< 1 Corinthiens 10 >

1 Or mes frères, je ne veux pas que vous ignoriez que nos pères ont tous été sous la nuée, et qu'ils ont tous passé par la mer;
ଏ ମର୍‌ ବାଇବଇନିମନ୍‌, ଆମର୍‌ ଆନିଦାଦିମନ୍‌, ଜନ୍‌ ଲକ୍‌ମନ୍‌ ମସାର୍‌ ବାଟେ ଜାଇତେରଇଲାଇ, ସେମନ୍‌କେ କାଇଟା ଅଇଲା ଏତାଇ ଦେକା । ସେମନ୍‌ ସବୁ ଲକ୍‌ ବାଦଲ୍‌ ତଲେ ରଇ ରକିଆ ପାଇତେରଇଲାଇ । ଆରି ରଙ୍ଗ୍‌ ସମ୍‌ଦୁରେ ନ ବୁଡ୍‌ତେ ଇଣ୍ଡି ଇଣ୍ଡି ଲଙ୍ଗ୍‌ଲାଇ ।
2 Et qu'ils ont tous été baptisés par Moïse en la nuée et en la mer;
ସେମନ୍‌ ସବୁ ବାଦ୍‌ଲେ ଆରି ସମ୍‌ଦୁରେ ଡୁବନ୍‌ ନେଲାଇ । ମସାର୍‌ ସିସ୍‌ମନ୍‌ ବଲି ସେମନ୍‌କେ ଗଟେକ୍‌ ଚିନ୍‌ ରଇଲା ।
3 Et qu'ils ont tous mangé d'une même viande spirituelle;
ଆରି ସବୁଲକ୍‌ ପର୍‌ମେସର୍‌ ଜାଗାଇ ରଇବା କାଦି କାଇଲାଇ,
4 Et qu'ils ont tous bu d'un même breuvage spirituel: car ils buvaient [de l'eau] de la pierre spirituelle qui [les] suivait; et la pierre était Christ.
ଆରି ସେ ପାକ୍‌ନାଇ ଅନି ଆଇବା ପାନି କାଇଲାଇ । ସେ ପାକ୍‌ନା ଅଇଲାନି କିରିସ୍‌ଟ ।
5 Mais Dieu n'a point pris plaisir en plusieurs d'eux; car ils ont été accablés au désert.
ଏଲେମିସା ସେମନର୍‌ ବିତ୍‌ରେ ଅନି ବେସି ଲକ୍‌କେ ପର୍‌ମେସରର୍‌ ସାର୍‌ଦା ନ ରଇଲା । ସେଟାର୍‌ ପାଇ ସେମନ୍‌ ମରୁବାଲି ବୁଏଁ ମଲାଇ ।
6 Or ces choses ont été des exemples pour vous, afin que nous ne convoitions point des choses mauvaises, comme eux-mêmes les ont convoitées;
ସେମନ୍‌ ଜନ୍‌ ରକାମ୍‌ ଆସାର୍‌ ବିସଇର୍‍ ପାଇ ଲାଲ୍‌ସା ଅଇ ରଇଲାଇ, ଆମେ ମିସା ସେ ରକାମ୍‌ ଲାଲ୍‌ସା ନ ଅଉଁ । ସେଟାର୍‌ପାଇ ଏ ସବୁ ଗଟ୍‌ଲା ବିସଇ ଆମର୍‌ପାଇ ଲେକାଅଇଆଚେ ।
7 Et que vous ne deveniez point idolâtres, comme quelques-uns d'eux; ainsi qu'il est écrit: le peuple s'est assis pour manger et pour boire; et puis ils se sont levés pour jouer.
ଜେନ୍ତିକି ସେମନର୍‌ ବିତ୍‌ରେ ଅନି କେତେଲକ୍‌ ପୁତ୍‍ଲା ପୁଜା କର୍‌ବାର୍‌ ଦାର୍‌ଲାଇ, ତମେ ସେନ୍ତାରି ପୁତ୍‍ଲା ପୁଜା କର୍‌ବାଟା, ଆରାମ୍‌ କରା ନାଇ । ସାସ୍‌ତରେ ଲେକା ଅଇଆଚେ, ଜେନ୍ତିକି ଲକ୍‌ମନ୍‌ ପୁଜାକଲାଟା କାଇବାକେ ବସିରଇଲାଇ ଆରି ମଦ୍‌ କାଇକରି ବେବିଚାର୍‌ କର୍‌ବାର୍‌ ଦାର୍‌ଲାଇ ।
8 Et afin que nous ne nous laissions point aller à la fornication, comme quelques-uns d'eux s'y sont abandonnés, et il en est tombé en un jour vingt-trois mille.
