< Actes 12 >
1 Vers la même époque, le roi Hérode e se mit à persécuter quelques-uns des membres de l'Église.
୧ଏ ବେଲାଇ, ଏରଦ୍ ରାଜା ଜିରୁସାଲେମ୍ ମଣ୍ଡଲିର୍ କେତେକ୍ ବିସ୍ବାସିମନ୍କେ ତାଡ୍ନା ଦେବାର୍ ଦାର୍ଲା ।
2 Il fit trancher la tête à Jacques, frère de Jean.
୨ଜଅନର୍ ବାଇ ଜାକୁବ୍କେ କାଣ୍ଡା ସଙ୍ଗ୍ ମାରି ମରାଇଲା, ଜାକୁବ୍ ଜଅନର୍ ବଡ୍ ବାଇ ରଇଲା ।
3 Voyant le bon effet qu'il produisait ainsi sur les Juifs, il ordonna aussi d'enfermer Pierre. On était à la semaine des Azymes.
୩ଜାକୁବ୍କେ ମରାଇଲାଟା ଜିଉଦିମନ୍କେ ସାର୍ଦା କରାଇଲା । ଏଟା ଦେକି ଏରଦ୍ ପିତର୍କେ ମିସା ବନ୍ଦି କର୍ବାକେ ତିଆର୍ଲା । ଏଟା ଜିଉଦିମନ୍ କମିର୍ ନ ମିସାଇତେ ରୁଟିକର୍ବା ପରବ୍ ବେଲେ ଅଇରଇଲା ।
4 Il le fit arrêter et mettre en prison, et chargea quatre escouades, de quatre soldats chacune, de le surveiller. Son intention était de le juger après la Pâque et en présence de tout le peuple.
୪ସଇନମନ୍ ପିତର୍କେ ବାନ୍ଦିକରି ବନ୍ଦିଗରେ ପୁରାଇଲାଇ । ରକିଆ ପାଇବା ପରବର୍ ପଚେ ସବୁ ଲକର୍ ମୁଆଟେ ବିଚାର୍ନା କର୍ବି ବଲି ଏରଦ୍ ବାବି ରଇଲା । ସେଟାର୍ପାଇ ଗଟେକ୍ ଦଲେ ଚାରିଲକ୍ ଲାକା ଅଇ, ଚାରିଟା ଦଲ୍କରି ସନିଅମନ୍ ତାକେ ଜାଗିରଇଲାଇ ।
5 Pierre était donc gardé dans la prison et l'Église adressait à Dieu de ferventes prières pour lui.
୫ପିତର୍ ବନ୍ଦିଗରେ ରଇଲାବେଲେ ଜିରୁସାଲେମେ ରଇବା ମଣ୍ଡଲିର୍ ବିସ୍ବାସିମନ୍ ଗଟେକ୍ ଅଇକରି ତାର୍ପାଇ ପର୍ମେସର୍କେ ପାର୍ତନା କର୍ତେରଇଲାଇ ।
6 Or, la nuit qui précéda le moment fixé par Hérode pour sa comparution, Pierre dormait entre deux soldats, retenu par une double chaîne et, devant la porte, des sentinelles gardaient la prison.
୬ଜନ୍ ଦିନେ ଏରଦ୍ ପିତର୍କେ ଲକ୍ମନର୍ ମୁଆଟେ ଆନ୍ବାକେ କାତା ଦେଇରଇଲା, ତାର୍ ଆଗ୍ତୁର୍ ରାତି ପିତର୍ ବନ୍ଦିଗରେ ଦୁଇଟା ଜାଗୁଆଲ୍ମନର୍ ମଜାଇ ସଇରଇଲା । ତାକେ ସନିଅମନର୍ ମିସ୍ତେ ଦୁଇଟା ଆତେ ଦୁଇଟା ସିକ୍ଲି ସଙ୍ଗ୍ ବାନ୍ଦିରଇଲାଇ । ଆରି ଜାଗୁଆଲ୍ମନ୍ ବନ୍ଦିଗରର୍ ଦୁଆରେ ଜାଗିରଇଲାଇ ।
7 Tout à coup apparut un ange du Seigneur; le cachot devint resplendissant de lumière. Cet ange, touchant Pierre au côté, le réveilla et lui dit: «Lève-toi vite!»
