< Actes 13 >
1 Il y avait dans l’Eglise d’Antioche des prophètes et des docteurs, savoir, Barnabé, Siméon, appelé Niger, Lucius de Cyrène, Manahen, qui avait été élevé avec Hérode le tétrarque, et Saul.
ସଃଡେବଃଳ୍ ଆନ୍ତିଅକିଆର୍ ମଣ୍ଡ୍ଳି ତଃୟ୍ ବର୍ନବା, ସିମିୟନ୍ ଜାକେ ନିଗର୍ ବଃଲି କଃଉତି, କୁରିଣିୟର୍ ଲୁକିଅର୍ ତଃଳିଆ ରଃଜା ହେରଦ୍ ତାକେ ବାଡାୟ୍ ରିଲା ମନହେମ୍ ଆର୍ ସାଉଲ୍ ଅଃନ୍କଃରି ବାବ୍ବାଦି ଆର୍ ସିକାଉତା ଲକ୍ ରିଲାୟ୍ ।
2 Comme ils vaquaient au service du Seigneur et qu’ils jeûnaient, l’Esprit-Saint leur dit: « Séparez-moi Saul et Barnabé pour l’œuvre à laquelle je les ai appelés. »
ସେମଃନ୍ ମାପ୍ରୁର୍ ସେବା ଆର୍ ଉହାସ୍ କଃର୍ତାବଃଳ୍ ପବିତ୍ର ଆତ୍ମା କୟ୍ଲି, ଜୁୟ୍ କାମାର୍ ଗିନେ ଅଃମି ବର୍ନବା ଆର୍ ସାଉଲ୍କେ କୁଦି ଆଚୁ ସେତାକ୍ ସେମଃନ୍କେ ବିନେ କଃରା ।
3 Alors, après avoir jeûné et prié, ils leur imposèrent les mains et les laissèrent partir.
ସେତାକ୍ ସେମଃନ୍ ଉହାସ୍ ଆର୍ ପାର୍ତ୍ନା କଃଲା ହଃଚେ, ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାୟ୍ ଆର୍ ସେମଃନ୍କେ ହଃଟାୟ୍ଲାୟ୍ ।
4 Envoyés donc par le Saint-Esprit, Saul et Barnabé se rendirent à Séleucie, d’où ils firent voile pour l’île de Chypre.
ଇ ହଃର୍କାରେ ବର୍ନବା ଆର୍ ସାଉଲ୍ ପବିତ୍ର ଆତ୍ମା ହଃଟାୟ୍ଲାକେ ସେଲୁକିଆକ୍ ଗଃଲାୟ୍, ସେତି ହୁଣି ହାଣି ଜାଜେ ଚଃଗି ସାଇପ୍ରସ୍ ହାକ୍ ଗଃଲାୟ୍ ।
5 Arrivés à Salamine, ils annoncèrent la parole de Dieu dans les synagogues des Juifs. Ils avaient avec eux Jean pour les aider dans leur ministère.
ସେମଃନ୍ ସାଲମି ତଃୟ୍ ହଚ୍ଲା ହଃଚେ ଜିଉଦିମଃନାର୍ ସଃବୁ ପାର୍ତ୍ନା ଗଃରେ ଇସ୍ୱରାର୍ କଃତା ପର୍ଚାର୍ କଃରୁକେ ଦଃର୍ଲାୟ୍, ଆର୍ ଜହନ୍ ମାର୍କ ହେଁ ସେମଃନ୍କେ ଉହ୍କାର୍ କଃରୁକେ ସେମଃନାର୍ ସଃଙ୍ଗ୍ ରିଲା ।
6 Ayant parcouru toute l’île jusqu’à Paphos, ils trouvèrent un certain magicien, faux prophète juif, nommé Barjésus,
ଆରେକ୍ ସେମଃନ୍ ଚାରିହାକ୍ ଟାପୁମଃନ୍କେ ବୁଲି ବୁଲି ପାପସ୍କେ ଆସି ଗଟେକ୍ ବମ୍ଳାଉତା ବାବ୍ବାଦିକେ ଦଃକ୍ଲାୟ୍, ସେ ଗଟେକ୍ ଜିଉଦି ଆର୍ ତାର୍ ନାଉଁ ବାର୍ଜିସୁ ।
7 qui vivait auprès du proconsul Sergius Paulus, homme sage. Ce dernier, ayant fait appeler Barnabé et Saul, manifesta le désir d’entendre la parole de Dieu.