ଜେନ୍ତିକି ସେମନର୍‌ ବିତ୍‌ରେ କେତେଲକ୍‌ ବେସିଆ କାମ୍‌କରି ଗଟେକ୍‌ ଦିନେ କଡେ ତିନ୍‌ ଅଜାର୍‌ ଲକ୍‌ ପର୍‌ମେସରର୍‌ ଡଣ୍ଡ୍‌ ପାଇକରି ମରିଗାଲାଇ । ସେନ୍ତାରି ଆମେ ବେସିଆ କାମ୍‌ ନ କରୁ ।
9 Et que nous ne tentions point Christ, comme quelques-uns d'eux [l'] ont tenté, et ont été détruits par les serpents.
ସେନ୍ତିସେ ସେମନର୍‌ ବିତ୍‌ରେ କେତେଲକ୍‌ ମାପ୍‌ରୁକେ ପରିକା କଲାଇ ଆରି ବିସ୍‌ ରଇବା ସାଁପ୍‌ ଟକାଇ ଅଇକରି ମଲାଇ । ସେନ୍ତାରି ଆମେ ମାପ୍‌ରୁକେ ପରିକା ନ କରୁ ।
10 Et que vous ne murmuriez point, comme quelques-uns d'eux ont murmurés, et sont péris par le destructeur.
୧୦ସେମନ୍‌ ଜେନ୍ତିକି ପର୍‌ମେସରର୍‌ ବିରୁଦେ ତାକର୍‌ ତାକର୍‌ ବିତ୍‌ରେ ଦଦାପେଲା ଅଇକରି, କୁରୁପ୍‌ ନାସ୍‌ କର୍‌ବା ଦୁତର୍‌ଲାଗି ମରିଆଜିଗାଲାଇ । ତମେ ସେନ୍ତାରି ଦଦାପେଲା ଉଆନାଇ ।
11 Or toutes ces choses leur arrivaient en exemple, et elles sont écrites pour notre instruction, comme [étant] ceux [auxquels] les derniers temps sont parvenus. (aiōn g165)
୧୧ସବୁ ଲକର୍‌ପାଇ ଏ ସବୁ ଗଟ୍‍ନା ଗଟ୍‌ଲା । ଆରି ଆମ୍‌କେ ଚେତ୍‌ନା ପାଇବାକେ ସେଟା ସବୁ ଲେକାଅଇଆଚେ । କାଇକେବଇଲେ ଏ ଜଗତର୍‌ ସାରାସାରି ବେଲା ଆସି କେଟ୍‌ଲା ଆଚେ । (aiōn g165)
12 Que celui donc qui croit demeurer debout, prenne garde qu'il ne tombe.
୧୨ସେଟାର୍‌ପାଇ ଜେ ମୁଇ ନିଜେ ଡାଟ୍‌ ଆଚି ବଲି ମନେ ମନେ ଏତାଇସି, ସେ ବିସ୍‌ବାସେ ଅନି ବିନ୍‌ବାଟେ ନ ଜାଆ, ସେଟାର୍‌ପାଇ ଜାଗ୍‌ରତ୍‌ ରୁଆ ।
13 [Aucune] tentation ne vous a éprouvés, qui n'ait été une [tentation] humaine; et Dieu est fidèle, qui ne permettra point que vous soyez tentés au-delà de vos forces, mais avec la tentation il vous en fera trouver l'issue, afin que vous la puissiez soutenir.
