< 2 Corinthiens 5 >
1 Nous savons, en effet, que si notre maison sur la terre, si notre tente vient à être détruite, nous avons un édifice fait par Dieu, une maison que la main de l'homme n'a point construite, qui est éternelle, qui est dans les cieux. (aiōnios )
୧ଆମର୍ ଗାଗଡ୍ ତୁମ୍ ଟାନିକରି ବାନ୍ଦିରଇବା ଗର୍ପାରା । ଆରି ଆମେ ଜାନୁ ଜେ ଜେଡେବେଲେ ମିସା ଏଟା ବାଙ୍ଗି ଜାଇସି, ତେବେ ସର୍ଗେ ରଇବାପାଇ ଆମ୍କେ ଗଟେକ୍ ଗର୍ ଆଚେ । ଏଟା ନିଜେ ପର୍ମେସର୍ ତିଆର୍ କଲାଟା । ସେଟା କେବେ ବିନାସ୍ ନ ଅଏ । ସବୁ ଦିନର୍ପାଇ ରଇସି । (aiōnios )
2 Et alors nous soupirons dans cette demeure-ci, ayant un immense désir de revêtir celle qui vient du ciel, par-dessus l'autre,
୨ମାତର୍ ଆମେ ଏ ଜଗତେ ରଉ ରଉ ଏତ୍କି କସ୍ଟ ପାଇଲୁନି । ସର୍ଗେ ରଇବା ଆମର୍ ନୁଆ ଗାଗଡ୍ ଏବେଆକା ଆମ୍କେ ମିଲ ବଲି ଆମେ ମନ୍ କଲୁନି ।
3 si toutefois nous avons déjà un vêtement, si ce n'est pas dans la nudité que nous sommes trouvés.
୩କାଇକେବଇଲେ ମଲାତେଇଅନି ଆମ୍କେ ଉଟାଇଲାବେଲେ ଆମର୍ପାଇ ଗଟେକ୍ ଗାଗଡ୍ ଦର୍କାର୍ ଆଚେ ।
4 Oui, nous qui vivons dans une tente, nous soupirons, nous sommes accablés, parce que nous ne voulons pas être dépouillés de notre vêtement, mais mettre l'autre par-dessus, afin que tout ce qui est mortel soit absorbé par la vie.
୪ଏ ଜଗତେ ଆମେ ବଁଚି ରଇଲାବେଲେ, ଇତିର୍ ଗାଗଡ୍ ନେଇକରି ଜେତ୍କି ଦୁକ୍ କସ୍ଟ ପାଇବାର୍ ଆଚେ, ସେଟା ସବୁ ବଇକରି ଆଉଜି ଗାଲୁନି । ମାତର୍ ଏ ଗାଗଡ୍ ଚାଡ୍ବାକେ ଆମେ ମନ୍ କରୁ ନାଇ । ସର୍ଗେ ଅନି ଆଇବା ନୁଆ ଗାଗଡ୍ ଆମ୍କେ ମିଲ ବଲି ମନ୍ କଲୁନି । ସେନ୍ତାର୍ଆଲେ ମରନ୍କେ ସର୍ପି ଦେଇରଇବା ଏ ଗାଗଡର୍ ବାଦୁଲେ ସବୁଦିନର୍ ପାଇ ଜିବନ୍ ରଇବା ଗଟେକ୍ ଗାଗଡ୍ ମିଲାଇବୁ ।
5 Celui qui nous a formés à cet avenir c'est Dieu, et il nous a donné, à titre d'arrhes, l'Esprit.
୫ମାତର୍ ପର୍ମେସର୍ ଆମର୍ପାଇ ଏ ସବୁ ବିସଇ ଜାଗାଇଦେଇ ସାରାଇଆଚେ । ଜେନ୍ତିକି ଆଇବା ଦିନ୍ମନ୍କେ ଏଟାସବୁ ଅଇସି । ଏଟା ସବୁ ସେ ପୁରାପୁରୁନ୍ କର୍ସି ବଲି ଆମ୍କେ ଚିନ୍ ଇସାବେ ସୁକଲ୍ ଆତ୍ମା ଦେଲାଆଚେ ।
6 Nous sommes donc, en tout temps, pleins de courage (nous savons bien que demeurant dans le corps, nous demeurons loin du Seigneur,
୬ସେଟାର୍ ପାଇ ଆମେ ସବୁବେଲେ ସାଆସ୍ ଅଇକରି ଆଚୁ । ଏ ସାର୍ବା ଗାଗ୍ଡେ ଆମେ ରଉ ରଉ, ମାପ୍ରୁ ରଇବା ଗରେ ଅନି ଦୁରିକେ ବାସା ଅଇଆଚୁ ବଲି ଜାନିଆଚୁ ।
7 car nous marchons par la foi et non par la vue);
୭ଏ ଜଗତେ ରଇବା ଆମର୍ ଜିବନ୍, ପର୍ମେସର୍ଟାନେ ବିସ୍ବାସ୍ କରି ରଇଲୁନି । କାଇକେବଇଲେ ଜନ୍ ଜାଗାଇ ଆମେ ବାସା ଅଇବାକେ ଗାଲୁନି, ସେ ଜାଗା ଏବେଜାକ ଆମେ ଦେକୁ ନାଇତା ।
8 nous sommes, dis-je, pleins de courage, et nous aimerions mieux sortir du corps et aller demeurer près du Seigneur.
