< Philémon 1 >
1 Paul, prisonnier de Jésus-Christ, et le frère Timothée, à Philémon notre bien-aimé, et Compagnon d'œuvre;
୧ମୁଇ ପାଉଲ୍ ଜେକି ଜିସୁକିରିସ୍ଟର୍ ଲାଗି ବନ୍ଦି ଆଚି । ଆରି ଆମର୍ ବାଇ ତିମତି । ଆମେ ମିସିକରି ଆମର୍ ମଇତର୍ ଆରି ସଙ୍ଗର୍ କାମ୍କରୁ ପିଲିମନ୍କେ ଏ ଚିଟି ଲେକ୍ଲୁନି ।
2 Et à Apphie notre bien-aimée, et à Archippe notre Compagnon d'armes, et à l'Eglise qui est en ta maison.
୨ତର୍ ଗରେ ରୁଣ୍ଡିକରି ପାର୍ତନା କର୍ବା ମଣ୍ଡଲିକେ, ଆରି ଆମର୍ ବଇନି ଆପିୟାକେ, ଗଟେକ୍ ସନିଅ ପାରା ଆମର୍ ବିସ୍ବାସ୍ ଦେକାରକା କର୍ବା ଆର୍କିପସ୍କେ ମିସା ଏ ଚିଟି ଲେକ୍ଲୁନି ।
3 Que la grâce et la paix vous soient données de la part de Dieu notre Père, et de la part du Seigneur Jésus-Christ.
୩ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତାର୍ ଜିବନ୍ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
4 Je rends grâces à mon Dieu, faisant toujours mention de toi dans mes prières;
୪ବାଇ ପିଲିମନ୍, ମୁଇ ଜେଡେବେଲେ ମିସା ପାର୍ତନା କର୍ବା ବେଲେ, ତକେ ଏତାଇକରି ପର୍ମେସର୍କେ ଦନିଅବାଦ୍ ଦେଲିନି ।
5 Apprenant la foi que tu as au Seigneur Jésus, et ta charité envers tous les Saints.
୫କାଇକେବଇଲେ ପର୍ମେସରର୍ ଲକର୍ପାଇ ରଇବା ତମର୍ ଆଲାଦ୍ ଆରି ମାପ୍ରୁ ଜିସୁର୍ଟାନେ ରଇବା ତମର୍ ବିସ୍ବାସ୍ ମୁଇ ସୁନିଆଚି ।
6 Afin que la communication de ta foi montre son efficace, en se faisant connaître par tout le bien qui est en vous par Jésus-Christ.
୬କିରିସ୍ଟର୍ ସଙ୍ଗ୍ ଆମେ ମିସ୍ଲାର୍ପାଇ ଆମର୍ ଜିବନେ ଜେତ୍କି ସବୁ ଆସିର୍ବାଦ୍ ପାଇଆଚୁ, ସେଟା ସବୁ ନିକ ସଙ୍ଗ୍ ବୁଜ୍ବାକେ ଆମେ ତମର୍ ସଙ୍ଗ୍ ରଇଲାବେଲେ, ବୁଜିପାର୍ବୁ ବଲି ମୁଇ ଆସା କଲିନି ।
7 Car, mon frère, nous avons une grande joie et une grande consolation de ta charité, en ce que tu as réjoui les entrailles des Saints.