୧୩ଆମ୍‌କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍‌ମନ୍‌କେ ପରିକା ଆଇତେରଇସି । ମାତର୍‌ ପର୍‌ମେସର୍‌ ତାର୍‌ କାତାଇ ଡାଟ୍‌ ଆଚେ । ଆମ୍‌କେ ମୁର୍‍ଚି ନାପାର୍‌ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍‌କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍‌ ଦେକାଇସି ।
14 C'est pourquoi, mes bien-aimés, fuyez l'idolâtrie.
୧୪ସେଟାର୍‌ ପାଇ ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ପୁତ୍‍ଲା ପୁଜା କର୍‌ବା ଟାନେଅନି ଦୁରିକେ ଉଟିଜା ।
15 Je [vous] parle comme à des personnes intelligentes; jugez vous-mêmes de ce que je dis.
୧୫ମୁଇ ବୁଦି ରଇଲା ଲକ୍‌ମନ୍‌କେ କଇଲା ପାରା କଇଲିନି। ମୁଇ କାଇଟା କଇଲିନି ସେଟା ତମେ ବିଚାର୍‌ କରା ।
16 La coupe de bénédiction, laquelle nous bénissons, n'est-elle pas la communion du sang de Christ? et le pain que nous rompons, n'est-il pas la communion du corps de Christ?
୧୬ଜେଡେବେଲେ ଆମେ ମାପ୍‌ରୁର୍‌ କାଦିର୍‌ପାଇ ରୁଣ୍ଡ୍‌ବୁ, ଜନ୍‌ ମୁତାଇଅନି ଆମେ କାଇବୁ, ସେ ମୁତାର୍‌ପାଇ ଆମେ ପର୍‌ମେସର୍‌କେ ଦନିଅବାଦ୍‌ ଦେଲୁନି । ସେ ମୁତାଇଅନି କାଇଲାବେଲେ ଆମେ କିରିସ୍‌ଟର୍‌ ବନିତେଇ ମିସ୍‌ଲୁନି । ଜନ୍‌ ରୁଟିଆମେ ବାଙ୍ଗାଇବୁ, ସେଟା କାଇଲାବେଲେ କିରିସ୍‌ଟର୍‌ ଗାଗ୍‌ଡେ ମିସ୍‌ଲୁନି ।
17 Parce qu'il n'y a qu'un seul pain, nous qui sommes plusieurs, sommes un seul corps; car nous sommes tous participants du même pain.
୧୭କାଇକେବଇଲେ ରୁଟି ଗଟେକ୍‌ ଅଇଲେ ମିସା ଆମେ ବୁତେକ୍‌ ଲକ୍‌ ଆଚୁ । ସେ ଗଟେକ୍‌ ରୁଟି ଆମେ ମିସିକରି କାଇବାବେଲେ ଗଟେକ୍‌ ଗାଗଡ୍‌ ଅଇଗାଲୁନି ।
18 Voyez l'Israël selon la chair, ceux qui mangent les sacrifices, ne sont-ils pas participants de l'autel?
୧୮ଜିଉଦି ମନର୍‌ ବିସଇ ବାବିଦେକା । ଜନ୍‌ ଲକ୍‌ମନ୍‌ ପୁଜାକଲା ମାଉଁସ୍‌ କାଇଲାଇନି, ସେମନ୍‌ କାଇ ବେଦିଲଗେ ଉପାସନା କଲାବେଲେ ନ ମିସତ୍‌?
19 Que dis-je donc? que l'idole soit quelque chose? ou que ce qui est sacrifié à l'idole, soit quelque chose? [Non].
୧୯ଏଟାର୍‌ପାଇ ମୁଇ କଇଲିନି ଜେ, ଦେବ୍‌ତାମନର୍‌ ବଲି କଲା ପର୍‌ସାଦ୍‌ କାଇଟା ନାଇ କି ପୁତ୍‍ଲା ବଲି କାଇଟା ନାଇ ।
20 Mais je dis que les choses que les Gentils sacrifient, ils les sacrifient aux démons, et non pas à Dieu; or je ne veux pas que vous soyez participants des démons.
୨୦ପୁତ୍‍ଲାକେ ପୁଜା କରୁମନ୍‌ ସେମନ୍‌ ଜନ୍‌ ଜନ୍‌ଟା ବଲି ଇସାବେ ସର୍‌ପି ଦେଲାଇନି, ସେସବୁ ପର୍‌ମେସର୍‌କେ ନ ସର୍‌ପାଇ କରି ଡୁମାମନ୍‌କେ ସରପ୍‌ଲାଇନି । ସେଟାର୍‌ପାଇ, ତମେ ଡୁମାମନର୍‌ ପୁଜାଟାନେ ମିସା ନାଇ ।
21 Vous ne pouvez boire la coupe du Seigneur, et la coupe des démons; vous ne pouvez être participants de la table du Seigneur, et de la table des démons.