ସେ ରଃଜା ବାଚ୍ଲା ଗୁମୁସ୍ତା ସେର୍ଗିଅ ପାଉଲାର୍ ସଃଙ୍ଗୁଆଳି ରିଲା, ସେ ରଃଜା ବାଚ୍ଲା ଗୁମୁସ୍ତା ଲକ୍ ଗଟେକ୍ ବୁଦିମାନ୍ ଲକ୍ ରିଲା, ସେ ଇସ୍ୱରାର୍ କଃତା ସୁଣୁକ୍ ମଃନ୍ କଃରି ବର୍ନବା ଆର୍ ସାଉଲ୍କେ ତାର୍ ଚଃମେ କୁଦାୟ୍ଲା ।
8 Mais Elymas, le magicien — car telle est la signification de son nom — leur faisait opposition, cherchant à détourner de la foi le proconsul.
ମଃତର୍ ସେ ଗୁଣିଆ ଏଲିମା, ଇରି ତାର୍ ଗ୍ରିକ୍ ନାଉଁ, ସେ ରଃଜାର୍ ବାଚ୍ଲା ଅଃଦିକାରି ଜଃନ୍କଃରି କି କ୍ରିସ୍ଟକେ ବିସ୍ୱାସ୍ ନଃକେରେ ସେତାର୍ଗିନେ ସେମଃନ୍କେ ବାଦା ଦେଉଁକ୍ ଦଃର୍ଲା ।
9 Alors Saul, appelé aussi Paul, rempli du Saint-Esprit, fixant son regard sur le magicien,
ମଃତର୍ ସାଉଲ୍ ଜାକେ ପାଉଲ୍ ବଃଲି ହେଁ କଃଉତି, ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ ତାକେ ଗଃଡିୟା ଗଃଡିୟା ଦଃକି କଃରି କୟ୍ଲା,
10 lui dit: « Homme plein de toute sorte de ruses et de fourberies, fils du diable, ennemi de toute justice, ne cesseras-tu pas de pervertir les voies droite du Seigneur?
“ଏ ସୟ୍ତାନାର୍ ହୟ୍ସି ତୁୟ୍ ସଃବୁ ହଃର୍କାର୍ ହେଟ୍କୁଟ୍ୟା ଆର୍ ଟକୁଆ ଆର୍ ସଃବୁ ହଃର୍କାର୍ ଦଃର୍ମାର୍ ସଃତ୍ରୁ, ତୁୟ୍ ସଃବୁବଃଳ୍ ମାପ୍ରୁର୍ ସଃତ୍କେ ମିଚ୍ କଃରୁକେ ଚେସ୍ଟା କଃରୁଲିସ୍ ।
11 Maintenant voici que la main de Dieu est sur toi; tu seras aveugle, privé pour un temps de la vue du soleil. » Aussitôt d’épaisses ténèbres tombèrent sur lui, et il cherchait, en se tournant de tous côtés, quelqu’un qui lui donnât la main.
ଆର୍ ଅଃବେ ଦଃକ୍ ମାପ୍ରୁର୍ ଆତ୍ ତର୍ ଉହ୍ରେ ଆଚେ, ତୁୟ୍ କାଣା ଅୟ୍ କଃତି ଗଃଟା ହଃତେକ୍ ବେଳ୍କେ ଦଃକୁ ନଃହାର୍ସି । ସେଦାହ୍ରେ ଦୁୟେଁରି ଆର୍ ଅଃନ୍ଦାର୍ ତାକେ ଡାହ୍ଲି” ସେତାକ୍ ତାକେ ଆତ୍ ଦଃରି କାଡାଉଁକ୍ ସେ ଏଣେ ତେଣେ ଆଣ୍ଡଳି ଲକ୍କେ ଲଳୁକ୍ ଦଃର୍ଲା ।
12 A la vue de ce prodige, le proconsul crut, vivement frappé de la doctrine du Seigneur.
ସେ ରଃଜା ବାଚ୍ଲା ଗୁମୁସ୍ତା ଇ ଗଃଟ୍ଣା ଦଃକି ମାପ୍ରୁର୍ ତଃୟ୍ ବିସ୍ୱାସ୍ କଃଲା ବଃଲେକ୍ ସେ ମାପ୍ରୁର୍ କଃତା ସୁଣି କାବା ଅୟ୍ରିଲା ।
13 Paul et ses compagnons, ayant fait voile de Paphos, se rendirent à Perge en Pamphylie; mais Jean les quitta et s’en retourna à Jérusalem.