୭ଏ ମର୍ ଆଲାଦର୍ ବାଇ, ତର୍ ଆଲାଦ୍ ମକେ ବେସି ସାର୍ଦା କରାଇଲା ଆଚେ । ପର୍ମେସରର୍ ସବୁଲକର୍ ମନ୍ ମିସା ତୁଇ ସାର୍ଦା କରାଇ ଆଚୁସ୍ ।
8 C'est pourquoi bien que j'aie une grande liberté en Christ de te commander ce qui est de ton devoir,
୮ତେବେ ଏଟାର୍ଲାଗି କିରିସ୍ଟର୍ ପାଇ ଗଟେକ୍ ବାଇ ଇସାବେ ତକେ ତିଆର୍ବାକେ ମର୍ ପୁରାପୁରୁନ୍ ଅଦିକାର୍ ଆଚେ ।
9 Cependant je te prie plutôt par la charité, bien que je suis ce que je suis, savoir Paul, Ancien, et même maintenant prisonnier de Jésus-Christ;
୯ମାତର୍ ମୁଇ ତକେ ଆଲାଦ୍ କଲିନି, ସେଟାର୍ଲାଗି ଅବ୍କା ବାବୁଜିଆ କର୍ବି । ମୁଇ ପାଉଲ୍ କିରିସ୍ଟ ଜିସୁର୍ ମୁକିଅ କବର୍ନେଉ ଅଇରଇଲେମିସା, ତାର୍ଲାଗି ଏବେ ମୁଇ ବନ୍ଦିଅଇଆଚି ।
10 Je te prie [donc] pour mon fils Onésime, que j'ai engendré dans mes liens;
୧୦ଅନିସ୍ମସ୍ ଜେକି କିରିସ୍ଟର୍ ଲାଗି ମର୍ ନିଜର୍ ପଅ ପାରା ଅଇଗାଲା ଆଚେ । ତାର୍ ବାଦୁଲେ ମୁଇ ତକେ ବାବୁଜିଆ କଲିନି । ଆମେ ବନ୍ଦିଗରେ ରଇଲା ବେଲେ, ମୁଇ ତାର୍ ଆତ୍ମା ଇସାବେ ରଇବା ବାବା ପାରା ଅଇଆଚି ।
11 Qui t'a été autrefois inutile, mais qui maintenant est bien utile et à toi et à moi, et lequel je te renvoie.
୧୧ଗଟେକ୍ ବେଲାଇ ସେ ତର୍ପାଇ ଅବ୍କା ରଇଲା । ମାତର୍ ଏବେ ଆମର୍ ଦୁଇଲକର୍ ଲଡାକେ ଲାଗ୍ବା ଲକ୍ ଅଇଲା ।
12 Reçois-le donc, comme mes propres entrailles.
୧୨ମୁଇ ଏବେ ତାକେ ତର୍ ଲଗେ ପାଟାଇଲିନି । ମର୍ ଜିବନେ କାନ୍ଦି କାନ୍ଦି ଆଚି ।
13 Je voulais le retenir auprès de moi, afin qu'il me servît à ta place, dans les liens de l'Evangile.
୧୩ତାକେ ବନ୍ଦିଗରେ ମର୍ ସଙ୍ଗ୍ ରଅ ବଲି ମନ୍ କର୍ତେରଇଲି । ସୁବ୍ କବରର୍ ଲାଗି ତର୍ ବାଦୁଲେ ସେ ମକେ ଇତି ସାଇଜ କର୍ତା ।
14 Mais je n'ai rien voulu faire sans ton avis, afin que ce ne fût point comme par contrainte, mais volontairement, que tu me laissasses un bien qui est à toi.
୧୪ମାତର୍ ତୁଇ ମକେ ସାଇଜ କର୍ ଆକା ବଲି ବାଦିଅ କରିନାଇ । ତୁଇ ନିଜେ ମନ୍କରି କଲେ, ମୁଇ ମନ୍ କର୍ତି । ତେବେ ତୁଇ ରାଜି ନ ଅଇତେ ମୁଇ କାଇଟା ନ କରି ।
15 Car peut-être n'a-t-il été séparé de toi pour un temps, qu'afin que tu le recouvrasses pour toujours. (aiōnios )
୧୫ଜେନ୍ତାରିକି ଅନିସ୍ମସ୍ ଆରି ତୁଇ, ସାଉକାର୍ ଆରି ଗତିଦାଙ୍ଗ୍ଡା ପାରା ନ ଅଇ, ମର୍ବା ଜାକ ନିଜର୍ ବାଇ ଇସାବେ ରଇବାକେ, ଚନେକର୍ପାଇ ତର୍ଟାନେଅନି ଦୁରିକେ ରଇଲା । (aiōnios )
16 Non plus comme un esclave, mais comme étant au-dessus d'un esclave, [savoir], comme un frère bien-aimé, principalement de moi; et combien plus de toi, soit selon la chair, soit selon le Seigneur?