୨୧ତମେ ଜଦି ମାପ୍‌ରୁର୍‌ କାଦିଟାନେ ମିସିଆଚାସ୍‌, ସେନ୍ତାର୍‌ଆଲେ ଡୁମାମନ୍‌କେ ପୁଜିରଇବା କାଦି ତମେ କାଇବାର୍‌ ନାଇ ।
22 Voulons-nous inciter le Seigneur à la jalousie? sommes-nous plus forts que lui?
୨୨ଜଦି ମାପ୍‌ରୁ ଆମର୍‌ ଉପ୍‌ରେ ରିସା ଅଇଲେ, ତାର୍‌ ଡଣ୍ଡେଅନି ଆମେ ରକିଆ ପାଇ ନାପାରୁ । କାଇ ମାପ୍‌ରୁର୍‍ ଟାନେଅନି ଆମେ ଅଦିକ୍‌ ବପୁ ଆଚୁକି?
23 Toutes choses me sont permises, mais toutes choses ne sont pas convenables; toutes choses me sont permises, mais toutes choses n'édifient pas.
୨୩ସବୁ ବିସଇ କର୍‌ବାକେ ଆମର୍‌ ଅଦିକାର୍‌ ଆଚେ, ସେନ୍ତି ସେମନ୍‌ କଇବାଇ, ସେଟା ସତ୍‌ । ମାତର୍‌ ମୁଇ କଇଲିନି ସବୁ ବିସଇ ଆମ୍‌କେ ସାଇଜ ନ କରେ ।
24 Que personne ne cherche ce qui lui est propre, mais que chacun [cherche] ce qui est pour autrui.
୨୪କେ ମିସା ଅବ୍‌କା ନିଜର୍‌ ପାଇ କାଇଟା ନିକ ଅଇସି ବଲି ଚିନ୍ତା ନ କରି, ନିଜର୍‌ ବାଇମନର୍‌ ମଙ୍ଗଲ୍‌ ବିସଇ ମିସା ଚିନ୍ତା କରା ।
25 Mangez de tout ce qui se vend à la boucherie, sans vous en enquérir pour la conscience:
୨୫ଆଟେ ବିକ୍‌ରି ଅଇବା ଜନ୍‌ ମାଉଁସ୍‌ ମିସା କାଇବାର୍‌ ତମର୍‌ ଅଦିକାର୍‌ ଆଚେ, ତମର୍‌ ବିବେକର୍‌ ପାଇ ଏଟା ପୁଜା କଲାଟା କି ନାଇ? ବଲି ନ ପାଚାରି କାଇଦିଆସ୍‌ ।
26 Car la terre [est] au Seigneur, avec tout ce qu'elle contient.
୨୬ଜେନ୍ତିକି ସାସ୍‌ତରେ ଲେକା ଅଇଲାପାରା ଏ ଗୁଲାଇ ଜଗତେ ରଇବାଟା ମାପ୍‌ରୁର୍‌ଟା ।
27 Que si quelqu'un des infidèles vous convie, et que vous y vouliez aller, mangez de tout ce qui est mis devant vous, sans vous en enquérir pour la conscience.
୨୭ଜଦି ବିସ୍‌ବାସ୍‌ ନ କଲା ଗଟେକ୍‌ ଲକ୍‌ ତମ୍‌କେ ତାର୍‌ ଗରେ କାଇବାକେ ଡାକ୍‌ଲେ, ତମେ ଜିବାକେ ମନ୍‍ କର୍‌ସା ବଇଲେ ତେଇ ତମ୍‌କେ ଜାଇଟା ଦେଲେ ମିସା ସେଟା କାଇଦିଆସ୍‌ । ମାତର୍‌ ତମର୍‌ ବିବେକର୍‌ ଲାଗି ଏଟା ପୁଜାକଲାଟା କି ନାଇ? ବଲି ପାଚାରା ନାଇ ।
28 Mais si quelqu'un vous dit: cela est sacrifié aux idoles, n'en mangez point à cause de celui qui vous en a avertis, et à cause de la conscience; car la terre [est] au Seigneur, avec tout ce qu'elle contient.
