< Actes 3 >
1 Pierre et Jean montaient un jour au Temple pour la prière de la neuvième heure;
୧ଗଟେକ୍ ଦିନେ ପିତର୍ ଆରି ଜଅନ୍ ପାର୍ତନା କର୍ବାକେ ମନ୍ଦିରେ ଗାଲାଇ, ଜେଡେବେଲେ କି ପାର୍ତନା କର୍ବା ବେଲା ମୁଇଦାନିଆ ତିନ୍ ଗଁଟା ଅଇରଇଲା ।
2 or, il y avait un homme estropié de naissance que, tous les jours, on apportait et on déposait à la porte du Temple dite «La Belle», pour demander l'aumône à ceux qui entraient.
୨ତେଇ ଗଟେକ୍ ଲକ୍ ରଇଲା । ସେ ଜନମେଅନି ଚଟା । ତାକେ ସବୁଦିନ୍ ଲକ୍ମନ୍ ବଇକରି ସୁନ୍ଦର୍ ବଲି କଇବା ମନ୍ଦିରର୍ ଡିଆଗଡି, ନିଆ ଆନା କର୍ତେରଇଲାଇ । ସେ ଜେନ୍ତିକି ମନ୍ଦିରେ ଆଇଲା ଲକ୍ମନ୍କେ ବିକ୍ ମାଙ୍ଗି ପାର୍ସି ।
3 Voyant Pierre et Jean qui allaient pénétrer dans le Temple, il s'adressa à eux pour recevoir une aumône.
୩ପିତର୍ ଆରି ଜଅନ୍ ମନ୍ଦିର୍ ବିତ୍ରେ ପୁର୍ବାଟା ଦେକି ସେ ସେମନ୍କେ କାଇଟା ମିସା ଦିଆ, ବଲି ବିକ୍ମାଗ୍ଲା ।
4 Pierre arrêta sur lui son regard, ainsi que Jean: «Regarde-nous, lui dit-il.»
୪ପିତର୍ ଆରି ଜଅନ୍ ତାକେ ନିମାନ୍କରି ତିରିଆଇ ଦେକ୍ଲାଇ ଆରି ପିତର୍ କଇଲା, “ଆମର୍ ବାଟେ ଦେକ୍!”
5 Lui les fixait attentivement, s'attendant à recevoir quelque chose.
୫ସେ କାଇଟାଆଲେ ପାଇବା ଆସାଇ ସେମନର୍ ବାଟେ ମୁ ବୁଲାଇ ଦେକ୍ଲା ।
6 Mais Pierre continua: «Je n'ai ni argent ni or, mais ce que j'ai, je te le donne; au nom de Jésus-Christ de Nazareth, marche!»
୬ମାତର୍ ପିତର୍ ତାକେ କଇଲା, “ମର୍ଲଗେ ସୁନା କି ରୁପା ନାଇ, ମକେ ଜାଇଟା ଆଚେ ସେଟା ତକେ ଦେଲିନି । ନାଜରିତର୍ ଜିସୁର୍ ନାଉଁଦାରି ମୁଇ ଆଦେସ୍ ଦେଲିନି, ଉଟ୍ ଆରି ଇଣ୍ଡ୍!”
7 En même temps il lui prenait la main droite et le levait; immédiatement ses pieds et ses chevilles devinrent fermes;
୭ଏନ୍ତି କଇକରି ପିତର୍ ତାକେ ଉଜା ଆତ୍ ଦାରି ଉଟାଇଲା, ସେ ଦାପ୍ରେ ସେ ଲକର୍ ପାଦ୍ ଆରି ଗଡ୍ ସବୁ ଡାଟ୍ ଅଇଲା ।
8 d'un saut il se mit debout; il marchait! et il entra avec eux dans le Temple, marchant, sautant et louant Dieu.