୧୬ଆରି ଏବେ ସେ ଅବ୍କା ଗତିଦାଙ୍ଗ୍ଡା ନଏଁ, ମାତର୍ କିରିସ୍ଟର୍ ଲାଗି ଗଟେକ୍ ଆଲାଦର୍ ବାଇ ଅଇଆଚେ । ମୁଇ ତାକେ ବେସି ଆଲାଦ୍ କଲିନି । କିରିସ୍ଟର୍ ଲାଗି ଗଟେକ୍ ବାଇ ଇସାବେ ଆରି ଗତିଦାଙ୍ଗ୍ଡା ଇସାବେ ସେ ତର୍ପାଇ କେତେକ୍ ଅଦିକ୍ ଆଲାଦର୍ ଲକ୍ ଅଇସି ।
17 Si donc tu me tiens pour ton compagnon, reçois-le comme moi-même.
୧୭ତେବର୍ପାଇ ତୁଇ ମକେ ଜଦି ସଙ୍ଗର୍କାମ୍କରୁ ଇସାବେ ଦେକ୍ଲୁସ୍ନି, ଜେନ୍ତି ତୁଇ ମକେ ଡାକିନେଇତୁସ୍, ସେନ୍ତାରିସେ ତାକେ ମିସା ଡାକିନେ ।
18 Que s'il t'a fait quelque tort, ou s'il te doit quelque chose, mets-le-moi en compte.
୧୮ସେ ଜଦି ତର୍ କାଇ ପାପ୍ଦସ୍ କରି ରଇଲେ, କି କାଇଟା ଦେବାର୍ ରଇଲେ ସେଟା ମର୍ ରୁନ୍ବଲି ବାବ୍ ।
19 Moi Paul j'ai écrit ceci de ma propre main, je te le payerai; pour ne pas te dire que tu te dois toi-même à moi.
୧୯ଏବେ ମୁଇ ନିଜେ ଲେକ୍ଲିନି ମୁଇ ପାଉଲ୍ ତକେ ସୁଜ୍ବି । ତୁଇତା ମର୍ ରୁନି ଅଇ ଆଚୁସ୍, ଏଟା ମୁଇ ତକେ ଏତାଇଦେବାକେ ଲଡା ନାଇ ।
20 Oui, mon frère, que je reçoive ce plaisir de toi en [notre] Seigneur; réjouis mes entrailles en [notre] Seigneur.
୨୦ତେବେ ତୁଇ ଜେକି କିରିସ୍ଟର୍ ଲାଗି ମର୍ ବାଇଅଇଆଚୁସ୍ । ମର୍ପାଇ ଏ ଗଟେକ୍ କାମ୍ କରି ମକେ ସାର୍ଦା କରାଆ ।
21 Je t'ai écrit m'assurant de ton obéissance, et sachant que tu feras même plus que je ne te dis.
୨୧ଏଟା ଲେକ୍ଲାବେଲେ, ମୁଇ ଡାଟ୍ ସଙ୍ଗ୍ ଜାନିଆଚି, ମୁଇ ମାଙ୍ଗ୍ବା ବିସଇ ତୁଇ କର୍ସୁ ଆକା । ଦେକ୍ଲେ, ମାଙ୍ଗ୍ଲାତେଇଅନି ଅଦିକ୍ କର୍ସୁ ।
22 Mais aussi en même temps prépare-moi un logement; car j'espère que je vous serai donné par vos prières.
୨୨ଏଟାଚାଡି ମର୍ପାଇ ଗଟେକ୍ ବାକ୍ରା ସାଜାଡି ର । କାଇକେବଇଲେ, ତୁଇ ପାର୍ତନା କଲା ଇସାବେ ମୁଇ ତର୍ଲଗେ ଦାପ୍ରେ କେଟିପାର୍ବି ।
23 Epaphras, qui est prisonnier avec moi en Jésus-Christ, te salue;
୨୩ଏପାପ୍ରା ଜେକି କିରିସ୍ଟର୍ ଲାଗି ମର୍ସଙ୍ଗ୍ ବନ୍ଦିଅଇଆଚେ, ସେ ତାର୍ ଜୁଆର୍ ଜାନାଇଲାନି ।
24 Marc [aussi], et Aristarque, et Démas, et Luc, mes compagnons d'œuvre.
୨୪ସେନ୍ତାରିସେ, ମର୍ ସଙ୍ଗର୍ କାମ୍ କରୁମନ୍ ମାର୍କ, ଆରିସ୍ତାକସ୍, ଦିମା ଆରି ଲୁକ୍ ମିସା ।
25 Que la grâce de notre Seigneur Jésus-Christ soit avec votre esprit, Amen!
୨୫ଆମର୍ ମାପ୍ରୁ ଜିସୁ କିରିସ୍ଟ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମର୍ ସବୁର୍ ସଙ୍ଗ୍ ର ।