୨୮ମାତର୍‌ କେମିସା ତମ୍‌କେ ଏ କାଦି ପୁଜା କଲାଟା । ବଲି କଇଲେ, ସେଟା ନିଚା । ଜେନ୍ତିକି ସେ କଇଲାର୍‌ପାଇ ଆରି ତମର୍‍ ବିବେକର୍‌ପାଇ ସେଟା କାଆ ନାଇ ।
29 Or je dis la conscience, non pas la tienne, mais celle de l'autre; car pourquoi ma liberté serait-elle condamnée par la conscience d'un autre?
୨୯ସେଟା ତର୍‌ ବିବେକର୍‌ ପାଇ ନାଇ, ସେଟା କଇଲା ଲକର୍‌ ବିବେକର୍‌ ପାଇ । ବାଦିଅରେ କେ ମିସା ପାଚାରି ପାରତ୍‌, ଜଦି ଆମର୍‌ ମନ୍‍ କଲା ଇସାବେ କାଇଟା ମିସା କର୍‌ବାକେ ଅଦିକାର୍‌ ଆଚେ, ବିନ୍‌ ଲକର୍‌ ବିବେକର୍‌ ଲାଗି ମୁଇ କାଇକେ ନ କାଇ?
30 Et si par la grâce j'en suis participant, pourquoi suis-je blâmé [pour une chose] dont je rends grâces?
୩୦ସେ କଇସି, “ଜଦି ମୁଇ ପର୍‌ମେସର୍‌କେ ଦନିଅବାଦ୍‌ ଦେଇ କାଇବି, ତେବେ ମର୍‌ ସଙ୍ଗର୍‌ ବିସ୍‌ବାସିମନ୍‌ ମକେ କାଇକେ ନିନ୍ଦା ଦେବାର୍‌ ଆଚେ?”
31 Soit donc que vous mangiez, soit que vous buviez, ou que vous fassiez quelque autre chose, faites tout à la gloire de Dieu.
୩୧ତେବର୍‌ପାଇ ବାତ୍‌ କା, କି ପାନି କା, କି ଜାଇଟା ମିସା କରା, ପର୍‌ମେସର୍‌ ଡାକ୍‌ପୁଟା ପାଇବାକେ ସବୁ କରା ।
32 Soyez tels que vous ne donniez aucun scandale ni aux Juifs, ni aux Grecs, ni à l'Eglise de Dieu.
୩୨ଜିଉଦି ଅ କି ଜିଉଦି ନ ଅଇଲା ଲକ୍‌ ଅ କି ତମର୍‌ ସଙ୍ଗର୍‌ ପର୍‌ମେସରର୍‌ ମଣ୍ଡଲିର୍‌ ବିସ୍‌ବାସି ଅ, କାକେ ମିସା ତମର୍‌ ଚଲାଚଲ୍‌ତି ଦେକି ନିନ୍ଦା ପାଇବାକେ ଦିଆସ୍‌ନାଇ ।
33 Comme aussi je complais à tous en toutes choses, ne cherchant point ma commodité propre, mais celle de plusieurs, afin qu'ils soient sauvés.
୩୩ତମେ ମର୍‌ପାରା ଚଲାଚଲ୍‌ତି କରା, ମୁଇ ସବୁଲକର୍‌ ମଙ୍ଗଲ୍‌ ଅ ବଲି ଚେସ୍‌ଟା କଲିନି । ମୁଇ ମର୍‌ ନିଜର୍‌ ମଙ୍ଗଲ୍‌ ଅ, ବଲି ଚିନ୍ତା କରିନାଇ, ମାତର୍‌ ସବୁଲକର୍‌ ମଙ୍ଗଲ୍‌ ଅ ବଲି ଚିନ୍ତା କଲିନି । ଜେନ୍ତିକି ସେମନ୍‌ ସବୁଲକ୍‌ ରକିଆ ପାଇବାଇ ।

< 1 Corinthiens 10 >