୮ସେ ଚିକାଲ୍ନା ଡେଗଇକରି ଉଟ୍ଲା ଆରି ଇଣ୍ଡ୍ବାର୍ ଦାର୍ଲା । ସେ ଇଣ୍ଡି ଇଣ୍ଡି ଡେଗଇ ଡେଗଇ ପର୍ମେସରର୍ ଡାକ୍ପୁଟା କରିକରି ତାକର୍ ସଙ୍ଗ୍ ମନ୍ଦିରେ ଗାଲା ।
9 Tout le peuple le vit marcher et louer Dieu,
୯ତେଇ ରଇବା ଲକ୍ମନ୍ ତାକେ ଇଣ୍ଡ୍ବାଟା ଆରି ପର୍ମେସର୍କେ ଡାକ୍ପୁଟା କର୍ବାଟା ଦେକ୍ଲାଇ ।
10 chacun le reconnaissait; c'était bien lui, l'homme qui demandait l'aumône assis à «La Belle Porte» du Temple; complète était la stupéfaction comme l'enthousiasme de ce qui lui était arrivé.
୧୦ମନ୍ଦିରର୍ ସୁନ୍ଦର୍ ନାଉଁର୍ ଡିଆଗଡି ବସି ରଇଲା ମାଙ୍ଗ୍ତିଆ ବଲି ଚିନ୍ଲାଇ । ଆରି ତାକେ ଜାଇଟା ଗଟି ରଇଲା ସବୁ ଜାନି କାବାଅଇଜାଇ କାନାବାନା ଅଇଲାଇ ।
11 Cet homme ne quittant pas Pierre et Jean, c'est vers eux, au portique dit de Salomon, qu'accourut tout le peuple, confondu de surprise.
୧୧ସେ ଲକ୍ ପିତର୍କେ ଆରି ଜଅନ୍କେ ନ ଚାଡ୍ତେରଇଲା । ସଲ୍ମନର୍ ପିଣ୍ଡାଇ ତାକର୍ ସଙ୍ଗ୍ ରଇବାଟା ଦେକି, ଲକ୍ମନ୍ କାବାଅଇଗାଲାଇ । ପଚେ ପାଲାଇ ଆଇଲାଇ ।
12 Voyant cela, Pierre s'adressa ainsi à la foule: «Hommes d'Israël, Pourquoi vous étonnez-vous de ce qui vient de se passer? Pourquoi nous regardez-vous avec cette insistance, comme si c'était nous, par nos propres forces ou par notre piété, qui avions fait, marcher cet homme?
୧୨ପିତର୍ ସେମନ୍କେ ଦେକି କଇଲା, “ଏ ଇସ୍ରାଏଲର୍ ବାଇମନ୍, ତମେ କାଇକେ କାବାଅଇଜାଇ ଆମର୍ ବାଟେ ଏନ୍ତାର୍ ଦେକ୍ଲାସ୍ନି? କାଇଟା ବାବ୍ଲାସ୍ନି? ଆମର୍ ନିଜର୍ ବପୁସଙ୍ଗ୍ କି ଦରମ୍ସଙ୍ଗ୍ ଏ ଲକ୍କେ ଇଣ୍ଡ୍ବା ବପୁ ଦେଲୁଆଚୁ?
13 Le Dieu d'Abraham, d'Isaac et de Jacob, le Dieu de nos pères a glorifié son serviteur Jésus que vous, vous avez livré et que vous avez renié devant Pilate, et cela, quand lui, il voulait le relâcher!
୧୩ଆମର୍ ଆନିଦାଦିମନର୍ ପର୍ମେସର୍ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ପରମେସର୍ ତାର୍ ସେବାକାରିଆ ଜିସୁକେ ଡାକ୍ପୁଟା କଲାଆଚେ । ମାତର୍ ତମେ ତାକେ ସାସନ୍କାରିଆମନର୍ ଆତେ ସର୍ପିଦେଲାସ୍ । ଏନ୍ତି କି ପିଲାତ୍ ତାକେ ଚାଡିଦେବାକେ ମନ୍କରି ରଇଲେ ମିସା ତାର୍ ମୁଆଟେ ଚାଡ୍ନାଇ ବଲି କଇଲାସ୍ ।
14 Oui, vous avez renié le Saint et le Juste, et vous avez demandé la grâce d'un meurtrier,
୧୪ସେ ଆକା ଗଟେକ୍ସେ ସୁକଲ୍ ଆରି ଦରମ୍ ଲକ୍ ରଇଲା । ମାତର୍ ତମେ ତାକେ ନାମାସ୍ ନାଇ ଆରି ତାର୍ ବାଦୁଲେ ଗଟେକ୍ ନର୍ମାରୁକେ ମୁକ୍ଲାଇବାକେ ପିଲାତ୍କେ ଗୁଆରି କଲାସ୍ ।
15 vous avez tué l'auteur de la vie, que Dieu a ressuscité d'entre les morts, et nous, nous sommes ses témoins.