୭ସେ ଦାପ୍ରେ, ଏଦେ ଦେକା! ମାପ୍ରୁର୍ ଗଟେକ୍ ଦୁତ୍ ଆସି ପିତରର୍ ମୁଆଟେ ଟିଆଅଇଲା ଆରି ଗୁଲାଇ ବାକ୍ରା ଉଜଲ୍ ଅଇଗାଲା । ସରଗର୍ ଦୁତ୍ ପିତର୍କେ କନ୍ଦେ ଦାରି ଚୁଲ୍ବୁଲାଇଲା ଆରି ସଇଲାଟାନେଅନି ଉଟାଇକରି କଇଲା “ଦାପ୍ରେ ଉଟ୍!” ଉଟ୍ଲା ଦାପ୍ରେ ବାନ୍ଦି ଅଇରଇଲା ସିକ୍ଲି କୁସ୍ଲିଗାଲା ।
8 et les chaînes tombèrent de ses mains. «Mets ta ceinture, lui dit ensuite l'ange, et chausse tes sandales.» Pierre le fit. Il ajouta: «Enveloppe-toi de ton manteau et suis-moi.»
୮ତାର୍ପଚେ ଦୁତ୍ କଇଲା, “ଆଁଟାଇ ତୁଆଲ୍ ବାନ୍ଦିଅ ଆରି ପାଣ୍ଡଇ ପିନ୍ଦ୍ ।” ପିତର୍ ସେନ୍ତି କଲା ପଚେ ଦୁତ୍ କଇଲା, “ଚାଦର୍ ଡାବିଅଇକରି ମର୍ ସଙ୍ଗ୍ ଆଉ ।”
9 Pierre sortit et le suivit sans croire à la réalité de ce que l'ange lui faisait faire; il s'imaginait avoir une vision.
୯ପିତର୍ ଦୁତର୍ ପଚେ ପଚେ ବନ୍ଦିଗରେ ଅନି ବାରଇ ଆଇଲା । ଦୁତ୍ ଜନ୍ଟା କର୍ତେରଇଲା, ସେଟା ସତ୍ କି ନଏଁ ବଲି ଜାନି ନାପାର୍ତେରଇଲା । “ଏଟା ଗଟେକ୍ ଦର୍ସନ୍ ଦେକ୍ଲିନି ।” ବଲି ବାବ୍ତେରଇଲା ।
10 Cependant ils passèrent la première garde, puis la seconde et arrivèrent à la porte de fer qui donne sur la ville. Cette porte s'ouvrit d'elle-même devant eux; ils sortirent; ils marchèrent dans une rue et, à cet instant, l'ange s'éloigna de Pierre,
୧୦ସେମନ୍ ଜାଗୁଆଲ୍ମନ୍ ରଇବା ଦୁଇଟା ଜାଗା ଜିତିକରି ପଚେ ନଅରେ ପୁର୍ବା ଲୁଆ କାପାଟ୍ ରଇବା ଲଗେ ଆଇଲାଇ । ତାକର୍ପାଇ ଲୁଆ କାପାଟ୍ ତାର୍ମନ୍କେସେ ଉଗାଡିଅଇଗାଲା ଆରି ସେମନ୍ ବାରଇ ଉଟିଆଇଲାଇ । ସେମନ୍ ବାଟେ ଇଣ୍ଡୁ ଇଣ୍ଡୁ ଅଟାତ୍ ସରଗର୍ ଦୁତ୍ ପିତର୍କେ ଚାଡି ମାୟା ଅଇଗାଲା ।
11 qui revint à lui et se dit: «Je vois maintenant que le Seigneur m'a réellement envoyé son ange, qu'il m'a arraché aux mains d'Hérode et à l'avide impatience du peuple juif.»
୧୧ତାର୍ପଚେ ଜାଇଟା ଗଟିରଇଲା, ସେଡ୍କିବେଲେ ତାକେ କାଇଟା ଅଇରଇଲା, ସେଟା ପିତର୍ ଜାନିପାରି କଇଲା, “ଏଟା ସତ୍ ବଲି ମୁଇ ଜାନିଆଚି । ଏରଦର୍ ଟାନେଅନି ଆରି ଜିଉଦି ଲକ୍ମନ୍ ଜାଇଟା ଗଟ୍ସି ବଲି ଆସା କରିରଇଲାଇ, ତେଇଅନି ମକେ ରକିଆ କର୍ବାକେ ମାପ୍ରୁ ସରଗର୍ ଦୁତ୍କେ ପାଟାଇରଇଲା ।”
12 Après réflexion, il se rendit à la maison de Marie, mère de Jean surnommé Marc, où plusieurs personnes étaient assemblées et priaient.