ହଃଚେ ପାଉଲ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ ପାପସ୍ ଟାଣେ ହୁଣି ହାଣି ଜାଜେ ପପୁଲିଆର୍ ପର୍ଗିକେ ଆୟ୍ଲାୟ୍, ମଃତର୍ ଜହନ୍ ମାର୍କ ସେମଃନ୍କେ ଚାଡିକଃରି ଜିରୁସାଲମ୍ ବାଉଳି ଗଃଲା ।
14 Eux, poussant au delà de Perge, se rendirent à Antioche de Pisidie, et étant entrés dans la synagogue le jour du sabbat, ils s’assirent.
ସେମଃନ୍ ପର୍ଗି ହୁଣି ଜାୟ୍କଃରି ପିସିଦିଆର୍ ଆନ୍ତିଅକିଆ ହଚ୍ଲାୟ୍ ଆର୍ ବିସାଉଁଣିବାର୍ ବିନ୍ ଜିଉଦିମଃନାର୍ ପାର୍ତ୍ନା ଗଃରେ ଜାୟ୍ ବଃସ୍ଲାୟ୍ ।
15 Après la lecture de la Loi et des Prophètes, les chefs de la synagogue leur envoyèrent dire: « Frères, si vous avez quelque exhortation à adresser au peuple, parlez. »
ଆରେକ୍ ମସାର୍ ସାସ୍ତର୍ ଆର୍ ବାବ୍ବାଦିର୍ ସାସ୍ତର୍ ହଳ୍ଲା ହଃଚେ ପାର୍ତ୍ନା ଗଃରାର୍ ମୁଳିକାମଃନ୍ ସେମଃନାର୍ ହାକ୍ ଇରି କୟ୍ ହଃଟାୟ୍ଲାୟ୍ “ବାୟ୍ମଃନ୍ ଲକ୍ମଃନାର୍ ଗିନେ ଜଦି ତୁମିମଃନାର୍ କାୟ୍ ସିକ୍ୟା ଦେତାର୍ କଃତା ଆଚେ ତଃବେ କଃଉଆ ।”
16 Paul se leva, et, ayant fait signe de la main, il dit: « Enfants d’Israël, et vous qui craignez Dieu, écoutez.
ସେତାକ୍ ପାଉଲ୍ ଟିଆ ଅୟ୍ ଆତ୍ସଃଗ୍ୟା କଃରି କଃଉଁକେ ଦଃର୍ଲା ଏ ଇସ୍ରାଏଲ୍ ଲକ୍ମଃନ୍ ଆର୍ ଇସ୍ୱର୍କେ ମାନ୍ତା ଲକ୍ମଃନ୍ ମର୍ କଃତା ସୁଣା,
17 Le Dieu de ce peuple d’Israël a choisi nos pères. Il glorifia ce peuple pendant son séjour en Égypte, et l’en fit sortir par son bras puissant.
ଇସ୍ରାଏଲ୍ ଜାତିର୍ ଇସ୍ୱର୍ ଅଃମିମଃନାର୍ ଦାଦିବାବୁମଃନ୍କେ ବାଚ୍ଲା ଆର୍ ସେମଃନ୍ ମିସର୍ ଦେସେ ବାସା କଃର୍ତି ରିଲାୟ୍ ସଃଡେବଃଳ୍ ସେମ୍ନଃକେ ଉହ୍ରେ ଉଟାୟ୍ଲା ଆରେକ୍ ତାର୍ ବଃଳ୍ ସଃକାତ୍ ଆତେ ସେତି ହୁଣି ସେମ୍ନଃକେ ବାର୍କଃରି ଆଣ୍ଲା ।
18 Durant près de quarante ans, il en prit soin dans le désert.
ହଃଚେ ଚାଳିସ୍ ବଃର୍ସ୍ ହଃତେକ୍ ସୁକ୍ଲା ବଃଟାୟ୍ ସେମଃନାର୍ ଗେଞ୍ଜ୍ଣା ସମ୍ୱାଳ୍ଲା ।
19 Puis, ayant détruit sept nations au pays de Canaan, il le mit en possession de leur territoire.
ଆରେକ୍ କିଣାନ୍ ଦେସାର୍ ସାତ୍ଗଟ୍ ବଃଉଁସାର୍ ଲକ୍ମଃନ୍କେ ନାସ୍ କଃରି,
20 Après cela, durant quatre cent cinquante ans environ, il lui donna des juges jusqu’au prophète Samuel.
ହାକାହାକି ଚାରିସଅ ଦୁୟକଳିଦଃସ୍ ବଃର୍ସ୍ ବିତ୍ରେ ଇସଃବୁ ଗଃଟ୍ଣା ଗଃଟ୍ଲି । “ଇତାର୍ ହଃଚେ ବାବ୍ବାଦି ସାମୁଏଲ୍ ହଃତେକ୍ ବିଚାର୍କ୍ର୍ତା ଲକ୍ମଃନ୍କେ ବାଚ୍ଲା ।”