୧୫ଜେ ଜିବନର୍ ବାଟ୍ ଦେକାଉ, ତାକେ ତମେ ମାର୍ଲାସ୍, ମାତର୍ ପର୍ମେସର୍ ତାକେ ମଲାଟାନେଅନି ଆରି ତରେକ୍ ଜିବନ୍ କରି ଉଟାଇଲା । ଆମେ ଅଇଲୁନି ତାର୍ ସାକି ।
16 C'est par la foi en son nom que ce nom a guéri l'homme que vous voyez et connaissez; la foi qui agit par lui a donné à cet homme, et en votre présence à tous, une guérison complète.»
୧୬ତାର୍ ନାଉଁର୍ ବପୁ ସଙ୍ଗ୍ ଏ ଚଟା ନିମାନ୍ ଅଇଲାଆଚେ । ଜନ୍ ଗଟ୍ନା ଏବେ ତମେ ନିଜେ ଦେକି ସତ୍ ବଲି ଜାନ୍ଲାସ୍, ସେଟା ଅବ୍କା ତାର୍ ନାଉଁଦାରି ବିସ୍ବାସ୍ କଲାକେସେ ମିଲ୍ଲା ଆଚେ । ଜିସୁକେ ବିସ୍ବାସ୍ କଲାକେ ସେ ନିମାନ୍ ଅଇଲା ଆଚେ, ଏଟା ତମେ ଦେକ୍ଲାସ୍ ।”
17 «Je sais d'ailleurs, frères, que vous avez fait tout cela dans votre ignorance et vos magistrats aussi.
୧୭“ସେଟାର୍ ପାଇ ଏ ଇସ୍ରାଏଲର୍ ବାଇମନ୍, ତମେ ଆରି ତମର୍ ନେତାମନ୍ ଜିସୁକେ ଜାଇଟା କଲାସ୍, ସେଟା ନାଜାନିକରି କଲାସ୍, ଏଟା ମୁଇ ଜାନି ।
18 Dieu a accompli de cette manière ce qu'il avait prédit d'avance par la bouche de tous les prophètes, savoir que son Christ devait souffrir.
୧୮ବେସି ବରସ୍ ଆଗ୍ତୁ ତାର୍ ବବିସତ୍ବକ୍ତା ମନର୍ଟାନେ ଅନି ଜାନାଇରଇବା କାତା ଇସାବେ ଏବେ ସିଦ୍ ଅଇଲା ଜେ, ସେ ମସିଅ ଦୁକ୍ପାଇବାକେ ଅଇସି ।
19 Repentez-vous donc et convertissez-vous pour que vos péchés soient effacés et alors pourront venir de la part du Seigneur des temps de rafraîchissement,
୧୯ସେନ୍ତିଆଲେ ତମେ ମନ୍ବାଦ୍ଲାଇ କରି ପରମେସରର୍ ବାଟେ ବାଉଡି ଆସା । ତେବେ ସେ ତମର୍ ପାପ୍ କେମା କର୍ସି ।”
20 et il vous enverra celui qu'il vous a destiné, Jésus-Christ,
୨୦ଆରି ମାପ୍ରୁର୍ଟାନେଅନି ଆତ୍ମାଇ ବପୁ ପାଇସା, ପରମେସର୍ ତମର୍ପାଇ ସେ ଆଗେଅନି ବାଚ୍ଲା, ମସିଅ ଜିସୁକେ ପାଟାଇସି ।
21 que le ciel doit recevoir jusqu'à l'époque du rétablissement universel dont Dieu a parlé autrefois par la bouche de ses saints prophètes.» (aiōn )
