରା ରଅ ।
44 Et quiconque voudra être le premier parmi vous, sera le serviteur de tous.
୪୪ଜଦି କେ ତମର୍ ବିତ୍ରେ ଅନି ପର୍ମେସରର୍ ମୁଆଟେ ମୁକିଅ ଲକ୍ ଅଇବାକେ ମନ୍ କଲାନି ବଇଲେ, ସେ ଗଟେକ୍ ଗେନ୍ଲା ଗତିଦାଙ୍ଗ୍ଡା ପାରା ସେବା କର ।
45 Car le Fils de l’homme même n’est pas venu pour être servi, mais pour servir, et donner sa vie pour la rédemption d’un grand nombre.
୪୫କାଇକେ ବଇଲେ ପର୍ମେସର୍ଟାନେଅନି ଆସିରଇବା ନର୍ପିଲା ମୁଇ, ବିନ୍ ଲକ୍ମନର୍ଟାନେଅନି ମକେ ସେବା ମିଲ ବଲି ଆସି ନାଇ, ମାତର୍ ସେବା କର୍ବାକେ ଆସି ଆଚି । ଆରି ମୁଇ ଜିବନ୍ ଦେବାର୍ ଲାଗି, ବେସି ଲକ୍ ଦସି ବଲି ଏଜାଇ ନ ଅଇ, ପାପେଅନି ରକିଆ ପାଇବାଇ ।”
46 Ils vinrent ensuite à Jéricho; et comme il partait de Jéricho avec ses disciples et avec une grande multitude, le fils de Timée, Bartimée l’aveugle, qui était assis sur le bord du chemin, demandant l’aumône,
୪୬ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ଜିରିଅ ନାଉଁର୍ ଗଡେ କେଟ୍ଲାଇ । ସେ ଗଡ୍ ଚାଡିକରି ଗାଲାବେଲେ, ତିମାୟ ନାଉଁର୍ ଲକର୍ ପିଲା ବାର୍ତିମୟ ବଲି ଗଟେକ୍ କାଣା ଲକ୍ ବାଟ୍ପାଲି ବସି ବିକ୍ ମାଙ୍ଗ୍ତେରଇଲା ।
47 Ayant entendu que c’était Jésus de Nazareth, se mit à crier, disant: Jésus, fils de David, ayez pitié de moi!
୪୭ନାଜରିତର୍ ଜିସୁ ଏବାଟେ ଆଇଲାନି ବଲି ସୁନି, ସେ ବେସି ଆଉଲି ଅଇକରି କଇଲା, “ଏ ଦାଉଦର୍ ପଅ ଜିସୁ, ମକେ ଦୟାକରା!”
48 Nombre de personnes le menaçaient pour le faire taire; mais lui criait beaucoup plus encore: Fils de David, ayez pitié de moi!
୪୮ବେସି ଲକ୍ମନ୍ ତାକେ ଚିମ୍ରାଇଅଇ ରଇବାକେ କଇଲାଇ, ମାତର୍ ସେ କାଣାଲକ୍ ଅଦିକ୍ ଅଦିକ୍ ଆଉଲିଅଇକରି କଇଲା, “ଏ ଦାଉଦର୍ ପଅ! ମକେ ଦୟା କରା ।”
49 Alors Jésus, s’arrêtant, ordonna qu’on l’appelât. On appela donc l’aveugle en lui disant: Aie confiance, lève-toi, il t’appelle.
୪୯ଜିସୁ ତେବିକରି କଇଲା, “ତାକେ ମର୍ ଲଗେ ଆଇବାକେ କୁଆ ।” ଲକ୍ମନ୍ କାଣାକେ ଡାକିକରି କଇଲାଇ, “ସାଆସ୍ ଦାରିକରି ଉଟ୍, ଜିସୁ ତକେ ଡାକ୍ଲାନି ।”
50 Celui-ci, jetant son manteau, s’élança et vint à Jésus.
୫୦କାଣା ଲକ୍ ତାର୍ ଚାଦର୍ ତେଇ ପିଙ୍ଗିଦେଇକରି ଚିକାଲ୍ନା ଡେଗଇ ଉଟ୍ଲା ଆରି ଜିସୁର୍ ଲଗେ ଗାଲା ।
51 Et Jésus lui demanda: Que veux-tu que je te fasse? L’aveugle lui répondit: Maître, que je voie.
୫୧ଜିସୁ ତାକେ ପାଚାର୍ଲା “ମୁଇ ତର୍ପାଇ କାଇଟା କର୍ବି ବଲି ତୁଇ ମନ୍ କଲୁସ୍ନି?” ସେ କଇଲା, “ଏ ଗୁରୁ, ମୁଇ ଜେନ୍ତିକି ଦେକି ପାର୍ବି ସେଟା ମନ୍ କଲିନି ।”
52 Va, lui dit Jésus, ta foi t’a guéri. Et aussitôt il vit, et il le suivait dans le chemin.
୫୨ଜିସୁ ତାକେ କଇଲା, “ଜା, ତୁଇ ନିମାନ୍ ଅଇଜାଇ ଆଚୁସ୍ । କାଇକେବଇଲେ ତୁଇ ମକେ ବିସ୍ବାସ୍ କରି ଆଁକି ଦେକି ପାର୍ଲୁସ୍ନି ।” ସେଦାପ୍ରେସେ କାଣା ଆଁକି ଦେକି ବାଟେ ବାଟେ ଜିସୁର୍ ପଚେ ଜିବାର୍ ଦାର୍ଲା ।