21 Alors ils demandèrent un roi; et Dieu leur donna, pendant quarante ans, Saül, fils de Cis, de la tribu de Benjamin.
ତାର୍ ହଃଚେ ସେମଃନ୍ ଗଟେକ୍ ରଃଜା ହାଉଁକେ ପାର୍ତ୍ନା କଃଲାୟ୍, ଆର୍ ଇସ୍ୱର୍ ଦୁୟ୍କଳି ବଃର୍ସ୍ ହଃତେକ୍ ବିନ୍ୟାମିନ୍ ବଃଉଁସାର୍ କିସାର୍ ହୟ୍ସି ସାଉଲ୍କେ ସେମଃନ୍କେ ରଃଜା କଃରି ଦିଲା ।
22 Puis, l’ayant rejeté, il leur suscita pour roi David, auquel il a rendu ce témoignage: J’ai trouvé David, fils de Jessé, homme selon mon cœur, qui accomplira toutes mes volontés. —
ହଃଚେ ଇସ୍ୱର୍ ତାକେ ରଃଜା ହଃଦ୍ କାଡିକଃରି ସେମଃନାର୍ ରଃଜା ଅଃଉଁକେ ଦାଉଦ୍କେ ବାଚ୍ଲା ସେ ହେଁ ତାର୍ କଃତା ସାକି ଅୟ୍ କୟ୍ଲା ଅଃମି ଜିସିର୍ ଦାଉଦ୍କେ ମିଳାୟ୍ ଆଚୁ ସେ ଅଃମାର୍ ମଃନ୍ କଃଲା ଲକ୍, ସେ ସଃବୁ କଃତାୟ୍ ଅଃମାର୍ ଇଚା ମାନେଦ୍ ।
23 C’est de sa postérité que Dieu, selon sa promesse, a fait sortir pour Israël un Sauveur, Jésus.
ତାର୍ ବଃଉଁସ୍ ହୁଣି ଇସ୍ୱରାର୍ ସଃୟ୍ତ୍ ହଃର୍କାରେ ଇସ୍ରାଏଲାର୍ ଗିନେ ଗଟେକ୍ ମୁକ୍ଳାଉତା ଲକ୍ ବଃଲେକ୍ ଜିସୁକେ ହଃଟାୟ୍ଦ୍ ।
24 Avant sa venue, Jean avait prêché un baptême de pénitence à tout le peuple d’Israël;
ଜିସୁ ତାର୍ କାମ୍ ଆରୁମ୍ କଃର୍ତା ହୁର୍ବେ ଜହନ୍ ସଃବୁ ଇସ୍ରାଏଲ୍ ଲକାର୍ ଚଃମେ ହଃର୍ତୁ ମଃନ୍ ବାଦ୍ଲାଉତା ବାପ୍ତିସମ୍ ପର୍ଚାର୍ କଃରି ରିଲା ।
25 et arrivé au terme de sa course, il disait: Je ne suis pas celui que vous pensez; mais voici qu’après moi vient celui dont je ne suis pas digne de délier la chaussure.
ଆର୍ ଜହନ୍ ଅଃହ୍ଣାର୍ ଟିକ୍ କଃଲା କାମ୍ ସଃରାଉଁ ସଃରାଉଁ ଲକ୍ମଃନ୍କେ କୟ୍ଲା, ମୁୟ୍ଁ ଜେ ବଃଲି ତୁମିମଃନ୍ ମଃନେ ବାବୁଲାସ୍ ମୁୟ୍ଁ ସେ ନାୟ୍, ମଃତର୍ ଦଃକା ମର୍ ହଃଚେ ଗଟେକ୍ ଲକ୍ ଆସୁଲା, ତାର୍ ହାଦାର୍ ହାଣ୍ଡାୟ୍ କୁସ୍ଳାଉଁକେ ମୁୟ୍ଁ ଜୟ୍ଗ୍ ନାୟ୍ ।
26 Mes frères, fils de la race d’Abraham, et vous qui craignez Dieu, c’est à vous que cette parole de salut a été envoyée.