୨୧ପର୍ମେସର୍ ସବୁ ବିସଇ ନୁଆ କର୍ବା ବେଲା ଜାକ ସେ ସର୍ଗେ ରଇସି । ଏଟା ପର୍ମେସର୍ ପୁର୍ବେ ରଇଲା ତାର୍ ସୁକଲ୍ ବବିସତ୍ବକ୍ତାମନ୍କେ ସପତ୍ କରିରଇଲା । (aiōn )
22 «D'une part, Moïse a dit: «Le Seigneur notre Dieu vous suscitera d'entre vos frères un prophète semblable à moi, vous l'écouterez dans tout ce qu'il vous dira,
୨୨ସେ ବିସଇ ମସା କଇରଇଲା, ତମର୍ ମାପ୍ରୁ ପରମେସର୍ ତମର୍ ଲଗେ ମର୍ପାରା ବବିସତ୍ବକ୍ତାକେ ପାଟାଇସି । ତମର୍ ବାଇମନର୍ ବିତ୍ରେ ଅନି ଗଟେକ୍ ଲକ୍କେ ପାଟାଇସି । ସେ ଜେତ୍କି ବିସଇ କଇସି, ସେଟା ସବୁ ତମେ ମାନ୍ବାର୍ ଆଚେ ।
23 et quiconque n'écoutera pas ce prophète, sera exterminé du milieu du peuple.»
୨୩କେ ଜଦି ସେ ବବିସତ୍ବକ୍ତାର୍ କାତା ନ ନାମେ ତାକେ ପରମେସରର୍ ଲକ୍ମନର୍ଟାନେଅନି ଅଲ୍ଗା କରି କୁରୁପ୍ନାସ୍ କରିପାକାଇସି ।
24 D'autre part, tous les prophètes, depuis Samuel et ses successeurs, ont parlé et ont annoncé ces jours-là.
୨୪ଜେତ୍କି କବର୍ ସୁନିରଇବା ବବିସତ୍ବକ୍ତା ରଇଲାଇ, ସାମୁଏଲ୍ ଆରି ଜେ ଜେ ତାର୍ ପଚେ ଆଇଲାଇ ଆରି ଏବେ ଜାଇଟା ଗଟ୍ଲା, ସେ ବିସଇ କଇରଇଲାଇ ।
25 Vous êtes les fils des prophètes et les héritiers de l'alliance que Dieu, a conclue avec nos pères, disant à Abraham: «Toutes les familles de la terre seront bénies en ta postérité.»
୨୫ପର୍ମେସର୍ ବବିସତ୍ବକ୍ତାମନର୍ ଟଣ୍ଡେଅନି ଜନ୍ସବୁ କାତା ଦେଲାଆଚେ ସେଟା ତମର୍ ପାଇସେ ଟିକ୍ । ତମର୍ ଆନିଦାଦିମନର୍ ସଙ୍ଗ୍ ଜନ୍ ରାଜିନାମା କଲାଆଚେ, ତମେ ମିସା ତେଇ ମିସିଆଚାସ୍ । ପର୍ମେସର୍ ଅବ୍ରାଆମ୍କେ କଇରଇଲା, “ମୁଇ ତମର୍ ନାତିତିତି ମନର୍ଟାନେଅନି ଜଗତର୍ ସବୁ ଲକ୍କେ ଆସିର୍ବାଦ୍ କର୍ବି ।
26 Pour vous, les premiers, Dieu a suscité son serviteur et l'a envoyé vous bénir en détournant chacun de vous de ses iniquités.»
୨୬ସେଟାର୍ପାଇ ପରମେସର୍ ତାର୍ ସେବାକାରିଆକେ ବାଚ୍ଲା ଆରି ତମ୍କେ ସବୁ ଲକ୍କେ ବାନିଆ ବାଟେଅନି ବାଉଡାଇଆନ୍ବାକେ ଆରି ଆସିର୍ବାଦ୍ କର୍ବାକେ ପର୍ତୁମ୍ ତାକେ ତମର୍ ଲଗେ ପାଟାଇଲା ।”