୮ଉଁ ଆମର୍ ବିସ୍ବାସ୍ ସବୁବେଲେ ଡାଁଟ୍ ଆଚେ । ଏ ସାରିଜିବା ଗାଗଡ୍ ଚାଡିକରି ମାପ୍ରୁର୍ ଗରେ ଜିବାକେ ବଲି ଆମେ ଜାନିଆଚୁ ।
9 Voilà encore pourquoi nous faisons tous nos efforts, que nous en sortions, que nous y restions, pour lui être agréables.
୯ମାତର୍ ଏବେ ଆମେ ଜନ୍ତି ରଇଲେ ମିସା, ଏ ଜଗତେ ରଇଲେ କି, ପର୍ମେସର୍ ରଇବାଟାନେ ରଇଲେ ମିସା, ସେ ଜନ୍ଟା ଆମର୍ଟାନେଅନି ଆସା କଲାନି, ସେଟା ପୁରାପୁରୁନ୍ ଅ ବଲି ଆମେ ମନ୍ କଲୁନି ।
10 Nous tous, en effet, devons comparaître devant le tribunal du Christ pour y recevoir, chacun ce qu'il a mérité, d'après ce qu'il a fait, — pendant qu'il avait un corps, — soit en bien, soit en mal.
୧୦ଆମେ ସବୁଲକ୍ କିରିସ୍ଟର୍ ମୁଆଟେ ଆଇବାକେ ପଡ୍ସି । କାଇକେବଇଲେ ସେ ଆମର୍ କାମ୍ ବିଚାର୍ କର୍ସି । ଏ ଜଗତେ ରଇକରି ଆମେ ଜନ୍ଟା କଲୁଆଚୁ, ସେଟା ନିକ ଅ କି ନ ଅ, ସେ ଇସାବେ ଆମ୍କେ ଗଟେକ୍ ଗଟେକ୍ ଲକ୍କେ ବୁତି ମିଲ୍ସି ।
11 Sachant ainsi qu'il faut craindre le Seigneur, nous cherchons à en persuader les hommes; quant à Dieu, il nous connaît bien, et j'espère que, au fond de vos consciences, vous nous connaissez bien aussi.
୧୧ଆମେ ଜାନିଆଚୁ ମାପ୍ରୁ ଆମ୍କେ ବିଚାର୍ କର୍ବାବେଲେ ଗଟେକ୍ ଡର୍ବା ବେଲା ଅଇସି । ସେଟାର୍ପାଇ ଆମେ ଲକ୍ମନ୍କେ ମାନାଇଲୁନି । ପର୍ମେସର୍ ଆମ୍କେ ପୁରାପୁରୁନ୍ ଜାନ୍ଲାନି । ଆରି ମୁଇ ଆସା କଲିନି ତମେ ମିସା ତମର୍ ମନେ ମନେ ମକେ ଜାନିରୁଆ ।
12 Nous ne voulons pas vous recommencer notre éloge, mais vous fournir l'occasion de faire valoir notre mérite et d'avoir à répondre à ceux pour lesquels l'apparence est tout et la réalité n'est rien;
୧୨ଏଟା ସବୁ ଲେକିକରି ତମେ ଆମ୍କେ ଆରିତରେକ୍ ଏ ଲକ୍ ନିକ ବଲିକରି କୁଆଇଅଇବାକେ ଆମେ ମନ୍ କରୁନାଇ । ମାତର୍ ଆମେ ଆସା କର୍ବାଟା ଟିକ୍ ଆଚେ, ସେଟା ତମେ ଜାନା ବଲି ଆମେ ମନ୍ କଲୁନି । ଆରି ଜନ୍ ଲକ୍ମନ୍ ନିକ ଗୁନ୍ ନ ମାନିକରି, ବାଇରେ ଡିସ୍ବା ବିସଇଟାନେ ବଡ୍ପନ୍ ଅଇବାଇ, ସେମନ୍କେ ବୁଜାଇପାରାସ୍ ।
13 (si, en effet, nous sommes des «exaltés», c'est pour glorifier Dieu; si nous sommes pleins de bon sens, c'est pour votre bien; )
୧୩କେତେଲକ୍ ଆମେ ବାୟା ଅଇଗାଲୁଆଚୁ ବଲି ବାବ୍ବାଇ । ସେନ୍ତାର୍ଆଲେ ସେନ୍ତି ଅଇବାଟା ପର୍ମେସର୍ ମନ୍ କଲା ଇସାବେ । ଜଦି ଆମେ ନିକ ଆଚୁ ବଲି ବାବ୍ଲେ ସେଟା ତମର୍ ବଲ୍ ପାଇ ।
14 ce qui nous retient, c'est l'amour du Christ; étant d'avis que si un seul est mort pour tous, alors tous sont morts,
୧୪କିରିସ୍ଟର୍ ଆଲାଦ୍ ଆମ୍କେ ବାଟ୍ ଦେକାଇଲାନି । ସେଟା ଆମେ ଜାନିଆଚୁ । ସେଟାର୍ ଲାଗି ଆମେ ସବୁଲକ୍ ତାର୍ ମରନେ ମିସିଆଚୁ ।
15 et lui il est mort pour tous afin que les vivants ne vivent plus pour eux-mêmes, mais pour celui qui est mort et ressuscité pour eux.