“ଏ ବାୟ୍ମଃନ୍ ଅବ୍ରାହାମ୍ ବଃଉଁସାର୍ ହିଲାମଃନ୍ ଆର୍ ତୁମିମଃନାର୍ ବିତ୍ରେ ଇସ୍ୱର୍ କେ ମାନ୍ତା ଅଜିଉଦିମଃନ୍ ଅଃମାର୍ ଚଃମେ ଇ ମୁକ୍ଳାଉତା କଃତା କୟ୍ ହଃଟାୟ୍ ଆଚେ ।”
27 Car les habitants de Jérusalem et leurs magistrats ayant méconnu Jésus et les oracles des prophètes qui se lisent chaque sabbat, les ont accompli par leur jugement,
କାୟ୍ତାକ୍ବଃଲେକ୍ ଜିରୁସାଲମାର୍ ଲକ୍ମଃନ୍ ଆରେକ୍ ସେମଃନାର୍ ମୁଳିକାମଃନ୍ ଜିସୁକେ ମୁକ୍ତିକାରି ବଃଲି ନଃଜାଣି ଆରେକ୍ ହଃତି ବିସାଉଁଣିବାର୍ଦିନ୍ ହଳ୍ତା ବାବ୍ବାଦିମଃନାର୍ କଃତା ସଃବ୍କେ ନଃଜାଣିକଃରି ତାକେ ଦସି ବାବେ ବିଚାର୍ କଃରି ସଃବୁ ହୁରୁଣ୍ କଃଲାୟ୍ ।
28 et sans avoir rien trouvé en lui qui méritât la mort, ils ont demandé à Pilate de le faire mourir.
ଆର୍ ମଃର୍ନ୍ ଦଃଣ୍ଡାର୍ କାୟ୍ ଦଃସ୍ ନଃହାୟ୍ଲେକ୍ ହେଁ ତାକେ ମାରୁକ୍ ପିଲାତକେ ଗଃଉଆରି କଃଲାୟ୍ ।
29 Et quand ils eurent accompli tout ce qui est écrit de lui, ils le descendirent de la croix et le déposèrent dans un sépulcre.
ଆରେକ୍ ତାର୍ ବିସୟେ ଦଃର୍ମ୍ସାସ୍ତରେ ଜୁୟ୍ ସଃବୁ ଲେକା ଆଚେ ସେମଃନ୍ ସେ ସଃବୁ ହୁର୍ନ୍ କଃଲା ହଃଚେ ତାକେ କ୍ରୁସେ ହୁଣି ଉତ୍ରାୟ୍ ଆଣି ମଃସ୍ଣେ ସଃଙ୍ଗାୟ୍ଲାୟ୍ ।
30 Mais Dieu l’a ressuscité des morts; et pendant plusieurs jours de suite il s’est montré à ceux
ମଃତର୍ ଇସ୍ୱର୍ ତାକେ ମଃଲା ତଃୟ୍ ହୁଣି ଉଟାୟ୍ଲା ।
31 qui étaient montés avec lui de la Galilée à Jérusalem, et qui sont maintenant ses témoins auprès du peuple.
ଆରେକ୍ ଜୁୟ୍ ଲକ୍ମଃନ୍ ତାର୍ ସଃଙ୍ଗ୍ ଗାଲିଲି ହୁଣି ଜିରୁସାଲମ୍ ଆସି ରିଲାୟ୍ ସେମଃନ୍ ବୁତେକ୍ ଦିନ୍ ହଃତେକ୍ ତାକେ ଦଃକ୍ଲାୟ୍, ସେମଃନ୍ ଇସ୍ରାଏଲ୍ ଲକ୍ମଃନାର୍ ଗିନେ ସାକି ।
32 Nous aussi, nous vous annonçons que la promesse faite à nos pères,
ଆର୍ ଦାଦିବାବୁ ମଃନାର୍ ଚଃମେ କଃଲା ସଃୟ୍ତ୍ ଆମିମଃନ୍ ତୁମିମଃନଃକେ ଇ ନିକ କବୁର୍ ପର୍ଚାର୍ କଃରୁଲୁ ।
33 Dieu l’a accomplie pour nous, leurs enfants, en ressuscitant Jésus, selon ce qui est écrit dans le Psaume deuxième: Tu es mon Fils, je t’ai engendré aujourd’hui.
ଇସ୍ୱର୍ ଜିସୁକେ ଉଟାୟ୍ କଃରି ସେମଃନାର୍ ହିଲା ଜେ ଆମିମଃନ୍ ଅଃମାର୍ ଗିନେ ସେ ସଃୟ୍ତ୍ ହୁରୁଣ୍ କଃରିଆଚେ, ଜଃନ୍କଃରି ଗିତ୍ସଙ୍ଗିତା ଦୁୟ୍ ଲଃଗେ ଲେକା ଆଚେ- “ତୁୟ୍ ଅଃମାର୍ ହଅ; ଆଜି ମୁୟ୍ଁ ତର୍ ଉବାଦି ଅୟ୍ଲେ ।”
34 Que Dieu l’ait ressuscité des morts de telle sorte qu’il ne retournera pas à la corruption, c’est ce qu’il a déclaré en disant: Je vous donnerai les faveurs divines promises à David, faveurs qui sont assurées.