୧୨ନିଜର୍ ବିସଇ ଜାନିକରି ସେ ଜଅନ୍ ମାର୍କର୍ ଆୟା ମରିୟମର୍ ଗରେ ଗାଲା । ତେଇ ବେସି ବିସ୍ବାସିମନ୍ ରୁଣ୍ଡିକରି ପିତରର୍ ପାଇ ପାର୍ତନା କର୍ତେ ରଇଲାଇ ।
13 Il frappa à la porte d'entrée; une servante, nommée Rhode, alla écouter.
୧୩ପିତର୍ ବାଇରର୍ କାପାଟେ ଟକ୍ଟକ୍ କରି ମାର୍ଲାକେ, ରଦା ନାଉଁର୍ ଗଟେକ୍ ଗତିଦାଙ୍ଗ୍ଡି କାପାଟ୍ ଉଗାଡ୍ବାକେ ଆଇଲା ।
14 Elle reconnut la voix de Pierre; transportée de joie, au lieu d'ouvrir, elle rentra en courant et annonça que Pierre était là, devant la porte.
୧୪ପିତରର୍ କଁଟ୍ସର୍ ଜାନିପାରି ସେ ଏତେକ୍ ସାର୍ଦା ଅଇଲା ଜେ କାପାଟ୍ ନ ଉଗାଡି ବିତ୍ରେ ପାଲାଇକରି ତେଇର୍ ବିସ୍ବାସିମନ୍କେ କଇଲା, “ପିତର୍ ବାଇରେ ଟିଆଅଇଲା ଆଚେ ।”
15 On la traita de «folle». Elle affirma qu'elle disait vrai. «C'est son ange», dit-on alors.
୧୫ସେମନ୍ ତାକେ କଇଲାଇ, “ତୁଇ ବାୟାଅଇଲୁସ୍ନି! ମାତର୍ ‘ଏଟା ସତ୍ ।’ ବଲି ସେ ଡାଟ୍ ସଙ୍ଗ୍ କଇଲାଗ୍ଲାକେ, ସେମନ୍ ଏଟା ତାର୍ ଦୁତ୍ କାଇକି,” ବଲି ବାବ୍ଲାଇ ।
16 Pierre cependant continuait à frapper; on ouvrit enfin; on le vit; la joie fut immense.
୧୬ପିତର୍ ତର୍କେ ତର୍ କାପାଟେ ମାର୍ତେ ରଇଲା । ସାରାସାରି ସେମନ୍ କାପାଟ୍ ଉଗାଡି ତାକେ ଦେକି କାବାଅଇଗାଲାଇ ।
17 Il leur fit de la main signe de se taire et leur raconta comment le Seigneur l'avait tiré de prison, puis il ajouta: «Annoncez ces choses à Jacques et aux autres frères.» Ensuite il sortit et s'en alla dans un autre endroit.
୧୭ସେ ଆତ୍ ସାଗିଆକରି ସେମନ୍କେ ଚିମ୍ରା ଅଇବାକେ କଇଲା । ଆରି ମାପ୍ରୁ କେନ୍ତି ତାକେ ବନ୍ଦି ଗରେଅନି ବାର୍କରାଇ ଆନ୍ଲା, ସେ ବିସଇ ସେମନ୍କେ କଇଲା । ତାର୍ ପଚେ ଏ ସବୁ କାତା ଜାକୁବ୍ ଆରି ବିନ୍ ସବୁ ବାଇମନ୍କେ ଜାନାଆ ବଲି କଇଲା । ପଚେ ସେ ତେଇଅନି ବିନ୍ବାଟେ ଉଟିଗାଲା ।
18 Le jour venu, l'inquiétude fut grande parmi les soldats; ils ne savaient ce que Pierre était devenu.
୧୮ସାକାଲ୍ ପାଇଲାକେ “ପିତର୍ କେନେଗାଲା?” ବଲି ଜାଗୁଆଲ୍ମନ୍ କିଲ୍ବିଲ୍ ଅଇଗାଲାଇ ।
19 Hérode le fit rechercher et, ne le trouvant pas, il mit les gardes à la question et ordonna leur exécution; puis il quitta la Judée et alla demeurer à Césarée.
୧୯ଏରଦ୍ ଏଟା ସୁନିକରି ପିତର୍କେ କଜ୍ବାକେ ତାର୍ ସନିଅମନ୍କେ ଆଦେସ୍ ଦେଲା । ମାତର୍ ସେମନ୍ ତାକେ ମିଲାଇ ନାପାର୍ଲାଇ । ତେବେ ସାରାସାରି ଜାଗୁଆଲ୍ମନ୍କେ ପାଚାର୍ଲା । କେନ୍ତି ଏଟା ଅଇଲାଟା କଇନାପାର୍ଲାକେ ସେମନ୍କେ ମରନର୍ ଡଣ୍ଡ୍ ଦେବାକେ ଆଦେସ୍ ଦେଲା । ତାର୍ ପଚେ ଏରଦ୍ ଜିଉଦା ରାଇଜେଅନି ଜାଇ କେତେ ଦିନର୍ପାଇ କାଇସରିଆଇ ବାସା ଅଇରଇଲା ।
20 Les gens de Tyr et de Sidon avaient des difficultés avec lui; ils vinrent ensemble le trouver et, ayant gagné à leur cause Blastus, son chambellan, ils sollicitèrent un arrangement parce que leur pays tirait sa subsistance de celui du roi.