୧୫ସେ ସବୁ ଲକର୍ପାଇ ମଲାଆଚେ । ଜେନ୍ତି କି ଜନ୍ଲକ୍ମନ୍ ବଁଚି ଆଚତ୍, ସେମନ୍ ନିଜର୍ ପାଇ ନ ବଁଚତ୍ । ଜେ ତାକର୍ ପାଇ ମରିକରି ଜିବନ୍ ଅଇ ଉଟ୍ଲା, ଅବ୍କା ତାର୍ ପାଇସେ ବଁଚ୍ବାର୍ ଆଚେ ।
16 Aussi ne connaissons-nous plus personne selon la chair; si nous avons connu un Christ selon la chair, nous ne le connaissons plus aujourd'hui;
୧୬ଏ ଜଗତର୍ ଲକ୍ମନ୍ ବିଚାର୍ କଲାପାରା ଆମେ ଲକ୍ମନ୍କେ ବିଚାର୍ନା କରୁନାଇ । ପୁର୍ବେ ଆମେ କିରିସ୍ଟକେ ମିସା ଏ ଜଗତର୍ ଲକ୍ ବିଚାର୍ କଲାପାରା କର୍ତେରଇଲୁ । ମାତର୍ ଏବେ ଆମେ ସେନ୍ତି କରୁନାଇ ।
17 de plus, si quelqu'un est en Christ, il est une nouvelle créature; les vieilles choses sont passées; voyez, tout est devenu nouveau;
୧୭ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
18 et tout cela vient de Dieu qui nous a réconciliés avec lui par Christ et nous a confié le ministère de la réconciliation;
୧୮ଏଟା ସବୁ ପର୍ମେସର୍ କଲାଆଚେ । ସେ କିରିସ୍ଟକେ ଦେଇ ଆମ୍କେ ସତ୍ରୁ ରଇବା ତେଇଅନି ମଇତର୍ କରିଆଚେ । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ ।
19 et, en effet, Dieu a réconcilié le monde avec lui en Christ, en ne tenant plus compte des péchés des hommes et en nous chargeant de prêcher la réconciliation.
୧୯ତେବେ ଆମେ ଏ ବିସଇ ଜାନାଇଦେଲୁନି, ଜେ କିରିସ୍ଟର୍ ଲାଗି ପର୍ମେସର୍ ସବୁ ମୁନୁସ୍ ଜାତିକେ ତାର୍ ନିଜର୍ ମଇତର୍ କରିପାର୍ସି । ଆରି ସେ ତାକର୍ ସବୁ ପାପ୍ କେମା କରିଦେଇସି । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ ।
20 C'est donc pour Christ que nous remplissons les fonctions d'ambassadeurs, comme si Dieu lui-même vous exhortait par nous; c'est pour Christ que nous vous prions: réconciliez-vous avec Dieu.
୨୦ପର୍ମେସର୍ ଆମ୍କେ ଦେଇ ତମ୍କେ ବାବୁଜିଆ କଲାନି । ଏଟାର୍ପାଇ କିରିସ୍ଟ ଆମ୍କେ ପାଟାଇଲା ଆଚେ । ଆରି କିରିସ୍ଟର୍ ଲାଗି ଆମେ ମିସା ତମ୍କେ ବାବୁଜିଆ କଲୁନି । ପର୍ମେସର୍ ତମ୍କେ ସତ୍ରୁଟାନେଅନି ମଇତର୍ କର ।
21 Celui qui n'a pas connu le péché, il l'a fait péché pour nous, afin que nous devenions en lui justice de Dieu.
୨୧କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।