ସେ ଜେ ମଃଲା ଲକ୍ ତଃୟ୍ହୁଣି ଉଟାୟ୍ ଆଚେ ଆରେକ୍ ସେ ଜେ, ଆର୍ ନଃସ୍ଟ୍ ଜଃଗାୟ୍ ନଃଲେଉଟେ ଇ କଃତା ଇ ହଃର୍କାରେ କୟ୍ଆଚେ- “ମୁୟ୍ଁ ଦାଉଦାର୍ ଚଃମେ ସଃୟ୍ତ୍ କଃଲା ପବିତ୍ର, ଆର୍ ତିର୍ ରେତା ଆସିର୍ବାଦାର୍ ଜୟ୍ଗ୍ ଦଃୟ୍ନ୍ଦ୍ ।”
35 — C’est pourquoi il dit encore ailleurs: Tu ne permettras pas que ton Saint voie la corruption. —
ଆରେକ୍ ହେଁ ସାସ୍ତରାର୍ ଗଟେକ୍ ତଃୟ୍ ଲେକାଆଚେ- “ତୁୟ୍ ତକ୍ ମାନ୍ତା ଲକ୍କେ ମଃସ୍ଣେ ନଃସ୍ଟ୍ ଅଃଉଁକେ ନଃଦେସି ।”
36 Or David, après avoir, pendant qu’il vivait, accompli les desseins de Dieu, s’est endormi, et il a été réuni à ses pères, et il a vu la corruption.
ଦାଉଦ୍ ତ ଅଃହ୍ଣାର୍ କାଳାର୍ ଲକ୍ମଃନାର୍ ବିତ୍ରେ ଇସ୍ୱରାର୍ ଇଚା ହଃର୍କାରେ ସେବା କାମ୍ କଃଲା ହଃଚେ ମଃରି ଗଃଲା ଆର୍ ଅଃହ୍ଣାର୍ ଦାଦିବାବୁ ମଃନାର୍ ଚଃମେ ତହ୍ଲାକ୍ ତାର୍ ଗଃଗାଳ୍ ନଃସ୍ଟ୍ ଅୟ୍ଲି,
37 Mais celui que Dieu a ressuscité n’a pas vu la corruption.
ମଃତର୍ ଜାକେ ଇସ୍ୱର୍ ମଃର୍ନେହୁଣି ଉଟାୟ୍ଲା ଆଚେ ସେ ନଃସ୍ଟ୍ ନଃୟ୍ ।
38 Sachez-le donc, mes frères: c’est par lui que le pardon des péchés vous est annoncé; et de toutes les souillures, dont vous n’avez pu être justifiés par la loi de Moïse,
ତଃବେ ଏ ବାୟ୍ମଃନ୍ ସୁଣା, ତୁମିମଃନ୍ ଇରି ଜାଣି ରିଆ ଜେ, ଇ ଲକାର୍ ତଃୟ୍ହୁଣି ତୁମାର୍ ଚଃମେ ହାହ୍ କେମାର୍ ନିକ କବୁର୍ ପର୍ଚାର୍ କଃରାଅୟ୍ଆଚେ ମସାର୍ ବିଦି ତଃୟ୍ ସଃବୁ ଲକ୍ ବିସ୍ୱାସ୍ କଃଲେକ୍ ଉଦାର୍ ହାଉତି ।
39 quiconque croit en est justifié par lui.