୨୦ସେ ବେଲାଇ ଏରଦ୍ ସର୍ ଆରି ସିଦନର୍ ଲକ୍ମନ୍କେ ବେସି ରିସା ଅଇରଇଲା । ସେଟାର୍ ପାଇ ତେଇର୍ ଲକ୍ମନ୍ ଗଟେକ୍ ଦଲ୍, ତାକେ ବେଟ୍ ଅଇବାକେ ଗାଲାଇ । ପର୍ତୁମ୍ ସେମନ୍ ରାଜା ସଇବା ଗର୍ ଦାଇତେ ରଇଲା ବାଲସ୍ଟସ୍କେ ବୁଜାଇ, ତାର୍ ସାଇଜ ପାଇଲାଇ । ତାର୍ ପଚେ ସେମନ୍ ଏରଦର୍ ଲଗେ ଜାଇ ସାନ୍ତିସଙ୍ଗ୍ ରଉଁ ବଲି କାତା ଅଇଲାଇ, କାଇକେ ବଇଲେ ଏରଦର୍ ରାଇଜେଅନି ସେମନର୍ ଦେସେ କାଇବା ଜିନିସ୍ ଜାଇତେରଇଲା ।
21 Un jour fut fixé et Hérode, revêtu d'une tunique royale, siégea sur son trône et harangua le peuple avec une grande solennité.
୨୧ଜନ୍ ଦିନେ ଏରଦର୍ ସଙ୍ଗ୍ ସେମନ୍ ବେଟ୍ ଅଇବାକେ ଟିକ୍ କରିରଇଲାଇ, ସେ ରାଜାମନ୍ ପିନ୍ଦ୍ବା ବସ୍ତର୍ ପିନ୍ଦ୍ଲା ଆରି ତାର୍ ବସ୍ବା ଜାଗାଇ ବସି ଲକ୍ମନ୍କେ ଗଟେକ୍ ବାସନ୍ ଦେଲା ।
22 Le peuple s'écria: «C'est un dieu qui parle et non un homme.»
୨୨ସୁନ୍ବା ଲକ୍ମନ୍ ଆଉଲିଅଇଲାଇ, “ଜେ କାତା ଅଇଲାନି, ସେ ଲକ୍ ନଏଁ, ମାତର୍ ପର୍ମେସର୍!”
23 A l'instant même un ange du Seigneur frappa Hérode parce qu'il n'avait pas donné gloire à Dieu; et, rongé par les vers, il expira.
୨୩“ମୁଇ ପର୍ମେସର୍ ନଇ,” ବଲି କଏ ନାଇକେ ଦାପ୍ରେ ମାପ୍ରୁର୍ ଦୁତ୍ ଏରଦ୍କେ ରଗି କରାଇଲା । ସେଟାର୍ପାଇ ତାର୍ ଗୁଲାଇଗାଗଡ୍ କିଡା କାଇଲାଇ ଆରି ମରିଗାଲା ।
24 Cependant la parole de Dieu se répandait de plus en plus.
୨୪ଏ ବେଲାଇ ବିସ୍ବାସିମନ୍ ପର୍ମେସରର୍ ବାକିଅ ସୁନ୍ଲାଇ ଆରି ବିସ୍ବାସ୍ କର୍ବା ଲକ୍ମନ୍ ବଡିଗାଲାଇ ।
25 Barnabas et Saul, leur mission remplie, revinrent de Jérusalem, ramenant avec eux Jean surnommé Marc.
୨୫ଜିଉଦା ଦେସର୍ ବିସ୍ବାସିମନ୍କେ ଡାବୁ ଦେଇ ସାରାଇକରି ବର୍ନବା ଆରି ସାଉଲ୍, ଆନ୍ଟିଅକିଆଇ ଆଇଲାଇ । ଜଅନ୍ ଆରି ମାର୍କକେ ମିସା ସେମନ୍ ସଙ୍ଗ୍ ନେଇ ଜିରୁସାଲମେ ବାଅଡ୍ଲାଇ ।