ଆରେକ୍ ମସାର୍ ସାସ୍ତର୍ ତଃୟ୍ହୁଣି ଜୁୟ୍ ସଃବୁ ବିସୟ୍ ତୁମିମଃନ୍ ଉଦାର୍ ହାୟ୍ ଦଃର୍ମି ଗଃଣା ନୟ୍ଲାସ୍ ବିସ୍ୱାସ୍ କଃର୍ତା ହଃତିଲକ୍ ତାର୍ ତଃୟ୍ହୁଣି ସେସଃବୁ କଃତାୟ୍ ହୁଣି ମୁକ୍ଳି ଦଃର୍ମି ଗଃଣା ଅଃଉତି ।
40 Prenez donc garde qu’il ne vous arrive ce qui est dit dans les Prophètes:
ସେତାକ୍ ଜାଗ୍ରତ୍, କଃଡେବଃଳ୍ ବାବ୍ବାଦିମଃନାର୍ ସାସ୍ତରେ ଜାୟ୍ରି କଃଉଆ ଅୟ୍ଆଚେ ସେରି ଜଃନ୍କଃରି ତୁମିମଃନ୍କେ ନଃଗଟେ ।
41 « Voyez, hommes dédaigneux, soyez étonnés et disparaissez; car je vais faire en vos jours une œuvre, une œuvre que vous ne croiriez pas si on vous la racontait. »
ଏ ଅମାନ୍ୟାର୍ ଲକ୍ମଃନ୍ ତୁମିମଃନ୍ କାବା ଅୟ୍ ମଃରା, ଇତାକ୍ ମୁୟ୍ଁ ତୁମିମଃନାର୍ ବେଳାୟ୍ ଗଟେକ୍ କାମ୍ କଃରୁଲେ, ଜଦି ସେ କେ ସେ କାମ୍ ତୁମାର୍ ଚଃମେ ଗଟେକ୍ ଗଟେକ୍ କଃରି କାୟ୍ରି କୟ୍ଦ୍, ତଃବେ ତୁମିମଃନ୍ କଃନ୍କଃରି ହେଁ “ସେରି ସଃତ୍ କଃରା ନାୟ୍ ।”
42 Lorsqu’ils sortirent, on les pria de parler sur le même sujet au sabbat suivant.
ପାଉଲ୍ ଆର୍ ବର୍ନବା ପାର୍ତ୍ନା ଗଃରେହୁଣି ବାରୟ୍ ଜାତାବଃଳ୍ ଜଃନ୍କଃରି ଆରେକ୍ ଗଟ୍ ବିସାଉଁଣିବାର୍ଦିନ୍ ସେ ସଃବୁ କଃତା ସେମଃନ୍କେ କଃଉଆ ଅୟ୍ଦ୍ ଇତାର୍ ଗିନେ ସେମଃନ୍ ଗଃଉଆରି କଃରୁକେ ଦଃର୍ଲାୟ୍ ।
43 Et à l’issue de l’assemblée, beaucoup de Juifs et de pieux prosélytes suivirent Paul et Barnabé, et ceux-ci, s’entretenant avec eux, les exhortèrent à persévérer dans la grâce de Dieu.
ପାର୍ତ୍ନା ସଃର୍ଲା ହଃଚେ ଜିଉଦି ଆର୍ ଜିଉଦି ଦଃର୍ମ୍ ଦାରାୟ୍ ମିସ୍ଲା ଅଜିଉଦି ଲକ୍ମଃନାର୍ ବିତ୍ରେ ଗାଦେକ୍ ଲକ୍ ପାଉଲ୍ ଆର୍ ବର୍ନବାର୍ ହଃଚେହଃଚେ ଗଃଲାୟ୍, ପେରିତ୍ମଃନ୍ ସେମଃନାର୍ ସଃଙ୍ଗ୍ କଃତାବାର୍ତା କଃରି ଇସ୍ୱରାର୍ ଦଃୟାୟ୍ ତିର୍ ଅୟ୍ ରେଉଁକ୍ ବୁଜାୟ୍ଲାୟ୍ ।
44 Le sabbat suivant, la ville presque toute entière se rassembla pour entendre la parole de Dieu.
ଆରେକ୍ ଗଟେକ୍ ବିସାଉଁଣି ବିନ୍ ଗଃଳାର୍ ସଃବୁଲକ୍ ଇସ୍ୱର୍ କଃତା ସୁଣୁକ୍ ଗଟେତଃୟ୍ ଅୟ୍ଲାୟ୍ ।
45 Les Juifs, voyant tout ce concours, furent remplis de jalousie, et, en blasphémant, ils contredirent tout ce que disait Paul.
ମଃତର୍ ଜିଉଦିମଃନ୍ ଲକ୍ମଃନ୍କେ ଦଃକି ଡାରାୟ୍ ହୁର୍ନ୍ ଅୟ୍ଲାୟ୍, ଆରେକ୍ ଲିନ୍ଦା କଃରି ପାଉଲାର୍ କଃତାକ୍ ଜଃବର୍ ବିରଦ୍ କଃରୁକେ ଦଃର୍ଲାୟ୍ ।
46 Alors Paul et Barnabé dirent avec assurance: « C’est à vous les premiers que la parole de Dieu devait être annoncée; mais, puisque vous la repoussez, et que vous-mêmes vous vous jugez indignes de la vie éternelle, voici que nous nous tournons vers les Gentils. (aiōnios )
ସେତାକ୍ ପାଉଲ୍ ଆର୍ ବର୍ନବା ସାସ୍ ଦଃରି କୟ୍ଲାୟ୍ ହଃର୍ତୁ ତୁମିମଃନାର୍ ତଃୟ୍ ଇସ୍ୱରାର୍ କଃତା କଃଉତା ଲଳାରିଲି, ମଃତର୍ ତୁମିମଃନ୍ ସେରି ନଃସୁଣ୍ଲାସ୍, ଅଃହ୍ଣା ଆହ୍ଣାକେ ଅଃମ୍ବର୍ ଜିବନାର୍ ଜୟ୍ଗ୍ ନାୟ୍ ବଃଲି ବିଚାର୍ କଃଲାକ୍, ଦଃକା ଅଃମି ତୁମିମଃନ୍କେ ଚାଡି ଅଜିଉଦିମଃନାର୍ ତଃୟ୍ ଜଃଉଁଲୁ । (aiōnios )
47 Car le Seigneur nous l’a ainsi ordonné: Je t’ai établi pour être la lumière des nations, pour porter le salut jusqu’aux extrémités de la terre. »
କାୟ୍ତାକ୍ ବଃଲେକ୍ ମାପ୍ରୁ ଆମିମଃନ୍କେ ଇ ଆଦେସ୍ ଦଃୟ୍ଆଚେ “ଆମିମଃନ୍ ଇ ଅଜିଉଦି ଲକ୍ମଃନାର୍ ଉଜାଳ୍ ହର୍ ତୁମିମଃନ୍କେ ବାଚି ଆଚୁ ।” ଜଃନ୍କଃରି ତୁମି ହୁର୍ତିବିର୍ ସେସ୍ ହଃତେକ୍ ମୁକ୍ଳାଉତା “ଲକ୍ ହର୍ ଅଃଉଆସ୍ ।”
48 En entendant ces paroles, les Gentils se réjouirent, et ils glorifiaient la parole du Seigneur; et tous ceux qui étaient destinés à la vie éternelle devinrent croyants. (aiōnios )
ଅଜିଉଦିମଃନ୍ ଇରି ସୁଣି ସଃର୍ଦା ଅୟ୍ଲାୟ୍ ଆର୍ ଇସ୍ୱରାର୍ କଃତାକ୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ ଆରେକ୍ ଜଃତେକ୍ ଲକ୍ ଅଃମ୍ବର୍ ଜିବନ୍ ଗିନେ ବାଚ୍ଲାର୍ ଅୟ୍ରିଲା, ସେମଃନ୍ ବିସ୍ୱାସ୍ କଃଲାୟ୍ । (aiōnios )
49 Et la parole du Seigneur se répandait dans tout le pays.
ଆର୍ ସଃବୁ ହଲିତଃୟ୍ ମାପ୍ରୁର୍ କଃତା ପର୍ଚାର୍ ଅୟ୍ଲି ।
50 Mais les Juifs, ayant excité les femmes prosélytes de la classe élevée et les principaux de la ville, soulevèrent une persécution contre Paul et Barnabé, et les chassèrent de leur territoire.
ମଃତର୍ ଜିଉଦି ଅଃଦିକାରି ଅଜିଉଦି ଡାକ୍ ହୁଟା ମାୟ୍ଜିମଃନ୍କେ ଆର୍ ଗଃଳାର୍ ବଃଡ୍ଜାଜକ୍ ଲକ୍ମଃନ୍କେ ଜିଉଦିମଃନ୍ ସଃର୍ଜାୟ୍ଲାୟ୍ । ଆରେକ୍ ପାଉଲ୍ ଆର୍ ବର୍ନବାକ୍ ତାଳ୍ନା କଃରି ଅଃହ୍ଣାର୍ ସଃନ୍ଦି ତଃୟ୍ ହୁଣି ସେମଃନ୍କେ ବାର୍କଃଲାୟ୍ ।
51 Alors Paul et Barnabé secouèrent contre eux la poussière de leurs pieds et allèrent à Iconium.
ସେତାକ୍ ପେରିତ୍ମଃନ୍ ଅଃହ୍ଣା ଅଃହ୍ଣାର୍ ହାଦାର୍ ଦୁଳି ସେମଃନାର୍ ବିରଦେ ହାହଳି ଇକନିଆକେ ଗଃଲାୟ୍ ।
52 Cependant les disciples étaient remplis de joie et de l’Esprit-Saint.
ଆର୍ ଆନ୍ତିୟକିଆୟ୍ ଚେଲାମଃନ୍ ସଃର୍ଦାଅୟ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅଃଉଁକେ ଦଃର୍ଲାୟ୍ ।